subhadra yojana in odisha form fill up l how to fill subhadra form l subhadra yojana online apply
Вставка
- Опубліковано 18 вер 2024
- Video about -
subhadra yojana in odisha form fill up l how to fill subhadra form l subhadra yojana online apply
YOUR QUERIES -
subhadra yojana in odisha form fill up
how to fill subhadra form
subhadra yojana online apply
subhadra yojana online apply process
how to fill subhadra yojana form
ସୁଭଦ୍ରା ଯୋଜନା ଫର୍ମ କେମିତି ଭରିବା
Subhadra yojana in odisha for fill up 2024
Subhadra yojana in odisha online apply
Subhadra yojana form download
Subhadra form
subhadra yojana form download
subhadra yojana documents
Subhadra yojana fill up
Subhadra yojana form
ସୁଭଦ୍ରା ଯୋଜନା
Subhadra yojana apply
Subhadra yojana form kipari fill up karba
Subhadra yojana form fill up kipari kariba
ସୁଭଦ୍ରା ଯୋଜନା ଫର୍ମ ଫିଲପ
Subhadra yojana update
Subhadra yojana news today
Subhadra yojana latest news today
Subhadra yojana form fill up odia
Subhadra yojana in odisha form fill up odia
HASTAG-
#subhadrayojanainodishaformfillup
#howtofillsubhadraform
#subhadrayojana
#subhadrayojanaformfillupodia
#subhadrayojanaformfillup2024
#Subhadrayojanaformfillupodia
#subhadrayojanaform
#refreshodisha
#subhadrayojanaonlineapply
#subhadrayojanaodisha
#subhadrayojanaformdownload
#refreshodisha
ଭିଡିଓ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ 🙏♥️
nice bro video .❤
Thank you so much nayagarh
ବହୁତ୍ ବହୁତ୍ ସ୍ବାଗତ ଭାଇ ♥️
Hello English form fill up kariki pachhapate odia re signature haba ta❤
କିଛି ଅସୁବିଧା ନାହିଁ ହବ
@@RefreshOdisha thank you ❤️❤️
ଆଧାର ରେ ଯେଉଁ ମୋବାଇଲ ନମ୍ବର ଲିଙ୍କ ଥିଲା ମୋବାଇଲ୍ ହଜି ଯାଇଛି କଣ କରିବାକୁ ପଡ଼ିବ ଉପାୟ ଦିଅନ୍ତୁ ।
ଆପଣଙ୍କର ଯୋଉ ସିମ୍ ହଜି ଯାଇଛି ଶୀଘ୍ର ସିମ ରିଟେଲର ପାଖକୁ ଯାଇ ସିମ ବାହାର କରିଦିଅନ୍ତୁ ଭଲ ହେବ
Adhar centre ku Jai abi jeuin number achhi link Kara hei jiba
Nua no add Kari heba Mora nua no add karithhili Mora heigala
Keonjhar
ନାମ ଯଦି ଆଧାର ରେ small ଥିଲେ capital ହିଁ ଲେଖିଲେ ଚଳିବ ତ
ହଁ ସବୁ ଅକ୍ଷର CAPITAL ରେ ଲେଖନ୍ତୁ
Thank you bro
ଆପଣଙ୍କୁ ବହୁତ୍ ବହୁତ୍ ସ୍ବାଗତ ଭାଇ 🙏♥️
ସବୁତକ ଛାଡିକି ତଳେ ଲେଖିଲେ ହବ କି title
ଲେଖିଲେବି ଚଳିବ
ଦୁଇଟି box କୁ ଛାଡ଼ି କି ଲେଖନ୍ତୁ
@@RefreshOdisha tq
Thank you brother❤️❤️❤️
Sir more Aadhar card address alga and bank book address alaga kintu phone number link same acchi kichi problem habni ta sir aapana kuhatu please
କିଛି ହବନି ଏବେ ପାଇଁ ବ୍ୟାଙ୍କ୍ ଖାତା ରେ କଣ ଅଛି ଜାଣିବାର ନାହିଁ କେବଳ ବ୍ୟାଙ୍କ୍ ରେ ଆଧାର କାର୍ଡ ଲିଙ୍କ ଥିବା ଦରକାର ସବୁ ଆଧାର କାର୍ଡ ଅନୁଯାୟୀ ହେବ 🙏
Thank you so much ❤
C
Sir mu capital and small letter use kariki lekhichi kichhi problem heba ki??
ସବୁ CAPITAL Letter ଲେଖିବା କଥା କିନ୍ତୁ ଚଳିବ
ଯଦି ଆଉଗୋଟେ ଫର୍ମ ଅଛି ତାହେଲେ ସେଥିରେ ଫିଲପ୍ କର
Sir maro municipality kintu 10no fillup kari deichi subhadra jojana miliba nhi ki bhai please kuontu
ଡରିବାର କିଛି ନାହିଁ ମିଳିବ ସବୁ ଆଧାର କାର୍ଡ ଅନୁଯାୟୀ ହେବ
Pls reply diontu
Sir urban local body re kn lekha heba plz reply
ତୁମର municipality ର ନାମ ନହେଲେ Local area ର ନାମ
@@RefreshOdisha
Mane Bhai Berhampur Municipal Crop. Amiti Lekhibu Na
Only NAC Kimba Municipal Crop Lekhi Dele Haba Sei Jagare(ULB)
Navrangpur Jila
ସୁଭନ୍ଦ୍ରା ଫର୍ମ ଗୋଟିଏ. ଅକ୍ଷର ଭୁଲ ହୋଇଯାଇଛି କ'ଣ ହେବ
କିଛି ହବନି ଯଦି ନାମ ଭଲଭାବରେ ଲେଖିଛ
Sir English formfilop korichi abedanakari odiare sine koribo chaliba
ହଁ କିଛି ଅସୁବିଧା ନାହିଁ ଚଳିବ
Jadi pita kimba pati Na nama na thae tebe kn kariheba😢
Swamira nama lekhidiantu pare update karidebe kichhi habani
District - ku mu small letter re lekhi deichi
Bank name bi small letter re lekhi deichi kn problem haba ki
ନାହିଁ ଭାଇ କିଛି ଅସୁବିଧା ହବନି 🙏
Thank you bhai
😂😂😂😂 nice
In my aadhar my address is in my village address but I am living in bhubaneswar. I have filled the form of subhadra yojana in my village address. So do I have to submit it in my village or I can submit it in bhubaneswar?
ଆପଣ ଯେଉଁଠି ରହୁଥାନ୍ତୁ ନା କାହିଁକି ଆଧାର କାର୍ଡ ରେ ଯେଉଁ ଠିକଣା ଅଛି ଆପଣଙ୍କୁ ସେହି ଠିକଣା ହିଁ ଲେଖିବାକୁ ପଡ଼ିବ 🙏
@@RefreshOdisha mo aadhar re Puri ra address achi. Mu ebe mo study pain bhubaneswar re rahuchi. Mu bhubaneswar ra mo seba kendra re submit kariparibi ta? Na mate puri jibaku haba submission pain
ନା ଆପଣ ସେଇଠି ଥାଇ ମଧ୍ୟ କରିପାରିବେ ଆପଣ ଫର୍ମ ଫିଲପ୍ କରି ସେଇଠିର ଗୋଟିଏ CSC ସେଣ୍ଟର୍ କୁ ଯାଆନ୍ତୁ ଓ ଅନଲାଇନ କରନ୍ତୁ 🙏
Subscribe ♥️
@@RefreshOdisha thank u so much
ସ୍ବାଗତ ଭାଇ ♥️
Adhar card re swami nka name nahi father nka name achi
Seithu kaha name lekha haba ??
ଯଦି ସ୍ଵାମୀଙ୍କ ନାମ ନାହିଁ ତେବେ ଆପଣ ବାପାଙ୍କ ନାମ ଲେଖି ପାରିବେ କିଛି ଅସୁବିଧା ନାହିଁ ♥️
DBT link bank account debe pahila check karibe tapare debe
Sir anusuchita jati re form ti padigola mara OBC cast kn kariheba
ଯଦି ଆପଣଙ୍କ ପାଖରେ ଆଉ ଫର୍ମ ନାହିଁ ତେବେ ସେଇଟା ଭୁଲ କରି ସାଧାରଣ ରେ ଟିକ ଦିଅନ୍ତୁ 🙏
AC .NO _ Nadele kemiti paisa asiba sir
ଆଧାର କାର୍ଡ ଆକାଉଣ୍ଟ ନମ୍ବର ସହିତ ଲିଙ୍କ ଥିବା ଦରକାର
ଆକାଉଣ୍ଟ ନମ୍ବର ନଦେଲେବି ଖାତାକୁ ଟଙ୍କା ଆସିବ🙏
Jayant bank account heba naa naahi
ହେବା କଥା ଆପଣ csc ସେଣ୍ଟର୍ ରେ ପଚାରି ଦେଖନ୍ତୁ 🙏
Aadhar card re bayasha kameile haboki nae upaya tke diooo antu sir
Nai bhai bayasa kamei haba ni bayasa real ta hi lekhibaku padiba 🙏
Ippb account achhi SBI nahi mu lekhi paribi ippb haba ki
Jadi hitadhikarinkara pakhare aadou bank nahi apana deiparibe kintu alaga bank dele bhala heba
@@RefreshOdisha thanks 👍 bro
UGB bank account heba naa naahi
ହେବ
Sir mu bank name lakhini kichi asubidha haba ki
ଲେଖିବା କଥା ନା ଭାଇ
ଚଳିବ କିଛି ନ ହେବା କଥା
Sabu capital letter re lekha heba
Haba kintu signature jemiti dianti semiti debe
Aadhaar card re father name nahi ki husband name bi nahi kn subhadra apply karihaba ki
ଆପଣ ସ୍ୱାମୀର ନାମ ଲେଖିଦିଆନ୍ତୁ ପରେ ଆଧାର ଅପଡେଟ କରିଦେବେ ଯଦି ଫର୍ମ ଚଳିବନି କହିବେ ଆଉଗୋଟେ ଡାଉନଲୋଡ କରି ପ୍ରିଣ୍ଟ କରିଦେବେ
ଭାଇ ମୁଁ ଏହି ଫର୍ମରେ ଆକାଉଣ୍ଟ ନଂ ଲେଖିଛି ମୁଁ କଣ କରିବି ଭୁଲ ହେଇଯାଇଛି ଉପାୟ କରିବି
ଆପଣ ଆଉ ଗୋଟିଏ ଫର୍ମ ମାଗନ୍ତୁ ଯଦି ନଦେବେ ସେଇଟାକୁ ଭୁଲ କରି ବ୍ୟାଙ୍କ୍ ନାମ ଲେଖ ଯଦି ହେବନାହିଁ କହୁଛନ୍ତି ଆପଣ ଡାଉନଲଡ୍ କରି କଲର୍ ପ୍ରିଣ୍ଟ କରନ୍ତୁ 🙏
Bhai jau dino form fhilop karibi sei dino ro date lekhibi ,naa jau dino aplay karibaku nei jibi sei date lekhibi
ଆପଣ ଏବେ ଫର୍ମ ଟି ଫିଲପ୍ କରିଦେଇଥାଆନ୍ତୁ କେବଳ ସେଇ date କୁ ଛାଡ଼ି କି ଜୋଉ ଦିନ apply କରିବେ ସେଇଦିନ date ଟି ଲେଖିଦେବେ 🙏
Sir aadhar link number ti jadi alternative number re fill up karajae tebe kichhi problem haba ki
ଦେବାକୁ ଚେଷ୍ଟା କର ଅଲଗା ନମ୍ବର ଯଦି ଆଦୌ ନାହିଁ
ତାହେଲେ ଦେଇ ଦିଅନ୍ତୁ
Bank re adhar link ochi kahuchonti kintu Bank sedding re amo ku kalaga bank ra nama dekhauchi kn kariba
Kichhi asubidha nai
@@RefreshOdisha Bhai mor adhar re gote no . Ochi Bank account re alaga no ochi kichi asubidha hebo ki from. Pokei bare
ନାଇ କିଛି ବି ଅସୁବିଧା ନାହିଁ
ଫର୍ମ ଆବେଦନ କରିପାରିବେ 🙏
Bhai adhar card link thiba number mu bikalpa number re bi same lekhideichi kn rejected hei jiba ki kichi p re problem heba ki please reply
ଯଦି ଆପଣଙ୍କ କିମ୍ବା ପରିବାରର କାହାରି ପାଖରେ ନାହିଁ ତେବେ ସେହି ନମ୍ବର ଦେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ 🙏
Thanks bhai
Jadi Father death heigala pare prathame late lagai padiba ki nahi
ଯଦି ସ୍ୱାମୀର ନାମ ଅଛି ତେବେ ସ୍ବାମୀ ର ନାମ ଲେଖ
ନାଇ late ନ ଲେଖିଲେ ବି ଚଳିବ
Capital later ନା small later ରେବି ହବ
Capital letter ରେ ଲିଖିଲେ ଭଲ ହବ
IPPB bank hobo na nai please reply
ମୋ ହିସାବରେ ଆପଣ ଅନ୍ୟ କୌଣସି ଗୋଟିଏ ବ୍ୟାଙ୍କ୍ ଖାତା ଦିଅନ୍ତୁ 🙏
Urban local body kn lekhibu????
ଯଦି ଟାଉନ ରେ ରହୁଛନ୍ତି ଆପଣଙ୍କର Local area ର ନାମ ନହେଲେ municipality ର ନାମ
Jadi DBT link India post payments re achi ta hele bank name ra kau bank deba??????
ଆପଣ ଅଲଗା ବ୍ୟାଙ୍କ୍ ଦିଅନ୍ତୁ ଭିଡିଓ ରେ ଯେପରି କୁହା ହୋଇଛି ଯଦି ଆପଣ ippb ବ୍ୟାଙ୍କ୍ ଦେବେ ତାହେଲେ କିଛି ଅସୁବିଧା ହୋଇପାରେ
Mo name lekhiba ku jaga hauni😂 kn karibi😂
Box ବାହାରେ ଅକ୍ଷର ଛାଡ଼ି ଛାଡ଼ି ଲେଖ ନହେଲେ ଆଉ କଣ କରିବ
@@RefreshOdisha hmmm 🥺
Jahar Adhar re bapa ki Swami name nai se Kan Kariba .se line ta chhadi deba ki Kan kariba
ଭାଇ
ବାପା ର ନାମ ନହେଲେ ସ୍ବାମୀ ର ନାମ ନହେଲେ କେମିତି ହବ ସେଇଟା ନିହାତି ଦରକାର 🙏
Sir. Account passbook name vul achhi ..adhara card saha alaga achhi kichhi problem achhi ki sir
ନାଇ କିଛି ଅସୁବିଧା ନାହିଁ ଯଦି ବ୍ୟାଙ୍କ୍ ଆକାଉଣ୍ଟ sahita ଆଧାର କାର୍ଡ ଲିଙ୍କ ଅଛି
Subscribe ♥️
@@RefreshOdisha tq u
Amaku ta gote form milichi apana ta 3 ta form rakhichanti
ନା ଭଉଣୀ ସେଇ ଗୋଟେ ଫର୍ମ ହିଁ ଦରକାର ଆପଣଙ୍କୁ ଡରିବାର କିଛି ନାହିଁ 🙏
Plzz kuhantu mora form bhul heigala mu aau thare form kouthu paibi
ପୁଣି ଗୋଟେ ଫର୍ମ ମାଗିବ ଯଦି ନଦେଲେ ଅନଲାଇନ ରୁ ଗୋଟେ ପ୍ରିଣ୍ଟ କରିଦେବ
Subscribe ♥️
ଭାଇ ମୁ ଆକାଉଂଟ ନଂ ଲେଖିକି ଧଳା ପେନ ରେ ଲିଭେଇଛି କଣ କରିବି
ଆପଣ ଅନ୍ୟ ଗୋଟିଏ ଫର୍ମ ମାଗନ୍ତୁ ଯଦି ଦେବେନାହିଁ ଆପଣ ଅନଲାଇନ ରୁ ଗୋଟିଏ ଫର୍ମ କଢ଼ିନିଅନ୍ତୁ ଯଦି ସେଇଟା ବି ନହୁଏ ଆପଣ ସେହି ଧଳା ହୋଇଥିବା ହାଗରେ ବ୍ୟାଙ୍କ୍ ନାମ ଲେଖନ୍ତୁ ♥️
Sir local body re NAC ra name lekhiba ki?
ଆପଣ ଲେଖିପାରିବେ
Bhaiii.. Account re gote number link ochhi aau Aadhaar card re aau gote number. Aadhaar card re jou number ochhi sei no. mu form re deichhi.. Semiti hobo toh na Aadhaar re jou number ochhi sei number hin passbook sohito link koribaku podibo ????
ଭାଇ ଆପଣଙ୍କର ଆଧାର କାର୍ଡ ରେ ଜଉ ନମ୍ବର register ଅଛି ସେଇ ନମ୍ବର ଫର୍ମ ରେ ଲେଖ
Bhai nije signature karibaku padiba gi
Hm sehi mahilara signature hi darakar
Sir mo name re mu mo name au title majhire gap na dei lekhichi kichi asubidha habaki plz kuhantu sir
Bhai gap deba nihati dara kara gap nadele kemiti janibe kouta name or kouta surname
Aadhar link mobile number sange alternative number bhi same dele heba ki nahi
ହବ ଯେ ଅନ୍ୟ mobile number ଦେବା ପାଇଁ ଚେଷ୍ଟା କର
@@RefreshOdisha mobile number adhar re link nahi ta Sethi pai form re lekhi deli new form nei ki karile haba ki
ଯଦି ଉଭୟ ରେ ଆଧାର ରେ ଲିଙ୍କ ଥିବା ମୋବାଇଲ ନମ୍ବର ଯଦି ଲ 3କହିଛନ୍ତି ତେବେ କିଛି ଅସୁବିଧା ନାହିଁ ଆପଣ ଫର୍ମ ବଦଲାଇବା ଦରକାର ନାହିଁ
Bhai mora bank account re gote number achi aau aadhaar re gote number achi tahale kana karibi
କିଛି ଅସୁବିଧା ନାହିଁ ଆପଣଙ୍କର ଆଧାର କାର୍ଡ କେବଳ ବ୍ୟାଙ୍କ୍ ଆକାଉଣ୍ଟ ରେ ଲିଙ୍କ ଥିବା ଦରକାର
Mayurbhanj
Please subscribe ♥️
Bhai adhara cada gote jaga r oou banka ac oou gote jaga r kiche pb heba ki
Kebala Bank re aadhaar card link thiba darakara
@@RefreshOdisha ok
Sir my singnatuer capital lekhi deichho
ନା ହବନି signature ଆପଣ ଯେମିତି ନାମ ଲେଖନ୍ତି ସେମିତି ସାଧା ଲେଖନ୍ତୁ
Bank.account.re.mobile.number.llik.nhi.problem.habaki
ବ୍ୟାଙ୍କ୍ ଆକାଉଣ୍ଟରେ ମୋବାଇଲ ନମ୍ବର ଲିଙ୍କ ନହେଲେ ବି ହବ
Kha bibhaga ti purana na karile chalibani
ଭାଗ ଖ ରେ ସବୁ ଟିକ ମାରିବେ
sabu letter capital letter re lakhiba
adhar card re sabu capiral nahi
କିଛି ଅସୁବିଧା ନାହିଁ ସବୁ CAPITAL LETTER ରେ ଲେଖନ୍ତୁ
Please subscribe ♥️
Bhai Pradhan Kan tala line re lekhi hebani .PRA. DHAN Emiti kai lekhile
ଭାଇ ଯଦି ନାମ ଟା ବଡ଼ ହୋଇଥିବ ତାହେଲେ ତଳ ଲାଇନ୍ ଟା ଲେଖିବେ ଯଦି ନାମ ଟା ଛୋଟ ତାହେଲେ କାହିଁକି ତଳ ଲାଇନ୍ ଲେଖିବେ 🙏
@@RefreshOdisha thank u bhai
Bhai aadhaar card re swamira naam naei, bapa naam achii bartmaan bapa nahenti tebe kan lekhibau padiba 😮😮😮
କିଛି ଅସୁବିଧା ନାହିଁ ବାପାର ନାମ ଲେଖ
Thanks
Rasan kard kn nihai darakar
ନା
Bhai aadhar card re mobile number llik karithibara jadi hajijaichhi karithibara jadi hajijaichhi ame kouta nambar lekhibi Bhai tk kuhantu
ଦେଖ ଭାଇ ପ୍ରଥମେ ଆପଣ ଆଧାର ଆଧାର ସେଣ୍ଟର୍ କୁ ଯାଇ ଏବେ ଆପଣଙ୍କର ପାଖରେ ଥିବା ମୋବାଇଲ ନମ୍ବର କୁ ଅପଡେଟ କରିଦିଅନ୍ତୁ। ଗୋଟିଏ ସପ୍ତାହରେ ଅପଡେଟ ହୋଇଯିବ ଲ ସେପର୍ଯ୍ୟନ୍ତ ତ ଲାଷ୍ଟ date ବି ଯାଇ ନ ଥିବ
ଆପଣଙ୍କର ପରସନାଲ ନମ୍ବର ଦିଅନ୍ତୁ ଯୋଉଟା ଆପଣ ବ୍ୟବହାର କରନ୍ତି
ଏବେ ସରକାରଙ୍କର ନୂଆ ନିୟମରେ ଆଧାର ରେ ମୋବାଇଲ ନମ୍ବର ଲିଙ୍କ ନହେଲେବି ହେବ ଆଖି ଓ ଆଙ୍ଗୁଠି ରେ Authentication କରି
ଡରିବାର କିଛି ନାହିଁ ଭାଇ ♥️
Bhai local body re nija sahi name lekhihaba
ଯଦି ଆପଣ ଟାଉନ ରେ ରହୁଥିବେ ତାହେଲେ ଲେଖି ପାରିବେ
Sir,mu,form,abedanakarisarichhi,formvarilibele,rbl,bankre,mobile,link,baharuchhi,kintu,mara,acaunt,bank,of,borodara,achhi,ebe,bankofborodare,link,Kari,rblku,Kati,Habana,nahin,naheleta,rbl,accauntre,tanka,padijiba,dayakari,sir,replay,debe
ଦେଖ ଭାଇ ଆପଣଙ୍କର ଆଧାର କାର୍ଡ ଜଉ ବ୍ୟାଙ୍କ୍ ରେ ଲିଙ୍କ ଥିବ ସେଇ ବ୍ୟାଙ୍କ୍ ରେ ଟଙ୍କା ପଡ଼ିବ ଆପଣଙ୍କର ବ୍ୟାଙ୍କ୍ ହିସାବରେ କି ମୋବାଇଲ ନମ୍ବର ହିସାବରେ ଟଙ୍କା ପଡ଼ିବନି
Please subscribe ♥️
Sir,rbl,bankta,privet,bank,Marta,ehi,bankre,account nahin,tanka,kemiti, uthaebi,formre,bank,of,boroda,lekhichhi,ehi,accauntre,mobile,nomber,link,kale,Habana,nahin
ଭାଇ ତୁମକୁ କହିଲି ପରା ଆକାଉଣ୍ଟ ରେ ମୋବାଇଲ ନମ୍ବର ଲିଙ୍କ ନୁହଁ ଆକାଣ୍ଟାଣ୍ଟ ରେ ଆଧାର କାର୍ଡ ଲିଙ୍କ ଥିବା ଦରକାର ଓ ଆଧାର କାର୍ଡ ରେ ମୋବାଇଲ ନମ୍ବର ଲିଙ୍କ ଥିବା ଦରକାର
Sambalpur
Thank you ♥️
Sir ଆଧାର କାର୍ଡ ବ୍ୟାଙ୍କ account ରେ ମୋବାଇଲ ନଂ କେମିତି ଲିଙ୍କ ହେବ
ଏଇଟା ଆପଣ ବ୍ୟାଙ୍କ୍ କୁ ଯାଇ କରିବେ
ବାହାରେ କୌଣସି ସ୍ଥାନରେ ହେବ ନାହିଁ
କେତେ ଦିନରେ କରିବେ ବ୍ୟାଙ୍କ ରେ ମୋବାଇଲ ନମ୍ବର ଲିଙ୍କ
ଆପଣ request କଲେ ଦରକାର ଅଛେ କହିଲେ ସଙ୍ଗେ ସଙ୍ଗେ ହୋଇଯାଏ ନହେଲେ ୨୪ ଘଣ୍ଟା ଭିତରେ ହୋଇଯାଏ
ଧନ୍ୟବାଦ sir
Please subscribe ♥️
Sir adhaar card re gote mobile number Bank account re alaga number heba ki sir 😮😮
Please reply
ହଁ ଚଳିବ ଭାଇ ଆପଣଙ୍କର ଆଧାର କାର୍ଡ ରେ ଜଉ ନମ୍ବର ଅଛି ସେଇଟା ଫିଲପ୍ କର ଓ Alternative Mobile number ଜାଗାରେ ବ୍ୟାଙ୍କ୍ ରେ ଜଉ mobile number ଅଛି ସେଇଟା deba
Please subscribe ♥️
Thank you
You are welcome brother ♥️
New adhar card re tuma name chhada husband ki father name mention heiki asunu ta 3 no re kan fill kariba ?
ସ୍ବାମୀ କିମ୍ବା ବାପାର ନାମ ନିହାତି ଦରକାର ଆପଣ ଆପଣ ସେଇ box ଟା ଖାଲି ଛାଡ଼ି ଦେଇ ଥାନ୍ତି ଅନଲାଇନ କଳା ସମୟରେ csc ଅଧିକାରୀ ଆପଣଙ୍କୁ suggestion ଦେବେ
@@RefreshOdisha apana kn csc adhikari nuhanti ?
ଆମ ଏପଟେ ଆଧାର କାର୍ଡ ରେ ସମସ୍ତଙ୍କର ବାପାଙ୍କର ନାମ ନହେଲେ ସ୍ବାମୀଙ୍କର ନାମ ଅଛି ଆପଣଙ୍କର ତ ସଂପୂର୍ଣ୍ଣ ଅଲଗା ସମସ୍ୟା
@@RefreshOdisha achha thik
Adhar card not Mobile no
Face ରେ ନହେଲେ fingerprint ରେ ହୋଇଯିବ
Bhai account re gote number link achhi aau aadhar re gote number emiti hele haba ta
ହବ ଆପଣ ଆଧାର କାର୍ଡ ରେ ଯୋଉ ମୋବାଇଲ ନମ୍ବର ଅଛି ଆପଣ ଫର୍ମ ରେ ସେଇଟା ଲେଖିବେ
Thanks sir@@RefreshOdisha
Mora bhul heijaichhi form fillup mu aau thare Ani paribi ki
ପୁଣି ଗୋଟେ ଫର୍ମ ମାଗିବ ଯଦି ନଦେଲେ ଅନଲାଇନ ରୁ ଗୋଟେ ପ୍ରିଣ୍ଟ କରିଦେବ
@@RefreshOdisha kemiti print karibi tike kuhantu plzz
Adhar Kendra re form milipariba ki???
ହଁ ମିଳିବ ଆପଣ ଫର୍ମ ଡାଉନଲୋଡ୍ କରିପାରିବେ
ua-cam.com/users/shortsvb5Edlc7PXw?feature=share
@@RefreshOdisha mu adhar link mobile no deichhi khali bank name bhul lekhichhi
Sir agaru mora adhar card re bapa nka name tila adhar update kalapare bapa nka nai ki swami nka nai kahar name lekibi
ମହିଳା ଆବେଦନ କରୁଥିଲେ ଆପଣ ସ୍ୱାମୀର ନାମ ଲେଖନ୍ତୁ
ଯାହାର ନାମ ଲେଖିଲେ ଚଳିବ କିଛି ଅସୁବିଧା ନାହିଁ 🙏
Mo ma na Odiaa re lekhichhi aau sabu English re lekhichhi kichhi vhul hela ki
Kichhi ta na heba katha
@@RefreshOdisha thank you bhai
Gotea mobile number dele chliba ki 2 jaka re
ତଳ ଥିରେ ଆପଣ ପରିବାରର ଯେକୌଣସି ନମ୍ବର ଗୋଟିଏ ଦେଇଦିଅ
Dasthakha odiare dele chaliba
ଆପଣ ଯୋଉ ଥିରେ ଦସ୍ତଖତ ଦେଲେ ଚଳିବ
Online apply helani
ହବ csc ସେଣ୍ଟର୍ କୁ ଯାଇ କର
Odisha Grama bank dele habani
ବ୍ୟାଙ୍କ୍ ରେ ଆପଣଙ୍କର ଆଧାର କାର୍ଡ ଲିଙ୍କ ଥିବା ନିହାତି ଦରକାର
Amaku gotie page milichhi.ubhaya pate lekha achhi
ମୁଁ କିଛି ବୁଝି ପାରିଲିନି
@@RefreshOdisha Mane form three page ra nuha.gotie page ra ubhaya pate lekhaachhi.front page re format,next page re declaration and signature.
Acknowledgment ta apply pare miliba
ଯଦି ଆପଣଙ୍କର ଠାରେ ସେମିତି ଫର୍ମ ମିଳୁଛି ତେବେ କିଛି ଅସୁବିଧା ନାହିଁ
ହଁ
Acaut no kai
Please kuhantu
ହବ ଭାଇ କିଛି ଅସୁବିଧା ନାଇ ♥️
Sɪʀ ʙʜᴜʟ ʀᴇ sᴛ ᴊᴀɢᴀʀᴇ sᴄ ʜᴇɪᴊᴀɪᴄʜʜɪ Aᴜ sᴄᴀɴʙɪ ʜᴇɪᴊᴀɪᴄʜʜɪ ᴛᴀ ʜᴇʟᴇ ᴋᴏɴ ᴋᴀʀɪʙᴀ
ତାକୁ cross ଚିହ୍ନ ଦେଇ ଠିକ୍ ଜାଗାରେ ଟିକ ଦିଅନ୍ତୁ
ଯଦି csc ସେଣ୍ଟର୍ ରେ ମନା କରିବେ ଏହିଫର୍ମ ଅନଲାଇନ ରୁ ପ୍ରିଣ୍ଟ କରି ପୁଣି ଥରେ ନିର୍ଭୁଲ ଭାବରେ fill up କରିବେ କିଛି ଅସୁବିଧା ହେବନାହିଁ
Kɪɴᴛᴜ ᴀᴘᴘʟʏ ʜᴇɪᴊᴀɪᴄʜʜɪ ᴊᴇ sᴇɪᴛᴀ ᴋɴ ʜᴇʙᴏ
Aᴜ ʀᴇᴄᴇɪᴠᴇ ʙɪ ᴍɪʟɪᴄʜʜɪ
Jetiki vdo post helani .... Kehi jane b odia re fill up kari nahanti ..but epate 90% loka odia re fill up karichanti😅
ଆରେ ନାହିଁ ଭାଇ ଚେନେଲ୍ ରେ ଓଡ଼ିଆ ରେ ବି ଭିଡିଓ ବନେଇଛି ମୁଁ ଜଣିକି
ua-cam.com/video/VwI6-8_Q1K4/v-deo.html
@@RefreshOdisha 🫡
Nk
Oda number kamite janibe
କିଛି ବୁଝି ହେଲାନି
Odisha bank account nhi andhra pradesh Bank account Haba na nhi
Heba katha
@@RefreshOdisha haba na nhi
Thank you bhai