" ଡାଞ୍ଜୁ ଗେନା ବେଏଲା ଇନୂ" ନୂତନ ଏକ ରୋମାଣ୍ଟିକ କୁଇ ଭାଷା ର ଗୀତ। କଣ୍ଠଦାନ ଇରା ମହାନ୍ତି ଓ ଦିବ୍ୟ ଦିବାକର।

Поділитися
Вставка
  • Опубліковано 30 вер 2024

КОМЕНТАРІ • 209

  • @uttamofficial1876
    @uttamofficial1876 8 місяців тому +5

    ଗୀତ ଟି ବହୁତ ସୁନ୍ଦର ହେଇଛି ...ଇରା ଦିଦି ଏତେ ସ୍ପଷ୍ଟ ଭାବେ ଗାଇଚ୍ଛନ୍ତି ବହୁତ ବଢିଆ ଲାଗୁଛି.. ମନକୁ ଛୁଇଁଲା ଗୀତ ....👌

  • @bibhusanpradhan2204
    @bibhusanpradhan2204 7 місяців тому +3

    ବହୁତ୍ ଭଲ ଲାଗିଲା ଗୀତ ସୁନିକୁ❤❤❤❤ଇରା ଦିଦୀଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମ କୁଇ ଭାଷାରେ ଗିତଟିକୁ ଗାଉଥିବାରୁ❤❤❤ love from G.Udayagiri❤❤❤

  • @Tunapradhan-i1e
    @Tunapradhan-i1e 6 місяців тому +5

    ଇରା ମହାନ୍ତି ଦିଦି ଏମିତି କେମିତି ହେଲା, ଧନ୍ୟବାଦ ❤🎉

  • @sukantakumar-officialpg1
    @sukantakumar-officialpg1 7 місяців тому +2

    ଦାଦା ବହୁତ ବଡ଼ିଆ ଆଜାମାନେ ଗାଡ଼ି
    ଇରା ମାଡ଼ାମ ନାରୀ ଭଏସ ପୁରା କ୍ଲିଏର ଆଜାନେ
    ନିନ୍ଦା ଫୋନ ନମ୍ବର ସିଆମୁ ଆନୁ ବେ ଗାଡ଼ି ବ୍ରିସକି ନାଇଁ ପାଣ୍ଡାରାଜାଈ ନଲେ ୭୩୯୭୩୫୦୨୦୦ ଡେ଼ ନାଂଗେ ଫୋନ ଗିଆମୁ ବୁଡ଼ଜା କୁନା ଓକେ ଏଲୁ ଗିଆନା ଗିଆମୁ |

  • @beerpradhan8663
    @beerpradhan8663 2 місяці тому +1

    Phiroj dost best arrangement,Kan karichha wow 👍tamar Mobile no darkar my self Brudaban kilakia student mate

  • @anantahikabadi293
    @anantahikabadi293 9 місяців тому +2

    ଆଉ ଟିକିଏ VOICE କ୍ଲିଏର୍ ହେବାର ଥିଲା । ଲେଖାଟି ଅତି ସୁନ୍ଦର ଭାବରେ ଲେଖିଛନ୍ତି ।

  • @rskanhar7249
    @rskanhar7249 9 місяців тому +17

    ଭାଇ,, କି ଗୀତ କରିଛ,, ଇରା ମହାନ୍ତି ଙ୍କ ସ୍ଵର ବହୁତ୍ ଭଲ ଲାଗୁଛି। ହେଲେ ଆପଣ ଙ୍କ ସ୍ଵର ଆଉ ଟିକିଏ ଭଲ ହେଇ ଥାଆନ୍ତା। ବହୁତ ଭଲ ଲେଖା। ଭଲ କୁଇ music compos , mind blowing 🎉🎉🎉🎉🎉🎉❤❤❤❤

    • @rskanhar7249
      @rskanhar7249 9 місяців тому +3

      ଖାଲି କଂଧମାଳ ଜିଲ୍ଲା ନୁହ ବୌଦ୍ଧ ଜିଲ୍ଲା ରେ ବି ଆମେ କୁଇ ଗୀତ ଶୁନୁଛୁ।❤❤❤ Nice song

    • @rajproductionsentertainmen6181
      @rajproductionsentertainmen6181  9 місяців тому

      Thank you for your reply Bhai

    • @kandhamaldesiacomedy8864
      @kandhamaldesiacomedy8864 9 місяців тому

      Right

    • @kandhamaldesiacomedy8864
      @kandhamaldesiacomedy8864 9 місяців тому

      Ira mahanti my favorite singer❤❤

    • @hebalraita943
      @hebalraita943 9 місяців тому

      ଇରାମହାନ୍ତିଙ୍କ ସ୍ୱର female voice ଟା ତାଙ୍କ ସ୍ୱର ସୁନ୍ଦର ହିଁ ଥିବ। କିନ୍ତୁ ଦିବାକର Singer Sir ଙ୍କ ଯେତେ ଚେଷ୍ଟା କଲେ ମଧ୍ୟ ସେଥିକି ପରିମାଣରେ ହିଁ ସ୍ଵର ଟା ରହିବ। କାରଣ ତାଙ୍କର ବୟସ ହୋଇ ଗଲାଣି ଏବଂ ଗାଇବାର ସ୍ୱର ତାଙ୍କର ଲିଭିଗଲାଣି😢😊😊

  • @ejitapradhan3186
    @ejitapradhan3186 Місяць тому +1

    କୁଇ ଗାଡ଼ିଙ୍ଗା ଇଆଡ଼େଙ୍ଗି ଯେହେ ଆପାକାଇ ଗାମେ ଜେଡା ଜହାର ଅପକାରି ❤️❤️❤️

  • @shrikantmalik4880
    @shrikantmalik4880 9 місяців тому +2

    Super ଖାଲି କନ୍ଧମାଳ ବାସି ନୁହ ଭାଇ ଆଉ ଆମେ କଣ ଗଜପତି ବାସି ସୁଣିବୁନି ନା ଆମକୁ କୁଇ ଆସୁନି 😅 ଯାହାବି ହେଉ ଅତି ସୁନ୍ଦର ଲେଖା ଗୀତ ଟି ମୋ 17,18 ବୟସ ର କଥା କୁ ମନେପକାଇଲେ thanku ଆଉ ଏମିତି ସୁନ୍ଦର ସୁନ୍ଦର ଗୀତ ଆଗକୁ ସୁଣାନ୍ତୁ ପ୍ରଭୁ ଆପଣ ମାନଙ୍କୁ ଆସିର୍ବାଦ କରନ୍ତୁ 🙏🙏🙏

    • @rajproductionsentertainmen6181
      @rajproductionsentertainmen6181  9 місяців тому +1

      ଆପଣଙ୍କ ମତାମତ ଓ ଭଲପାଇବା ଆମକୁ ବହୁତ୍ ସାହସ ବଢ଼ାଇବ । କାରଣ ଆପଣ ମାନେ ଆମର ଭଗବାନ। ଗଜପତି ଜିଲ୍ଲାର ସମସ୍ତ ଲୋକଙ୍କଠାରେ ଏହା ପହଞ୍ଚୁ।

    • @AnilKanhar-u3m
      @AnilKanhar-u3m 8 місяців тому

      Dhada dhada kuigita te heu dance pain bro .

  • @nilamanipradhan5393
    @nilamanipradhan5393 9 місяців тому +3

    Everybody Kandhamal people like❤❤❤

  • @Manuraj-km3yu
    @Manuraj-km3yu 7 місяців тому +3

    ଏଇ କୁଇ ଗୀତ ବହୁତ ସୁନ୍ଦର ହେଇଛି

  • @Belalsenkanhar-c7b
    @Belalsenkanhar-c7b Місяць тому

    ଗୀତ ଟା ଠିକ ଅଛି କିନ୍ତୁ ଭାଷା କହିପାରୁଥିବା ଲୋକ ଗାଇଲେ ବହୁତ ସୁନ୍ଦର ଲାଗିବ, ଭାଷା କହିନ ପାରିବା ଲୋକ ର ଶବ୍ଦ ମାର୍ଜିତ ହୁଏନି

  • @prasantakumardakua662
    @prasantakumardakua662 6 місяців тому +2

    ବହୁତ ସୁନ୍ଦର ମାଇଁ କୁଇ ଭାଷା ବଜାୟ ଇଟିଦୁ

  • @Ananyapandaa
    @Ananyapandaa 2 місяці тому

    ଦିବାକର ତୁ ଗୋଟେ ଚର
    2012 ରେ ମୋର ଗୋଟିଏ ସଙ୍ଗୀତ ଶିକ୍ଷା ବହି ନେଇକି ଫେରେଇ ଦେବି କହିକି ଫେରେଇଦେଇନୁ

  • @BhaktaBhoi-y8h
    @BhaktaBhoi-y8h Місяць тому +1

    Bhalahichi

  • @purnachandra5
    @purnachandra5 8 місяців тому +2

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ କୁଇ ଭାଷା ଗୀତ

  • @SHRADDHANJALI-dt8ud
    @SHRADDHANJALI-dt8ud 5 місяців тому +1

    ଗୀତଟି ବହୁତ ସୁନ୍ଦର ହୋଇଛି❤❤❤

  • @RoyalboyFriend
    @RoyalboyFriend Місяць тому

    Era madam so beautiful your voice very very nice 🌹❤️🌹❤️🌹❤️🌹❤️

  • @mostoryvlog828
    @mostoryvlog828 2 місяці тому

    Agya ନମସ୍କାର ,,,ଗୀତ ଟି ବହୁତ ଭଲ ଲାଗିଲା ,,ସବୁ କିଛି ଭଲ ଗାଇବା ଲେଖିବା music sabu kichhi vl ଲାଗିଲା,,,,,,,,ମୁଁ ଏହା କହିବାକୁ ଚାହେଁ ,,,ମୁଁ ଭାବୁଛି producer agya apana sure ଖ୍ରୀଷ୍ଟୀୟ ପରିବାରରୁ ହିଁ ହୋଇଥିବେ,ଦେଖନ୍ତୁ ଦିନ ଥିଲା ଆମ ଲୋକେ ଅନ୍ଧ ବିଶ୍ବାସୀ ହୋଇ ଅନ୍ଧ ଜୀବନ କଟାଇଥିଲେ,ଏବେ ଆମ bible ପଢ଼ି କିଛି ନୂଆ ନୂଆ ବିଷୟ ଶିଖି ପାରିଲେ,ଅନ୍ଧାର - ଆଲୁଅ କଣ ସବୁ ଜାଣି ପାରିଲେ, ଫିର୍ ବି ଆପଣ ସେହି ଅନ୍ଧକାର କୁ ହିଁ ଗୀତରେ ପ୍ରଚାର କରିଛନ୍ତି । ଦୟାକରି କହିବାରେ ତ୍ରୁଟି ଥିଲେ maf କରିଦେବେ🙏

  • @SasmitaMallik-di9eu
    @SasmitaMallik-di9eu 2 дні тому

    Thank you mam, love you, may God bless you go ahead ❤❤❤

  • @tarunakanhar8059
    @tarunakanhar8059 2 місяці тому

    Raj production tinie bahut bahut kui gaddi baga penu baha tani nande jedaa johaari. Je e... Kuie dina tani raj ba raja dehengi aapaakari.... Dhanyavaad babu... Babu...

  • @ankurkumarpradhan5811
    @ankurkumarpradhan5811 Місяць тому

    Super fantastic mind-blowing ❤️❤️ kui song .bodiaa lagiaate

  • @raniparichha4063
    @raniparichha4063 8 місяців тому +1

    Sir.......😧😧It really Simply beautiful. Amoro khub bholo paiba achhi .gito to bahut Sundar heichhi.

  • @saraswatcreation617
    @saraswatcreation617 8 місяців тому

    Very nice //ଆଁ ଆ,ମୁ Subscribe ଗିପିମାନାମୁ ଇରି ଗାଡ଼ି ଗାମେ ଗାମେ ସାଞ୍ଜାନେ ମୁକାଆନେ ନଗି ଆସ୍ତାତେ ଏଇ ସେଲୁ ମିଙ୍ଗେ ଆନୁ ଗାମେ ଗାମେ ଜହାରୀ🌺✍️🎧🎹🌺👍👍🥀💐

  • @digalsamuelofficial6791
    @digalsamuelofficial6791 9 місяців тому +1

    Gita Bhala achi kintu male voice TK daririla bhali mane heuchi

  • @sagarpradhan4022
    @sagarpradhan4022 8 місяців тому

    Bhai bhala heichi song ta but jhio b ama kandhamal ra hele ahuri badhia lagiba

  • @paramanandahuika2287
    @paramanandahuika2287 8 місяців тому

    ଗୀତ ସହ ଓଡ଼ିଆ ଲେଖା ଛାଡ଼ନ୍ତୁ ସାର୍ ଅନ୍ୟ ମାନେ ଜାଣିବାକୁ ସୁବିଧା ହେବ। ଧନ୍ୟବାଦ।

    • @rajproductionsentertainmen6181
      @rajproductionsentertainmen6181  8 місяців тому

      ମୁଁ ଚେଷ୍ଟା କରୁଛି ଏଥିପାଇଁ ।
      ଆପଣଙ୍କ ମତାମତ ବହୁତ୍ ସାହସ ବଢ଼ାଇବ ମୋର।

  • @SanandaPradhan-ok3ci
    @SanandaPradhan-ok3ci 12 днів тому

    Sananda pradhan sarangada .bahutabhalaheici

  • @SHRADDHANJALI-dt8ud
    @SHRADDHANJALI-dt8ud 5 місяців тому

    ଗୀତଟି ବହୁତ ସୁନ୍ଦର ହୋଇଛି❤❤❤

  • @ratnakarpradhan8014
    @ratnakarpradhan8014 7 місяців тому +2

    Dibakar Bhai nice song & nice stone

  • @NirajPradhan-k2u
    @NirajPradhan-k2u 9 місяців тому +3

    Beautiful song please share and subscribe

  • @timatmajhicreation
    @timatmajhicreation 9 місяців тому +2

    Bahut bhala song
    God bless you ❤❤❤❤❤❤

  • @lazarmandalmusic8105
    @lazarmandalmusic8105 9 місяців тому +1

    ଈରା ମାଡାମ୍ ସବୁ ବେଳେ ଏମିତି ହସୁ ଥାଆନ୍ତୁ 😅 ମୋର ପ୍ରିୟ ଗାୟିକା ଈଶ୍ୱର ଆପଣଙ୍କୁ ବହୁତ ଭଲରେ ରଖନ୍ତୁ

  • @ManojKumar-l4p
    @ManojKumar-l4p 2 місяці тому

    Fantastic Voic. IRAMOHANTI 🎉🎉

  • @daitaridigal7031
    @daitaridigal7031 9 місяців тому +1

    ଆପଣଙ୍କର ଏଭଳି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା 🙏ଗୀତଟି ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ 🙏

  • @niky5249
    @niky5249 9 місяців тому +1

    Gule lokuri jeda JAHARI 🙏🙏Superb performance..😮 Wow 😳😊🎉❤ ...Ira Mohanty.. TQ so much..Ama Song gai thibaru..

  • @sambitrout6172
    @sambitrout6172 8 місяців тому +1

    Gitati bujhi heu nahin kintu swara bahuta badhia heichi....

  • @Shreecharankpngok
    @Shreecharankpngok 9 місяців тому +1

    Kn gaila dibya bhai and era mam amiti au nua nua singer manaku nei kui gita deu thaa dibya bhai. All tim dhanya bad kui song deithibaru ❤️❤️❤️❤️👍👍👍👍

  • @rushipradhan7935
    @rushipradhan7935 9 місяців тому +2

    Nice song Raj bhai

  • @AbhishekNial-pu6oi
    @AbhishekNial-pu6oi 9 місяців тому +1

    ଗୀତ ଟି ଶୁଣିବାକୁ ବହୁତ ଭଲ ଲାଗୁଚି l କିନ୍ତୁ ବୁଝି ହେଉନି l

    • @SHRADDHANJALI-dt8ud
      @SHRADDHANJALI-dt8ud 5 місяців тому

      କୁଇ ଭାଷା ଜାଣିଥିଲେ ବୁଝିପାରିଥା'ନ୍ତ

    • @SHRADDHANJALI-dt8ud
      @SHRADDHANJALI-dt8ud 5 місяців тому

      କୁଇ ଭାଷା ଜାଣିଥିଲେ ବୁଝିପାରିଥା'ନ୍ତ

  • @kambupanimallickkamvai-hu4ff
    @kambupanimallickkamvai-hu4ff Місяць тому

    Puara swar tikie b bhala lagilani.kalu Siana takibai gitati beter iathu vai thanks

  • @AnubeshaPradhan
    @AnubeshaPradhan 5 місяців тому

    Dibakar bhai bahut vlo heai chii
    ❤it and keep it up 😁😁😁

  • @SunilNayak-r2t
    @SunilNayak-r2t 9 місяців тому +1

    Hii Sunil Kumar ❤❤😂😂😂🎉🎉🎉

  • @pradhanpradhan335
    @pradhanpradhan335 9 місяців тому +1

    Love from Daringbadi

  • @SantoshKanhar-ly8eg
    @SantoshKanhar-ly8eg 6 місяців тому

    ❤❤❤❤

  • @RAJESHKUMAR-vw6wo
    @RAJESHKUMAR-vw6wo 4 місяці тому +2

    ବଡିଆ ସାଞ୍ଜାନେ କୁଇ ଗାଣି

  • @krushkhara8542
    @krushkhara8542 9 місяців тому

    Madam bujhi paruchanti ki

  • @chandinipradhan17
    @chandinipradhan17 7 місяців тому

    Sir and madam kaba aseba

  • @TheWordOfGodOBM
    @TheWordOfGodOBM 4 місяці тому +1

    ମାଏ ଗାମେ ସାଞ୍ଜାମାନି ଗାଡ଼ି 👍👍👍

  • @UpendraMallik-c9w
    @UpendraMallik-c9w 8 місяців тому

    ଇମିନି ଜିଲ୍ଲା ତାଦି କୁଇ ଗାଣି ?(କେଉଁ ଜିଲ୍ଲାର କୁଇ ଗୀତ )

  • @pramodkumarmallick6775
    @pramodkumarmallick6775 Місяць тому

    ବହୁତ ସୁନ୍ଦର ଗୀତ

  • @kapilendraPradhan-w3o
    @kapilendraPradhan-w3o Місяць тому

    Bhanaja bahut sundar heichi

  • @Dancerorphan
    @Dancerorphan 5 днів тому

    Super 👍🙏

  • @SHRADDHANJALI-dt8ud
    @SHRADDHANJALI-dt8ud 5 місяців тому

    ଗୀତଟି ବହୁତ ସୁନ୍ଦର ହୋଇଛି❤❤❤

  • @hemamalinipradhan9210
    @hemamalinipradhan9210 5 місяців тому +1

    bohut bohut sundar

  • @indrajitchhatar8056
    @indrajitchhatar8056 8 місяців тому

    Kichhi bujhi parilini mu

  • @JaganSabar-r8q
    @JaganSabar-r8q 9 місяців тому +1

    Amazing Ira ma'am great kui language re gaiba ete sahaja nuha but apana ati sahajare gaele...

  • @NaturalPicture411
    @NaturalPicture411 9 місяців тому +1

    Thank you

  • @laxmipratima720
    @laxmipratima720 9 місяців тому +2

    So beautyful song thank u brother

  • @bijayachandrapradhan8404
    @bijayachandrapradhan8404 9 місяців тому +2

    Super very nice song

  • @sunilpradhan1892
    @sunilpradhan1892 6 місяців тому +1

    Satare Bhai Gita bahut romantic heichi ❤❤

  • @rukmanisahani6320
    @rukmanisahani6320 2 місяці тому

    Very nice kui song

  • @pramodkumarmajhi5850
    @pramodkumarmajhi5850 7 місяців тому +1

    ଅତି ସୁନ୍ଦର ଗୀତ ❤

  • @jagandas9059
    @jagandas9059 9 місяців тому +1

    ❤ super song dibya bhai

  • @MuVloggerk
    @MuVloggerk 9 місяців тому +1

    Very good love song sir thanks u so much ❣️❣️❣️❣️ jahari tade.....

  • @KaliaMallick-y3z
    @KaliaMallick-y3z 9 місяців тому +1

    Thank you rajkishor bro

  • @babundarpradhan4790
    @babundarpradhan4790 5 місяців тому

    👌💞ଗୀତଟି କୁ ବହୁତ ସୁନ୍ଦର ସ୍ୱର ଦେଇଥିବାରୁ ଇରା ଦିଦି ଓ ଦିବ୍ୟଦିବାକର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ, ଇରା ଦିଦିଙ୍କ କୁଇ ଗୀତ ସ୍ୱର ଅତି ମାନରୋମ ଲାଗୁଛି!. ଦିବ୍ୟ ଭାଇ ଆପଣ ଆଉ ଟିକେ ଆପଣଙ୍କ ସ୍ୱର ପ୍ରତି ଧ୍ୟାନ ଦିଅନ୍ତୁ ଆଉ ଆପଣଙ୍କ ସ୍ୱର Best ହେବ!...

  • @rajendrapradhan7833
    @rajendrapradhan7833 9 місяців тому

    ଗାଡି

  • @JNetwork8506
    @JNetwork8506 2 місяці тому

    Super ❤❤❤

  • @deepakmallick9487
    @deepakmallick9487 8 місяців тому

    Nande ❤ Ira ni baagah

  • @hemantadigal5656
    @hemantadigal5656 8 місяців тому

    Music tike aau tike darkar

  • @Stateofvillages
    @Stateofvillages 8 місяців тому

    Mate bhal lagila nahi

  • @RanjanNayak-du4tr
    @RanjanNayak-du4tr 9 місяців тому

    ଭାଇଙ୍କ ସ୍ୱର ଫୁଟୁନି ହୀରାଙ୍କ voice ହୀରା ଭଳି ଚାମକୁଚି ❤ ଭାଈ ଆଉ ଟିକେ ଭଲ ଭାବେ ଅଭ୍ୟାସ କରନ୍ତୁ ସବୁ ଠିକ୍ ହେବ ଭଲ ଭାଙ୍ଗି ପାରୁ ଅଛନ୍ତି but sorry

  • @RajKumar-qv2ep
    @RajKumar-qv2ep 3 місяці тому

    Good

  • @AjitDigal-t3z
    @AjitDigal-t3z 9 місяців тому +1

    Nice song

  • @bharatdigal88
    @bharatdigal88 9 місяців тому +1

    Nice song

  • @premanandakrasaka5496
    @premanandakrasaka5496 9 місяців тому +1

    Nice song

  • @AbhijitDigal-lb9vu
    @AbhijitDigal-lb9vu 8 місяців тому

    Mu gate kui gita lekhichhi naba ki

  • @sadhabdigal2513
    @sadhabdigal2513 9 місяців тому +2

    Beautiful song

  • @nakuladigal8403
    @nakuladigal8403 9 місяців тому +1

    Superb kui language song chacha

  • @pratapmallick4902
    @pratapmallick4902 6 місяців тому

    I ❤️ u ira didi..... 🌹🌹🌹

  • @mitupaltasingh8237
    @mitupaltasingh8237 9 місяців тому +1

    I salute Ira mam🎉🎉

  • @prasannakumarkanhar8682
    @prasannakumarkanhar8682 9 місяців тому +1

    ଅତି ସୁନ୍ଦର ରାଜ ଭାଈ ❤❤❤

  • @HemantaPradhan-hl2nz
    @HemantaPradhan-hl2nz 9 місяців тому +2

    Super song

  • @ranchanakanhar7034
    @ranchanakanhar7034 6 місяців тому

    Jahari

  • @SahadevKanhar-d4v
    @SahadevKanhar-d4v 6 місяців тому

    Bahut sudur

  • @SubashNaik-b7d
    @SubashNaik-b7d 9 місяців тому +1

    Ira Appa bhala vaice

  • @mrutyunjayapradhan1794
    @mrutyunjayapradhan1794 9 місяців тому +1

    🎉🎉🎉 very good kui song

  • @bikashpradhan9637
    @bikashpradhan9637 9 місяців тому +1

    Good 🎉🎉🎉🎉song

  • @sadhukhillo901
    @sadhukhillo901 9 місяців тому +1

    ବହୁତ୍ ବଢିଆ ଲାଗୁଛି ❤❤

  • @adamnayak1610
    @adamnayak1610 9 місяців тому +1

    ରାଜ ବାବୁ ନେଗି ଆତେ

  • @ddsggaming3432
    @ddsggaming3432 9 місяців тому +1

    Very nice song

  • @prashantarout4930
    @prashantarout4930 8 місяців тому

    Song and lyrics bhala lagila hele ehi language kou jagare kuhanti

  • @sisumanpradhan1093
    @sisumanpradhan1093 9 місяців тому

    🙏🙏 ଇରା ମାଡାମ ସବୁବେଳେ ଏମିତି ହସୁତାଅ ଅ ତି ସୁନ୍ଦର ଟୋଟାଲ କ୍ଲିୟର କିଛି ଡାଉଟ ନାହିଁ

  • @sidhantamallick1186
    @sidhantamallick1186 7 місяців тому

    🕉️କୁଇ ଗୀତ ଗାଇବାକୁ ହେଲେ ,କୁଇ ଭାଷା ଶିଖି ବାକୁ ପଡ଼ିଥାଏ ।🙏🙏🙏🇮🇳

  • @surendrapadra7508
    @surendrapadra7508 9 місяців тому +1

    Badhia ajane bhai..

  • @mdentertainmentkuiandall1956
    @mdentertainmentkuiandall1956 7 місяців тому

    Bahut bhala heichi bhaina gita I proud of you ama guttingia ra new Record ❤❤❤❤❤❤❤❤❤Keep it up

  • @JituKand-d7i
    @JituKand-d7i 9 місяців тому +1

    Super song lyrics music singer

  • @raghunathpradhan5356
    @raghunathpradhan5356 9 місяців тому +1

    Kui popular song❤❤❤❤❤❤❤❤

  • @balmikidehuri3987
    @balmikidehuri3987 7 місяців тому

    Really heart touching ରାଜ sir and dibyadibakar sir, 👌🏻👌🏻👌🏻
    God bless all of U