ଆହେ ଦୟାମୟ ବିଶ୍ବବିହାରୀକୁ ବ୍ୟଙ୍ଗ କରିବା ଅକ୍ଷମଣୀୟ ଅପରାଧ

Поділитися
Вставка
  • Опубліковано 2 січ 2025

КОМЕНТАРІ • 221

  • @rameshwar4742
    @rameshwar4742 17 днів тому +67

    ମୁନା ଖାଁ ନିଜକୁ ପ୍ରମାଣ କରିଦେଲା ଯେ.. ମୁନା ଖାଁ ଏକ ବହୁତ ତଳ ସ୍ତରର ଲୋକ

    • @Abhiabhi-uy8hh
      @Abhiabhi-uy8hh 14 днів тому +1

      Se bhi chota prakruti ra loka se odia ku bhl paeni
      Bcz tara alaga religion

  • @rabindrakumarmohanty9415
    @rabindrakumarmohanty9415 17 днів тому +62

    ଏମାନେ ବିଧର୍ମୀ ତେଣୁ ହିନ୍ଦୁ ମାନଙ୍କର ପ୍ରାର୍ଥନା କୁ ସମାଲୋଚନା କରିଵେ,।

  • @PremanandaMalla666
    @PremanandaMalla666 17 днів тому +59

    ପାକିସ୍ତାନ ବିହନ,, କଭି ନେହି ସଚା,, ଏ ମୁସଲମାନ ବାଚା,,,,,,ହା ହା ହା ହା ହା ହା

  • @surendranathgiri6971
    @surendranathgiri6971 17 днів тому +32

    ମୁନା ଜଣେ ଭାରତୀୟ ଉଗ୍ରପନ୍ଥୀଙ୍କ ସର୍ଦ୍ଦାର।

  • @UpendraBehera-o1z
    @UpendraBehera-o1z 17 днів тому +56

    ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ। କେବଳ ବାଡିଆ ଦରକାର । ଗାଲୁଆ ମୁନା ପାଠ ପଢି ନାହିଁ। ତେଣୁ କହି ଦେଇଛି।

    • @mdshahidanwar4540
      @mdshahidanwar4540 17 днів тому +2

      Mala pathana ku bisas nahi
      Taku sighra bangladesh ku ✈️🛩️

    • @allinone8534
      @allinone8534 16 днів тому +1

      Madrasa re padhichi ea hauchi madrasa knowledge, se bujhiparibani ebhali parthanara ra mahatwa

  • @arucharanpradhan5502
    @arucharanpradhan5502 17 днів тому +39

    ନବୀନ ବାବୁ ତ ଯୀଶୁଖ୍ରୀଷ୍ଟଙ୍କୁ ଅଧିକ ପସନ୍ଦ କରନ୍ତି।ଯେ ହେତୁ ସେ ଖ୍ରୀଷ୍ଟିଆନ ଝିଅ ଶ୍ରଦ୍ଧା ହାତର ଖାଦ୍ୟ ପରଷା ଓ ଶରୀର ମାଲିସ୍ ସେବା ପାଉଥିଲେ।ଓଡିଆ ପ୍ରତି ତାଙ୍କର ଦରଜ କାହୁଁ ଆସିବ।

    • @sukantkumardas9023
      @sukantkumardas9023 17 днів тому +6

      Bhai nabin Pattnaik puruna randua

    • @JkPany
      @JkPany 16 днів тому +2

      ନବୀନ ଜେଜେ ଲଷ୍ମୀନାରାୟଣ ପଟନାୟକ ଖ୍ରୀଷ୍ଟିଆନ ହେଇଯାଇଥିଲା.
      ତେଣୁ ନବୀନ ନିଜେ ଗୋଟେ ଖ୍ରୀଷ୍ଟିଆନ. ତେଣୁ କାହୁଁ ସେ ମୁନା ପଠାଣ କୁ ବିରୋଧ କରିବେ କିମ୍ବା ଦଣ୍ଡିତ କରିବେ???

    • @nilachalasatapathy5196
      @nilachalasatapathy5196 9 днів тому

      Ur r8

  • @srikantsahoo6563
    @srikantsahoo6563 17 днів тому +28

    ପ୍ରଦ୍ୟୁମ୍ନ sir ଧନ୍ୟବାଦ।ସମ୍ପୂର୍ଣ୍ଣ ଠିକ୍ କଥା।ସେ ଶଳା ଯୋଉ ଥାଳିରେ ଖାଇବ ସେଇଠି ହଗିବ।

  • @susantasahoo9544
    @susantasahoo9544 17 днів тому +25

    ମହାଶୟ ଆପଣଙ୍କ କଥା ତଥା ଯୁକ୍ତି ଶତ ପ୍ରତିଶତ ସତ / ଏ ଗାଲୁଆ ମୁନା ଖାଁକୁ ପ୍ରକୁତପକ୍ଷେ ବିଛୁଆତିରେ ଗୋଗୋଚ୍ଛବାଡିଆ ହେବାକଥା ତାସହିତ ତାଙ୍କ ଦଳପତିଙ୍କୁ ବି / କାରଣ ଏତେସବୁ ସତ୍ୟେ ଦଳପତି ତାଙ୍କୁ ଭୁଲ ମାଗିବାକୁ ନିର୍ଦେଶ ଦେଇନାହାନ୍ତି /

  • @odishanext586
    @odishanext586 17 днів тому +18

    ଏମାନଙ୍କୁ ଆଗେ ଦାୟିତ୍ୱରୁ ଅପସାରଣ କରାଯାଉ.. ଇଏ କଣ ଆମର ପ୍ରତିନିଧିତ୍ୱ କରିବେ

  • @tulujena5156
    @tulujena5156 15 днів тому +4

    ଇଏ ଲୋକକୁ ଧନ୍ୟ , ଯେଉଁମାନେ ଆକୁ ରାଜ୍ୟ ସଭାକୁ ପଠେଇଛନ୍ତି ସେମାନେ ବି ଧନ୍ୟ

  • @aaentertainment9228
    @aaentertainment9228 17 днів тому +13

    ଆପଣଙ୍କ କଥାରେ ମୁଁ ଏକମତ କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ଜାଣିନଥିବେ ଓଡ଼ିଶାରେ ଏହି ପ୍ରାର୍ଥନା ଅଛି ବୋଲି ଆଉ ଏହା ବି ଜାଣିନଥିବେ ତାଙ୍କ ଦଳର ଲୋକ ମୁନ୍ନା ଖାଁ ତାକୁ ବ୍ୟଙ୍ଗ କରି ପରିହାସ କରିଛି

  • @chandannayak7635
    @chandannayak7635 17 днів тому +13

    ମୁନା ଖାଁ ଟା ମଣିଷ ରେ ଗଣା ନୁହେଁ। ତା ଫିଲ୍ମ ତ ଚଳିଲାନି ସେଇ କୁକୁର ଜାତୀୟ ମଣିଷ କୁ ଗୁହ ଖୁଏବା କଥା। ତାର ଦମ୍ ଅଛି ଯଦି MLA ରେ stand ହେଉ।

  • @saradacharanamohapatra9806
    @saradacharanamohapatra9806 17 днів тому +14

    Take ଆକ୍ସନ against ମୁନ୍ନା ଖାଁ

  • @chittaranjanbarik122
    @chittaranjanbarik122 17 днів тому +14

    ମୁନା ଖାଁ ଯଉ କଥା କହିଛି ସେଥିପାଇଁ ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ, ନଚେତ୍ ମୁନା ଖାଁକୁ ଇସ୍ତଫା ଦେବାକୁ କୁହନ୍ତୁ,ଯଦି ନବୀନର ଓଡ଼ିଆଙ୍କ ପ୍ରତି ଆନୁଗତ୍ୟ ଥିବ ।

  • @himansukar1148
    @himansukar1148 17 днів тому +6

    ସନାତନ ଧର୍ମର ସମସ୍ତ ଶାସ୍ତ୍ର ମତ ଓ ଭକ୍ତିବାଦର ତତ୍ତ୍ଵ ଅନୁସାରେ ଭକ୍ତି ଆଗରେ ଧନ ଓ ଜନର କୋୖଣସି ମହତ୍ତ୍ଵ ନାହିଁ ତେଣୁ ଏଭଳି ଅଜ୍ଞାନତା ଦୁଃଖଦାୟକ।

  • @subashmishra5616
    @subashmishra5616 17 днів тому +15

    ପାଠ କି ଜାଣିବ ପଠାଣ

  • @narayanadash552
    @narayanadash552 8 днів тому +1

    ଏହା, ଏକ, ଧର୍ମ, ନିରପେକ୍ଷ, ପ୍ରା ଥ ନା, ମୂର୍ଖ, ବୁଝିବେ, କେମିତି

  • @prangyaparamitarout.prangy7345
    @prangyaparamitarout.prangy7345 17 днів тому +9

    ନବୀନ ବାବୁଙ୍କୁ ଖୁସି କରିବାକୁ କହିଛି।

  • @jaysanatan6012
    @jaysanatan6012 13 днів тому +1

    Hindu , sanatan dharma ki jay 🙏💐🚩. ଜାଗ ହିନ୍ଦୁ ଜାଗ ନ ହେଲେ ମୁସଲମାନ ଆକ୍ରମଣକାରୀ ଓଡ଼ିଆ ସଂସ୍କୃତି କୁ ବି ନଷ୍ଟ କରିଦେବେ। ଏକତା ହିଁ ବଳ। ଉତ୍କଳ ମାତା ର ଜୟ। ଜଗନ୍ନାଥଙ୍କ ର ଜୟ 🙏💐🚩

  • @NirakarBiswal-zg4tn
    @NirakarBiswal-zg4tn 17 днів тому +7

    ବିଜେଡି ସଭାପତି ଯଦି ଓଡିଆ ପାର୍ଥନା କରିଥାନ୍ତେ ତାହାଲେ ସେ ବୋଧହୁଏ କାର୍ଯାନୁଷ୍ଠାନ ଗ୍ରହଣ କରିଥାଆନ୍ତେ ।ସେ ଇଂରାଜୀ ପାର୍ଥନା କରନ୍ତି ଆଉ ଏହାର ମାନେ କଣ ବୁଝିବେ ।

  • @TrilochanPattnaik
    @TrilochanPattnaik 17 днів тому +8

    ପ୍ରକୁତ ସତ୍ୟ 🙏

  • @abhiabhi2511
    @abhiabhi2511 17 днів тому +14

    ମୁନା ଖାଁ କୁ ସବୁଯାଗାରେ ବିରୋଧ କରିଯାଉ....

  • @ashokkumarsahoo7041
    @ashokkumarsahoo7041 16 днів тому +1

    We respect you sir. ଓଡ଼ିଆ ଅସ୍ମିତା ର ପ୍ରକୃତ ପରିଚୟ ଦେଇଛନ୍ତି ଆପଣ 🙏🙏🙏

  • @kunjabiharibadajena4217
    @kunjabiharibadajena4217 17 днів тому +9

    I really enjoy listening to you. I salute you and bow down to you.🙏🙏🙏

  • @sunilkumarmishra9086
    @sunilkumarmishra9086 14 днів тому +1

    କାଳଜୟୀ କବି ରାମ କୃଷ୍ଣ ନନ୍ଦ ଓ ବରେଣ୍ୟ ପ୍ରଦ୍ୟୁମ୍ନ ଶତପଥୀ ଙ୍କୁ ପ୍ରଣାମ। ବନ୍ଦେ ଉତ୍କଳ ଜନନୀ

  • @jaladharbehera5698
    @jaladharbehera5698 17 днів тому +8

    Absolutely right 👍👍

  • @budhibamapradhan9541
    @budhibamapradhan9541 17 днів тому +7

    Right sir 🙏

  • @ashokkumarsahoo7041
    @ashokkumarsahoo7041 16 днів тому +1

    ମୁନା ଖାଁ କୋଉ school ରେ ପାଠ ପଢୁଥିଲା ନା ମଦ୍ରାସା ରେ ଆତଙ୍କ ବାଦୀ ଙ୍କ ପାଠ ପଢିକି ଆସିଛି. ଅନ୍ୟ ଧର୍ମ ର ଆସ୍ଥା ଉପରେ ଯେଉଁମାନେ ପ୍ରଶ୍ନ ଉଠନ୍ତି ସେମାନେ ଆତଙ୍କବାଦୀ ଠାରୁ କୌଣସି ଗୁଣରେ କମ ନୁହନ୍ତି.

  • @newera4856
    @newera4856 17 днів тому +7

    Right sir

  • @sanjaydas-vz6on
    @sanjaydas-vz6on 16 днів тому +1

    ଅସଭ୍ୟ,ଅସାମାଜିକ, ଅ ମଣିଷ । ଓଡ଼ିଶାର ଜନସାଧାରଣଙ୍କ ଭାବ ସହ ଯେ ଖେଳିଚି ତାକୁ ଦଣ୍ଡ ବିଧାନ ହେଉ.

  • @PurnaChandraTripathy-pi6fj
    @PurnaChandraTripathy-pi6fj 17 днів тому +5

    Right

  • @bidhibidhanaodia8165
    @bidhibidhanaodia8165 17 днів тому +4

    Absolutely right

  • @sarojkumarjena9052
    @sarojkumarjena9052 17 днів тому +4

    ଏଗୁଡ଼ିକ ସବୁ ବିଜେଡି ନେତା ନବୀନ ବାବୁ ଏ ପ୍ରା ଥ ନା ଜାଣି ନଥିବେ

  • @jashobantatarai963
    @jashobantatarai963 13 днів тому

    ଧନ୍ୟବାଦ ସାର୍ ଧନ୍ୟବାଦ

  • @nityandabiswal4304
    @nityandabiswal4304 17 днів тому +4

    ମୁସଲମାନ ଲୋକ ଓଡ଼ିଶାରସଙ ସ୍କ ଆଃ ରଜଣାନାହି

  • @shreenibasbhukta9356
    @shreenibasbhukta9356 16 днів тому

    ମୁନା ଖାଁ ବାବୁ ଓଡିଶା ରୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୟାରେ mp ହୋଇଛନ୍ତି ଏହା ମନେ ରଖିବା ଆବଶ୍ୟକ। ଏପରି ବ୍ୟଙ୍ଗ କରି ନବୀନ ବାବୁଙ୍କୁ ବଦନାମ ନକରନ୍ତୁ ବିଜେପି ସରକାର ହେବାଯୋଗୁଁ ମୁନା ବାବୁଙ୍କ ମତି ଭ୍ରମ ହୋଗଲାଣି

  • @prakashkumarjena.babusan.n3760
    @prakashkumarjena.babusan.n3760 17 днів тому +1

    ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଥିଲେ ଆଉ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ମୂଳ ରୁ କାଟି ସଫା କରିଦେଲେ.. ଜୟ ଜଗନ୍ନାଥ 🙏🙏

  • @dhirenkumardas4049
    @dhirenkumardas4049 17 днів тому +1

    ମୁନା ଖାଁ ନବୀନ ପଟ୍ଟନାୟକ ଯୋଗୁ ରାଜ୍ୟ ସଭା ସାଂସଦ ହୋଇଛି ଇଲେକ୍ସନ ହେଲେ ଗାଁର ୱାର୍ଡ ମେମ୍ବର ରେ ଜିତି ପାରିବ ନାହିଁ

  • @trilochanpatnaik6321
    @trilochanpatnaik6321 17 днів тому +3

    ଏହା ମୁନା ଖାଁ ଙ୍କ ମୂର୍ଖାମି। ଏପରି ମୂର୍ଖ ବିଜେଡି ଦଳରେ କିପରି ଅଛନ୍ତି? ନବୀନ ବାବୁ ତ ଓଡ଼ିଆ ବୁଝନ୍ତି ନାହିଁ ତାଙ୍କ ଠାରୁ କି ନ୍ୟାୟ ମିଳିବ।

  • @mahendramallick9753
    @mahendramallick9753 16 днів тому

    ନବୀନ କିଛି ବୁଝନ୍ତି,କେବଳ, power ଦରକାର ଏମିତି କରି 24, ବରସମାରି ନେଲେ. ଯଦି ଏହାର ଅର୍ଥ ବୁଝି ଥାନ୍ତି ମୁନା ଖାଁ . ମୁନା ନ ଥାନ୍ତାତେ

  • @prakashchandrapattnaik9214
    @prakashchandrapattnaik9214 17 днів тому +1

    ସାର ଯାହାର ଯେତିକି ଜ୍ଞାନ ସେ ସେତିକି କହିପାରିବେ ଆଉ ଆପଣ ଅଧିକା କଣ ଶୁଣିବେ

  • @babinasatapathy4263
    @babinasatapathy4263 17 днів тому +3

    Bada Satsahasa
    FIR should be lodged by Govt.

  • @santoshrath2089
    @santoshrath2089 16 днів тому +1

    ୟାକୁ କିଏ କିଏ vote ଦେଇଛ
    ଉତର ଦିଅ

  • @pramilasahoo1131
    @pramilasahoo1131 16 днів тому +1

    ମୁନା କୁ ଢେଲା ମାଡ଼ ଦରକାର

  • @ratnakardey1985
    @ratnakardey1985 14 днів тому

    ମୋ ମତରେ ଏମାନେ ବୋଧେ ଓଡ଼ିଆ ର ନୁହନ୍ତି ପାକିସ୍ତାନରୁ ଆସିଛନ୍ତି ଜୀବନ ବିକଳରେ ତାଟିଆ କାମୁଡୁଛନ୍ତି ଏଭଳି ବେକ୍ତିଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ ନହେଲେ ଆଗାମୀ ଦିନରେ ତୀବ୍ର ପ୍ରତିକ୍ରିୟା ହେବ

  • @pravatkumarmishra9760
    @pravatkumarmishra9760 17 днів тому +3

    Muna ଖାଁ ତାର ଅର୍ଥ ବୁଝି ନାହି କିମ୍ୱା ଜାଣି ଶୁଣି ଓଡ଼ିଶାର mohan କବିଙ୍କୁ pandianku ଖୁସି କରିବାକୁ କହୁଚି ତାକୁ arest କରାଯାଉ

  • @rameshpradhan5899
    @rameshpradhan5899 15 днів тому

    You are great brother

  • @BibhuSankarMishra
    @BibhuSankarMishra 16 днів тому

    ସତ ଧିକ ଯେତେ ଧିକ୍କାର୍ କଲେ ବି ଉଣା ହେବ।

  • @MahavirMusicStudio-vj8yu
    @MahavirMusicStudio-vj8yu 17 днів тому +1

    Pranam sir,you are regularly teaching the ethics and tenets of our cultural discipline but lo and behold! The people of Odisha especially the educated persons are distracting...Lord Jagannath can save this people...

  • @sachidanandapadhi6764
    @sachidanandapadhi6764 17 днів тому +2

    Muna khan is not studied in Odia school he did in Madarsa

  • @narayanbej9835
    @narayanbej9835 16 днів тому

    ବିଜେଡ଼ି ଏକଥାକୁ ସମର୍ଥନ କରୁଚି ତେଣୁ ପ୍ରତ୍ୟେକ ଓଡ଼ିଆ ଏହାର ବିରୋଧ କରିବା ଦରକାର

  • @sadanandmohanty3537
    @sadanandmohanty3537 16 днів тому

    Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad jindabad jindabad jindabad jindabad jindabad jindabad 🙏🙏🙏🙏🙏🙏🙏🙏🙏🙏🙏🙏🙏💐💐

  • @bhimasenbarik7990
    @bhimasenbarik7990 17 днів тому +1

    Apananku anek anek shubhechha

  • @prashantpatra9883
    @prashantpatra9883 55 хвилин тому

    Pradiumna babu is the real person, who says true and right

  • @PrasantaBiswal-r5g
    @PrasantaBiswal-r5g 14 днів тому

    ଗୋଟେ ହାରାମି ଅଭଦ୍ର ଲୋକପ୍ରତିନିଧି ହେଇଛି ଯିଏ ଆମ ଓଡ଼ିସାର ପୂଜ୍ୟ ଙ୍କୁ ଏମିତି ଅଭଦ୍ରଚିତ ବ୍ୟବହାର କଲୁ, ତୁଗୋଟିଏ ବିଧର୍ମୀ ଆମ ହିନ୍ଦୁଧର୍ମର ଭାବନାକୁ ତୁ କୁଠାର ଘାତ କଲୁ, ତୋତେ କି ଦଣ୍ଡ ମିଳିବାଦରକାର ଆମେ ନିଶ୍ଚୟ ଦେବୁ

  • @vijoybaliarsingh8050
    @vijoybaliarsingh8050 16 днів тому

    You are very correct.

  • @Juli-v8e
    @Juli-v8e 7 днів тому

    Right 👍👍

  • @ILovemyodishaa
    @ILovemyodishaa 17 днів тому +1

    Namaste 🙏

  • @I.am.prasanna.
    @I.am.prasanna. 14 днів тому

    100 percent right sir

  • @bimalsamal-u4k
    @bimalsamal-u4k 9 днів тому

    ମୁନା ଖାଁ, ଅଭିନେତା ନା ରାଜନେତା କିଛି ଯାଣି ହେଉନି।

  • @GyanendraBiswal-co8ys
    @GyanendraBiswal-co8ys 16 днів тому

    ନବୀନ ବାବୁ ଏ ସବୁ ଜାଣିଛନ୍ତି ନ ନାହିଁ?କୁହନ୍ତି ଓଡ଼ିଶା ର ଲୋକ ମୋ ପରିବାର।

  • @shreeganeshagro521
    @shreeganeshagro521 8 днів тому

    You are correct.

  • @bijayadas1200
    @bijayadas1200 16 днів тому

    Yes Right

  • @BiswanathSethi-my5fo
    @BiswanathSethi-my5fo 8 днів тому

    ଆପଣଂକୁ ଧନ୍ୟବାଦ।

  • @AnkitKumar-q7y5q
    @AnkitKumar-q7y5q День тому

    ଠିକ କହିଲେ sir ସେ ଜୀବନରେ ପ୍ରାଥନା ବୋଲିନି, ତାର ଅର୍ଥ ସେ ବୁଝିବ କୋଉଠୁ, ତାକୁ ବିରୋଧ ହେବ ସ୍ୱାଭାବିକ,ସେଇଟା ତାର ପୁରା ମୂର୍ଖାମୀ ର ପରିଚୟ...
    ସେଇଟା ପୁରା ଟାଉଟର ଟା... ନବୀନ sir ତାର କଣ ଦେଖିକି ରାଜ୍ୟ ସଭା କୁ ପଠେଇଛନ୍ତି... ନିହାତି ଗଣ୍ଡ ମୂର୍ଖ ଟା

  • @saradacharanamohapatra9806
    @saradacharanamohapatra9806 17 днів тому +1

    You ଆର right

  • @PravatKumarChoudhury-m8u
    @PravatKumarChoudhury-m8u 17 днів тому +1

    Nahin pattnayak should be suspend to muna khan

  • @raysantosh8577
    @raysantosh8577 17 днів тому +5

    ଶଳା ମୂର୍ଖ ଟା

  • @Kalandicharansahoo-pz6gj
    @Kalandicharansahoo-pz6gj 15 днів тому

    ❤❤❤❤❤❤❤❤

  • @sasanksekharaswain9208
    @sasanksekharaswain9208 4 дні тому

    ଗୋଗୋଛ ବାଡ଼ିଆ ଦରକାର , ଗିରଫ କରାଯାଉ

  • @PradyumnaNayak-g5i
    @PradyumnaNayak-g5i 6 днів тому

    ଭାଇ ବନ୍ଧ୍ୟା କି ଜାଣେ ପ୍ରସବ ବେଦନା ,

  • @manoranjanbhatta5662
    @manoranjanbhatta5662 17 днів тому +1

    ସଲାକୁ ମାଡ଼ ଦରକାର

  • @pikulpikul6159
    @pikulpikul6159 16 днів тому

    O ho mausa sie Munna khan gote pathana t ...Se giraf haba tapaen ete tnsn niantuni🙏🙏🙏 Jay Jagganath 🙏🙏🙏

  • @debanandabanchhor8288
    @debanandabanchhor8288 16 днів тому

    ଠିକ୍ ତ କହୁଛନ୍ ଆଗ୍ଇଆଁ।ହେଳେ କିଏ ସେ ଲୋକ ନେ କହେଲେ।କମେନଟ୍ ପଢିକରି ଜାନ୍ଳୀ ମୁନ୍ନା ଖାଁ ଏ ବଳି ସେ ତ ଗୁଟେ ଅ ଲେଗ୍ ଲୋକ୍ ଟେ ଏ।

  • @prafullakumarpradhan8129
    @prafullakumarpradhan8129 17 днів тому

    ଜଣେ ସଂଖ୍ୟା ଲଘୁପ୍ରତି କିଭଳି ଅତ୍ୟାଚାର

    • @Nunguda
      @Nunguda 14 днів тому

      Kan banda bujhila sankhya laghu ku atyachara hela kimiti . atyachara heithile sala ra munda gadithaonta

    • @Nunguda
      @Nunguda 14 днів тому

      Hindu mane ek rahuna sethipain pathana mane atyachara karuchhati jemiti Bangladesh Pakistan Canada re

  • @rameshchandradas946
    @rameshchandradas946 17 днів тому +1

    BJD has a tradition of promoting n honouring most underserved persons n sent them to Parliament n give the tickets in OLA.

  • @chandansarangi114
    @chandansarangi114 15 днів тому

    F I R କାହିଁକି କରାଯାଇନାହିଁ

  • @debashishpaikray1333
    @debashishpaikray1333 15 днів тому

    ମୁନା ଖାଁ ତ ବିଦେଶୀ ଛୁଆ, ତାକୁ ସମର୍ଥନ କରିଥିବା ନବୀନ ଆଉ ବିଜେଡି କୁ ବି ବିଛୁଆତି ଡାଙ୍ଗ ରେ ମାଡ଼ ଦରକାର

  • @khageswarsamal6903
    @khageswarsamal6903 17 днів тому

    Naveen babu para tanka topi pin dhuthile tanku bahiskar kemiti karibe?

  • @Ku_Dushmanta
    @Ku_Dushmanta 17 днів тому

    ଠିକ୍ କହିଲେ ଖାଲି ଗୋଗଛ ମାଡ଼ ଦରକାର

  • @rameshchandraswain9660
    @rameshchandraswain9660 17 днів тому +1

    Munna Khan Should be punished.

  • @ranjanpanda6282
    @ranjanpanda6282 17 днів тому

    ମୁନା ଖାଁ ଙ୍କ ପାଠପଢ଼ା କେତେ ଦର୍ଶନ ଶାସ୍ତ୍ର ବିଷୟ ରେ ଜ୍ଞାନ ନାହିଁ

  • @SofunnyAnimalsss
    @SofunnyAnimalsss 16 днів тому +1

    Pathana chua se pathana prakurti rahiba, karhare achi mala pathana ku bharasa nahi e ta jianta pathana

  • @simanchalmaharana3252
    @simanchalmaharana3252 17 днів тому

    Very shameful and unfortunate,he is to be punished immediately, it's the culture of Biju Janata Dal,a non odia party

  • @chhandacharanpanigrahy268
    @chhandacharanpanigrahy268 15 днів тому

    ପଠାଣ କା ବଚା କଭି ନେହି ସଚା

  • @GaneswarNayak-e6j
    @GaneswarNayak-e6j 17 днів тому

    ଜଣେ ପଠାଣ ମୁସଲମାନ ଏହାର ଅର୍ଥ କିପରି ବୁଝିବ? ପଠାଣ ସବୁ ବେଳେ ପଠାଣ,କାହୁଁ ବୁଜିବ ଭାବର ଅର୍ଥ, ଯେଉଁ ଲୋକମାନେ ବାସ୍ତରି ହୁର ଭଳି ମାୟା ମରୀଚିକା ପଛରେ ଧାଇଁ କୁସଂସ୍କାର ରେ ବୁଡି ରହନ୍ତି ତାଙ୍କ ଠାରୁ ଆଉ କଣ ଆଶା କରି ବା ????????????????????????????

  • @ashokbehera4874
    @ashokbehera4874 17 днів тому

    Write

  • @ranjanmohanty2203
    @ranjanmohanty2203 12 днів тому

    😁 Right

  • @mahendramallick9753
    @mahendramallick9753 16 днів тому

    5:35

  • @rameshswain2374
    @rameshswain2374 17 днів тому

    ତାଙ୍କ ନେତା ନବୀନ ପଟ୍ଟନାୟକଙ୍କ ତସେଇଆ ଏଆଉ କୋଉଠୁ ଭଲ ଆସିବ ଏ

  • @priyakantasamal7254
    @priyakantasamal7254 17 днів тому

    Nabina babu Prathana ra Meaniing bujhi thile to Suspend Karibe .

  • @BRAJAMOHANMISHRA-pt1gv
    @BRAJAMOHANMISHRA-pt1gv 17 днів тому +1

    Apanaka katha sampurna. Satya ea sala nku langala kari mada darakar

  • @SmrutiranjanBehera-z8w
    @SmrutiranjanBehera-z8w 12 днів тому

    Muna kha heuchi odisar odiajatir biswash ghatak shalaku odisharu tada jau jayjagnath Jay odishabashi

  • @hemanandkujur9877
    @hemanandkujur9877 17 днів тому

    You are Right sir But epari rajneta manankara Sanskruti knowledge nahi n.

  • @hemantasahoo4867
    @hemantasahoo4867 17 днів тому

    Absolutely right bjd ru Naveen pattnayak sir muna khana ku out kara sura bhai kichi karunathy kan pai

  • @PrasannaParida-ds5qj
    @PrasannaParida-ds5qj 13 днів тому

    Ame.sabu.sata.kahibaku.kia.daribi.padhi.aji.anek.kasta.pailu.au.kichhi.neta.oficer.bodhe.michha.kahibaku..sapatha.neithile.sethi.pain..desa.aji.barbad.adaku.gati.karuchi.jay.hind

  • @sanghamitramishra220
    @sanghamitramishra220 16 днів тому

    Se loka nija Dharmaguru nk personal life kathà kahu,...se kete gyàni ,guñi o nirvika tàhà jañàjiba.

  • @bpkanungo5552
    @bpkanungo5552 18 днів тому

    He should beg apology to the Odisha people,he should not identify himself as a odia traitor

  • @sumanataparida1503
    @sumanataparida1503 17 днів тому

    Jie bhala katha kahi parila sie hin thik

  • @dibyasinghamahapatro3994
    @dibyasinghamahapatro3994 17 днів тому +1

    Jati prati anayaa karichi muna khan