Lover's Tussle On Road, Video Goes Viral

Поділитися
Вставка
  • Опубліковано 26 лис 2024

КОМЕНТАРІ • 1,5 тис.

  • @abhayabhuyan2987
    @abhayabhuyan2987 3 роки тому +238

    ଯାହା ହୋଉ ନ ହୋଉ , media walanku ମସଲା news ମିଳିଯାଉଛି ।

  • @pandababu4224
    @pandababu4224 3 роки тому +368

    କିଏ କିଏ ଖାଲି କମେଣ୍ଟ ପଢିବାକୁ ଆସୁଛ like ମାର।ମୁ comment ପଢିବାକୁ ଆସିଛି

  • @rdofficial1389
    @rdofficial1389 3 роки тому +45

    କୋରୋନା ଗଣନାଟ୍ୟ ର ଅନୁସନ୍ଧାନ ମୂଳକ ନାଟକ "ରାଜରାସ୍ତା ରେ ପ୍ରେମୀ ଯୁଗଳ ଘସା ଘଷି" ...ଯାହା ବି ହଉ ବହୁତ ଦିନପରେ ଗୋଟିଏ ସୁପରହିଟ ଯାତ୍ରା ଦେଖିବାକୁ ମିଳିଲା...ଧନ୍ୟବାଦ ଏ ପ୍ରେମୀ ଯୁଗଳ ଙ୍କୁ

  • @chagalakhatua3549
    @chagalakhatua3549 3 роки тому +60

    ହୋଟେଲ ରେ ମଜା ନେଉଛୁ ଏବେ ଘରକୁ ନେ 👍👍👍👍

  • @mrperfect3680
    @mrperfect3680 3 роки тому +485

    ଆଜିକାଲିକା ର live in Relationship ମାନେ ଟାପ୍ ଟାପ୍ ଖଚା ଖଚ୍ ଆ ଆ ଆ 😆😆😆😆 ଖାଲି ରମ୍ପା ରମ୍ପି ତାପରେ ଟାଟା ଵାୟ୍ ବାୟ୍ ଖେଳ ଖତମ୍

    • @a_s_yt2233
      @a_s_yt2233 3 роки тому +1

      😂😂

    • @binayakarna2380
      @binayakarna2380 3 роки тому +2

      Good bhi

    • @sudhirsethy8733
      @sudhirsethy8733 3 роки тому

      🤣🤣

    • @basantakumarmohanty1741
      @basantakumarmohanty1741 3 роки тому +27

      ରମ୍ପା ରାମ୍ପି ନହେଲେ କି ପ୍ରେମ ବା.. ରମ୍ପା ରାମ୍ପି ଵି ହେବା ଦରକାର.. ଚର୍ମ ଘର୍ଷଣେ ନାହିଁ ଦୋଷ ହସି କହନ୍ତି ପୀତବାସ.

    • @buna1729
      @buna1729 3 роки тому +1

      O Bhai 😝😝😝

  • @MadhabMotivation
    @MadhabMotivation 3 роки тому +197

    ବିଚରା ପ୍ରେମିକର ଏମିତି ଅବସ୍ଥା , ବିବାହ କରିଥିବା ସ୍ବାମୀଟିର ଦୈନନ୍ଦିନ ଅବସ୍ଥା କ'ଣ ଯେ ହେଉନଥିବ ।😁😧😂

    • @bipraranjan9424
      @bipraranjan9424 3 роки тому +8

      ଆପଣ ଠିକ୍ କଥା କହିଛନ୍ତି ଭାଇ। ଏ ଭଳି ମାଇକିନିଆ ଯାହାର ଦେହର ଗରମ କୁ ଥଣ୍ଡା କରିବା ପାଇଁ ପରପୁରୁଷ ର ସାହାଯ୍ୟ ନିଅନ୍ତି ଆଉ ଦେହ ଥଣ୍ଡା ହେଇଗଲା ପରେ ବୁଦ୍ଧି ପଶେ।

    • @bipraranjan9424
      @bipraranjan9424 3 роки тому +5

      ମିଡିଆ ଭାଇ ମାନେ ଦୟାକରି ଏହି ଝିଅ ଟିର ମୁହିଁ ଦେଖାନ୍ତୁ।

    • @mrperfect3680
      @mrperfect3680 3 роки тому +2

      ଆଉ କଣ ହଉଥିବ ଭାଇ 😄😄ବିଚରା ଟୋକା ଟା କୁ ପିଟୁ ଥିବ

    • @rohitpradhan1891
      @rohitpradhan1891 3 роки тому

      Jane bibahita narira kana bala premika valapaila ta bahahaba kundei hauchi besi amankara

    • @gayatrinanda350
      @gayatrinanda350 3 роки тому

      👍👍👍👍 super

  • @dillipkumardash6203
    @dillipkumardash6203 3 роки тому +264

    ପିତା ମାତାଙ୍କ କଥା ଯେ ନମାନେ ଲୋକହସା ହେବା ସାର

  • @prasantsahuofficial1461
    @prasantsahuofficial1461 3 роки тому +38

    ଝିଅ ପିଲାର ମୁହଁ ଲୁଚାଇ ଛ ଠିକ୍ , ପୁଅ ପିଲାର ଦେଖେଇ ଲ କଣ ପାଇଁ ପୁଅ ପିଲାର ଇଜ୍ଜତ କଣ ଇଜ୍ଜତ ନୁହଁ .... ନା ସେ ଦୋଷୀ ବୋଲି ପ୍ରମାଣ ହେଇଗଲା । ପୁଅ ଝିଅ ର ପାତର ଅନ୍ତର ତମେ ମିଡିଆ ବାଲା କରୁଛ।

    • @sushilkumarsahu5352
      @sushilkumarsahu5352 Рік тому +1

      Mg media bala
      Ei kichhi chhot lok media bala nka pain deshara sabu media bala nka badanam heuchhi

  • @manasranjanmahapatra1442
    @manasranjanmahapatra1442 3 роки тому +30

    ଆରେ‌ ଦୁଇ ଜଣଙ୍କୁ ଘର ଭିତରେ ପୁରେଇ ଦିଅ ଟିକେ ରମ୍ପା ରମ୍ପି ହୁଅନ୍ତୁ....🤣🤣🤣🤣

  • @armancapital8018
    @armancapital8018 3 роки тому +46

    ତତେ ଭଲ ହେଇଛି ତୋ ଭାଇ ଭଉଣୀ ମନା କଲା ସତ୍ବେ ତୁ ମାନିଲୁ ନାହିଁ ଏବେ ନାମ ନେ ପ୍ରେମ ରେ ଅନ୍ଧୁଣୀ ହୋଇ ଥିଲୁ ଏବେ ଆଖି ଖୋଲିଲା ।

  • @jasabisoi3089
    @jasabisoi3089 3 роки тому +232

    ଝିଅର ସବୁ ଭୁଲ୍, ଯେତେବେଳେ ‌ତା ଘରଲୋକମନାକଲେ ସେ ପୁଅଟା ଭଲ ନୁହେଁ କଥାମାନିଲାନି ଏବେ ନାମ ନେ

    • @ସଚେତନନାଗରିକ
      @ସଚେତନନାଗରିକ 3 роки тому +3

      ପୁରୀ ହୋଟେଲରେ ବଦନାମ ହେଲା.

    • @jayantasamal4348
      @jayantasamal4348 3 роки тому

      Se jhia marrige person ta chhua achhi

    • @bayadharakhatua1556
      @bayadharakhatua1556 3 роки тому

      Ok

    • @ChandaRaat
      @ChandaRaat 3 роки тому +2

      Tu kn banda pandit je jhia ra bhul tu janidelu
      Bhul pua au jhia ra

    • @Humanity299
      @Humanity299 2 роки тому

      @Somu Barik ବଡ଼ ଭୁଲ୍ ସେ ମଦୁଆର କୁଳାଙ୍ଗାର ର। ଛୋଟ ଭୁଲ୍ ସେ ଝିଅର ଯେ ସେ ବିବାହ ପୂର୍ବରୁ ତା' ସାଙ୍ଗେ ହୋଟେଲ ରେ ରହିଲା।

  • @Amiyakol
    @Amiyakol 3 роки тому +68

    ଏହି ଝିଅ କୁ ବାହା ହେବା, ଅଗ୍ନି ଆହୁତି ଦେବା ସହିତ ସମାନ 🙄🙄🙄

    • @bookpowerofworld6194
      @bookpowerofworld6194 3 роки тому +2

      Khali Pua Aau Khali Jhia Ra Nuhan
      Duijanka Bahut Bhul rahuchi.
      Jadi Bapa Maa Nka Katha Suni thante,Evali Problem kebe bi Hoinathanta.Eta Micha Nuhen Sure.100% Sata Katha kehi change kariparibeni.☝️☝️☝️☝️☝️☝️☝️☝️☝️☝️☝️☝️☝️☝️☝️☝️☝️☝️☝️☝️

    • @Humanity299
      @Humanity299 2 роки тому +2

      ଅଗ୍ନି ଆହୁତି କ'ଣ ପାଇଁ। ଏ ପୁଅ କ'ଣ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର କି। ହୋଟେଲ୍ ରେ କ'ଣ ପାଇଁ ସେ ଝିଅର ସହିତ ରହିଥିଲା ଜାଣି ପାରୁନ। ସେ ଝିଅ ବି କ'ଣ ପାଇଁ ରହିବାକୁ ଗଲା ଯେ।

    • @sunitparichha6047
      @sunitparichha6047 2 роки тому

      Baha.hebata.duhinakar.bipada.

  • @yaniprusty8582
    @yaniprusty8582 3 роки тому +138

    କିଳା ପୁରେଇଲାବେଲେ କେତେ ମଜା ଲାଗୁଥିଲା

    • @somu-bk1sq
      @somu-bk1sq 3 роки тому +8

      E jhio kahi maruchi baha hebo boli..Tu b enjoy Kalu se b enjoy Kala..Tata by by ..emity kn hauchi

    • @manasbehera9732
      @manasbehera9732 3 роки тому +2

      Khali ta kulu kulu au

  • @kamalinimohanta8382
    @kamalinimohanta8382 3 роки тому +25

    ବିବାହିତ ଝିଅ କୁ କାହିଁକି ଭଲ ପାଉଥିଲୁ‌‌‍ ସବୁ ଝିଅ ଏମିତି କରିବା ଉଚିତ୍ 👍👍👍👍👍👍👍👍👍

    • @rakeshroi9495
      @rakeshroi9495 2 роки тому +1

      Marriage ପାଇଁ କେହି କାହାକୁ force କରି ପାରିବ ନାହିଁ

  • @user-gi2ef9lg8h
    @user-gi2ef9lg8h 3 роки тому +24

    NO LOVE NO TENSION 😀😀😀

  • @rajcreation3718
    @rajcreation3718 3 роки тому +56

    କଣ କଲୁ ରେ ନାରଣ --😲କି ରମ୍ପା ରମିପଲ୍ ଯେ ସେ ଝିଅ ଭୁଲି ପାରୁନି !!!

  • @134medhaacharya9
    @134medhaacharya9 3 роки тому +24

    Oo maa go turu love🤣🤣🤣🤣😂😂😂😂😂😂😂😂😂

  • @mauditripati2254
    @mauditripati2254 3 роки тому +68

    ଝିଅ ଟା ପୁଅକୁ ବହୁତ ଭଲ ପାଉଛି ବୋଧେ ତେଣୁ ବାହା ହୋଇ ଆରାମରେ ରହନ୍ତୁ ।

  • @dibyalochan9542
    @dibyalochan9542 3 роки тому +52

    ସୁର ରାଉତ ଙ୍କ ମତ ଦରକାର

  • @Limunvlogs
    @Limunvlogs 3 роки тому +52

    ଲୋକେ ନଖାଇ ନପିଇ ମଲେଣି ବାଳ ପ୍ରେମ କରୁଛ

  • @madanharijanmadanharijan9938
    @madanharijanmadanharijan9938 3 роки тому +40

    ତୁ କାହିଁକି ତାକୁ love କରୁଥିଲୁ କି.... 😆
    ଆଗରୁ ତୋତେ କଣ ମୋଜା ଲାଗୁ ଥିଲା କି..... 😜

  • @kunapatra8087
    @kunapatra8087 3 роки тому +87

    ଏମିତି ଉଦଣ୍ଡି ସୀତା କୁ ବାହା ହବା ଅପେକ୍ଷା ବଡୁଅ ରହିଯିବା ଭଲ

  • @Filmiduniya988
    @Filmiduniya988 3 роки тому +69

    ଅଲାଜୁକ ଓ ଅଲାଜୁକି....😊

  • @sunarammarandi2745
    @sunarammarandi2745 3 роки тому +34

    ଆଜି ତାକୁ ମିଳିଗଲା ତା ମନ ମୟୂରୀ
    ଛାଡିବନି ତାକୁ ଏବେ ଯିବ ପଛେ ମରି

  • @technologybaba9603
    @technologybaba9603 3 роки тому +75

    Papa ki Pari wow public speaking hotel story

  • @MrKumar-fh9hc
    @MrKumar-fh9hc 3 роки тому +27

    କି ନିର୍ଲଜ ଏ ପୁଅ ଝିଅ I କି କଥା ଏଗୁଡାକ ଲଜ୍ୟା I

  • @attitudeboyraj7686
    @attitudeboyraj7686 3 роки тому +20

    News 7 team ଦୟାକରି ଝିଅ ର ମୁହଁ ଦେଖାନ୍ତୁ... ନହେଲେ ଆମେ ଅଲଗା channel ଦେଖିବୁ, ଯେଉଁଥିରେ ଝିଅ ର ମୁହଁ ଦେଖା ଯାଉଥିବ 😁😁

  • @kumarmuna7619
    @kumarmuna7619 3 роки тому +9

    Part 2 କେବେ ଆସିବ 🤔

  • @Rajubose1761
    @Rajubose1761 3 роки тому +78

    ଝିଅ ର ପୁରା ପ୍ରୋବ୍ଲେମ୍ ଅଛି। ଜବରଦସ୍ତି ବାହା ହବ। କି କଥା। ହାଓଡ଼ା ଯାଇ କି ଝିଅ କୋଉଠି ରହିଥାନ୍ତ, ଟିକେ କହୁନ।ପୁଅ perfect Katha kahuchi।

  • @krishnajal3485
    @krishnajal3485 3 роки тому +7

    Smart city..... Smart people.. Smart drama..

  • @harekrushnajena1154
    @harekrushnajena1154 3 роки тому +93

    ରାସ୍ତା େର ହନିମୁନ କରବେ

  • @MKPBharatCom
    @MKPBharatCom 3 роки тому +14

    ଶଳେ ବୁଦ୍ଧି ହୀନା ଝିଅଙ୍କ ପାଇଁ ସବୁବେଳେ ନାରୀ ସମାଜ ବଦନାମ, ଆଗପଛ ନ ବିଚାରି ନିଜ ଶରୀର ଦେଇ ଦିଅନ୍ତି | ଆଉ ଯେଉଁ ଭାଇମାନେ ଝିଅଙ୍କୁ ଏମିତି ଖେଳନା ଭାବନ୍ତି ସେ ଭାବିବା କଥା ଯେ ନିଜର ବି ମାଆ ଭଉଣୀ ଅଛନ୍ତି |

    • @CircleW4WorLd
      @CircleW4WorLd 3 роки тому

      Are bhai ena dimag ra kichhi khela nai.
      Eta stestosteron hormone ra khela

  • @ramakantachhotaray8458
    @ramakantachhotaray8458 3 роки тому +3

    You are right my sister 👍🏿👍🏿👍🏿👍🏿

  • @DrDoji
    @DrDoji 3 роки тому +2

    Good. Very important news being covered.

  • @mr.sanjayinformationdiscov3282
    @mr.sanjayinformationdiscov3282 3 роки тому +19

    ଏ ଝିଅ ର ଟିକେ ବି ଇଜ୍ଜତ ନାହିଁ, ନିଜ ବାପା ମା ଙ୍କ ନା ପକେଇକି ପଳେଇଆସିଛି, ଏ ପୁଅ କୁ ବି ଭାବିବାର ଥିଲା ଏମିଟିୟା psycho ଝିଅ କୁ ପ୍ରସାୟ ଦବାର ନଥିଲା

    • @madhusmitamohanty2332
      @madhusmitamohanty2332 3 роки тому +2

      Dekha matter jaha bi hau,dosa jah bi hau,jhiaku khali gali kan pain?se puata pura niriha,hotel rahi sosona kala.baha hebini mana kala,last ku badeila,joutuka magila.peesi ta debe kahile.epqte ye barsa ku vala pai.baha haba deri kala.tenu jhia au kan kariba.?

    • @lilamayasahu6669
      @lilamayasahu6669 3 роки тому

      @@madhusmitamohanty2332
      kichhi na bhujhi
      jhia mane dehadana kariba kana darkar

    • @madhusmitamohanty2332
      @madhusmitamohanty2332 3 роки тому +1

      @@lilamayasahu6669 Ta pua mane na bujhi udandi jhia sange souchanti kan pain?kan sanskara khali man ruled country re jhia manka pain?dosa jahar bi hau.doda jhianku kan pain.ethi ta di janka dosa spsta dekha jauchi.tum vauni jhia emti kari thante,duniya loka emti slangs language kahi thante vala ?

    • @madhusmitamohanty2332
      @madhusmitamohanty2332 3 роки тому +1

      @@lilamayasahu6669 Pua mane adhika smart,thik achi lava uthei daba,pachre mana kari daba.tapare sabu luti na baha heba bahana kariba to jhia dhoka khai janina pare emti kariba na.court gale vala heba.karan e pua just enjoy karu thila...judge decided karibeni.di jankara vul achi...

    • @lilamayasahu6669
      @lilamayasahu6669 3 роки тому

      @@madhusmitamohanty2332
      phoola phutile bhamara bulibe
      jhia ta nija family ku bhabikari
      mana katha

  • @sunilganta6562
    @sunilganta6562 Рік тому

    ଝିଅ ହେଉ କି pua ହେଉ ଯିଏ ଦୋଷ କରିଛି ତାଙ୍କର ମୁହଁ ଘୋଡେଇ ରଖିବା ଉଚିତ ନୁହେଁ.... ଦୋଷୀ ର ମୁହଁ ସମସ୍ତେ ଦେଖନ୍ତୁ..

  • @pankajinibag5470
    @pankajinibag5470 3 роки тому +7

    Pila pura sata kahuchi 1.no 👍👍👍👍

  • @chittaranjanjena4065
    @chittaranjanjena4065 2 роки тому

    ବାହା ହ ରେ ପୁଅ। ରାଣୀ ଲକ୍ଷ୍ମୀବାଇ ତୋ ପାଇଁ ଛାତରୁ ଡେଇଁ ଆସିଛନ୍ତି। ନାହିଁ କଲେ ଚଳିବନି। ପ୍ରେମ କରିବାକୁ ମଜା ଲାଗୁଥିଲା। ଏବେ ନାହିଁ କଲେ ଚଳିବନି।

  • @utkalsahoo4508
    @utkalsahoo4508 3 роки тому +8

    ଆରେ ବାହା, ଯଉ ଦ୍ଭାଇ ମାନଙ୍କୁ ଏତେ ଡର ସେମାନେ ଜଦି ଏ ଦୁର୍ଶ୍ୟ ଦେଖୁଥିବେ କଣ ବିତୁଥିବ ତାଙ୍କ ଉପରେ.

  • @prakashmehera6799
    @prakashmehera6799 3 роки тому +3

    Very good, brave girl

  • @meenaketandash
    @meenaketandash 3 роки тому +46

    ଭୁବନେଶ୍ବର ସହର - ଆଧୁନିକ ସଭ୍ୟତା - ଇଂରାଜୀ ମାନଙ୍କ ଶିକ୍ଷା -ଏକ ନମୁନା 🙈🙉🙊

  • @jobnotification2021
    @jobnotification2021 3 роки тому +7

    ମୁଁ ଶୁଣିଥିଲି ଯାହାକୁ ବିବାହ କରାଯାଏ ତାକୁ କେବେ ଭଲ ପାଇବ ନାହିଁ ଆଉ ଯାହାକୁ ଭଲ ପାଇବ ତାକୁ କେବେ ବିବାହ କରାଯିବ ନାହିଁ😂 କଣ କଲୁ ରେ ନାରଣ 😂

  • @susambad
    @susambad 3 роки тому +20

    ନାରୀ ମାୟା ଦେଖା ଚାହାଁ ହେଇଥିଲା 😂😂😂😂😂😂 ତାପରେ ଯାଃ ତ ହେଲା ooooo ବିରି ମାଡ଼ ଦେଖି କୋଳଥ ଚେପା

  • @sampadmeher7999
    @sampadmeher7999 3 роки тому +1

    ଆରେ କି ଭଲପାଇବା ଧନ୍ୟବାଦ୍ ରାସ୍ତା ଉପରେ ଆଲୋଚନା କରିବା ପାଇଁ ବି ଧନ୍ୟବାଦ ତୁମ ଭଲପାଇବା ଠାରୁ ବଡ ଆଉକିଏ ଅଛି

  • @rushinath5763
    @rushinath5763 3 роки тому +6

    🌺🌺ଫୁଲ ବାମ୍ଫ ନେ ରସିକିଆ ଟକା ମାନଙ୍କୁ ଏ ଇ ଭଳିଆ ହେବା କଥା କହନା ପିଆର ହେ 🌺🌺

  • @mhvlog8970
    @mhvlog8970 3 роки тому +6

    Single life jindabad 🥰👍👍👍👍

  • @debasishdas7785
    @debasishdas7785 3 роки тому +5

    Honest pua laguchi . statement ru ekathi basi samadhan karai nia

  • @DipuLucky
    @DipuLucky 3 роки тому

    ବାହା ନହେଉଣୁ କଣ ପାଇ ସାରିରିକ ସଂମ୍ପର୍କ କାଇଁ ରଖ ,,,, ଜିଏ ରଖେ ସେମାନେ ବେସିଆରେ ଗଣା ,,, ସବୁ ଗାଡିଏନ୍ କୁ ଅନୁରୋଧ ନିଜ ଝିଅକୁ ଆଗ ଭଲ ସିଖ୍ୟା ଦିଅନ୍ତୁ ,,,, ଏ ମିଡିଆ ସବୁଠୁ ହେଲେ ହାରାମି ଜେମିତି ଭାବୁଛନ୍ତି ଆମେ ହେଲୁ ପୋଲିସ୍ ,,, ତମ ମାନକ ଘରେ ହଜାରେ କିଳା ଥାଉ,, ବାହାରେ ଆସିକି ଭଲେଇ ହେଉଚ ନା ,,,,,

  • @aaentertainment9228
    @aaentertainment9228 3 роки тому +7

    ଝିଅ ର ମୁହଁ ଲୁଚଉଛ ପୁଅ ର ମୁହଁ କାହିଁକି ଦେଖଉଛ 😡😡

  • @merabharatmahan3483
    @merabharatmahan3483 3 роки тому +1

    ବାହାର ଦେଶ ର ଲୋକ ଚନ୍ଦ୍ର ରେ ପହଚିଲେନି ଏମାନେ ଟିକେ ଶରୀର ସୁଖ ପାଇ । ନିଜେ ତ ଅପନିଦା ନେହୁଚ ବାପା ମା ସମାଜ କୁ ବି ଖରପା ସନ୍ଦେଶ ଦେଉଛ। ଏମାନଙ୍କ ର ଅବସ୍ଥା ଦେଖି ଯାହା ଲାଗୁଛି। ପ୍ରତେକ୍ ସହରରେ ଗୋଟେ ଗୋଟେ ସରକାରୀ ଶ୍ରିକୃତୀ ପ୍ରାପ୍ତ ବେଶ୍ୟାଳୟ ଖୋଲାଯିବା ଦରକାର।

  • @thomashasda991
    @thomashasda991 3 роки тому +20

    ଗୋଟେ ଖୁସି ଆଉ 😀😀

  • @jinurvf8373
    @jinurvf8373 3 роки тому +1

    Bhai nka katha thik laguchi... and se innocent boy

  • @mahimadulduli1382
    @mahimadulduli1382 3 роки тому +3

    ଭଉଣୀ ମାନେ ନିଜ ମନରେ ପ୍ରେମକରିବା ଛାଡିଦିଅ, ପିତା ମାତା ଙ୍କ ଇଛାଆନୁସାରେ ଵିଭା କଲେ ଭବିଷ୍ୟତରେ କୌଣସି ପ୍ରକାର ଅସୁବିଧା ପଡ଼ିବନି

  • @TapasSahoo97
    @TapasSahoo97 3 роки тому +20

    😂😂🤣🤣 mood fresh Comedy 😂

  • @PrakashPrakash-mk1bf
    @PrakashPrakash-mk1bf 3 роки тому +3

    ମିଡ଼ିଆ ଭାଇମାନେ ତୁମେ ମାନେ ଏଟୋକି କୁ ଭାଗରେ ରଖ କାହିଁ କି ନା ତୁମେ ମାନେ ଜୋଉ ଭଳି ଏ ଭାଇକୁ ବାଧା ଦେଉ ଛ ଲାଗୁଛି ତୁମେ ମାନେ ଏ ଟୋକି ସାଙ୍ଗରେ ତମର 100%100 ରେ ଖେଳ ଚାଲିଛି 😁

  • @nirmalagouda6514
    @nirmalagouda6514 3 роки тому +1

    Right...👍

  • @prabhakarsethy1735
    @prabhakarsethy1735 3 роки тому +23

    Corana test kara tapare sabukichi

  • @janakinath8750
    @janakinath8750 Рік тому +1

    Women are crossing limits .This is not the way one should behave.Why did you stay with him in hotel room ?

  • @anweshanayak8153
    @anweshanayak8153 3 роки тому +11

    What will be the benefit of this mrg ? The situation will be same .

  • @mohan.nemalpurimohannemalp8284

    Right 👍👍👍👍👍 bro ଆଜି କା ଦୁନିଆରେ ଝିଅ ମାନଂକ ବିଶ୍ଵାସ ନାହିଁ

  • @aloksutar4040
    @aloksutar4040 3 роки тому +7

    ପଛରେ ସେ ନୀଳ ଗଞ୍ଜି ଵାଲା ଭାଇ ମନ ଦେଇ ଶୁଣୁଛି

  • @ajaybadjena6799
    @ajaybadjena6799 Рік тому

    ଘରେ ମନା କରୁ ଥିଲେ ,ମାନିଲୁ ନାହିଁ, ଵତ୍ତମାନ ନାମ ନେ,କେତେ ଥର ଗଲୁ ମାରିଛୁ କି ,ଏପରି ଝିଅକୁ ଵିଭାହେଵା ଉଚିତ ନୁହେଁ,

  • @bipraranjan9424
    @bipraranjan9424 3 роки тому +10

    ମିଡିଆ ଭାଇ ମାନେ ଦୟାକରି ଏହି ଝିଅ ଟିର ମୁହିଁ ଦେଖାନ୍ତୁ।

  • @omkshorts369
    @omkshorts369 Рік тому

    A....Maa turu Love ❤

  • @P54321p
    @P54321p 3 роки тому +6

    Kash hume v aise ledki mile😢

  • @AjsAaradhna93
    @AjsAaradhna93 2 роки тому

    ଏ ହେଉଛି ଆଜିକାଲି କା Digital Love 😃😄😆😆😆😆😆😆 ଲଜ୍ୟା ଲଜ୍ୟା ଲଜ୍ୟା 👉😜😆😆😆

  • @Moonmoon00086
    @Moonmoon00086 3 роки тому +23

    Character is a treasure not only for women but also for men...

  • @sipunbehera3534
    @sipunbehera3534 3 роки тому +2

    👍

  • @ଜୟଶ୍ରୀରାଧା
    @ଜୟଶ୍ରୀରାଧା 3 роки тому +6

    ଏମାନେ ବାହା ନ ହୋଇ କେଳେଙ୍କାରି ,😂
    ଆଉ,,ବାହାଘର ହେଇଗଲା ପରେ ପରେ ବୋଧେ ଆଉ ମହାଭାରତ ସିରିଏଲ୍ ଦେଖିବାକୁ ଦରକାର ନାହିଁ 🤳🙆ବିଚ୍ ରାସ୍ତାରେ 🤼 ସମସ୍ତେ ଲାଇଭ୍ ଟେଲିକାଷ୍ଟ ମାଗଣା ରେ ଓ ଫୋନ୍ 🤳ଜରିଆରେ ଦେଖିପାରିବେ 😂😂😂
    ଆଉ ବାହାଘର ଓ ଚଉଠି ,ଅଷ୍ଟମଙ୍ଗୁଳା ଯିବ କି ନାହିଁ ନିଶ୍ଚିତ ଦୁହିଁଙ୍କ ମଧ୍ୟରୁ 💔 କାହାର ମର୍ଡର କିମ୍ବା ଆତ୍ମହତ୍ୟା ହେବାର ସମ୍ଭାବନା 🤔 ସଂସାର ରେ କଳିଯୁଗରେ ଏୟା କେଳେଙ୍କାରି ହିଁ ତ ଘଟୁଛି😲😞😞😞😞😞

  • @jyoshnaraniswain6471
    @jyoshnaraniswain6471 3 роки тому

    Important news

  • @sambalpurivideo2276
    @sambalpurivideo2276 3 роки тому +3

    ଆରେ ଭାଇ ଇ ଝିଅ କ'ଣ ମାନୁନି ତା ଵିଆ ଭିତିରେ ଵହୁତୁ ପାଣି ଅଛି ତାକୁ ବାହା ହୁଇ ଚଉଠି ରାତିରେ ତାକୁ ଖାଲି ୬୪ ପ୍ରକାର ଗିହ ଜଦି ନ ପାରିଲେ ଆମକୁ ଡାକ ହେଲା

    • @goutamsabar325
      @goutamsabar325 2 роки тому

      Right aama bhalia toka ku dakilani

    • @pramilasingh4498
      @pramilasingh4498 Рік тому

      ତୁମେ 60 ପ୍ରକାର ଗିହା ଜାଣିଛ ତ

  • @samueljee2544
    @samueljee2544 Рік тому

    Very interesting

  • @4PRSShiningStarPrasant
    @4PRSShiningStarPrasant 3 роки тому +3

    ବନ୍ଧୁ ମାନେ ମନେ ରଖ ୩\୪ ବର୍ଷ ୯ ହେଲେ Love ରେ relationship ରଖ ନାହିଁ।।।।।।

  • @HAnii95
    @HAnii95 3 роки тому

    ଖାଲି ତ କୁନୁ କୁନୁ ମୁଁ ଡେଙ୍ଗା ପିଲା କୁ ବାହା ହେବି, ପ୍ରେମ ଉଛୁଳି ପଡୁଥିଲା, ନାମ ନେ, ବାପା ମା କଥା ଅମାନିଆ କରୁଥିବା ର ସାଇଡ୍ ଇଫେକ୍ଟ, ସେ ଝିଅ କୁ ସେ ଇଲାକା ରେ କେହି ଆଉ ବାହା ହେବେ ନାହିଁ। ଝିଅ ପିଲା କିଛି ଶିଖିବେ ବୋଲି ଆଶା 🙏🙏🙏

  • @tarunkumarsingh1143
    @tarunkumarsingh1143 3 роки тому +14

    ଝିଅ ଟା ସବୁ ମିଛ କହିବାରେ ଆଗୁଆ । ଝିଅ ଟା ପୁରା ଚଣ୍ଡୀ ଭଳିଆ ଲାଗୁଛି ।

  • @manas7522
    @manas7522 3 роки тому +2

    Live in relationship re marriage compulsory nuhe....as per Delhi high court judgement.....

  • @kanhubarik9904
    @kanhubarik9904 3 роки тому +6

    ଖାଲି ତ କନ କନ..
    ଚାଲୁ ଚାଲୁ ସଂସ୍ଥା ଚାଲୁ...

  • @baliabisoyi2752
    @baliabisoyi2752 2 роки тому

    True love....

  • @drakashkisan8979
    @drakashkisan8979 3 роки тому +8

    So beautiful 😍

  • @sumantasamal3141
    @sumantasamal3141 3 роки тому

    Plz update part 2

  • @technicalmohanty5934
    @technicalmohanty5934 3 роки тому +3

    The era has gone so far, girl people are saying openly, we will get married, we will go around the road market and say that we will get married, father and mother do not care, these people 🙏

  • @pankajinipanda8710
    @pankajinipanda8710 Рік тому

    ବିନା ବିଚାର ରେ ପ୍ରେମ ଉଭୟ ଭୂଲ ଲାଜ ଲାଗିଲା କଥା , ପ୍ରଥମ ସ୍ଵାମୀ ଗଲା କୁଆଡେ ଖରାପ ଝିଅ

  • @bhagirathibehera1640
    @bhagirathibehera1640 3 роки тому +12

    ଭାଇ ମୋତେ ହେଲେ ଏମିତି କିଏ ଟିକେ love କରନ୍ତା ହେଲେ 😀😀😀😀😀

    • @kahnucsahoo
      @kahnucsahoo 3 роки тому

      Bhai mo mana katha ta kahila eka

    • @rajeshpanda
      @rajeshpanda 3 роки тому +1

      Single ruha bhai mane best 😜

  • @drajasethi9888
    @drajasethi9888 3 роки тому

    Right

  • @sudammishra4752
    @sudammishra4752 3 роки тому +34

    ହୋଟେଲ ରେ ଦେଖି କି ତାଙ୍କର ପସନ୍ଦ ହେଇ ଯାଇ ଥିଲା , ଏଆର ଟା ପୁରା ବଡ ଟା husband କୁ ଛାଡ ଏ ଆ କୁ ଧରି ଲେ ପୁରା ଜୀବନ ସାରା injoy କରିବି ବୋଲି medamପୁରା ଭାବି ସାରିଛି, ଆଉ ତାକୁ ଜୋର୍ ଜୋଜବରଦସ୍ତି କରି କି ବାହା ହେବା ପାଇଁ ଅଣ୍ଟା ଭିଡ଼ିଚି ।

    • @theworldaffairs6955
      @theworldaffairs6955 3 роки тому +2

      Pua ku jabardasti karajauchi married pare pua jadi fucking karibani jiha kan kariba

    • @worldmoviesstar2.0
      @worldmoviesstar2.0 3 роки тому +1

      Yaku baha ho na re bhai.. ta Swami ki jemiti chhadila apono nku chhadi pare.. face ta tike dekhei le bholo hei thanta jhio ro..

    • @worldmoviesstar2.0
      @worldmoviesstar2.0 3 роки тому +1

      @@theworldaffairs6955 Anguli maribo nochet Ta swami ku jemiti chhadila semiti chhadibo au..

    • @CircleW4WorLd
      @CircleW4WorLd 3 роки тому +1

      Pila tk bhal se khach ku thiba

  • @harimallick797
    @harimallick797 3 роки тому

    Right bro

  • @vijaypradhan5121
    @vijaypradhan5121 3 роки тому +10

    Great work 👏

    • @Asishi3379
      @Asishi3379 3 роки тому

      🤔

    • @anandajati4164
      @anandajati4164 3 роки тому

      Pila ta nirdosh

    • @Humanity299
      @Humanity299 2 роки тому

      @@anandajati4164 🤣 ହୋଟେଲରେ କ'ଣ ପାଇଁ ରହିଥିଲା, ଜାଣି ପାରୁନ।

  • @anantaananta9632
    @anantaananta9632 Рік тому

    Good news

  • @sadhana123
    @sadhana123 3 роки тому +21

    Toki Pura bauli, bahaheibi pher drama karuchhi

  • @ramguru9823
    @ramguru9823 Рік тому +1

    good decision 👍

  • @debasismahanta6107
    @debasismahanta6107 3 роки тому +5

    ଯଦି ଝିଅମାେନ ଧେକା‌ ଦେଲେ ନିଳା...ଆଉ ପୁଅମାେନ ଧୋକା ଦେଲେ ଏମିତି କିଳା😂😂😂

  • @MCKINGINDIA
    @MCKINGINDIA 3 роки тому +1

    କଣ କରିବା ଭାଇ ! ବୟସ ଦୋଷ ସେ କରିବ କିସ😀😀😀😀

  • @musicguru009
    @musicguru009 3 роки тому +27

    Hotel re Rati sara kan karuthuilu
    Kabadi kabadi kabadi ...... 😁😁
    Ebe gandi mara

  • @educationforall9206
    @educationforall9206 2 роки тому +1

    ନନା ଠିଆ ଠିଆ comedy କରି ଦେଲେ

  • @idontn1112
    @idontn1112 3 роки тому +10

    ୟା କୁ use and throw କଲା
    ଭଲ ହୋଇଛି ଶଳାକୁ

  • @bidyutmallick3123
    @bidyutmallick3123 3 роки тому

    Mast movie

  • @budhapaldandanrutyamaadakh3471
    @budhapaldandanrutyamaadakh3471 3 роки тому +11

    Ete news dekhil face dekhou chanti au a mo bala news😂😂😂

  • @srisaiagencies8810
    @srisaiagencies8810 3 роки тому

    Wow osm

  • @kanha3737
    @kanha3737 3 роки тому +5

    Kismat wala hai tu bro jo asi gf tujhe mili hai, Sadi karle😂😂

  • @Alphamunna7
    @Alphamunna7 2 роки тому

    ଲାଜ ଲାଗୁଛି ଏହି ଦୁହିଙ୍କ କଥା