Maa Toh Bina | Human sagar | Odia sad Song | Odia maa Song | Odia Song 2022

Поділитися
Вставка
  • Опубліковано 17 кві 2022
  • #maatohbina #odiamaasong #humansagar
    Dedicated to - late Subashini Patra🙏
    Presenting to you a emotional Song "MAA TOH BINA", hope you all like the song, DO SHARE YOUR VIEWS WITH US
    🎶SONG CREDITS :
    Song - MAA TOH BINA
    Singer - Human sagar
    Lyrics - Gurudatta behera (94372 80035)
    Music - Matruprasad rath(96680 16290)
    Flute - Abhiram
    Recorded at - Somesh studio
    Mixing & mastering - Somesh sathpathy
    Dop & Edit - chiku
    Produced by - Shreenibas pattnayak
    Poster - RN BHAI
    Channel Head - Aruna Pradip Sahoo(7854001615)
    Production Manager - Sangram Baral
    Managing Director - Soumya Ranjan Raul
    Special Thanks - chandan bhai
    Like,comment and share this video.
    ________________________________________
    Thank you for watching. Keep loving “SHREE ENTERTAINMENTS “, Subscribe to our channel and hit the 🔔 bell icon for future updates and upcoming projects.
    * ANTI - PIRACY WARNING *
    This content is copyright to SHREE ENTERTAINMENTS. Any unauthorised reproduction,redistribution or re-upload is strictly prohibited of this material.Legal action will be taken against those who violate the copyright of the following material presented.
  • Розваги

КОМЕНТАРІ • 8 тис.

  • @minatirout7523
    @minatirout7523 11 місяців тому +2282

    ମା ଏମିତି ଗୋଟେ ଶବ୍ଦ ଥରେଡାକି ଦେଲେ ଅଶୁଭ କାମ ବି ଶୁଭ I love you maa❤❤❤❤maa ପାଇଁ ଗୋଟିଏ ଲାଇକ୍ କରିବ

  • @Allinone-ft2tq
    @Allinone-ft2tq Рік тому +1412

    କଣ କହିବି 😭 କାହାର ମାଆ ଥିଲେ ବାପା ନାହିଁ ଆଉ ବାପା ଥିଲେ ମାଆ ନାହିଁ ହେଲେ😭😭 ମୋର ମାଆ ଆଉ ବାପା ନାହାନ୍ତି ମୁ ପୁରା ଏକୁଟିଆ କେମିତି ବଞ୍ଚିଛି କେହି ବି ପଚାରିବାକୁ କେହି ନାହାନ୍ତି , ଖରା ରେ ଛିଡ଼ାହେଇଥିଲ ଛାଇକୁ ଡାକିବା ପାଇଁ ମୋ ମା ନାହିଁ କି ବାପା ନାହିଁ😭😭😭.ସତରେ ପାଉଁଶ ତଳୁ ଉଠି ଆସେ ଲୋ ମାଆ😭😭😭.

    • @puspanjalibehera-mf1ph
      @puspanjalibehera-mf1ph Рік тому +60

      💔💔💔😭😭😭😭
      Mana dukha na kari
      Amiti kichhi Kama kari tanka na rakha
      Au khusire ruha

    • @tulasipradhan1226
      @tulasipradhan1226 Рік тому +48

      Mora bi maa nahi mu janichhi se dukha 😭🥺😭🥺😭🥺 mu 12 ra heithili mo maa chaligale , kemiti banchichhi taha mu janichhi 🥺😭🥺🙏 bapa pacharu nahanti,nijara kehi nahanti 🥺😭

    • @ITSMYVLOGS500
      @ITSMYVLOGS500 Рік тому +19

      😭😭😭😭😭😭😭😭😭😭😭😭😭😭😭😭😭😭😭

    • @freeentertainment2024
      @freeentertainment2024 Рік тому +23

      nijaku kebe eka bhabani bhagaban tama pai sure bahut bada kichi rakhichanti.

    • @subhamsahu9088
      @subhamsahu9088 Рік тому +15

      really painful 😭😭😭

  • @user-uz1hp1te9t
    @user-uz1hp1te9t Місяць тому +52

    ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମୋ ମାଆ 👌👌👌👌👌👌👌👌👌👌👌👌❤️❤️❤️❤️❤️❤️❤️

  • @tejaswiniluha5678
    @tejaswiniluha5678 Місяць тому +67

    ଦୁନିଆର ସବୁଠାରୁ ଅଧିକ ମୂଲ୍ୟବାନ ରତ୍ନ ହେଉଛି ମାଆ❤️❤️

  • @Editorpk-gg3qc
    @Editorpk-gg3qc 4 місяці тому +272

    Maa pain gote like kara ❤

  • @uniquetoka
    @uniquetoka 11 місяців тому +281

    ତୋ ହାତ ମୋ ମଥାରେ ରହିଥିଲେ
    ପାଦ ଧୁଳି ତୋର ନଉଥିଲେ
    ମୁଁ କିଛି ଖୋଜିବିନି
    ମା ତୋ ବିନା ମୁଁ ରହିପାରିବିନି ❤

  • @sarbeswarjena2922
    @sarbeswarjena2922 3 місяці тому +22

    ଏହି ଗୀତ ଟି ଯିଏ ଶୁଣିବ ତା ଆଖିରେ ଲୁହ ଆସି ଯିବ ❤😢😢😢

    • @AmitBag-yk1nf
      @AmitBag-yk1nf 3 дні тому +1

      Jete thara sunuchhi sete thar kanduchi😭

  • @mihirkumar172
    @mihirkumar172 3 місяці тому +43

    Miss u Bou 😢😢. ମୁଁ ତୁମ ଠାରେ ସବୁଦିନ ପାଇଁ ଚୀର ଋଣି । ହଠାତ୍ ମ ଠାରୁ ଚାଲିଗଲ । ବହୁତ କଷ୍ଟ ଲାଗୁଛି ବୋଉ । ବହୁତ ମନେ ପଡୁଛ ।

  • @papunasethi4671
    @papunasethi4671 Рік тому +486

    ଦୁନିଆ ର ସବୁଠାରୁ ବଡ଼ ଯୋଦ୍ଧା ମାଆ 🙏🙏🙏🙏

  • @Subratodiaquiz107
    @Subratodiaquiz107 Рік тому +673

    ଦୁନିଆଁରେ ଏପରି କେହି ନାହିଁ, ଯିଏ କି ସ୍ନେହ ଓ ଭଲ ପାଇବାରେ ମା’ ଠାରୁ ଵଳିଯିବ...
    ସତରେ ମାଆ ତୁମେ ଯୁଗେ ଯୁଗେ ନମସ୍ୟ 🙏🙏🙏

    • @tapanbariki5253
      @tapanbariki5253 8 місяців тому +2

      I Love you maa

    • @user-vm2qb4gn5n
      @user-vm2qb4gn5n 7 місяців тому +4

      I love you maa ❤❤

    • @user-sz1ti5gx2g
      @user-sz1ti5gx2g 4 місяці тому +3

      Maamaailovemaa😢😭😭😩💓💖

    • @sibasankardas9489
      @sibasankardas9489 Місяць тому

      ​@@user-vm2qb4gn5n❤🎉😢😊😮😢❤🎉❤🎉❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉😮😮😮😮😮😮😮😊😊😊😊😊😊😊😊😊😊😊😊😊😊😊😊😊😢😢😢😢😢😢😢

  • @user-yt6cr5xx2m
    @user-yt6cr5xx2m Місяць тому +18

    ଯାହାର ମା ନାହିଁ ତା ଜୀବନଟା ବହୁତ କଷ୍ଟରେ କଷ୍ଟୁଥାଏ କିନ୍ତୁ ମା ଥିଲେ ସବୁ ଅଛି କାରଣ ମା ହେଉଛନ୍ତି ଆଶୀର୍ବାଦର ପାତ୍ରି The life of the one who does not have a mother is very difficult, but if there is a mother, everything is possible because mother is the source of blessings

  • @user-rd3os7fl6s
    @user-rd3os7fl6s 2 місяці тому +9

    ନା ମୋ ପାଖରେ ମୋ ମା ଅଛି ନା ମୋ ପାପା ଅଛନ୍ତି 😭😭

  • @sagarkumarpatra2944
    @sagarkumarpatra2944 Рік тому +1610

    ପୃଥିବୀରେ ସବୁଠୁ ସୁନ୍ଦର ଓ ମୂଲ୍ୟବାନ ଶବ୍ଦ ଓ ସମ୍ପତ୍ତି ହେଉଛି ମା ❤️🙏✨ ମା ବିନା ସାହା ନାହିଁ 🥹

  • @suchismitanayak7613
    @suchismitanayak7613 4 місяці тому +146

    ଦୁନିଆରେ ଯାହାର ମା ନାହିଁ ସିଏ ଜାଣିଛି ଜୀବନ ଟା କେତେ କଷ୍ଟ l miss you bou

  • @user-ii8dy1or4g
    @user-ii8dy1or4g Місяць тому +6

    ମାଆ ବାପା ଆଉ a ଦୁନିଆ ରେ କାହାକୁ ବି କେବେ ଦୁଃଖ ଦିଅନି ଯେତିକି ଦିନ ବଞ୍ଚିବା ସମସ୍ତଙ୍କୁ ଖୁସିରେ କଥା କୁହ ।।
    ଆଉ ଖୁସି ଦିଅ ।।।
    ମାଆ ବାପା ବଞ୍ଚିଥିବା ଅବସ୍ଥାରେ ସବୁ ଖୁସି ଦିଅ ତାଙ୍କୁ ମଲା ପରେ ବଡ଼ ଭୋଜି ଦବାରେ କିଛି ଫାଇଦା ନଥାଏ 😢😢😢😢

  • @user-ex2kj5nq9o
    @user-ex2kj5nq9o 3 місяці тому +8

    ଦୁନିଆ ରେ ମାଠୁ ବଡ଼ କେହି ନାହିଁ ❤❤❤

  • @sabyasachidas660
    @sabyasachidas660 2 роки тому +220

    ସତରେ ମନକୁ ଛୁଇଁଲା ଭଳି 👩‍👦‍👦👩‍👦‍👦👩‍👦‍👦ଗିତ ଧନ୍ୟବାଦ 👍 ମା👩‍👦‍👦🙏🙏🙏 ଆଜିର ଦିନରେ ବିନା ସ୍ୱାର୍ଥରେ ଜିଏ ଭଲ ପାଉଛି ସିଏ ହେଉଛି 👩‍👦‍👦🙏 🙏🙏ମା

  • @AKSANIL97
    @AKSANIL97 8 місяців тому +244

    ମା ମୋର ଜୀବନ । ମୋର ଆଉ କିଛି ସୁଖ ଦରକାର ନାହିଁ ବାସ ସମସ୍ତଙ୍କ ପାଖରେ ତାଙ୍କ ମା ର ଆଶୀର୍ବାଦ ରହି ଥାହୁ । 🙏

    • @SaiPadhan-wm7os
      @SaiPadhan-wm7os 2 місяці тому

      Uy

    • @nareshmeher6305
      @nareshmeher6305 Місяць тому +1

      You are luckey bro tumara maa achanti

    • @AKSANIL97
      @AKSANIL97 Місяць тому

      @@nareshmeher6305 bhai maa Sabubele pakhare Rahichanti auu rahithibe🙏

  • @gaganratha5251
    @gaganratha5251 Місяць тому +2

    ମାତୃ ଦିବସ ରେ କେତେ ଜଣ ଶୁଣିଛନ୍ତି like କରନ୍ତୁ

  • @Crazykanha211
    @Crazykanha211 3 місяці тому +4

    ଏହି ଗୀତ ବହୁତ ଭଲ ଲାଗିଲା

  • @pabitragouda2489
    @pabitragouda2489 Рік тому +582

    ଗୀତ ସୁଣିକି ଆଖି ରୁ ଲୁହ ଆସିଗଲା । ବହୁତ ସୁନ୍ଦର ଗୀତ 🙏🙏🙏🙏🙏

  • @badboyramesh252
    @badboyramesh252 Рік тому +239

    ମା ତୋ ବିନା ସାରା ଦୁନିଆ ଅନ୍ଧାର,,,, ତୁ ନାହୁଁ ବୋଲି ପାଉନାହିଁ ଆହାର,,, ଜଗତ ସାରା ଖୋଜିଲି କେହି ନାହିଁ ତୋ ଭଳି,,,, ଭୁଲ କଲେ ମାଡ଼ ଖାଇଲେ କା ପାଖେ କରିବି ଅଳି,,,,,Love U Maa 🙏🙏🙏

  • @user-xe9yp3qm2t
    @user-xe9yp3qm2t 3 місяці тому +8

    ମା ବିନା ଜୀବନ ଅଧୁରା, ଦୁନିଆ ଫିକା ଫିକା ଲାଗେ

  • @aloneboybadal7306
    @aloneboybadal7306 3 місяці тому +6

    ଦୁନିଆରେ ଜଣେ ମଣିଷ ସେ ହଉଚି ମା ଜେକି ବିନା ସ୍ୱାର୍ଥରେ ବିନା ଆଶାରେ ହିଁ ଭଲ ପାଇଥାଏ ବାକି ସବୁ ନିଜ ସ୍ବାର୍ଥ ନେଇକେ ସମ୍ପର୍କ ରଖନ୍ତି

  • @LipunAlbum
    @LipunAlbum Рік тому +339

    ହୃୟସ୍ପର୍ଶୀ ଗୀତ ସତରେ ମା ଠୁ ଦୁନିଆଁ ରେ ଆଉ କେହି ବଡ଼ ନୁହଁ। ସମସ୍ତ ଙ୍କୁ ମୋର ଅନୁରଧ ମା ଙ୍କୁ କେବେ ଦୁଃଖ କଷ୍ଟ ଦେବନି 🙏🙏🙏🙏🙏🙏🙏🙏🙏

    • @mrjagan4210
      @mrjagan4210 Рік тому +2

      Gujo

    • @madhusmitabehera4487
      @madhusmitabehera4487 Рік тому +1

      Mo maa khusi hele mate khusi lage , maa kandile mate kasta hua , mo maa pari duniya re kehi mate bhala paeba dae nahati

    • @smrutiranjan1522
      @smrutiranjan1522 Рік тому +1

      Bhai Tama katha rahila👍

    • @LipunAlbum
      @LipunAlbum Рік тому

      @@smrutiranjan1522 ଧନ୍ୟବାଦ୍ ଭାଇ

    • @mrgolakhodisha
      @mrgolakhodisha Рік тому +1

      Right

  • @allcontentzone800
    @allcontentzone800 Рік тому +1833

    ଭଗବାନ ଦୁନିଆ ର ସବୁ ମା ମାନଙ୍କୁ ଖୁସି ରେ ରଖନ୍ତୁ🙏🙏🙏Love You Maa ❤️🙏🙏🙏

  • @sanjaykumarsubha9704
    @sanjaykumarsubha9704 3 місяці тому +6

    ଭାଇ ଆପଣଙ୍କ ଅଷେସ ଧନ୍ୟବାଦ ❤❤❤

  • @santanupriyadarsi6023
    @santanupriyadarsi6023 2 місяці тому +8

    10000 katha kahiba pare bi jie ragi nathae se mo mami love u mo mami bhagwan etiki ashirvaad karantu mo dwara khusi tk pau

  • @beautifulmusic577
    @beautifulmusic577 5 місяців тому +153

    ❤ ମା ❤କେବେ ପୁର ରାତି ସାରା ଚେଇକି ମତେ ତୋ କୋଳରେ ଶୁଆଇଛୁ ❤ ତ କେବେ ପୁଣି ବାପା କ ଗାଳିରୁ ମତେ ତୁହିଁ ତ ବଞେଇଛୁ ମା ❤❤ ମା ପରି ଆଉ କିଏ ହଭ ❤❤❤

  • @Ama_odia_classes
    @Ama_odia_classes Рік тому +2036

    ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମାଆ ❤🙏

  • @bablu6128
    @bablu6128 2 місяці тому +6

    ମା ❤❤❤❤
    ଅତୁଳନିତ ଶବ୍ଦ
    ମା କୋଉ ଭଗବାନ ଠୁ କମ ନୁହଁ
    ମା ଆଗରେ ଭଗବାନ ବି ଛୋଟ
    heart touching song
    ଯତେ ଶୁଣିଲେ ସେତେ ଭଲ ଲାଗୁଛି

  • @lipugaming8979
    @lipugaming8979 2 місяці тому +7

    One of the best song ever in odia film history ❤❤❤😭😭😭😭

  • @Mukesh_Kumar_samal
    @Mukesh_Kumar_samal 5 місяців тому +55

    ଭାଇ ପ୍ରଥମ ଥର ପାଇଁ ଗୋଟେ ଓଡ଼ିଆ ଗୀତ ଶୁଣିଲା ପରେ ଆଖିରୁ ଲୁହ ଝରି ଗଲା 🙏🏻😭 ଭାଇ ଲେଖା ବହୁତ୍ ସୁନ୍ଦର୍ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🏻❤, & human bhai 🙏🏻 always I'm your big fan ❤ forever respect 🙏🏻

    • @user-zs3ny9cy4n
      @user-zs3ny9cy4n 3 місяці тому

      A❤❤❤❤😂😂😂😂😂😂😂😂😂😂😂❤❤❤❤❤❤😂😂😂😂😂❤❤❤❤❤❤😂😂😂❤❤😂mmm 5:30

    • @user-bm3ki6fr5e
      @user-bm3ki6fr5e Місяць тому +1

      ❤❤❤❤❤❤

    • @Mukesh_Kumar_samal
      @Mukesh_Kumar_samal Місяць тому

      ❤​@@user-bm3ki6fr5e

  • @Ama_odia_classes
    @Ama_odia_classes Рік тому +409

    ପ୍ରକୃତରେ ଦୁନିଆରେ ଯଦି କିଏ ଆମକୁ ତା ନିଜ ଠାରୁ ଭଲ ପାଏ ସେ ହେଉଛି ମାଆ ❤ଏଇ ଗୀତ କୁ ମୁଁ ଯେତେଥର ଶୁଣୁଛି ସେତେଥର ନୂଆ ଲାଗୁଛି ❤
    Love you Maa ❤

    • @kabindrabehera6289
      @kabindrabehera6289 Рік тому +3

      Chrnud

    • @BashuNaik-rl4wh
      @BashuNaik-rl4wh Рік тому +5

      No Bro sabu maa eka pari nuhanti gote gote maa achanti nija chua ra echa re sukha re dukha re samil huanti but mo bhagyare semiti kichi nai mo maa mo pakhare thae na thila pari mote jama vala paunahanti mu pure eka ae Dunia re khali mu jaha Ku vala pauchi se eka mo saha achi

    • @ranjitabarik2884
      @ranjitabarik2884 9 місяців тому +2

      Satare mu ehi heart touching song sunile mate bahut Kanda Lage aji mu janili duni re kie jadi mate vala pae se hauchi mo maa❤❤❤❤

    • @prabhakaradeepa7790
      @prabhakaradeepa7790 7 місяців тому +3

      Satare maa tharu dunia re bada kehibi nahanti

  • @BikashDas-rx2tp
    @BikashDas-rx2tp Місяць тому +2

    ଯେତେ ଶୁଣି ଲେ ବି ବହୁତ୍ ଭଲ ଲାଗୁଚି 😢very nice song 👌🫶👌

  • @bideshinigauntia9722
    @bideshinigauntia9722 3 місяці тому +1

    ହାର୍ଟ ଟୋଚିଂ ସଙ୍ଗ

  • @depanshurout
    @depanshurout 8 місяців тому +352

    ଦୁନିଆରେ ସବୁଠାରୁ ବଡ଼ ଭଗବାନ ହେଲା ମା ଯାହା ପାଖରେ ମା ନାହିଁ ସେଇ ମାନେ ହିଁ ମା ର ମୂଲ୍ୟ ଜାଣିଛନ୍ତି ମା ପାଇଁ ଗୋଟେ like କର ❤❤❤

    • @PriyankaSahoo-fl2mq
      @PriyankaSahoo-fl2mq 5 місяців тому

      Mor maa nahi 😢😢😢😢😢

    • @depanshurout
      @depanshurout 5 місяців тому

      @@PriyankaSahoo-fl2mq ମନ ଦୁଃଖ କରନି ତମ ସାଙ୍ଗରେ ଭଗବାନ ଅଛନ୍ତି

  • @jeetendrasethy5147
    @jeetendrasethy5147 2 роки тому +350

    ବା ବା ବା ରେ କି ଗୀତ ,କି ଲେଖା ଶୁଣି କି ଆଖିଲୁ ଲୁହ ଆସିଗଲା
    ବହୁତ୍ ଧନ୍ୟବାଦ୍ ଭାଇ
    Love you bou
    ବହୁ ଲୋ ବହୁତ୍ ମନେ ପଡ଼ୁଛି ଲୋ
    Miss you ବୋଉ

    • @gaganchoudhury240
      @gaganchoudhury240 Рік тому +1

      Very very thanks

    • @ratikantadas208
      @ratikantadas208 Рік тому +4

      Recall bro satara bahut sunder lekha hoechi na bro mora ta maa nahe ma ra snaha sradha kan mu janene mu bahut miss karuchi mo maku 😭😭😭😭😭😭😭😭🤣🤣🤣🤣🤣🤣🤣🙏🙏🙏🙏🙏🙏🙏🙏🙏🙏

    • @bapunfitness
      @bapunfitness Рік тому

      @@ratikantadas208 I miss tOoooooo 😭😭😭😭😭

    • @randomboytrinatha7751
      @randomboytrinatha7751 Рік тому +1

      Nice👍👍👏👏 🎵song bro🤣🤣madicala

    • @jeetendrasethy5147
      @jeetendrasethy5147 Рік тому +5

      @@ratikantadas208 maa nahni boli kuhani hela tama maa tama pakhare achhi tama Chari pakhare hi achhi
      Please semiti bhabani please 🙏🙏🙏🙏 maa kebe bi pua ku chhadi ki jaini ki jibani love you bou ❤️❤️
      ଥରେ ଆଖି ବୁଝି କି ମାଆ କୁ ଥରେ ଭାବନା ରଖିକି ଧ୍ୟାନ ଦେଇକି ଭାବ ତମ ମାଆ ତମ ପାଖରେ ଅଛି କି ନାହିଁ କହିବ ତାହା ପରେ ମୋତେ କହିବ ମୁ ଭୁଲ କହୁଛି କି ସତ ଭାଇ ତାହା ପରେ ମୋତେ କହିବ
      ଯଦି ଭୁଲ କହିଥିବି ଯଦି ମୋତେ ଗାଳି କରିଲେ ବି ମୁ ସହିବି ହେଲା
      Love you bro

  • @skyink3691
    @skyink3691 2 місяці тому +3

    କିଏବା ରଖିଲା, କେମିତି ରଖିଲା,
    ଏମିତିକା ତୋ'ର ନାଆ,
    ଯେତେବେଳେ ହେଉ ଅବା ଯେଉଁଠାରେ,
    ତୋ ନାଁ ହିଁ ସଭିଙ୍କ ସାହା।।
    🙏ମାଆ ମାଆ ମାଆ 🙏

  • @sunitamaharana3882
    @sunitamaharana3882 3 місяці тому +6

    🙏Jathara natha ha Jagannath mo mummy au baba nku sabubele mo phakare rakha i love you mummy &baba 🙏🙏🙏🌹🌹💕💕💕💕💯🎉

  • @Ronith784
    @Ronith784 5 місяців тому +63

    ଦୁନିଆର ସବଠାରୁ ବଡ଼ ଯୋଦ୍ଧା ମାଁ

  • @comradehelptocrack8557
    @comradehelptocrack8557 Рік тому +218

    ଭଗବାନ ଦୁନିଆ ରେ ସବୁ ମା ଙ୍କୁ ଖୁସି ରେ ରଖନ୍ତୁ🙏 ମା ....... ❤️ No word to describe about maa 😍

  • @user-qq3tv5zl7f
    @user-qq3tv5zl7f 3 місяці тому +5

    Yah Duniya Re sabutharu

  • @rasmitaodiablogger5778
    @rasmitaodiablogger5778 3 місяці тому +5

    Love u ma ❤❤❤ heart touching 😢song my favourite one ❤❤❤ I am Rasmita 🙏 mo ma❤❤❤

  • @ssyoutubechannel9553Vlog
    @ssyoutubechannel9553Vlog 7 місяців тому +75

    ଭଗବାନ ସମସ୍ତଙ୍କର ମା କୁ ଖୁସି ରେ ରଖନ୍ତୁ i love you maa 🙏🙏🙏🙏

  • @user-ei6qe7bx3h
    @user-ei6qe7bx3h 5 місяців тому +25

    ସବୁ ମା ମାନଙ୍କୁ ପ୍ରଭୁ ଭଲରେ ରଖନ୍ତୁ

  • @user-db9jh7dg4q
    @user-db9jh7dg4q 3 місяці тому +4

    Mother is a precious gift for God. My mother is best in the world. I love you maa❤❤❤🙏🙏🙏

  • @gulekhabarik
    @gulekhabarik 2 місяці тому +2

    Duniare sabutharu bada bhagaban heuchhi maa jara maa nai senhi maa ra mulya bujhithae

  • @Anand01319
    @Anand01319 Рік тому +183

    So beautiful voice and very nice song my favourite ☺️☺️☺️☺️ ଆଜି ମୋ ମାଆ ନାହାନ୍ତି କିନ୍ତୁ ଏ ଗୀତ ଶୁଣି ବହୁତ ମନ ଦୁଃଖ ଲାଗିଲା ହୁମନ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Miss you 🤣🤣🤣 maa

    • @snehashreekumar6079
      @snehashreekumar6079 Рік тому +1

      💔😭

    • @athagadhratoka8093
      @athagadhratoka8093 Рік тому +1

      ହୁମନ୍ ଭାଇ ଆଜି ଯୋଉ ଗୀତ ty ତମେ ଗାଇଲ ମୋ ହୃଦୟକୁ ଛୁଇଁଲା ପରି ଗୀତ te ଗାଇଚ

  • @dreamqueenswapna7456
    @dreamqueenswapna7456 4 місяці тому +90

    ମା' ଠାରୁ ପବିତ୍ର ଶବ୍ଦ ଦୁନିଆ ରେ ନାହିଁ ....ଆମକୁ ଅନ୍ଧାର ଦୁନିଆ ରୁ ଆଲୋକ ଦେଖେଇଚି ଆମ ମା ...ସତରେ ମା ତୁ ଏତେ ମହାନ ଯେ ତୋର ତୁଳନା ନାହିଁ...Love u Bou..😘😘 ❤️❤️❤️

  • @rakeshokeshbigbrother2183
    @rakeshokeshbigbrother2183 3 місяці тому +3

    Ma bhai re Amti Gita lekhani please akhiru luha jhari paduchi,duniya ra sabu maa bapa Bhagwan ❤

  • @gitabarik6868
    @gitabarik6868 16 днів тому

    ମା ଡାକରେ ଅମୃତ ଝରେ ❤

  • @SIPUN_08
    @SIPUN_08 Рік тому +2632

    ଯିଏ ନିଜ ମାଙ୍କୁ ବହୁତ୍ ଭଲ ପାଉଥିବ ଆଉ ଆଜି ତାଙ୍କ ମାଆ ତାଙ୍କ ପାଖରେ ନାଇ ସେମାନେ ହିଁ ଆଜି ଏହି ଗୀତ ଶୁଣି ବହୁତ ମନ ଦୁଃଖ କରୁଥିବେ Jay Jagannath 🙏

  • @pradhanpriyadatta041-cy2me
    @pradhanpriyadatta041-cy2me Рік тому +379

    ❤ u maa
    every year.......
    every month......
    every week.......
    every day........
    every time.......
    every hour ......
    every minute.......
    every second.......
    every moment......

  • @sibumohanta2093
    @sibumohanta2093 Місяць тому +1

    Maa is the emotion ❤ love u maaaa😘😘😘😘😘😘

  • @user-kw1kd8ze2k
    @user-kw1kd8ze2k 3 місяці тому +3

    I love you maa ❤️❤️❤️🔥🔥🔥💵💵💸💸👑👑👑👑👑👑💕💕💕💕💕

  • @Sonusibani143
    @Sonusibani143 4 місяці тому +47

    ମାଆ ପରି ଶବ୍ଦ ଦୁନିଆ ରେ କିଛି ବି ନାହିଁ...love❤❤❤ you maa..🙏🙏🙏🙏.

    • @user-zs3ny9cy4n
      @user-zs3ny9cy4n 3 місяці тому

      A

    • @user-zs3ny9cy4n
      @user-zs3ny9cy4n 3 місяці тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤a❤❤❤❤❤❤❤❤m😂😂😂😂😂😂😂😂😂😂😂😂😂😂😂😂😂😂😂 2:32

    • @user-zs3ny9cy4n
      @user-zs3ny9cy4n 3 місяці тому

      ❤❤❤❤❤❤❤❤❤❤❤❤❤❤❤❤❤❤mmmm😂😂😂😂😂😂😂😂😂😂😂😂😂😂😂😂ammm 3:09

    • @user-zs3ny9cy4n
      @user-zs3ny9cy4n 3 місяці тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂😂😂😂😂😂😂😂mmmm 3:36

  • @mrdeva3588
    @mrdeva3588 Рік тому +404

    BAS ଆଖି ବୁଝି ଥରେ ଏ SONG SUNILE ଆଖିରେ ଲୁହ ଆସିଯିବ ♥️🥺🥺 POWERFUL SONG ♥️🥺

  • @Pravanjanjena-qi2es
    @Pravanjanjena-qi2es 17 днів тому +1

    Ma ku jia ଅସରନ୍ତି ମମତା ର ସାଗର ବୋଲି ଭଵୁଛ ତାହେଲେ ମା ପାଇଁ ଗୋଟେ like kara

  • @Amitkubarik-ov3ri
    @Amitkubarik-ov3ri Рік тому +65

    I love you maa very nice song
    Maa ta pade koti pranaam
    🙏🙏

  • @RajendraNaik-cm1oy
    @RajendraNaik-cm1oy Рік тому +143

    ଭାଇ କନ୍ଦେଇ ଦେଲ l ବଢିଆ ଗୀତ ବନେଇଛ ଭାଇ l ହ୍ୟୁମାନ ସାଗର ଭାଇ ଏ ଭଳିଆ ଗୀତ ଗାଇଲେ ଶୁଣିବାକୁ ଭଲ ଲାଗୁଛି l ଭାଇ ଆଗକୁ ଆଉ ଭଲ ଗୀତ ବାନାଅ l ସମସ୍ତଙ୍କ ମା' ଭଲରେ ରୁହନ୍ତୁ l

    • @Pinkubehera-ox7br
      @Pinkubehera-ox7br 7 місяців тому

      I love you maa

    • @santoshisuna-pr1mx
      @santoshisuna-pr1mx 7 місяців тому

      Bhala kaichha😭😭😭😭😭😭😭👍👍👍👍👍👍

    • @raajkumar2300
      @raajkumar2300 7 місяців тому

      Really yaar mom k age toh bhagwan b kuch nhi hai

  • @manifestsoon
    @manifestsoon 3 місяці тому

    ବୋଉ ❤

  • @HarekrushnaSahoo-hw2jc
    @HarekrushnaSahoo-hw2jc 9 днів тому +1

    ଜନ୍ମ ପରେ ଶିଶୁ ପ୍ରଥମେ କହିଥିବା ଶବ୍ଦ ମାଆ। ଯିଏ ଶିଶୁର ହାତ ଧରି ଅନ୍ଧାର ରୁ ଆଲୁଅ କୁ ନେଇଯାଏ।

  • @pabitraart
    @pabitraart 6 місяців тому +66

    ଖାଲି ମାଆ ଯାହାର ନାହିଁ ତା ଆଖି ରୁ ନୁହୋ ଯାହାର ମାଆ ଅଛି ତା ର ଆଖି ରୁ ବି ଲୁହ ଆସି ଯିବ ❤❤❤

  • @pravashkumar2976
    @pravashkumar2976 Рік тому +282

    ପୃଥିବୀରେ ସବୁଠୁ ସୁନ୍ଦର ଶଦ୍ଧ ହେଉଛି ମା 🙏🙏❤️❤️❤️

  • @amitkumarbehera4128
    @amitkumarbehera4128 2 місяці тому

    ହୃଦୟସ୍ପର୍ଶୀ ଗୀତ।। ମା ❤❤❤

  • @AkashSamala
    @AkashSamala 3 місяці тому +2

    I miss maa 😭😔😔

  • @prasantakumar5434
    @prasantakumar5434 Рік тому +2555

    ଯାହାର ମା ନାହିଁ ସେହି ଏଈ ଗିତ ଶୁଣିଲେ ତା ଆଖିରୁ ଲୁହ ଆସିଯିବ ... 😭😭😭😭😭😭😭miss you loo bou😭😭😭😭😭😭

  • @k.ngaming7419
    @k.ngaming7419 8 місяців тому +34

    ଯିଏ ବାପା ମା କୁ ପଚାରୁ ନାହିଁ ସେ ମଣିଷ ନାହିଁ love you maa❣️

  • @jaymaamangala4297
    @jaymaamangala4297 2 місяці тому

    ବହୁତ ସୁନ୍ଦର

  • @debasispradhan3704
    @debasispradhan3704 3 місяці тому

    ଲଭ ୟୁ ବୋଉ ❤❤

  • @gangagujiri5996
    @gangagujiri5996 Рік тому +46

    Bhagwan sabu maa nku khushi re rakhantu 🥰❤️😢🙏🏻🙏🏻🙏🏻

    • @dileshepili4212
      @dileshepili4212 8 місяців тому +2

      Saaatare ki ❤
      Haaau tomee kahiloo Abbee samastee Rakhibee 🥰🥰🥰🥰

  • @GKChallenge-yr1rc
    @GKChallenge-yr1rc 9 місяців тому +33

    'ମାଁ' ଶବ୍ଦ ର କୌଣସି ବିକଳ୍ପ ନାହିଁ ❤

  • @subhamstatus12
    @subhamstatus12 28 днів тому

    ବହୁତ୍ ସୁନ୍ଦର ❤

  • @PRITIPRIYA-lk7ue
    @PRITIPRIYA-lk7ue 22 дні тому

    Heart touching love u maa ❤️ ମା ବିନା ମୁ ଅଧା

  • @user-ps1sk1dt7z
    @user-ps1sk1dt7z 8 місяців тому +22

    ମା ପାଇଁ ଗୀତ ଗାଇଥିବାରୁ ଧନ୍ୟବାଦ❤❤❤❤❤

  • @smile_queen_sriya_182
    @smile_queen_sriya_182 10 місяців тому +36

    Bhagwan Dunia ra sabu maa nku khusi re rakhantu love you so much maa❤️

  • @user-dq1rk7ew9k
    @user-dq1rk7ew9k Місяць тому

    ମୋ ମା ସବୁଠୁ ବେସ୍ତ ମା

  • @user-ir5go1nb3n
    @user-ir5go1nb3n 23 дні тому

    ବଡ଼ିଆ ଲେଖା ଭାଇ 😢

  • @asishkumarmallick5316
    @asishkumarmallick5316 6 місяців тому +66

    I MISS YOU MAA 😭😭😭😭😭😭😭😭😭😭😭😭😭😭😭😭😭😭😭

    • @user-zs3ny9cy4n
      @user-zs3ny9cy4n 3 місяці тому +1

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sahoosmrutiranjan5408
    @sahoosmrutiranjan5408 7 місяців тому +97

    Love you bapa maa ❤🙏

  • @softcorner6186
    @softcorner6186 2 місяці тому

    ମା ❤

  • @Angulashu
    @Angulashu 2 місяці тому +1

    Jara maa nahi tara bahuta duka😭😭l love you maa😢😢

  • @jashodasardar7044
    @jashodasardar7044 10 місяців тому +25

    ❤️❤️Mo maa nathile gote dina mu rahi paribini 😭😭 love you maa ❤️❤️❤️

  • @sunilvlogs9167
    @sunilvlogs9167 4 місяці тому +30

    Ate Dina pare gote maaa upare gita suniki bahut khusi lagila ❤❤❤❤

  • @swarnalataswarnalata-hz2yq
    @swarnalataswarnalata-hz2yq 3 місяці тому +2

    Ae song mu sabubele sune vaut kasta hua kahinki na mu bahare ruhe so...😢mo mami ku vaut miss kare.. always my favourite song 😢 love you loo mami..jahara mami nae taku kete kasta hauthiba mu ae song ru bujhi parili..😭😭😭tq so much human bhai ate vala song bolicha hrudayaru chhuila vali a song i really miss you mami 😢😭😭🙏

  • @SuhaniMohapatra46
    @SuhaniMohapatra46 Місяць тому

    ମାଆ ବିନା ଜୀବନ ଅଧୁରା

  • @shreemuskan1436
    @shreemuskan1436 10 місяців тому +58

    Love you bapa maa ❤

  • @gobindahansdah9827
    @gobindahansdah9827 4 місяці тому +53

    ସତ ରେ ଏ ଗୀତ ସୁଣି ମୋ ଆଖି ରୁ ଲୁହ ଝରି ଗଲା😢😭😢😢😢

  • @nirakarbeheranirakarbehera
    @nirakarbeheranirakarbehera 2 місяці тому +1

    ମାଆ ତ ବିନା ମୁଁ ମରିଯିବି

  • @LolzZzff843
    @LolzZzff843 8 днів тому +1

    Mo pakhare maa thaiki bi mote emotional laguchhi mo sanga pakhare maa nahi taku kemiti lagunathiba❤❤❤love you maa

  • @soumyaranjanpatra9393
    @soumyaranjanpatra9393 Рік тому +74

    My mother away from 🥺120 km 😕i still miss her 🥰
    This song is heart touching ❤

  • @lkgiri
    @lkgiri Рік тому +63

    ଦୁନିଆ ର ସବୁଠାରୁ ଭଲ ଗୀତ ❤️❤️❤️❤️

  • @mithunmukhi8179
    @mithunmukhi8179 Місяць тому

    ବହୁତ ଭଲ ଗୀତ

  • @rajsahoo5973
    @rajsahoo5973 24 дні тому

    ସତରେ ଏଇ ଗିତ ମୁଁ ଧର୍ଯ୍ୟ ଧରିକି ଶୁଣି ପାରୁନି heart touch sang

  • @rajantikalaka9839
    @rajantikalaka9839 Рік тому +108

    ଏ ଗୀତ ମୋ ମନ କୁ ଛୁଇଁଲା❤️❤️❤️I love maa🙏🙏🙏🙏🙏

  • @himanshugaming1923
    @himanshugaming1923 Рік тому +111

    HEART TOUCHING ❤❤❤❤
    I LOVE MAA

  • @AchyutaBehura
    @AchyutaBehura Місяць тому

    ମା❤❤😢😢

  • @deepakpadhi07
    @deepakpadhi07 3 місяці тому +1

    Bahut bhala song heichi ,love you maa ❤

  • @rashmiranjanbiswal2740
    @rashmiranjanbiswal2740 8 місяців тому +45

    Mother is the best doctor in the world 🙏 Love you Maa❤