ସେନା ଅଫିସର Vs ପୋଲିସ: ଭିଡିଓ ଭାଇରାଲ୍ କରୁଛି କିଏ ? | Bharatpur PS | Viral Videoes | News Room |

Поділитися
Вставка
  • Опубліковано 9 лис 2024

КОМЕНТАРІ • 201

  • @K.Siladityavlogs
    @K.Siladityavlogs Місяць тому +29

    Army ଜାଣିଛି ବର୍ଦୀ ର value. ସେଥିପାଇଁ ସେ ଚୁପ ରେ fir ଲେଖୁଛି but ୟେ ମହିଳା ଅର୍ଦ୍ଧନଗ୍ନ ହୋଇ ମଦ ପିଇ ସେଠି ଯାତ୍ରା ଚଳେଇଛନ୍ତି

    • @AmitYooo
      @AmitYooo Місяць тому +1

      Modo piile... Emti katha kahi paribani....

    • @AmitYooo
      @AmitYooo Місяць тому +4

      Chal mani v nele modo piichi, ta mane eiya nuha... Janku langla kariki, raoe attwmpt karibe police

    • @Lituharichandan
      @Lituharichandan Місяць тому +1

      Police Bala gota Sadhu

    • @sureshpatra5975
      @sureshpatra5975 Місяць тому

      Are Bhai kou mahila

    • @mamatapradhan7651
      @mamatapradhan7651 Місяць тому +1

      ଝିଅ ମଦ ପିଇବା ପରି ଦିଶୁଛି ତୁମକୁ l ଯଦି ମଦ ପିଇଲା, ତେବେ ତାକୁ FlR ଲେଖିବାକୁ ନ ଦେଇ ଅସଭ୍ୟ ବ୍ୟବହାର କରିବ?

  • @PKPK-ik7vs
    @PKPK-ik7vs Місяць тому +13

    ସବୁ ମିଛ କହୁଛି ସେ ଝିଅ ମଦ ପିଇକି ଗୋଟେ ଚଳେଇଛି ନାଟକ ।ମୋତେ ଜମା ବିଶ୍ୱାସ ହେଉନି ସେ ଝିଅ ସବୁ ସତ କହୁଛି ଜଣେ army ଅଫିସର ଆଗରେ କେବେ ବି ଥାନାରେ ତାକୁ ଖରାପ ବ୍ୟବହାର କରିନଥିବେ ।।ସେ ଆଗ ମୁଣ୍ଡରେ ଚଢିଥିବ ସେଥି ପାଇଁ ପୋଲିସ ଧରିକି ଦେଇଛି ଦାନ୍ତ ଝଡେଇ ।ସେ ଝିଅ ର ଭିଡ଼ିଓ ରାସ୍ତା ରେ ଝଗଡା ହୋଟେଲ ରେ ଝଗଡା ସବୁ viral ହେଉଛି ।।ସେ ଥାନା କୁ ବି ଭାବିଛି ମୋ ବୋପା ସମ୍ପତି ।।ଭଲ ହେଇଛି ତାକୁ ।

  • @sanjaynanda992
    @sanjaynanda992 Місяць тому +20

    Major ମଦ ପିଉ କି ଜାହା କରୁ ଭିଡ଼ିଓ ରେ 100 ପ୍ରତିଶତ ନମ୍ର ଏବଂ ଭଦ୍ର, ଶାନ୍ତ ସ୍ଵଭାଵ ଦେଖାଇଛନ୍ତି. ଝିଅ ଆଡ଼ଭୋକେଟ ତା ସହ ବାପା ଏକ୍ସ army ଉଚ୍ଚ ପଦସ୍ତ ହୋଇ ଥିବାରୁ ego ଦେଖାଇଛି, ସେ ଜାହା ହେଉ, ସାଧାରଣ ଲୋକ ପାଇଁ କେବଳ media ଏବଂ ବିରୋଧ ଦଳ ହିଁ ସାହା ଭରସା.

    • @Jagannath-oc9ht
      @Jagannath-oc9ht Місяць тому

      ସିସି ଟିଭି ଖରାପ ହେଲେ ସଂଗେ ସଂଗେ ପୋଲିସ ତାର ସଜାଡିବା ଦରକାର ଅନ୍ୟଥା ପୁଲିସର ଅଭିସନ୍ଧି ବୋଲି ଧରାଯାଉ।

  • @dravaranibal590
    @dravaranibal590 Місяць тому +30

    ଏହା ଥାନା ନା ତା ଘର, police ହେଲେ ବୋଲି ତାଙ୍କର କଣ ଇଜ୍ଜତ ନାହିଁ

    • @GitanjaliBehera-p1m
      @GitanjaliBehera-p1m Місяць тому

      Right

    • @laxmidharrout8676
      @laxmidharrout8676 Місяць тому +3

      Hak magiba,anyaku pratibad Kariba kana bhul,police uniform re narahi nighty,chasi pindhi police station re Rahi fir grahana nakariba kau aaini,se Jane highly educated o lawer tenu tanku aaini patha tume sikhauchha,police jadi separi Jane aaini janithiba lokanku nyaya nadei madamari hatagoda bhangiparichhi,tebe sadharana loka police tharu ki aasa Kariba.

    • @sandhyatara1993
      @sandhyatara1993 Місяць тому +2

      ପୋଲିସ ର ଇଜ୍ଜତ ଥିଲେ ଥାନା ରେ କିଏ nighty କିଏ half pant ରେ ଥାନ୍ତେ କି...

    • @JogeswarMajhi-lt7hj
      @JogeswarMajhi-lt7hj Місяць тому +2

      ଏହା ଥାନା ନ ଭାବି ପୋଲିସ ନିଜ ଘର ଭାବି
      ସିଭିଲ ଡ୍ରେସ ରେ ଥିଲା

  • @IASaspairant
    @IASaspairant Місяць тому +16

    ସେ ଝିଅ ଟା ବେଧ ଟା , We support Odisha Police

  • @debeshkumarbiswal4509
    @debeshkumarbiswal4509 Місяць тому +23

    ସେନା ଅଫିସର ମାନେ ଜୀବନକୁ ଏନଜଏ କରନ୍ତି,
    ତାଙ୍କୁ ମଦ ବାରଣ ନଥାଏ

    • @Makehappy5
      @Makehappy5 Місяць тому

      ଏହା ଓଡିଶା ରେ ନୁହଁ

    • @sandhyatara1993
      @sandhyatara1993 Місяць тому

      ସେନା ଅଫିସର କଣ ଓଡିଶା ସୁରକ୍ଷା କରୁନାହାନ୍ତି କି.. ମାଡ ପିଇବା କଣ ଭୁବନେଶ୍ୱର ରେ ନୂଆ...​@@Makehappy5

    • @sureshpatra5975
      @sureshpatra5975 Місяць тому

      ​@@Makehappy5odissa kana Bharat bahare

  • @Kalundia436
    @Kalundia436 Місяць тому +17

    ଝିଅ ମଦ ପି ଅଛି ଠିକ ଅଛି କିନ୍ତୁ . ତାଙ୍କୁ ଯିଏ ରାସ୍ତାରେ ହଇରାଣ କରୁଥିବା ଲୋକଙ୍କୁ ପୋଲିସ ଧରିଲାନି କାହିଁକି.

  • @Jagannath-oc9ht
    @Jagannath-oc9ht Місяць тому +3

    ଦୁର୍ବୃତ୍ତ ମାନଙ୍କ ଗାଡି ନଂ ଦିଆଯାଇଥିଲା, ପୋଲିସ ସଂଗେ ସଂଗେ ଫଲୋ କଲାନାହିଁ କାହିଁକି । ଆଜି ବିଭିନ୍ନ ଚାନେଲରୁ ଭରତପୁର ଥାନାର ବିଭିନ୍ନ ଅବହେଳା ମନମାନିଆ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଥାନା ଅଧିକାରୀଙ୍କ ପୁର୍ବ କୁକର୍ମ ବାହାରକୁ ଆସୁଛି । ଖସିବା ପାଇଁ ବିଭିନ୍ନ ପଦକ୍ଷେପ । 2. ନବିନ , ବିଜେଡି କହିଲେ ଭୁତ କହୀଲା ଭଲି ଲାଗୁଛି । ପୋଲିସ ମାନ ମର୍ଯଦା ନବି ଲାଗି ନଷ୍ଟ ହୋଇଯାଇଛି ।

  • @dravaranibal590
    @dravaranibal590 Місяць тому +14

    ଦେଖ ସେ ଝିଅ ର ରୂପ

  • @Satya1990_
    @Satya1990_ Місяць тому +12

    Defence personnel ଙ୍କ ପ୍ରତି ଦବୁ ନାଗରିକ ସମ୍ମାନ କରନ୍ତି କାରଣ ସେ ଦେଶ କୁ ବିଦେଶୀ ଶକ୍ତି କବଳରୁ ରକ୍ଷା କରନ୍ତି କିନ୍ତୁ ବେଳେ ବେଳେ ସେମାନେ ମଧ୍ୟ defence Power ଦେଖାନ୍ତି vice versa police ବାଲେ ବି ସେପରି କରନ୍ତି ତେଣୁ ଶିଙ୍ଗ ବାଘ ମୁହାଁ ମୁହିଁ ହେଉଛନ୍ତି judicial inquiry darkar ଏଠି politics ନ ପଶୁ

    • @rabindranathsahoo-nn1qp
      @rabindranathsahoo-nn1qp Місяць тому

      Ok

    • @sandhyatara1993
      @sandhyatara1993 Місяць тому

      ପୋଲିସ ଵାଲା ବେଶି ହଇରାଣ କରନ୍ତି ସାଧାରଣ ଜନତାଙ୍କୁ...

  • @Pritamkumarparida
    @Pritamkumarparida Місяць тому +19

    Mu janichhi se ଝିଅ ଜାଣି ଜାଣି ପୋଲିସ କୁ ବଦନାମ କରୁଛି

    • @Lituharichandan
      @Lituharichandan Місяць тому +2

      Police ta agaru heen badnam

    • @sandhyatara1993
      @sandhyatara1993 Місяць тому +2

      ପୋଲିସ ର କଣ ସୁନାମ ଆଗରୁ ଥିଲା ଯେ ଏବେ ବଦନାମ ହେଇଗଲା.... 😃

    • @rajeshkumardas168
      @rajeshkumardas168 Місяць тому

      କିଛି ଟଙ୍କା ପାଇଁ ଜଣେ ସାଧାରଣ ଲୋକକୁ ପୋଲିସ ଆଇନ ର ଜାଲରେ ଫସାଇ ଦେଉଛି l ମୁ ତାର ମୂକ ସାକ୍ଷୀ l

    • @pradipray6127
      @pradipray6127 Місяць тому +1

      ପୋଲିସ କେବେ ଭଲ ଥିଲା ଏବେ ବଦନାମ ହୋଇଗଲା

  • @bhagyadharanayak
    @bhagyadharanayak Місяць тому +3

    ମନ ଏବେ BJP ର ମନୋରଞ୍ଜନ
    କରୁଛି |

  • @akshayajena8891
    @akshayajena8891 Місяць тому +5

    ଆପଣ ଭୁଲ୍ କଥା।।।।।

  • @soumyashreebiswalsaina3065
    @soumyashreebiswalsaina3065 Місяць тому +6

    ଭିଡିଓ ଭାଇରାଲ୍ ହେଲେ ଅସୁବିଧା କୋଉଠି, ଏପର୍ଯ୍ୟନ୍ତ କ'ଣ ପାଇଁ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇନାହିଁ

    • @sanvi5540
      @sanvi5540 Місяць тому +1

      etiki bhagya gote sadharana lokaku kan lagi dia jau nai thana re nija safety lagi video baneibaku

  • @dravaranibal590
    @dravaranibal590 Місяць тому +31

    ସେ ଝିଅ ବେଶ୍ ଭଲ ମିଛ କହୁଛି

    • @skcraft2857
      @skcraft2857 Місяць тому +2

      Se jhia ta hawk ku batauchi utupata kn hela ...na dariki semanku face karuchi .....

    • @skcraft2857
      @skcraft2857 Місяць тому +3

      Pua mane sabubele emti karibe boli sabu jhia dariki luchibe hata jodibe na kn ......sie ta hawk pain laduchi

    • @ranjanmanas834
      @ranjanmanas834 Місяць тому

      Pura jatra😄

    • @skcraft2857
      @skcraft2857 Місяць тому

      @@ranjanmanas834 tma bhauni ki stree htithile janiparithnta jatra ki serial ki movie

    • @ranjanmanas834
      @ranjanmanas834 Місяць тому

      @@skcraft2857 tama bhauni bodhe baar jae au mada pie laguchi

  • @akshayajena8891
    @akshayajena8891 Місяць тому +4

    ମନୋଜ ଭାଈ ଆପଣ କଥା ଠିକ୍ ଲାଗୁନି। ଏବେ ସରକାର ଭୁଲ୍ କରି ଥିଲେ ମଧ୍ୟ ଜାଣି ଜାଣି ସରକାର।।।।।

  • @dravaranibal590
    @dravaranibal590 Місяць тому +15

    Save the Odisha police

    • @MMANU9833
      @MMANU9833 Місяць тому +4

      ​@@Shobansticତୋ ଚଉଦ ପୁରୁଷ ରେ କେହି ନା army ରେ ନା ପୋଲିସ ରେ ଥିବେ

    • @sureshpatra5975
      @sureshpatra5975 Місяць тому +1

      ​@@MMANU9833right 👍 Bhai

  • @davidpahad3
    @davidpahad3 Місяць тому

    BJP ଯେଉଁଠି ଥାଏ, ସେଇଠି ଏମିତି ହୋଇଥାଏ।
    ମଣିପୁର ରେ ମଧ୍ୟ ସେମିତି ହୋଇଥିଲା।
    ଆମ ଓଡ଼ିଶା ସ୍ୱଚ୍ଛ, ସୁନ୍ଦର ଥିଲା , ଏହି ଓଡ଼ିଶା କୁ BJP ସାରା ଦୁନିଆରେ ଅପମାନିତ କରିଛି।

  • @TBrother4527
    @TBrother4527 Місяць тому +5

    କିଛି ନ ଜାଣି, ଖାଲି କମେଣ୍ଟ କଲେ ସତ କେବେ ମିଛ ହେଇଯିବନି, ସତ news ପାଇଁ ଧନ୍ୟବାଦ 🙏

  • @RahulaMallick-zu9fn
    @RahulaMallick-zu9fn Місяць тому +6

    ଭିଡିଓ ବlଇରାଲ ହେଉଛି ମହିଳା ମଦପିଇଚି l ଲାଷ୍ଟରେ ଥାନାରେ ଯାଇ ଗଣ୍ଡଗଳ କରିଛି l

  • @debendranarayandash9040
    @debendranarayandash9040 Місяць тому +12

    ଏପର୍ଯ୍ୟନ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଇନାହିଁ କାହିଁକି ପୋଲିସକୁ ଆରେଷ୍ଟ କରାଯାଇନାହିଁ ସେନାମାନଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ କରାଯାଉ

  • @NrusinghaBiswal-e7t
    @NrusinghaBiswal-e7t Місяць тому +1

    Jay jagannath odisha sena Nrusingha biswal

  • @acharyauniversaltube7757
    @acharyauniversaltube7757 Місяць тому +1

    ପ୍ରମେୟ ନିଜ ପୋଲିସ୍ ଠୁ ପଇସା ନେଇ ଏମିତି କରୁଛି।

  • @publictalkodia
    @publictalkodia Місяць тому +4

    News Room ନିରପେକ୍ଷ ସମ୍ବାଦ ପରିବେଷଣ କରୁଥିବାରୁ ଏବେ ଦର୍ଶକ ନମ୍ବର 1, 2 ଚେନାଲ ଛାଡ଼ି News Room କୁ ଦେଖିବାକୁ ପସନ୍ଦ କରୁଛନ୍ତି l

  • @ashwininayak3285
    @ashwininayak3285 Місяць тому +2

    This news anchor is not good. He is not impartial and inclined to BJP😂😂😂😂😂

  • @swarnapravanayak4685
    @swarnapravanayak4685 Місяць тому +2

    Sir ଭିଡ଼ିଓ viral ହେଲେ ସିନା ଆପଣ news କଲେ ladies କୁ କେମିତି ସନମାନ ମିଳିବ ଚିନ୍ତା କର ଆଉ faltu କଥା କୁହନି

  • @KamburaoRao
    @KamburaoRao Місяць тому +1

    Right your point.. And human power of public.. ❤❤

  • @manojjena7608
    @manojjena7608 Місяць тому +6

    Odisha goverment ra mind kama karuni kana kriba

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms Місяць тому +2

    ପୋଲିସର ର ଦୁର୍ବ୍ୟବହାର କଥା ଏକ ସାଧାରଣ କଥା,ସେ କଥା ଆପଣଙ୍କ ସମୀକ୍ଷାରେ ଅଦ୍ୱୈ କିଛି ବି କହିଲେନି

  • @biswaranjanbiswal7612
    @biswaranjanbiswal7612 Місяць тому +1

    ଆରେ ଭାଇ କି ଯାତ୍ରା ଚାଲିଛି ଓଡ଼ିଶାରେ , ଓଡ଼ିଶା ସରକାର ଯଦି କିଛି ଜାଣିପାରୁ ନାହାନ୍ତି ତାହା ହେଲେ CBI କୁ case ଦେଇଦେବା ଉଚିତ୍

  • @MOUTHBOXPLAYER
    @MOUTHBOXPLAYER Місяць тому +6

    Don't judge .....
    Odisha police there is no rights use 3dgree ok
    We need justic
    Ther is no safe in basically ODISHA ..BBSR,PURI,BALSORE
    TOURIST ALSO FEAR TO COME........
    .....

    • @sarfaroshkitamanna8388
      @sarfaroshkitamanna8388 Місяць тому

      3 degree heini , se jhia mada pihiki lawer boli police ku patha padauchi.

  • @dravaranibal590
    @dravaranibal590 Місяць тому +6

    ସେମାନେ ମଦ ପିଇ ଥିଲେ

  • @rikashsingh4726
    @rikashsingh4726 Місяць тому +5

    Bastad lady

  • @Omm-i4g
    @Omm-i4g Місяць тому +1

    I support odisha policeman...jo kia thik kia police ne..mada piki rastare pilanku hairan karuchi

  • @ratancakrboty5919
    @ratancakrboty5919 Місяць тому

    You are right Manoranjan babu.

  • @Basantajena-q8b
    @Basantajena-q8b Місяць тому +3

    Neutral journalism impossible for yourself

  • @MinaketanmohantyMohantyminaket
    @MinaketanmohantyMohantyminaket Місяць тому +6

    ପଣସ ଖିଆ ନିୟୁଜ ସତ ଧିକ, ଆଗରୁ ଅରୁଣ ବୋଥ୍ରା ଙ୍କ ସମୟରେ ତୁମକୁ ଆମେ ଚିହିଁଚୁ, ତୁମ ନିୟୁଜ ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ.

  • @swarnamohanty3121
    @swarnamohanty3121 Місяць тому +5

    CBI inquiry urgent.

  • @raghubirdas7621
    @raghubirdas7621 Місяць тому +2

    IIC Misra bas done sexual asult to the lady he should be arrested n dismissed from his service

  • @surajpradhan92
    @surajpradhan92 Місяць тому +3

    Station re cctv kahinki nahi

  • @mahigiftgod4846
    @mahigiftgod4846 Місяць тому +3

    Donot blame blindly anybody

  • @kichakeswarifilms
    @kichakeswarifilms Місяць тому +1

    Great salut manoranjan sir

  • @unnesanews
    @unnesanews Місяць тому +2

    ତୁମେ ଆଉ news ଚନେଲ ନକରି କିଛି ଅନ୍ୟ ସଂସ୍ଥା ଦେଖ , ମନୋରଞ୍ଜନ ବାବୁ ଆପଣ ମାଛ କିମ୍ବା କୁକୁଡ଼ା ବ୍ୟବସାୟ ଆରମ୍ଭ କରନ୍ତୁ ।

  • @rakeshparichha2534
    @rakeshparichha2534 Місяць тому +1

    Perfect analysis

  • @niranjandas4335
    @niranjandas4335 Місяць тому

    Manoranjan babu dui pakhyanku suniba darkar.high court supreme court judgement ebe kan chalichhi kahaku achhapa nanhi.

  • @SarojkantabiswalSaroj
    @SarojkantabiswalSaroj Місяць тому

    Ok
    Brother

  • @sushantakumarratha9699
    @sushantakumarratha9699 Місяць тому +1

    Thanks for your support

  • @GitanjaliNayak-jy5bt
    @GitanjaliNayak-jy5bt Місяць тому

    Police hni nijaku banche baku vedio virall karuchi.. Police asabure export... Kinu in duty thik sa kariba janinahaty, criminal ku justice debare export... Bbsr re asabu niti dinia hoigalani and pidita mane daramar hoi ki banchiba sikhi galeni... Ahuri kate chera haran karibe Ankita pradha kara.... Bhagwaan shakti diantu Jaggarnath.... Thanks to Indian army and all midia parsons🙏

  • @LokanathNaik-l9s
    @LokanathNaik-l9s Місяць тому

    ମାଗିହା ପୋଲିସକୁ ଗୀହ

  • @rocklipu1855
    @rocklipu1855 Місяць тому +1

    Aaj ka time mein ladkiyan bahut ghatiya hai... Bt ladkon ko dost deta hai.. isiliye ladki ko Suraksha nahin Dena chahie agar Dena chahie to ladka aur ladki donon ko same Dena chahie... Ghatiya ladki Ko nahin 👊🤬🤮

  • @ChintuSahoo-ty9ko
    @ChintuSahoo-ty9ko Місяць тому

    Jay hind

  • @bibekanandabhoi2231
    @bibekanandabhoi2231 Місяць тому

    Good analysis 🎉🎉

  • @gopalkrishnapattnaik5313
    @gopalkrishnapattnaik5313 Місяць тому

    We could not see full show.. Only half show.. WHEN FULL SHOW WILL BE OUT ??

  • @salegramkar3029
    @salegramkar3029 Місяць тому +4

    ଆରମି ମାନଙ୍କୁ ମଦ୍ୟପାନ ପାଇଁ ସରକାର କୋଟା ଦିଆଯାଏ ଯଦିମଦପିଇଥିଲେ କିଛି ଭୁଲକରିନଥିଲେ ପ୍ରକାଶ କରାଯାଉ

    • @asishmurmu7591
      @asishmurmu7591 Місяць тому

      Ta boli rajo rasta re modo drink kori bulibe

  • @pabitraswain1273
    @pabitraswain1273 Місяць тому

    Jay Bjp Jay Odisha Jay mohan Sarkar ମନୋରଂଜନ ମିଶ୍ର ବାବୁ ଜାହା କହିଲେ ଠିକି ନମସ୍କାର

  • @bijayakumarMaharana-t9i
    @bijayakumarMaharana-t9i Місяць тому +2

    Capital bhitare thana re cctv nahin, very very sad! this is the qn 😢?

  • @mahigiftgod4846
    @mahigiftgod4846 Місяць тому +1

    Police and army personnel are both respectable person for our society.but here both of them remain silent .only there is an active role of third lady person. So before blaming in media , investigate properly then blame to that person for actual crime person

  • @9861jayJagannath
    @9861jayJagannath Місяць тому +5

    Army Officer Wife 70% Jhut Bol Raha Hai

  • @kulamanibaral5041
    @kulamanibaral5041 Місяць тому

    ମିଶ୍ରେ ବୟାନ ନୁହଁ ।ଓଡିଆରେ ବିବୃତି କୁହ

  • @SarojkantabiswalSaroj
    @SarojkantabiswalSaroj Місяць тому

    Why varatpur ps is not keeping cc tv on this time

  • @bidyadhardash2619
    @bidyadhardash2619 Місяць тому +1

    Model thana re cctv camera kahiki nathila se katha kuhantu.

  • @BipinMurmu-kj7yg
    @BipinMurmu-kj7yg Місяць тому

    Manoranjan Mishra Bhasana last moment dekheibaku hele 2,3 dina lagijiba, anchor capacity is very very slow.

  • @SantoshkumarPradhan-f7d
    @SantoshkumarPradhan-f7d Місяць тому

    Manrajan ବାବୁ ଗୁଡ

  • @chambruhembram3347
    @chambruhembram3347 Місяць тому

    Manoranjan sir ete dino pare

  • @dravaranibal590
    @dravaranibal590 Місяць тому +2

    Manoj Babu please save the ODISHA POLICE, ସେମାନେ non Odia ଆଉ ବଡଲୋକି ଦେଖାଇ ହେଉଛନ୍ତି,

  • @TapaswiniAcharya-j3e
    @TapaswiniAcharya-j3e Місяць тому

    Jay jaganath

  • @debananda07
    @debananda07 Місяць тому +2

    Naveen babu thile jie odisha ra naa ku kichi special aau unique kariki sara India re ki world re famous karithile, ebe sei odisha ra naa ku bjp sarkar re sara desha re tole pokouchi

  • @Chandan_7071
    @Chandan_7071 Місяць тому

    Jadi ete video asuchi tahele, police jou alligation lagouchu se video kahin, police kebala nijaku bancheiba pain selective video kahin? Karana police ta sabu video recording tahele se video bi ta recording karithiba

  • @pradyumnapradhan5553
    @pradyumnapradhan5553 Місяць тому

    First of all u should confirm Captain Or Major , Army,,,,,!!!

  • @ashokkumarpal596
    @ashokkumarpal596 Місяць тому

    ବିଡ଼ିଓ ସବୁ fake କି ?

  • @SarojkantabiswalSaroj
    @SarojkantabiswalSaroj Місяць тому

    Ys

  • @Manash..
    @Manash.. Місяць тому

    Bar jadi rati sara khola rahuche ....govt ra kana bina permission re! Vool rahela kothi se Army officer knka?

    • @runali4065
      @runali4065 Місяць тому

      Drink & drive ta se army officernka bhul...Nije toh maribe sathi re baaki lokonku bhi maribe...Maane maane Salman Khan🙄
      Army ra nama ebe badnam hauni ki..😏

  • @Uttam-o6j
    @Uttam-o6j Місяць тому

    ପୋଲିସ ର chaamcha,.

  • @bimbadharrout1373
    @bimbadharrout1373 Місяць тому

    All are nonsense comments.. I think all are purchased & relatives of odisha police. Where are your police powers against Mamita Mehera ,Pari , Mahanga murder etc cases.???😅😮😢

  • @anantasoren3972
    @anantasoren3972 Місяць тому

    Mejor nka stri ro sudhha most heichhi

  • @TANKADHARJENA-c2n
    @TANKADHARJENA-c2n Місяць тому +1

    A sabu micha kath ,dcb pratik singh total micha kahuchi tenu first protik singh ku arrest and jail pathai ba darkar,Nachet bharatpur police station re posi army Jawan mane nija tarika re nyaya neba darkara

  • @NaliniPrabhaMaharana
    @NaliniPrabhaMaharana Місяць тому

    Bharatiya sena hele bharata sarakara nka jwain pua.rati adhare abibibhahita mahila nku dhari adharati re bar jauchanti.sena adhikati au se mahila kete bhala?

  • @Sidheswar80
    @Sidheswar80 Місяць тому

    Manoj babu sara desara media agaku bharchhana karuchhanti apana serious jana padu nuhanti

  • @gouridevipatnaik2139
    @gouridevipatnaik2139 Місяць тому

    Jaha bi heu jone mohila nisagrosto obosthare thile boli mohilanku epori byoboharo to thik nahin na Sir

  • @ratnakaryadav7686
    @ratnakaryadav7686 Місяць тому

    Lady ମିଛ କହୁଛି।

  • @Lituharichandan
    @Lituharichandan Місяць тому

    British police Act badalajau..

  • @mahigiftgod4846
    @mahigiftgod4846 Місяць тому

    All should try to know the actual facts who are victims police or friends of major

  • @chittaranjanparida9514
    @chittaranjanparida9514 Місяць тому

    se dcp ku jaanch kale sabu jana padiba......s

  • @SarojkantabiswalSaroj
    @SarojkantabiswalSaroj Місяць тому

    Varatpur cc tv r futesj diyantu

  • @SarojkantabiswalSaroj
    @SarojkantabiswalSaroj Місяць тому

    Varatpur ps r cc tv futej diyantu

  • @MaheswarDalnayak
    @MaheswarDalnayak Місяць тому

    Video ଦେଖିଲେ ସବୁ ସତ କଥା ଜଣା ପଡିବ I DCP is right. ମାଡ ମାରିବା ସେମାନଙ୍କର ନିହାତୀ ଭୁଲ ଅଟେ . ମଦୁଆ ମାନେ ଥାନାରେ ଆସି ଗଣ୍ଡଗୋଳ କଲେ, ପୋଲିସ କୁ ଗାଳି ଦେଲେ କଣ କରା ଯିବା ଦରକାର? ଯଦି ପୋଲିସ ଆଠ ଘଣ୍ଟା ଡିଉଟି କରୁଥାନ୍ତା ତାଙ୍କର ବିଶ୍ରାମ ଦରକାର ପଡନ୍ତା ନାହିଁ. 24 ଘଣ୍ଟା ଡିଉଟି ଯୋଗୁ ହିଁ ଏହାର ମୂଳ କାରଣ. ପର ପୁରୁଷ ସହିତ ରାତି 1.30 ରେ ବାରେରେ ମଦ ପିଇ ନାଚିବା , ଗାଡି ଚଳାଇବା କେତେ ଗ୍ରହଣିଅ ଓଡିଶା ବାସି ଜାଣିବା ଦରକାର! ଥାନା କୁ ସମସ୍ତେ ଆସି ପାରିବେ ସେମାନଙ୍କ ଅଭିଯୋଗ ଶୁଣିବା ଦରକାର I ସେମାନଙ୍କୁ ଥାନାରେ ରଖିବା ଭୁଲ ଥିଲା. ମଦ ନିଶାରେ କିଛି କହି ଦେଇ ଛନ୍ତି I ସେମାନଂକୁ ପୋଲିସ ଗାଡ଼ିରେ ଘରେ ଛାଡି ଦେବା ଦରକାର ଥିଲା. Arrest କରିବା ଯୋଗୁଁ ସମସ୍ତେ ଅଶାନ୍ତି. ସବୁ ଜିନିଷର ସମାଧାନ ଅଛି I ଜେଲ ଗଲେ ସବୁ ସମାଧାନ ହୋଇ ଯାଇ ନ ଥାଏ I

    • @sandhyatara1993
      @sandhyatara1993 Місяць тому

      ପର ପୁରୁଷ କଣ??? ସେ ପରା ତାର fiance.. ଖାଲି ପର ନାରୀ ସହ bar ରେ ପୁରୁଷ ମାନେ ରାତି ଅଧ ଯାଏଁ ନୀଳା କରିବେ... ସେଥିରେ ଆଉ ଓଡିଶା ର ସମ୍ମାନ ଗଲା ନାହିଁ???

  • @sanvi5540
    @sanvi5540 Місяць тому

    dekha jau kie oscar pauchi odisha re police na army.. sadharana loka thile kana hei thanta.. khali english hindi use hauchi au night pindha office kama chalichi.. video viral hauchi cctv nai.. odisha pakistan hei gala bhalia laguchi.. samastanku international trp darkar.. kou dina gote sadharana lokaku nyaya miliba

  • @JoginathBehera-d7s
    @JoginathBehera-d7s Місяць тому

    Manoranjan mundimidia

  • @mahabirmahabir4690
    @mahabirmahabir4690 Місяць тому +1

    Police badeici mane areta haba darkar police kn gunda

  • @Nukanakaleka
    @Nukanakaleka Місяць тому

    Jhio ku bi arrest kariba darakar

  • @sanvi5540
    @sanvi5540 Місяць тому

    army police samastanku arrest kariki case chalu

  • @bhabanimohanta7752
    @bhabanimohanta7752 Місяць тому +1

    Ratire jiba re asuvidha kn??

  • @bidhunayak3566
    @bidhunayak3566 Місяць тому

    Esiliye iic chain khol ke dekhatahe odisha police

  • @manoranjansahu202
    @manoranjansahu202 Місяць тому

    Advocate mada piele policeku nali aakhi dekae....

  • @debasishpatra1366
    @debasishpatra1366 Місяць тому

    Vedio viraled by our stupid News Agency of Odisha to give protection to Mr Raghubar Governor BJP Odisha.

  • @swadhinkumarsena6658
    @swadhinkumarsena6658 Місяць тому +1

    ଆପଣ କଣ ପୋଲିସ କୁ କ୍ଲିନ ଚିଟ ଦେଉଛନ୍ତି ।

  • @SrinivasTadingi
    @SrinivasTadingi Місяць тому

    Nayak dadanta heba uchit

  • @durga5818
    @durga5818 Місяць тому

    Madhua jhia

  • @umakantabehuria8013
    @umakantabehuria8013 Місяць тому

    Se jhia ku kichi darkar

  • @t3sservices476
    @t3sservices476 Місяць тому

    She was completely drunk and she was deserving all des behaviour by police