Lava bhai gote katha kharap lagila tme jau kahila jay koual kn pain kahila kuha jay odisha jay Kalinga kuha bhala lagiba odisha gote odisha ku 2baga karantunahi please
@@MuTraveller bhai loo tamara sabu video mu dekhe mu like be kare bhai tme janicha mu bhala ki katha kahipareni mo pati lage bhai loo mu jane handicap bhai
Bhai tame sabu views mananku pain ete bhala tips deucha.tame kebala odisha youtuber samasta subscribers mananku bhala abu mandha sabu sabu koucha.bhai kn kahibi jete thanks kahile bi setiki km laguchi.tame samastanka tu alaga..love you bhai..GOD BLESS YOU ✝️ from GAJAPATI
@@Jeetu813 hm ra pua samstankra achie bhasa tthik kara , dunira bhagban bola jana , Tara na alga kiea jagannath,kiea rama ,kiea nursing, kiea maa sabu saie gotta
Laba bhai mo gajapati district ru kahuchhi jatebade praya new video uploaded kara mo dekhe, au gote khusira katha jibare ate dangerous trible loka dekhinathili but aji laba bhai pain aneke country ra culture au communication bisayare Jani paruche so Laba pain samaste gote gote like ❤ heijau dhanyawad 🙏🙏
ଏତେ long video kintu bahut kam questions ra answer ahuri bahut questions ରହିଗଲା bahut adhika answer ହେଇଯାଉଛି tk short କରିଥିଲେ ଆହୁରି bahut ଲୋକଙ୍କ ❓❓❓ asiparithantaa
Bhai mu janini mu kana paini tuma vdo dekhe , but tuma vdo dekhila time re mu skip kari pareni, au tuma katha mote bahoit bhal lage sunibaku bahot sweet 🥰 bhagwan sabu bele tuma saath re ruhantu .. Aama Odisha basi nka bhal paiba tuma saha achi ❤❤❤
Lava bhai gote katha kharap lagila tme jau kahila jay koual kn pain kahila kuha jay odisha jay Kalinga kuha bhala lagiba odisha gote odisha ku 2baga karantunahi please
Mu jani no thli bhai sorry
@@MuTraveller bhai loo tamara sabu video mu dekhe mu like be kare bhai tme janicha mu bhala ki katha kahipareni mo pati lage bhai loo mu jane handicap bhai
17:22
Seithire kana achi jay koshal kahibare. Jai koshal kahidele Dui bhaga heijiba a ki nimna staria Katha. Meanminded
@@MuTraveller ନାହିଁ ଭାଇ ଜାଣିବା କଥା ଥିଲା, ଆମେ ତୁମକୁ କହୁନୁ କି କ'ଣ ପାଇଁ କହିଲ ,ଆହୁ ଏହା ମଧ୍ୟ କହୁନୁ କି କ'ଣ ପାଇଁ କହିବନି । ଭାଇ କେବେ ହେଲେ ଗୋଷ୍ଠୀ କନ୍ଦଳ ଭିତରେ ନିଜର ମତ ପ୍ରକାଶ କରନ୍ତୁନାହିଁ, ତୁମକୁ ଲୋକେ ଭଲପାଅନ୍ତି ଏଥିପାଇଁ କି ତୁମେ ଓଡ଼ିଶା ବାସୀଙ୍କ ପାଇଁ ଭିଡିଓ କରୁଛ। ମୁଁ ବି କାହାର ସପକ୍ଷରେ ନାହିଁ କି ବିପକ୍ଷରେ ନାହିଁ। କାରଣ ଏହିଟା ଗୋଷ୍ଠୀ କନ୍ଦଳ। ହେ ପ୍ରଭୁ 🙏
କିଏ କିଏ Video last ଯାଏଁ ଦେଖିଛନ୍ତି..?
0% Attitude
0% Ego
0% Hart
100% Hard Work 💯💯💯
Try to under stand mnu ha ndia piyiba loka
Hard work 100/
1:47 Wo@@Ramjit-rt8vo
ଲବ ଭାଇ ଙ୍କ Supporter 🩷 Like 👍🏻 କରନ୍ତୁ.
ଭାଇ ମୁ ଭଦ୍ରକ ରୁ କହୁଛି । ମୁଁ ପ୍ରାୟ ତୁମ ଚେନାଲ ପ୍ରଥମ ରୁ ଦେଖୁଛି । ଦେଖ ଭାଇ ତୁମେ ବହୁତ୍ କଷ୍ଟ କରୁଛ ଆମ ପାଖକୁ ଗୋଟେ ଭିଡିଓ ଆଣିବାକୁ । ମୁଁ ତୁମ କଷ୍ଟ ଦେଖିଛି ସେଥିପାଇଁ ମୁଁ ଜାଣି ପାରୁଛି ଲୋକ ତୁମ କୁ କେତେ ଭଲ ପାଇବା ଦେଉଛନ୍ତି ।କିନ୍ତୁ କିଛି ଲୋକ ଓଡ଼ିଶା କୁ ଦୁଇ ଭାଗ କରିବାକୁ ବସିଲେଣି । ଆଜି ମୋତେ ଏତେ ଖରାପ ଲାଗୁଛି କି ଜଗନ୍ନାଥଙ୍କ ମାଟିରେ ଜନ୍ମ ହେଇଛନ୍ତି କିନ୍ତୁ ଜୟ ଜଗନ୍ନାଥ କହିତେ ଖରାପ୍ ଲାଗୁଛି । ସେଥି ପାଇଁ ଭାଇ ଏହି ଭଳି ଲୋକ ଙ୍କ ପାଖରୁ ଦୂରେଇ ରୁହ କାରଣ ଏମାନେ ବହୁତ୍ ଜଲଦି ରଙ୍ଗ ବଦଳାଛନ୍ତି। ମୁଁ ବି ମା ସମ୍ୱଲେଇ କୁ ଭଲପାଏ ଆଉ ମହା ପ୍ରଭୁ ଜଗନ୍ନାଥଙ୍କୁ ବି। କିନ୍ତୁ ଏମାନ ଙ୍କ ପରି ନୁହଁ। କି ଓଡ଼ିଶା କୁ ଦୁଇ ଭାଗ କରିବାକୁ ଚାହେଁ। ମାନୁଛି ଓଡ଼ିଶାର ପଶ୍ଚିମ ଭାଗ କୁ କିଛି ନା କିଛି ଅବହେଳା କରା ଯାଉଛି ଏବଂ କିଛି ସରକାରୀ ସୁବିଧା ରୁ ବଂଚିତ ରହୁଛନ୍ତି । କିନ୍ତୁ ଏହାର ସମାଧାନ ଏହା ତ ନୁହେଁ ନା କି ଓଡିଶା କୁ ଦୁଇ ଭାଗ କରିଦିଆ ଯାଉ। ମୋତେ ଗୋଟେ କଥା କୁହ ଯଦି ଗୋଟେ ମାଁ ର ଅନେକ ଛୁଆ ଅଛନ୍ତି ଆଉ ଲାଳନ ପାଳନ ରେ କିଛି ଅବହେଳା ରହିଲା। ତା ର ସମାଧାନ କଣ ମାଁ କୁ ଛାଡ଼ିଦେବା ଆଉ ସେଇ ମାଁ କୁ ଅପମାନ କରିବା। ଗୋଟେ କଥା ମନେ ରଖ ଜଉ ଲୋକ ତା ମାଁ କୁ ଛାଡ଼ି ପରେ ସେ ପିଲା କଉ ମାଁ ପାଖରେ ଭଲରେ ରହିପାରିବନି। ପୁଣି ସେ ମାଁ କୁ ଦୁଇ ଭାଗ କରିବା କୁ ପଛାଇବନାହିଁ । ମୋର ଏଇ କଥାଟା ଓଡ଼ିଶା ବିରୋଧୀ ମାନଙ୍କ ପାଇଁ। ଜୟ ଜଗନ୍ନାଥ 🙏
ହେତେ କହିବାର କଣ ଦରକାର ଥିଲା କେତେ ସମୟ ନେଲୁ 😂😂😂😂😂
@@SureshPeda ତୋଠୁ କମ time ନେଇଛି । କାରଣ ମୋ typing speed ତୋଠୁ ଉନ୍ନତ 😂
Bhai mu bi Bhadrak ru❤❤
ଓଡ଼ିଶା ମାଟି ର ଗୌରବ ସନ୍ତାନ ଲବ ଭାଇଙ୍କ ପାଇଁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା, ସେ ଲବ ଭାଇଙ୍କୁ ସବୁ ବେଳେ ଭଲରେ ରଖନ୍ତୁ ❤❤❤❤
ଲବ ଭାଇ ହାଣ୍ଡିଆ କଥା କହିବାରୁ ଖୁସି ଲାଗିଲା, କାହିଁକି ନା ହାଣ୍ଡିଆ ହେଉଛି ଆମ ଆଦିବାସୀ ସସ୍କୃତି ର ଗୋଟେ ପରମ୍ପରା ତାକୁ ବଞ୍ଚେଇ ରଖିବା ପାଇଁ ଆପଣ ସତ କହିଛନ୍ତି । Jay Jagannath 🙏 🙏🙏
Right
Ya
Hmm thik kohilo j but abeto samaste drink koruchnti bhai amiti hinsa bholi kohucho
Secret ଜିନିଷ କୁ avoide କର ଭାଇ,,,ଏମାନେ ଯେମିତି ପ୍ରଶ୍ନ ପଚରୁ ଛନ୍ତି,,,ଆପଣଙ୍କ ପାଇଁ ଗାତ ଖଳିବା ଭଳି question ପଚାରୁ ଛନ୍ତି।
Right👍
Right
Right
ବହୁତ ଭଲ ପାଇବା ସହ ଶୀଘ୍ର 1M subscribe ହେଇଯାଉ ❤
Nihati bhai 1m bohut sigra hou bhai mor❤ bhi youtube Chen el achi
Jai shree ram
Prathama UA-camr dekhili jie pura sabu Openly Earning Kahile... Great👍👏😊
ପ୍ରଶ୍ନ ଉତ୍ତର ମଧ୍ଯରେ ସମସ୍ତଙ୍କ ପାଇଁ ଯେଉଁ ଭଲକଥା ସବୁ କହିଲ ବହୁତ ଭଲ suggetion ଥିଲା। ବହୁତ ଖୁସି ଲାଗିଲା। 👏👏👏
❤
Labo bhai mu tomo video 20k ru dekhuchi Aji asiki 6:54 lakh helani 😱😱 jaldi 1 million hei jau ❤ love from koraput district ❤❤❤ Jay jagannath 🎉🎉
ଶୁଭ ସନ୍ଧ୍ୟା,,ବହୁତ୍ ହି ଭଲଲାଗିଲା Q&A ମଝିରେ ମଝିରେ ଏଇଭଳି ପୋଗ୍ରମ୍ କଲେ ନିଜକୁ ଏବଂ ଅନ୍ୟକୁ satisfaction ଲାଗିବ ବହୁତ୍ ବହୁତ୍ ଧନ୍ୟବାଦ୍ thanks ❤❤❤❤❤❤❤❤❤❤❤❤❤❤
Thanks 👍👍👍❤️ ❤️❤️❤️
Baripoda ra subscribers bhai mane😊👍 laba bhai ka pai like kara
ଜୟ ମା ହିଙ୍ଗୁଳା 🙏🔱 🚩 Love from Talcher ❤
ଯୋଉ ଦିନ short video ଗୋଟେ ଛାଡିଲ Q&N ସେଦିନ ମୋ time ଖରାପ ଥିଲା ବହୁତ ଚେଷ୍ଟାକଲି ହେଲେ ଭିଡ଼ିଓଗୋଟେ କରିପାରିଲିନାହିଁ ମୁଁ miss କରିଦେଲି 😢😢😢
Next time bro
@@sinubeshra3730 ହଁ ଭାଇ next time ହେଲେ ବହୁତ ଦୁଃଖ ଲାଗୁଛି ହେଲେ କିଛିନାହିଁ ଚଳିବ thank you so Mach!
ଆଜିର ସଜଏସନ ମୋତେ ବହୁତ ଭଲ ଲାଗିଲା ଆପଣ ଏତେ କମ ବୟସରେ ବି ସବୁ ପ୍ରଶ୍ନର ଉତ୍ତର ବହୁତ ସରଳ ଏବଂ ସହଜରେ ଦେଇ ପାରୁଛନ୍ତି। ସତ କହିବାକୁ ଗଲେ ଆପଣ ହେଉଛନ୍ତି god gifted ,. ବହୁତ ଆଗକୁ ଯାଅ ସଫଳତା ପାଅ ଏବଂ ଦୁଃଖୀ ଦରିଦ୍ର ଙ୍କୁ ନିହାତି ସାହାଯ୍ୟ କର ।❤❤❤
ପଶ୍ଚିମ ଓଡ଼ିଶା ରୁ କେତେ ଜଣ ଦେଖୁଛ ❤❤
Sambal Pur
Boudh
Nuapada ru
Baragad
Sundargarh
ଲବ ଭାଇ ନମସ୍କାର..🙏🙏... ଆପଣଙ୍କ ର jurny ଏବଂ vlog ଭିଡ଼ିଓ ଦେଖି ଆମ ଓଡିଶା ର ବହୁତ ପିଲା inspire ହୋଇ ନିଜକୁ devlop କରିବା ପାଇଁ ଚେଷ୍ଟା କରୁଛନ୍ତି... ତେଣୁ ମୁଁ ବହୁତ ଖୁସି ଆପଣକୁ ବହୁତ ବହୁତ ଧନ୍ୟବାଦ ଭାଇ ♥️♥️♥️♥️
ଜୟ ଜଗନ୍ନାଥ ❤🙏
ᱥᱟᱱᱛᱟᱲ ᱛᱮ ᱨᱚᱲ ᱢᱮ❤❤❤
ଜୟ ଶ୍ରୀ ରାମ୍ 🚩🚩🚩
ବହୁତ ବହୁତ ଶୁଭେଚ୍ଛା 🎉🎉🎉
ସାଗିଞ୍ ଖନାଃଗେ ଜହାର୍ ,
ଆବ ସାନ୍ତାଳ ହାଣ୍ଡି ବ ବଗାଂ ୟା ମେନ୍ତେ ବିନ୍ ଲାଇକେଆ ଅନାତେ ଆଡି ଆଡି ସାର୍ହାଓ 🙏 ଇଞ୍ ସାଲାଃତେ ସାନାମ୍ ସାନ୍ତାଳ ବୟହାକ ନିହାତି ପ୍ରାଉଡ କ ବୁଝାଓ କାଃଆ । Thank you 🙏
😂😂
Real Talent ଊତ୍ତର ଓଡିଶାର ପିଲା ପାଖରେ❤
ପଶ୍ଚିମ ଓଡିଶା asa jani. Pakaiba real talent kna j
ଉତ୍ତର ଓଡ଼ିଶା ଦକ୍ଷିଣ ଓଡ଼ିଶା କଣ ସବୁ ଗୋଟେ Only one Odisha ଛି ଛି ହୀନ ଚିନ୍ତା ଧାରା ତମର
ଭାଇ ନା, ମୁଁ ୧୦୦% ସତ କହୁଚି, ତୁମ ଏହି video ଶେଷରେ ଯେଉଁ କଥା କହିଲ ନା, ମୋ Heart ରେ❤ ବାଜିଲା । ଏବଂ ମୁଁ ବି ସପଥ୍ ନେବି ଆଜି ଠାରୁ ମୋ skill develop କରିଚାଲିବି । Thank you so much bro ❤❤❤❤❤❤
ଜୟ ଜଗନ୍ନାଥ, ନବରଙ୍ଗପୁର
Bhai tame sabu views mananku pain ete bhala tips deucha.tame kebala odisha youtuber samasta subscribers mananku bhala abu mandha sabu sabu koucha.bhai kn kahibi jete thanks kahile bi setiki km laguchi.tame samastanka tu alaga..love you bhai..GOD BLESS YOU ✝️ from GAJAPATI
ଜୟ ଲବଭାଇ ❤❤❤
🎉🎉🎉🎉JOHAR 🙏 AYMA SARHAWOO ALE NOWA LADHAK BRODER KHONGE.... ABINNA TALAM DAHAR RE BAHA GE JADI MAY......DULAR ASHISH 🙌
ଜୟ ମା ସମଲେଇ।🙏🙏🙏❤ from Boudh କୁ ମୋଷ୍ଟଲି welcome 🎉🎉🎉
ଲବବାବୁ ଆପଣଙ୍କ ପ୍ରଶ୍ନ ଓ ଉତ୍ତର ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା l ଏମିତି ଆହୁରି ସୁନ୍ଦର ସୁନ୍ଦର ଭିଡ଼ିଓ ଛାଡ଼ନ୍ତୁ l
ଆମ କଥା କୋହି ଥିବା ରୁ ଆମେ ବହୁତ ଖୁସି 108 Driver Rairangpur ❤❤❤❤❤❤❤
ଲବ ଭାଇ ତମକୁ ଦିଲ୍ ସେ ଧନ୍ୟବାଦ୍
ଅନ୍ୟ youtuber ମାନେ drink କରନ୍ତି ଏବଂ ମିଛ କୁହନ୍ତି.....
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ❤❤❤❤
I feel proud after watching your video.👍❤️
ଯୁହରକେ ଲବ ଭାଈ, ଯାହା ହେଉ ଜୀବନ ବଞ୍ଚିବାର ସହଜ ଉପାୟ କହିଲ, ବହୁତ ଭଲ ଲାଗିଲା, ତୁମେ ବହୁତ ଆଗକୁ ଯାଅ , ଯୁହାର୍ ଗେ , ମାରାମୁରୁ 💐🙏👌👌👌👍
Lava bhai apananka ra upadesh mano ku paila 👏👏👏👏👏
ଲବ ଭାଇ ପାଇଁ ଗୋଟେ like ମିଳୁ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ 🙏🙏
ଜୟ ଶ୍ରୀ ରାମ❤❤❤
A
#sdsoumyavlogs🎉
Mo banda srirama au mo banda jagannath
@@Jeetu813 hm ra pua samstankra achie bhasa tthik kara , dunira bhagban bola jana , Tara na alga kiea jagannath,kiea rama ,kiea nursing, kiea maa sabu saie gotta
QnA Videoରେ ଦର୍ଶକ ମାନଙ୍କର ଭିଡିଓ ସହିତ ଭିଡ଼ିଓ ଏଡିଟିଙ୍ଗ ଭିଡିଓ ବନାଇବାଟା ବହୁତ ଭଲ ଲାଗିଲା। ଏଥିପାଇଁ ଧନ୍ୟବାଦ୍ ଲବ ଭାଇ।
I love u laba bhai im ganjam bramhapur tumara sabu vidio dekhuchi
Jay Jagannath Swami 🙏🙏
ସବୁ ଭିଡିଓ ଠାରୁ ଆଜି ର ଭିଡିଓ କିଛି ଅଲଗା 😂
ଶୁଭ ସନ୍ଧ୍ୟା
ଜୟ ଜଗନ୍ନାଥ
ଜୟ ଶ୍ରୀ ରାମ ଭାଇ ❤
Tame sunichha, but really re Jajpur wala GM nuhnanti.
Love from Jajpur
ଲବ ଭାଈ ମୁଁ, ବିଜାତଳା ବ୍ଲକ ଜାମୁଡାଳି ଗ୍ରାମରୁ ଦେଖୁଛି, ପ୍ରାୟେ ମୁଁ ସବୁ ଭିଡ଼ିଓ ଦେଖେ,, ବେଳେ ବେଳେ କୁଆଡେ ହଜି ଯାଅ ଯେ ତୁମ ଭିଡ଼ିଓ ଅପେକ୍ଷା ରେ ରୁହେ.. ଏବେ ଠିକ ଚାଲିଛି ଆଉ ଭଲ ମଧ୍ୟ ଲାଗୁଛି.।
Very down to earth person 🎉🎉
Wow ଭାଇ ବହୁତ ଭଲ ଲାଗିଲା ଭିଡ଼ିଓ Qna ସବୁଠୁ different video ସତରେ interesting ❤❤❤
Jay odisha Jay jagannath🙏🙏 kintu tame bhautu bada bulu kala tama ku kebela khali west odisha total odisha tama ku bhala pahanti ok Jay jagannath🙏
ଲବ ଭାଇ ଜୟ ଜଗନ୍ନାଥ
Any way you are greatest person of our odisha laba bhai.....❤
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️💝🙏🏽🚩🚩🚩
Bhai mun Bhubaneswar ru dekhuchi apananka video bhala laguchi aau kichhi new place dekhinaku miluchi kichhi sikhibaku miluchi.
Thank u bhai.
Jay Jagannath 🙏🙏
Jagannath tumara mangala karantu
Mayurbhanj ❤❤❤
ତମ ପରି ୟୁଟ୍ୟୁବର ଓଡ଼ିଶାରେ କିଏ ନାହାନ୍ତି ଭାଈ ❤
ଓଡିଶାରେ ନୁହେଁ ଭାରତରେ ବି ନାହାନ୍ତି bro
ଭାଇ କେବେ ଯାଜପୁର ଆସ❤❤
ଲବ ଭାଇ ତମକୁ ଭଗବାନ ହେଲ୍ପ କରନ୍ତୁ ଆଗକୁ ମଧ୍ୟ ଏହିପରି ଭିଡିଓ ଦିଅନ୍ତୁ।
Jay jagnnath ❤❤❤
ବହୁତ ବଢିଆ ଲାଗିଲା ଭବ ଭାଇ ।
Laba Bhai nka ra bahuta gyana ❤ love you Bhai
ଜୟକୋଶଳ❎ଜୟ ଓଡ଼ିଶା✅
Jay jagannath
Bhai tuma video re kichi na kichi sikhibaku miluchi you are great Bhai 🥰🙏
ଲବ ଭାଈ ଆମୋ ରଘୂପତି ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ମନ୍ଦିର ର ଗୋଟେ video ବାନ।ଓ 🙏🙏
Laba bhai mo gajapati district ru kahuchhi jatebade praya new video uploaded kara mo dekhe, au gote khusira katha jibare ate dangerous trible loka dekhinathili but aji laba bhai pain aneke country ra culture au communication bisayare Jani paruche so Laba pain samaste gote gote like ❤ heijau dhanyawad 🙏🙏
First comment ❤ jay mayurbhanj ❤️
Jay jagannath ❤
,,mangal Mundari apono Mundari Tribal Dekhai Thibaru Thanks ame Janibaku paili aponk video ro From Rourkela (A.I.R)
ସତରେ ଲବ ଭାଇ ତମେ ବହୁତ୍ ମହାନ୍ ତମକୁ ସବୁ ବେଳେ ଭଗବାନ୍ ଘଣ୍ଟ ଘୋଡାଇ ରଖିଥାନ୍ତୁ.. ଜୟ ଜଗନ୍ନାଥ..🙏
Laba dada amar samlapur ke asa bahut bhal laga ba ilove you laba dada❤❤❤❤❤❤❤❤❤❤❤❤❤❤❤
Jay Shree JagannathSwami NayanPatha Gami BhavatumePrabhu Very good evening Jay Mata Di MataPrabhu
Thank you so much bhai for your beautiful Advice for all ❤
ଦିଲ❤ ସେ ମୟୁରଭଞ୍ଜଆ ❤❤❤❤ I LOVE BARIPADA ❤❤
Jay jagannatha
ଭାଇ ଯାଜପୁର ପିଲା
ଭଲ ପିଲା ପାଇଁ ଭଲ❤
ଖରାପ୍ ପିଲା କଁ ପାଇଁ ଖରାପ୍ 🔥
I love jajpur ❤❤❤
ଜୟ ମା ବିରଜା 🙏
ଜୟ ଜଗନ୍ନାଥ 🙏
କିନ୍ତୁ ଲବ ଭାଇ ତ ଭଦ୍ରକ ଜିଲ୍ଲା ର ପିଲା ମୁଁ ବି ଭଦ୍ରକ ପିଲା କିନ୍ତୁ ଯାଜପୁର ପିଲା ମାନେ ବହୁତ୍ ଭଲ ଆଉ ସେଠିକାର ଲୋକ ମାନେ ବି ବହୁତ୍ ଭଲ କାହିଁକି ନା ମୋ ନିଜ ମାମୁ ଙ୍କ ଘର ତ ମୁଁ ଯାଇଚି ମୁଁ ଜାଣିଚି ଜମା ଗଲି କି ଝଗଡ଼ା କରନ୍ତି ନାହିଁ ବହୁତ୍ ଭଲ ଲୋକ ମାନେ ❤ଜୟ ଶ୍ରୀ ରାମ 🚩
@@Ramarcb386 pritipur
Ama jajpur
😢Jay maa biraja❤
Jay jagannath🙏From Paschim Odisha❤
Thank you bhai dill se mayurbhanjia Jay jagannath ଭାଇ 🙏🙏
Jay jishu ❤❤
Laba Bhai ghoro hauchi sarat mayurbhanja kaptipada block ❤❤❤
ଏତେ long video kintu bahut kam questions ra answer ahuri bahut questions ରହିଗଲା bahut adhika answer ହେଇଯାଉଛି tk short କରିଥିଲେ ଆହୁରି bahut ଲୋକଙ୍କ ❓❓❓ asiparithantaa
Lakh lakh nunhe koti koti loka dekhuchucganty apana nka video ta bhitaru mu jane
Waoooo ବହୁତ ଶିକ୍ଷଣୀୟ ଭିଡିଓ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ନବ ଭାଇ ଧନ୍ୟବାଦ ତୁମକୁ,ମୁଁ ମିଲନ କୁମାର ସାହୁ ,ପୁରୀରୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରେ,ପ୍ରଭୁ ତୁମ ଚଲା ପଥ କୁସୁମିତ ହେଉ ମୋର ଠାକୁରଙ୍କ ନିକଟରେ ମୋର ମାଗୁଣି, ନବ ଭାଇ ମୋତେ ଟିକେ ତୁମ ମୋବାଇଲ ନମ୍ବର ସେଣ୍ଡ କରିବେ, ତୁମକୁ ମୋର ନିବେଦନ ରହିଲା,ରହିଲି,ଜୟ ଜଗନ୍ନାଥ
ଆମେ ଆପଣଙ୍କ ପାଇଁ ଗର୍ବିତ ଭାଇ।
Odisha raGouraba LabaHansda; Lord Hanuman bless you.Go ahead.
ବହୁତ ଭଲ କଥା ଭଲ ଉପଦେଶ ଦେଲେ ❤❤
Bhai mu janini mu kana paini tuma vdo dekhe , but tuma vdo dekhila time re mu skip kari pareni, au tuma katha mote bahoit bhal lage sunibaku bahot sweet 🥰 bhagwan sabu bele tuma saath re ruhantu .. Aama Odisha basi nka bhal paiba tuma saha achi ❤❤❤
Kandhamala district ru ketejana laba Bhai nka video dekhucha plz like
Thankyou so much your motivation to peak learn listener was grow 🙏🙏🙏
Prtam thara pain mu first cmt kali bahut bhala lagila love you laba bhai
Correct kahicha laba bai thank you❤️
ଲବ ଭାଇ ନେକ୍ସଟ କୋ ଦେଶ ଯିବ ସାଉଥ୍ କୋରିଆ ପାଇଁ
ଲାଇକ କରନ୍ତୁ 😮😮😮
Ta kathare kon
@@allhitssongs2686 hn
ଆଗକୁ ବଢ଼ି ଚାଲ, ଭଗବାନ ତୁମକୁ ଭଲ ରେ ରଖିଥାନ୍ତୁ
ଆଉ ଲବ ଭାଇଙ୍କୁ support କରନ୍ତୁ
Jay koshal 🚩 jay maa samalei 🚩🙏
ଲବ ଭାଇ ଭଲ କଥା ସବୁ କହିଲେ ସେଥି ରେ ତାଙ୍କ ପାଇଁ ଗୋଟିଏ like kari ଦିଅନ୍ତୁ😊😊😊🎉🎉
Real talent ,,,Jay Jagannath,,,
କୋରାପୁଟ ଜିଲ୍ଲାରୁ..ଲବ ଭାଇ❤❤
ଲବ ଭାଇ ଆପଣଙ୍କର କୋଉ ଜିଲ୍ଲା ଟିକେ କୁହ
ଏ ଭିଡ଼ିଓ ବହୁତ୍ ଭଲ ଲାଗିଲା
କାହିକିନା ଯେମିତିକି ଲବଭାଇ
ଆମଶହ ବଶିକି କଥାହୋଉଛନ୍ତି
ଲବ ଭାଇ ଆପଣ ଯେତେବେଳେ video upload କରୁଛନ୍ତି ପ୍ରଥମେ ଆପଣ ସେ ଜାଗାର world mafe ଟାକୁ show କରି video ଆରମ୍ଭ କରନ୍ତୁ