ପାର୍ଟି କହିଲା ମନ୍ତ୍ରୀ ମହୋଦୟ ତୁଣ୍ଡକୁ ଲଗାମ ଦିଅ ! | Odisha Reporter

Поділитися
Вставка
  • Опубліковано 4 жов 2024
  • ନୂଆ ନୂଆରେ ବିଧାୟକ, ନୂଆ ନୂଆରେ ମନ୍ତ୍ରୀ, ସରକାର ପୂରା ନୂଆ । ଗଣମାଧ୍ୟମକୁ ଦେଖି କିଏ କେଉଁ ପ୍ରକାର ବୟାନ ଦେଉଛନ୍ତି । କିଏ କହିଲେ ରାସ୍ତାରୁ ହଟିଯିବ ନାଲିବତୀ, ଆଉ କିଏ କହିଲେ ମଦ ବନ୍ଦ କଥା । ନିଜ ବିଭାଗ ଛାଡ଼ି ଅନ୍ୟ ବିଭାଗର କଥା ବି କହିଦେଲେ ମନ୍ତ୍ରୀ । ଗଣମାଧ୍ୟମ ଆଗରେ ଏଭଳି ବୟାନ ନ ଦେବାକୁ ବିଜେପି କୁଆଡ଼େ କରିଛି ତାଗିଦ Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #CM #MohanCharanMajhi #BJPGovernment #OdishaPolitics

КОМЕНТАРІ • 103

  • @antaryamimishra449
    @antaryamimishra449 3 місяці тому +33

    5ବର୍ଷ ଏମିତି ଖବର ଦିଅନ୍ତୁ ସୁନ୍ଦର ଲାଗୁଛି

  • @mayadharsahoo4925
    @mayadharsahoo4925 3 місяці тому +44

    ଆଜି ଦେଖାଗଲା ନିରପେକ୍ଷ ସମ୍ବାଦ ଏହି ଭଳି ଠିକ୍ ସମ୍ବାଦ ଦେଖା

    • @babuldas7071
      @babuldas7071 2 місяці тому

      R8

    • @Daiba7
      @Daiba7 2 місяці тому

      Nai ,bhi a Chanel ra malikanku kichi power milinaa ta sethipai bhukuchiii😂

  • @soumyaranjanmohanty4746
    @soumyaranjanmohanty4746 3 місяці тому +13

    ସାବାସ୍ ଭଲ ଲଗିଲା ଆଜି ତମ ଖବର

  • @jitendrasahu9073
    @jitendrasahu9073 3 місяці тому +24

    ଏମିତି ନିରପେକ୍ଷ ସମ୍ବାଦ ପ୍ରସାରଣ କର ଭଲ

  • @ranajitkumarmohanty9740
    @ranajitkumarmohanty9740 2 місяці тому +3

    ଅପରିପକ୍ଵତା ll କିଛି ହେବ ନାହିଁ ll Timepass ସରକାର ll ନବୀନ ପଟ୍ଟନାୟକଙ୍କ ନାମରେ timepass କରିବା ଛଡା ଆଉ କିଛି ହେବନି ll

  • @birajrout7432
    @birajrout7432 2 місяці тому +1

    ଅନଭିଜ୍ଞ ମନ୍ତ୍ରୀ

  • @SanatanchattarChattar
    @SanatanchattarChattar 3 місяці тому +34

    ଅଢେଇ ଦିନରେ ଭାଙ୍ଗି ଯିବ ବିଜେପି ,,,,କଂଗ୍ରେସ ମେଘ ଭଳି ମlଡି ଆସୁଛି

    • @saisankarsahoo8365
      @saisankarsahoo8365 3 місяці тому +9

      ସ୍ୱପ୍ନ ଦେଖୁଛ ଦେଖୁଥା କଂଗ୍ରେସ ତାହା ଓଡ଼ିଶାକୁ ଶାସନ କରିପାରିବ ନାହିଁ

    • @akshayakumar8712
      @akshayakumar8712 3 місяці тому

      ଠିକ୍ କଥା କହିଛନ୍ତି ଆଜ୍ଞା 🙏🙏🙏​@@saisankarsahoo8365

    • @lilambersinghBrar4
      @lilambersinghBrar4 3 місяці тому

      ​@@saisankarsahoo8365I think u not a andhbhakt u r a chapri hindu 😂

    • @Rudransh4949
      @Rudransh4949 3 місяці тому +2

      No No କଂଗ୍ରେସ not coming

    • @pritampolei7087
      @pritampolei7087 3 місяці тому

      Swopna dekhuta re bauna.congress 543 ru 99 jain pahanchichi 15 years re next 2029 😂😂😂.modi dekhe agaku kemiti indi gathbandhan bhanguchi.aga udhab thakrey asuchi NDA ku😊😊😊

  • @sureshchandrabhoi5409
    @sureshchandrabhoi5409 3 місяці тому +19

    ଭାଷଣ ଛାଡି, କାମକରି ଦେଖାଅ.

  • @sadanandasahoo3707
    @sadanandasahoo3707 3 місяці тому +19

    ଭାବୁଛନ୍ତି ରାଜ୍ୟ ର ସର୍ବେ ସର୍ବା ମାଲିକ। ଯାହା ଚାହିଁବେ ସବୁ କରିଦେବେ। ମନ ଇଛା ବୟାନ ତା ସାଙ୍ଗକୁ ତୁମ ଚ୍ୟାନେଲ,ଓ ଟିଭି ଚାମଚା ଗିରି କରି ବୟାନ ସବକୁ ବାହା ବାହା କରିବାରେ ବ୍ୟସ୍ତ।

  • @prakashmajhi7201
    @prakashmajhi7201 3 місяці тому +7

    ଭାଷଣ ବନ୍ଦ କରି କାମ ରେ ଦେଖାନ୍ତୁ

  • @subhamcreation6006
    @subhamcreation6006 2 місяці тому

    Good ଏମିତି ନିରପେକ୍ଷ news dekhao

  • @durgaflowerssoroanantapur86
    @durgaflowerssoroanantapur86 2 місяці тому +1

    ନୂଆ ଡାହାଣୀ ଛୁଆ ଖାଆନ୍ତି

  • @aloksamal7948
    @aloksamal7948 3 місяці тому +5

    ଠିକ କଥା ସବୁଦିନ ନୂଆ ନୂଆ ଗପ ନୂଆ ମନ୍ତ୍ରୀ କହୁଛନ୍ତି କେତେବେଳେ 7 ଦିନ ରେ ଭୁବନେଶ୍ୱର ରେ ଚାଉଳ Atm, କେତେବେଳେ ମଦ ବନ୍ଦ, କେତେବେଳେ ରାସ୍ତା ରୁ ନାଲିବତୀ ଉଠିଯିବ କହି ଗଣମାଧ୍ୟମ ରେ କହୁଛନ୍ତି..କଥା କମ କାମ ଅଧିକ କରି ଦେଖେଇବା ର ଆବଶ୍ୟକତା ଅଛି...... ଓଡିଶା ଲୋକଙ୍କୁ ବୋକା ଭାବି 25 ବର୍ଷ ଶାସନ କରୁଥିବା ସରକାର କୁ ଶାସନ ଗାଦି ରୁ ଓଡିଶା ଲୋକ କେମିତି ବିତାଡିତ କଲେ ତାକୁ ଦେଖି ଶାସନ କରୁ ବିଜେପି....

  • @kirttanmahanta9806
    @kirttanmahanta9806 3 місяці тому +1

    Right matter.

  • @saritamaharana4151
    @saritamaharana4151 2 місяці тому +1

    ବି.ଜେ.ଡି କେତେ ଅନ୍ୟାୟ କରୁଥିଲା ତାକୁ କେହି କିଛି କହୁନଥିଲେ । ବି.ଜେ.ପି କକୁ କାହିକି ଘେରାଉ କରାଯ୍ରଉଛି

  • @jitendrasahu9073
    @jitendrasahu9073 3 місяці тому +3

    ରଙ୍କ ତୁଣ୍ଡ କୁ ଆମ୍ବିଳୀ ଆମ୍ବ, ନୂଆଁ ନୂଆଁ ବାହାହେଲେ ଯେମିତି କଲ୍ କଲ୍ ଲାଗେ ସେମିତି ନୂଆଁ ନୂଆଁ ମନ୍ତ୍ରୀ ହେଇଛନ୍ତି ସେଥି ପାଇଁ ସଂଜମତା ରହୁନି

  • @AmitPanda-u4o
    @AmitPanda-u4o 2 місяці тому

    ଧର୍ମେନ୍ଦ୍ର ପ୍ରଧାନଙ୍କ କହିଥିବା କଥା କଣ ପାଣି ର ଗାର ଭଳି ହେବ? ଓଡ଼ିଶାରେ ମଦ ବନ୍ଦ୍ ହେବ ଆଉ ନିଜ ପରିବାର ବଞ୍ଚିଯିବ ବୋଲି ଓଡ଼ିଶା ବାସୀ BJP କୁ ଭୋଟ ଦେଇ ସରକାର କୁ ବଦଳେଇଛନ୍ତି ଯଦି ଏହା ନ ହୁଏ ତାହା ହେଲେ ସାଧାରଣ ଭୋଟର୍ ଆଉ କେବେ ମଧ୍ଯ BJP କୁ ବିଶ୍ୱାସ କରିବେନି ।

  • @tukunamallick8147
    @tukunamallick8147 2 місяці тому

    Good news

  • @rajakishoresahoo3197
    @rajakishoresahoo3197 2 місяці тому

    Jay shree Ram 👏

  • @arunkumarmohanty6292
    @arunkumarmohanty6292 2 місяці тому +1

    ଏହି ଚାନେଲ ରେ ନୂଆ ଖବର ଦେଖିବାକୁ ମିଳିଲା. ବୋଧେ ମାସିକିଆ ଚାନ୍ଦା ମିଳିନି. ଧିକ ତୁମ ସାମ୍ବାଦିକତା...

  • @daktarsahu2691
    @daktarsahu2691 3 місяці тому +2

    ଠିକ କଥା

  • @rataimarndi3087
    @rataimarndi3087 2 місяці тому +1

    Balo mohon majhi

  • @freelancer4301
    @freelancer4301 3 місяці тому +1

    ଆଉ PHC CHC ରେ CT SCAN, MRI, DIALYSIS କେବେ ହେବ? 😂😂

    • @ayush1725
      @ayush1725 2 місяці тому +2

      50 Barsha jain ta bjp rahiba boli manmohan babu kahuchanti...au se bhitare kebe gte mane padile ki iccha hele kahidebe kariba boli au..kintu karibe ki nai jana nhi

  • @dilippatra7900
    @dilippatra7900 3 місяці тому +10

    ଶଳା ମଦୁଆ ଗାଲୁଆ ପାଗଳ

  • @manaromaswain9328
    @manaromaswain9328 2 місяці тому

    ନୂଆ ନୂଆ ସେମିତି ହେବେ , ଧୀରେ ଧୀରେ କାଠେଇ ଯିବେ ,

  • @fakirasahu729
    @fakirasahu729 3 місяці тому

    ଭାଷଣ ଦେବା ରେ ଓସ୍ତାଦ

  • @odishakingdom3418
    @odishakingdom3418 3 місяці тому

    ଓଡ଼ିଶା ର 1ନ ଓଟିଭି

  • @pabitrabehera491
    @pabitrabehera491 2 місяці тому

    Good news media

  • @NoDaddyIssues
    @NoDaddyIssues 3 місяці тому

    ନୂଆ ଡାହାଣୀ ,,,,ସେଇ ସଚିବ ଶାସନ କରିବେ,ଏଙ୍କୁ ଭୁଆଁ ବୁଲାଇବେ

  • @kingdibyamusical
    @kingdibyamusical 3 місяці тому +7

    Bhai mu eate din pare dekhili je eai news bjp birudhare kahichi

  • @sailajasamal381
    @sailajasamal381 3 місяці тому

    sachiv manankara education, ministet nka tharu adhika

  • @Nishi5555
    @Nishi5555 2 місяці тому

    ଭାବୁଛନ୍ତି କେନ୍ଦ୍ର ଜୁମଲା ସରକାର ଭଳିଆ କହିକି ମୁହଁ ବୁଲେଇଦେବେ,
    ଅନାନି ଓଡ଼ିଆ ଭାରି ବଢିଆ ରାଗିଗଲେ ଫୁଲ ଅଳିଆ.
    ମନ୍ତ୍ରୀ ମାନେ ଯାହାକହୁଛନ୍ତି ତାହାକିପରି ପୂରଣ ହେବ ତାଉପରେ ଧ୍ୟାନଦେଇ କାର୍ଯ୍ୟକର ନହେଲେ ମେଡ଼ିଆ ଆଗରେ ହିରୋ ଵନିବl ଚକରରେ ଜ଼ିରୋ ବି ହେବନି

  • @rajeshkumarpanda6158
    @rajeshkumarpanda6158 2 місяці тому

    E sarkar 1year b chalibani jabar dakhal ucched kale gariba loke rahibe kouti . Samastanku 1st ghara jogei diantu sarkar.

  • @prakashsethy1895
    @prakashsethy1895 3 місяці тому +4

    Nua nua ebe kutukutu hebe 😂

  • @mihirkumarbarik6867
    @mihirkumarbarik6867 3 місяці тому +3

    Lazzya

  • @hiralalgond503
    @hiralalgond503 3 місяці тому

    Katakat ସରକାର ଆସୁଛି

  • @sanjibkar7495
    @sanjibkar7495 2 місяці тому

    Whatever it may be,but CM should perform his work with absolute independently for taking bold steps which will be the reflection of mandate .😂

  • @ujwalkumarnayak
    @ujwalkumarnayak 2 місяці тому

    Mohan sarkar ketekama kaleni au kahibaku achi

  • @munakhirod9139
    @munakhirod9139 2 місяці тому

    Time media wala pacharocha kana pain j se kahochhanti

  • @susantanaik4486
    @susantanaik4486 3 місяці тому +1

    ୟାଙ୍କ ମୁହଁରେ ଗୋଟେ ଗୋଟେ ତୁଣ୍ଡି ବାନ୍ଧ

  • @Moksha1308
    @Moksha1308 2 місяці тому

    300 Unit Bijuli Kebe Free Habo

  • @premanandasahoo3561
    @premanandasahoo3561 2 місяці тому

    🙄

  • @BiswanathJani-yy9te
    @BiswanathJani-yy9te 3 місяці тому

    ନୂଆ ନୂଆ ସରକାର କରିଛନ୍ତି ଏ ମାନେ ଉତୁପାତା ହେଉଛନ୍ତି କାମ ଦେବନି ଅଳ୍ପ ସମୟ ରେ ସରକାର ବାଙ୍ଗିଯିବ 🦘🦘

  • @liliptamohanty8405
    @liliptamohanty8405 3 місяці тому

    Mo bala mantri emane.
    Beurucracy in a government is need of the hour ..
    Thts the reality

  • @jpentertainment6278
    @jpentertainment6278 2 місяці тому

    kan ego hurt hela ki ? agaru ta emiti khabara dekhau na chila...

  • @jyotirajrout3009
    @jyotirajrout3009 2 місяці тому

    Jaha haba vala heba CM vala loka vala kama karibe mada stop haba

  • @gourhariswain2438
    @gourhariswain2438 3 місяці тому

    Ame kiche na kahele vala heba tunda kholani au katha ku Aemane anatha karebe ame jagi rakhe kahi bahar vala heba

  • @maushumisoy904
    @maushumisoy904 3 місяці тому

    EVM ର କାମାଲ,

  • @dillipbehera-lv8sl
    @dillipbehera-lv8sl 3 місяці тому

    ମାଙ୍କଡ ହାତରେ ଶାଳଗ୍ରାମ 😂😂😂

  • @KirtanBiswal-hb4fp
    @KirtanBiswal-hb4fp 3 місяці тому

    Unmature and helpless what can do ?

  • @upendrakumarmohanty6320
    @upendrakumarmohanty6320 3 місяці тому

    ମୁଣ୍ଡ ବୁଲା ଶେଉଳ ଭଳିଆ ହେଉଛନ୍ତି .

  • @saumyananda9426
    @saumyananda9426 3 місяці тому

    Party pare age kama se party katha kanpin odia acha odishara kama Kara .

  • @ashoknanda1170
    @ashoknanda1170 3 місяці тому

    Ghare Ghare Tulasi Gachha
    Lagantu Gachha Lagantu

  • @skmplanet9591
    @skmplanet9591 3 місяці тому +1

    Kama sachiba karibe, mantri nuhen. Mantri kama hela propaganda.😅

  • @aes631
    @aes631 3 місяці тому

    Odisha reporter kana Bjp birodh re kahuchi,Surya kana paschima re udaya hele ki..Argus and Odisha reporter BJ P ra goda chate boli samaste jananti

  • @lachhmansanta1640
    @lachhmansanta1640 3 місяці тому

    Bhala katha na

  • @dillipbehera-lv8sl
    @dillipbehera-lv8sl 3 місяці тому

    ବିଜେଡି ଵାଲା ତ କଥା କମ କହୁଥିଲେ କିନ୍ତୁ କାମ ବହୁତ କରୁଥିଲେ ହେଲେ ବିଜେପି ଵାଲା ଖାଲି କଥା କହିଚାଲୁଛନ୍ତି କିନ୍ତୁ କାମ ଜମା ନାହିଁ

    • @bagraybagraytudu7696
      @bagraybagraytudu7696 2 місяці тому

      SE katha thik je bjd time re sachiba mane sashana karu thile

    • @dillipbehera-lv8sl
      @dillipbehera-lv8sl 2 місяці тому

      @@bagraybagraytudu7696 sachiba mane kama karibe nahi ta au kie baribe

  • @ashisswain8499
    @ashisswain8499 2 місяці тому

    Ebhali thik news dekha

  • @bbsenapati2245
    @bbsenapati2245 3 місяці тому

    Dharmendra Pradhan Kan nua. Se ta election time bahut gapichanti. Pura karibe ta? Nahele next re safa BJP

  • @prafullakumarsamal761
    @prafullakumarsamal761 3 місяці тому

    Bhouni mantri sabu kan janichhanti.sachiba nka tharu powerful hebe.

  • @jagabandhusahu8485
    @jagabandhusahu8485 3 місяці тому

    Tumara kana hela

  • @rajud3603
    @rajud3603 3 місяці тому +1

    😂😂😂😂😂

  • @bijaybehera1725
    @bijaybehera1725 3 місяці тому

    😂😂😂😂😂😅😅😅😅😊😊😊😊😊

  • @TunuRout-cs4eg
    @TunuRout-cs4eg 2 місяці тому

    Bjp sapakhyare ra kaha nahele Paisa milibani

  • @MohanYaad-f6w
    @MohanYaad-f6w 3 місяці тому

    Nua nua attitude😅😅

  • @sangitasahoo5504
    @sangitasahoo5504 2 місяці тому

    BJP mukt Bharat 😮😮😮

    • @bikashsahu4503
      @bikashsahu4503 2 місяці тому

      Bjp mukta bharata hele apana Anya dharma ra gulam Hebe .sariy aain re banchibe.setebele janibe j bjp mukta bharata ra abastha kana...

  • @santoshbala2742
    @santoshbala2742 2 місяці тому

    😂😂

  • @chaturbhujamahakuda3301
    @chaturbhujamahakuda3301 3 місяці тому

    Bjd madhya karuthila

  • @jyotiranajnswain5926
    @jyotiranajnswain5926 3 місяці тому

    Aei news re b BJD ku tani anila wah wah manibaku padiba tama sambadikata ku

  • @BASANTAKUMARIBEHERA
    @BASANTAKUMARIBEHERA 3 місяці тому

    Bhangile pandia rajuti bhala

  • @SubashLenka-nt3mo
    @SubashLenka-nt3mo 3 місяці тому

    Markat haste salgram

  • @BiswaranjanPradhan777
    @BiswaranjanPradhan777 2 місяці тому

    Mada band ku daruchi bjp kahiki

  • @prasantadas9017
    @prasantadas9017 3 місяці тому

    Mg baula hauchanti

  • @tapasranjannayak4070
    @tapasranjannayak4070 2 місяці тому

    Magia mane last ki bjd katha na kahile hauni

  • @kaushikpopu1033
    @kaushikpopu1033 2 місяці тому

    😂😂😂😂

  • @MohanYaad-f6w
    @MohanYaad-f6w 3 місяці тому

    Nua nua attitude😅

  • @MohanYaad-f6w
    @MohanYaad-f6w 3 місяці тому

    Nua nua attitude😅😅