Sir apana bahut bhagyaban ki apananku bhagawan dekha deuchanti. Apananka episode ku mu apekhya karithai..Bahut dhanyabad nija jibani bisayare kahuthibaru...
Pranam Bibhu Mausa 🙏, apana nka anubhuti suni mana re ananda au biswas badhijae j satare Jagannathe achanti, emiti apananku o ama mananku Kalia ashirwad dei samasta bipada ru rakhya karuthau.. apana jane mahan sadhu santha thile purba kou janma re bodha hue, apana nka pada padma re pranam karuci🙏🙏🙏
Today I got time see your further half topic and found the people who nows you very well how they are behaved at your critical situation. You have strong heart on which you have sustained. Same time your brain did not function to call Lord Jaganath to give shelter. You have forgotten God due excessive panic. In critial situation, you remained cool was your + point. You are hard task master.
ସତ୍ୟପ୍ରକାଶ କରିଥିବାରୁ ତମେ ଯେଉଁ ଦୁରଦ୍ଦଶା ଭୋଗ କରିଛ,ସେଥିପାଇଁ ମୁଁ ସମବେଦନା ଜ୍ଞାପନ କରୁଛି!"ମିଛ ମହାମ୍ଢା"ରେ ପ୍ରକାଶିତ ତଥ୍ୟ କ୍ରମଶଃ ସତ୍ଯ ହେଉଛି,ଏଥିରେ ନିଜକୁ ଗର୍ବାନ୍ବିତ ମନେ କରିବା ଉଚିତ୍ !!
ବିପଦ ସମୟ ଯେ ପ୍ରଭୁ ଜଗନ୍ନାଥଙ୍କର ପରୀକ୍ଷା ଏବଂ ଆପଣଙ୍କ ଭଳି ଜଣେ ଯୋଗଜନ୍ମାଙ୍କୁ ପ୍ରଭୁ ଉଦ୍ଧାର କରିଲେ , ଏହା ଆମମାନଙ୍କ ପାଇଁ ଏକ ଶିକ୍ଷଣୀୟ ବିଷୟ
ସତ୍ଯ କିଛି ସମୟ କଷ୍ଟ ଦେଇଥାଏ ମାତ୍ର ସତ୍ଯ ଅପରାଜୟ ଅଟେ।
ବହୁତ ଆଗ୍ରହ ସହକାରେ ଅପେକ୍ଷାରେ ରହିଲୁ ତା ପରବର୍ତୀ episode ପାଇଁ. 🙏🏿
ପ୍ରଭୁ ଜଗନ୍ନାଥ ଆପଣଙ୍କ ସହ ଯେଉଁ "ଧୈର୍ଯ୍ୟର ପରୀକ୍ଷାର ଖେଳ" ଖେଳିଥିଲେ, ଦ୍ୱାପର ଯୁଗରେ ଭରି କୁରୁସଭାରେ ଦ୍ରୌପଦୀର ମାନ ରକ୍ଷା ପୂର୍ବରୁ ତାଙ୍କ ସହ ଶ୍ରୀକୃଷ୍ଣ ଯେଉଁ ସମର୍ପଣ ର ପରୀକ୍ଷା କରିଥିଲେ ଠିକ ମୋତେ ସେୟା ମନେହେଉଛି ||
🌹🙏ଜୟ ଜଗନ୍ନାଥ🙏🌹||
ପ୍ରଣାମ ସାର୍ 🙏🏾 🙏🏾
ମାମୁଁର ଅନ୍ୟନାମ ହେଉଛି କଂସ ଓ ଶକୁନୀ
ବହୁତ ରୋମାଞ୍ଚକ ମର୍ମସ୍ପର୍ଶୀ ଜୀବନୀ କାହାଣୀ ❤
Sir I am proud of you waiting for listening next episode
ଜୟ ଜଗନ୍ନାଥ, ଆପଣଙ୍କୁ କାଳୁ ପରୀକ୍ଷା କଲେ,ଓ ଉଦ୍ଧାର ମଧ୍ୟ କରିଥିଲେ
🙏🙏ଜୟ ଜଗନ୍ନାଥ ସାର୍ ,ଆପଣ ବହୁତ୍ ନିର୍ଭିକ, ଆଉ ସ୍ପଷ୍ଟ ବାଦୀ 🙏🙏
ବହୁତ ଭଲ ଲାଗିଲା
ଆପଣ ଙ୍କୁ କୋଟି କୋଟି ପ୍ରଣାମ sir
ବହୁତ ଭଲ ଲାଗୁଚି ଆପଣ ଏହି ପରି କହିଚାଲନ୍ତୁ
Next episode ଅପେକ୍ଷା ରେ ରହିଲି.
ଜୟ ଜଗନ୍ନାଥ 🙏🙏🙏🙏
ଜୟ ଜଗନ୍ନାଥ ଆପଣଙ୍କ ଭଳି ନିର୍ଭୀକ ଆଉ ସ୍ପଷ୍ଟ ବାଦୀ ବ୍ୟକ୍ତି ଆଜିକା ଦିନରେ ନାହାଁନ୍ତି କହିଲେ ଚଳେ ।
Jay Jagannath
Jay Gurudev
ଆପଣ ଜଗନ୍ନାଥଙ୍କ ପରମ ଭକ୍ତ।
ମହାପ୍ରଭୁଙ୍କ ଅସୀମ କୃପାରୁ ଆପଣ ଏମିତି ଭଗବାନ ଙ୍କ ଲୀଳା ପ୍ରଚାର ଓ ପ୍ରସାର କରି ଚାଲିଥାନ୍ତୁ ।
ଦୀନବନ୍ଧୁ ହିଁ ଏ ଭବସାଗରରେ ଏକମାତ୍ର ବନ୍ଧୁ
❤ଜଗା ହିଁ ସର୍ବ ଶ୍ରେଷ୍ଠ ଭରସା ।ଆପଣଙ୍କ ଅଙ୍ଗେ ଲିଭେଇ ଥିବା କଥାର ପ୍ରାଞ୍ଜଳ ଓ ନିର୍ଭୀକ ଉପସ୍ଥାପନା ଶୁଣି ଲୋମ ଟାଙ୍କୁରି ଉଠୁଛି । ଆପଣଙ୍କୁ ପ୍ରଣାମ ଓ ଅଭିନନ୍ଦନ ଓ ଅନେକ ଅନେକ ଧନ୍ୟବାଦ ।ଏ କଥା ଜୀବନର ସର୍ବଶ୍ରେଷ୍ଠ କାହାଣୀ ।
ବହୁତ ହୃଦୟସ୍ପର୍ଶୀ ଜୀବନ କାହାଣୀ 🙏🙏🙏
ଯିଏ ସତ୍ୟ ରେ ଅଛନ୍ତି, ସତ୍ୟ ତାଙ୍କୁ ରକ୍ଷା କରିବ ଡ଼କ୍ଟର ବିଭୁଦରଞ୍ଜନ ସତ୍ୟ ସହିତ ସାଲିସ କରି ନାହାନ୍ତି 🌹🌹
ଲାଗୁଚି ସୁବାଷ ବୋଷ ଙ୍କ କାବୁଲ ଜର୍ମାନ ଜାପାନ ଯାତ୍ରା ପରି ରୋମାଞ୍ଚକର ତଥ୍ୟ. ଧନ୍ୟବାଦ ବୀର ସଭରକର ଭଳି ସମୁଦ୍ର ଲଙ୍ଘିଥିବା ମଣିଷ ଆପଣ ଭିତରେ ଜୀବିତ.
Keshab Ch. Sahu - A heart touching personal experience incident to remembered for the days to come. Thanks a lot.
ଗୁରୁଜୀ ପ୍ରଣାମ। ଗୁରୁଜୀ ଶତ ଶତ ପ୍ରଣାମ ଶ୍ରବଣର ଇଛା କେତେ ବ୍ଯାକୁଳ ଭାଷାରେ ପ୍ରକାଶ କରିହେବ ନାହିଁ।
JAY JAGANNATH ❤
ପ୍ରଭୁ🙏 ଆଗକୁ ଅପେକ୍ଷା
Jay Jagannath Swami nayan patha gami bhaba tume pravu 🙏
Next episode ପାଇଁ ଧର୍ଯ୍ୟ ରହୁନାହିଁ କାଳୁ ଲୀଳା ଆପେଖା ରେ ଜୟ ଜଗନ୍ନାଥ
JAYA JAGANNATH TUMARI KRUPA
.
ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🏵️🌹🍎🌺🍓🌷🍇🏵️🌹🍎🌺🍓🌷🍇🏵️🌹🍎🌺🍓🌷🍇ଜୟ ଜଗନ୍ନାଥ ⭕‼️⭕🙏🏻🙏🏻🙏🏻
❤ଜୟ ଜଗନ୍ନାଥ ❤ 🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଗୁରୁଜୀ 🙏🙏🙏
ଏହା ମହାପ୍ରଭୁଙ୍କ କୃପା ଯୋଗୁ ସମ୍ଭବ ହେଲା ପୋଲିସ କିମ୍ବା ସରକାର ଆପଣଙ୍କ ଟେର ମଧ୍ୟ ପାଉ ନଥିଲା
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
Sir , ଆପଣ ଗୋଟିଏ ଭଲ ବହି ଲେଖି ମଧ୍ଯ୍ଯ କେତେ ହନ୍ତସନ୍ତ ହେଲେ, ଜାଣି ଦୁଃଖ ଲାଗୁଛି । ପରବର୍ତୀ ଅଧ୍ଯ୍ଯାୟ ପାଇଁ ଅଧୀର ଆଗ୍ରହର ସହ ଅପେକ୍ଷା କରି ରହିଲି ସାର୍ 🙏
Joy Sri Jagannath.
ଜୟ ଜଗନ୍ନାଥ🙏 ❤🌹🌹
ବିପଦେ ଚିନ୍ହିବ ବନ୍ଧୁ ଅଭାବେ ଜାଣିବ ପତ୍ନୀ
ପଦ ଚାଲି ଗଲେ ଥରେ ଆଉ କେ ନ ଚି଼ହ୍ନନ୍ତି
ଏତ ସଂସାର ମାୟା
ତଥାପି ଆମେରେ ବାୟା
ଗୁରୁଜୀ ନମସ୍କାର। ସେତେବେଳେ ଆପଣଙ୍କ ହୃଦୟର ଅନୁଭୂତି ବହୁତ ମର୍ମସ୍ପର୍ଶୀ। ଜଣେ ନିର୍ଭୀକ ସ୍ପଷ୍ଟବାଦୀ ହୋଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧନ୍ୟବାଦ। ପରବର୍ତ୍ତୀ ଆଲେଖ୍ୟ କୁ ଅପେକ୍ଷା କରି ରହିଲି। ନମସ୍କାର।
ଜୟ ଜଗନ୍ନାଥ🙏🙏🙏
🌹🌹🌹ଓଁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ ସମର୍ପଣଂ ଚ ମମ👏👏👏👏👏👏
ଜୟ ଜୟ ଜଗନ୍ନାଥ 🌿🌼🙏🏽🛐
ଆପଣଙ୍କ କଥା ନିଚ୍ଛକ ସତ୍ୟ, ଶୁଣିବାକୁ ଭଲ ଲାଗୁଚି, ବହୁତ ହୃଦୟ ବିଦାରକ କଥା, ଆଗାମୀ episod ଅପେକ୍ଷାରେ
ଅଙ୍ଗେ ନିଭା କାହାଣୀ ବହୁତ ସୁନ୍ଦର
Bahut volo laguchi. ❤. Odisa re aponokna pori sposto badi manisa acchanti vabi paruni.
ଆଂଜ୍ଞା, ବହୁତ ଭଲ ଲାଗିଲା
ଦୟାକରି, ଆପଣଙ୍କର ଏହାପରେ କଣ ସବୁ ଘଟଣା ଘଟିଲା ଆଗାମୀ ଅଧ୍ୟାୟରେ ନିଶ୍ଚିତ ଜଣାଇବେ. ପ୍ରଣାମ ସହିତ ରହୁଛି. 🙏🙏🙏
Sir, it is your better & bitter experience to know your nearer & dearer . At that time Lord Jagannath was the only ray of hope. Jai Jagannath.
ଆପଣଙ୍କ ବ୍ୟାଖ୍ୟା ବହୁତ ସୁନ୍ଦର । ସମୟ ଜମା ଜଣାପଡ଼ୁନି । ଧୀରେ ଧୀରେ ଜଗନ୍ନାଥଙ୍କ ଅଲୈ।କିକ ଘଟଣାବଳୀ ଶୁଣିବାର ଇଚ୍ଛା ବଢି ବଢି ଚାଲିଛି।
ଗୁରୁଜୀ ପ୍ରଣାମ
Jai Jagannath 🙏🙏🙏Guru ji Opekhya re rohi lu...
🙏⭕❗⭕🙏 ଜୟ ଗୁରୁଦେବ 🙏 ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ 🙏 ଗୁରୁଦେବ ଜଗନ୍ନାଥ ଆପଣଙ୍କ ପରୀକ୍ଷ ନେଇଥିଲେ ଜଗନ୍ନାଥ ଭକ୍ତ କର ଭକ୍ତ ଜଗନ୍ନାଥ କର ଆପଣ ପ୍ରତିଟି ପରିଖ୍ୟରେ ଆଗକୁ ଆଗକୁ ଯାଉଛନ୍ତି🙏⭕❗⭕🙏
Sir apana bahut bhagyaban ki apananku bhagawan dekha deuchanti. Apananka episode ku mu apekhya karithai..Bahut dhanyabad nija jibani bisayare kahuthibaru...
Jay Sri jagannth swami Jay Sri kalu
Jai jagannath🙏🏼🙏🏼🙏🏼
Really exciting as a detective story. Please carry on as I am becoming more and more inquisitive.
Bahut utkantha madhyare apanka paravidio kuchahin rahili pranam
Jay jagannath 🙏🙏 sir apekhya re rahichu jaldi next episode anibe🙏
Sir yeh video dekhila pare Akire Luha Ashuchi ❤
During the bad time jaganath Pravu save you🙏🙏🙏🙏🙏🌹🌹
Pranam Bibhu Mausa 🙏, apana nka anubhuti suni mana re ananda au biswas badhijae j satare Jagannathe achanti, emiti apananku o ama mananku Kalia ashirwad dei samasta bipada ru rakhya karuthau.. apana jane mahan sadhu santha thile purba kou janma re bodha hue, apana nka pada padma re pranam karuci🙏🙏🙏
ଟିକେ କାଲିକି ସବୁ କହିଦିଅନ୍ତୁ.
Jai jagananth
SIR PRANAM, ATI ROMANHAKAR SIR. AAPANANKU BARAMBAR PRANAM
Really sir heart touching ❤ jai jagannath
Jaya Jagannath ❤❤❤❤excellent
Bahut bhala laguchi
Jai jagannatha ❤
🙏 Jai Jagannath 🙏
badavai apananka anuvuti mo jibanare birat pravab pakeichhi tenu apananku mu guru rupe koti pranam janauchhi
Highly exciting
Romanchakara upanyasa bhali laguchi🙏
ପ୍ରଭୁ ହିଁ ସବୁ କାରଣର କର୍ତ୍ତା। ତେଣୁ ସେ ଆପଣଙ୍କୁ ନିଶ୍ଚିତ ଉଦ୍ଧାର କରିଥିବେ ....
Today I got time see your further half topic and found the people who nows you very well how they are behaved at your critical situation. You have strong heart on which you have sustained. Same time your brain did not function to call Lord Jaganath to give shelter. You have forgotten God due excessive panic. In critial situation, you remained cool was your + point. You are hard task master.
Jaya jagannath Bibhu mausa pranam next video sighra karibe bahuta utkhanthara Saha apekhya karuchi.
Jay Jagannath 🙏🙏🙏🙏🙏🙏
ଆଗାମୀ ଅଧ୍ୟାୟ ଅପେକ୍ଷାରେ ଅତ୍ୟନ୍ତ ଉତ୍ସାହର ରହିଲି । ଜୟ ଜଗନ୍ନାଥ 🙏
Jay jagannath...
ଏଥିରୁ ଜଣା ପଡିଲା ସରକାରି ଚାକିରିଆ ବିପଦ ସମୟରେ କାହାରିକୁ ସାହାଯ୍ୟ କରନ୍ତି ନାହିଁ।
Sir ପ୍ରଣାମ
ସବୁ ମହାପ୍ରଭୁଙ୍କ କୃପା I ମଣିଷ ର ତ ମଣିଷପଣିଆ ର ଅଭାବ, ସେ କେମିତି କାହାକୁ ସାହାଯ୍ୟ କରିବ I ପିତୃତୁଲ୍ୟ ଭାଇ, ଯେ କି ମୋ ଗୁରୁଜୀ ମଧ୍ୟ, ତାଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ପ୍ରତି ଅଛି I ଏକ ସଂଯୋଗ ଦେଖନ୍ତୁ, ଆପଣଙ୍କୁ ମୁଁ ଗୁରୁ ମାନି ନେଇଛି, ଏବଂ ଆପଣଙ୍କ ଭାଇ ମୋ ମହାବିଦ୍ୟାଳୟ ଗୁରୁ ଓ ଭିଣୋଇ ମୋ ସାଙ୍ଗ I ଆପଣଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ 🙏🙏🙏
ସେତେବେଳେ ମୁଁ ଆପଣଙ୍କ ବିଷୟରେ ଓ ବହି ବିଷୟରେ ଜାଣି ବହୁତ ଖୁସି ହୋଇଥିଲି ଆଜ୍ଞା
ଅତ୍ୟନ୍ତ ହୃଦୟସ୍ପର୍ଶୀ
Jay shree jagannath
Sar yei dunia re kehi kahari nuha 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଗୁରୁଜୀ ପ୍ରଣାମ, ଧନ୍ୟବାଦ, ଶୁଣିବାକୁ ଉତ୍କଣ୍ଠା ବଢୁଛି।
ବାଃ ଜାଗାର କଠିନ ପରୀକ୍ଷା
ସୁନ୍ଦର ଲାଗିଲା ପ୍ରଣାମ ସାର୍🙏
Jete sighra hele bhala.....jaimahaprabhu jaijaganatha jaijaganatha
Guruji pranam Jai jagannath
Jay jaganath❤
listened sir. interesting. jai jagannath
Jay shree jagannath swami
Jay jagannath sir waiting for next episode
It is heart touching story
ବହୁତ ପ୍ରତିକ୍ଷା ପରେ EP-184
ଜୟ ଜଗନ୍ନାଥ ସ୍ଵାମୀ 🙏
Waiting for the next..... Jay Jagannath
Very Very interesting Will be awaiting for next video soon
Jay jaganath 🙏🙏🙏💜💜💜🌹❤️❤️❤️ about more ❤❤❤
Kalia ra lila Jay Jagannath. Sir
Baba pranam jayjagarnath apanamkavali loka atekasta paaile kaaluapanakukipari rakhya kale sunibaaku mana aakula heuchhi
Chamatkar incident
ସବୁବେଳେ ଭୁଲ୍ ଲୋକ ହିଁ ଠିକ୍ ଶିକ୍ଷା ଦିଅନ୍ତି।
Adventitious journey🙏
Jay Jagannath
Sir very beautiful experience keep it up
Pranam sir asanta episode ku apekhya kari rahuchi
ସୀତା ରାମ
Very very fearful, full of over suspension. However ALMIGHTY is there WHO can help and solve all problem. Jaya Jaganath, Jaya Jaganath, Jaya Jaganath.
Jay jaganath Swami tuma Charan tale koti koti pranam mahaprabhu