ଶିଶୁକନ୍ୟାକୁ ନେଇ ସସପେନ୍ସ, ମୁହାଁମୁହିଁ ଡି.ସି.ପି.ୟୁ ଏବଂ ସି.ଡବ୍ଲୁ.ସି | Odisha Reporter
Вставка
- Опубліковано 25 чер 2024
- ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଅଡୁଆରେ ଶିଶୁ ସୁରକ୍ଷା ୟୁନିଟ ବା ଡିସିପିୟୁ । କିଏ ଦେଲା ଛୁଆ ଓ କେଉଁଠୁ ହେଲା ଉଦ୍ଧାର ? ଏ ସଂପର୍କରେ ଡିସିପିୟୁଙ୍କ ନିକଟରେ ତଥ୍ୟ ନାହିଁ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଆସିଲା ସଂଗୀନ ଅଭିଯୋଗ ।Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaReporteronUA-cam
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter