Jibana Do Chhakire Ashara Alok Ep 381 16 SEPT 2023

Поділитися
Вставка
  • Опубліковано 19 вер 2023
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 381#OdishaTV #OTV

КОМЕНТАРІ • 698

  • @rajendrarout1661
    @rajendrarout1661 8 місяців тому +93

    ଏହି ଦୁନିଆ ରେ ଆଉ ସେ ଶ୍ଵାଶ୍ୱତ ପ୍ରେମ ନାହିଁ ! ଏଣୁ ସବୁ ଭାଇ ଭଉଣୀ ଙ୍କୁ ଅନୁରୋଧ 🙏🙏 ପ୍ରେମ ଭଳି ଏକ ମାରାତ୍ମକ ରୋଗ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ 🙏 ଏଠି ଶହେ ରୁ ସତୁରୀ ଜଣ ସ୍ୱାର୍ଥ ରେ ଅନ୍ଧ !!!

    • @puspanjalibag8148
      @puspanjalibag8148 8 місяців тому +3

      Thik katha

    • @anishaani6079
      @anishaani6079 8 місяців тому +1

      Apon nka katha thik mubi janaku bahut bhala paauchhi hele se mote mrgg pain time de time de kahuchhi mor kintu 28 chaluchhi ghare mo mrrgge pain deli gali sunibaku paduchhi asabu paji dekhila papre bhabuchhi mo bf saha brkup karidebi dara lagilani😂asabu😢

    • @user-bl8mr8xx8r
      @user-bl8mr8xx8r 8 місяців тому

      😢😂😂😂😂😂

    • @user-hm4fh2jm9t
      @user-hm4fh2jm9t 7 місяців тому

      ​@@anishaani6079you are Marry mee❤

    • @SwetasHope
      @SwetasHope 6 місяців тому

      U r correct 💯...

  • @user-wn8yh9vc3b
    @user-wn8yh9vc3b 9 місяців тому +71

    ଭାଇ ରେ ଝିଅ ର କଥା ରୁ ଜଣା ପଡୁଛି ତୋର ଯଉ ମାମୁ ପୁଅ ଖ୍ରୀଷ୍ଟିଆନ ଧର୍ମ ର ଅଛି ସିଏ ନାଟ ର ଗୋବର୍ଧନ ଭଲ ରେ ଚିନ୍ତା କର

  • @kuanrtudu9960
    @kuanrtudu9960 9 місяців тому +54

    ଝିଅ ଖ୍ରୀଷ୍ଟିଆନ ଟୁକା ସହିତ ସେଟେଲ ହେଇଯାଇଛି ଜଣା ପଡୁଛି ।

  • @BikasLoi
    @BikasLoi 9 місяців тому +102

    ମିହିର ସାର୍ ହୋଇଥିଲେ ସମାଧାନ କରିପାରିଥାନ୍ତେ 100% ସତ

  • @ajayamallick7732
    @ajayamallick7732 9 місяців тому +89

    ଏ ଝିଅର ଦୁଷ ପ୍ରବଳ ଆବଶ୍ୟକ ବେଳେ ପାଦ ଧରୁଛି କାମ ସରିଲେ ଗୋଇଠା ମାରିବା ଏହା ହିଁ କରୁଛି

  • @ihrd-odishastategeneralsec4297
    @ihrd-odishastategeneralsec4297 8 місяців тому +9

    🙏🏻ଦୁଇ ଘର ଓ ପରିବାର ଟିକୁ ଯୋଡିବାକୁ ପ୍ରଚେଷ୍ଟା କରିବାର ସତ୍ ପ୍ରୟାସ 🙏🏻

  • @deepakjena9935
    @deepakjena9935 9 місяців тому +17

    ସାର୍ ଛୁଆଟା ଜୀବନ ନଷ୍ଟ କାରଣ ବାପା ଖୁସି ମା ଦବନି ମା ଖୁସି ବାପା ଦବନି ଦୁଇ ଜଣଙ୍କ ପାଇଁ ଛୁଆଟି କୁ କାହିଁକି କଷ୍ଟ ଦବ

  • @Ask_Dipak
    @Ask_Dipak 7 місяців тому +10

    ଆପଣ ମାନେ ବିଚାର ପତି ହେଇକି ବସିଥିବାରୁ ଧନ୍ୟବାଦ୍ କିନ୍ତୁ ମୁଁ ଏତିକି କହିବି କି ଏ ବିଷୟରେ ଆପଣ ମାନେ ଠିକ୍ ନ୍ୟାୟ ଦେବାରେ ଅସମର୍ଥ କାହିଁକି ନା ଏ ବିଷୟ ରୁ ଯାହା ଜଣା ପଡୁଛି 10% ପୁଅର ଭୁଲ ଅଛି କିନ୍ତୁ 90% ଝିଅ ର ଭୁଲ୍ କାହିଁକି ଓ କଣ ପାଇଁ ଜାଣିବା ପାଇଁ ଯଦି କୁହନ୍ତି ମୁଁ ଏହାର ପ୍ରସ୍ତି କରଣ ଦେବାକୁ ଯଥା ସମ୍ଭବ ସମର୍ଥ ହେବି

  • @sushantkumardalei4311
    @sushantkumardalei4311 9 місяців тому +89

    କେମିତେ ସମ୍ଭବ ସ୍ୱାମୀ ହିନ୍ଦୁ ଧର୍ମ ରେ ରହିବେ ଆଉ ସ୍ତ୍ରୀ ଖ୍ରୀଷ୍ଟିଆନ ଏ ଝିଅ ବହୁତ ଖରାପ ଧର୍ମ ଚେଞ୍ଜ କରିବା ପାଇଁ ସ୍ୱାମୀ କୁ ଛାଡି ଦଉଛି

    • @user-rl5fb8pk8s
      @user-rl5fb8pk8s 8 місяців тому +2

      Bhai thik kahila khristian problem

    • @MusicAs712
      @MusicAs712 8 місяців тому +3

      Christian problems nai bhai Aapana nka Gyana Abhab

    • @abiramgamango-nv6hf
      @abiramgamango-nv6hf 8 місяців тому +1

      ଆପଣ ଆଜ୍ଞା ସତ କଥା କହିଲ କିନ୍ତୁ ଖରାପ ଧର୍ମ ବୋଲି କେଉଁ ଧର୍ମ ଶାସ୍ତ୍ରରେ ଲେଖାଅଛି, ଖ୍ରୀଷ୍ଟିଆନ ଧର୍ମ ଗୋଟିଏ ଖରାପ ଧର୍ମ ବୋଲି ଖ୍ରୀଷ୍ଟିଆନମାନଙ୍କୁ ଦେଖେଇଦିଅ, ଭାଇ ସାବଧାନ ମନୁଷ୍ୟର ବିରୋଧରେ କହିଲେ କ୍ଷମା ଅଛି କିନ୍ତୁ ଇଶ୍ୱରଙ୍କ ବିରୋଧରେ କହିଲେ କ୍ଷମା ନାହିଁ, ଏହା ଧର୍ମ ଶାସ୍ତ୍ରରେ ଲେଖାଅଛି, ଅତି ସାବଧାନ ସହ କାହାକୁ ମନ୍ଦ କାହାକୁ ଭଲ କହିବା ପୂର୍ଵରୁ ବୁଦ୍ଧିବିଚାରୀ କହିଲେ ଆମର ସମସ୍ତଙ୍କର ମଂଗଳ ହେବ *ଧନ୍ୟବାଦ *
      🙏

    • @srikantanaik9561
      @srikantanaik9561 8 місяців тому +1

      ​@@MusicAs712Apananka gyana uchhuli Paducah au😅😅😅😅😅😅

    • @biswajitpradhan309
      @biswajitpradhan309 6 місяців тому

      ​@@MusicAs712tu kou gyani taa

  • @prasantaku.tripathy665
    @prasantaku.tripathy665 9 місяців тому +17

    ସରଳ ସ୍ୱାମୀ ଜଟିଳ ସ୍ତ୍ରୀ l

    • @user-pg1ic4et4h
      @user-pg1ic4et4h 9 місяців тому

      Good

    • @MusicAs712
      @MusicAs712 8 місяців тому +1

      ଓଃ ଭାଇ ତମେ ବହୁତ ଭଲ ଜଣ ଙ୍କୁ judje କରୁଛ

  • @jagannathdas9198
    @jagannathdas9198 9 місяців тому +56

    Husband perfect person...

  • @sanjayakumarsahoo250
    @sanjayakumarsahoo250 9 місяців тому +22

    ସ୍ୱାର୍ଥପର ଝିଅ, ବାଲୁଁଙ୍ଗିଟାଏ ପୁଅଟିର ଜୀବନ ନଷ୍ଟ କରୁଛି, ଧର୍ମ ସବିବନି

  • @manaranjansahoo1543
    @manaranjansahoo1543 8 місяців тому +25

    Mihir sir jadi hueta aji thante tahele a case 10000000.......% sure ki solve/compromise heijaithanta
    Miss you Mihir sir😢

  • @rabidalai9391
    @rabidalai9391 8 місяців тому +4

    ଦାରିଆଣୀ ମାଇକିନା ବହୁତ୍ ଖରାପ

  • @bhanupratapsingh6406
    @bhanupratapsingh6406 9 місяців тому +28

    ଝିଅ ଟି ତ ସିଧା ମନା କରୁଛି ତା ମାନେ ଝିଅ ଆଉ କାହାର ସାହାରା ପାଇ ଥିବ ନ ହେଲେ କେବେ କହି ନ ଥାନ୍ତା ରହି ବାକୁ ଚାହୁଁନାହିଁ ବୋଲି ତମେ ବା ଭଲ ପାଇ କୁ ବାହା ହେଇଛ , ଝିଅ ର ଦୁଃଖ ସୁଖ ରେ ପୁଅ ସାହା ହେବ ହେଲେ ପୁଅ ବେଳ କୁ ସାହା ହେବା କୁ ନାରାଜ ହିଁ ଲୋ ତୁ ଏକା ସିଆଁଣିଆ............

    • @godmylife8592
      @godmylife8592 9 місяців тому

      Tu janichhu sobu ho ago full vedio chhadi baku ko asharo aloko ro menejar ku ta pore kichhi kohibu

    • @kanhupanigrahi6711
      @kanhupanigrahi6711 8 місяців тому

      ​@@godmylife8592tu magia sati gehi ta ki

    • @tirthagaminaik8009
      @tirthagaminaik8009 8 місяців тому

      ​@@godmylife8592Hi dear

    • @shubhranshusekhar8604
      @shubhranshusekhar8604 5 місяців тому

      😂😂😂😂😂

  • @birenkumarjena1360
    @birenkumarjena1360 8 місяців тому +6

    ଧର୍ମ ପରିବର୍ତନ କରିବା ମହା ପାପ ଜୟ ସନାତନ ସତ୍ୟ ସନାତନ

    • @MusicAs712
      @MusicAs712 8 місяців тому

      Dekhei Pariba Tamara Kou Sanatana Book re lekha achhi, Papa Dharma Change kariba

  • @R-Ranjan-Rana
    @R-Ranjan-Rana 9 місяців тому +34

    ଝିଅ ର ଆଉ କାହା ସହିତ ସଂପର୍କ ଅଛି ସେଥିପାଇଁ ଏମିତି ହେଉଛି

    • @kumarrakesh9912
      @kumarrakesh9912 9 місяців тому +1

      Hmm ta Bapa sahita achi

    • @debasishdas-ur2yl
      @debasishdas-ur2yl 7 місяців тому

      Right vai sea ta husband ku like karuni jaha jana houchi

  • @SureshKhuntia-1993
    @SureshKhuntia-1993 Місяць тому +1

    ମନ୍ଦିର ଗଲେ ଦେହ ଅସୁସ୍ଥ ହେଉଛି, କିନ୍ତୁ ଚର୍ଚ୍ଚ ଗଲେ ଦେହ ସୁସ୍ଥ ହେଇ ଯାଉଛି । ଏମିତି କରି ହିଁ ଓଡ଼ିଶାରେ ଧର୍ମାନ୍ତରୀକରଣର ଖେଳ ଚାଲିଛି ।

  • @khalicharanamaharana9645
    @khalicharanamaharana9645 9 місяців тому +18

    ପୁଅର ମା ଏମାନଙ୍କୁ ମିଶିବାକୁ ଡାଇରେଟ ମନା ନକରି ଅନେକ କଥା କହିକି ଚେଷ୍ଠା କରିବି ଫେଲ ହୋଇଛନ୍ତି ଅନୁ ମୋର ଅନୁରୋଧ ଦୁଇଟି ଟୁଁଆ ଟୁଁଇ ମିଶିକିରୂହ ଆଉ ମତେ ଟିକେ ମନେ ପକାଇବ

  • @simanchalswain1558
    @simanchalswain1558 8 місяців тому +18

    ସଳା ପୁଅ ମାନଙ୍କ ସହ ସବୁବେଳ ଏମିତି ହିଁ ହୋଉଛି

  • @BaghBinod
    @BaghBinod 6 місяців тому +7

    Jhia bhala nuaha matlabi mu v thili emiti situation re.. god bless u🎉🎉🎉🎉

  • @saratchandrajena6513
    @saratchandrajena6513 7 місяців тому +12

    ଖ୍ରୀଷ୍ଟିଆନ ହେବା ଯୋଗୁ ଏ ଅସୁବିଧା ହୋଇଛି ଧର୍ମକୁ ଇସୁ କରି ଅଲଗା ହୁଅନ୍ତୁ ନାହିଁ ଦୟାକରି ମିଶି କରି ରୁହନ୍ତୁ

  • @malatilataproduction8818
    @malatilataproduction8818 9 місяців тому +7

    ସୁନ୍ଦରଗଡ଼ ଜିଲ୍ଲା ରେ ମିଶିକି ରହିଲା ପରେ ପିଲା ହେଲା ପରେ ବାହାଘର ହେଉଛି, ଖୁବ କମ ଦିନରେ ଅଲଗା ମଧ୍ୟ ହୋଇଯାଉଛନ୍ତି l ଅଲଗା ଜାଗା ରେ ବାହାମଧ୍ୟ ହେଉଛନ୍ତି l

  • @Dhiren1992
    @Dhiren1992 9 місяців тому +39

    ଝିଅ ର ଅଲଗା ପୁଅ ସହ ସମ୍ପର୍କ ହେଇ ସାରିଲାଣି ଯାହା ସେ ଝିଅ ର କଥା ରୁ ଜଣା ପଡ଼େ

    • @godmylife8592
      @godmylife8592 9 місяців тому

      Apono jani chhonti ki dekhichhonti je emiti kohuchho full video chhadi nahanti asha ro aloko re ei sobu koronti odha vedio chhadonti

    • @ManojSahu-xn5gc
      @ManojSahu-xn5gc 8 місяців тому +1

      Thik katha kahicha bhau

    • @surendrawandalaka5009
      @surendrawandalaka5009 8 місяців тому +1

      Right katha

    • @satyanarayan7842
      @satyanarayan7842 8 місяців тому

      Thik katha nachet tabpakhare basithiba ghar bhangi bhauni ta jogu sabu anarth hoijiba

    • @user-bl8mr8xx8r
      @user-bl8mr8xx8r 8 місяців тому

      Right katha t kahila bhai

  • @sunilrauto5923
    @sunilrauto5923 9 місяців тому +4

    ଏହି ଝିଅ ଅନ୍ୟ ପୁଅକୁ ଭଲ ପାଇଲାଣି ତେଣୁ ଏହି ପୁଅକୁ ଛାଡ଼ିଦେବ

  • @nibeditapradhan-do2ey
    @nibeditapradhan-do2ey 9 місяців тому +12

    Apana Mane DUI Jan mishantu apana nka puo pain.....Jay Jagannath 🙏🙏

  • @prasantprasanta1853
    @prasantprasanta1853 9 місяців тому +6

    ଝିଅ ର ଦୋଷ ଅଛି କିନ୍ତୁ ସିଏ ବୁଝି ପାରୁନି ସମୟ ବୁଝେଇ ଦବ

  • @rrk_lifestyle
    @rrk_lifestyle 9 місяців тому +17

    ଝିଅ ଏବେ ବୁଝି ପାରୁନି
    ଯେତେବଳେ ବୁଝିବ ସେତେବଳକୁ କିଛି ନଥିବ😢

    • @vigyan657
      @vigyan657 8 місяців тому

      Pua bujhhiparuni ...Pua jebe bujhhiba setebelaku kichhi na thiba...Jhhia thik bujhhi na thanta tebe jibana sara Mari Mari bancha nta...

    • @rrk_lifestyle
      @rrk_lifestyle 8 місяців тому

      @@vigyan657 heithiba nahele tame kn micha kahiba

  • @coolmuna143
    @coolmuna143 7 місяців тому +10

    Miss you mihir sir

  • @piyushvideos3327
    @piyushvideos3327 6 місяців тому +12

    Miss you Mihir sir 🙏

    • @SwetasHope
      @SwetasHope 6 місяців тому +1

      Miss u mihir sir😢😢😢

  • @user-sw7qg3tb2b
    @user-sw7qg3tb2b 9 місяців тому +7

    ଧର୍ମ ପରିବର୍ତ୍ତନ

  • @munnaswain8453
    @munnaswain8453 9 місяців тому +17

    କିଏ କହିଲା ପ୍ରେ କଲେ ହାଟ ପ୍ରୋବଳମ ଭଲ ହୋଇଯାଏ ଆମେ ହିନ୍ଦୁ ତେଣୁ ମନ୍ଦିରକୁ ଯିବାଦରକାର
    ଚରଚ୍ ବାଳ କୁ ଯାଉଥିଲ ଆରେ ଭାଇ ଏ ଝିଅ ଟା ଭଲ ନୁହଁ

    • @MediaFoundation4u
      @MediaFoundation4u 8 місяців тому

      Se jia khaila para heart aau liver bhala hoichi tara boli kan tume sunilani se Katha ti

  • @mlovemontyop
    @mlovemontyop 8 місяців тому +7

    Jai Jagannath 🙏🏼🕉️❤️

  • @bijitswain7644
    @bijitswain7644 2 дні тому

    Jai jagannath sanatan dharm ki jai....

  • @Tk.Mohapatra
    @Tk.Mohapatra 9 місяців тому +34

    Toka ta bohut bhala achhi khusi lagila se dukha dina bhulini😂jhia ta chalakhi achhi

  • @kunmunmallick-oi4jx
    @kunmunmallick-oi4jx 8 місяців тому +3

    Jay jaganatha

  • @jaysriram8674
    @jaysriram8674 9 місяців тому +20

    Satya santan dhram ki jay hoo jay sri ram🙏🙏🙏

  • @user-vu5tt1pu8y
    @user-vu5tt1pu8y 7 місяців тому +36

    I was just witching this program from USA and I am from Odisha and a Odia person I came here about 50 years ago for further study After watching this episode I am just wondering what is happening in our conservative Odia society When I was growing up during school and college I have never seen this kind of thing our teenager thinking these days ? Falling in love without any education without any job ? Running away from home without parents permission ? Living together without getting married ? Having children without getting married ? It was unthinkable when I was growing up .And I was not married until I was 30 years old and I was standing on my own feet to support a family By the way I am married to a American lady and she is Christian and we have two children I go to temple with my wife and children Society permits us you get married if you love some one and provide your family and provide the best education for your children These two deserve what they have done but I Dont blame the girl for her situation I am talking about the people do this kind of crime before thinking the consequences and without consulting with their family Good show Sukanta and Justice Patra and all the counselors

    • @truthline1478
      @truthline1478 7 місяців тому +1

      Sir I want u to study in USA. Can you help me sir 🙏

    • @ranjitamaharana8479
      @ranjitamaharana8479 7 місяців тому +1

      Books

    • @SwetasHope
      @SwetasHope 6 місяців тому +1

      Okay be happy... this is life...we are struggling so many problems...sir...god bless u...be blessed... actually myself also I'm from oddisa...🎉... I use to watch this programme... just I'm praying for all this 😢😢😢😢

    • @user-nu7xg1io1b
      @user-nu7xg1io1b 6 місяців тому

      witching or watching..
      Sorry brother I'm odia 😆

    • @rohityadav6368
      @rohityadav6368 5 місяців тому

      Jay Jagannath q

  • @BIKASHKUMAR-ym7fl
    @BIKASHKUMAR-ym7fl 3 місяці тому

    Praise the Lord

  • @Satyanarayan897
    @Satyanarayan897 8 місяців тому +3

    5 ଇଛି ବିଆ ପାଇଁ ପାଗଳ କଣ ପାଇଁ ରେ ବାବା ହେଇଯାଇନି ରେ ସବୁ ଦିନ ଭଲ ରେ ରହିବି ଆଜି କାଲି କା ବିଆ ଛୋଡ଼ି ଝିଆ ଟାରୁ ଦୂରରେ ରୁହ ଭାଇ ମାନେ ? ଓଁ ନମଃ ଶିବାୟ ନମଃ

  • @kaibalyatripathy6037
    @kaibalyatripathy6037 9 місяців тому +13

    Jay Jagannath 💞💞💞💞💞🙏🙏🙏🙏🙏

  • @sabitakilaka3258
    @sabitakilaka3258 9 місяців тому +4

    God is great

  • @thereyna2
    @thereyna2 8 місяців тому +4

    Jai Shree Raam

  • @debasmitakarmi5300
    @debasmitakarmi5300 9 місяців тому +17

    Heart touching real story

  • @PradeepKumarPandaEconomist
    @PradeepKumarPandaEconomist 8 місяців тому +17

    Best show ever. My favorite show. Commendable effort. Salute whole team 👏

  • @smrutiranjansahoo7935
    @smrutiranjansahoo7935 9 місяців тому +7

    ସ୍ୱଧର୍ମ ନିଧନଂ ଶ୍ରେୟଃ ...
    ପର ଧର୍ମ ଭୟାଭୟଃ .......

  • @Mo_Nalabandha
    @Mo_Nalabandha 6 місяців тому +5

    Nice episode......I'm from Rourkela ❤

  • @dinabandhumajhi2686
    @dinabandhumajhi2686 8 місяців тому +3

    God bless you.

  • @jayaprakashmohapatra5644
    @jayaprakashmohapatra5644 9 місяців тому +14

    ଧର୍ମାନ୍ତରୀକରଣ ର ନୁଆ ଫର୍ମୁଲା

    • @abiramgamango-nv6hf
      @abiramgamango-nv6hf 9 місяців тому

      ନାହି ଆଜ୍ଞା ଏଟା ପର୍ମୁଲା ନୁହେଁ, ଯିଏ ସମସ୍ୟାରେ ଭୁଗିଛନ୍ତି ସେହିଁ ଜାଣିବ ଅନ୍ୟ ଲୋକ ଜାଣିବନାହିଁ

    • @jayaprakashmohapatra5644
      @jayaprakashmohapatra5644 9 місяців тому +4

      @@abiramgamango-nv6hf ଓହଃ ଆପଣ ବୋଧହୁଏ ତାଙ୍କ ମୁଣ୍ଡ ରେ ପୁରେଇଛନ୍ତି ଜିଶୁ କୁ ପ୍ରାର୍ଥନା କଲେ ହୃଦ୍ ରୋଧ ଭଲ ହେଇଯିବ

    • @abiramgamango-nv6hf
      @abiramgamango-nv6hf 9 місяців тому

      @@jayaprakashmohapatra5644 ଆଜ୍ଞା ଧର୍ମାନ୍ତରିକରଣ ର ନୂଆ ପର୍ମୁଲା, ଏହା କେବେବି ହେବ ନାହି ସମ୍ଭବ ନୁହେଁ, ଆପଣ ହୁଅନ୍ତୁ ବା ମୁ ହେଉ ଗ୍ରହଣୀୟ ହେବନାହିଁ, ଯଦି ଆପଣ ଇଶ୍ୱରପରାୟଣ ହୋଇଥିବେ ତାହେଲେ ଧର୍ମାନ୍ତରିକାରଣ ବିଷୟରେ କହିନଥାନ୍ତେ, ବୁଦ୍ଧିବିଚାରି କମେଣ୍ଟ ପାସ କର

    • @chandannayak2222
      @chandannayak2222 9 місяців тому +3

      Right
      Full missions

  • @basicenglishgrammarwithpra128
    @basicenglishgrammarwithpra128 9 місяців тому +12

    Ethi pua sabuthire forward but jhia ra kichhi problem rahuchi

  • @rajeshkumarpati2605
    @rajeshkumarpati2605 7 місяців тому +2

    Ethi gote katha clear hauchi ...ebe b ama india re kouthi na kouthi dharma paribartana pain mind wash kara jauchi ....pura kerla story ra concept....e jhia ra sure mind wash kara jaichi ....au e jhia b mentally strong nahi ki tara nija dharma ku neiki confident nai ta ...sei karana jogu e jhia ku target kariki tara mind wash kara jaichi ki dunia re Christian dharma thu Powerful relegion kichhi nai .....jai sanatan❤❤❤

  • @merabharatmahan6537
    @merabharatmahan6537 6 місяців тому +1

    Salute vai dharma ku manuthibaru

  • @bisnhucharansahoo4795
    @bisnhucharansahoo4795 4 місяці тому

    ଧର୍ମ ପରିବର୍ତନ ପାଇଁ ମହିଳା ଙ୍କୁ ମୋଟା ଅଙ୍କର ଟଙ୍କା ଦିଆ ଯାଇଛି ଏଥିପାଇଁ

  • @benjaminmandal7231
    @benjaminmandal7231 9 місяців тому +5

    Prise the lord

  • @ganeshpanigrahi5258
    @ganeshpanigrahi5258 9 місяців тому +8

    କବିତାର ଅନେକ ଦୋଷ ଦୁର୍ବଳତା ରହିଛି...

  • @gopalchandradalei7655
    @gopalchandradalei7655 7 місяців тому +4

    So proud of you sir

  • @kunabiswal2852
    @kunabiswal2852 9 місяців тому +7

    ଝିଅ ର ପ୍ରବଳ ଦୋଷ ଅଛି

  • @MJBhajanSandhya
    @MJBhajanSandhya 5 місяців тому

    ଜଣେ ଭଉଣୀ ନାରୀ ହେଇବି ଅନ୍ୟ ଭଉଣୀକୁ କେମିତି କହିପାରୁଛନ୍ତି ଯେ ସେ ନ ରହୁ ତା ସ୍ୱାମୀ ପାଖରେ ଧନ୍ୟରେ ମେହିଁଳା l ଗରିବ ଗୋଟେ ଏମିତି ଜିନିଷ କଣ କହିବା ମଣିଷ ଯାହା ଚାହେଁ ସେଇଟା ନ ମିଳେ ସେ ଏମିତି ହିଁ ହୁଏ ଯେଉଁଟା ସେ ଭଉଣୀ ଚାହୁଁଛନ୍ତି l କିନ୍ତୁ ଗରିବ ହିଁ ଗୋଟେ କାରଣ ଯାହା ତାହାକରିବାକୁ ଦେଉନାହିଁ l ଉଚ୍ଚ ବିଚାର ଖରାପ ନୁହେଁ କିନ୍ତୁ ସମ୍ପର୍କରେ ଏମିତି ଭାବିବା ବହୁତ ଖରାପ l

  • @amarendrabehera1302
    @amarendrabehera1302 9 місяців тому +26

    ଝିଅଟିର ଆଉ କୁଆଡେ ମନ ଅଛି

  • @narendrajena663
    @narendrajena663 9 місяців тому +10

    Jia nalua achi......Anya chua gote church re bhala paichi...bilei ana purusia dekhi..musa long jump karuchi..muttan khai Lani dali bhatt bhala lagi bani..missnery bharat ko Barbad karichi...

  • @bulusethy9220
    @bulusethy9220 9 місяців тому +8

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @sitanshusekhardash8510
    @sitanshusekhardash8510 8 місяців тому +2

    Very nice 👍 and heart touching vedeo

  • @itsmebiswajit91roul37
    @itsmebiswajit91roul37 9 місяців тому +13

    ପୁଅ ଠିକ୍ କହୁଛି 😊

  • @basantasenapati8115
    @basantasenapati8115 9 місяців тому +7

    ଝିଅ ର ପବଳ ଦୋଷ

  • @Dream_India_tour
    @Dream_India_tour 8 місяців тому +5

    ଭାରତ ବର କୁ ପାକିସ୍ଥାନ ବୋହୂ😅

  • @hrudanandabarik7
    @hrudanandabarik7 9 місяців тому +17

    ଆପଣମାନଙ୍କ judgement କିଛି ଠିକ୍ ଲାଗିଲା ନାହିଁ କାରଣ ଆପଣ ପୁରା episode କୁ discussion ରେ ସାରିଦେଲେ ଆପଣ ସମାଧାନ ର ବାଟ ବଚିଲେନି.

    • @ihrd-odishastategeneralsec4297
      @ihrd-odishastategeneralsec4297 8 місяців тому +2

      ଠିକ କହିଲେ 👌👍🙏🏻

    • @debasishdas-ur2yl
      @debasishdas-ur2yl 7 місяців тому +1

      Jhia ta rahibaku chahuni semane kn ta judgment karibe jhia ra samparka au kaha sa achi

    • @baibhavswainRAM
      @baibhavswainRAM 3 місяці тому +1

      Religion matter na asithile case ta samadhan pain try karithane ...kintu secularism a case adharu chadda hela..kaha dharm kharap nuhna bt bhul ku bhul kahiba pain ama hindu dharm hni dare sabubele....Mihir Das thile v case atiki re hni sarithanta.. dhanyabad

  • @banabasipradhan1170
    @banabasipradhan1170 9 місяців тому +8

    ସଚେତନ ର ଅଭାବ

  • @pabitraallmostvideo795
    @pabitraallmostvideo795 9 місяців тому +6

    Mihirdas best actor

  • @PurnainternationalVlog
    @PurnainternationalVlog 6 місяців тому +6

    Money is very important in life... Good effort OTV❤

  • @kaibalyatripathy6037
    @kaibalyatripathy6037 9 місяців тому +31

    Jay Hindu dharma 🙏

  • @dularamsoren4887
    @dularamsoren4887 8 місяців тому +2

    ପୁଅ ଅପେକ୍ଷା ଝିଅଟା ସୁପର ଚାଲାକ ଲାଗୁଛି । ଝିଅର ମାଲ ଦରକାର, ହେଲେ ପୁଅ ପାଖରେ କିଛି ନାହିଁ । ଝିଅକୁ ଵାହାର ଲୋକ ଛାଡପତ୍ର ପାଇଁ ସାହାସ ଦେଉଛନ୍ତି !

  • @odishac.c5306
    @odishac.c5306 9 місяців тому +18

    ଏହାର ମୁଖ୍ୟ କାରଣ ହେଉଛି, ପଇସା

  • @sahadebmajhi7101
    @sahadebmajhi7101 8 місяців тому +1

    Thank you

  • @mittupilla9157
    @mittupilla9157 6 місяців тому +2

    Really comparatively other long wages program,this program was extremely good

  • @abiramgamango-nv6hf
    @abiramgamango-nv6hf 9 місяців тому +21

    ଚର୍ଚ୍ଚକୁ ଯାଇ ଯଦି ରୋଗ ଭଲହୋଇଗଲା ତେବେ ଖ୍ରୀଷ୍ଟିଆନ ଧର୍ମରେ ରହିବାକୁ ଅଛି, ତେଣୁ ବାଇବଲ ମାଥିଉ 6:24ପଦରେ ଲେଖାଯାଏ, କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ,....,...

    • @papunumohanty5976
      @papunumohanty5976 9 місяців тому

      😢😢😢😢😢😢😢😢😢😢😢😢

    • @abiramgamango-nv6hf
      @abiramgamango-nv6hf 9 місяців тому

      @@papunumohanty5976 ଆଜ୍ଞା ଏହା କଣ ବା ଆପଣ କମେଣ୍ଟରେ ଦିଅନ୍ତୁ ଆପଣଙ୍କ ଠାରୁ ନୂଆ ବୁଦ୍ଧି ଜ୍ଞାନ ଅର୍ଜୁନ କରିବୁ, *ଧନ୍ୟବାଦ * 🙏

    • @GladsonPradhan-op7wb
      @GladsonPradhan-op7wb 8 місяців тому

      Amen

    • @sasmitajena4141
      @sasmitajena4141 5 місяців тому

      Amen✝️

  • @user-hl3ct5lu5s
    @user-hl3ct5lu5s 8 місяців тому +2

    ସୁଆଥ ପରଝିଅ

  • @ratnakarmaharna3453
    @ratnakarmaharna3453 9 місяців тому +37

    ଏଟା କେବଳ ଖ୍ରୀଷ୍ଟ ଧର୍ମ ପାଇଁ ଓଡ଼ିଶାର ସବୁ ପରିବାର ଭାଙ୍ଗି ବ

    • @sabitakilaka3258
      @sabitakilaka3258 9 місяців тому +2

      Dharma painee nuhe bhulbujhamana painee

    • @socialhouse7240
      @socialhouse7240 9 місяців тому +1

      Right kahikina Christian dharma ra bhagwaan ku mun b mane aau prayer karibaki ghunchae nahi but till end mon dharma ku kharap kahile mote ta raga lagiba na...... That's the mater pua ra gariba aau unemployment ra fida uthei jhia ra mindwash heichhi aau kichhi nuha l. ❤please nija dharma ku mana aau sabu dharma ku sammana dia

    • @sonalipanigrahiofficial6381
      @sonalipanigrahiofficial6381 9 місяців тому +1

      tu besi janichu be

    • @devdilwale6166
      @devdilwale6166 9 місяців тому

      ​@@sonalipanigrahiofficial6381tu dominated Chirstian ki

    • @kanhupanigrahi6711
      @kanhupanigrahi6711 8 місяців тому +2

      Jay Sanatan Dharma

  • @mrnayaknayak5048
    @mrnayaknayak5048 9 місяців тому +2

    ନା ପ୍ରୋବଲମ ହଉଚି religion' ଆଉ ଗୋଟେ problem କମ୍ ବୟସରୁ ଭୁଲ୍ dission

  • @dibyapanda2472
    @dibyapanda2472 6 місяців тому +2

    Ame Sanatan dharma
    Jai shree Ram

  • @babulnayak5917
    @babulnayak5917 8 місяців тому +3

    ❤❤❤❤

  • @kunabiswal2852
    @kunabiswal2852 9 місяців тому +10

    ଏ ଝିଅ ଅନ୍ୟ ଜାଗା ରେ ଭଳ ପାଉ ଛି

    • @MusicAs712
      @MusicAs712 8 місяців тому

      ଭାଇ ନ ଜାଣି କିଛି କହିବା ଟା ଭଲ ନାଇଁ ତମ ସ୍ତ୍ରୀ କୁ ଦେଖ ହେଲା

    • @kunabiswal2852
      @kunabiswal2852 8 місяців тому +1

      @@MusicAs712 ଆଜି କା ଦୁନିଆ ରେ ଏମିତି ଘଟଣା ବହୁତ୍ ଘଟୁ ଛି

  • @josobantajuad7066
    @josobantajuad7066 7 місяців тому +1

    ପୁଅ ଭଲ ଅଛି

  • @naturalmsprodction6964
    @naturalmsprodction6964 8 місяців тому +1

    ଗୋଟିଏ ପ୍ରଶ୍ନ ସାର, ଏଇ କଥା କୁ କାହାକୁ ବିଶ୍ୱାସ କରିବା, ମା କହୁଛି ପିଟିଛି, ବହୁ କହୁଛି ପିଟିନାହିଁ ତ, କାହାକୁ ଦୋଷ ଦେବା

  • @AksarBarik
    @AksarBarik 9 місяців тому +14

    I love this serial sir because try to all couple problem solved

  • @dibyasinghparida4360
    @dibyasinghparida4360 9 місяців тому +6

    ଟୋକା ମାକୁ ଡରିକି,ଏମିତି କରୁଛି,ଝିଅ ଟିକେ ସହିବାକୁ ପଡିବ,

  • @user-vq6wl7xy9g
    @user-vq6wl7xy9g 9 місяців тому +9

    ଝିଅ ଠାରୁ ପୁଅ ସୁଖ ପାଉନି

  • @rameshkumarmallik5099
    @rameshkumarmallik5099 9 місяців тому +1

    ଏଝିଅଟା ବହୁତ୍ ବଦମାସ୍

    • @suchitrasahuapi7668
      @suchitrasahuapi7668 9 місяців тому

      Jahara Swami ta ra kichi dayitto nauni...se narahile strii ra bhul,waw anyay hauthau sahichal nahele carecter less

  • @satamasabar
    @satamasabar 8 місяців тому +1

    ସବକା ମାଲିକୀ ଏକେ ହେଁ🙏ଜୟ ଜଗନ୍ନାଥ🙏🙏🙏

  • @manibababehera6053
    @manibababehera6053 9 місяців тому +4

    Joy jagannath🙏🙏🙏🙏

  • @BHAGATSINGH-nh2xk
    @BHAGATSINGH-nh2xk 7 місяців тому +2

    Jai Shree Ram 🚩🚩🚩

  • @BabulaKumar-hy9py
    @BabulaKumar-hy9py 9 місяців тому +8

    Oom bageswar Baba ki jay

  • @user-rt5yd5wx2p
    @user-rt5yd5wx2p 6 місяців тому +2

    Bhai mora hinduta bajae raKhantu Jay Sri Ram🚩🚩🚩

  • @chikuchitta4556
    @chikuchitta4556 5 місяців тому

    Jay Jagannath

  • @nababarika4028
    @nababarika4028 9 місяців тому +4

    Wow God,helpless daughter,,I praying help those orphan girl

  • @RinkuRanjeetavlogs
    @RinkuRanjeetavlogs 7 місяців тому +1

    Jhia tara bohut dosa tara alaga chakar achhi

  • @logicalhermit6570
    @logicalhermit6570 7 місяців тому +1

    Mission paisa simple

  • @nilachalasatapathy5196
    @nilachalasatapathy5196 5 місяців тому

    Padri mane pura jor sor re lagi chanti jago hindu jago

  • @radhamohankanungo5281
    @radhamohankanungo5281 9 місяців тому +4

    A ladi ra bahuta Alia achhi

  • @subashpradhanofficial
    @subashpradhanofficial 9 місяців тому +2

    The boy is innocent

  • @pravhatibehera2845
    @pravhatibehera2845 3 місяці тому

    Bhut a Sundar episode ❤❤❤❤❤❤❤❤❤❤❤❤