News Fuse 14 May 2024 | ଜଳ ଭିବାଗରେ ଢକଲମ ସେବା - OTV
Вставка
- Опубліковано 13 тра 2024
- OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ପ୍ରଚଣ୍ଡତାତିରେ ଭୋକିଲା ନୀରିହ ପଶୁ ମାନଙ୍କୁ ଆହାର ଯୋଗାଉଥିବା ଭାଇଭଉଣୀ ମାନଙ୍କୁ ହୃଦୟରୁ ଧନ୍ୟବାଦ
ଜୟ ଜଗନ୍ନାଥ ପଶୁ ପକ୍ଷୀଙ୍କ ପାଇଁ ଆମେ ମାନେ କିଛି କିଛି ଵେବସ୍ତା କରିବା ଆସନ୍ତୁ ଦୟାକରି ହଇରେ ନାରଣ ଏହାକୁ ଦେଖେଇ ମତେ ବହୁତ କଷ୍ଟ ଦଉଛ ଆମ ସମାଜ ଏତେ ନିଷ୍ଟର ହେଇଗଲାଣୀ ନିଜ କଥା ଭାବିବା ପାଇଁ time ନାହିଁ ଅଉ କାହା ପାଇଁ time ଦେବେ କେମିତି 🙏🙏🙏🙏
ସବୁ ଦଳର ନିର୍ବାଚନୀ ଇସ୍ତାହାର ପ୍ରହସନ ମାତ୍ର ସର୍ବେ ନିଜ ନିଜ କାମ ସାରି ବାହୁଡିବେ କାଳେବେଳେ ଏକଥା ଅପ୍ରିୟ ସତକଥା
ଖରାଦିନେ ବାହାରେ ଟୋପାଏ ପାଣି ରଖିଦେଲା ପରେ ଯଦି କୌଣସି ପଶୁପକ୍ଷୀ ପିଅନ୍ତି ସତରେ ଭାରି ଖୁସି ଲାଗେ ସେଇଟା ମୁଁ ଅନୁଭବ କରିଛି !!
ମଣିଷ ଭୋଉତିକ ସ୍ତରରେ ଯେତେ ଉନ୍ନତି କଲାପରେ ମଧ୍ୟ,ଭୁଲିଯାଇଛି ପୃଥିବୀ ପୃଷ୍ଠର ସନ୍ତୋଳନ ପାଇଁ ସବୁ ଜୀବ ମାନଙ୍କର ବଞ୍ଚିବା ନିତାନ୍ତ ଆବଶ୍ୟକ। ଅନ୍ୟଥା ଜୀବଜଗତ ସଙ୍କଟରେ ପଡିବ।ସେଦିନ ମଣିଷ ସମାଜ ମଧ୍ୟ ଚାହୁଁ ଚାହୁଁ ବିନାଶ ଯିବ।
Bahut badhia upastapana
ନାରଣ ଏଇଠି ପଦେ କହିବ ବୋଲି ଭାବିଛି...ଆଛା ଭାଇ ଯାଜପୁର ଜିଲ୍ଲାରେ ଏତେ ଟାଣୁଆ ନେତା ଥାଉ ଥାଉ ତଥାପି ଏତେ ଅବସ୍ଥା ଧନ୍ୟ ତୁମ ସବୁ ( T ) କୁ ମତୋ ଯାହା ଲାଗୁଛି 5t ର full form ତେଲିଆ ମୁଣ୍ଡରେ ତେଲ !!
Kuna bhainku pranam excellent presentation pashu paxi manankara drushya dekhi emotional hebaku Padilla sheshare etiki kahibaku chanhibi odisha basi sachetana hua nijara adhikar vote ku thik jagare byabhahar kara
ଇଏ ହେଉଚି ଆମ ନବୀନ ଓଡିଶାର 5ଟନ ରୁପାନ୍ତରିତ ଥାନା ଓ ବିଶ୍ରାମଗାର ଯେଉଁଠି ସାଧାରଣ ପାଣିର ତ ବ୍ୟବସ୍ତା ଅଛି ତା ଛଡା ଅନ୍ୟ ପାଣିର ସେବନ କରିବାକୁ ସୁବିଧା ଅଛି
Super news sir Jay Jagannath 🙏
Jay jaganatha Jay odisha Jay Bharat super news
ନାରଣ ତମେ ମଝିରେ ମଝିରେ news fuse ବନ୍ଦ କରୁଛ ମେତେ ବହୁତ କଷ୍ଟ ଲାଗୁଛି ଏମିତି କେବେ କରିବନି ଦୟାକରି
Jalasechan employee nka upuri/bribe adhika bodhe heuchhi.
Jay Shree Ram 🚩🚩🚩 Jay Modi ji 🚩🚩🚩
God bless you to your family sir 🙏
ରାଜ୍ୟ ସରକାର ଦି ଅ ଉତ୍ତର କୁମ୍ବିଂର କାଦ୍ଧଣା ବନ୍ଦ କର
Jayajagannath
ଜୟ ଜଗନ୍ନାଥ 🙏
ଏଇ ଘର ଆମର ବିଶ୍ୱ ସ୍ତରୀୟ ଵେବସ୍ତା ଏଠି ସବୁ ଵେବସ୍ତା ଅଛି ଏଇଘରକୁ ଯିଏ ଯିବ ସିଏ ସବୁ ଵେବସ୍ତା ଉପଭୋଗ କରିପାରିବ 🤣😂🤣
Bohut khusi lagila e barta dele je Pashu pakshi nku adar kariba katha.Semanka pain ama prakruti sundara lage🙏
❤❤❤❤❤❤❤❤❤❤
2029 Mu odisha Re Mukhyamantri hele Samasto Odisha Basi Hebe Kotipati
Good morning
24 ବର୍ଷର ମୁଖିଆ ନବୀନ ବାବୁ ର ତଳୁଟା ମାନେ ଆମ ବବି ବାବୁ ମ ତାଙ୍କ ଏରିଆ ଏମିତି ତାହେଲେ ଓଡିଶା ର ଅବସ୍ଥା ଯାହା ନାରଣ ଜାଣିଥିବୁ ହେ ପ୍ରଭୁ ଏମାନଙ୍କୁ ଟିକେ ସୁବୁଦ୍ଧି ଦିଅ ଜୟ ଜଗନ୍ନାଥ
Sir nayagarh ra kichhi gaon mananku tike asantini ki.
Nagarika manaku salam
Sesare gote bhala sikhya ମିଳିଲା
Nabin sarkar jindabad
❤jai shree ram laxman save 🌍 again 😊❤🇨🇮
Very nice video ❤❤❤
Hiii Naran ❤❤❤
ରାଜନେତା ମାନେ ସବୁ ପୂରଣ କରୁଛନ୍ତି ହେଲେ ଟିକେ ଟିକେ ବାକି ରହୁଛି ଏମିତି ବାକିଯେ ପୁଣି ଇଲେକ୍ସନ ଆସିଲେ ଟିକେ କାମ କରିବେ ଅଉ ପୁଣି ସେଇ ପ୍ରତିସ୍ମୁତି ଦେଇକି ପୁଣି ଭୋଟ 😂🤣😂
ଇଏ ଆମ ବିଶ୍ଵସ୍ତରୀୟ ପୋଲିସ ଷ୍ଟେସନ ଏଠି ସବୁ ଏମିତି ସବୁ ସୁଭିଧା ଅଛି ମାଡି ଚାଲ 🤣😂🤣
Jay Sri Ram
Karicha kabara ru kAhuchi name brunda ban rout ❤❤❤❤❤❤❤❤😊😊😊
Jay Shree Ram Ji Jay Bharat Mata Ki Jay BJP 💐🙏
ମାଲିକ ଅଡ଼ୁଆରେ ପଡିଥିବାର ଦୃଶ୍ୟ ଦେଖି ବିଚରା କୁକୁର ରଗଲଗୁଛି
Kuna tripathy kuade libhi gale😊
👍🆗😳🙋🙏🌹🤝💯
Jay Jagannath swami 🙏🙏 very good news 🗞️📰
Jay shree ram
Thakura chamatkara kare bhakta ku tara bhala re rakhithae thik semiti nabin se bi thakura parika gumasta kahara katha sunibani gumassta sethi pai kahidei thebe se bhagaban boli hele se neta aau dhani loka ku bhala pae nabin gariba ku bhala pae ni jahara ghara aachhi se ghara paiba jea dhani loka se jami insurance 20/30 lakhya paiba semiti katha
Tawar achi network zero dewomali hill thuria
Ilo veyou
Narana the best
Ethere kichi news fews nahi bakbas dekhaucha
Mada seva chalichi
Odissa Sara jyojana heuchhi kebala odissa lokanku thakiba katha sabu aam text tanka re
Group crp,bjp jindha bad,tara kichhi upadiparibe nahi,asha, Aww,heithante,semananku,😭
Vot beli rau rau, kamo beli sethki tahu😅😅😅
Yeh Naveen jala sechan seva
Nabin jetedinathiba amiti chalithiba
Bahut maja😅😅😅😅
😅
😂😂😂😂😂😂😂😂😂😂
Otv ki BJP channel karidia
Bjd ghindhabada
😂😂