ଏକଲବ୍ୟ ସେବାଶ୍ରମ୍ନେ କେନ୍ତା ଗଢା ଯାଉଛେ ଛୁଆକଁର୍ ଭବିଷ୍ୟତ୍
Вставка
- Опубліковано 18 жов 2024
- ସୁନ୍ଦର୍ଗଡ ଜିଲ୍ଲା ହିମଗିର୍ ବ୍ଲକ୍ ର୍ ରଙ୍ଗିଆଡିପା ଗାଁ ର୍ ଏକଲବ୍ୟ ସେବାଶ୍ରମ୍ନେ ଅନାଥ , ଅସହାୟ ଛୁଆ ମାନକୁଁ ଆଶରା ଦେବାର୍ ସାଙ୍ଗେ ସେନ ତାକଁର୍ ଶିକ୍ଷା ଲାଗି ସେବାଶ୍ରମ ନେ ସବୁ ସୁବିଧା କରାଯାଇଛେ । ଆଶ୍ରମ୍ ଟା ୨୦୦୬ ମସିହା ନୁ କରାଯାଇଥିଲା ଯେନ ସବୁ ଅନାଥ ଛୁଆ ଆର୍ ଅସହାୟ୍ ଛୁଆ ମାନକୁଁ ରଖିକରି ସେନର୍ ଗୁରୁଜୀ ସେମାନକୁଁ ପଢଉଛନ୍ । ଆର୍ ତାକଁର୍ ଭବିଷ୍ୟତ୍ ଯେନ୍ତା ଉଜଲ୍ ହେଉ ସେ ଚେଷ୍ଟା ନେ ଲାଗିଛନ୍ । ସେ ସେବାଶ୍ରମ୍ ନେ ଛୁଆ ମାନକୁଁ କାଣା ସବୁ ସୁବିଧା ମିଲୁଛେ ସେ ଛୁଆ ମାନେ କାଣା କହୁଛନ୍ ଦେଖ୍ମା ଇ ଭିଡିଓନେ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on UA-cam, Like/Follow our page if you are watching this on Facebook and stay connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
ବହୁତ ସୁନ୍ଦର ଆଶ୍ରମ
Great Sir........ I will definitely help you all....... Having gotten my job.........🙏👍💝
ଜୟ ଜଗନ୍ନାଥ ଆପଣଙ୍କ ହୃଦୟ ବହୁତ ସୁନ୍ଦର ଆଜ୍ଞା
ବହୁତ ସୁନ୍ଦର ଚିନ୍ତାଧାରା ରଖିଛନ ଆଜ୍ଞା
BAHUT SUNDAR..... 🙏🙏🙏
Great heart .....super man... salute 🙏🙏🙏🙏🙏🙏🙏🙏
Bahut sundar chinta dhara bhai
🌅 ବାବାଙ୍କୁ ମୁଁ ପ୍ରଥମେ ଧନ୍ୟବାଦ ଦେଉଛି🙏 ମାନବ ସେବା ହି ଈଶ୍ବର ସେବା କଥାରେ ଅଛି, ବହୁତ ସୁନ୍ଦର ପିଲାମାନଙ୍କୁ ସେବା କରୁଛନ୍ତି ; ଅନାଥ ର ନାଥ ଜଗନ୍ନାଥଙ୍କ ର ଆଶୀର୍ବାଦ ଏମିତି ରହୁ 🙏🙏🙏ଜୟ ଜଗନ୍ନାଥ🕯️🌺🙏🦢⛳
Great sir ap god bless you
Salute sir...... God bless you sir.... 🙏🙏🙏🙏🙏🙏
ଧନ୍ୟବାଦ ଆଜ୍ଞା । ଆପଣଙ୍କ ବିଶାଳ ହୃଦୟକୁ
Great job sir
Great full job sir🙏🙏🙏🙏
Nice video
Nice vedio
ବହୁତ ସୁନ୍ଦର
🙏🙏pahara Chanel k good repoting sivani madam ❤️
Jai hind guruji
Ede bad anusthan Kari thibaru mor tarps bahut dhanyabad.
Very good nice 👌👌👌👌👌
You are great 🙏
Great Sir 🙏🙏
Great job
So proud of you
Salute boba
🙏🙏🙏🙏
Bandaneeya anusthan om pranam.
God bless you sir, great u r
'Service to Mankind is Service to God'.I salute u sir for ur great work.Good Luck 'Shivani' for ur Nice Presentation & Interview.
Great sir
Very nice
And all children
Good job
Thanks
Pahara channel r Sundar prayas
Apku very very thankful sir
Sibani Deb paharaa ra harta karta sadasya en....
👍❤️
Shibani didi juhar go amar Goan hemgir sahas pur amar Goan ne reliance tower chari baras hela na gadi ki kintu connection niha diayanta
Pahara Ra kichhi contact no achhe ta deun
Sonpur ashram tike dekhaun
Thanks master
🙏🙏🙏🙏
Pahara Ra kichhi contact no achhe ta deun
Thanks