India Shutdown on 21 August ।। ଭାରତ ବନ୍ଦ ଚେତାବନୀ | Bharat Band on 21 Aug

Поділитися
Вставка
  • Опубліковано 26 жов 2024
  • Warning of India shutdown
    ସୁପ୍ରିମକୋର୍ଟର ଅନୁସୂଚିତ ବର୍ଗ ବିରୋଧୀ ରାୟକୁ ଅତି ଗମ୍ଭୀରତାର ସହ ନେଇ ଆସନ୍ତା ୨୧ ତାରିଖରେ ଭାରତ ବନ୍ଦର ଚେତାବନୀ ଦେଇଛି ବିଭିନ୍ନ ସାମାଜିକ ସଂଗଠନ। ଏନେଇ ST,SC, OBC ମାଇନୋରିଟୀ ମିଳିତ କମିଟି ସଦସ୍ୟ ବିବୃତି ରଖିଛନ୍ତି, ଗଡ଼ିବନି ଗାଡ଼ି ମୋଟର,ବନ୍ଦ ରହିବ ଅଖଚକ।
    #india #shutdown #supremecourt #ST #SC #OBC #sunstartv #sunstarnews ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠UA-cam: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

КОМЕНТАРІ • 1,2 тис.

  • @chandrasekharkamila9754
    @chandrasekharkamila9754 2 місяці тому +9

    ଭାରତୀୟଙ୍କ ମଧ୍ୟରେ ଜାତୀଗତର କୈାଣସି ପ୍ରଶ୍ନ ନାହିଁ ତେବେ ସ୍ଥାନ ସଂରକ୍ଷଣର ପ୍ରଶ୍ନ କାହିଁକି ଉଠୁଛି ସମସ୍ତଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିବା ଉଚିତ। ଏଥିରେ ରାଜନୀତି କାହିଁକି ହେଉଛି।

  • @WilliamRussell-ws9uo
    @WilliamRussell-ws9uo 2 місяці тому +69

    ଆପଣ ମାନଙ୍କ ବୁଝିବା ଭୁଲ. ସୁପ୍ରିମକୋର୍ଟ କହିଲେ ଯେଉଁମାନେ ଉନ୍ନତ ହୋଇ ସାରିଲେଣି ସେ ମାନଙ୍କୁ ବାଦ ଦିଆଯିବ ସମସ୍ତଙ୍କୁ ନୁହେଁ
    ଯାହାକି ଅତି ଉଚିତ ପଦ କ୍ଷେପ. ତା ମାନେ ନୁହେଁ ଯେ ଯିଏ ସୁବିଧା ପାଉଥିବ ସବୁଦିନ ପାଉଥିବ ଆଉ ଅନ୍ୟ ମାନେ ଅନେଇ ଥିବେ

    • @sanunaik2930
      @sanunaik2930 2 місяці тому +4

      Puri mandira ru kebe uthibo kota.
      Sethi sc st pilanku posting karajau. Khali brahman mane kn puja kari janichhanti.

    • @snehanjalibag7802
      @snehanjalibag7802 2 місяці тому

      Right

    • @satyaodisha8591
      @satyaodisha8591 2 місяці тому +4

      ଜାତି ପ୍ରଥା ଉଠୁ ଏବଂ ସଂରକ୍ଷଣ ଭି ଉଠୁ ,ସମାନତା ର ଅଧିକାର ଦିଆ ଯାଉ।

    • @gnwonder6432
      @gnwonder6432 2 місяці тому

      @@sanunaik2930 ପୁରୀ ମନ୍ଦିର କାହାର ପୈତୃକ ସମ୍ପତି ନୁହେଁ। ସେଠି ବାହାର ବ୍ରାହ୍ମଣବି ପୂଜା କରି ପାରିବେନି। କେବଳ ପଣ୍ଡାମାନଙ୍କ ବଂଶର ଲୋକ ପୂଜା କରିପାରିବେ।

    • @samanamajhi573
      @samanamajhi573 2 місяці тому

      Mandir ରେ ପୁଜା କରିପାଇ ଦିଅ

  • @susantasatpathy7863
    @susantasatpathy7863 2 місяці тому +4

    ଭାରତ ପାକିସ୍ତାନ ଭଳିଆ ଏସି ଏଷ୍ଠି ମାନଂକୁ ଦେଶର କିଛି ଅଂଶ ଦିଆଯାଉ ସେମାନେ ତାଙ୍କର ରାଜ୍ୟ ଚଲାନ୍ତୁ

  • @sukantisahoo3460
    @sukantisahoo3460 2 місяці тому +81

    ଗରିବ ହିସାବରେ ସରକ୍ଷଣ ହେଉ

    • @litudas6793
      @litudas6793 2 місяці тому +10

      ଜାତି ବ୍ୟବସ୍ଥା ହଟେଇ ଦିଅ

    • @sanunaik2930
      @sanunaik2930 2 місяці тому +2

      ପୁରୀ ପଣ୍ଡା ମାନେ କଣ ଗରିବ boli ଯୁଗ ଯୁଗ ଧରି ପୂଜା କରି ଆସୁଛନ୍ତି

    • @sanunaik2930
      @sanunaik2930 2 місяці тому +1

      ତାଙ୍କଠୁ ଆହୁରି ମଧ୍ଯ sc st obc ଗରିବ ଅଛନ୍ତି

  • @bhabanisankarnath8888
    @bhabanisankarnath8888 2 місяці тому +14

    ଆଜି ରାଷ୍ଟ୍ରପତି ଆଦିବାସୀ ,ତାଙ୍କୁ କେନ୍ଦ୍ର
    ସମ୍ମାନ ଦେଇଛି ଓ ସେଥିପାଇଁ ଆମେ ଆନନ୍ଦିତ ।ଆମ ବ୍ୟାସଦେବ, ବାଲ୍ମୀକି, ଶାରଳା ଦାସ ଙ୍କ ପାଇଁ ଆମେ ଗର୍ବିତ । ଆନ୍ଦୋଳନ କରି ଦେଶର କିଛି ଉପକାର ହେବନି ।

    • @dillipsingh390
      @dillipsingh390 2 місяці тому

      Ri8

    • @srinathmurmu8104
      @srinathmurmu8104 2 місяці тому +1

      Achhi,prathame bibhnna dharma bhitare bibheda karagala,ebe sehi dharma bhitare swachhala ebon aaswachhala bhitare matabheda ra sadojantra ate.

  • @kaliabehera4956
    @kaliabehera4956 2 місяці тому +96

    ଏ ଜାତି ପ୍ରଥା ବନ୍ଦ୍ କର ବୋହୁତ ରାଜନୀତି କରିଲ

    • @rohitamahananda520
      @rohitamahananda520 2 місяці тому

      Sir apananka samaj re sc st pua & jhia nka bibaha karantu tahele sc st kuta hatiba

    • @ChabitaUrlaka
      @ChabitaUrlaka 2 місяці тому +3

      Right

    • @manishamajhi9872
      @manishamajhi9872 2 місяці тому +2

      Jadi Jati Pratha Uthiba Tebe ST,SC reservation uthiba

    • @DebakiKamrami
      @DebakiKamrami 2 місяці тому

      Tu ki bando janisu

    • @suvransujena5310
      @suvransujena5310 2 місяці тому

      ​@@manishamajhi9872sc st gariba loka semanka ku sujaga millu

  • @mmmadan-vt4vn
    @mmmadan-vt4vn 2 місяці тому +11

    SC ST ଓଡିଶାରେ total population ର 42 ଭାଗ ଅଛି କି, 42 ଭାଗ reservation ଦାବି କରିବା ହାସ୍ୟ ସ୍ପଦ। Reservation total ଉଠାଇଦେବା ଦରକାର। ଗାନ୍ଧୀ ଭାରତ କୁ ବୁଡେଇ ଦେଇ ଯାଇଛି, ଏଇ resevation କରିକି। ଅନ୍ୟ ଜାତି କଣ ପାପ କରିଛନ୍ତି?

    • @BibhutiDalei-hz7xs
      @BibhutiDalei-hz7xs 2 місяці тому

      @@mmmadan-vt4vn ପାପ ନୁହେଁ ଶଳା ତମେ ମହାପାପି । ଦଳିତ ଆଦିବାସୀଙ୍କୁ ଗାଆଁ ମୁଣ୍ଡରେ ଅଲଗା ବସ୍ତି, ଅଲଗା ତୁଠ ,ଭୋଜିଭାତରେ ତାଙ୍କୁ ନ ଡାକିବା , ଡାକିଲେ ବି ଅଲଗା ଖାଇବାକୁ ଦେବା , ଛୁଇଁ ଦେଲେ ଆଉ ଥରେ ଗାଧୋଇବା ଇତ୍ୟାଦି ଅମାନୁଷିକ କାମ କିଏ କରୁଛନ୍ତି ? ସ୍ବାର୍ଥ ପୂରଣ ବେଳେ କଣ ନା କୋଟା ଉଠେଇ ଦିଆଯାଉ !!!!ତମମାନଙ୍କ ଲଜ୍ଜ୍ୟା ସରମ ଅଛି ନା ?

  • @suvanojha2618
    @suvanojha2618 2 місяці тому +7

    କୋଟାରେ ଗଧ ଚାକିରି ପାଉଛି ଆଉ ପାଠୁଆ ନିରାଶ ହଉଛି

    • @JogeswarMajhi-lt7hj
      @JogeswarMajhi-lt7hj 2 місяці тому

      ସେ ପ୍ରଥା ଆଉ ନାହିଁ,,,କେହି ବି ଗଧ ନାହାନ୍ତି,,ସବୁ ଶିକ୍ଷିତ ଆଉ ଜ୍ଞାନୀ,,

    • @prakasrout2636
      @prakasrout2636 2 місяці тому

      Kie kahila

    • @srikant6521
      @srikant6521 2 місяці тому

      ​@@JogeswarMajhi-lt7hjSC ST Cutoff dekhile jana paduchi kete gyanai 😂😂😂

  • @gnwonder6432
    @gnwonder6432 2 місяці тому +45

    ଏମାନେ କିଛି ଜାଣନ୍ତିନି। Supreme court ଏହି ବିଷୟରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଥିଲେ। ତେଣୁ କିଛି ନ ଜାଣି ଏପରି ଆନ୍ଦୋଳନ କରିବାକୁ ଧମକ ଦେବା ଅଯୁକ୍ତିକର ଅଟେ।
    ପୁନଶ୍ଚ ମୋ ମତ ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ ଜଣେ SC ST IAS Officer କିମ୍ବା SC ST class 1 ଓ class 2 ଅଫିସରଙ୍କ ପିଲାଙ୍କୁ କୋଟା କାହିଁକି ମିଳିବ?
    ସୁପ୍ରମକୋର୍ଟ କେବଳ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ବା ଅଧିକ ଆୟ କିମ୍ବା ଅଧିକ ସମ୍ପତି ଥିବା SC ST ପରିବାରକୁ କୋଟା ଦେବାକୁ ମନା କରିଥିଲେ। ଯେଉଁଟା କି ସମ୍ପୂର୍ଣ୍ଣ ସଠିକ୍ decision ଥିଲା।

    • @nigama3585
      @nigama3585 2 місяці тому +2

      Right SC ST ATI low mark rakhi job pauchhi ame general pila kn karibu

    • @birajakrupa
      @birajakrupa 2 місяці тому +4

      କୋଟା କରାଯାଇଥିଲା ଅନୁନ୍ନତ ବର୍ଗ ଙ୍କୁ ଉପରକୁ ଉଠାଇବା ପାଇଁ ତୁମ ଭିତରୁ ତ କିଏ ଅନୁନ୍ନତ କାହିଁ ଜଣାପଡ଼ୁନି ସବୁ ଶଳା ଧଳା ଭାଲୁ

    • @educationandentertainment8065
      @educationandentertainment8065 2 місяці тому +2

      ଯାଇକି ସେ ମନୁ କୁ କହୁନ କାହିଁକି caste system କଲା

    • @birajakrupa
      @birajakrupa 2 місяці тому

      @@educationandentertainment8065 କୋଟା ହେଇଥିଲା ଅନୁନ୍ନତ ବର୍ଗ ମାନଙ୍କ ପାଇଁ ଯେଉଁ sc st ମାନେ ଉନ୍ନତ ହେଲେଣି ସେମାନଙ୍କୁ ଆଉ କୋଟା କାହିଁକି ଦିଆଯିବ, ଯିଏ ସମାଜରେ ଉନ୍ନତି କରି ପାରୁନାହିଁ ତାକୁ ହିଁ କୋଟା ଦିଆ ଯାଉ ସେ sc ହେଉ କି st ହେଉ କି general ହେଉ ସମସ୍ତଙ୍କର ଉନ୍ନତି କରିବା ସରକାରଙ୍କ ଦାୟିତ୍ୱ ଖାଲି sc st ମାନଙ୍କୁ ନୁହେଁ,

    • @snehanjalibag7802
      @snehanjalibag7802 2 місяці тому

      Right

  • @narayanparida3001
    @narayanparida3001 2 місяці тому +1

    ଜାତି ପ୍ରଥା ବନ୍ଦ କରିବା ପାଇଁ ଏକ ସ୍ବତନ୍ତ୍ର ଭାବେ ଆଇନ ହେବା ଦରକାର

  • @GurutarKhabar
    @GurutarKhabar 2 місяці тому +39

    ସମାନତା ଅଧିକାର ହେଉ

  • @jagannath-creation
    @jagannath-creation 2 місяці тому +44

    ଯେତେବେଳେ sc , st ଙ୍କୁ ଖ୍ରୀଷ୍ଟିଆନ କରାଯାଉଛି ସେତେବେଳେ sc, st କେଉଁଟି ଶୋଇରହୁଛନ୍ତି

    • @WilliamRussell-ws9uo
      @WilliamRussell-ws9uo 2 місяці тому +2

      ସମାଜର ତାଡନା ନିର୍ଯ୍ୟାତନା ହେୟଜ୍ଞାନ ହତାଦର ଏବଂ ଅନ୍ଧବିଶ୍ୱାସ କୁସଂସ୍କର ଯୋଗୁଁ ଏମାନେ କ୍ରିଷ୍ଟିଆନ ସମାଜରେ ସାମିଲ ହେବାକୁ ପସନ୍ଦ କରୁଛନ୍ତି କାରଣ ଏଠାରେ ହିଁ ସେମାନଙ୍କୁ ସମ୍ମାନ ସହଯୋଗ ସମାନତା ପ୍ରେମ ମିଳିପାରିବ

    • @BhagabanNaik-hr6zm
      @BhagabanNaik-hr6zm 2 місяці тому +2

      ଆମ ପଟେ ବ୍ରାହ୍ମଣ ଲୋକ ଖ୍ରୀଷ୍ଟ ହୋଇଛନ୍ତି
      ମୂ ଆପଣ ଙ୍କୁ ପୁରା ଦେଖେଇ ଦେବୀ

    • @CookWithTiki61
      @CookWithTiki61 2 місяці тому +1

      ​@@WilliamRussell-ws9uo Hn j ta pare tanka thu se sc, sc kota ta ban karidaba katha... Na vhul kahili !!

    • @CookWithTiki61
      @CookWithTiki61 2 місяці тому

      ​@@BhagabanNaik-hr6zmsemane bramhana hei nathibe... Converted heithibe

    • @DillipKhara-t8p
      @DillipKhara-t8p 2 місяці тому

      ​@@CookWithTiki61what is converted

  • @prasadmahanty3319
    @prasadmahanty3319 2 місяці тому +3

    ବିଜେପି ଯା କରୁଛି ଭଲ କରୁଛି 👌👌👌

  • @sukantisahoo3460
    @sukantisahoo3460 2 місяці тому +48

    ଏମାନେ ଶଳା ରାବିଡି ଖାଉଛନ୍ତି ପ୍ରକୃତ‌ଗରିବ ସୁବିଧା ପାଉନି

    • @Deshbhakt-hx9du
      @Deshbhakt-hx9du 2 місяці тому +5

      @@sukantisahoo3460 sahoo pila nije OBC reservation katha dekhe 😂😂🎉🎉

    • @gnwonder6432
      @gnwonder6432 2 місяці тому +4

      ବ୍ୟସ୍ତ ହୁଅନି ଭାଇ, SC ST creamy layer ଯେଉଁ ମାନେ ବାର୍ଷିକ 8 ଲକ୍ଷରୁ ଅଧିକ ଆୟ କରୁଥିବେ ତାଙ୍କୁ ଆଉ କୋଟା ମିଳିବନି। ଏ କୋଟା କେବଳ ଗରିବ SC ST ଲୋକଙ୍କୁ ମିଳିବ

    • @Deshbhakt-hx9du
      @Deshbhakt-hx9du 2 місяці тому

      @@gnwonder6432 Latest news dekha. Creamy layer hebani ST SC nka pain

    • @BokaSantal-h2d
      @BokaSantal-h2d 2 місяці тому

      @@sukantisahoo3460 tu goboro kha

    • @aurovilprasad4024
      @aurovilprasad4024 2 місяці тому

      Ye sabu galua gudak.
      Ye manku proper treatment darkar.
      Yemanku sabu subhidha miluchi boli bahut hohala hauchanti

  • @BinodMoharana-f9t
    @BinodMoharana-f9t 2 місяці тому +37

    ST/SC ଦେଶର ମୂଳ ନିବାସୀ ଆଉ General ବିଦେଶରୁ ଆସିଛନ୍ତି।

    • @anilkumardash_123
      @anilkumardash_123 2 місяці тому +4

      ସମସ୍ତେ ଏଇ ଦେଶର ମୂଳ ଅଧିବାସୀ

    • @madhusmitamohanty2332
      @madhusmitamohanty2332 2 місяці тому +3

      Han ba..tote vika darkar ambedkar na sarkar daba,ai general tax tume lutucha khaucha,ame asi kangala helunu.tax dei tamaku posibu.kain gareeba general mananka katha kahuna be magana khaiba avyasa hei galani

    • @thakurprasadbehera3001
      @thakurprasadbehera3001 2 місяці тому

      ​@@madhusmitamohanty2332right

    • @bidyamatisahu
      @bidyamatisahu 2 місяці тому +1

      OBC Kota ta jama phulphil hauni. No Kota. Na General na OBC na SC na ST. Jiye Padhiba se paiba.

    • @mahendramahanta9244
      @mahendramahanta9244 2 місяці тому

      Right bro

  • @pintuputel7257
    @pintuputel7257 2 місяці тому +3

    କୋଟା ହଟାଅ ସମସ୍ତେ ସମାନ

  • @bijayalaxmimishra8596
    @bijayalaxmimishra8596 2 місяці тому +39

    ବି ଆର ଆମ୍ବେଦକର କହିଥିଲେ ଭାରତରେ ଯେଉଁଦିନ ଦଳିତ ଆଦିବାସୀ ବର୍ଗର ନାଗରିକ ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବ ସେଇଦିନୁ ଆରକ୍ଷଣ ନିୟମ ଉଠିଯିବ ।ମୁଁ ଭାବୁଛି ବର୍ତ୍ତମାନ ସେଇ ସମୟ ଆସିଛି ।

  • @udhabanaik8432
    @udhabanaik8432 2 місяці тому +1

    ସମସ୍ତେ ସମାନ । ସବୁରାଜନୀତି ।

  • @anantakumarvideoscreations9508
    @anantakumarvideoscreations9508 2 місяці тому +105

    SC, ST ର କୋଟା ରେ ଚାକିରି ପାଇ ପାଠ ପଢ଼ାଇ ପାରୁନ ଦେଶ କୁ ନିମ୍ନଗାମୀ କରିସାରିଲେଣି

    • @Deshbhakt-hx9du
      @Deshbhakt-hx9du 2 місяці тому +3

      Pakistan pala😂😂😂

    • @RupNarayanMajhi
      @RupNarayanMajhi 2 місяці тому +7

      ତାହେଲେ କୋଉ ପାଠ ପଢ଼ିଲେ ସରକାରୀ ଚାକିରୀରେ lateral entry ମାଧ୍ୟମରେ ପଶୁଛନ୍ତି, ଦୟା କରି ଟିକେ କହିବେ କି ?
      ଯୋଉଠି ପାଠ ପଢ଼ିକି ପରିଶ୍ରମ କରି ଯଦି କେହି IAS ହେଉଛନ୍ତି, ତାହେଲେ career ର ଆରମ୍ଭ SDM post ରୁ କରିବାକୁ ପଡ଼େ , କିନ୍ତୁ କୋଉ ପାଠ ପଢ଼ିଲେ lateral entry ମାଧ୍ୟମରେ ମନ୍ତ୍ରାଳୟରେ ନିର୍ଦ୍ଦେଶକ, ଉପ-ସଚିବ ଏଵଂ ଅତିରିକ୍ତ-ସଚିବ ଭଳି ପଦରେ ସିଧା ବସୁଛନ୍ତି ଟିକେ କହିବେ ।

    • @dineshsh9690
      @dineshsh9690 2 місяці тому +2

      Sc ,st kete population achonti

    • @RupNarayanMajhi
      @RupNarayanMajhi 2 місяці тому +2

      @@dineshsh9690 ସେଇଟା ତ ଜାତି ଜନଗଣନା କଲେ ଜଣା ପଡ଼ିବ ।

    • @Bijaya-d8h
      @Bijaya-d8h 2 місяці тому +3

      ଯେତେ ସୁବିଧା ଦିଆଗଲେ ଏମାନେ ସେହିପରି ରହିବେ

  • @ayubm19
    @ayubm19 2 місяці тому +6

    Kota band hau 1 st

  • @salegramkar3029
    @salegramkar3029 2 місяці тому +4

    SC.ST-କେବଲକାହିଁକି GENARAL-କୁଆଡେଯିବେ କହୁନ

  • @chaturbhujabhoi3568
    @chaturbhujabhoi3568 2 місяці тому +21

    Bahut sundar Katha

  • @BibhutiDalei-hz7xs
    @BibhutiDalei-hz7xs 2 місяці тому +93

    We Full support 21 bharat band

    • @Chemistryprofessional712
      @Chemistryprofessional712 2 місяці тому

      Why

    • @BibhutiDalei-hz7xs
      @BibhutiDalei-hz7xs 2 місяці тому +1

      @@Chemistryprofessional712 against removing kota system

    • @gnwonder6432
      @gnwonder6432 2 місяці тому +1

      Kota system has not been removed. The order was only for removing reservation for SC ST people who's income is more than 8lakhs per annum, not for all.
      Again why the children of SC ST IAS officer or SC ST higher government officials or SC ST rich people be given reservation? By this it is occurring a great loss to country as well as poor SC ST families.

    • @shesadevsahoo7454
      @shesadevsahoo7454 2 місяці тому

      magana khai khai Bharat pachua.bhik magutha
      parisam Kari ki66i paibani

    • @manishamajhi9872
      @manishamajhi9872 2 місяці тому +1

      We are always with you Jai bhim

  • @udaynathray4251
    @udaynathray4251 2 місяці тому +3

    ଜାତି ବର୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ sc st ଙ୍କୁ କଣ ପାଇଁ ପୁଣି ସଂରକ୍ଷଣ

  • @shyama4185
    @shyama4185 2 місяці тому +147

    ଯେ ପଯ୍ୟନ୍ତ ଜାତି ପ୍ରଥା ରହିବ ସେ ପଯ୍ୟନ୍ତ sc/st କୋଟା ରହିବ.... ଜୟ ଭୀମ ରାଓ ଆମ୍ବେଦକର ଜୟ ସମ୍ବିଧାନ

    • @bhubananandajena2243
      @bhubananandajena2243 2 місяці тому +5

      👍❤️

    • @ipsitudgata4
      @ipsitudgata4 2 місяці тому +4

      ❤👍👍 jati pratha uthajau ... only we are Hindu

    • @jagobahujan8520
      @jagobahujan8520 2 місяці тому +10

      ​@@ipsitudgata4 But ame ହିନ୍ଦୁ ନୁହ ଆଦିବାସୀ

    • @ipsitudgata4
      @ipsitudgata4 2 місяці тому +4

      @@jagobahujan8520 adibasi Mane kn hindu nuha ki ?? Kemtia adibasi ki bhai tume .... Amara bi bahut sara friends adibasi

    • @Akkkkkkkkkkkkkk-k7p
      @Akkkkkkkkkkkkkk-k7p 2 місяці тому +10

      ମାଇଘିୟେ St sc ହରମଜାଦା ମାନେ

  • @pravashsadangi8209
    @pravashsadangi8209 2 місяці тому +56

    କୁଟା ହଟାଓ ❤ ନୋ ହେଲେ ସବୁ ମରିବା ସରକାର କି କୋର୍ଟ ବି ଦାଇ ହୋବୋନି ରେ ଆମେI ପାଇଁ

    • @biruamamalaxmi541
      @biruamamalaxmi541 2 місяці тому

      @@pravashsadangi8209#ପ୍ରଥମେ ଜାତି ପ୍ରଥା ଉଠେଇ ଦିଆ ଯାଉ. ସମସ୍ତେ same caste ରଖା ଯାଉ.one Nation one education system କରା ଯାଉ

    • @BokaSantal-h2d
      @BokaSantal-h2d 2 місяці тому +2

      @@pravashsadangi8209 fatuchi na, ja ja hata, jaldi ja, ba*o na

    • @pravashsadangi8209
      @pravashsadangi8209 2 місяці тому

      @@BokaSantal-h2d ଭାଇ ଟିକେ sms ଭଲ କର

    • @BokaSantal-h2d
      @BokaSantal-h2d 2 місяці тому +3

      @@pravashsadangi8209 sms na comment age decide kar ?
      Kichhi janini comment kari deichi.
      Tu reservation against re kahuchhu, reservation hele sabu mariba, to comment hin misleading.
      Tume emti kahili rply emti hin milibo, aame b chup rahibar nai.

    • @pravashsadangi8209
      @pravashsadangi8209 2 місяці тому +1

      @@BokaSantal-h2d ମୋ କମେଣ୍ଟ ଭୋଲ ରେ ଟିକେ ପଢ଼ିକି କୁହ.... ମୁଁ ଓଡ଼ିଆରେ କହୁଚି ଆମେ ପିଲାବେଳେ ପାଠ ପଢିବା ବେଳେ ଟିଚର ସାର୍ ଆମୋ ସମସ୍ତ ଙ୍କୁ ଅଲୋଗI ପଢ଼ୁଥିଲେକି... ନା ଏଇ ରାଜନେତା ମାନେ ତାଙ୍କ ଗiଦୀ ପାଇଁ ଭୋଟ ଆଲୋଗI କିଏ ଜଉ ଛନ୍ତିକି କୁହ ଭାଇ ମୁଁ ତମକୁ କି କଉ ବର୍ଗର ଜାତିକୁ କହୁନି ଆମେ ସମସ୍ତେ ଏଇ ଭାରତ ମା ର ସନ୍ତାନ ମୁଁ କହିବା ମାନେ ପାଠ ପଢିଲା ବେଳେ ଭୋଟ ଦେଲା ବେଳେ ସମସ୍ତେ ସମାନ ଯେମିତି ଚାକିରି କଲା ବେଳେ ସମସ୍ତେ ସମାନ ହେବା ପାଇଁ ଉଚିତ୍ ନା ଅନୁଚିତ୍ ଟିକେ ଭାଇ ମୋ କୋମେଣ୍ଟ ପଡ଼ିକି କହିବ

  • @RabiJakaka-rd2cr
    @RabiJakaka-rd2cr 2 місяці тому +51

    ଜୟ ଭୀମ ଯାଇ ସମ୍ବିଧାନ

    • @sukantisahoo3460
      @sukantisahoo3460 2 місяці тому +6

      @@RabiJakaka-rd2cr ଜୟ ଭିମ‌ ନା ଜୟ ଯୁଧିଷ୍ଠିର କହୁନ ହରିଜନ ଆଦିବାସି ଙ୍କ ନାମରେ ରାବିଡି ଖାଉଚ ଗରିବ ଆଦିବାସି ହରିଜନ ତମ ଯୋଗୁ କିଛି ପାଉ ନାହାନ୍ତି

    • @Chandinia-qn4hh
      @Chandinia-qn4hh 2 місяці тому

      ଏବେବି ଆଦିବାସି ମାନଙ୍କୁ ଘୃଣା କରୁଛ‌ ଦେଖ ରାଷ୍ଟ୍ରପତି‌ ଏବଂ ଓଡିଶାର ମୋହନଚରଣ ମାଝି ବର୍ତମାନର ସରକାର ସମସ୍ତ ପ୍ରକାର ଜାତିକୁ ସମ୍ଭିଧାନ ସମାନ ଭାବରେ ବଞ୍ଚିବାର ଅଧିକାର ଦେଇଚି

    • @CookWithTiki61
      @CookWithTiki61 2 місяці тому

      ଜୟ ଭୀମ, ଜୟ କଦଳୀ 😂

  • @trilochonmohanta4396
    @trilochonmohanta4396 2 місяці тому +9

    Gariba adibasi manaku anuradh ଏହି ଆଇନ ଗରିବ ଲକାଙ୍କ ପାଇଁ ହେଇଛି ଏହି ଆନ୍ଦୋଳନରେ ଗରିବ ଲୋକ କେହି ସାମିଲ ହେବେ ନାହଁ, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

  • @prananathpati9976
    @prananathpati9976 2 місяці тому +3

    ଗାଡ଼ି ମଟର ବନ୍ଦ କରିବାକୁ ତମେ କିଏ ବେ? ଅନ୍ୟ ଜାତିର ଲୋକ ବାଡେଇବେ।

  • @Sriansh321
    @Sriansh321 2 місяці тому +4

    କୋଟା କହିଲେ ପରିବାର ଜଣ କୁ ଟ୍ୟାଲେଣ୍ଟେଡ କହିଲେ ସମସ୍ତେ କାରଣ ଦିନ ରାତି ପରିଶ୍ରମ କରି ପାଠ ପଢୁ ଥିବା ଛାତ୍ର ଛାତ୍ରୀ କଣ ତେଲେଙ୍ଗାନା ଯିବେ ନା ହୋଟେଲ ରେ ବାସନ ମାଜିବେ ଏଥିରେ ପାଠ ପଢା ମୂଲ୍ୟ କଣ ରହିଲା ଜାତି ସମାନ ଧର୍ମ ସମାନ ତ ଚାକିର ରେ କୋଟା କାହିଁକି ଦିୟା ଯିବ ଆମ୍ବେଦକର sir ଙ୍କ ସମ୍ବିଧାନ ସମସ୍ତେ ପଢିବା ଉଚିତ ଯେ କୌଣସି ନିଅମ 10 ବର୍ଷ ରୁ ଉର୍ଦ୍ଧ ରହିବା ଉଚିତ ନୁହଁ ଏ ସବୁ ରାଜନୀତି ଆ ମାନେ ଭର୍ମିତ କରି ଲୋକଙ୍କୁ ହଇରାଣ କରୁଛନ୍ତି

  • @brainlicker5647
    @brainlicker5647 2 місяці тому +49

    100% ଦେଲେ ବି ତାଙ୍କର ପ୍ରକୃତି ବଦଳିବନି,କଣ ଠିକ୍ କହିଲିନା !

    • @Gopinath-sb7hl
      @Gopinath-sb7hl 2 місяці тому +1

      Tahele reserveration dwara kichhi asubidha nahin thanks

    • @santaliworlds334
      @santaliworlds334 2 місяці тому +7

      Tahele kn pain fatuchhi be st SC kota pain

    • @sunilbarge896
      @sunilbarge896 2 місяці тому

      Right bro

    • @SanjayNaik-qk2dg
      @SanjayNaik-qk2dg 2 місяці тому

      Prakruti kahara,badoluchi,,sei jeneral manakoro,,na SC st manakoro

    • @Artgaller82
      @Artgaller82 2 місяці тому

      Right

  • @SankarshanaBishi
    @SankarshanaBishi 2 місяці тому +2

    ସରକାର ମାନୀବାର କଥା ନୁହେଁ ଖାଲି sc st କୁ ଅସୁବିଧା ହଉଛି ଆଉ କାହାକୁ ନୁେହଁ obc କେତେ ଫେସେଲେଟି ଦିଆଜାଉଛି

  • @amareshamohanty69
    @amareshamohanty69 2 місяці тому +61

    କୋଟା ଯୋଗୁ ହିଁ ଏ ଦେଶ ତଳକୁ ଯାଉଛି । କେବଳ ଗୋଟିଏ କୋଟା ରହିବ Economically Backward Caste. ଭଲ ପାଠ ପଢିଥୀବା ପିଲା ଚାକିରି ନ ପାଇବାରୁ ଭଲ ଇଞ୍ଜିନିୟର କି ଡାକ୍ତର କିମ୍ବା ଶିକ୍ଷକ କି ଲେକଚର୍ ବାହାରୁ ନାହାନ୍ତି । ଯାହା ଫଳରେ ବ୍ରିଜ୍ ଭୁଷୁଡୁଛି , ଅପରେସନ୍ କରୁ କରୁ ରୋଗୀ ମରି ଯାଉଛନ୍ତି । ଶିକ୍ଷକ ମାନେ କଖାରୁ କୁ କାକାରୁ କହି ପଢାଉଛନ୍ତି ।
    ତେଣୁ ସରକାର ଙ୍କୁ ଅନୁରୋଧ , ଯାହାକୁ ବି ଯାହା ସାହଯ୍ଯ କରିବା କଥା , ପାଠ ପଢିବା ସମୟରେ କରନ୍ତୁ । ନା କି ଚାକିରି କ୍ଷେତ୍ର ରେ ।

    • @RajeshRaita-s1h
      @RajeshRaita-s1h 2 місяці тому +7

      Kie be tu tor pain desha talaku galani . Ama st sc pain sabu factory chalichi. Ama pain tame

    • @ChitramaniHo
      @ChitramaniHo 2 місяці тому +2

      ST Manaku sabu bele tale rakhibaku chunchanti

    • @Deshbhakt-hx9du
      @Deshbhakt-hx9du 2 місяці тому +1

      Pakistan pala😂😂😂

    • @RupNarayanMajhi
      @RupNarayanMajhi 2 місяці тому +1

      ତାହେଲେ କୋଉ ପାଠ ପଢ଼ିଲେ ସରକାରୀ ଚାକିରୀରେ lateral entry ମାଧ୍ୟମରେ ପଶୁଛନ୍ତି, ଦୟା କରି ଟିକେ କହିବେ କି ?
      ଯୋଉଠି ପାଠ ପଢ଼ିକି ପରିଶ୍ରମ କରି ଯଦି କେହି IAS ହେଉଛନ୍ତି, ତାହେଲେ career ର ଆରମ୍ଭ SDM post ରୁ କରିବାକୁ ପଡ଼େ , କିନ୍ତୁ କୋଉ ପାଠ ପଢ଼ିଲେ lateral entry ମାଧ୍ୟମରେ ମନ୍ତ୍ରାଳୟରେ ନିର୍ଦ୍ଦେଶକ, ଉପ-ସଚିବ ଏଵଂ ଅତିରିକ୍ତ-ସଚିବ ଭଳି ପଦରେ ସିଧା ବସୁଛନ୍ତି ଟିକେ କହିବେ ।

    • @murarisunaofficial4587
      @murarisunaofficial4587 2 місяці тому

      Tu Pakistan pala

  • @sishirgiri-dv2ib
    @sishirgiri-dv2ib 2 місяці тому +1

    SalA ସବୁ ଥିରେ ରାଜନୀତି ପ୍ରକୃତ ଗରିବ jia ତାର କୋଟା rahiba ଦରକାର

  • @Chemistryprofessional712
    @Chemistryprofessional712 2 місяці тому +5

    All are general

  • @murukkala737
    @murukkala737 2 місяці тому +2

    Good decision

  • @Indianarmy143
    @Indianarmy143 2 місяці тому +9

    ଏଥର କୋଟା ବନ୍ଦ ହେବା ଦରକାର

    • @RajeshRaita-s1h
      @RajeshRaita-s1h 2 місяці тому +2

      Firstre bramana ru crimi layer katha kahinki uthilani . St au sc upare padhuchhi.

    • @RupNarayanMajhi
      @RupNarayanMajhi 2 місяці тому

      ତାହେଲେ କୋଉ ପାଠ ପଢ଼ିଲେ ସରକାରୀ ଚାକିରୀରେ lateral entry ମାଧ୍ୟମରେ ପଶୁଛନ୍ତି, ଦୟା କରି ଟିକେ କହିବେ କି ?
      ଯୋଉଠି ପାଠ ପଢ଼ିକି ପରିଶ୍ରମ କରି ଯଦି କେହି IAS ହେଉଛନ୍ତି, ତାହେଲେ career ର ଆରମ୍ଭ SDM post ରୁ କରିବାକୁ ପଡ଼େ , କିନ୍ତୁ କୋଉ ପାଠ ପଢ଼ିଲେ lateral entry ମାଧ୍ୟମରେ ମନ୍ତ୍ରାଳୟରେ ନିର୍ଦ୍ଦେଶକ, ଉପ-ସଚିବ ଏଵଂ ଅତିରିକ୍ତ-ସଚିବ ଭଳି ପଦରେ ସିଧା ବସୁଛନ୍ତି ଟିକେ କହିବେ ।

  • @ghasirammajhi9222
    @ghasirammajhi9222 2 місяці тому +2

    Right

  • @BhikaricharanDas-jh2kd
    @BhikaricharanDas-jh2kd 2 місяці тому +3

    Very GoodSujetion

  • @ranjitamallick6336
    @ranjitamallick6336 2 місяці тому +1

    ଦେଶ ର ଉନ୍ନତି ପାଇଁ କୋଠା ଉଠି ବା ଉଚିତ

  • @niky5249
    @niky5249 2 місяці тому +10

    Absolutely right 👍👍....❤❤🎉🎉

  • @sangramnayak7586
    @sangramnayak7586 2 місяці тому +1

    Good information sir right point's 👌 SC, ST power 🔥

  • @SurajKumar-id9jd
    @SurajKumar-id9jd 2 місяці тому +6

    We fully support

  • @durjyadhanmajhi7417
    @durjyadhanmajhi7417 2 місяці тому

    Bahut dhanyawad bro

  • @jagankumarpadhy445
    @jagankumarpadhy445 2 місяці тому +14

    Sc st ଯିଏ ଆଗକୁ ଗଲାଣି ତାକୁ କୋଟା ନଦେଲେ ହିଁ bhala,, ସହର ର sc କୋଟା ପାଇ ପାଇ ଧନୀ ହେଲେଣି, ଗାଁ ଗହଳି ର sc st tike ପଛରେ,,
    ଜେନେରାଲ ତ ଛାଡ଼ ସେମାନେ ଗରିବ ଥାଆନ୍ତୁ କି ଧନୀ ସରକାର୍ କୁ କିଛି farak padeni କାରଣ ଯେତିକି vote ମିଳୁଚି sc st obc ଠୁ ମିଳୁଚି, general ସଂଖ୍ୟା kom ନା, 🤷🤷

  • @madhabpangi4858
    @madhabpangi4858 2 місяці тому +1

    ସମ୍ଭିଧାନ ଆଉଥରେ ଲେଖାଯାଉ

  • @bhabanisankarnath8888
    @bhabanisankarnath8888 2 місяці тому +7

    ଆପଣମାନେ କାହିଁକି ଆନ୍ଦୋଳନ କରୁ ନାହାନ୍ତି ସାଧାରଣ ଓ ଉଚ୍ଚ ବର୍ଗର ଲୋକ ଯିଏ sc ଙ୍କୁ ବିବାହ କରିବ ,ସେ କେବଳ ସଂରକ୍ଷଣ ପାଉ ଆଉ କେହି ନ ପାଉ ? ଏପରି ନିଷ୍ଠା ଦେଖାଇବା ବଦଳରେ ଆପଣ କଣ କରୁଛନ୍ତି ଟିକେ ବିଚାର କରନ୍ତୁ ।

  • @prananathpati9976
    @prananathpati9976 2 місяці тому +1

    ସୁପ୍ରିମକୋର୍ଟ ଠିକ୍ ରାୟ ଦେଇଛନ୍ତି। ଏହାକୁ ଯିଏ ମାନୁନି ତାକୁ ଗୁଳି କର।

  • @ShambhuJani-mz6zz
    @ShambhuJani-mz6zz 2 місяці тому +16

    Good👌👌👌

  • @helpinghandsforanimals6007
    @helpinghandsforanimals6007 2 місяці тому +1

    ଏ ସଳେ ଗୋଟେ ପ୍ରହସନ ଚଲେଇଛନ୍ତି।

    • @mamalimahapatra407
      @mamalimahapatra407 2 місяці тому +1

      Hm bina patha re%paibe au job kribe bada chalak amane

  • @sureshmallick5946
    @sureshmallick5946 2 місяці тому +37

    ଭଲ ପଦକ୍ଷପ । ଜୟ ଭୀମ

  • @SarbeswarBhoi-fp9xq
    @SarbeswarBhoi-fp9xq 2 місяці тому

    Sc St OBC ଶୁଦ୍ର ଅଛୁଆଁ ଜାତି ଏକ ହୁଅ ତୁମକୁ ତୁମର ଅଧିକାର ଜାହିର କର ଜୟ ଭୀମ

  • @vladimirputin6530
    @vladimirputin6530 2 місяці тому +3

    ହଟାଓ କୋଟା । ଭାରତ ବନ୍ଦ ରଦ୍ଦ କରାଯାଉ । ଜାତିପ୍ରଥା ହଟିବ କେମିତି ତମେତ କୋଟାରେ ଚାକିରି କଲ । ମୂଳ ନିବାସି ମାନେ ??

  • @sunilkumarkaran4814
    @sunilkumarkaran4814 2 місяці тому +2

    ଦେଶ କୁ ସଳା ଖାଇଗଲନି।

  • @jagannath-creation
    @jagannath-creation 2 місяці тому +8

    କୋଟା ଜାତିଦେଖି ନୁହେଁ ଗରିବ ଦେଖି ମିଳୁ

  • @ranjankumarpradhan7858
    @ranjankumarpradhan7858 2 місяці тому +1

    ଏଇ ଭାରତ ବନ୍ଦ୍ ସଫଳ ହୋପାରିବନାହି।
    ଆଉ ରହିଲା ସରକାର ଭାଙ୍ଗି ପାରିବ ଯଦି ଭଙ୍ଗିଦିଅ

  • @smileentertainmentmusic1320
    @smileentertainmentmusic1320 2 місяці тому +6

    Good right ❤❤❤

  • @KumarDilip-d5f
    @KumarDilip-d5f 2 місяці тому +1

    Jay bhim

  • @pabitrasahoo7592
    @pabitrasahoo7592 2 місяці тому +9

    ସମସ୍ତେ ସମାନ ଅଧିକାର ପାଇବା ଦରକାର

  • @uttamkumarsamal1
    @uttamkumarsamal1 2 місяці тому +1

    କୁଟା ଉଚ୍ଛେଦ ହେବା ଉଚିତ

  • @AnujaDalei-j6c
    @AnujaDalei-j6c 2 місяці тому +8

    I Support Bharat Band 🎉

  • @Dibyaexprs
    @Dibyaexprs 2 місяці тому +1

    Right 👍

  • @shankarsanbehera1004
    @shankarsanbehera1004 2 місяці тому +34

    ପ୍ରଥମେ ଜାତି ପ୍ରଥା ଉଠା ଯାଉ । ତାହା ପରେ ସମସ୍ତ ଙ୍କୁ ସମାନ ଭାବରେ ଜମି ବଣ୍ଟନ କରା ଯାଉ , ଏବଂ ସମସ୍ତେ ମନ୍ଦିରକୁ ଯାଇ ପୂଜା କରି ପାରିବେ , ସମସ୍ତେ ସମସ୍ତଙ୍କ ଘରେ ବିବାହ କରିପାରିବେ , ସମସ୍ତଙ୍କୁ ସମାନ ଦୃଷ୍ଟି ରେ ଦେଖିବେ , ତାହା ପରେ କୋଟା ଉଠେଇ ଦିଅ , 🙏🙏🙏🙏🙏🙏🙏🙏🙏

    • @suriyatk1992
      @suriyatk1992 2 місяці тому +1

      👌👌👌

    • @santoshsuna5558
      @santoshsuna5558 2 місяці тому

      Right

    • @MatkaG
      @MatkaG 2 місяці тому

      Ye sabu sambidhana jadi achhi ta hele uthaa jau😂😂😂

    • @MatkaG
      @MatkaG 2 місяці тому

      Sambhidhan re jati pratha achi hele utha jau..au stsc Kota b.......sambhidhana jadi St SC nku mandira jibaku mana karichi hele seita bi utha jau😂😂😂

    • @bruhaspatibhue7001
      @bruhaspatibhue7001 2 місяці тому

      U absolutely right

  • @kshiteswarsahoo2457
    @kshiteswarsahoo2457 2 місяці тому +2

    Good decision of supreme court

  • @DurgaMajhi-wf8iy
    @DurgaMajhi-wf8iy 2 місяці тому +17

    we full support 21 bharat band

    • @CookWithTiki61
      @CookWithTiki61 2 місяці тому +1

      ହଁ ତମେ ଟେକି ଧରିବ ତାଙ୍କର😂

    • @prakasrout2636
      @prakasrout2636 2 місяці тому

      No

  • @sunilkumarkaran4814
    @sunilkumarkaran4814 2 місяці тому +2

    Sc st ଦେଶ କୁ ନିମ୍ନ ମାନର କରିସାରିଲନି

  • @raghunathsabar808
    @raghunathsabar808 2 місяці тому +7

    Yes I am supporting

  • @ranjitamallick6336
    @ranjitamallick6336 2 місяці тому

    ନିଜ ସ୍ବାଭିମାନ ଅନୁସାରେ କାର୍ଯ୍ୟକାରୀ ହୋଉ

  • @rsawaiyan6767
    @rsawaiyan6767 2 місяці тому +48

    ପ୍ରଥମେ ଜାତିପ୍ରଥା ଉଠାଅ ତା ପରେ କୋଟା ଉଠାଅ .....ଜୟ ଆଦିବାସୀ ଜୟ ଜହାର୍

    • @ranjansm6014
      @ranjansm6014 2 місяці тому

      Jati pratha sarakari kamare pachara jauchhi form re lekha jauchhi prathame taku band kara tame mane

    • @Shortsbreak676
      @Shortsbreak676 2 місяці тому

      Right

  • @SrankMelo-ev6kk
    @SrankMelo-ev6kk 2 місяці тому +2

    We support you

  • @MithunNaik-ju3tb
    @MithunNaik-ju3tb 2 місяці тому +12

    ଆମେ ତମ ସହିତ ସପୋର୍ଟ ରେ ଅଛୁ

  • @ugresensethi586
    @ugresensethi586 2 місяці тому +58

    ଯିଏ କହୁଛି କୋଟା ଉଠେଇ ବା ଠିକ ତାର ଝିଅ କୁ ଗୋଟେ ଦଳିତ ଘରେ ବିବାହ ଦେଇ ଖାଇପାରିବ ପାରିବ କି.ଏ ସମାଜ ଆଗରେ. ଗାଁ ରେ ଥିବା ମନ୍ଦିର ରେ sc, st ଲୋକ କୁ ପ୍ରବେଶ କରିବାକୁ ଦିଅନ୍ତୁ ତାପରେ କୋଟା ଉଠା.

    • @NiranjanNaik-d7l
      @NiranjanNaik-d7l 2 місяці тому +2

      Right katha bhi

    • @minatiojha3513
      @minatiojha3513 2 місяці тому +4

      Kota uthigale kaun tame bramhana heijiba

    • @NetraniSahoo
      @NetraniSahoo 2 місяці тому

      Tui bhau mandir jauni bodhe majjit jauchu​@@NiranjanNaik-d7l

    • @NetraniSahoo
      @NetraniSahoo 2 місяці тому

      Kota bond hoi gale tume sale aau chakiri paibani obc and general Pila ta 90 % rakhuchi aau tume ta 30% rakhucha ta chakiri paisa kemiti Murkha gudaka Nijar name lekhi janina aau bada bada Katha kahucha

    • @NetraniSahoo
      @NetraniSahoo 2 місяці тому

      ​@@NiranjanNaik-d7ltume mane Marijiba Kota band hele

  • @kalyanpanda5885
    @kalyanpanda5885 2 місяці тому +2

    କୋର୍ଟ ଠିକ କରିଛି

  • @balarampurohit1895
    @balarampurohit1895 2 місяці тому +24

    କୋଟା ବ୍ୟବସ୍ଥା ସମ୍ପୂର୍ଣ ବନ୍ଦ ହେବା ଉଚିତ

  • @prakashmallik3487
    @prakashmallik3487 2 місяці тому +2

  • @dsahu9640
    @dsahu9640 2 місяці тому +28

    ୨୧ ବନ୍ଦକୁ ତମେତ କଥା କହିପାରୁନ ହୋ କଣ ଚାକିରି କରୁଛ

  • @bijayakumarpanda7902
    @bijayakumarpanda7902 2 місяці тому

    ଯେଉଁ ପରିବାର ଥରେ ଚାକିରୀ ରେ ସଂରକ୍ଷଣ ର ସୁବିଧା ପାଉଛି, ସେ ପରିବାର କୁ ଆଉ ନଦେଇ, ଅନ୍ୟ sc /st ପରିବାର କୁ ଦିଆଯିବା ଦରକାର.

  • @ratikantajena6809
    @ratikantajena6809 2 місяці тому +3

    Yes medical seat re 90 % re bi seat paibe nahi au sc st 0 Mark re seat paibe. Se ki Dr hebe

    • @RanjitKumar-fi1dl
      @RanjitKumar-fi1dl 2 місяці тому

      Bhai tu Mari ja ଆର ଜନ୍ମ ରେ st sc ghare ଜନ୍ମ ନେବୁ ଜଲ୍ଦୀ job paibu😅😅😅😅

    • @mamalimahapatra407
      @mamalimahapatra407 2 місяці тому

      Hm para ki katha sc st ra he bhagwaan

  • @JayshriJagannath5711
    @JayshriJagannath5711 2 місяці тому

    ସବୁତ sc st ସୁବିଧା ପାଇବେ କିନ୍ତୁ general ଡ୍ୟାସ୍ ମରେଇବେ ।। General ପିଲା ରାସ୍ତା କଡ଼ରେ ବରା ପିଆଜି ବିକ୍ରି କରିବେ କିନ୍ତୁ କୌଦିନ ପ୍ରତିବାଦ କରିବେନି କି କରିବେ ନାହିଁ ।।

  • @mathuradakshin8002
    @mathuradakshin8002 2 місяці тому +19

    ଜୟ ଆମ୍ବେଦକର,ଜୟ ସମ୍ବିଧାନ,ଜୟ ମୂଳ ନିବାସୀ

  • @Narmada-s3y
    @Narmada-s3y 2 місяці тому +25

    Quata hatao🎉

  • @hemantabhue288
    @hemantabhue288 2 місяці тому +10

    Pura all india st aur sc pura Bharat band

  • @panditnilamanipanda6638
    @panditnilamanipanda6638 2 місяці тому

    ଏ ବନ୍ଦ କେଵଳ ଆତ୍ମ ପ୍ରଚାର ପାଇଁ।ଯେଉମାନେ70 ଵର୍ଷରୁ ଅଧିକ ଲାଭ ନେଇସାରୀ ସ୍ଵଛଳ ହୋଇଗଲେଣି।ଏ ଆନ୍ଦୋଳନ ଗରିବ ସ୍ଂରକ୍ଷିତ ଵ୍ୟକ୍ତି ଙ୍କରକ୍ଷତି କରିଵ।ଯଣେ ଉଚପଦସ୍ଥ ବା ଧନୀକ ଗୋଷ୍ଠିସାଙ୍ଗରେ ପ୍ରତୀଯୋଗିତାରେ
    ଆଗକୁ ଯାଇ ପାରୀଵେ ନାହିଁ।ଯେଉଁମାନେ ଦୁର୍ଵଳ ସେମାନେ ପାଇବା ଊଚିତ୍।

  • @TapanaJena-qq5su
    @TapanaJena-qq5su 2 місяці тому +6

    Right, Jay Jagannath

  • @niranjanparhi5726
    @niranjanparhi5726 2 місяці тому +1

    Suprime court is right

  • @sarmisthadash4508
    @sarmisthadash4508 2 місяці тому +3

    Very good step.

  • @Bkkirtana
    @Bkkirtana 2 місяці тому

    Super understand Brotheir

  • @NilambarDash-mq1ry
    @NilambarDash-mq1ry 2 місяці тому +5

    କୋଉଠି ଜାତି ଭେଦ ଅଛି,, ତମକୁ ହରିଜନ କହିଲେ ତମେ ତ କେଶ୍ କରୁଛ,,,, ଯଦି ସଂରକ୍ଷଣ ଦରକାର ଶଳା ମନ୍ଦିର କୁ ଆସିବେନି କି ସ୍କୁଲ କଲେଜ ରେ ବି ଜାତି ଦେଖା ହବ,,,, ହେଲେ ସଂରକ୍ଷଣ ଦିଆ ଯାଉ ଆମର ଆପତ୍ତି କିଛି ନାହିଁ

    • @jayantakumarshial
      @jayantakumarshial 2 місяці тому

      ଅନୋଷୋଚିତ ଜାତି କହୁନ ହରିଜନ କଣ

  • @kailashsadangi6012
    @kailashsadangi6012 2 місяці тому +2

    ସବୁ ଜାତିକୁ ସମାନ ଚାକିରୀ ଅନ୍ୟ ଗରିବ ଉଚ୍ଚ ଜାତି କୁଆଡେ ଯିବେ

    • @PS-jd2yo
      @PS-jd2yo 2 місяці тому

      Dhani Garib Soman Tar Pore Bikosit Bharat Aadhunik Bharat 👍

    • @mamalimahapatra407
      @mamalimahapatra407 2 місяці тому

      Hmm para thik

  • @pabitrajena
    @pabitrajena 2 місяці тому +22

    Good Decision

  • @DebakiKamrami
    @DebakiKamrami 2 місяці тому

    Thank you sir

  • @labangasahu4418
    @labangasahu4418 2 місяці тому +32

    Sc st ତମେ ପାଠ ପଢି ବହୁତ ଖୁଶି ହେଲେ ମାର୍କ 30 % ପାଇକରି ଚାକ୍ରି କରୁଛ ସାମ୍ନା ବାଲା 50%ପାଇକରୀ ବେକାର

    • @Deshbhakt-hx9du
      @Deshbhakt-hx9du 2 місяці тому +2

      Sahu OBC Tu mandal commission katha dekhe.😂😂😂

    • @sarthakrout5112
      @sarthakrout5112 2 місяці тому

      Tate jete Kota dele bii tu semiti asiki cmnt karibu UA-cam ree

    • @Deshbhakt-hx9du
      @Deshbhakt-hx9du 2 місяці тому

      @@sarthakrout5112 Tu kahinki comment karuchu YT re ?

    • @choudhuri99
      @choudhuri99 2 місяці тому

      Very good decision
      Wel done .

    • @BokaSantal-h2d
      @BokaSantal-h2d 2 місяці тому

      @@labangasahu4418 hairan he, tu b aago janma re st hei janma ne paibu 30% re

  • @padminijikavillagelifestyle
    @padminijikavillagelifestyle 2 місяці тому

    Supreme court justice right 👍

  • @nabinlaguri6917
    @nabinlaguri6917 2 місяці тому +6

    Good

  • @MallikBagarti
    @MallikBagarti 2 місяці тому +2

    Kota band Kariba right

  • @hiranyarohidas4648
    @hiranyarohidas4648 2 місяці тому +46

    Good Padakshap, jai Bhim.

  • @KKirankumar-rj5cp
    @KKirankumar-rj5cp 2 місяці тому

    Bahut badhia verry good every bady

  • @kirttanmahanta9806
    @kirttanmahanta9806 2 місяці тому +2

    Supreme Court judgement is right.

  • @SatyaranjanGarnaik-m6h
    @SatyaranjanGarnaik-m6h 2 місяці тому +17

    ଏସି ଏସଟି ସମ୍ପୁର୍ଣ୍ଣ ଉଠିଯିବାକଥା ଯାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସବୁ ଭାରତୀୟ ଜାତିଭେଦ ରହିବା କଥା ନୁ ସହଁ ଦେଶରେ ଅବନତି ଘଟିବ ନକଲିସାଟିପିକେଟରେ ସରକାରି ଚାକିରି କରୁଛନ୍ତି ଯୁଗ୍ୟପିଲା ବୁଲୁଛନ୍ତି ଏହାଠିକନୁହଁ

    • @chittcreativity
      @chittcreativity 2 місяці тому

      Murkha.

    • @nileshkumarbhoi
      @nileshkumarbhoi 2 місяці тому

      ତୁମର ଝିଅ କୁ SC,ST ଙ୍କୁ ବାହା ଦେବା ପାଇଁ ରାଜି ହୁଅ,, ତାହେଲେ କୋଟା ଉଠିବ

    • @BokaSantal-h2d
      @BokaSantal-h2d 2 місяці тому

      @@SatyaranjanGarnaik-m6h ଯେମିତ ତୁ ଗୋଟେ ଯୁଗ୍ୟ sorry ଯୋଗ୍ୟ ପିଲା | ବନାନ୍ ଠିକ୍ କର ଆଗେ, ଯୁଗ୍ୟ...

  • @DasarathiSuna-ps6rz
    @DasarathiSuna-ps6rz 2 місяці тому +1

    Jai bhim 💙💙💙💙💙💙