Maa Toh Bina | Official Video | Humane Sagar | Odia Sad Song | Odia Maa Song | Odia Song 2022

Поділитися
Вставка
  • Опубліковано 13 січ 2025

КОМЕНТАРІ • 5 тис.

  • @mrganulolodia1491
    @mrganulolodia1491 2 роки тому +443

    ମା ହଉଚି ଏମିତି ଏକ ଶବ୍ଦ❤
    ଯାହା ବିନା ଏଇ ଦୁନିଆ ଟା ସ୍ତବ୍ଧ 😭🙏🏻

    • @Dibya-d7x
      @Dibya-d7x 2 роки тому +4

      😔😔😔

    • @sahooentertainment8850
      @sahooentertainment8850 2 роки тому +15

      ଆଜି ମୋ ମା ମୋ ପାଖରେ ନାହିଁ 😭

    • @sibaninayak9704
      @sibaninayak9704 2 роки тому +6

      @@sahooentertainment8850 mo maa bi😔😔😭😭

    • @babu4969
      @babu4969 2 роки тому +5

      Mo pakhare MO bouu nahi

    • @DaisysDayss
      @DaisysDayss 2 роки тому +1

      😫🥺

  • @akashykumar2686
    @akashykumar2686 Рік тому +670

    ଏ ଗୀତ ସୁଣିଲା ବେଳରୁ ବହୁତ କାନ୍ଦ ଲାଗୁଚି❤❤❤ବୋଉ ଠାରୁ ବହୁତ ଦୂର ରେ ଅଛି ହେଲେ ସବୁ ଦିନେ କଥା ହୁଏ ହେଲେ ମନ ବୁଝେନୀ। ବହୁତ ଭଲ ପାଏ ତାକୁ❤❤❤❤❤

  • @rjdipakkumar5910
    @rjdipakkumar5910 2 роки тому +2478

    ମାଆ ର ପ୍ରତିଶବ୍ଦ କିଛି ନାହିଁ ଆଜ୍ଞା ଏଇ ଦୁନିଆରେ 😊ମାଆ ବାପାଙ୍କର ଆଶ୍ରିବାଦ ଯାହା ଉପରେ ଅଛି ସେ ସନ୍ତାନ ସବୁବେଳେ ଜଗତଜିତା ❤.. ବୋଉ.....

    • @jaisriram-d5p
      @jaisriram-d5p 2 роки тому +61

      💯✅️ bhai Jiban re maa bapa bina amara kichi bi astitwa nahi jiban re maa bapanka asribad nathile pilamne kebe khusi re rahiparibeni.. Maa bapank runa 💯 janma bitigale bi sujhihueni tathapi kichi loka bapa maa bhali debatank mulya bujhiparunahati.. Kete bichitra manisa na..tanka pain parichaya pai manisa hela pare semanku hin kasta dianti.. Plz kehi b bapa maaku kasta diani tanka mulya bujhibaku chesta karantu 😞🙏🙏😭😭

    • @jadugar_yt_32
      @jadugar_yt_32 2 роки тому +14

      Right 👍

    • @mitalinkar4437
      @mitalinkar4437 2 роки тому +7

      Right bro 😍

    • @Sonubehera38258
      @Sonubehera38258 2 роки тому +7

      Bhai thik kahila

    • @b.slilabatimahanta4408
      @b.slilabatimahanta4408 2 роки тому +9

      Kintu mo maa mote sabubele gali die😔😔

  • @Sanvilife_style
    @Sanvilife_style 3 місяці тому +85

    ସତରେ ଭାଇ ତମେ ପୁଣି ମତେ ସେଇ ମୋ ତିନି ବର୍ଷ ତଳ ର କଥା ମନେ ପକେଇ ଦେଲ 😞😞😞covid ରେ ମୋ ବୋଉ ଆମକୁ ଏକା କରି ଚାଲିଗଲା 😞😞😞💔😭😭😭

  • @narayangouda1903
    @narayangouda1903 2 роки тому +514

    ସତରେ ମା ବିନା ଏ ଜୀବନ ଟା ଅନ୍ଧାର ହେ ପ୍ରଭୁ ଏ ସଂସାର ର ସବୁ ମା ଙ୍କୁ ସର୍ବଦା ଖୁସି ରେ ରଖ

  • @happyganesh8366
    @happyganesh8366 Рік тому +298

    ଏ ଦୁନିଆରେ ମରି ଯିବା ପାଇଁ ବହୁତ ବାଟ ଅଛି
    କିନ୍ତୁ ବଞ୍ଚିବା ପାଇଁ କେବଳ ଗୋଟିଏ ବାଟ ଅଛି
    ତାହା ହେଉଛି ମା❤️

  • @usharanimahapatra7793
    @usharanimahapatra7793 Рік тому +363

    ମାମା.... ସତ କହୁଛି ଘରେ ଥିଲା ବେଳେ ତୋ ମୂଲ୍ୟ ବୁଝିପାରେନି କିନ୍ତୁ ଯେତେବେଳେ ବାହାରକୁ ଆସେ ଏ ସ୍ୱାର୍ଥପର ଦୁନିଆକୁ ଦେଖେ ସେତେବେଳେ ତୋ କଥା ବହୁତ ମନେପଡେ 🥺🥺🥺ଇଚ୍ଛା ହୁଏ ତୋ କୋଳରେ ପୁଣି ସୋଇପାରନ୍ତି କି? ପୁଣି ଥରେ ମୋ ଦେହ ଖରାପ ହେଲେ ତୁ ମୋ ପାଖରେ ବସି ମୋ ମଥାକୁ ଆଉଁସି ଦିଅନ୍ତୁ କି? 🥺🥺🥺MISS U MAMA🥺😭😭🥺

  • @ItishreeSahoo-q2y
    @ItishreeSahoo-q2y 7 місяців тому +48

    ମା ବିନା ସବୁ କିଛି ଶୂନ୍ୟ. ମୋ ଭାଗ୍ୟ ରେ ମା ର ସୁଖ ବହୁତ କମ ଦିନ ପାଇଁ ଥିଲା. ମିସ ୟୁ ବୋଉ 😘🙏🙏🙏😘😘

  • @saikalandi6859
    @saikalandi6859 2 роки тому +420

    ମା ଠାରୁ ପିଲା ମାନଙ୍କୁ କେହିବି ଅଧିକା ଭଲ ପାଇ ପରିବେନି ! ଏ ଜଗତରେ ଯେତେବି ମା ଆଛନ୍ତି ସମସ୍ତେ ଏ ସୁନ୍ଦର ସୃଷ୍ଟିକୁ ସୁନ୍ଦର ଭାବରେ ଗଡିଛନ୍ତି Love ❤️ ମା 🙏🙏🙏🙏🙏🙏🙏🙏

  • @manishankarjhamp9730
    @manishankarjhamp9730 2 роки тому +481

    ହେ ପ୍ରଭୁ ମୋ ମା କୁ ସର୍ବଦା ଖୁସିରେ ରଖ।,🙏🙏🙏❤️❤️❤️Thanks for a beautiful song.

    • @padduniyak1385
      @padduniyak1385 Рік тому +3

      🙏🙏🙏🙏🙏😭😭😭❤️❤️❤️❤️

    • @snehamayeebehera3910
      @snehamayeebehera3910 Рік тому +2

      Tumar ta maa achhanti,kintu mo maa aateeee dura re taku au dekhibi paruni mu

    • @sarojkumarnaik4678
      @sarojkumarnaik4678 Рік тому

      Lucky bhai tumhe maa aachaniti tumha pakhare🙏

    • @Sunildas-qg1ks
      @Sunildas-qg1ks 9 місяців тому

      Sar tAma maa ku ketebhala pa ea

    • @Sunildas-qg1ks
      @Sunildas-qg1ks 9 місяців тому

      Tame keta maa ku bhala pa ea

  • @sani529
    @sani529 Рік тому +46

    ଦୁନିଆରେ ସବୁ ଠାରୁ ବଡ କେବଳ କାଟି ଏ ରୁ ଗଟିଏ ସେ ହେଲା ମା ❤❤iloveyou

  • @swayangjeetdash3266
    @swayangjeetdash3266 11 місяців тому +53

    ମା ର ମହତ୍ତ୍ଵ ଅବର୍ଣ୍ଣନୀୟ, ଯେ ପର୍ଯ୍ୟନ୍ତ ବାପା ମା ଆମ ପଖେରେ ଅଛନ୍ତି ମନ ଖୋଲି କି ତାଙ୍କ ସେବା କରିବା ଉଚିତ୍...🙏

  • @Likun1319h
    @Likun1319h Рік тому +49

    ପ୍ଲିଜ୍ ସମସ୍ତେ ନିଜ ବାପା ମା ଓ ନିଜ ଘର ଲୋକଙ୍କ ସହିତ ଅଧିକ ରୁ ଅଧିକ ସମୟ ବିତାନ୍ତୁ।।
    ମୁଁ ଏବେ ଦୂରରେ ରହି ପାଠ ପଢ଼ୁଛି ହେଲେ ମୋତେ ଆମ ଘର ଲୋକଙ୍କ କଥା ବୋହୁତ ମନେ ପଡୁଛି।।

  • @satyajitnaik07
    @satyajitnaik07 11 місяців тому +9

    Maaa ❤❤❤😢😢😢😢 I am speechless..jaha kahile b Kam haba satare maa Tame bahut Mahan...

  • @sambit7866
    @sambit7866 2 роки тому +329

    ସତରେ ମା ବିନା ଜୀବନ ଟା ଅନ୍ଧାର 🤍 love you maa ❤️

  • @mrganapati123
    @mrganapati123 Рік тому +42

    ବହୁତ ସୁନ୍ଦର ଅଭିନୟ ମାଧ୍ୟମରେ ସମାଜକୁ ଏକ ପ୍ରେରଣା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ love you maa

  • @funny_pratik
    @funny_pratik 2 роки тому +867

    Heart touching 🥺♥️✨

  • @aarrajeshdora2125
    @aarrajeshdora2125 Місяць тому +3

    ବହୁତ କମ୍ ବୟସରୁ ମା କୁ ହରେଇଛି । ଶେଷ ପଦ ଟି ଲାଗୁଛି ମୋ ପାଇଁ ଲେଖା ଯାଇଛି । କାହିଁକି କେଜାଣି ମୁଁ ଏ ଗୀତ ଟି କୁ ସମ୍ପୂର୍ଣ୍ଣ ଶୁଣିଲା ପରେ ଆଖିରୁ ଲୁହ ବୋହି ଯାଉଛି 🥺। ଗୀତ ଟିକୁ ଯିଏ ବି ବନେଇଛି, ହୃଦୟରୁ ଧନ୍ୟବାଦ୍ ।

  • @sabitaranibaral1876
    @sabitaranibaral1876 Рік тому +10

    ବାପା ବିନା ଅଧା ଦୁନିଆ ଅଦ୍ଧାର ଆଉ ମାଁ ବିନା ପୁରା ଦୁନିଆ ଅଦ୍ଧାର। ❤❤❤ ସତ କୁହ କେତେ ଜଣ ଏ ଗୀତ ସଉଣଇକଇ କାଦ୍ଦିଚ 😢😢ସତରେ ମୁଁ ବହୁତ ମିସ୍ କରୁଛି ମୋ ମାଁ କୁ 😭😭😭

  • @deepmomentoflife105
    @deepmomentoflife105 2 роки тому +51

    ବାପା ଆଉ ମା ହେଉଛନ୍ତି ଏ ଜୁଗର ଚଳନ୍ତି ଠାକୁର ଆଉ ମାଆ ର ହାତ ଯୋଉ ସନ୍ତାନ ଉପରେ ଥିବା ସେ ବେଭେ କୋଉ ଠୀ ହାରିବନି I ❤️u maa

  • @priyajitmalik9617
    @priyajitmalik9617 Рік тому +110

    ମାଆ ର ହାତ ଯେ ପର୍ଯ୍ୟନ ଛୁଆର ମୁଣ୍ଡ ଉପରେ ଥିବ ଦୁନିଆର କୌଣସି ଶକ୍ତି ନାହିଁ ଆମକୁ ଦୁର୍ବଳ କରିଦେବ 🥰🙏love you maa❤️

  • @_Radhekrishna_-bb2dj
    @_Radhekrishna_-bb2dj 7 місяців тому +8

    "ମା" ପାଦ ତଳେ ଶୋଇବାର ଶାନ୍ତି ଆଉ ଏ ଜଗତରେ କୋଉଠି ବି ସେ ଶାନ୍ତି ମିଳିବନି..ତୁ ବେଶୀ ଆଜି ମନେ ପଡୁଛୁ ଲୋ ବୋଉ...❤ଆଜି ଭାରି ଦୁଃଖରେ ଥିଲି ଲୋ ସେଇଥି ପାଇଁ ଏ ଗୀତ ଶୁଣିଲା ପରେ ମତେ ଲାଗିଲା ତୁ ଯେମିତି ତୋ କୋଳରେ ମୋତେ ଶୋଇଦେଇ ଗୀତ ସୁନାଉଚୁ ❤❤..

  • @ashishmohapatra4944
    @ashishmohapatra4944 Рік тому +127

    ପ୍ରଭୁ ଜଗନ୍ନାଥ ଦୁନିଆଁ ର ସମସ୍ତ ଙ୍କ ବାପା ଏବଂ ମାଆ ଙ୍କୁ ଆଶୀର୍ବାଦ କରନ୍ତୁ

  • @rbkumararun7097
    @rbkumararun7097 2 роки тому +61

    ବହୁତ୍ ଦିନ ଅପେକ୍ଷା କରିବା ପରେ ଫାଇନାଲ ଭିଡ଼ିଓ ଟି ଆସିଲା ବହୁତ ଭଲ ହେଇଛି ଭିଡ଼ିଓ ଟି... ଦୁନିଆରେ ସବୁ ଠୁ ବଡ ହେଲା ମା..

  • @SonaliPadhan-p9r
    @SonaliPadhan-p9r Рік тому +12

    He bhava mo maa and bapa ku sabu bele ❤️ bhala re rakhi thiba I love you bapa ❤️ maa❤❤❤❤❤❤❤❤❤❤❤❤❤❤❤❤❤❤❤

  • @RaghunandanPradhan
    @RaghunandanPradhan 10 місяців тому +16

    I love my maa❤❤❤

  • @priya-bc9uy
    @priya-bc9uy Рік тому +45

    ❤❤️ମୋମା ମୋ ପାଖରେ ଥିଲେ ମୋର ଆଉ ଦୁନିଆରେ କିଛିବି ଦରକାର ନାହିଁ ❤️❤️

  • @satyabhaiff5031
    @satyabhaiff5031 2 роки тому +43

    ମା ବିନା ଏ ଦୁନିଆରେ ଆଉ କିଛି ନାହିଁ । ମା ହିଁ ସବୁ love u maaa ।❤️❤️❤️

  • @suryakantapradhan3173
    @suryakantapradhan3173 2 роки тому +36

    Real Heart touching 💜💙 ଏଇ ଦୁନିଆରେ ବଡ଼ ହୃଦୟ ହେଉଛି ମା ର ତା ଜାଗା କେହିବି ପୁରଣ କରିପାରିବେନି I love you ମା

  • @manabpremiprem2810
    @manabpremiprem2810 3 місяці тому +4

    ଏ ଦୁନିଆ ଟା ବହୁତ୍ ସ୍ୱାର୍ଥପର, ଏଇଠି ଲୋକେ ମରିବା ପାଇଁ ବହୁତ୍ ବାଟ ଉପାୟ କରନ୍ତି, ଜନ୍ମ ଦେବା ପାଇଁ କେବଳ ମା ହିଁ ଯଥେଷ୍ଟ

  • @mr_king_ogamingyt1939
    @mr_king_ogamingyt1939 Рік тому +198

    MAA is one and only Dimond person in every Child,Really heart touching ❤️❤️❤️ many many Lots of love for maa.

  • @Mr.Rolex112
    @Mr.Rolex112 Рік тому +67

    ଯେତେବେଳେ ବି ଏଇ ଗୀତ ଶୁଣେ,ମୋ ମା କଥା ବହୁତ୍ ମନେ ପଡେ, ବହୁତ୍ କାନ୍ଦ ଲାଗେ ଶୁଣିଲେ

    • @Ramakantamangaraj-w7q
      @Ramakantamangaraj-w7q 6 місяців тому

      I love you song and mami❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @suryabeheraofficial6406
      @suryabeheraofficial6406 4 місяці тому

      Mor bi maa nahi mate bi bahut kasta hua

  • @madhulitasahoo7131
    @madhulitasahoo7131 Рік тому +155

    ହେ ପ୍ରଭୁ ଜଗନ୍ନାଥ ମୋ ବୋଉ କୁ ମୋ ଆୟୁଷ ଦେଇଦିଅ ପ୍ରଭୁ🙏 ବୋଉ ଲୋ .... 😭😭😭❤❤❤❤

  • @JayantiDehury-h5j
    @JayantiDehury-h5j 10 місяців тому

    Vagawan sabu maa mananka kolare emiti gotie pua diantu so bery beautiful vdo 😢he prabhu sabu maa mananku lamba ayusha dia maa manethile kounasi santanara b kichhi pblm hebanahi

  • @prabinapradhan8680
    @prabinapradhan8680 2 роки тому +51

    ହେ ପ୍ରଭୁ ଜଗନ୍ନାଥ 🙏🙏 ମୋ ମା ବାପା ଙ୍କୁ ଭଲରେ ରଖିଥାଆ ପ୍ରଭୁ miss u

  • @Shatvik123
    @Shatvik123 2 роки тому +145

    ମା ର ଭଲପାଇବା ଆଉ ଆଶ୍ରିବାଦ ଯାହା ପାଖରେ ଅଛି ସେ କେବେ ହାରିବନି 😍 🥰

    • @dharanidharmishra3539
      @dharanidharmishra3539 Рік тому +2

      Bhul kahilay appna maa bapa duhinka asribad jaha pakharay achi say kaybay jibanaray haribani

  • @SasmitaJhigidi
    @SasmitaJhigidi Рік тому +8

    ସତରେ ଭାଇ video ଟି ବହୁତ୍ ଭଲ ହେଇଛି ❤ video ଦେଖିଲା ପରେ ଆଖିରୁ ଲୁହ ଆସି ଯାଉଛି 😢

  • @DibakarSahoo-q9i
    @DibakarSahoo-q9i 10 місяців тому +11

    Samast nka maa ku god Khushi rakha ntu ❤❤❤❤❤❤❤❤❤❤❤❤❤❤

  • @Odiavlogmonalisa
    @Odiavlogmonalisa 2 роки тому +49

    ଦୁନିଆ ରେ ଭାଗୌବାନ ସେଇ ସନ୍ତାନ ଯାହା ପାଖେ ଥାଏ ମା ସାରା ଜୀବନ ❤😭😔

  • @Rajesh-it7uo
    @Rajesh-it7uo 2 роки тому +28

    What a story 😭
    ଆଖିରେ ଲୁହ ଆସିଗଲା 😭
    Very very heart touching😘😘😘

  • @rudrarana6372
    @rudrarana6372 2 роки тому +68

    ଭାଇ ସତରେ ମନ ଆତ୍ମା ତୃପ୍ତି ହୃଇଗଲା ଆଖିରୁ ଲୁହ ଝରି ଆସିଲା ବହୁତ ସୁନ୍ଦର ହେଇଛି

  • @gyanasahoo2325
    @gyanasahoo2325 9 місяців тому +5

    ସତରେ ମୋ ବୋଉ ବିନ ଆମ ଜୀବନଟା ଅନ୍ଧାର ❤❤❤❤❤❤ଲୋଭ ୟୁ ବୋଉ😢😢😢😢🙏🙏🙏

  • @santoshsahoo557
    @santoshsahoo557 Рік тому +64

    ମା ମା ବୋଲି କେତେ ମୁଁ ଡାକିବି ମା ଙ୍କୁ ପାଇଲି ନାହିଁ ବାପା ବାପା ବୋଲି କେତେ ମୁଁ ବାପା ଙ୍କୁ ପାଇଲି ନାହିଁ ଜୀବନରେ ଯେତେଦିନ ଅଛ ବାପା ମା ଙ୍କର ସେବା କର ସଂସାରେ ବାପା ମା ସବୁଠୁ ବଡ଼ ଦେବତା ❤️❤️❤️❤️❤️

  • @jeetendrasethy5147
    @jeetendrasethy5147 2 роки тому +181

    ପ୍ରଭୁ ମୋ ବୋଉ କୁ ସବୁଦିନ ରେ ଭଲ ରେ ରଖନ୍ତୁ
    Miss U ବୋଉ 🙏 ଜୟ ଜଗନ୍ନାଥ 🙏🙏🙏🙏 ହେ ପ୍ରଭୁ

    • @rajeshkar1354
      @rajeshkar1354 2 роки тому +6

      Sabu bele bou bhalare rahibe bro 🙏🏻kichhibi habani tama bounkara🙏🏻i miss😭 you maa👵🥺🥺🥺🥺🥺

    • @Rajadj..official..2432
      @Rajadj..official..2432 2 роки тому +3

      Alllways miss you bou. Jagannath🙏nka pakhre mora binmra prathana. Omm santi.

    • @lipsabeheradeepa5903
      @lipsabeheradeepa5903 2 роки тому +3

      I miss you mami

    • @saikalandi6859
      @saikalandi6859 2 роки тому +1

      👍👍🙏

    • @Saswat_mohapatra
      @Saswat_mohapatra 2 роки тому +1

      Lv ❤️ u maa 🥰miss u every time maa 🙏

  • @MR.PRAVANJAN756
    @MR.PRAVANJAN756 2 роки тому +605

    Maa is not a just word ,maa is our world🌍 🌎

  • @rajeshpatra9662
    @rajeshpatra9662 3 дні тому +1

    Aau kahiba pai kichhi nai 😢😢😭😭😭

  • @subratsubrat3737
    @subratsubrat3737 2 роки тому +82

    No word To Explain How Beautiful this Song 💙

  • @abhijitmajhi1578
    @abhijitmajhi1578 2 роки тому +154

    Every hosteler know the value of each line & words of the song💫🙃

    • @_pritam_priyanshu8841
      @_pritam_priyanshu8841 Рік тому +1

      Very true ❤

    • @chandangaming2206
      @chandangaming2206 Рік тому

      Ryt

    • @SoudaminiParekh
      @SoudaminiParekh Рік тому

      Hmm bhai mu ebe hostel re achhi kintu mu mo maa ku kali ru khuju chhi ta bina ethi rahibaku mana bilkul laguni 😭😭😭😭 bartaman mu kanduchhi padha v man laguni mo maa bina sate😔🥺🥺😭😭😭😭 i love my mumma❤️🌎😘

  • @aurobinda36
    @aurobinda36 2 роки тому +138

    Lyrics ,voice & acting no word express..!! ❤️Maa is my world ...my happiness...I really cried when I saw this video

  • @SUBHAOFFICIAL009
    @SUBHAOFFICIAL009 8 місяців тому +7

    ❤❤ଏ ଗୀତ ମୋତେ ବହୁତ ଭଲ ଲାଗିଲା ଆଉ emotional କରି ଦେଲା 😢😢❤❤❤

  • @purnimasahoo8277
    @purnimasahoo8277 Рік тому +113

    Mother is not just a word 🥰
    Mother is full of happiness of life ❤️
    Mother is World 🌎🌎
    Mother is everything 🌍🌍💫✨🪄

  • @bimalsasmal4568
    @bimalsasmal4568 2 роки тому +21

    Duniyare sabu maa nku bhagwan bhala re rakhantu please 🥺 god 💕❤️

  • @sp_sarbeswar
    @sp_sarbeswar Рік тому +210

    ଭଗବାନ ସବୁ ମା କୁ ଲମ୍ବା ଆୟୁଷ ଦିଅନ୍ତୁ ❤️🙏

  • @Ujjwalkumarbehera-t3i
    @Ujjwalkumarbehera-t3i 3 місяці тому +2

    It's not a song bro ,this is playing our emotions bro❤❤❤🥺🥺💔😔😔😭😭😭

  • @Therealshakti09
    @Therealshakti09 Рік тому +42

    Maa is not just a word is the whole universe for a kid, really made me cry seeing this 🥺

  • @rakeshjena1651
    @rakeshjena1651 Рік тому +7

    Relly ଜିଏ ମା କୁ ହରେଛି ସେ ଜାଣିଛି ତ ସଜ୍ଞା କଣ।।।ଥିଲା ବେଳେ ଜଣା ପଡ଼ିନଥିଲା କିନ୍ତୁ ଗଳା ପରେ ❤❤❤❤

  • @akashkumarmahala340
    @akashkumarmahala340 2 роки тому +78

    13 times I have heard this one what a concept
    What a voice Human sir......
    I love you maa❤️

    • @Gopihalba8249
      @Gopihalba8249 2 роки тому

      Me aslo bro

    • @MSVLOGS856
      @MSVLOGS856 Рік тому

      Aapan mana ka vala paiba tike maguchi plz sport me....gote coment kariba aau subscribe
      ua-cam.com/video/ZFMbL_SMll/v-deo.html

  • @AlibhaKuanr
    @AlibhaKuanr 8 місяців тому +1

    Love you Maa ❤❤❤❤ you are most wonderful part of my life maa 🙏🙏🙏

  • @AbhayaKumar23
    @AbhayaKumar23 2 роки тому +11

    ଦୁନିଆ ରେ ସବୁ ବଡ ମମତା ମା ହି ଦିଏ
    ସିଏ ଅଛି ତ ଦୁନିଆ ଦେଖୁଛି love u ବୋଉ🙏🙏🙏🙏🙏❤️❤️❤️❤️❤️❤️❤️

  • @pravatmahakhuda9301
    @pravatmahakhuda9301 2 роки тому +72

    The bond between a son and his mother is stronger than a hurricane 😘😘😘❤️❤️

  • @BiswajitSahoo-i7i
    @BiswajitSahoo-i7i 3 місяці тому +1

    Bhai amiti bi kichi bhai achanti jahara pila belaru maa chadi chali jaichanti sei bhai mananka pain pade
    Love you re bhai ❤

  • @shibabarikvlogs9198
    @shibabarikvlogs9198 Рік тому +15

    ମାଆ ସହିତ ଏ ଦୁନିଆ କାହାକୁ ବି ସାମାନ କରି ହେବ ନାହିଁ 🙏

  • @shubhampandab522
    @shubhampandab522 Рік тому +40

    I love you maa and bapa ❤❤❤❤

  • @bineshkumardas1989
    @bineshkumardas1989 2 роки тому +7

    ମା ନାହିଁ ତ ଦୁନିଆଁ ରେ କିଛି ନାହିଁ
    ମା ଅଛି ତାହେଲେ ଦୁନିଆଁ ରେ ସବୁ କିଛି ଅଛି
    ମା କୁ କୋଟି ପ୍ରଣାମ ମା ହେଉଛି ସବୁ କିଛି ମା ଜାଗା କେହି ନେଇ ପାରିବେନି.......... ❤️ ମା ❤️🙏

  • @ollywoodtechnology
    @ollywoodtechnology 11 місяців тому +4

    ଏ real story ମୋ ସହିତ ବି ହେଇଚି
    Miss u Maa 🥺

  • @ipsitadwibedi9572
    @ipsitadwibedi9572 2 роки тому +42

    Mother is the sweetest word in the world.Miss uh maa😓

  • @chittaranjanmishra4964
    @chittaranjanmishra4964 2 роки тому +74

    maa...it's not just a word..my whole world belongs to you ❤️🌍

  • @saharulmir9756
    @saharulmir9756 Рік тому +19

    I could not hold back my tears. God bless all mothers❤❤❤

  • @kailashpatra524
    @kailashpatra524 2 місяці тому +2

    ଏଇ ଗୀତ ଶୁଣିଲା ବେଲକୁ ବହୁତ ଦୁଃଖ ଲାଗେ
    ସତେ ମା ଥୀଲେ କିଛି ଲାଗେ ନାହି
    ମା ଘରେ ନ ଥିଲା ବେଳେ ବହୁତ ଦୁଃଖ ଲାଗେ
    I Love you maa❤❤❤❤❤❤❤❤❤❤❤❤❤💖💖💗💗💗💘💘💘💘💘💗

  • @sanghamitrapanigrahi3029
    @sanghamitrapanigrahi3029 2 роки тому +17

    Bhagwan mo maa ku Sabu bele bhalare Rakhi thao .luv uhh maaa❤️😘😘😘

  • @abhinashabhi361
    @abhinashabhi361 2 роки тому +57

    No girl in this world is more beautiful than your mother 🌎🥰 love you maa ❤️

  • @DilipBehera-o3w
    @DilipBehera-o3w 2 місяці тому +1

    Maa maa love maa

  • @soumya4183
    @soumya4183 Рік тому +34

    No one can replace the place of our mother. Love you Bou !

  • @pradipmusicalvlog8214
    @pradipmusicalvlog8214 2 роки тому +8

    ଆଖିରୁ ଲୁହ ଆସିଗଲା ମୋର 🙏🙏🙏🙏🙏❤️❤️❤️❤️❤️Hart tuching bhai 🙏🙏ଶ୍ରୀନିବାସ ଭାଇ sup act ବହୁତ ସୁନ୍ଦର compose matruprasad ଭାଇ ❤️❤️❤️❤️❤️

  • @madhumickeyexpress5087
    @madhumickeyexpress5087 2 роки тому +52

    After along time something different. The song is heart touching and really I can't control my tears after hear this song. Again and again I heard this song. Shreenivas bro and all members of this sond really doing a great job.

  • @Biswajeet_samal
    @Biswajeet_samal 6 місяців тому +2

    Bhai jaha hauna kahniki maa bhali e pruthibire kehi bi nahanti. Aau maa thu bada bhagaban bi e pruthibire kehi nahanti. I ❤ you my dear mother.

  • @bishnupriyaswain7006
    @bishnupriyaswain7006 2 роки тому +12

    Maa toh binaa....line heart touching❣️😊

  • @KBiru
    @KBiru 2 роки тому +37

    ❤️ Lyrics, Music, Story Concept, Acting everything awesome 👍❤️ Heart Touching ❤️❤️

  • @rishi_funny
    @rishi_funny Рік тому +10

    ଭାଇ ଏଇ ଗୀତ ରେ ଏମିତି ସ୍ବର ଅଛି ଯେ ବହୁତ ଦୁଃଖ ଲାଗୁଛି କିନ୍ତୁ ଗୀତ ବହୁତ ଭଲ ଲାଗୁଛି

  • @SudhansuPattnaik-f9y
    @SudhansuPattnaik-f9y 2 місяці тому +1

    Singer pura world ra no 1 singer mo pain maa ku neiki jou gita b gaibe kanda na asibaku chainle v asijiba😢😢😢😢😢😢😢😢😢😢writer ku koti koti namaskar 👏

  • @supriyasahoo9538
    @supriyasahoo9538 2 роки тому +39

    “ମା" the most beautiful word 🥰🥰💞 love u mama 💞💞💞

  • @bisubabul807
    @bisubabul807 2 роки тому +8

    ମାଆ ର ଗୋଟିଏ ଡାକ ପାଇଁ ଏ ମଣିଷ ଜୀବନ ଆଶା ବାଦି।ଏମିତି ଏ ଦୁନିଆ ରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ମା ଛେଉଣ୍ଡ। ମାଆ ର ଜାଗା କେହି ବି ନେଇ ପାରିବେ ନାହିଁ।ମାଆ ମଙ୍ଗଳା ମୋ ମାଆ ବାପା ଙ୍କୁ ମୋର ଆୟୁଷ ଦେଇଦିଆନ୍ତୁ,ମୋର ଆଉ କିଛି ଦରକାର୍ ନାହିଁ।🙏🙏🙏🙏🙏

  • @sandhyaraniswain731
    @sandhyaraniswain731 2 роки тому +15

    Never ending relationship between - mother ❤ child ...
    MAA ❤🙌

  • @ashutoshpasupalak6133
    @ashutoshpasupalak6133 Місяць тому

    This song will always be close to my heart! Gita nahi pura kahaani ta! Maa ra mamata pua ra bhala paeba ku bht sundar bhabe re dekhaechnti❤❤❤

  • @rknikhil9861
    @rknikhil9861 2 роки тому +30

    ମାଁ ବିନା ଜୀବନ ଅନ୍ଧାର😭...
    Miss u maa😭...

  • @SubashMallick-ei8dl
    @SubashMallick-ei8dl Рік тому +7

    ମାଆ ଠାରୁ ଏ ଜଗତରେ ବଡ଼ କିଏ ନାହିଁ । ମାଆ ଥିଲେ ଘରର ସବୁ ସମସ୍ୟାର ସମାଧାନ କରିଥାଏ । ଆଇ ଲଭ୍ ୟୁ ମାଆ

  • @asitpattnaik2773
    @asitpattnaik2773 Рік тому +6

    Mo maa mote chadi 11 yr haigala,mu Sethi hin achi jauthi se chadi jaithela,i Miss my mother every second of my life.take care of your mother and father....

    • @HonestBoy-op9uu
      @HonestBoy-op9uu 8 місяців тому

      Be strong yr... U r a strong person..

  • @dharitribehera4457
    @dharitribehera4457 Рік тому +21

    Maa is incomparable with any of the world 🌎🙏🙏🙏🙏🙏😭😭😭😭😘😘😭😭

  • @sagarikasethy2235
    @sagarikasethy2235 2 роки тому +10

    I have no word to explain this song..... just one thing I would like to say .....I love you bou ....
    Bhagwan samastha boi nku bhala re rakhantu....🥺🙏🙏🙏

  • @amritapriyadarshini6566
    @amritapriyadarshini6566 2 роки тому +75

    What a video!! Eyes filled with tears automatically 🥺 Kudos to whole team ♥️

  • @banitapatra7435
    @banitapatra7435 10 місяців тому

    Miss u maa 😂😂😂😂 maa eka rahihouni maa bohut kosto laguchhi 😂😂tumobina love you maa

  • @soumyakiller1604
    @soumyakiller1604 2 роки тому +23

    It's not a story , it's an emotion of every son .

  • @princerani7360
    @princerani7360 Рік тому +7

    ଜୀବନ ରେ ତ ବହୁତ ଲୋକ ଆସନ୍ତି ହେଲେ ବାପା ମାଆ ହିଁ ନିଃସ୍ଵାର୍ଥପର ଭାବରେ ଭଲ ପାଇଥାନ୍ତି କିଛି ଲୋକ ତ ଏମିତି ଥାନ୍ତି କି ନିଜ ସ୍ବାର୍ଥ ହାସଲ ହେବା ଯାଏ ସାଥିରେ ରୁହନ୍ତି, ସ୍ବାର୍ଥ ସରିଲେ କିଏ ବୋଲି ପଚାରନ୍ତି

  • @subham6535
    @subham6535 2 роки тому +31

    Mother is the precious gift from God ❤️.This concept is very very very heart touching 🥺

  • @SagariPradhan-i2c
    @SagariPradhan-i2c 9 місяців тому

    Mo maa bi mo pakhare achi. Kintu a Gita sunile. Kahiki bohut. Kanda lage🥺😟

  • @smarakimohapatra7800
    @smarakimohapatra7800 2 роки тому +5

    Jiban chhadigala pari laguchi pura.... hats up 👍...heart touching 🙏

  • @SumitraRaulo
    @SumitraRaulo Рік тому +20

    Miss you mo maa😭😭😭😭😭

  • @anitanayak....2174
    @anitanayak....2174 Рік тому +21

    I love maaa ❤

  • @murmubnmallstatus8685
    @murmubnmallstatus8685 15 годин тому

    ସତରେ ମା ନଥିଲେ ବୋହୁତ କଷ୍ଟ ଲାଗେ Miss you 🥺 MAA 😭😭 ବୋହୁତ ମାନେ ପଡୁଚ 😢😭😭😭

  • @athagadhratoka8093
    @athagadhratoka8093 2 роки тому +7

    Mo ମା ଆଜି ଏ ଦୁନିଆରେ ନାହି ବୋଲି ସେଥି ପାଇଁ ମୁ ମରି ମରି ବଞ୍ଚୁ ଥିଲି ଆଉ ଆଜି ଏଇ ଗୀତ ty ଶୁଣିଲା ପରେ ମୋ ହୃଦୟ କୁ ବୋହୁତ କଷ୍ଟ ହୋଉଛି i love yu maa ,_&- ମା ବିନା ଏ ଦୁନିଆ ଅନ୍ଧାର