ଶିକ୍ଷକ ନିଯୁକ୍ତି ନେଇ ଆସିଲା ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ LIVEଦେଖନ୍ତୁ

Поділитися
Вставка
  • Опубліковано 2 жов 2024
  • ଶିକ୍ଷକ ନିଯୁକ୍ତି ନେଇ ଆସିଲା ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ LIVEଦେଖନ୍ତୁ
    #rashmitube

КОМЕНТАРІ • 66

  • @surendrakumarsahoo2924
    @surendrakumarsahoo2924 3 дні тому +15

    ଯଦି ନବରଙ୍ଗପୁର ରେ ତାଙ୍କ ପାଖ ଜିଲ୍ଲା ପିଲାଙ୍କୁ teacher posting ପାଇଁ allow କରୁଛନ୍ତି,ଅନ୍ୟ ଜିଲ୍ଲା ପିଲା ମାନଙ୍କୁ ଗୋଡାଉଛନ୍ତି,ତେଣୁ ସେହି ନବରଙ୍ଗପୁର ର ପିଲା ମାନଙ୍କୁ ଅନ୍ୟ ଜିଲ୍ଲା ରେ ପୁରାଇ ଦିଅନ୍ତୁ ନାହିଁ।

    • @ashutoshmistry2100
      @ashutoshmistry2100 2 дні тому

      ନବରଙ୍ଗପୁର ରେ 80% ବାହାର ଜିଲ୍ଲା ଲୋକ ଚାକିରୀ କରୁଛନ୍ତି ସମସ୍ତଙ୍କୁ ତାଙ୍କ ଜିଲ୍ଲା କୁ ପଠେଇ ଦେବୁ
      ଜୟ ଆଦିବାସୀ

  • @rambatisanta2855
    @rambatisanta2855 2 дні тому +3

    ଆପଣଙ୍କ ଘରେ ଆଉ କାହା ଘରର ଲୋକ ଆସି ମୁଁ ଏ ଘରର ମାଲିକ କହିଲେ .... ଆପଣ ହଁ ବୋଲି ରାଜି ହେବେକି....? ଆପଣଙ୍କ ଘରର ଅଧିକାର ଫାଷ୍ଟ ଆପଣଙ୍କ ହାତରେ 🙏 ଠିକ୍ ସେ ପରି ନିଜ ଅଞ୍ଚଳର ପିଲାଙ୍କୁ ଫାଷ୍ଟ ନିଜ ଅଞ୍ଚଳରେ ବା ନିଜ ଜିଲ୍ଲା ରେ ଦିୟା ଯାଉ 🙏ଆଗ ନିଜ ଜିଲ୍ଲାର ପିଲାଙ୍କୁ ସୁଜଗ ଦିଆଯାଉ ତାପରେ... ଯଦି ସିଟ୍ ରହିଯାଉଛି ତାହା ହେଲେ ଦେଖା ଯିବ ବାହାର ପିଲାଙ୍କୁ ଦୀୟାଯିବ .... ଆପଣ ମାନେ ବି ନିଜ ଜିଲ୍ଲା ପାଇଁ ନିଜର ଅଧିକାର ଫାଷ୍ଟ୍ ଅଛି କି ନାହିଁ ....? ନିଜେ ଟିକେ ଭାବନ୍ତୁ.... ଅନା ବନା ଶବ୍ଦରେ comment ଦେବା ଆଗରୁ ତା ପରେ comment' ରେ ଯାହା ଲେଖିବାର ଅଛି ଲେଖିବ। Tq🙏

  • @baishnabpaital4755
    @baishnabpaital4755 3 дні тому +3

    Education minister ତୁରନ୍ତ ଇସ୍ତଫା ଦିଅନ୍ତୁ। ନିଜ ଜିଲ୍ଲା ରେ ଅନ୍ୟ ଜିଲ୍ଲା ପିଲାଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି। ଦୁଃଖ ଓ ପରିତାପର ବିଷୟ ପିଲାମାନେ କଣ ଦୋଷ କରିଥିଲେ! ଏ ନାଟକବାଜି ଛାଡନ୍ତୁ। ନବରଙ୍ଗପୁର ପିଲା କଣ ବାହାର ଜିଲ୍ଲା ରେ ଚାକିରି କରୁନାହାନ୍ତି କି? ଜୟ ଶ୍ରୀରାମ।

  • @dillipparida5908
    @dillipparida5908 2 дні тому +2

    Immediately arrest karantu ei kuji neta nku auu court forward karajau non bail warenty re..Dirty politics..karuchanti..dhik tuma purusa pania.

  • @Neha-sd6ph
    @Neha-sd6ph День тому +1

    ସରକାର ଯୋଦି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାର ଉନ୍ନତି ପାଇଁ ଚାହୁଁଛନ୍ତି, ତେବେ ଏହି ଅଞ୍ଚଳର ଶିକ୍ଷିତ ବେକାରୀ ଭାଇ ଭଉଣୀ ମାନଙ୍କୁ ଆଞ୍ଚଳିକ ନିଯୁକ୍ତି ମାଧ୍ୟମରେ ସୁଯୋଗ ଦେଲେ ଉଚ୍ଚ ଶିକ୍ଷା ପ୍ରତି ପିଲାମାନେ ଆଗ୍ରହ ପ୍ରକାଶ କରିବେ।

  • @nareshsamal2823
    @nareshsamal2823 2 дні тому

    ମାଲକାନଗିରିର କିଛି ଅମାନୁଷିକ ବ୍ୟକ୍ତିର ଏ ଜନ୍ଦକୁ ମୁଁ ଗୃଣ କରେ

  • @prafullaanchal9495
    @prafullaanchal9495 2 дні тому

    ସରକାର ଙ୍କୁ ଅନୁରୋଧ ଯେଉଁ ମାନେ ଅନ୍ୟ ଜିଲ୍ଲା ର ପିଲା ମାନଙ୍କୁ ଅସମ୍ମାନ କରିଛନ୍ତି ସେମାନଙ୍କ ବିରୁଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ
    ଭିଡିଓ କ୍ଲିପ ରେ ଯେଉଁ ମାନେ ମାରିବା ପିଟିବା ପାଇଁ କହୁଛନ୍ତି ସେମାନଙ୍କୁ ତୁରନ୍ତ ଆରେଷ୍ଟ କରାଯାଉ କାରଣ ସରକାର ନିଯୁକ୍ତ ଦେଲେ ହେଲେ ନିଯୁକ୍ତି ପାଇଥିବା ପ୍ରାଥି ମାନଙ୍କର ଭୁଲ କଣ ଥିଲା କାହିଁକି ସେମାନଙ୍କୁ ଅସମ୍ମାନ କଲେ ମୋର ପ୍ରଶ୍ନ ଆବେଦନ ବେଳେ ନିଜ ଜିଲ୍ଲାରେ ଆବେଦନ ପାଇଁ କୌଣସି ସୁଚନା ନଥିଲା . କଥାରହିଲା କୋରାପୁଟ ନବରଙ୍ଗପୁର ଓଡ଼ିଶାରୁ ବାହାର ନୁହେଁ ,ଯେଉଁ ନେତାମାନେ ରାଜନୈତିକ ରଙ୍ଗ ନେଇଛନ୍ତି ସେମାନେ ଭାବିବା ଆବଶ୍ୟକ ଏପରି ହେଲେ ସେମାନେ ଅନ୍ୟ ଜିଲ୍ଲାକୁ ଗଲେ ଅସମ୍ମାନିତ ହେବେ

  • @ganeswarrana1758
    @ganeswarrana1758 3 дні тому +3

    ନବରଙ୍ଗପୁର ପିଲା ପୂର୍ବରୁ କଣ ଅନ୍ୟ ଜିଲ୍ଲା ରେ ନାହାନ୍ତି କି ?

  • @sanatan5245
    @sanatan5245 3 дні тому +1

    Please arrest them who all included in this protest

  • @prasantakumarsahoo8341
    @prasantakumarsahoo8341 3 дні тому +2

    Mohan Majhi CM Odisha you see the situation and take immediate action to solve this problem.

  • @Raja-c9j
    @Raja-c9j 3 дні тому +1

    ଭଲ ପଦକ୍ଷେପ ଲାଞ୍ଚ ଦିଆ ଆଉ ଲାଞ୍ଚ ଖିଆ ମାନେ ସବୁ ବେକାର ହୁଅନ୍ତୁ ।

  • @DIBANIMAHANANDIA-w7e
    @DIBANIMAHANANDIA-w7e 3 дні тому +2

    Bahara dist ra pila jadi ama dist re chakiri karibe , taha hele ama dist pila kuade jibe? Tamil Nadu,gujrat, Kerala, etc? Odishaku divide kale ka bhala heba, jemiti Andra&telengana.

  • @keshabsarkar3048
    @keshabsarkar3048 2 дні тому

    MLA/ ସରପଞ୍ଚ ମଧ୍ୟ ରାଜ୍ୟ ଭିତିକ ସିଲେକ୍ସନ କରନ୍ତୁ. ଜିଲ୍ଲାର ଉନ୍ନତି ବହୁତ ଭଲ ହବ

  • @parsuramkhamari9495
    @parsuramkhamari9495 3 години тому

    Tame kichi karibari bani khali bhasana , odisha pain jaha kariba Naveen patnaik, jay Naveen jay odisha wait for 2029

  • @trinath3865
    @trinath3865 3 дні тому

    Ct, b.ed training bandh kariki jete vi training neithiba pilanku
    Chakiri dela pare start kariba uchit

  • @Elementaryschooleducationidea
    @Elementaryschooleducationidea 3 дні тому +2

    Sir apana thik kahichanti but apana kn pain bidhan sabhare district karibaku kahithile tike kahibe ki

  • @mandalgond8863
    @mandalgond8863 57 хвилин тому

    GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD GOOD

  • @ashokmahananda3660
    @ashokmahananda3660 3 дні тому +1

    ତମର ତେଲ ମରା ଭାଷଣ ବନ୍ଦ କର

  • @bipinpradhan6747
    @bipinpradhan6747 3 дні тому +1

    Aji sina apanka district seat thila boli apana dabi karuchanti kali kadi au requirements bahare setebelaku apanaka dist re 1 seat thibo pila 1000 thibe stebele apana kn karibe ? Amo dist ku vacant adhiko deajau boli dabi karibe ?..........amo district re 2 ti matra seat achhi ta ame kuade jibu ?

  • @bhaagyakumar_8188
    @bhaagyakumar_8188 3 дні тому

    Nabrangpur pai aaji cort pindhichha kichhi change kara nahi ta agami election re bardi utaribaku besi samaya nei lage ho sir🎉🎉🎉🎉🎉🎉

  • @prakashchandramarandi4727
    @prakashchandramarandi4727 3 дні тому +1

    Prasasan ra ta Bala bankei paribeni pila upare dau onay jila ra lokanku nija jilaku pasibaku dioni

  • @SushantaMuduli-j4s
    @SushantaMuduli-j4s 2 дні тому

    Nabarangha. Pur. Student. Not. Merit

  • @PradiptaAcharya-s4l
    @PradiptaAcharya-s4l 2 дні тому

    Mada darakar,jie zillabhitika kahuchanti, emiti hele sara Odishare nian jaliba,sarakar tanku sabad karantu,rajaniti chhadantu,corona bhali e roga byapijiba

  • @idmaraika8631
    @idmaraika8631 2 дні тому

    E thara nija jillare nije nijukti paibe.jay bjp jay.bjp jindabad.

  • @jogeshsahoo9704
    @jogeshsahoo9704 3 дні тому +1

    Toutar mananku arrest karagau

  • @krushkhara8542
    @krushkhara8542 2 дні тому

    Agami dinare kn recently niajau

  • @satyasahu2074
    @satyasahu2074 3 дні тому +3

    FIR ଦିଅ ସେମାନଙ୍କ ନାମ ରେ।

  • @ManitaBhatra-wr6wo
    @ManitaBhatra-wr6wo 2 дні тому

    Micha karuchi nitiya

  • @PldKhara
    @PldKhara 2 дні тому

    Jaha heichi bl heichi

  • @hariharpujari9191
    @hariharpujari9191 3 дні тому +1

    Sahi hai

  • @bhabeshkumar4831
    @bhabeshkumar4831 3 дні тому

    Nija district re nijakudia .nahele medical, spouse,child disability dekhai district ru regular post neijibe .puni single teacher gate school re thibe .

  • @bideshiramgond7384
    @bideshiramgond7384 3 дні тому

    High court cancel karithila sir jts ra first marit list ku au Odisha govt BJD thila bele a ghatala thila but ebe apana tk change karile heba sir sure heba

  • @mandalgond8863
    @mandalgond8863 55 хвилин тому

    BAHARI LOKO PATO BOLO PADAUNAHNTI

  • @simanchalaswain5809
    @simanchalaswain5809 3 дні тому

    Kendra BJP Sarkar,Odisha prati Dhyan Deina chahiye,aur Odisha Siksha Mantri mandal Sighra Chaing hona chahiye,
    Haebe Mariki Dekhao, Aapon gali mein Kutta Sher,Chhi chhii.......

  • @harirambhatra8608
    @harirambhatra8608 3 дні тому

    Good step

  • @gopalsoni6340
    @gopalsoni6340 3 дні тому

    Aei govt ra system faaltu acchi

  • @skbehera3946
    @skbehera3946 3 дні тому

    Athi kana police nahi

  • @sunadhargadaba7212
    @sunadhargadaba7212 3 дні тому +1

    Nabarangapur jindabad

  • @julennayak7832
    @julennayak7832 3 дні тому

    Nabarangapur 150 pila karichanti

  • @skbehera3946
    @skbehera3946 3 дні тому

    Protection kahi gala bhai

  • @sureshkumarbagh1458
    @sureshkumarbagh1458 3 дні тому +1

    Ganasikya mantri Nithya Nanda gond ku istapa dabi kora,bjp govt ku hotao

    • @SandhyaRanee-c8u
      @SandhyaRanee-c8u 3 дні тому

      ସେ ହଟି ଗଲେ ସବୁ ଠିକ୍ ହେଇଯିବ କି

  • @prakashchandramarandi4727
    @prakashchandramarandi4727 3 дні тому

    Goment dayi ethi Pani baleswar pila mayurbhanj bhadrak pila kandhamal nija dist pila nija jilare posting gote prakar thick ochhi

  • @franchis-er6cw
    @franchis-er6cw 3 дні тому +2

    Full support from Gajapati.
    ନିଜ ଜିଲ୍ଲା ପିଲାମାନେ କଣ ପାଲା କରିବେ

    • @swarnapravaswain9276
      @swarnapravaswain9276 3 дні тому +1

      Apanka jila re only 4 ti post .ta hele apanka jila ra pila kn karibe

    • @ganeswarrana1758
      @ganeswarrana1758 3 дні тому

      ଆଞ୍ଚଳିକତା ଭାବନା ନିଚ ମାନସିକତା

    • @franchis-er6cw
      @franchis-er6cw 3 дні тому

      @@ganeswarrana1758 ତୁମ ମତରେ ଆମେ ମଜୁରୀ କାମ କରିବୁ

    • @SandhyaRanee-c8u
      @SandhyaRanee-c8u 3 дні тому

      ନୀଚ ଚିନ୍ତାଧାରାର ଲୋକଟିଏ ତୁ

    • @franchis-er6cw
      @franchis-er6cw 3 дні тому

      @@SandhyaRanee-c8u ତମ କଥାବାର୍ତ୍ତା ରୁ ଜଣାପଡୁଛି କିଏ ନୀଚ

  • @NarendraJani-ry5er
    @NarendraJani-ry5er 3 дні тому

    Banda BJP.