Any disrespect to our CM Naveen Patnaik will cost dearly: BJD's Kartik Pandian || Kalinga TV

Поділитися
Вставка
  • Опубліковано 20 вер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 213

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому +1

    He highlighted Patnaik's significant contributions tothe state's development and the deep respect he commands among the populace.

  • @Sumitadas2211
    @Sumitadas2211 4 місяці тому +4

    Nabin babu nku osomano korichi bjp , telu sasti modhyo paibo bharatiya janata party jonota nko pakho ru

  • @PritiprangyaDalai
    @PritiprangyaDalai 4 місяці тому

    କଥାରେ ନୁହେଁ କାର୍ଯ୍ୟରେ ବିଶ୍ବାସ ରଖନ୍ତି ଆମ ନବୀନ ସରକାର।ସେଥିପାଇଁ ଲୋକପ୍ରିୟତା ର ଶୀର୍ଷରେ ରହିଛନ୍ତି ଆଉ ସର୍ବଦା ରହିବେ ମଧ୍ୟ ଆମ ନବୀନ ସରକାର।

  • @PritiprangyaDalai
    @PritiprangyaDalai 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟ ରେ ରାଜ୍ୟବାସୀ ବହୁତ୍ ଖୁସି ଅଛନ୍ତି,ଆଉ ତାଙ୍କର ସବୁ ଉନ୍ନତ ମୂଳକ କାର୍ଯ୍ୟ ଓ ଦକ୍ଷତା ଯୋଗୁଁ ପୁଣି ଥରେ ସେ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବେ

  • @PritiprangyaDalai
    @PritiprangyaDalai 4 місяці тому

    ଓଡ଼ିଶାରେ BJD ସରକାରଙ୍କ ସ୍ବଚ୍ଛ ଶାସନ ନୀତି ଆଦର୍ଶରେ ଅନୁପ୍ରାଣୀତ ଓଡ଼ିଶା ର ପ୍ରତ୍ୟେକ ଜନତା ଦୀର୍ଘ ୨୩ବର୍ଷ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ତାଙ୍କର ବହୁମତ, ଭଲପାଇବା ଦେଇ ଆସିଛନ୍ତି ଆଉ ଆଗକୁ ମଧ୍ୟ ଆହୁରି ଦେବେ

  • @Nilamprasad528
    @Nilamprasad528 4 місяці тому

    ସର୍ବଦା ଓଡ଼ିଶା ବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସହିତ ଲଢ଼ି ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି ଆମ ନବୀନ ସରକାର ।

  • @GkguruRoyal
    @GkguruRoyal 4 місяці тому +1

    Government job pandian bikri karuchhi

  • @kruteetpradhan
    @kruteetpradhan 4 місяці тому

    ଓଡ଼ିଶାରେ ଜଣେ ଲୋକ ଯିଏ କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ ସେ ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟର ସମସ୍ତ ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମସ୍ୱାଗତ ଯୋଗ୍ୟ l

  • @PritiprangyaDalai
    @PritiprangyaDalai 4 місяці тому

    ଓଡିଶାର ଆଗକୁ ବିକାଶ ଦେଖିବାକୁ ହେଲେ ନବୀନ ବାବୁଙ୍କ ସ୍ୱଚ୍ଛ ଆଉ ନିର୍ମଳ ଶାସନ ଆବଶ୍ୟକ ରହିଛି l

  • @pradeepjena3595
    @pradeepjena3595 4 місяці тому +6

    Right sir ଭୋଟ ରେ ଜାବାବ ମିଳିଯିବ 🙏

  • @PritiprangyaDalai
    @PritiprangyaDalai 4 місяці тому +3

    ନବୀନ ବାବୁ କଥାରେ ନୁହେଁ କାମ ରେ ବିଶ୍ୱାସ କରନ୍ତି ଏବଂ ସେ ଯାହା କୁହନ୍ତି ତାହା କରିକି ଦେଖାନ୍ତି |

  • @sachikantabiswal353
    @sachikantabiswal353 4 місяці тому +3

    NABIN NABIN NABIN ODISHA JINDABAD ❤❤❤❤❤❤

  • @anushkapal-
    @anushkapal- 4 місяці тому +3

    Naveen nku gali Kari semane bhabuchanti ki semane bohut neta bani jibe ... Emiti bhasa re gali karile semanka image hin kharab haba .

  • @SujnanThatoi
    @SujnanThatoi 4 місяці тому +4

    100% right mahagaa padeba..🎉

  • @KishoreNaik-hk7xt
    @KishoreNaik-hk7xt 4 місяці тому +2

    BJD jindabad

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ସାରା ଭାରତ ବର୍ଷରେ ଆଉ କୌଣସି ଅନ୍ୟ ରାଜ୍ୟରେ ଏତେ ଯୋଜନା ନାହିଁ ଯେତିକି ଓଡ଼ିଶାରେ ନବୀନ ବାବୁ ଆଣିଛନ୍ତି ଏବଂ ଲୋକମାନଙ୍କ ଜୀବନକୁ ସୁଖମୟ କରିଛନ୍ତି ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    He underscored the CM's clean and efficient governance, which has set a benchmark in the state andacross the nation.

  • @Nilamprasad528
    @Nilamprasad528 4 місяці тому

    ଜନ ସେବାକୁ . ମୂଳମନ୍ତ୍ର କରି ନବୀନ ଓଡ଼ିଶା ବାସୀଙ୍କ ସେବା କରି ଆସୁଛନ୍ତି

  • @PritiprangyaDalai
    @PritiprangyaDalai 4 місяці тому

    ଆଜି ଓଡ଼ିଶା ବାସୀଙ୍କ ବିକାଶ ଧାରାକୁ ଯେଉଁ ଭଳି ଭାବରେ ଆଗେଇ ନେଇ ଚାଲିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

  • @Nilamprasad528
    @Nilamprasad528 4 місяці тому

    5T ଗ୍ୟାରିଣ୍ଟି ଦେଲେ ନବୀନ ୬୦ ବର୍ଷରୁ ଉର୍ଦ୍ଧ ବୟସର ମିଶନ ଶକ୍ତି ମା ମାନଙ୍କୁ ପେନସନ୍ ର ବ୍ୟବସ୍ଥା କରିଛନ୍ତି ।

  • @Balaram763
    @Balaram763 4 місяці тому +2

    Sara odisha basi nko priyo montri nabin babu oo agoku modhiyo se amo ro priyo hoi rohi thibe

  • @ramchandrapurty1497
    @ramchandrapurty1497 4 місяці тому +2

    sata katha naveenanku asaman pain hin bjp hariba sunischita

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ନବୀନଙ୍କ ନେତୃତ୍ୱ ଏବଂ 5T ର ସଂକଳ୍ପ ପାଇଁ ଓଡ଼ିଶା ବିକାଶର ସ୍ପିଡ଼ ଦ୍ବିଗୁଣିତ ହୋଇଛି ଏବଂ ପ୍ରଗତି ପଥରେ ଆମ ରାଜ୍ୟ ସଫଳତାର ପ୍ରତିଟି ପାହାଚ ଅତିକ୍ରମ କରୁଛି l

  • @TheUnknown79
    @TheUnknown79 4 місяці тому

    Dhanyabad Pandian ji

  • @PritiprangyaDalai
    @PritiprangyaDalai 4 місяці тому

    2024 ରେ ବିଜେଡି ରେକର୍ଡ କରିବା।ଆମ ରାଜ୍ୟରେ ନବୀନ ସରକାର ଥିବା ପଯ୍ୟନ୍ତ ଆମ ଓଡ଼ିଶବାସୀଙ୍କର କୌଣସି ରେ ଅସୁବିଧା ହୋଇନାହିଁ କି ହେବ ନାହିଁ

  • @Nilamprasad528
    @Nilamprasad528 4 місяці тому

    କଥା ନୁହେଁ କାମ ଉପରେ ବିଶ୍ୱାସ ରଖିଥାନ୍ତି । ଆମ ପ୍ରୀୟ ମୁଖମନ୍ତ୍ରୀ ସେ ନିରନ୍ତର ଭାବେ ଚେଷ୍ଟା କରିଥାନ୍ତି ଲୋକଙ୍କ ସବୁ ସମସ୍ୟାର ସମାଧାନ କରିବା

  • @kruteetpradhan
    @kruteetpradhan 4 місяці тому

    ନିବୀନ ବାବୁ ନିଜର 25 ବର୍ଷ ର ଶାସନ କାଳରେ ରାଜ୍ୟକୁ ସଫଳତାର ଶୀର୍ଷ ସ୍ଥାନକୁ ନେଇ ଯାଇଛନ୍ତି l ସ୍ୱାସ୍ଥ୍ୟ ଠୁ ଆରମ୍ଭ କରି ରାସ୍ତା ଘାଟ ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ରାଜ୍ୟ ରେ ଉନ୍ନତି ହୋଇଛି l

  • @PritiprangyaDalai
    @PritiprangyaDalai 4 місяці тому

    ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିକାଶର ଧାରାକୁ ତ୍ଵରାନିତ କରିଆସୁଛନ୍ତି ଆଉ ଆଗକୁ ମଧ୍ୟ କରିବେ

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    According to Pandian, the CM's leadership has brought about substantial improvements in various sectors, including infrastructure,education, and healthcare.

  • @PritiprangyaDalai
    @PritiprangyaDalai 4 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମଧ୍ୟବିତ୍ତ ପରିବାରଙ୍କ ସୁବିଧା ପାଇଁ ଯାହା କରିଛନ୍ତି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏ ପର୍ଯ୍ୟନ୍ତ କରି ନାହାନ୍ତି |

  • @Nilamprasad528
    @Nilamprasad528 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ବାସୀ ପାଇଁ ବହୁତ ଉନ୍ନତ ମୂଳକ କାର୍ଯ୍ୟ କରିଥାନ୍ତି । ମହାପ୍ରଭୁ ଓ ଓଡ଼ିଶା ବାସିନ୍ଦାଙ୍କ ଆର୍ଶୀବାଦ ପାଇ ସେ ଜୟଯୁକ୍ତ ହେବେ ।

  • @Balaram763
    @Balaram763 4 місяці тому +1

    Nabin sarkar nko pai aji Odisha ro unnati bodhi chalichi oo agoku modhiyo bodhi chali thibo

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    Emphasizing unity and loyalty withinthe party, Pandian called on BJD members and supporters to standfirmly by Patnaik.

  • @Kalpanamanjaribehera
    @Kalpanamanjaribehera 4 місяці тому

    For Naveen Babu, the honor and glory of our soil, today Odisha is ahead of other countries in all fields.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    The BJD leader reiterated the party's commitment to protecting Patnaik's legacy and_ensuring his continued leadership.

  • @Kalpanamanjaribehera
    @Kalpanamanjaribehera 4 місяці тому

    No matter how many BJP leaders come to Odisha, Naveen Babu's popularity cannot be reduced.

  • @AshishNayak-fy9cz
    @AshishNayak-fy9cz 4 місяці тому

    ଓଡିଶା ବାସୀଙ୍କ ପାଇଁ ସବୁବେଳେ ଚିନ୍ତା କରିବା ଓଡିଶା ବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ମୂଳ କାର୍ଯ୍ୟ l

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    Pandiansternly warned against any form of disrespect towards the CM, suggesting that such actions would have serious repercussions.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    It also highlights the BJD's dedication to safe guarding the CM's reputation andensuring that his vision for Odisha's progress continues unhindered.

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ମିଶନ ଶକ୍ତିର ମାଆ ମାନେ ଦାବି କରିଥିଲେ ୬୦ ବର୍ଷ ପରେ ପେନସନ୍ ପାଇବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଆ ମାନଙ୍କ କଥାକୁ ସର୍ବଦା ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।

  • @padmanava1000
    @padmanava1000 4 місяці тому

    ନିଜେ ମୁଖ୍ୟମନ୍ତ୍ରୀ ହେବେ ଭାବି ସାଧାରଣ ଜନତା ପ୍ରତି ବ୍ରିଟିଶ ଶାସନ

  • @Nilamprasad528
    @Nilamprasad528 4 місяці тому

    ଓଡିଶା ବାସୀଙ୍କ ପାଇଁ ନିସ୍ଵାର୍ଥପର ଭାବରେ ସେବା ମନବୃତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବଢ଼ି ଯାଇଛି ସେଥିପାଇଁ ଲୋକେ ପୁଣି ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇବାକୁ ଚାହୁଁଛନ୍ତି l

  • @PritiprangyaDalai
    @PritiprangyaDalai 4 місяці тому

    ପ୍ରତି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଛି l ଯାହାକି ବିରୋଧୀ ମାନେ ସହିପାରୁ ନାହାନ୍ତି

  • @PritiprangyaDalai
    @PritiprangyaDalai 4 місяці тому

    ରାଜ୍ୟ ସରକାର ହେଉଛନ୍ତି ଗରିବ ଜନତାଙ୍କ ପେଟକୁ ଆହାର ଯୋଗାଉ ଥିବା ସାଥୀ ଆଉ କାର୍ତ୍ତିକ ପାଣ୍ଡିଆନ ସାରଙ୍କ ଉଦ୍ୟମ ପାଇଁ ଲୋକଙ୍କ ପାଖରେ ସବୁସରକାରୀ ଯୋଜନା ପହଁଞ୍ଚି ପାରୁଛି

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    Naveen pattnaik sir will surely make odishaa a better version of itself

  • @PritiprangyaDalai
    @PritiprangyaDalai 4 місяці тому

    ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ସେଥି ନନ୍ ଷ୍ଟପ୍ ବିକାଶ ହେଉଛି। ଓଡ଼ିଶାରେ ପୁଣିଥରେ 2024 ନିର୍ବାଚନରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବେ

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    We all are greatful towards Naveen pattnaik sir for bringing such facilities for odisha and odisha's people

  • @parshuramsatapathy9855
    @parshuramsatapathy9855 4 місяці тому

    Yes

  • @PritiprangyaDalai
    @PritiprangyaDalai 4 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ପାଇଁ ଦିନରାତି କାମ କରିଚାଲିଛନ୍ତି। କିନ୍ତୁ ଦୁଃଖର ବିଷୟ ବିରୋଧୀ ବିଜେପି ଦଳ ସହ୍ୟ କରିପାରୁନାହିଁ

  • @PritiprangyaDalai
    @PritiprangyaDalai 4 місяці тому

    ଓଡ଼ିଶାବାସୀ ବିଜେପି ଦଳଙ୍କୁ ବାରମ୍ବାର ପ୍ରତ୍ୟାଖାନ କରି ଚାଲିଛନ୍ତି। ଏଥିରେ ବିଜେପି ନେତା ଓ କର୍ମୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛନ୍ତି।

  • @PritiprangyaDalai
    @PritiprangyaDalai 4 місяці тому

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    We all are there with you Naveen pattnaik sir...keep doing and keep growing

  • @anushkapal-
    @anushkapal- 4 місяці тому +1

    Naveen Pattnaik juba pidhi nka adarsha.
    Se mahila mananka sahasa .Se gariba manaka khajana .
    Se madhyabita nka surakhya.

  • @Nilamprasad528
    @Nilamprasad528 4 місяці тому

    ନବୀନ ବାବୁ ଆମ ମାଟିର ସମ୍ମାନ ଓ ଗୌରବ ତାଙ୍କ ପାଇଁ ଆଜି ଓଡ଼ିଶା ଅନ୍ୟ ଦେଶ ମାନଙ୍କ ଠାରୁ ସବୁ କ୍ଷେତ୍ରରେ ଆଗେଇ ଅଛି।

  • @AshishNayak-fy9cz
    @AshishNayak-fy9cz 4 місяці тому

    ନବୀନବାବୁଙ୍କ କାର୍ଯ୍ୟ ଶୈଳୀ ଓ ବିକାଶର ଧାରାରେ ଓଡିଶା ଆଜି ବହୁତ ଆଗକୁ ଯାଇପାରିଛି ନବୀନବାବୁଙ୍କ ପାଇଁ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇଛି।

  • @Sumitadas2211
    @Sumitadas2211 4 місяці тому +1

    Birodhi bharatiya janata party rajyo re osanti ro bataborono tiari korisarichanti , sukho re jibono katibaku debo nahi odisha bjp dolo

  • @kruteetpradhan
    @kruteetpradhan 4 місяці тому

    ଆମର ବିଶ୍ୱାସ ନବୀନ ବାବୁଙ୍କ ନେତୃତ୍ବରେ ଆଗକୁ ମଧ୍ୟ ଓଡ଼ିଶାର ଏଭଳି ସଫଳତା ଜାରି ରହିବ। ଦିନ ଆସିବ ଆମ ଓଡ଼ିଶା ସାରା ବିଶ୍ୱରେ ଏକ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିବ।

  • @PritiprangyaDalai
    @PritiprangyaDalai 4 місяці тому

    ଓଡ଼ିଶାବାସୀ ନବୀନବାବୁଙ୍କ ବିକାଶ ମୂଳକ କାର୍ଯ୍ୟରେ ଖୁସି ଅଛନ୍ତି l ସେମାନେ ପୁଣି ଥରେ ନବୀନ ବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବେ l

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    In a recent statement, BJD's Kartik Pandian emphasized the party's unwavering support for Odisha's Chief Minister Naveen Patnaik

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ନବୀନବାବୁଙ୍କର ସୁଶାସନ, ବିକାଶ ଓ ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ନିଜର ମାନ୍ୟତା ବଜାଇ ରଖିଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ଓଡିଶା ର ଗରିବୀ ରାଜ୍ୟ ରୁ ଏକ ପ୍ରଗତିଶୀଳ ରାଜ୍ୟ ରେ ପରିଣତ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @PritiprangyaDalai
    @PritiprangyaDalai 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି

  • @Nilamprasad528
    @Nilamprasad528 4 місяці тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସବୁ ବର୍ଗଙ୍କ ପାଇଁ ଚିନ୍ତା କରିଥାନ୍ତି |ପ୍ରଥମେ ମହିଳାଙ୍କ ବିକାଶକୁ ତ୍ବରାନ୍ୱିତ କରିବା ପାଇଁ ମିଶନ ଶକ୍ତିର ମା' ମାନଙ୍କ ପାଇଁ ବିନା ସୁଧରେ 10 ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    Naveen pattnaik sir soon going to represent odisha in no 1 position

  • @anushkapal-
    @anushkapal- 4 місяці тому +2

    We are very blessed to have you as our chief minister sir .
    God bless you and give you more and more energy to fight with the opposition party and win all hearts of odisha people.
    BJD sarkar zindabad!!!

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ବିଜେପି ଦଳ ଜାଣି ସାରିଛନ୍ତି ଷଷ୍ଠ ଥର ପୁଣି ନବୀନ ବାବୁ ଆସୁଛନ୍ତି l ସେଥିପାଇଁ ବିଜେପି ହୀନ ରାଜନୀତି କରୁଛନ୍ତି।

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ଯେଉଁ ମାନେ ବିଜୁ ସ୍ଵାସ୍ଥ୍ୟ କାର୍ଡ଼ ପାଇନାହାନ୍ତି ସେମାନେ ଅତି ଶିଘ୍ର କାର୍ଡ଼ ପାଇବେ ବୋଲି ପାଣ୍ଡିଆନ ସାର୍ କହିଛନ୍ତି ସମସ୍ତ ସମସ୍ୟାର ସମାଧାନ କରି ଓଡ଼ିଶା ବାସୀଙ୍କ ପ୍ରିୟ ହୋଇଛନ୍ତି ପାଣ୍ଡିଆନ୍ ସାର୍ ।

  • @Bidisha7809
    @Bidisha7809 4 місяці тому

    ଜୟ ଶ୍ରୀ ଜଗନ୍ନାଥ 🙏 More Power to you Naveen babu ❤. ଯିଏ ଯାହା କହିଲେ ବି ସଚେତନ ଓଡିଆ ଜାଣିଛି ଆପଣ ଆମ ରାଜ୍ୟର ଉନ୍ନତି ପାଇଁ କେତେ dedicatedly କାମ କରୁଛନ୍ତି।ପ୍ରଭୁ ଜଗନ୍ନାଥ ଆପଣ ଙ୍କ ସହ ଅଛନ୍ତି ।ରାମ ନାମ କହୁଥିବା ଛଦ୍ମ ବେଶୀ ରାବଣ ମାନେ କିଛି ବି କରିପାରିବେନି ଆପଣ ଙ୍କର। Only BJD❤.

  • @Kalpanamanjaribehera
    @Kalpanamanjaribehera 4 місяці тому

    A strong personality in Odisha who believes in action rather than words is our beloved Chief Minister Naveen Patnaik, his efforts for the betterment of the state are commendable.

  • @kruteetpradhan
    @kruteetpradhan 4 місяці тому

    ଓଡିଶାର ବିଜେପି ଦଳ ନିଜର ସ୍ଵାର୍ଥ ହାସଲ କରିବାପାଇଁ ରାଜନିତିକରୁଛ ନ୍ତି । ବିଜେଡି ସରକାର ନିସ୍ୱାର୍ଥପର ସେବା କରିଚାଲିଛନ୍ତି। ସେଥିପାଇଁ ଓଡ଼ିଶାର ବିଜେପି ନେତାମାନେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛନ୍ତି।

  • @anushkapal-
    @anushkapal- 4 місяці тому +3

    Sankha chinha hin baniba ama rajya ra chinha .Ama Rajya ra bikasa paiin kebala sankha chinha hin ama chinha

  • @PritiprangyaDalai
    @PritiprangyaDalai 4 місяці тому

    ଓଡ଼ିଶାରେ ଯେଉଁଭଳି ବିକାଶ ନବୀନ ବାବୁ କରିଚାଲିଛନ୍ତି ତାହା ଦେଖିକି ଜଣାପଡୁଛି କି ଏଥରକ ୯୦ପ୍ରତିଶତ ଭୋଟରେ ବିଜେଡି ଜୟ ଲାଭ କରିବା ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому +1

    Thnkuful for having such supporter and responsible cm in our state

  • @PritiprangyaDalai
    @PritiprangyaDalai 4 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡିଶା ରେ ରେକର୍ଡ ସଂଖ୍ୟକ ସିଟ ଜିତି ସରକାର ଗଢିବା ଆଉ ବିଜେପି କୁ ଅସଲ ଜାଗା ଦେଖାଇ ଦେବ

  • @PritiprangyaDalai
    @PritiprangyaDalai 4 місяці тому

    ଓଡିଶାର ବିକାଶକୁ ବାଧା ଦେଉଥିବା ଦଳ କେବେବି ରାଜ୍ୟବାସୀଙ୍କ ମଙ୍ଗଳ ଚାହିଁବେନି ତାଙ୍କ ପାଖରୁ ଓଡିଶାର କ୍ଷମତାକୁ ଦୁରେଇ ରଖିବା ଭଲ l

  • @PritiprangyaDalai
    @PritiprangyaDalai 4 місяці тому

    ଓଡିଶାରେ ଥିବା ଗରିବଙ୍କ ଆଶାର ଭରସା ପାଲଟିଥିବା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯେତେ ଗୁଣଗାନ କଲେ ସରିବନି l

  • @PritiprangyaDalai
    @PritiprangyaDalai 4 місяці тому

    ମୁଖ୍ୟମନ୍ତ୍ରୀଙ୍କର ୫ଟି ନିଷ୍ପତ୍ତି ମଧ୍ୟରୁ ଗୋଟିଏ ହେଲା ରହରାଞ୍ଚଳର ସମସ୍ତ ପରିବାର ମାଗଣାରେ ସ୍ୱାସ୍ଥ୍ୟସେବା ପାଇଁ BSKY କାର୍ଡନବୀନକାର୍ଡ଼ ପାଇବେ ।

  • @Kalpanamanjaribehera
    @Kalpanamanjaribehera 4 місяці тому

    Hon'ble Chief Minister has done a lot of good work for the people of Odisha. With the blessings of the Lord and the people of Odisha, he will be victorious.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    Due to his such struggle towards the state he is loved and respected by everyone

  • @KrrishDevRaazDas-ew3wg
    @KrrishDevRaazDas-ew3wg 4 місяці тому

    ଓଡିଶା ବାସୀ ସବୁ ଜାଣିଛନ୍ତି ଯେ ବିଜେପି ଦଳ ଗୋଟିଏ ଫମ୍ପା ଦଳ ଖାଲି ବଡ଼ ବଡ଼ ଭାଷଣ ମାରିବା ଛଡ଼ା ଆଉ କିଛି ଜାଣି ନାହିଁ

  • @PritiprangyaDalai
    @PritiprangyaDalai 4 місяці тому

    ଭାରତବର୍ଷରେ ଜଣେ ଏକମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ବିରୋଧୀମାନେ ଯେତେ ନିନ୍ଦା କରୁଛନ୍ତି ତାଙ୍କର ଭୋଟସେତେ ବଢ଼ିବାରେ ଲାଗିଛି

  • @PritiprangyaDalai
    @PritiprangyaDalai 4 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆର୍ଥିକ ସୁପରିଚାଳନା ପାଇଁ ଓଡିଶା ଆଜି ଏକ ଆର୍ଥିକ ବଳକା ରାଜ୍ୟ ରେ ପରିଣତ ହୋଇ ପାରିଛି!

  • @Kalpanamanjaribehera
    @Kalpanamanjaribehera 4 місяці тому

    The Chief Minister's popularity has increased for selflessly providing services to the people of Odisha, so people want to have Naveen Babu as the Chief Minister again.

  • @AshishNayak-fy9cz
    @AshishNayak-fy9cz 4 місяці тому

    ଓଡ଼ିଶାର ବିକାଶ କ୍ଷେତ୍ରରେ ପାଣ୍ଡିଆନ ସାହେବଙ୍କ ଅବଦାନ ଅତୁଳନୀୟ.ଯାହାକୁ ବିଜେପି ଆଦୌ ସହ୍ୟ କରି ପାରୁନାହିଁ.

  • @ChiankhuntaNews
    @ChiankhuntaNews 4 місяці тому +4

    ଜୟ ଜଗନ୍ନାଥ !

  • @kruteetpradhan
    @kruteetpradhan 4 місяці тому

    ବିଜୁ ଜନତା ଦଳର ଗୋଟିଏ ଲୋକଙ୍କୁ ଡରି ଓଡ଼ିଶା ବିଜେପି ତା ଚେଡ଼ି, ଚାମୁଣ୍ଡି ସହିତ.,..,...,..
    ଚଉଦ ପୁରୁଷକୁ ଡାକିଆଣି ଓଡ଼ିଶାର ସ୍ୱାଭିମାନଙ୍କୁ ନଷ୍ଟ କରୁଛନ୍ତିl ଏମାନଙ୍କୁ ଓଡ଼ିଶା ବାସୀ ଇଟାର ଯବାବ ପଥରରେ ଦେବାକୁ ପ୍ରସ୍ତୁତ ଅଛନ୍ତି l

  • @PritiprangyaDalai
    @PritiprangyaDalai 4 місяці тому

    ଯିଏ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝି ଦେଶ ବାହାରୁ ପ୍ରଶଂସା ସାଉଁଟି ପାରିଛନ୍ତି ତାଙ୍କୁ ବିରୋଧୀ ମାନେ ଚିହ୍ନି ପାରୁନାହାଁନ୍ତି l

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    Naveen pattnaik sir never leave his people hands no matter what the condition is

  • @PritiprangyaDalai
    @PritiprangyaDalai 4 місяці тому

    ବିରୋଧୀ ଯେତେ ଷଡ଼ଯନ୍ତ୍ର କଲେବି ନବୀନ ପଟ୍ଟନାୟକଙ୍କ ଦ୍ଵାରା ଓଡିଶାର ବିକାଶ ଧାରା ଅବ୍ୟାହତ ରହିବ। ଓଡ଼ିଶାର ଜନତା ଜାଣନ୍ତି ନବୀନ ବାବୁ ରାଜ୍ୟର ବିକାଶ ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି

  • @PritiprangyaDalai
    @PritiprangyaDalai 4 місяці тому

    ରାଜ୍ୟର ଉନ୍ନତି ପାଣ୍ଡିଆନ ସାରଙ୍କ ଏହିଭଳି ସହଯୋଗ ରହିଲେ ଓଡିଶା ଆହୁରି ଆଗକୁ ଯାଇପାରିବ ସେ ବିଶ୍ୱାସ ରହିଛି

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 4 місяці тому

    He warned political opponents against indulging in smear campaigns or disrespectful rhetoric,indicating that such actions would bemet with strong opposition.

  • @umeshrana7960
    @umeshrana7960 4 місяці тому

    Jay sriram

  • @anushkapal-
    @anushkapal- 4 місяці тому +1

    Naveen paiin ama Jana samudra bohut bada Pani samudra tharu v . BJD hin hai ama neta .samaste bjd ku vote deba darkar

  • @anushkapal-
    @anushkapal- 4 місяці тому

    Surely , Naveen Pattnaik and his team basically Mr pandian does each and every work very calmly .He did great things for odisha and for development of Odisha.

  • @anushkapal-
    @anushkapal- 4 місяці тому +1

    Kahiba ku khali loka kuhanti .. Naveen Pattnaik nka katha kahile na sare !! Se rajya ra hita paiin bohut chesta Karichanti odisha basi nku khali BJD ra naara lageiba. Katha .

  • @anushkapal-
    @anushkapal- 4 місяці тому +1

    Jodi sankha ethara haba . Naveen sarkar puni thare asibe .

  • @PritiprangyaDalai
    @PritiprangyaDalai 4 місяці тому

    ମୁଖୀ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବଦଳିଛି ଓଡିଶାର ଚିତ୍ର ଲୋକଙ୍କ ବିକାଶ ରେ ପ୍ରଗତି ଆଣି ପ୍ରତି ଘରେ ଘରେ ନବୀନ ପାଲଟିଛନ୍ତି ସଭିଙ୍କ ମିତ୍ର

  • @PritiprangyaDalai
    @PritiprangyaDalai 4 місяці тому

    ବିଜୁ ଜନତା ଦଳ ସଶକ୍ତ ଏବଂ ସମୃଦ୍ଧ ଦଳ ଅଞ୍ଚଳିକ ଦଳ ହୋଇ ମଧ୍ୟ ତାର ଜନ କଲ୍ୟାଣ ଯୋଜନା ପାଇଁ ଆଜି ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛି

  • @AshishNayak-fy9cz
    @AshishNayak-fy9cz 4 місяці тому

    ଭି କେ ପାଣ୍ଡିଆନ ଲୋକଙ୍କ ଵିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ କରୁଥିଲେ

  • @PritiprangyaDalai
    @PritiprangyaDalai 4 місяці тому

    BJP ଦଳର ଚାଲ ଆଉ ଚଳିବ ନାହିଁ ଓଡ଼ିଶା ବାସୀ ଭଲ ଭାବରେ ଜାଣନ୍ତି ତାଙ୍କର ଚାଲ ,ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ପୁନର୍ବାର ବିଜୁ ଜନତା ଦଳକୁ ଆଶୀର୍ବାଦ କରିବେ l