Це відео не доступне.
Перепрошуємо.

`ଆମେ ଦେଖିଛୁ ସୁନା, ରୁପା, ହୀରାର ଦ୍ରବ୍ୟ' || Exclusive Interview With Justice Biswanath Rath ।| Puri |OR

Поділитися
Вставка
  • Опубліковано 5 вер 2024
  • ରତ୍ନ ଭଣ୍ଡାର ଭିତରେ ଘଟିଥିଲା ଅଲୌକିକ ଘଟଣା। ବାହାରେ ଭୀଷଣ ଗରମ ହେଉଥିଲା କିନ୍ତୁ ଦୀର୍ଘ 10 ଘଣ୍ଟା ଭିତରେ କାହା ଦେହରୁ ଟିକିଏ ବି ଝାଳ ବାହାରିନଥିଲା ଆଉ କେହି ରୁମାଲ ବ୍ୟବହାର କରିନଥିଲେ। ଏମିତି କି, ପାଣି କିମ୍ବା ଖାଦ୍ୟ ଗ୍ରହଣ କରିନଥିଲେ। ସିନ୍ଦୁକରେ ଚିକ୍ ଚିକ୍ କରୁଥିଲା ଅଳଙ୍କାର। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଦୀର୍ଘ 10 ଘଣ୍ଟାର ଅନୁଭୂତି ବଖାଣିଛନ୍ତି ରତ୍ନ ଭଣ୍ଡାର ଆଡଭାଇଜରି କମିଟିର ମୁଖ୍ୟ ଜିଷ୍ଟିସ୍‌ ବିଶ୍ବନାଥ ରଥ। Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ExclusiveInterview #JusticeBiswanathRath #Ratnabhandar #Puri #JayJagannath

КОМЕНТАРІ • 67

  • @ramachandrapanipani7424
    @ramachandrapanipani7424 Місяць тому +13

    ଭୋକ ଲାଗିଲାନି । ଏତେ ସମୟ ରତ୍ନ ଭଣ୍ଡାରରେ କାମ କରି ଝାଳ ବି ବୋହିଲାନି, କ୍ଳାନ୍ତି ବି ଲାଗିଲାନି । ଆଠ ଘଣ୍ଟା ଭିତରେ ରହି, ତିନି ଜଣ ୧୦ ଘଣ୍ଟା କାମ କରି ନ ଖାଇ, ନ ପିଇ, ପରିସ୍ରା ବି ନ ଯାଇ ପ୍ରଭୁଙ୍କ କର୍ମ ସମ୍ପନ୍ନ କରିଥିବା ପ୍ରଭୁ କୃପାର ପରିଚାୟକ । ଜୟ ଜଗନ୍ନାଥ !

  • @ramachandrapanipani7424
    @ramachandrapanipani7424 Місяць тому +12

    ଜଷ୍ଟିସ ବିଶ୍ୱନାଥ ରଥ ଭାଗ୍ୟକ୍ରମେ ରତ୍ନ ଭଣ୍ଡାର ଖୋଲିବାରେ ମୂଖ୍ୟ ହୋଇ ଜୀବନ ଧନ୍ୟ କଲେ । ଆଜି ତାଙ୍କ ଉତ୍ତରରୁ କିଛି ଅଧିକ ତଥ୍ୟ ଜାଣିହେଲା । ତାଙ୍କୁ ଆମର କୃତଜ୍ଞତା ଜଣାଉଛି ।

  • @bijayjena9439
    @bijayjena9439 Місяць тому +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @ramachandrapanipani7424
    @ramachandrapanipani7424 Місяць тому +3

    ଏହା ଶୁଣି ଖୁସି ଲାଗିଲା ଯେ ସବୁ ଦ୍ରବ୍ୟର ଗଣତି ଓ ନାମକରଣ କରାହେବ । ରେକର୍ଡ଼ ରହିବା ନିହାତି ଦରକାର ।

  • @nareshdash3796
    @nareshdash3796 Місяць тому

    ଠାକୁର ଙ୍କ କୃପା ରେ ଜଷ୍ଟିସ ରଥ ମହାଶୟ ଙ୍କର ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନର ହେବ ଏ ଆଶା କରିବା ।
    ଜୟ ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ।

  • @prahaladojha5628
    @prahaladojha5628 Місяць тому +1

    ଯଶଷ୍ଠିଇଜ ସାର ଆପଣଙ୍କ ଯାହା କହୁଛନ୍ତି ରତ୍ନଭଣ୍ଡାର ଚୋରିହୋଇଛି ଏଥିପ୍ରତି ସରକାର ସଚେତନ ହୁଅନ୍ତୁ ଜୟ ଜଗନ୍ନାଥ

  • @a.s.d6643
    @a.s.d6643 Місяць тому +10

    Se ତିର jou kahuchha mte ଲାଗୁଚି ସେଇଟା ବୋଧେ ରଘୁନାଥ ବେଶ ର ଧନୁ ସର

  • @saratmishra7100
    @saratmishra7100 Місяць тому +3

    Really true. Believe or not.
    Some one is there, who regulates the movement of earth.
    Great Mohan government, thanks all.

  • @ramachandrapanipani7424
    @ramachandrapanipani7424 Місяць тому

    ଜୟ ଜଗନ୍ନାଥ ! Jay Jagannath!

  • @amlan3049
    @amlan3049 Місяць тому

    A big salute n koti pranam to justice Rath n entire team👏👏👏

  • @sanjaykumarjena5734
    @sanjaykumarjena5734 Місяць тому

    Pranam Ratha Sir,you are great Maha prabhu select you and Padhi Sir and all team

  • @satyasankar1
    @satyasankar1 Місяць тому

    Justice ବିଶ୍ଵନାଥ ରଥ ଜଣେ ଅତି ଭଦ୍ର ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ଵ। ସେ ଯେତିକି କହିଲେଣି ଯଥେଷ୍ଟ କହିଲେଣି।
    ସରକାର ଚାହିଁଲେ ବଡ଼ ଠାକୁରଙ୍କର ସମସ୍ତ ସମ୍ପତ୍ତିର ତଥ୍ୟ ଲୋକଲୋଚନକୁ ଆସିବ।
    ମୋର ଆଶା ଓଡିଶା ର ଲୋକମାଙ୍କର ଉତ୍କଣ୍ଠାର ଅନ୍ତ ହେବ ।

  • @temporaryjs8013
    @temporaryjs8013 Місяць тому +1

    ଜଷ୍ଟିସ ରଥଙ୍କ ବକ୍ତବ୍ୟରୁ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଅସୁରକ୍ଷିତ ଥିଲେ ବୋଲି ସନ୍ଦେହ ହେଉଛି। ସବୁ ଆଲମାରୀ ଓ ସିନ୍ଧୁକ ରେ ତାଲା ନଥିଲା ଅଥବା ଠିକ୍ ଅବସ୍ଥାରେ ନଥିଲା।
    ତେଣୁ ୧୯୭୮ ପରେ ରତ୍ନ ହେରଫେର ହୋଇଥିବା ଆଶଙ୍କା କୁ ଏଡେଇ ଦେଇହବକି?

  • @ramachandrapanipani7424
    @ramachandrapanipani7424 Місяць тому

    ବାଃ ! ସବୁ କିଛି ନୀତି ନିୟମ ପାଳି, ପୂଜକ, ସେବାୟତମାନଙ୍କ ସହାୟତାରେ ରତ୍ନ ଭଣ୍ଡାରର ମରାମତି କରିବାକୁ ସ୍ଥିର କରୁଥିବା ଆନନ୍ଦର କଥା । ସମୟ ଲାଗୁ । ଠିକ୍ ଭାବେ କାମ ହେଉ ।

  • @lizaranibehera7918
    @lizaranibehera7918 Місяць тому

    ଜୟ ଜଗନ୍ନାଥ

  • @Purnimafamilyvlog-bc3uo
    @Purnimafamilyvlog-bc3uo Місяць тому

    ଜୟ ଜଗନ୍ନାଥ 😭😭😭😭😭😭ମହାପ୍ରଭୁ ସବୁ ତୁମ ଲୀଳା ❤️❤️❤️❤️❤️❤️🙏🙏🙏🙏🙏🙏

  • @KirtiSahu-kw9hl
    @KirtiSahu-kw9hl Місяць тому

    Thank you sir ❤

  • @saraswatisahoo5171
    @saraswatisahoo5171 Місяць тому

    ଯଷ୍ଟିସ୍ ରଥଙ୍କ ବକ୍ତବ୍ୟରୁ କାହିଁକି ସବୁ ସଂଦେହ ଲାଗୁଛି। ସରକାର ଦୃଢ଼ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

  • @baisakhinayakofficial
    @baisakhinayakofficial Місяць тому

    Tq sir

  • @ramachandrapanipani7424
    @ramachandrapanipani7424 Місяць тому +4

    ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏପରି ସଂଯୋଗ ନିଶ୍ଚିତ ଭାବରେ ହୋଉଛି । ଜୟ ଜଗନ୍ନାଥ !

  • @chittaranjankhuntia3520
    @chittaranjankhuntia3520 Місяць тому +1

    We are unlucky to see those stories. We don't have any alternative. We have to accept this discussion.

  • @niranjanarukha5864
    @niranjanarukha5864 Місяць тому

    Jay jagannath

  • @haraprasannajena7909
    @haraprasannajena7909 Місяць тому

    Jay shree Jagannath 🙏

  • @asitrout7659
    @asitrout7659 Місяць тому

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @SudarshanParida-pb2wf
    @SudarshanParida-pb2wf Місяць тому +1

    Thank you sir

  • @ramachandrapanipani7424
    @ramachandrapanipani7424 Місяць тому

    ଆଖି ଦେଖା କଥା ମୁଣ୍ଡକୁ ଯିବ, ତୁଣ୍ଡକୁ କି ହାତକୁ ଯିବ ନାହିଁ -- ଏପରି ସଂକଳ୍ପ ନେଇ ରତ୍ନ ଭଣ୍ଡାରର ସ୍ଥାନାନ୍ତରଣ କରିଥିବା ଜଷ୍ଟିସ ବିଶ୍ୱନାଥ ରଥଙ୍କଠାରୁ ଶୁଣି ସମସ୍ତଙ୍କର
    ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପଣ ଭାବ ରହିଥିବା ଭକ୍ତମାନଙ୍କ ପାଇଁ ଆଦର୍ଶର
    କଥା । ଜୟ ଜଗନ୍ନାଥ !

  • @RajeevkumarNayak-br2fm
    @RajeevkumarNayak-br2fm Місяць тому

    JAY Jagannath 🚩 🙏

  • @air-strike3526
    @air-strike3526 Місяць тому +2

    ମୋର ସିଧା କଥା ହେଲା ମୋର ପୁରୀ ପଣ୍ଡା ଙ୍କ ଉପରେ ଟିକେ ବି ବିଶ୍ୱାସ ନାହିଁ । ଏଠି ଆଉ ରାଜା ଶାସନ ନାହିଁ ଯେ ଆଉ ଗୋଟେ ରାଜା attack କରିବ ଆଉ ରତ୍ନ ଭଣ୍ଡାର ଲୁଟି ନେଇ ଯିବ ।
    ୧. ଯଦି ତମେ ପଣ୍ଡା ମାନେ ରତ୍ନ ଭଣ୍ଡାର ଜଗୁଥିଲ ତାହେଲେ ହାତୀ ହାତୀ ରତ୍ନ ଅଳଙ୍କାର ସବୁ କୁଆଡେ ଗଲା??!!!
    ୨. 46 ଦେଶ ର ରତ୍ନ ଖଞ୍ଜିତ ରାଜମୁକୁଟ କୁଆଡେ ଗଲା ??!!!
    ୩. ଯୋଉ ପୁରୁଖା ଓ ବୟୋଜ୍ୟେଷ୍ଠ ଲୋକ ମାନେ ଯିଏ ସ୍ଵ ଚକ୍ଷୁ ରେ ଦେଖିଛନ୍ତି ଯାହା ପୂର୍ବ ତାଲିକା ରେ ଥିଲା ଯେ ଏତେ ରତ୍ନ ଅଳଙ୍କାର ଆଉ ଅଗଣିତ ମୂଲ୍ୟବାନ ହିରା ସବୁ ଆଉ ଅମୂଲ୍ୟ ରତ୍ନ ପଥର ସବୁ ଥିଲା ଯାହା କି ଏବେ ର ଆନୁମାନିକ ମୂଲ୍ୟ ଅନୁସାରେ ଦଶଟା ବମ୍ବେ ସହର କିଣା ଯାଇ ପାରିବ। ସେସବୁ କୁଆଡେ ଗଲା ??!!!
    ୪. କହୁଚ କଣ ସୁଡ଼ଙ୍ଗ ନାହିଁ, ଆମେ ପିଲାବେଳୁ ଶୁଣି ଆସିଚୁ ପ୍ରଭୁ ଲିଙ୍ଗରାଜ ଙ୍କ ସହିତ ପୁରୀ ମନ୍ଦିର ଭିତରୁ connection ଅଛି, ଖଣ୍ଡଗିରି ସହିତ ଅଛି ଆଉ ରାଜ୍ୟ ର ଭିନ୍ନ ଭିନ୍ନ ମଠ ମନ୍ଦିର ସହିତ ଅଛି। କଣ ପାଇଁ ସିଧା ସିଧା ଏସବୁ କଥା କୁ ମନା କରି ଦଉଚ କିଛି ଆଧୁନିକ ଟେ୍କ୍ନୋଲୋଜୀର ଯାଞ୍ଚ ନକରି। ଆଜ୍ଞା ଏଇ ଜମାନାରେ ଆପଣଙ୍କ ଏହି ଜ୍ଞାନ ସମସ୍ତଙ୍କୁ ମୂର୍ଖ ବନେଇ ପାରିବ ନାହିଁ। ସିଧା କଥା ହେଲା ବର୍ତମାନ ରାଜା ହେଲେ ଦେଶର ପ୍ରଧାନମନ୍ତ୍ରୀ ଆଉ ଭାରତ ସରକାର। ଏଥିରେ ସେବାୟତ ମାନେ କେହି ଆମର ଆମର କହି ପାରିବେ ନାହିଁ । ଆମେ କାଳିଆ ସାଆନ୍ତ ଙ୍କର ସମସ୍ତ ରତ୍ନ ଭଣ୍ଡାର ଜିନିଷ ଆମେ ଦେଖିବୁ ଆମର ଅଧିକାର ଅଛି ଆଉ ଏଗୁଡ଼ା କାହା ବୋପା ସମ୍ପତି ନୁହେଁ ଯେ ଥୋଇଲା ଭଳିଆ ମାଡ଼ି ବସିବ । ଜୟ ଜଗନ୍ନାଥ ପ୍ରଭୁ 🙏🚩🚩
    ‼️⭕❗⭕‼️ ଯିଏ ବି ଟିକିଏ ସ୍ବାର୍ଥ ପାଇଁ ବି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରୁ କାଣିଚାଏ ବି ନେଇଥିବ ବା ଲୋଭ କରିଥିବ , ତା ବଂଶ ରେ କେହି ନ ରୁହନ୍ତୁ ଏଇଟା ଅଭିଶାପ ସାଢେ଼ ଚାରି କୋଟି ଓଡ଼ିଆ ଆଉ ବିଶ୍ଵ ର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କ ତରଫରୁ । 🙏🙏🚩🚩🚩🚩🚩🚩🚩🚩🚩 ଜୟ ଜଗନ୍ନାଥ

    • @user-lo2sz9sj7t
      @user-lo2sz9sj7t Місяць тому +1

      ମୋର ୧୦୦୦ ପ୍ରତିଶତ ସନ୍ଦେହ ହେଉଛି । ସବୁ ମୁଖା ପିନ୍ଧା ଲୋକ ଏଠି ଯୋଜନା ଅନୁସାରେ ରତ୍ନ ଭଣ୍ଡାର ଖୋଳ କରା ଯାଇଛି। ASI ଯାଞ୍ଚ ଯଦି ପଣ୍ଡା ମାନେ ପିନ୍ଧିଥିବା ଅଳଙ୍କାର ଠୁ ଆରମ୍ଭ କରାଯିବ ତାହେଲେ ସେଗୁଡା ରତ୍ନ ଭଣ୍ଡାର ର ଜିନିଷ ବୋଲି ମୋର ଧାରଣା।

    • @khirodsahoo9624
      @khirodsahoo9624 Місяць тому

      ଚୋରି କରି ନେଇଗଲେ ରାତାରାତି ଟ୍ରକ୍ ଲଗେଇ। ସବୁ ସୁନା ଇଟା ରତ୍ନ ଅଳଙ୍କାର ଆଉ କିଛି ନାହିଁ।

    • @kumarkhirod0802
      @kumarkhirod0802 Місяць тому

      ସବୁ ଖାଲି କରି duplicate ଚାବି ରଖି ଦେଇ ଆମକୁ ମୂର୍ଖ ବନେଇ ପାରିବ ନାହିଁ।

  • @sibaprasad6972
    @sibaprasad6972 Місяць тому

    Sir perfect katha kahichanti sabu thakura nkara ta tanka sampati ku public Kariba kichi darkar nahi Khali secure rakhantu au jadi chori heichi kichi ta pain investigation Kari proper punishment dia jau jay Jagannatha 🙏

  • @suchitramishra771
    @suchitramishra771 Місяць тому

    Sir ur so patient with journalists Bahut dharjya Saha apana answer karuchanti Seithipain govt apana choose karila ye auspicious kama pain

  • @ramachandrapanipani7424
    @ramachandrapanipani7424 Місяць тому

    ମନ୍ଦିରର ବିଶେଷତ୍ଵ ବଜାୟ ରଖିବା ନିହାତି ଆବଶ୍ୟକ ।

  • @jaggabhai6293
    @jaggabhai6293 Місяць тому

    ଅନ୍ଧ ଭକ୍ତଙ୍କର କଣ ଲାଭ ହେଲା l

  • @ramachandrapanipani7424
    @ramachandrapanipani7424 Місяць тому

    ସବୁ ଠାକୁରଙ୍କ ଅନୁମତି ନେଇ ରତ୍ନଭଣ୍ଡାରରେ ପ୍ରବେଶ କରିଥିବା ଆନନ୍ଦର କଥା ।

  • @amiyabhusanmohanty9737
    @amiyabhusanmohanty9737 Місяць тому

    ଖାଲି ଗପ ଆଉ ଗପ । ଠୋସ ପ୍ରମାଣ ସହିତ ତଥ୍ୟ ଆବଶ୍ୟକ । ନଚେତ #ଗାଲୁଆଙ୍କ_ବାରବାଟୀ_ଚାଷ

  • @ramachandrapanipani7424
    @ramachandrapanipani7424 Місяць тому

    ମାଦଳା ପାଞ୍ଜିରେ ରଘୁନାଥ ବେଶ କଥା ଲେଖା ହୋଉଛି ନା ନାହିଁ ?

  • @ramachandrapanipani7424
    @ramachandrapanipani7424 Місяць тому

    ପ୍ରାପ୍ତ ଚାବିରେ ତାଲା ନ ଖୋଲିବା ସନ୍ଦେହ ଜନକ। କାହିକି ଏପରି ହେଲା ? ସରକାରଙ୍କ ପାଖରେ ଠିକ୍ ଚାବି କଣ ନଥିଲା ?

  • @akshayakumarsahoo7622
    @akshayakumarsahoo7622 Місяць тому

    Please request Sir, how the locks of wooden boxes & almirahs were broken? In the year 1978, all items were locked. Some ornaments have been stolen.

  • @kedarbiswal4575
    @kedarbiswal4575 Місяць тому +2

    ଭିଡିଓ ରେକର୍ଡିଙ୍ଗ କରି ସାର୍ବଜନୀନ ନକଲେ କାହା କଥା ଲୋକଙ୍କ ମନକୁ ପାଇବ ନାହିଁ।
    ମିଡ଼ିଆ ସମ୍ପୃକ୍ତ ରହିବା ଆହୁରି ଭଲ।

  • @nabinbeura3225
    @nabinbeura3225 Місяць тому

    ଖେଳା ଆମ ଆତ୍ମା ସାଥେ

  • @jaggabhai6293
    @jaggabhai6293 Місяць тому

    ଓଡିଶା ର କଣ ଲାଭ ହେବ l

  • @NareshKumarPatra-um3ms
    @NareshKumarPatra-um3ms Місяць тому +1

    Baksara lock jadi bhangi padichhi..tebe kichhi gadbad hoichhi

  • @rayadvocate7711
    @rayadvocate7711 Місяць тому

    In competents, Hiding many more things. It will again create confusuion. when the Padmanav temple treasure could be made public, why not here.

  • @debashisray8693
    @debashisray8693 Місяць тому

    1985 re Biswabhusan babu law minister thile??😃😃😃 Rath sir ta puruna loka..tike mane pakamtu..dayakari

  • @shivaramsahu4000
    @shivaramsahu4000 Місяць тому

    An ornament museum should be in place and this needs to be given as trust to the king and sevayats .the jagannath culture needs to be perpetuated within the ambit of Hindu fold and government needs to hand over lands and assets to a Hindu only self governance sevayat group out side the Endowment govt fold. why should ministers and bureaucracy have access and pilferage is evident including lands in sate and outside the state. people need to be in the know of details dedicated to hindus only at large

  • @gopalmalana7504
    @gopalmalana7504 Місяць тому +1

    Ja gannatah swami

  • @santoshdas101989
    @santoshdas101989 Місяць тому

    Sir nk attitude re ki jana paduchhi kichhi ta problem achhi

  • @santoshpanda303
    @santoshpanda303 Місяць тому

    Se suna kana semiti abhispata hei rahiba

  • @red_7778
    @red_7778 Місяць тому

    Time Khali galu gapa kahucha

  • @IndraPujhari-fd3gi
    @IndraPujhari-fd3gi Місяць тому

    Kahiba khathanahi kolil kaiki

  • @Amit-lt9gl
    @Amit-lt9gl Місяць тому

    Kn pain kahibeni loke janiba pain ete dinaru chanhi basichanti ,BJP ku vote dei chanti sethi pain, kn pain janeibeni lokanka adhikar lokanka thakura nka jinisa

  • @YeresSkevodah
    @YeresSkevodah Місяць тому

    Odisha loke janile problem heijiba kintu bhitare bhitare chori haba ,sarkar lucheibe , setebele kichhi problem naheen. Jagannath bhakta ratnabhandar ra surakhya paeen chinta karuchhanti , semane chora nuhantee.chora manaku bancheiba paeen chesta karantu naheen.ratna bhandara ra hisab diantu after ganati manoti..

  • @kulamani1
    @kulamani1 Місяць тому

    Chori heichi boli jani suni kichi kahuna !!! Fatuchi kana pai sata kahiba pai !!

  • @rathbaisalini8872
    @rathbaisalini8872 Місяць тому

    Sabubele chori hei hei list kami kami jauthiba kintu public karajibani.. sarakara list rakhithibe aau ଚୋରି ଚୋରି ବାଟରେ...😂bhala..ଆଉ ମହାଶୟଙ୍କର କଥାରୁ ଜଣାପଡୁଛି ରଘୁନାଥ ବେଶ ଗହଣା ସବୁ gayab😅ରବି ନାରାୟଣ ମିଶ୍ର କଅଣ michha କହିଛନ୍ତି ରଘୁନାଥ ବେଶ ର ଅଳଙ୍କାର କୁ ନେଇ...ନl ତାଙ୍କୁ ବି ମିଛୁଆ ପ୍ରମାଣିତ କରିଦେବ 😂

  • @bhaktilatabehera8060
    @bhaktilatabehera8060 Місяць тому

    E mahasaya 1st kahile tundaku kichi snibeni puni kn ethi prakash karidele😂

  • @premjeetpanigrahi7676
    @premjeetpanigrahi7676 Місяць тому

    Ganati ta jana, se manati ta kan?? Seithire rahila sabu... Kichhi lucheibaku jojana achi

  • @PuspakMeher-oo8li
    @PuspakMeher-oo8li Місяць тому

    Ratna ta Tamilnadu paleichi boli aau kain kehi kahunahanti. Tahele kana se sabu micha

  • @dhaneswardhaneswarbiswal481
    @dhaneswardhaneswarbiswal481 Місяць тому

    Tame au bulei dabanita kahikina katha luchaucha Mane kichi buleibanita au

  • @sukantatripathy1282
    @sukantatripathy1282 Місяць тому +2

    ବର୍ତ୍ତମାନ ଯେତେ ଜଷ୍ଟିସ ଓ ଓକିଲ ଅଛନ୍ତି they all are operate by BJP leaders .

  • @santoshpanda303
    @santoshpanda303 Місяць тому

    Rabinarayana mishra kana micha kahile

    • @Humanity299
      @Humanity299 Місяць тому

      Naaaa.... Jie jaha dekhila na dekhila taha kahuchhii

  • @santoshpanda303
    @santoshpanda303 Місяць тому

    Tu ta muturi mu ta muturi

  • @rashmirekhapattanaik3802
    @rashmirekhapattanaik3802 Місяць тому

    Jay shree Jagannath 🙏

  • @nisithkumargoswami974
    @nisithkumargoswami974 Місяць тому

    Jay Jagannath 🙏

  • @annapurnasahoo8768
    @annapurnasahoo8768 Місяць тому

    Jay Jagannath🙏🙏🙏🙏🙏🙏