Most Awaited Podcast. It says there is no language barrier for any kind of communication. This is most happiest podcast I have ever seen. Thank you Sangram Bhai & the Team.😊
Salute to u Sangram. Ki badhiaa interview karichanti aapana. Just another level. Right body language, amazing sense of humour and questioning style 👌🏽👌🏽👌🏽👌🏽
Thank you Sangraam babu to make a podcast with this person. Really, so simple in mind and so highly thoughtful soul. How beautifully answers the odia questions.
One of the best episode kahile bi bhul hebani.bahut bhala and loveable manisha te atanti Sanjeev Kapoor sir,mora childhood ru anku dekhi ashuchi cooking show re judgment karuthile,safe kitchen show manankare,aau aji ama odishare tanku dekhuchhi se puni bahut sundar show podcast re,thanks Sanjeev Kapoor sir and both of sangram sir.🙏
Sadangi babu & Argus digital ku asesa asesa dhanyabad ...podcast re Jane hindi lokanka sahita Odia re bartalapa kariba pai ...Odia bhabe bahut garbita 🙏🙏🙏
GM.... You both sir It's our pleasure, privilege and proud to get him here. His profession is represented his attitude, behavior and inner attribute. He has great personality.
Sanjeev ji r ye katha bahut bhala lagila ki ama ku amara khadya sanskruti upare garva kariba darkar. Odisha basi jo mane bahare rahu chanti semane odiya kahiba v chahantini Jai Utkal.. Jai Jagannath
ଓଡ଼ିଆ ପ୍ରଶ୍ନ
ହିନ୍ଦୀ ରେ ଉତ୍ତର
ଅତି ଚମତ୍କାର ପୋଡ଼ କାଷ୍ଟ ❤❤
ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ସଂଗ୍ରାମ ସାର🙏🙏
Nice❤❤
Dubbing heichhi Sangram Sir nka voice.
Se aage Hindi re question karichhanti then tanka part ta dubbing heichhi
Thank you
@@biswajitmoharana3466nhi nhi only odia re question karichanti
ଓଡ଼ିଆ ପ୍ରଶ୍ନ, ହିନ୍ଦୀ ଉତ୍ତର ଅବିଶ୍ୱସନିୟ
Great Podcast ❤❤
Thank you
ବହୁତ ସୁନ୍ଦର ଓ ମହାନ୍ ବ୍ୟକ୍ତିତ୍ଵ ର ଅଧିକାରୀ Sanjeev Kapoor।
Down to Earth ଏବଂ ଜଣେ True Indian।
ବହୁତ ସୁନ୍ଦର ପଡକାଷ୍ଟ.....ଓଡ଼ିଆ ହେଇକି ଯୋଉମାନେ ଓଡ଼ିଆ କହିବାକୁ ଖରାପ ଭାବୁଛନ୍ତି ତାଙ୍କୁ ଶିଖିବା କଥା....
ଓଡ଼ିଆ ଭଲ ରେ ବୁଝିପାରୁଛନ୍ତି ବହୁତ ବଡ କଥା କିନ୍ତୁ ଏଠି ଆମ ଓଡ଼ିଆ celebrity କିଛି ଦିନ ଓଡିଶା ବାହାରେ ରହିଲେ ଓଡ଼ିଆ ବୁଝିପାରୁନାହାନ୍ତି
Thik kahilr
Vai se sabu bujhiparanti hele styl mariki kuhanti ame bujhiparunu ,kahiparunu.😅
😂😂😂😅right
🎉🎉
Bilkul thik kahuchanti mu b Mumbai re thila bele odia lokanku dekhichi bahut guilty feel karanti nijaku odia kahiba au odia re katha kahiba 🙏
ନାରୀ ମାନଙ୍କୁ କେତେ ସଂମାନ ଦେବା ଉଚ୍ଚ ନଜର ରେ ଦେଖିବା, ଭାଷା ରେ ଶାଳୀନତା, ଓଡିଶା ର ଖାଦ୍ୟ କୁ କେମିତି ବାହାରେ ପ୍ରସିଦ୍ଧ କରିବା
❤️ବହୁତ ଭଲ ଲାଗିଲା 🙏
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
thik kahile
Sir nka pain ame bahut khusi❤❤
Puri ra panda mane kanha sudharigale...
Absolutely 😊, bahut bhala manisha
😂😂why
ଭାଷା ଭିତ୍ତିରେ ରାଜ୍ୟ କୁ ଭାଗ କରି ଦେବାକୁ ଲାଗିଥିବା ଲୋକଙ୍କ ପାଇଁ ଏଇ episode ଭଲରେ ଦେଖି ବୁଝିବା କଥା ଯେ ଆମର ମନ ଆଉ ଧ୍ୟାନ ଲୋକଙ୍କ ସହ ମିଶିଲେ ଭାଷା କିଛି ଅଟକାଇ ଦିଏ ନାହିଁ🎉🎉❤❤
It's fact.
It's also msg to those person who are demanding separate "kaushal Rajya ".
କିନ୍ତୁ ଏତେ ହିନ୍ଦୀ ପ୍ରେମୀ ହେବା କଥା ନୁହେଁ 😂 , ଅନ୍ୟ ଭାଷା ପାଇଁ ନିଜ ଭାଷାକୁ ହୀନ ମାନିବା ଅତ୍ଯନ୍ତ ଲଜ୍ଜା ଜନକ
Excellent combo of Odia and Hindi languages.. Hat's off❤
Thank you
ଓଡ଼ିଆ ପ୍ରଶ୍ନ ର ହିନ୍ଦୀ ଉତର !! ବହୁତ୍ ବଢିଆ ଇଣ୍ଟର୍ଭ୍ୟୁ
Thank you
Bahut uchha koti ra vyakti nku aniki podcast karuchanti really great ✨and ଓଡ଼ିଆ ରେ ପ୍ରଶ୍ନ- ହିନ୍ଦୀ ରେ ଉତ୍ତର... ଅତି ସୁନ୍ଦର🙏podcast 😇... Thank you sir 🌸...
Thank you
ଦର୍ଶକ ବନ୍ଧୁ ଆପଣ କେବେ ଅନୁଭବ କରିଛନ୍ତି, ଆମ ଓଡ଼ିଆ ଭାଷା ଏମିତି ଏକ ଭାଷା ଯେଉଁ ଥିରେ କଥା ବାର୍ତ୍ତା କଲେ ସାମ୍ନା ଲୋକ ଯେଉଁ ଭାଷା ର ହୁଅନ୍ତୁ ନା କାହିଁକି ସେମାନଙ୍କୁ ଆମ ର ବାକ୍ୟ ର କିଛି ନ କିଛି ଶବ୍ଦ ବୁଝିବା ରେ କୌଣସି ଅସୁବିଧା ହୁଏନି❤❤ jay ଓଡ଼ିଆ jay ଓଡ଼ିଶା
🎉🎉🎉🎉🎉🎉🎉
@@binatirani8303Good morning Bina.....
ତେଣୁ ସେ ହିନ୍ଦିଆ, ବେଙ୍ଗୋଲୀ ସାଙ୍ଗରେ ଓଡ଼ିଆରେ ହିଁ କଥା ହେବ, ବୋକାର ଟା ରେ ହିନ୍ଦୀ ରେ କାହିଁକି କଥା ହେବା 😂
Sir ଆପଣଙ୍କୁ ବହୁତ୍ bhaut ଧନ୍ୟବାଦ ଏମିତି ସବୁ ଭଲ ଲୋକଙ୍କୁ ଡାକୁଛନ୍ତି ❤ଆଉ ବହୁତ ସୁନ୍ଦର ଲାଗିଲା କି ଓଡ଼ିଆ ପ୍ରଶ୍ନ ଓ ଉତ୍ତର ହିନ୍ଦୀ ❤ଆମେ ଓଡ଼ିଆ ଭାରି ବଢିଆ ❤
Thank you
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ସଂଗ୍ରାମ । ଭିଡିଓ ଖୁବ୍ ଭଲ ଲାଗୁଛି ବିଶେଷ କରି ଆଜି ର । ଓଡିଆ ରେ ପ୍ରଶ୍ନ ହିନ୍ଦୀ ରେ ଉତ୍ତର , ଭାରି ଆନନ୍ଦ ଉଲ୍ଲାସ ଲାଗିଲା । ଜଯୂ ଜଗନ୍ନାଥ ।
Thank you
Right 👍
Jay jagannath bande utkala janani bahut sunder
ଏଥିରୁ ଜଣାପଡିଲା ଓଡ଼ିଆ ହିନ୍ଦୀ ଭାଇ ଭାଇ 😊ସବୁ୍ଠୁ ସୁନ୍ଦର ପୋଡ଼ କାଷ୍ଟ୍।
କେବେନୁହଁ। ଓଡିଆ ଆଉ ହିନ୍ଦୀ ଅଲଗା
ଓଡିଆ ଭାଷା ହିନ୍ଦୀ ଭାଷା ଠୁ ବହୁତ ପୁରୁଣା ପାଖାପାଖି ୧୫୦୦ ବର୍ଷ …. ତେଣୁ ଆମେ ଓଡିଆ ଭାରି ବଢିଆ ଆମ ଭାଷା ସବୁଠୁବଢିଆ ❤❤
Thank you
@@Argusdigital.official ସଂଗ୍ରାମ ସାର୍ ଗୋଟିଏ ଥର ପଦ୍ମଶ୍ରୀ ହଳଧର ନାଗ ଙ୍କୁ ଡାକନ୍ତୁ
@@razeofficial8095Odia and Hindi are Indo aryan Language and both are derived from Sanskrit so similarly are there
ଓଡ଼ିଆ ଭାଷା ଆଉ ହିନ୍ଦୀ ଭାଷା ଉଭୟ 60% ମିଶି ଯାଉଛି।
ଓଡ଼ିଆ ରେ ପ୍ରଶ୍ନ ହିନ୍ଦୀ ରେ ଉତ୍ତର ବହୁତ୍ ବଢିଆ ଲାଗିଲା ସଞ୍ଜୀବ କପୁର ଙ୍କ ମହାନ୍ ଖାଦ୍ୟ ତାରକା ଙ୍କ ଏଭଳି ସରଲତା ବହୁତ୍ କମ୍ ଲୋକଙ୍କ ଭିତରେ ଦେଖିବାକୁ ମିଳେ 🙏
Never Missed any Episode Sangram Sir,but the best thing is in this Podcast:-Questions are in Odia and ans in Hindi..!!❤❤
Thank you
❤ଜୟ ଜଗନ୍ନାଥ❤ଅତି ସୁନ୍ଦର ଭାବରେ ଓଡିଆ ପ୍ରଶ୍ନ ର ଉତ୍ତର ହିନ୍ଦୀରେ ଦେବା କୋଚିତ ଦେଖାଯାଏ❤ସଞ୍ଜିବ କାପୁର ଭାରତର ଜଣେ ଜଣାଶୁଣା ରୋଷେଇ ର ବିଶାରଦ ବ୍ୟକ୍ତିତ୍ବ❤
2007 ରେ ମୁ ମୁମ୍ବାଇ ରେ mba. କରୁଥିଲି. .ଜୁହୁ Beach ରେ ଆମେ ସକାଳେ ବୁଲିବାଳୁ ଯାଇଥିଲୁ କିଛି Friend କ ସହ ‘’‘ ସଂଜୀବ Sir ସକାଳେ Morning walk କରୁଥାନ୍ତି ’‘ ସମସ୍ତ. କ ସହ ଭଲ ରେ ମିଶନ୍ତି ଆଉ Good Morning Kuhanti. ....Bahut simple..Ame bhi tanku Good Morning kahilu bas tanka smile & Simplicity Bahut Bhala
Odisha r loko priyanta ebe janibku paili...bharat sara re❤.. thankyou so much sangram sir
Thank you
ଭାଈ ଆପଣଙ୍କ ସବୁ ଅଧ୍ୟାୟ ମୁଁ ଦେଖେ, ଆପଣଙ୍କ ସବୁ ସୋ ବହୁତ୍ ସୁନ୍ଦର ମୋର ଆପଣଙ୍କୁ ଗୋଟିଏ ଛୋଟ ଅନୁରୋଧ ଆପଣ ଥରେ ଡ଼କ୍ଟର ଅଚ୍ୟୁତ ସାମନ୍ତ ସାର୍ ଙ୍କୁ ଥରେ ଡାକନ୍ତୁ ଏବଂ ତାଙ୍କର ଜୀବନ ଓ ତାଙ୍କ ବିଷୟରେ ସମସ୍ତଙ୍କୁ କିଛି ଜଣେଇବା କୁ ଅନୁରୋଧ
seriously my fvrt chef sir sanjeev kapoor in fvrt podcast....with my mother language odia..what a combination❤
ବହୁତ୍ ସୁନ୍ଦର ପ୍ରଶ୍ନ ଓଡ଼ିଆ ରେ ଉତ୍ ର ହିନ୍ଦୀ
ରେ ବୁଝିକି ସଞ୍ଜୀବ ସାର ଦେଉଛନ୍ତି ❤
I think he is using some device convert odia to hindi
Thank you
He deserve ପଦ୍ମଶ୍ରୀ ❤
ଅତି ସୁନ୍ଦର ତଥା ଅନନ୍ଯ ପୋଡ୍-କାଷ୍ଟ । ହୁଏତ ଏହି ପ୍ରକାରର ପୋଡ୍-କାଷ୍ଟ ପ୍ରଥମ। ଅନେକ ଧନ୍ଯବାଦ , ବହୁତ ବଢିଆ ଲାଗିଲା।
Most Awaited Podcast. It says there is no language barrier for any kind of communication. This is most happiest podcast I have ever seen. Thank you Sangram Bhai & the Team.😊
Thank you
ଏଇ podcast ହଉଚି aurgus news ଆଉ ଓଡ଼ିଶା ର ସବୁଠାରୁ ବେଷ୍ଟ podcast । ❤❤❤❤❤
Sangram nije podcast ku ଅତିଥି ହୋଇ ଆସନ୍ତୁ ସେଇ ଗୋଟିଏ episode ପାଇଁ ଅଲଗା ଉପସ୍ଥାପକ କାମ କରନ୍ତୁ।
ହଁ ଏହା ଆବଶ୍ୟକ।
ଠିକ୍😊
👌👌👌ବହୁତ୍ ସୁନ୍ଦର ! କିନ୍ତୁ ଓଡ଼ିଶାରେ ବହୁତ୍ କାଠ ଡଙ୍କି ଅଛନ୍ତି ଯେଉଁ ମାନେ ପଚିଶ ତିରିଶ ବର୍ଷ ଧରି ଡୁବି ରହିଲେ ବି ସେ ଓଡ଼ିଆ ଖିରିର ସ୍ଵାଦ ଚାଖି ପlରି ନାହାନ୍ତି । ଓଡ଼ିଆ ଭାଷା ପ୍ରତି ଖାଲି ଅବଜ୍ଞା ନୁହେଁ , ଘୃଣା ଯୋଗୁଁ ଏ ପରି ଅବସ୍ଥା !
ପଦ୍ମଶ୍ରୀ ହଲଧର୍ ନାଗ ଦଦା କେ ଘାଏ ଡାକହୋ ସଂଗ୍ରାମ ଦାଦା 🙏🚩
ଦିଗ୍ଦର୍ସନ ସମ୍ମାନ ଯୋଗ୍ୟ
ଡାକିଲେ ବହୁତ୍ ଭଲ ହେବ
ସେ ଗୁଟେ ପାଗଲ୍ ବୁଢ଼ା ଏଁ, 😂
Koshala saga aila re😂😂😂
Right 🥰🙏
Bahut bhala lagila. Kemiti Sanjeev sir perfectly odia bhuji correct answer dau chanti. Proud to be an Odia
ମୋ ଓଡ଼ିଆ ଭାଷାକୁ ନେଇ ମୁଁ ଯେତିକି ଗର୍ବିତ ଥିଲି, ଆଜି ଆହୁରି ଗର୍ବ ଅନୁଭବ କରୁଛି... ମୁଁ ଓଡ଼ିଆ ଭାରି ବଢ଼ିଆ... ବନ୍ଦେ ଉତ୍କଳ ଜନନୀ 🙏
Historic Pod cast of Odia and Hindi, both are Legender ❤❤❤
Thank you
ସଂଗ୍ରାମ ସାରଙ୍କୁ ମୋର ଅନୁରୋଧ 🙏🏼 ସାର ଆପଣ ଚିନ୍ମୟ ପଣ୍ଡା ସାରଙ୍କ ପୋଷ୍ଟକ୍ୟାଷ୍ଟ କରନ୍ତୁ 🙏🏼
❤
ଓଡ଼ିଶା ହେଉଛି କୃଷି ପ୍ରଧାନ ରାଜ୍ୟ କୃଷକ ଆଗେଇଲେ ଓଡ଼ିଶା ଆଗେଇବ ଜଣେ ପ୍ରତିଭାବାନ କୃଷକଙ୍କର ମୂଲ୍ୟବାନ ମତ ସାରା ଓଡ଼ିଶାର ପ୍ରଚାରିତ ଆପଣଙ୍କ podcast ମାଧ୍ୟମରେ ହେଲେ ତାହା ଓଡିଶା କୃଷକ ମାନେ ପ୍ରଭାବିତ ହୋଇପାରନ୍ତେ, ଦାଦନ ଖଟିବାକୁ ବାହାର ରାଜ୍ୟକୁ ଆମ ଓଡ଼ିଆ ପୁଅ ଆଉ ଯାଆନ୍ତେ ନାହିଁ
Evergreen Chef...Namaskar ...Nice to see you in Odisha. ❤😊
ମୁଁ sanjeev sir ଙ୍କ ବହୁତ୍ ଭିଡିଓ ଦେଖିଚି କିନ୍ତୁ ଆଜିର ଏହି ଭିଡିଓ ମୋତେ ବହୁତ୍ ଭଲ ଲାଗିଲା କାରଣ ମୋ ଓଡ଼ିଆ ଭାଷା ସେ ବୁଝି ପାରିଲେ ଉତ୍ତର ଦେବା ପାଇଁ ଚେଷ୍ଟା କଲେ।ଯଦି ପଦୀଏ ଓଡ଼ିଆ କହି ଥାନ୍ତେ ତାହେଲେ ମୁଁ ଆହୁରି ବେଶି ଖୁସି ହୋଇ ଥାନ୍ତି
Odia question ku Hindi answer nice Podcast 👌👌👌👌👌👌👌 thank you sangram ,🙏🙏🙏 sir apana sabubele emitika loka nku Podcast re Samil karanti jaumane Podcast re basiba pain jogya 😊😊😊😊mor Argus Podcast sabuthu fevorite aau sangram sir nka upastapana 👍👍👍👍👍👍🕊️🕊️🕊️🕊️jay Jagannath 🙏🙏⭕‼️⭕🕊️🕊️♥️♥️
Thank you
ବହୁତ ସୁନ୍ଦର ଲାଗିଲା ସଂଗ୍ରାମ ବାବୁ ଙ୍କ ପ୍ରଶ୍ନ ଶୁଣି ❤
Thank you
ଧନ୍ୟବାଦ ସଞିବକାପୁର ମହାଶୟ କୁ, ଯାହାଙ୍କୁ ଜୀଟିଭିର ପରଦାରେ ଖାନାଖଜାନା ସୋରେ ଦେଖିବାକୁ ପାଉଥିଲୁ ବର୍ଷ ବର୍ଷ ଧରି ।ବେଶ ଆମାୟିକ ବ୍ୟକ୍ତିତ୍ଵ ତାଂକ ପରାମର୍ଶ ପ୍ରଥମେ ନିଜ ଭାଷା ଓ ଖାଦ୍ୟକୁ ଆପଣେଇବା , ପ୍ରଚାର ପ୍ରସାର କରିବା
Jay Jagannath.
Both are great sir.
Thank you for your valuable time sharing.
Thank you
Salute to u Sangram.
Ki badhiaa interview karichanti aapana.
Just another level.
Right body language, amazing sense of humour and questioning style 👌🏽👌🏽👌🏽👌🏽
ନମସ୍କାର,ପୂଜ୍ୟ ବ୍ୟକ୍ତିତ୍ବ
Very down to earth person..best podcast..tnx to urgus chanel🎉🎉🎉
Thank you
joy jagannath ହିରୋ ନମ୍ବର 1 🙏🏻🙏🏻🙏🏻🙏🏻🙏🏻ସଙ୍ଗ୍ରମ୍ ସାର 🙏🏻🙏🏻🙏🏻👍👍👍🙏🏻
ବହୁତ ଧନ୍ୟବାଦ ସଂଗ୍ରାମ ବାବୁ ଏତେ ସୁନ୍ଦର ବ୍ୟକ୍ତିଙ୍କୁ ଓଡ଼ିଆ ରେ ପଚାରୁଥିବାରୁ 🎉🎉🎉🌹🌹🌹
Thank you
Love from whole odisha , we love and appreciate you Sanjeev sir , thankyou so much for admiring our language and culture also ❤❤❤❤
Thank you Sangraam babu to make a podcast with this person. Really, so simple in mind and so highly thoughtful soul. How beautifully answers the odia questions.
Argus is working smart.. hats off to you♥️ keep going 💫
ବହୁତ୍ ସୁନ୍ଦର ଏବଂ ଅନନ୍ୟ ଉପସ୍ଥାପନା
Thank you
ସବୁ ବେଳେ ଏତେ ସୁନ୍ଦର ସୁନ୍ଦର ପୋଡକାଷ୍ଟ ଦେଖାଉ ଥିବାରୁ ଧନ୍ୟବାଦ୍ ସାର୍
Thank you
One of the best episode kahile bi bhul hebani.bahut bhala and loveable manisha te atanti Sanjeev Kapoor sir,mora childhood ru anku dekhi ashuchi cooking show re judgment karuthile,safe kitchen show manankare,aau aji ama odishare tanku dekhuchhi se puni bahut sundar show podcast re,thanks Sanjeev Kapoor sir and both of sangram sir.🙏
Thank you
Thank you so much Argus🙏🙏 interview sanjib Kapur
Nice person 🙏🙏
Thank you
ସମସ୍ତଙ୍କ ପାଖରେ ଏଇଭଳି ଓଡ଼ିଆ ଭାଷା କୁ ପହଞ୍ଚାଇବା ଦରକାର 🎉😊
ଆମେ ଗର୍ବିତ କି ଆମ ଭାଷା ସାର ବୁଝିପାରିଲେ ❤
Sadangi babu & Argus digital ku asesa asesa dhanyabad ...podcast re Jane hindi lokanka sahita Odia re bartalapa kariba pai ...Odia bhabe bahut garbita 🙏🙏🙏
Thank you
ଯାହା ହଉ ଦେଖିକି ଖୁସି ଲାଗିଲା କି ସଞ୍ଜୀବ ସାର ବି ଓଡ଼ିଆ ବୁଝିପାରୁଛନ୍ତି 😊😊
Ex- governor RBI, ଶକ୍ତିକାନ୍ତ ଦାସ ଏବେ ଓଡିଶା ରେ ଅଛନ୍ତି.. ତାଙ୍କୁ ଟିକେ ଡାକ 🙏🙏
ମୁଁ ତ କହିବି ସଞ୍ଜୀବ ସାର, ଶତ ପ୍ରତିଶତ ରୁ ଶତ ପ୍ରତିଶତ ଓଡ଼ିଆ ବୁଝୁଛନ୍ତି ସେଥି ପାଇଁ ବହୁତ୍ ବହୁତ ଧନ୍ୟବାଦ୍। ବହୁତ ମହାନ ସଞ୍ଜୀବ ସାର। ସାର ଙ୍କ ବ୍ୟକ୍ତିତ୍ୱ,ଚିନ୍ତାଧାରା ଓ କାମ କରିବା ଶୈଳୀ ସବୁ ଙ୍କ ଠୁ ନିଆରା। ସବୁବେଳେ ପଜଟିଭ ଚିନ୍ତାଧାରା ରଖୁଥିବା ବ୍ୟକ୍ତିତ୍ଵ । ଏହି ପୋଡକାଷ୍ଟ ଟି ଦେଖି ମନ ମୁଗ୍ଧ ହେଇଗଲା । ବହୁତ୍ ବହୁତ୍ ଧନ୍ୟବାଦ୍ ସଂଗ୍ରାମ ସାର ଏହି ପୋଡକାଷ୍ଟ ଟି ପାଇଁ।
ଜୟ ଜଗନ୍ନାଥ 🙏
Bohut hi sundar podcast 😊 Jemiti lagila ame nije sir nka Saha Katha heuthilu❤
Thank you
It feels great seeing odia news channel doing better than Hindi news channels, which revolves around UP,Bihar,MP,RJ etc
Just wow🎉🎉 Ques in odia and ans in hindi ..
GM.... You both sir
It's our pleasure, privilege and proud to get him here. His profession is represented his attitude, behavior and inner attribute. He has great personality.
Bahoot badhia podcast. Hats Off to two great personalities.
Thank you
Thare sangita duniya ra baghuni ....ira mohanty nku dakantu....please ❤
Great podcast 👌👌👍👍 Sangram Sir You are great
Thank you
One of my favourite person 😊
Sangram sir thanku for calling him😊
Sir my favourite man.bahat asani se sab rasoi kardete he..
Excellent 👍 interview with Sanjeev Kapoor 😍🎉
Thnxxx sangram Babu for your lovely podcast and blessings 💓 keep it up 🙏🙏
Thank you
Best podcast with Sanjeev Sir 💐💐💐 Thank you Argus
That's how podcast should be ❤
Bahut bahut badhiya, se nije hin kahile je odia re prasna kara. What is great mindset.
Sanjeev sir is very down to earth 😊 very nice podcast
Thank you
Mahilaon ko leke unka soch bahat achha hai....bahat achhe person hai .... very honest and down to earth person ❤️
Hindi bolne wala odia samajh leta hai tu inha hindi chabati hai 😡
Sangram sir anchoring style bahut vala laguchi
Thank you
A great podcast. Thanks.❤❤❤
Thank you
Thank u for. Inviting. My favourite sanjeev kapoor sir
Namastey sanjeev kapoor sir❤🎉❤
Argus podcast with sangram sir...is just meaningful healthy socialisation ❤🙏
Sanjev Sir you are really great👏👏👏👏 thank you for understanding odia Language...
Nice person sanjeev sir n sangram sir🙏🙏
You are great sir 🙏🙏🙏🙏
ଓଡିଆ ନିଉଜ ଚେନାଲ ମଧ୍ୟ ରେ ସବୁଠୁ ବିରଳ ଅର୍ଗସ ନିଉଜ ଚେନାଲ ବିରଳ ଉପସ୍ଥାପକ ଏଵଂ ବିରଳ ଉପସ୍ଥାପନ,, ଓଡିଆ ପ୍ରଶ୍ନ,, ହିନ୍ଦୀ ଉତ୍ତର ,, ଜୟ ଓଡିଆ ଭାଷା ❤
Best podcast ever 🎉🎉❤❤
Thank you
Sanjeev Sir:nkar bahut talent achhi. Sir namaskar . Jaya Jagannath.
Sangram Babu interview bhari vala lagila thank you
Thank you
Mind blowing ❤
Odia question Hindi answer good job. 👍👌
ଧନ୍ୟବାଦ ଅବିଶ୍ୱାନୀୟ ଓଡ଼ିଆ ବୁଝି ପାରିବାପାଇଁ 🙏🙏🙏🙏
Very nice podcast
Thanks for bringing the legend to your podcast.
Thank you
Bohut sundar podcast👍👍👌
Thank you
Nice podcast, Nice interview Sanjay sir, hatsaup
Thank you
Sanjeev ji r ye katha bahut bhala lagila ki ama ku amara khadya sanskruti upare garva kariba darkar. Odisha basi jo mane bahare rahu chanti semane odiya kahiba v chahantini Jai Utkal.. Jai Jagannath
Great podcast 😅❤ thanks argus team 🎉 , Best wishes for your future both of you 🙏
Thank you
Amazing😱kemiti odia question bujhi .ete sundar answer douchanti..can't believe this🤔🥺
Odia , Asamess,Marathi, Bangali, Hindi language re Similarity achi
Very Very nice interview, namaste Sanjeev babu
Thank you
Very good interview.
Thank you
Bahut sundar hauchi ei karjyakarma mun sabu episode dekhe😮❤❤
Thank you
ବହୁତ୍ ଭଲ ଲାଗିଲା,କିଛି ଶିକ୍ଷା ମିଳିଲା
Thank you
Bahu sundar Sangram Sri , bahut sundar apannankara questions pacharibara tarika ..... Bahut bahut dhanyavad apananku 🙏
Thank you
ଜୟ ଜଗନ୍ନାଥ 🙏🙏🙏 ସଂଗ୍ରାମ ସାର୍ ଆଜିର ପୋଡକାଷ୍ଟଟି ବହୁତ ଭଲ ଲାଗିଲା। ଆମ ଓଡ଼ିଶାର ଲୋକ କିଛି ଶିଖିବା କଥା ଏହି ପୋଡକାଷ୍ଟରୁ ଯେ ଜଣେ ଅଣଓଡିଆ ହୋଇ ମଧ୍ୟ ଓଡ଼ିଆ ଭାଷାକୁ ଭଲ ଭାବରେ ବୁଝି ତାହାର ଉତ୍ତର ଦେଉଛନ୍ତି କିନ୍ତୁ ଆମେ ଓଡିଆ ହୋଇ ମଧ୍ୟ ଓଡ଼ିଆରେ କଥା ହେବା ପାଇଁ କୁଣ୍ଠାବୋଧ କରୁଛନ୍ତି 😂😂।