କଳା କାରନାମାର ହାଟ❗ଦେହ ବେପାର ହୁଏ❗

Поділитися
Вставка
  • Опубліковано 21 чер 2024
  • Welcome to fresh new vlog , in this video we are showing you a tribal village, it comes under Which is surrounded by mountains and dense forest . There are maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #tribalmarket #trivalmarketfood #travel #ranipanda #video #mountainlifestyle #villagelife #mahalmanda #desidrink #travelvlog #charigarhvlogs #redlight #redlightarea #sexualworker

КОМЕНТАРІ • 334

  • @prasantapattanaik862
    @prasantapattanaik862 10 днів тому +145

    ଗାଉଁଲି ହାଟ ଭଲ ଲାଗିଲା। ଜଁଗଲ୍ ଜାତ ଦ୍ରବ୍ଯ ଖାଣ୍ଟି ତଟକା ମିଳୁଛି। ଆଦିବାସୀ ହାଟ ଯୋଗୁଁ ସବୁ ଜଙ୍ଗଲି ଜିନିଷ ଓ ଆଦିବାସୀ ଜିନିଷ ମିଳେ। ଖାଇବା ଜିନିଷ ତ ସହଜେ ହାଟରେ ମିଳିଥାଏ।ଅନେକ ସ୍ଥାନରେ /ପାର୍କ ରେ ଓୟୋ ରେ ଦେହ ବ୍ୟବସାୟ ଆମେ ଶୁଣି ଥିଲୁ। କିନ୍ତୁ ଏଠି ଆଦିବାସୀ ହାଟରେ ଦେହ ବ୍ୟବସାୟ ଶୁଣି ଭାରି ଦୁଃଖ ଲାଗିଲା।ଏମାନେ ମଜା ପାଇଁ ଦେହ ସୁଖ ନେଉ ନାହାନ୍ତି। ବରଂ ଆର୍ଥିକ ଅସୁବିଧା ପାଇଁ ଏ ସବୁ କରୁଛନ୍ତି ଯାହା ସମାଜକୁ କଳୁଷିତ ଓ ରୋଗଗ୍ରସ୍ତ କରୁଛି। ସରକାର ଏ ସବୁର ନିରାକରଣ କରିବା କଥା। ଦୋକାନୀଙ୍କ ଦୋକାନଘର ଯୋଗାଇ ଦେଲେ ଭଲ ହୁଅନ୍ତା।ଆଉ ହେଲା ସରକାର ମଦ ବନ୍ଦ କଲେ ବି ଆଦିବାସୀଂକୁ ଏଥିରୁ ବାଦ୍ ଦେବା ଉଚିତ।କାରଣ ଏହା ତାଂକ କୋଉଳିକ ପାନୀୟ। ପାହାଡ଼ ଜଁଗଲ୍ ଭିତରେ ଏମାନଙ୍କ ଜୀବନର ଏକ ସ୍ଵତନ୍ତ୍ର ରୁଚି ଅଛି ଯାହା ଆଧୁନିକ ଜୀବନ ଚର୍ଯାରେ ନାହିଁ।

    • @AsishkumarDas-ne5yw
      @AsishkumarDas-ne5yw 10 днів тому +1

      😊😊😊😊😊😊😊😊😊😊😊😊😊

    • @Bablu_33.
      @Bablu_33. 10 днів тому +1

      Halo brother this is village name and dist name written u

    • @naraharipatra-vu1kr
      @naraharipatra-vu1kr 10 днів тому +3

      Kk😊glfgtz cc gmk ଓ, ,ଔର ରୋରଡସ ସନ​@@AsishkumarDas-ne5yw

    • @mahavir453
      @mahavir453 9 днів тому +1

      JAI HO🙏🚩
      YE KON SI JAGAH HAI KOI TO BATAAIYE PLEASE

    • @KumudiniNahak
      @KumudiniNahak 9 днів тому

      😊😊😊😊😊😊😊😊😊😊😊😊😊😊

  • @niranjanbehura5258
    @niranjanbehura5258 2 дні тому +4

    ଆଦିବାସି ଲୋକ ବହୁତ୍ ସରଳ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ଏମାନେ ନିର୍ଭର କରିଥାନ୍ତି ଜୟ ଜଗନ୍ନାଥ

  • @Papurath8
    @Papurath8 9 днів тому +17

    ଏମିତି ନାଁ ଲେଖେନା ମାଡ଼ ଖାଇବୁ,,, କଳା କାରନାମା କ'ଣ ଧନ୍ଦା ଚାଲିଛି ଏଠି

    • @user-cb8hs4di7v
      @user-cb8hs4di7v 6 днів тому +2

      ଥାନା ରେ FIR କରା ଯାଉ

  • @chandraisoren3615
    @chandraisoren3615 10 днів тому +27

    ଗାଣ୍ଡି ମରା ବେକାର ରେ ଆଦିବାସୀ ମାନଙ୍କୁ ବଦନାମ୍ କର ନାହିଁ ପ୍ରମାଣ ଦେଖା ହିନ୍ଜିଳା ହେଇଥିବେ

    • @user-cb8hs4di7v
      @user-cb8hs4di7v 6 днів тому +1

      FIR କରା ଯାଉ....ଆଦିବାସୀ ଏକ୍ଟ ଅନୁସାରେ

    • @ChandanKumar-gh6lr
      @ChandanKumar-gh6lr 2 дні тому

      Report koridio yutube ku

  • @alokbehera4660
    @alokbehera4660 10 днів тому +20

    ଭାଈ, ଆପଣଙ୍କର ନୂଆ ହଟ ଆଉ ନୂଆ ଜାଗା present କରୁଥିବା ରୁ ଆପଣଙ୍କୁ ବହୁତ ଧନ୍ୟବାଦ।from..BDK

    • @rameshmajhi4317
      @rameshmajhi4317 9 днів тому +1

      ହାଟ ଭଲ ଲାଗିଲା, କିନ୍ତୁ ଦେହ ବ୍ୟବସାୟ କଥା ହାଜମ ହେଉ ନାହିଁ

  • @bulubehera8570
    @bulubehera8570 4 дні тому +1

    Odisha ର original ରୂପ ଦେଖି, ବହୁତ୍ ବଢ଼ିଆ ଲାଗିଲା, ଏହି ହଉଚି ମଣିଷ ର ଜୀବନ, ବlସ୍ ମଜା ଆସିଗଲା, ଭାଈ ତୁମକୁ ଧନ୍ୟବାଦ୍ ଆମ ଓଡ଼ିଶା ର ମୂଳ ପିଣ୍ଡକୁ present କରିଥିବାରୁ ❤❤❤

  • @PappuPapu-vf7ok
    @PappuPapu-vf7ok 10 днів тому +7

    ମା।।। ମିଛୁଆ

  • @jayhind6187
    @jayhind6187 День тому

    ସୁନ୍ଦର ଭିଡିଓ

  • @sunilrauto5923
    @sunilrauto5923 10 днів тому +5

    ଆପଣ ଙ୍କ ଭଦ୍ର ବ୍ୟବହାର ବହୁତ୍ ଭଲ ଲାଗେ

  • @sushantarout4872
    @sushantarout4872 8 годин тому

    ଜୟ ଜଗନ୍ନାଥ, ଏମିତି ସବୁବେଳେ ହସୁଥାଅ,

  • @jagadishdehuri1445
    @jagadishdehuri1445 10 днів тому +13

    ଭାଇ ତମ ଗାଁ ହାଟରେ ଦେହ ବେପାର ହୁଏ ତାମେ ଯାଇକି ଦେଖି ଥିଲକି ମିଛ କଥା ତମ କେଂଝେର ରେ ଦେହ ବେପାର ହୁଏ ଭାଇ ମିଛରେ ଯାଜପୁର TATA Mainci କୁ ବଦନାମ କରୁଛ

  • @SukantaLenka-yj7kh
    @SukantaLenka-yj7kh 6 днів тому +3

    Apanankara video bahuta Ananda dia bhai❤❤

  • @user-hq1gj6xb5y
    @user-hq1gj6xb5y 10 днів тому +9

    ମାଡଖିଆ ମିଛଟାରେ ଵଦନାମ କରୁଛୁ ଏ ହାଟକୁ

    • @reactionwithrahul1
      @reactionwithrahul1 10 днів тому

      Yaa ku longola kori pitibe sola .se hatoku aau thore jau

  • @SukindadisumBabuofficial
    @SukindadisumBabuofficial 8 днів тому +13

    ଥରେ କେଉଁଝର ରେ ମାଡ଼ ରୁ ବଂଚିଥିଲୁ ,ଏବେ ଯାଜପୁର ରେ ମାଡ଼ ଖାଇବୁ .ଆମ ଯାଜପୁର କୁ ବଦନାମ କରୁଛୁ / ଏଇ ଲୋକଟାକୁ ଯାଜପୁର ରେ ଯେହୁଁତି ଦେଖିବ ମାର m g ku

  • @judhisthiranaik2503
    @judhisthiranaik2503 10 днів тому +6

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଗାଁ ଗହଳି ହାଟ ଦେଖାଉ ଥିବାରୁ, ବହୁତ ଭଲ ଲାଗିଲା l

  • @goutamlohar1987
    @goutamlohar1987 День тому +4

    ଭୁଲ, ରିପୋର୍ଟ କରୁଚୁ ରେ ଭାଇ ଆମର ଏହି ହାଟ ରୁ 50 ମିଟର ଦୂରରେ ମୋ ଘର ଏଠି ମୁଁ ଜନ୍ମ ହଇଛି ଏମିତି କିଛି ଭି ଏଠି ହୁଏନା ସବୁ ହାଟ ଅପେକ୍ଷା ଆମ ହାଟ ଶାନ୍ତି ପୁର୍ଣ ହାଟ ଆମ ହାଟ କୁ ଏମିତି ବଦନାମ କାଇଁକି କରୁଛୁ

    • @dinabandhusabar6519
      @dinabandhusabar6519 50 хвилин тому

      A maghia ku tar band kati tar maa ku deaida bhai anand valgar

  • @munathewriter1234
    @munathewriter1234 3 дні тому +1

    ହୁଁ ଭାଇ ଠିକ୍ କଥା ଟା ଦେଖେଇଥିବାରୁ thanks ଯେତେ ଶୀଘ୍ର ସମ୍ଭବ ମୋହନ ମାଝୀ ଙ୍କୁ ସେ ହାଟ ର ଦେହ ବେପାରୀ ମାନଙ୍କୁ ଜେଲ୍ ରେ ପୁରେଇ ବାର ବ୍ୟବସ୍ଥା ହେବ କେବଳ ଆପଣ ଭାଇ ଟିକେ ଭିଡିଓ କୁ viral କରନ୍ତୁ 👍👍👍👌👌

  • @subratbehera8293
    @subratbehera8293 9 днів тому +1

    Very nice blog bhai

  • @hsinformationandvlogs8057
    @hsinformationandvlogs8057 4 дні тому +2

    ଦେହ ବ୍ୟବସାୟ ମିଛ କଥା ଭଳି ଲାଗୁଛି.....

  • @silisili5649
    @silisili5649 10 днів тому +2

    Jay jagannath 🚩🚩

  • @biruamamalaxmi541
    @biruamamalaxmi541 10 днів тому +14

    Galua ସୁକିନ୍ଦା areea ରେ ରହିକି ଗାଲୁ ମାରୁଚୁ

    • @bholanathmarndi7264
      @bholanathmarndi7264 7 днів тому +2

      ତାକୁ ବଡେଇ ବା ଦରକାର ମିଛ ପ୍ରଚାର କରୁଛି
      ନିଜ vedio ଯେମିତି ବେସି ଦେଖିବେ ବୋଲି

  • @user-yn2wp5bw1t
    @user-yn2wp5bw1t 10 днів тому +8

    Aau dine Jodi aamo jati bisoyare negetive ward kahibo tebe v careful understand

  • @Hanan-to7ex
    @Hanan-to7ex 7 днів тому

    I love my Odisha❤❤❤

  • @dipakkumarpatra574
    @dipakkumarpatra574 4 дні тому

    Great bro

  • @singblack-fs8tt
    @singblack-fs8tt 5 днів тому +1

    Adibasi manoku badonam koruchu bapogiha

  • @SK24NYK
    @SK24NYK 8 днів тому

    Awesome bahi good work genuine videos

  • @pratappatra8489
    @pratappatra8489 9 днів тому

    Jay jagannatha 🙏🙏🙏🙏

  • @baijayantipingua9830
    @baijayantipingua9830 10 днів тому +6

    Bhai amebi se ariaku au se hataku jau kahi ameta dekhi nahu ki jani nahu deha bepara hua buli bina pramanara kahi kahuchhanti

    • @bholanathmarndi7264
      @bholanathmarndi7264 7 днів тому

      ବାଡେଇ ପକାଅ ମିଛ ପ୍ରଚାର କରୁଛି

  • @sashibhusanhembram7235
    @sashibhusanhembram7235 10 днів тому +14

    Adibasinku bodnam karantu nahi.nija chanel ku promot karibapain.proman kariparibe ki,deha bepara hauchi bali. Bhagya bhala police apanaku dakinahi.

    • @CharigarhVlogs1614
      @CharigarhVlogs1614  10 днів тому +1

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏

    • @bholanathmarndi7264
      @bholanathmarndi7264 7 днів тому

      ​@@CharigarhVlogs1614promot kariba pain michha prachar karantu nahi na hele ମାଡ khaibe

    • @Pradeeppanda143
      @Pradeeppanda143 День тому

      ​@@CharigarhVlogs1614 Emiti Michha apaprachara karile kehi b subscribe karibeni ... Olti Unsubscribe karidebe

  • @MTRJose
    @MTRJose 18 годин тому

    ଏହି ହାଟ ରେ କିଛି ବି ଧନ୍ଦା କରାଜଏ ନାହିଁ

  • @rebatimishal2986
    @rebatimishal2986 5 днів тому

    Nice video

  • @bibegal
    @bibegal 10 днів тому

    VERY nice

  • @adarsabehera356
    @adarsabehera356 9 годин тому

    👍👍👍

  • @DhanaramBeshra
    @DhanaramBeshra 10 днів тому +8

    Koujoga bhai

  • @MR_K_T_BOY
    @MR_K_T_BOY 10 днів тому +1

    ଆପଣଙ୍କର ପ୍ରତ୍ୟେକ ଭିଡ଼ିଓରେ ଆଦିବାସୀ ଜୀବନ ଶୈଳୀ ଓ ତାଙ୍କ ସମସ୍ୟା ଦେଖାନ୍ତି ଏହି ପ୍ରୟାସ ପାଇଁ ବହୁତ ଧନ୍ୟବାଦ ଏବଂ ଏହି ଭିଡିଓ ରି ଟାଇଟେଲ କିଛି ନୂଆ ନୁହେଁ ଦେହ ବେପାର ପ୍ରାୟ ଜାଗାରେ ହେଉଛି ଏଣୁ ଏଥି ପ୍ରତି ପ୍ରଶାସନ ସଜାଗ ହେବା ଦରକାର ଆପଣ ଜନଜାତିଙ୍କ ସମସ୍ୟା ଏଭଳି ଦେଖାନ୍ତୁ

  • @user-wi6kw7kz6y
    @user-wi6kw7kz6y 6 годин тому

    Deha bya basi manankara videos bana a

  • @danceswuani2kmg696
    @danceswuani2kmg696 7 днів тому +1

    Ete michha kn pain' kahucha

  • @Pravatdiamond
    @Pravatdiamond 9 днів тому

    Good 👍👍👍👍🎉🎉🎉🎉❤❤

  • @krishnamahakud2954
    @krishnamahakud2954 23 години тому +1

    ଠିକ୍ ଅଛି ଓଡିଶା ର ପରମ୍ପରା ସଂସ୍କୃତ ର ବଜାର ନୂଆଁ ନୂଆଁ ଯାଗା ର ସଂସ୍କୃତି ଦେଖେଇ ଥିବାରୁ ଧନ୍ୟବାଦ କିନ୍ତୁ ଦେହ ବେପାର ପାଇଁ କହିଛନ୍ତି ତା ହାର ପ୍ରମାଣ ଦେବାକୁ ପଡ଼ିବ ନଚେତ ତୁ ମାଦରଚୁତ ତର ଭିୟୂ ପାଇଁ ମିଛ କହି ଏମିତି ବଦନାମ କରୁଛୁ

  • @ranjitdigal323
    @ranjitdigal323 10 днів тому +2

    Good 👍

    • @CharigarhVlogs1614
      @CharigarhVlogs1614  10 днів тому

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @ssahu5635
    @ssahu5635 10 днів тому +1

  • @user-pd2oo9lu5f
    @user-pd2oo9lu5f 3 дні тому

    Nua nua jaga hata dekeila dhanyabad

  • @kalicharannaik7270
    @kalicharannaik7270 10 днів тому +2

    Good

    • @CharigarhVlogs1614
      @CharigarhVlogs1614  10 днів тому

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏 🙏🙏🙏

  • @krushnachandramunda2130
    @krushnachandramunda2130 9 днів тому +1

    Bhai re deha bepar kahuti hauchi ame ta janinu hata side ama ghara

    • @bholanathmarndi7264
      @bholanathmarndi7264 7 днів тому

      ବାଳ ଲୋକ ta ସବୁ ଯେମିତି janichhi

  • @ShivaramBehera-wo8ft
    @ShivaramBehera-wo8ft 10 днів тому +3

    God bless you my dear brother 💞

  • @dhaneswarbarik-dx4ol
    @dhaneswarbarik-dx4ol 9 днів тому +1

    ସବୁ ଠିକ୍ ଅଛି, କିନ୍ତୁ କୋଉ କ୍ଲାସ୍ ଯାଏଁ ଯାଇଚ...ସେଇଟାକୁ ସୁନୁସୁନିଆ ଶାଗ କୁହାଯାଏ,କହିଲା କ'ଣ ନା ସୁନି ସୁନି ଶାଗ...

  • @laxmankilaka5836
    @laxmankilaka5836 10 днів тому +1

    Moza lagila hato dehki❤❤❤

  • @user-nz8tg9jf9b
    @user-nz8tg9jf9b 2 дні тому

    Jay Shree Ram 🧘🏻📖🙏

  • @user-jp2zk5hc1m
    @user-jp2zk5hc1m 10 днів тому +3

    Good evening sir ❤

    • @CharigarhVlogs1614
      @CharigarhVlogs1614  10 днів тому +1

      🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @beherapurnachandra1387
    @beherapurnachandra1387 10 днів тому

    Thank you bro

  • @ChittaranjanSankhua-oy9ke
    @ChittaranjanSankhua-oy9ke 10 днів тому +2

    ହାଟ କେଉଁ ଜାଗାରେ

  • @user-vd5nc1dp5g
    @user-vd5nc1dp5g 10 днів тому +5

    Kain Gaon Bajar Dada

  • @bipindutta9364
    @bipindutta9364 День тому

    Ko jaga

  • @kishorpradhan2019
    @kishorpradhan2019 8 днів тому +1

    ହାଟ କୋଉ ଜାଗା ତାନାକନ

  • @sonukhansonukhan8387
    @sonukhansonukhan8387 10 днів тому +1

    Welcome. Tata manies. Hats ra. Maga. Khub. Sunder. Swagat. Bhai

  • @IKrishnaKamara
    @IKrishnaKamara 10 днів тому +3

    Love From Keonjhar Swampatna Sir ❤🎉

  • @sunil2du....1996
    @sunil2du....1996 9 днів тому

    Bhai kaubara hata hua

  • @villagersproud3221
    @villagersproud3221 10 днів тому +1

    Bhai kanjipani hata bazar dekhaile bhala huanta

  • @International303
    @International303 10 днів тому +1

    Thank you

  • @Dev.vlogs-5989
    @Dev.vlogs-5989 10 днів тому +2

    Total bhida nahi kanhi michha kahuchha

  • @KulamaniBhuyan-xj8vi
    @KulamaniBhuyan-xj8vi 10 днів тому +3

    Nice looking beautiful video

    • @CharigarhVlogs1614
      @CharigarhVlogs1614  10 днів тому +1

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @nasannsrstudio4985
    @nasannsrstudio4985 10 днів тому +1

    ବହୁତ ସୁନ୍ଦର ହେଇଚି ସାର ଭିଡ଼ିଓ ଟା

  • @SandeepKumarbal764
    @SandeepKumarbal764 2 дні тому

    Bhai micha kain kahucha

  • @Rusumajhi3010
    @Rusumajhi3010 10 днів тому +2

    ଆଜ୍ଞା ତୁମେ ଭଲ ଜିନିଷ ଦେଖୁଛ ମୋତେ ଭଲ ଲାଗେ ତୁମ କଥାରେ ଭଲ ଲାଗେ। I Like you.

  • @santoshbehera507
    @santoshbehera507 4 дні тому

    Mu July 12 re Telkoi jibi tk dekha kariba ok❤❤

  • @rameswarsoren9096
    @rameswarsoren9096 10 днів тому +14

    ନା ଭାଇ ସେଭଳି କିଛି ନାହିଁ ମୁଁ ସେଠିକାର ଲୋକାଲ ପିଲା।

    • @Papurath8
      @Papurath8 9 днів тому +3

      ଏ ଶଳା ଆମ ହାଟକୁ ବଦନାମ କରୁଛି

    • @user-cb8hs4di7v
      @user-cb8hs4di7v 6 днів тому +2

      ଗୁଡେ଼ଇ ଗୁଡେ଼ଇ ପିଟ...ଏ ସଳା ଟାକୁ

    • @dbrothertourist2452
      @dbrothertourist2452 4 дні тому +1

      Aeita kou jagare hato houchhi.. jaga na ta kn bhai

    • @user-uh9se6gs6b
      @user-uh9se6gs6b 2 дні тому

      Bhai Eita Kouthika Hato ki?

    • @KarunakarMarndi-hc3jc
      @KarunakarMarndi-hc3jc 6 годин тому

      Mari ki Chhutu Kari diyo taku

  • @Naranmarndi46
    @Naranmarndi46 3 дні тому

    ଆମ area କୁ ଆସ ପୁଅ ବହେ ମାଡ଼ ଖାଇବୁ

  • @puspendrakumar4390
    @puspendrakumar4390 5 днів тому

    E ta kau jagar hata bhai

  • @BiswajeetSoren-rx7jk
    @BiswajeetSoren-rx7jk День тому

    Market name kon j

  • @kalpatarugauntia2942
    @kalpatarugauntia2942 10 днів тому +2

    କେଉଁ ବଜାର ଭାଇ

  • @sumantasumant67
    @sumantasumant67 15 годин тому

    Dekhichaki Bhai dehabepara hauchi

  • @user-di3kp6jg1j
    @user-di3kp6jg1j 3 години тому

    Bhai Video Banei low Thik Achhi Kintu Jau jinsa Ame Janinu Sei Jinsa Kahu chanti Deha Beba Sai Kahu Chanti Amo Ghara Hata kar re Ame Janinu Tome Janilow Kouthi

  • @naranmajhi6192
    @naranmajhi6192 5 днів тому

    Bhala vlogs tiari kara

  • @bipindutta9364
    @bipindutta9364 День тому

    Kou jaga

  • @barshamarndi7562
    @barshamarndi7562 10 днів тому +2

    Jaha jana paduchhi tame v badhe jaithila.....

  • @BharatKumar-wo2ct
    @BharatKumar-wo2ct День тому

    Kemiti janilu ghuda gehin

  • @abhayamohanty9300
    @abhayamohanty9300 10 днів тому +2

    Han Hou Valla.👍👍

    • @CharigarhVlogs1614
      @CharigarhVlogs1614  10 днів тому

      🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @gulshankumarofficial1595
    @gulshankumarofficial1595 10 днів тому +13

    ଦେହ ବ୍ୟବସ୍ୟା ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ

    • @rrunitgang7344
      @rrunitgang7344 8 днів тому

      ଭାଇ ସେମିତି କିଛି ହୁଏ ନାହିଁ, ମୁଁ ଏହି ଗ୍ରାମ ର ପିଲା,

    • @bholanathmarndi7264
      @bholanathmarndi7264 7 днів тому

      ମିଛ ପ୍ରଚାର କରୁଛି ନିଜ vedio ଲୋକ ଦେଖିବା ପାଇଁ ଏମିତି କରୁଛି

  • @nasannsrstudio4985
    @nasannsrstudio4985 10 днів тому

    ଆଦିବାସୀ ଙ୍କ ଓ ତାଙ୍କ ଜୀବନ ଶଏଲି ଦେଖାନ୍ତି ଏବଂ ଆଦିବାସୀ ଗାର ସମଷ୍ୟା ର ସମାଧାନ କରିବା ନିମନ୍ତେ ଲୋକ ଲୋଚନ କୁ ଆଣନ୍ତି ସବୁଖଣି ଅଞ୍ଚଳ ଭଳି ଏଖଣି ଅଂଚଳରେ ହାଟ ଓ ଗାଁ ଭାଁ ଦେହ ବେପାର ହୁଏ ଏଇଟା କିଛି ନୁଆଁ କଥା ନୁହଁ ଏଣୁ ଆଦିବାସୀ ଙ୍କ ସମଷ୍ୟା ଦେଖାଇବାର ପ୍ରୟାସ ଜାରି ରଖନ୍ତୁ 🙏

  • @KABITASINGH-bv1dx
    @KABITASINGH-bv1dx 10 днів тому

    Bhai sorat hata dine jiba nihanti

  • @TaniTanveerTribal
    @TaniTanveerTribal 10 днів тому +2

    Love from Thakurmunda, Mayurbhanj ❤

  • @pratappatra8489
    @pratappatra8489 9 днів тому

    Kamakya agar haat dekhaya

  • @naranmajhi6192
    @naranmajhi6192 5 днів тому

    Bhai apanaka village kauthhi

  • @user-pg5wp7cs6s
    @user-pg5wp7cs6s 10 днів тому +2

    Apanankara hajeidebe

  • @rajeshmohanty7175
    @rajeshmohanty7175 9 днів тому

    Ata koujaga hata

  • @bipindutta9364
    @bipindutta9364 День тому

    Kouthi kahibe ki

  • @Basanta962
    @Basanta962 10 днів тому +1

    Lemboo 10 tankare 6ta hele market re 10 tankare 2ta

  • @snehasinku4042
    @snehasinku4042 10 днів тому +1

    Mana ichha kohuchu

  • @sanjayakumarmallick-bq2kv
    @sanjayakumarmallick-bq2kv 2 дні тому

    Se machha valia nuhe ,seita jalanga machha,

  • @Diyanewsnotes05
    @Diyanewsnotes05 День тому

    Kinibuni ta Bala ku pacharuchu tanka kete

  • @naranmajhi6192
    @naranmajhi6192 5 днів тому

    Ama area bisayare kon amti kahuchhu

  • @prasanta-jg1vd
    @prasanta-jg1vd 5 днів тому

    ଡିଲ୍ କରିକି ଦେଖା, LIKE ଓ suscribe ପାଇଁ ମିଛ କହନି

  • @subratkumarswain4217
    @subratkumarswain4217 10 днів тому +4

    Bbsr side re balakati gote Village achi. Asuna blog Kariba. Tamaku tuition karibe epata haatua aau ଲଙ୍ଗଳା କରି ଚଡ଼ିବେ

  • @MahadebakumbharVlog
    @MahadebakumbharVlog 3 дні тому

    Ken ବଜାର ken dist

  • @nayak-vv9wq
    @nayak-vv9wq 10 днів тому +3

    Title change kara

  • @MangolSoy
    @MangolSoy 10 днів тому

    a ken hat

  • @PappuPapu-vf7ok
    @PappuPapu-vf7ok 10 днів тому +1

    ମା।।। ଞଭରକହୁଚି

  • @sarojiniparida777
    @sarojiniparida777 10 днів тому +2

    Jay jagannath sir mulika ki prakara jinisa o kou kamare lage

  • @ErGaneshOfficial
    @ErGaneshOfficial 8 днів тому

    Kauthi Ae hata taa bhai

  • @MTRJose
    @MTRJose 18 годин тому

    ତୋ ଘର ଟା କୋଉଠି କିରେ ଭାଇ କହିଲୁ ଟିକେ