Viral video ଜଗନ୍ନାଥ ଙ୍କୁ ନେଇ ଭାଇରାଲ୍ ସିନ୍ , ବଡ଼ ବେଦରଦୀ କଳା ସାଆନ୍ତ Kanha Swain ଯାତ୍ରା ସିଂହବାହିନୀ
Вставка
- Опубліковано 18 вер 2024
- Viral video ଜଗନ୍ନାଥ ଙ୍କୁ ନେଇ ଭାଇରାଲ୍ ସିନ୍ , ବଡ଼ ବେଦରଦୀ କଳା ସାଆନ୍ତ Kanha Swain ଯାତ୍ରା ସିଂହବାହିନୀ
#jatrasinghabahini
#odia
#newjatra
#newnataka
#viralvideo
#jatraviralvideo
#badabedaradikalasanta
#jatrasingerdkrishna
#odiajatra
#odiajatravideo
#singhabahiniviralvideo
#kanhaswain
#operasinghabahini
Please Like Share Comments Subscribe & Click Bell Icon Thank You
Jay maa singhabahini jay jagannath
ମହା ପ୍ରଭୁ ଜଗନ୍ନାଥଙ୍କ ଙ୍କୁ ନେଇ ଯାତ୍ରା ଅପମାନ ଆମ ମହା ପ୍ରଭୁ ଙ୍କ ପାଇଁ,arrest କର କଳା କାର ଙ୍କୁ
❤kalu👍👌🌹🙏
Scene re semiti kichi nahin
Emiti kan viral karuchanti
ଭାଇ ସେ କାହ୍ନl ସେ ନାଟକ ରେ ମୁସଲିମ ର କ୍ୟାରେକଟର ପ୍ଲେ କରୁଛନ୍ତି ତାପରେ ଅନ୍ୟ ଧର୍ମ ର ବ୍ୟକ୍ତି ସହଜରେ ସନମାନ ଦେବେନି ତାପରେ ସେ villian roll କରୁଛନ୍ତି ସେଠି ଏତେ ଦର୍ଶକ ଥିଲେ ସବୁ ଦେଖୁଥିଲେ ସେମାନେ କଣ ହିନ୍ଦୁ ନୁହନ୍ତି କି କାଇଁ ସେମାନେ ବିରୋଧ କରିଲେଣି so ମନୋରଞ୍ଜନ ଧର୍ମୀ ଏହା ନାଟକ ତାକୁ serious ରେ ନେବା ଠିକ ନୁହେଁ ତାଛଡା ମୁଁ ଯେତିକି ଜାଣିଛି କାହ୍ନl ଭାଇ ଜଣେ ବହୁତ ଧର୍ମୀ ଆଉ ଭଗବାନ ବିଶ୍ୱାସ ଲୋକ ତେଣୁ ସେ ଅଭିନୟ କରିଛନ୍ତି ଭୁଲ କିଛି ନୁହେଁ ଅନୁରୋଧ ରହିବ writer ଆଉ director ଙ୍କୁ କି ଭଗବାନ କିମ୍ବା ଜାତି ଭିତିକ କିଛି ବି ନାଟକ କରନ୍ତୁ ନାହିଁ ବିଶେଷ କରି ଯାତ୍ରା ମାଲିକ ଏହା ପ୍ରତି ଧ୍ୟାନ ଦିଅନ୍ତୁ ଜୟ ଜଗନ୍ନାଥ
ତୁ ଶଳା ପଠାନ ଜଣା ପଡୁଛି
ପ୍ରଭୁ ଙ୍କୁ ମୁଣ୍ଡେଇ ନେଇ ପାରିଥାନ୍ତ,କୋଳେଇ ନେଇ ପାରିଥାନ୍ତ କିନ୍ତୁ ଏଭଲି ବାନ୍ଧି କାନ୍ଧରେ ପକେଇ ନେବା ଟା ଠିକ୍ ନୁହଁ ଏ ଦୃଶ୍ୟ ରେ ସୁଧାର କରାଯାଉ. ବିଶ୍ଵ ବ୍ରହ୍ମାଣ୍ଡର ଗୋସେଇଁ ସେ ଏଭଲି ବ୍ୟବହାର ଠିକ୍ ନୁହଁ. କ୍ରିଷ୍ଣା ଭାଇ ଆପଣଙ୍କ ମାଲିକ au ନିର୍ଦେଶକ ଙ୍କ ସହ ଆଲୋଚନା କର. କିଛି ସମାଧାନ କର.
ଏ seen ଟା କୁ tag line ରେ viral seen ଲେଖିବା ଟା ସବୁଠୁ ବଡ ଭୁଲ....କଳାକାର ଭଗଵାନ ଙ୍କ ଆଶୀର୍ବାଦ ଏମିତି ନିମ୍ନ ମାନସିକତା ଭଗଵାନ ଙ୍କୁ ନେଇ ଏମିତି ଭିଡ଼ିଓ କରିବା ଭଲ ନୁହଁ.. ଭଗବାନଙ୍କୁ ଡର ଟିକେ
Bhai a seen ban karajau plz sahi heluni,mohan babu jaldi action niajau,
Scene re Ama Jagannath nku apaman kala bhali kaunasi katha nahi. Ahuri ama Jagannath sanskruti ra khub sundar upasthapana Kara jaichi. Kichi sasta youtuber sampurna scene upload na kari singhabahini au kanha Bhai nhku badnam karuchanti...
Right bhai
Sasta youtube channel kari emiti badnam karuchanti
Tumaku laja laguchi naa amiti seen ku UA-cam re pakei viral ra akhya daucha ketota tanka pain viral heba pain amiti karani 4.5cr odia nka mauda mani jagatara natha jagannath se 🙏
Khali bekar ta re loko emiti hauchanti semiti kichi nahi ye scene re
Aa seen Kariba aka ଦୁଃସାହସିକ କାମ
ବହୁତ୍ ଭଲ ଦୃଶ୍ୟ ଅଛି ତାକୁ ଆଣି ପ୍ରତିପାଦିତ କରିଥିଲେ ଭଳ ହୋଇଥାନ୍ତା
ସବୁ ହେଲା ଜେ ଏମିତି ନେବା ଠିକ ହେଲା ନି
Jagannath kn se actornk sanga ... a bhul ra prayschit kariba darkar ... nehele jaga tamaku kebe khyama karibeni ...
Sabu audience kahi gote video kari
Jau mane emiti micha viral karichanti
Tanku dekeideintu
kalakara ku arreste karajau future jemiti n heu
ସବୁ କଳା କର ମାଙ୍କୁ arrest କର
Mada haba ☝️☝️
Ati adhi ka heuchhi..se chatire dhari kholei nei parithanta..vulu maga huatha ...au kebe amiti karibani
Badnam kariba ku chest karuchanti knaha ku
Apana gote Kama karo singha bhahini Jatra malikaku request karuchi apana se anchor Nathan job dointu plz tomoku jagannatha map karidebe
😢a..pari...rool...kara...nahi
Bahut jaldi ara parinama se bhigiba ,prabhunku neiki tama nataka hit hauchi kintu tanku ate asnmana
Aji kali jatra party pauranik aytihasik natak karunahanti sastsa natak karuchanti
Shree Jagannath khelana nuhanti jjjj tume sabu kheliba......ehar danda tote miliba
Chato Kalakar helebi tanka abhisap padigola
To rjes khanasebadakalarhe
Param magghia natak