ନବୀନଙ୍କ ଓ ମୋହନଙ୍କ ଶିକ୍ଷାନୀତି ଫରକ୍ ଆଇନା ଦେଖେଇ ଦେଲେ ଧର୍ମେନ୍ଦ୍ର ପ୍ରଧାନ।Dharmendra Pradhan on NEP, bbsr.

Поділитися
Вставка
  • Опубліковано 31 січ 2025

КОМЕНТАРІ • 399

  • @balaramnanda9224
    @balaramnanda9224 8 днів тому +11

    ଶିଶୁମନ୍ଦିର ବନ୍ଦ କରାଯାଉ ସମସ୍ତେ ଗୋଟିଏ ସ୍କୁଲ ରେ ପଡନ୍ତୁ 👌

  • @BhimaGadabaa
    @BhimaGadabaa 6 днів тому +1

    ନିଶ୍ଚୟ କରାଯାଉ 🙏🙏🙏

  • @BirendraDas-h6p
    @BirendraDas-h6p 11 днів тому +22

    ଜୟ ହୋ ଧନ୍ୟବାଦ ବାବୁ

  • @bharatchandrabarik5921
    @bharatchandrabarik5921 10 днів тому +12

    ଧନ୍ୟବାଦ୍ ଧର୍ମେନ୍ଦ୍ର ସାରଙ୍କୁ

  • @Skumar-qd3rx
    @Skumar-qd3rx 11 днів тому +34

    ବହୁତ୍ ଧନ୍ୟବାଦ୍ କି ଆମ ଓଡ଼ିଶା ରୁ ଜଣେ ଭାରତ ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ନେଇ ଛନ୍ତି

    • @BiswaDhal-py7xp
      @BiswaDhal-py7xp 10 днів тому

      @@Skumar-qd3rx kn ta chodi pakeichi education system re

    • @sanjibmalik4219
      @sanjibmalik4219 9 днів тому

      Are bhai tuma ku laja lagiba katha ki a sala choro ku support karucha tume janicha a kate pila nka khelichi sala dharmendra pardhan choro

    • @TripatiBadanaik
      @TripatiBadanaik 7 днів тому

      Bhai hele kn hela labo khichi nahi

    • @Skumar-qd3rx
      @Skumar-qd3rx 7 днів тому

      @@sanjibmalik4219 ଆମ ଓଡ଼ିଆ ଲୋକ ତ ଏମିତି ଯେ ଓଡ଼ିଆ ଲୋକ ଙ୍କୁ ହି ବିରୋଧ କରିବେ

    • @sanjibmalik4219
      @sanjibmalik4219 7 днів тому

      @@Skumar-qd3rx Bhai tume janina aa loka ta ku mo Odia au mo odisa bhari badhia hale a sala choro ku ado pasanda nunha

  • @swapnilraja1409
    @swapnilraja1409 10 днів тому +10

    😂😂😂ସବୁ ନେତାଙ୍କ ପିଲା ବି ଆମ ସରକାରୀ ସ୍କୁଲ ରେ ପଢିବାକୁ ବାଧ୍ୟ ହୁଅନ୍ତୁ ❤❤❤

  • @UpendraThati
    @UpendraThati 7 днів тому

    ତମସୋ ର୍ମା ଜ୍ୟୋତି ର୍ଗମୟ । ଧନ୍ୟବାଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ 🙏❤️❤️❤️🚩🚩🚩🪷🪷🪷🇮🇷🇮🇷🇮🇷🚩🚩🚩💩💩💩🔥🔥🔥🙏

  • @Niteshofficial1092
    @Niteshofficial1092 10 днів тому +9

    ସରକାରଙ୍କୁ ମୋର ଅନୁରୋଧ ଶିଶୁ ମନ୍ଦିର ବନ୍ଦ କରାଯାଉ। ସମସ୍ତେ ସମାନ ସରକାରୀ ସ୍କୁଲ ରେ ପଢନ୍ତୁ।

    • @ସଂଘସମାଚାରଓଡ଼ିଶା
      @ସଂଘସମାଚାରଓଡ଼ିଶା 9 днів тому +1

      Apananka Budhi tike nahi . Sishu mandir jadi nathanta 5lakh student nku padheibaku sarkar nku kete teacher appointment debaku padiba janichu. Paisa kouthu asiba. Au 5 lakh students pain kete infrastructure darkar janicha

  • @nirakarrout1973
    @nirakarrout1973 11 днів тому +11

    ଟାଉଟରି ଛଡ଼ା କିଛି ନାହିଁ

  • @nirmalapradhanpradhan86pra56
    @nirmalapradhanpradhan86pra56 6 днів тому

    ଗାଁ ଗପ ସୁନ୍ଦର

  • @nidhiramjena2398
    @nidhiramjena2398 11 днів тому +31

    ଆଗ ତମ ପିଲାମାନେ ସେଠି ପଢିବେ ତ.....

  • @AmulyaParida-sj9bv
    @AmulyaParida-sj9bv 11 днів тому +41

    ଏଡେ ବଡ଼ ଟାଉଟର ଟୋଟାଲ ବିଶ୍ଵ ରେ ଖୋଜିଲେ ମିଳିବେନି

  • @abhijitnanda40
    @abhijitnanda40 11 днів тому +3

    ବାବୁ ଧର୍ମେନ୍ଦ୍ର ଦିନକୁ ଦଶ ଥର ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଥିଲେ ନବୀନ ବାବୁ ଙ୍କୁ. ହେଲେ ମୋହନ ମାଝୀ ଙ୍କୁ ଯେଉଁପରି ଧନ୍ୟବାଦ ଦେଉଛନ୍ତି ସେଥିରୁ ବାବୁଙ୍କର ଚରିତ୍ର ପୁରା ବାହାରେ ପଡି ଯାଉଛି.

  • @AmulyaParida-sj9bv
    @AmulyaParida-sj9bv 11 днів тому +45

    ଏଇଟା ବ୍ରହ୍ମ ଟାଉଟର... ସମ୍ବଲପୁର ରେ ଇଟା ଖଣ୍ଡେ ପକେଇନି ଆସି ଟାଉଟର କଥା କଉଚି ଲାଜ ନାହିଂ

  • @DambaruHarijan-d2c
    @DambaruHarijan-d2c 11 днів тому +28

    କେତେ ମିଛ କହିବୁ ତତେ ଲାଜ ଲାଗୁନି ମୁର୍ଖ
    ଇଲେକସନ ବେଳେ ଯାହା କହିଥିଲ ତାହା ସମ୍ପୂର୍ଣ୍ଣ କରିଚ କି ସାରା ଓଡ଼ିଶା ଜବାବ ମାଗୁଚି
    ମୁର୍ଖ ଭଳି ଭାଷଣ ଦାବା ବନ୍ଦ କର

    • @manaspattnaik3307
      @manaspattnaik3307 11 днів тому

      Right

    • @Skumar-qd3rx
      @Skumar-qd3rx 11 днів тому +5

      ତମେ ଏତେ ଶିକ୍ଷିତ ବୋଲି ଓଡ଼ିଶା ରେ ପଡ଼ି ରହିଛ।ଓଡ଼ିଆ ଲୋକ ଯାଇ କି ସାରା ଭାରତ ର ଶିକ୍ଷା ମନ୍ତ୍ରୀ ସେ ଗୋଟେ ମୂର୍ଖ ବୋଲି କହିବା କେତେ ଠିକ୍ ତୁମ ନିଜ ହୃଦୟ କୁ ପଚାର ବୁଝି ଯିବ

    • @sritansws
      @sritansws 10 днів тому +2

      70% ପୂରଣ ହୋଇଛି
      ଆଉ ତୋ ଭଳିଆ ମାଗଣା ଖିଆ ଖାଇଦେଇକି ମୁଁହ ପୋଛି ଦେବା ଲୋକ ତୁ

    • @BabulaPattnaik-t1i
      @BabulaPattnaik-t1i 10 днів тому

      Tu paka maghiya Dharmendra pradhan😂

    • @BiswaDhal-py7xp
      @BiswaDhal-py7xp 10 днів тому

      @@Skumar-qd3rx gote central education minister heiki jaha karuchu gote gaon re tipa chinha dauthiba sadharana loka taha karideba se emiti kn balata ukhadi pakeichi ki

  • @chandansahoo2464
    @chandansahoo2464 11 днів тому +27

    ଏତେ ଟାଉଟର ପୁଣି ଟାଉଟରୀ କଥା କହିଲାଣି, 7 ମାସ ହେଲାଣି ସରକାର କରିବାର ସମ୍ବଲପୁର ପାଇଁ କଣ କରିଛି ଖାଲି ସବୁଆଡେ ଭାଙ୍ଗି ରୁଜି ସଫା କରିଛି

  • @RanjitKumarSingh-v1l
    @RanjitKumarSingh-v1l 11 днів тому +5

    ଯେତେ ଯାହା କଲେ ବି ସରକାରୀ ସ୍କୁଲ୍ ଆଉ ସୁଧୁରିବ ନାହିଁ ୨୪ ବର୍ଷ ଭିତରେ ସରକାରୀ ସ୍କୁଲ୍ ଓ ଶିକ୍ଷା ବିଭାଗ ରାଜନୀତି ର ପଙ୍କ ରେ ପୁରା ବୁଡି ଯାଇଚି ତମେ କଣ ଟା ଉପାଡ଼ି ଦେବ ତୁମେମାନେ ବି ସେଇଆ କରିବ ଦିନ ଥିଲା ଶିକ୍ଷକ ଓ ଶିକ୍ଷା ବିଭାଗ କୁ ରାଜନୀତି ରୁ ଦୁରେଇ ରଖା ଯାଉଥିଲା 🥺🥺🥺🥺

  • @SubodhaChandraMahalik
    @SubodhaChandraMahalik 10 днів тому

    ଧନ୍ୟବାଦ୍

  • @Mahakal-sy3qk
    @Mahakal-sy3qk 10 днів тому

    ଟାଉଟର ନମ୍ବର 1

  • @DEBENDRAJENA-w5r
    @DEBENDRAJENA-w5r 8 днів тому +1

    ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ କିନ୍ତୁ ଇଂରାଜୀ ଭାଷାରେ ସାକ୍ଷାତକାର ବା ବା।

  • @PrasannakumarPanda-m2d
    @PrasannakumarPanda-m2d 11 днів тому +22

    ଦରଦାମ୍ କୁ ଵଢେଇ,ମାଗଣା ଯୋଜନା କରିକି ଏଠି ଗୋଟେ ପାଲା ଗାଉଛି।ଖାଇଵାକୁ କିଛି ଵି ନାହିଁ ।ଏ ନିଜେ ଯାଉ ଦେଖୁ।କଥା ମାଳ ମାଳ କାମ ଦରଵଳ

    • @pabitranath5075
      @pabitranath5075 11 днів тому

      Are magiha bjd bele sabu kn 5 tanka re miluthila ki sala tomat kg 300 heithila vuligalu mane nahi

    • @sritansws
      @sritansws 10 днів тому

      ତୋ ବୋଉ ବୀଆ ରେ ତୋତେ ଖାଇବାକୁ ମିଳୁନି ତୁ ଶଳା 25 ବର୍ଷ ହେଲା ବଞ୍ଚି କି କେମିତି ଅଛୁ

  • @sarjanadbank5807
    @sarjanadbank5807 10 днів тому

    ଶିକ୍ଷାର ମାନ ପରିବର୍ତ୍ତନ ସମାଜ ପାଇଁ ଏକ ବିରାଟ ପରିବର୍ତ୍ତନ ଓ ସୁସ୍ଥ ; ସୁଦୃତ; ଓ ଦକ୍ଷତା ସଂମ୍ପର୍ଣ୍ଣ ଓଡ଼ିଶା ତିଆରି ହେବ ଏହା ତିଳେମାତ୍ର ସନ୍ଦେହ ନାହିଁ

  • @Lipun-lk4eu
    @Lipun-lk4eu 11 днів тому +4

    ଦୟାକରି ଆଗ ସ୍କୁଲ ରେ କାମ କରୁଥିବା ,ସମସ୍ତ ଆଉଟ୍ ସର୍ଚିଗ୍ ଲୋକଙ୍କୁ ଆଉଟ୍ ସର୍ଚିଗ୍ ରୁ ମୁକ୍ତ କରନ୍ତୁ ।ସମସ୍ତ ଲୋକ ସରକାରର ରୂଣୀହୋଇ ରହିବେ?
    ଦୟାକରି ମୁକ୍ତ କରନ୍ତୁ !ମରିମରି ବଂନ୍ଚିଲା ସମାନ ହେଉଛନ୍ତି!🙏🙏🙏
    ଭୁଲ୍ ଥିଲେ କ୍ଷମାକରିବେ🙏
    ଜୟ ଜଗନ୍ନାଥ ଜୟ ଶ୍ରୀରାମ🙏🙏🙏🙏

  • @santoshkumarswain6547
    @santoshkumarswain6547 11 днів тому +43

    ବଡ଼ ଟାଉଟର ଆସିଗଲା

    • @ajayaonlinevideo
      @ajayaonlinevideo 11 днів тому +1

      Chhi dharmendra pradhan

    • @satyanandanayak4533
      @satyanandanayak4533 9 днів тому

      Mnu marigale b eia sala ra dailog mnu bhuli parib nai .
      Chada ho modi daba 300 unit.
      Eia sei galuaa

  • @Bikramsingh-wc9ev
    @Bikramsingh-wc9ev 11 днів тому +5

    ଗୋଟିଏ କଥା ସତ କୁହନ୍ତୁ

  • @SatrughanNayak-qf1rt
    @SatrughanNayak-qf1rt 9 днів тому

    ସବୁ ଗାଁ ସ୍କୁଲ୍ କୁ ବନ୍ଦ୍ କରି ପ୍ରତ୍ୟେକ ପଞ୍ଚାୟତ ରେ ଗୋଟିଏ ସ୍କୁଲ୍ ହେଉ ପ୍ରଥମ ରୁ+3 ଶେଷ କରି ବାହାରିବ

  • @vaiopeaple
    @vaiopeaple 11 днів тому +6

    ଜାତୀୟ ଶିକ୍ଷାନୀତି କହି କହି ପାଞ୍ଚ ବର୍ଷ ବିତିବ ଆଉ ।

  • @bibhushavijaya2556
    @bibhushavijaya2556 10 днів тому +1

    ଆବେ ପ୍ରଥମେ ମୋହନ ମାଝି ଯେତେବେଳେ ଦଳ ମୂଖ୍ଯ ସଚେତକ ଥିଲା, ସେ ଛାତି ପିଟି କହୁଥିଲା primary teachers ମାନଙ୍କୁ ୪୨୦୦ ଜିପି ଆମେ କ୍ଷମତାକୁ ଆସିଲେ ଦେବୁ, ଏବେ ସେ କଥା ନ କହି, ଏଣୁ ତେଣୁ ଗପୁଛି। ଧିକ୍ ତୁମର NEP

  • @brajakishorepadhi4022
    @brajakishorepadhi4022 11 днів тому +2

    ୟେବେ କା ମୁଖମନ୍ତ୍ରୀ କୁ ଲୋକେ ଦେଖିବାକୁ ପାଉଛନ୍ତି। ସାଂବାଦିକ ମାନକଂ ସହିତ କଥାବାର୍ତ୍ତା ପାଖରୁ କେନ୍ଦ୍ର ମନ୍ତ୍ରୀ କଂ ବକ୍ତବ୍ଯ କୁ ସମ୍ମାନ ଦେଉଛନ୍ତି। ଗୋଟେ ପରିବାର ପରି ଚଳୁଛନ୍ତି। ଆରଟା ଯେଉଁ ଥିଲା ନିଜକୁ ନିଜେ ଭାବୁଥିଲା ବ୍ରମା୍ହା୍। କିନ୍ତୁ ବିଳ ରୁ ବାହାରିବନି।

  • @Rajutibehera-l1b
    @Rajutibehera-l1b 8 днів тому

    ଧନ୍ୟବାଦସାର ଭାରତର ଶିକ୍ଷାମତ୍ରୀ ଭାବେଓଡିଶା ଗର୍ଵ କରୁଛି ସାର ମୋଗାଁରେ 40,45ପିଲାମାନେଝାଉଁନାହିତ୍ତୀ

  • @ArupaSahu-me7nr
    @ArupaSahu-me7nr 10 днів тому

    ଆରେ ପାଠ ପଢା ସହ ନାଚ ଗୀତ ବି ଆଜି କା ଦୁନିଆରେ ସେତିକି ଜରୁରୀ ତମର ସେ ଜ୍ଞାନ ନାହିଁ ବୋଧେ ଧର୍ମେନ୍ଦ୍ର ପ୍ରଧାନ

  • @gopasenapati9667
    @gopasenapati9667 9 днів тому

    ବିଜେଡି ବେଳେ ପବ୍ଲିକ ସ୍କୁଲ ଭିଡ,ବିଜେପିବେଳେ ଦେଖାଯାଉ କଣ ହଉଛି

  • @KunujaniKunujani
    @KunujaniKunujani 10 днів тому +1

    Vote ସମୟ ରେ ଯାହା କହିଥିଲ ତାହା କଲେ ନାହିଁ,ଏହାକୁ ଭୁଲ୍ କୁହାଯାଏ,।

  • @SunilPagl
    @SunilPagl 7 днів тому

    Good line sir 🎉

  • @tapannayak4415
    @tapannayak4415 11 днів тому +9

    ଆଉଥରେ ପୁଅ ଭୋଟ ପା ତା ପରେ ବଳିବ ଦର ବଢା ଉଚ୍ଚ ବଞ୍ଚିବ। କଷ୍ଟ କରି ଦେଲଣି

  • @Jagannath-oc9ht
    @Jagannath-oc9ht 10 днів тому

    ଚାଷୀ ପରିବାର ପିଲା ଟିକିଏ ବଡ ହେଲେ ବାପାଙ୍କୁ ସାହାଯ୍ୟ କରିବକୁ ପଡେ, ସେଥିପାଇଁ ସେଭଳି ପିଲାଙ୍କୁ ଶିକ୍ଷା ଦେବାକୁ ହେଲେ ସ୍କୁଲ୍ ସିକ୍ଷାର ସମୟ ନିର୍ଘଣ୍ଟ ରେ ସୁଧାର ଆଣିବାକୁ ହେବ, ହୋଇପାରେ ଅଧିକ ଶିକ୍ଷକ ଓ କର୍ମଚାରୀ ଦେଇ ଅଧିକ ଖର୍ଚ୍ଚ ବହନ କରିବାକୁ ପଡିବ କନ୍ତୁ ଭଲ ହୋଇଥାନ୍ତା ।

  • @santoshkumarpatnaik5290
    @santoshkumarpatnaik5290 11 днів тому +3

    ମର ଅନୁରୋଧ ଓଡ଼ିଶାର ସ୍କୁଲ ଗୁଡିକ ରେ ତେଲୁଗୁ ମେଢାମ୍ ସାର୍ ମାନଙ୍କୁ ଅଲଗାରେ କ୍ଲାସ୍ ରୁମୁ ହେଉ ସେମାନେ ଖାଲି ତେଲୁଗୁ ପିଲାମାନଙ୍କୁ ପଢାନ୍ତୁ

  • @SubodhaChandraMahalik
    @SubodhaChandraMahalik 10 днів тому +1

    ଧନ୍ୟବାଦ୍ କିନ୍ତୁ କଥାରେ ନୁହେଁ କାମରେ କରିବା ଆବଶ୍ୟକ

  • @TahasilBanchhor-bf6dh
    @TahasilBanchhor-bf6dh 10 днів тому

    ବହୁତ ବଡ ପଦକ୍ଷେପ 🙏

  • @rajendraraita5093
    @rajendraraita5093 6 днів тому

    Jay shree Jagannath ❤❤❤❤❤❤❤

  • @dolamanimahar1468
    @dolamanimahar1468 9 днів тому +1

    Dharmendra Pradhan Jay hoo

  • @somanathkurami4090
    @somanathkurami4090 8 днів тому

    Thank you mahan sir jii

  • @ashwiniballavgoswami163
    @ashwiniballavgoswami163 9 днів тому

    Thank you mahan Majhi

  • @dillipkumarsahoo1133
    @dillipkumarsahoo1133 11 днів тому +4

    ଧନିଆ 😂 ପେପର ଲିକ୍ ବିଷୟ ରେ ଟିକିଏ କୁହନ୍ତୁ, ଏ କି ପ୍ରକାର ର ଶିକ୍ଷା 😭😭🤪🤣😂

  • @PapuGantayat-m9b
    @PapuGantayat-m9b 8 днів тому

    🎉🎉🎉🎉🎉🎉🎉🎉🎉 jay shree jagannath dharam ra Jay hayou 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏💅🍂🌌💅🙏 Banda utkala janani ❤️

  • @bajarabandhusingh-fd2xo
    @bajarabandhusingh-fd2xo 9 днів тому

    Education minister of India Dharmendra pradhan Ji zindabad Jai Shri ram

  • @debendranaik-f9b
    @debendranaik-f9b 11 днів тому +10

    ଆରେ ସାଙ୍ଗ ତୁମେ ତକହିଥିଲା କରେଣ୍ଟ୍ ଫ୍ରି ହେଲେ କୁଆଡ଼େ ଗଲା ଠକ ସାଙ୍ଗହୋତମେ ଭରସା ନାହିଁ ହତୁମକୁ

    • @Skumar-qd3rx
      @Skumar-qd3rx 11 днів тому +1

      ମାଗଣା ଖାଇବା ଓଡ଼ିଶା ଆଗରେ

    • @sritansws
      @sritansws 10 днів тому

      ଘରେ ଘରେ ସୋଲାର ଲାଗିବ ବୋଲି କହିଥିଲା ରେ ଗେଣ୍ଡାଳିଆ ବା ଚଣ୍ଡାଳିଆ 😂

  • @rahulk934
    @rahulk934 11 днів тому +3

    Good step

  • @AshokKumarmohanty-qf1zi
    @AshokKumarmohanty-qf1zi 11 днів тому +1

    ରାଷ୍ଟ୍ରୀୟ ଶିକ୍ଷାନୀତି କରିଦେଲେ କଣ ହେବା ଶିକ୍ଷା ବିଭାଗ ରେ କାମ କରୁଥିବା କିରାଣୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବଢ଼େଇଲେ କିନ୍ତୁ ଗ୍ରେଡ ପେ ବଢାଇଲେ ନାହିଁ ।ଦେଶ ସ୍ବାଧୀନ ଠାରୁ ସେମିତି ଗ୍ରେଡ ପେ 1900 ଅଛି ତେଣୁ ଏଣ୍ଟ୍ରି level badha jau

    • @rakeshmajhi3358
      @rakeshmajhi3358 10 днів тому

      Block grant employee nka pain kichi subidha b karile nai
      Retirement b hoi gale semane

  • @shreedhar7963
    @shreedhar7963 11 днів тому +15

    Katha kuhalia😂

  • @DashrathHembram-v7z
    @DashrathHembram-v7z 11 днів тому +4

    Bjp ସରକାର ବଡ଼ ଟାଉଟର ଭାଷଣ କରିବାକୁ ଲାଜ ଲାଗୁନି ।

  • @Ahiramnayak
    @Ahiramnayak 10 годин тому

    Very very thanks for this word ur a son of sacha odiaa

  • @JaylaxmiMalik
    @JaylaxmiMalik 7 днів тому

    Great disision

  • @gangulijena8684
    @gangulijena8684 8 днів тому

    Thank you

  • @prasantakumarsha7668
    @prasantakumarsha7668 9 днів тому

    Thankyou Sri

  • @smrutiranjanboitai8725
    @smrutiranjanboitai8725 11 днів тому +17

    Aeta behia ta

  • @odishaminesvlogs
    @odishaminesvlogs 8 днів тому +1

    Khaiba helani Naa😂😂😂

  • @SubodhaMallick-nz1kn
    @SubodhaMallick-nz1kn 11 днів тому +13

    Aeta supar ଟାଉଟର

  • @rajendraraita5093
    @rajendraraita5093 6 днів тому

    Ramagiri High school gajapati district re asantu sir❤❤❤❤❤❤❤❤❤ Congress shasana re bigadi jayichi sir dhanyvad

  • @harprasadsenapati3945
    @harprasadsenapati3945 9 днів тому

    Jay Odisha Jay Mohan ❤❤❤❤🇮🇳🇮🇳🇮🇳🇮🇳🙏🏻🙏🏻

  • @AsitMajhi-h2f
    @AsitMajhi-h2f 7 днів тому

    ଏ ଶଳା ର କଥା ପର୍ବଳ କାମ ଦୁର୍ବଳ

  • @lalatenduparida6198
    @lalatenduparida6198 11 днів тому +2

    Jay Jagannath🙏🙏🙏

  • @Happiness-is-Enough
    @Happiness-is-Enough 8 днів тому

    First Teacher recruitment kara jau
    School College ରେ teachers ନାଇ ନ
    School ଖୋଲୁଛ ଗାଁ ଗାଁ ନେ
    ଧନ୍ୟ ତମ ରାଷ୍ଟ୍ର ନୀତି
    ଧନ୍ୟ ତମ ବଡ଼ ବଡ଼ କଥା
    ତମ କଥା କହେ
    ତମ ରାଷ୍ଟ୍ର ଗାଥା ।

  • @sanjeebkumarnaik1979
    @sanjeebkumarnaik1979 9 днів тому

    ସାରେ, teachers ମାନଙ୍କ demands କେବେ ପୂରଣ କରିବେ

  • @PapuGantayat-m9b
    @PapuGantayat-m9b 8 днів тому

    ❤❤❤❤❤❤❤

  • @kantasabar9117
    @kantasabar9117 9 днів тому

    ଚାକିରୀ ଆଗ ଦିଅ ତେବେ ତାହା ଚାଲିବ, ନ ହେଲେ 300 ୟୁନିଟ ପରି ନିଜେ ଠକି ହେବେ, ଲୋକ କହିବେ, କଣ କହୁଛ ନିଜେ ଭୁଲି ନ ଯାଅ

  • @railwayexam3492
    @railwayexam3492 8 днів тому

    Good

  • @Bikramsingh-wc9ev
    @Bikramsingh-wc9ev 11 днів тому

    ଧର୍ମେନ୍ଦ୍ର ପ୍ରଧାନ ସାରେ ଆପଣ କହିଥିବା ପତି ମହିଳା କୁ 1000 ଟଙ୍କା ଦେବାକୁ କହିଥିଲେ କୁଆଡେ ଗଲା

  • @basantinaik8924
    @basantinaik8924 9 днів тому

    Very good

  • @BalramPradhan-u2u
    @BalramPradhan-u2u 11 днів тому +1

    ଏମାନେ ଓଡ଼ିଶା ଗରିବ କରି ଦେବ

  • @Unkn0wn8585
    @Unkn0wn8585 10 днів тому

    ସମସ୍ତ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲ କୁ ସରକାର କିଛି ଅନୁଦାନ ଦିୟୁନ୍ତୁ ଆହୁରି ଅଧିକ ଶିକ୍ଷାର ମାନ ପରିବର୍ତ୍ତନ ହେବ....।।।।

    • @AnilKumarsethi-z1y
      @AnilKumarsethi-z1y 10 днів тому

      Raha tate kichhi anudana miliba tu Tama ghare college kholibu

  • @PapuGantayat-m9b
    @PapuGantayat-m9b 8 днів тому

    ❤❤❤❤❤❤❤❤❤ jay shree jagannath muku bhai Banda utkala janani ❤️🌄🌄🎇🎇🎇🎇🎇 dharam ra Jay hayou pape mankar Ben's hayou monima 🙏

  • @gourachandrasahu4268
    @gourachandrasahu4268 10 днів тому

    ଛାଡହୋ ତୁମର କଥାରେ ପଡି ଇଲେକ୍ଟ୍ରୋନିକ ସ୍କୁଟି କିଣିଲି ତିନିଶହ ଇଲେକଟ୍ରି ପାଇବା ଆଶାରେ କେବେ ମିଳିବ କୁହ ତାପରେ ଅନ୍ୟକ ଥା ।

  • @prachinayak5544
    @prachinayak5544 11 днів тому +11

    Sir eta election prachara nuhe.seti bi micha kahile kana heba.

  • @subhaschandrabiswal8007
    @subhaschandrabiswal8007 7 днів тому

    ଶିଶୁ ମନ୍ଦିର ରେ ସବୁ କମ୍ୟୁନିଟ ର ପିଲା ପାଠ ପଢୁଛନ୍ତି ତ?

  • @AkshyaKaran
    @AkshyaKaran 10 днів тому +1

    ବହୁତ ବହୁତ ଧନ୍ୟବାଦ, ଆମର ଓଡ଼ିଶାର ପୁଅ ଧର୍ମେନ୍ଦ୍ର ଭାଇ ମୋର କୋଟି ନମସ୍କାର

  • @Prasarna
    @Prasarna 9 днів тому

    Good step ❤🎉

  • @BikramMahapatra-r6u
    @BikramMahapatra-r6u 11 днів тому +20

    Aita maha michhua o galua number 1,chhada ho 300 unit electri kebe miliba kire,

  • @jitusabar3474
    @jitusabar3474 9 днів тому

    Super❤

  • @himansudash9149
    @himansudash9149 9 днів тому

    ୩୦୦ ୟୁନିଟ ଫ୍ରି।୧୦୦୦ ପ୍ରତି ମାସରେ।ବାହାରିଲା ଙ୍କ ବାରବାଟି ଚାଷ।କେବଳ ହାତୀ କୁ ଗେହିଁଲା ଭଳିଆ କଥା।କାମ ରେ ଜିରୋ।ଯେତେ ଦୁର୍ନୀତି ଅଭିଯୋଗ ସବୁ ତମ ଡିପାର୍ଟମେନ୍ଟଟ ରେ

  • @PapuGantayat-m9b
    @PapuGantayat-m9b 8 днів тому

    Right monja katha ❤

  • @hrudanandasahu4430
    @hrudanandasahu4430 10 днів тому +1

    ତା ହେଲେ ପବଲିକ୍ ସ୍କୁଲ ଭିଡ କାହିଁକି

  • @rameshnayak6188
    @rameshnayak6188 11 днів тому

    ଖାଇବା କେମିତି ଅଗିବା କେମିତି ଆଉ କିଛି ନାହି ଜୁନ୍ ମାସ ରେ ନାହି ହେବେ କୋର ଆମେ ବି ମହାନ୍ ସରକାର ଅନୁରଧ

  • @mystic7426
    @mystic7426 11 днів тому

    ଚାରି ବର୍ଷ ଚାରି ମାସ ଚାରି ଦିନ ହେଲା ପରେ ଶିଶୁ ବାଟିକା କୁ ପିଲା ଯିବା ଉଚିତ, ତା ପୂର୍ବରୁ ଗଲେ ପାଗଳାମି

  • @DusmantaPradhan-d1f
    @DusmantaPradhan-d1f 11 днів тому +1

    ୩୦୦ ଶହ ୟୁନିଟ୍ ଇଲେକ୍ଟ୍ରି ବିଲ୍ କୁଆଡେ଼ ଗଲା ସେଇ ପ୍ରତି ସୃଢି କୁଆଡେ ଗଲା

  • @PrasantKumar-s9c
    @PrasantKumar-s9c 11 днів тому

    Best bjp dharmendra sir is best 💯💯💯

  • @samirpanigrahi7455
    @samirpanigrahi7455 7 днів тому

    💐🙏🙏

  • @ishwarchandra3980
    @ishwarchandra3980 10 днів тому

    🙏👍👍👍✌️

  • @sradheyakumarbastia7954
    @sradheyakumarbastia7954 6 днів тому

    Bhai re ki ସମ୍ମାନ
    ମୁଖ୍ୟମନ୍ତ୍ରୀ ତୁମ ବିଜେପି ର ନୁହ ସର ଓଡ଼ିଶା ର
    ଟିକେ ସମ୍ମାନ ର ସହ ମୁଖ୍ୟମନ୍ତ୍ରୀ ଙ୍କ ନାମ ନିଅନ୍ତୁ

  • @skpanda4234
    @skpanda4234 11 днів тому +18

    Dharma Sahibani re Dharmendra

    • @BiswaDhal-py7xp
      @BiswaDhal-py7xp 11 днів тому +1

      Bhai aeta kali juga athi jia jete michha kahuchi jete durniti karuchi taara sete bhala re rahuchi..

    • @AnilKumarsethi-z1y
      @AnilKumarsethi-z1y 10 днів тому

      Tama ghare kn gandi maridela ki😂

    • @BiswaDhal-py7xp
      @BiswaDhal-py7xp 10 днів тому

      @@AnilKumarsethi-z1y to bau gandire dhrama banda pasichi

    • @BiswaDhal-py7xp
      @BiswaDhal-py7xp 10 днів тому

      @@AnilKumarsethi-z1y to bhauni bia re gehidela re maghia bedha chua

  • @JitendraKumarNayak-ov2gl
    @JitendraKumarNayak-ov2gl 10 днів тому

    👍

  • @mandardharjena2450
    @mandardharjena2450 11 днів тому

    ଯଉ ଏରିଆରେ ରାସ୍ତା ଘାଟ ନାଇଁ ସେଇ ଏରିଆ କଥା ବିଚାରକୁ ନିଆଯାଉ, ସାତ ମାସ ପୁରିଲାଣି........

  • @sushantakumarpradhan9350
    @sushantakumarpradhan9350 10 днів тому +1

    Please Sir Teacher appointment karantu or
    Staff appointment karantu

  • @HrushikeshSamantaray-tb5xn
    @HrushikeshSamantaray-tb5xn 11 днів тому +9

    To micha pani Dharma shahibani re dharama

  • @NarayanSahoo-b8i
    @NarayanSahoo-b8i 8 днів тому

    କଥା କୁହା କପିଳା # ତାଉଟର କଥା

  • @1999Sachet
    @1999Sachet 10 днів тому +3

    Are dharama vai, NIIT exam re paper leak , Exam ghotala bisaya re chup kemiti thila. Tame ba education minister. Kete koti koti khaithila education ghotala re ?

  • @DhadubandhuLenka
    @DhadubandhuLenka 9 днів тому

    ଲଜ୍ୟା ନାହିଁ ଜାହା କହୁଚ ତାହା କରୁନାହାନ୍ତି ସୁଖୀ ଲା କଥା ମିଛୁଆ ଟା ବଡ଼ ଟାଓଟର

  • @runadinesh7780
    @runadinesh7780 11 днів тому

    ତୁମେ ମାଗ୍ୟା ଲୁଟିବା ଆଉ ଚୋଡିବା ବିନା କିଛି ନାହିଁ ସବୁ ଚଟା

  • @biswanathabehera4087
    @biswanathabehera4087 8 днів тому

    🙏🙏🙏🙏🙏👍👍👍👍👍👍👍👍🌹🌹🌹🌹🌹🌹🌹🌹🌹💐💐💐🌷🥰🥰🥰

  • @AlekhChandraDas-wh4pt
    @AlekhChandraDas-wh4pt 10 днів тому

    Mohanji thank you for O intro duction of nep in odisha is really praise worthy