Biraja Agneswar Haat Committee Members Protest In Jajpur; Demands Not To Expand The Market

Поділитися
Вставка
  • Опубліковано 1 гру 2024

КОМЕНТАРІ • 2

  • @gayadharpanda5612
    @gayadharpanda5612 10 місяців тому

    ଯଦି ଶ୍ରୀଜଗନ୍ନାଥ ମନ୍ଦିର ଭଳି ବିଶ୍ବ ପ୍ରସିଦ୍ଧ ମନ୍ଦିରର ପରିକ୍ରମା ନିମନ୍ତେ ମେଘନାଦ ପାଚେରୀଠାରୁ ୩୦୦ ମିଟର ପର୍ଯ୍ୟନ୍ତ ସ୍ଥାନ ଅଧିଗ୍ରହଣ କରାଯାଇଛି, ତେବେ ବିରଜା ମନ୍ଦିର ବେଢ଼ାଠାରୁ କେତେ ଦୂର ପର୍ଯ୍ୟନ୍ତ ସ୍ଥାନ ନେବା ଉଚିତ, ବିଚାର କରିବା ଦରକାର। ଦୀର୍ଘ ୨୦୦ ବର୍ଷର ଏହି ଐତିହ୍ୟପୂର୍ଣ୍ଣ ହାଟର ଉଚ୍ଛେଦ କରାଯିବାର ଆବଶ୍ୟକତା କଅଣ ଅଛି। ଏଠାରେ ହାଟ ରହିବାଦ୍ବାରା ଠାକୁରାଣୀଙ୍କ ମନ୍ଦିରର କେଉଁ ଅସୁବିଧା ହେବ? ଏଣୁ ହାଟକୁ ବରଂ ସଂକୁଚିତ କରାଯାଉ, କିନ୍ତୁ ସ୍ଥାନାନ୍ତର କରାନଯାଉ।
    ଯଦି ହାଟ ଉଠିଯିବା ନିହାତି ଦରକାର, ତେବେ କଳସପୁର ତୋଟା ଓ ଯାଉଁଲିବନ୍ଧ ସଂଲଗ୍ନ ସ୍ଥାନରେ ହାଟ ବସାଇବାର ବ୍ଯବସ୍ଥା କରାଯାଉ।

  • @purunachandrabehera2373
    @purunachandrabehera2373 10 місяців тому

    ବବି ବାବୁ। ଭେଟ।