Letter From Lt. Gen. P.S. Shekhawat To Odisha High Court: Bharatpur Case Updates

Поділитися
Вставка
  • Опубліковано 9 лис 2024

КОМЕНТАРІ • 190

  • @saraswatisahoo5171
    @saraswatisahoo5171 Місяць тому +87

    ଓଡ଼ିଶା ର ପ୍ରତ୍ୟେକ ଥାନାର ବାବୁ ମାନେ ଏହିଭଳି ବ୍ୟବହାର ଦେଖାଉଛନ୍ତି। ଏଥିରେ ରାଜ୍ୟ ଓ କେନ୍ଦ୍ରସରକାର ହସ୍ତକ୍ଷେପ କରନ୍ତୁ

    • @rameshchandrasahoo8872
      @rameshchandrasahoo8872 Місяць тому +2

      25 yrs yete monopoly hoi chhanti taha nuhe yebe vabi chhanti puran sarkar achhi. Ame sena sahita ye pari karby bardast karibu nahi. Nua sarkar Mohan sir turana ye mana nku barkhasto karantu.

  • @JaiUtkalaMaa
    @JaiUtkalaMaa Місяць тому +52

    ମୋହନ ମାଝି କଣ କରୂଛି। ଶଳା ଆମେ ଟ୍ଯାକ୍ସ ଦେଇ ଦେଇ ମରିବୂ। ଆମ ପଇସାରେ ଦରମା ନେବ। ଆମକୁ ଗୁଣ୍ଡା ଚୋରଠୁ ସୁରକ୍ଷିତ ନ ରଖି ଆମ ଝିଅ କୁ ଲୁଗା ଖୋଲି, ବାଡେଇ, ନିଜର ଯନ୍ତ୍ର ଦେଖେଇବ। କୂକୁର 😡

  • @bishnuprasadmishra8830
    @bishnuprasadmishra8830 Місяць тому +36

    ତିନି ଚାରିଦିନ ହେଲାଣି ଆଇଆଇସି ଏବଂ ସେହି ମହିଳା SI ଦୁଇ ଜଣଙ୍କୁ କାହିଁକି ଆରେଷ୍ଟ କରାଯାଉନାହିଁ

  • @patitakumarchoudhury9855
    @patitakumarchoudhury9855 Місяць тому +55

    ପୋଲିସ ଅଧିକାରୀ ମେଜର ଙ୍କୁ ପିଅନ ଭାବିଲା.

  • @debendranarayandash9040
    @debendranarayandash9040 Місяць тому +19

    ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ପୋଲିସକୁ ଉଲଗ୍ନ କରାଯାଇ ଆରେଷ୍ଟ କରାଯାଉ

  • @khiteshkumarmukhi6882
    @khiteshkumarmukhi6882 Місяць тому +14

    ଓଡିଶା ପୋଲିସ କୁ ତାର ଅକାତ ଦେଖେଇଦିଅ ସେମାନେ ନିଜକୁ କଣ ଭାବୁଛନ୍ତି

  • @SwamiRameswarananda-lg1kp
    @SwamiRameswarananda-lg1kp Місяць тому +27

    Thanks to It.Gen.Mr.Shekhawat

  • @gobindachandrajena4560
    @gobindachandrajena4560 Місяць тому +48

    Central government action niontu odisha police upare

  • @niharranjandash8869
    @niharranjandash8869 Місяць тому +21

    ଭାଇ 100 ଦିନ ପୁରା ହେଲା କିନ୍ତୁ ବାହାର ଯାତ୍ରା ପାରଟି ଛୁଆ ର କିଛି କରି ପାରିଲଲାଣି ବିଜେପି ମଧ୍ୟ ଏ case ର କିଛି ହେବ ନାହିଁ ଲେଡି ପୋଲିସ ରାତିରେ ନାଇଟ୍ ପିନ୍ଧି କଣ କରୁ ଥେଲା

    • @prakashsamal8479
      @prakashsamal8479 Місяць тому +3

      କନେଷ୍ଟ ବଳ ରୁ asi ହେବାପାଇଁ ଯାହା କରିଆସୁଥିଲା ତାହା ହିଁ କରୁଥିଲା ବେପାର.. ବେସ୍ୟାଗିରି ବେପାର ଆଉ କଣ ହେଇପାରେ ସେଠି ସବୁ ତାର ଗୋଟେଗୋଟେ ଘଇତା ନା ସେଇଦିନ କଉ ଘଇତା ସହ ଥିବ ୟେ Major ମହାଶୟ disturb କରଲା ତାକୁ

  • @guruarvindaa4188
    @guruarvindaa4188 Місяць тому +8

    ରାଜ୍ୟ ପୋଲିସ ଓ ରାଜ୍ୟ ସରକାରଙ୍କୁ ଲଜ୍ଜା !! ଛି ଛି

  • @dinabandhusatapathy3631
    @dinabandhusatapathy3631 Місяць тому +6

    High court should take action.

  • @vande3063
    @vande3063 Місяць тому +27

    Right indian army

  • @pradipkumarswain5221
    @pradipkumarswain5221 Місяць тому +7

    ପୋଲିସ କୁ ଲଙ୍ଗଳା କରିକି ବାଡେଇବା ଦରକାର

  • @angelpriya03131
    @angelpriya03131 Місяць тому +2

    ରାତିରେ ମାଈ ପୋଲିସ ଜଣକ ନାଇଟ ପିନ୍ଦିକି ନୀଳା କରୁଥିଲେ କହୁନ

  • @BETTING_SAGAR
    @BETTING_SAGAR Місяць тому +4

    ଏମିତି ଶଳା ପୋଲିସମାନଙ୍କୁ job ରୁ ବାହାର କରିବା ସହ ଜେଲ ରେ ପୁରେଇ ଦିଆଯାଉ...

  • @suparfonyfamily
    @suparfonyfamily Місяць тому +4

    Odisa police ବିଫଳ ହେଇଚି😢😢

  • @tusharkantaghose3745
    @tusharkantaghose3745 Місяць тому +7

    Police jhia bohu jaku ତାହାକୁ ନଙ୍ଗଲା କରି ପାରିବେ
    ଆମ ପୋଲିସ ନିୟମ ଯାହା କହୁଚି। ନା

  • @sushantpatra7405
    @sushantpatra7405 Місяць тому +14

    Odisare pela peli thana Bharatpur BBSR

  • @sukantakumarmohanty4095
    @sukantakumarmohanty4095 Місяць тому +6

    CBI investigation karajau

  • @gobindachandrajena4560
    @gobindachandrajena4560 Місяць тому +7

    Full action niontu govt of odisha

  • @santanukumarbisoi877
    @santanukumarbisoi877 Місяць тому +6

    Supreme commander of Armed forces of India must take an attention in Bharat pur police station issue,

  • @tusharkantaghose3745
    @tusharkantaghose3745 Місяць тому +5

    ଉଲଗ୍ନ କରିବାକୁ ଟିକେ ଇଚ୍ଛା ଥିଲା

  • @raghunathpuspalak279
    @raghunathpuspalak279 Місяць тому +2

    କଥାରେଅଛି t, ଥାନା ଭୁତଖାନା ଥାନାବାବୁଙ୍କୁ ଆରବ ଦେଶର ଦଣ୍ଡ ଦିଆ ଯାଉ ଓଡ଼ିଶାରେ ଆଇନୀ ନାହିଁ

  • @BenudharMajhi-oj2dd
    @BenudharMajhi-oj2dd Місяць тому +1

    ବହୁତ ନିଉଜ୍ ଶୁଣିଲୁ। ଏବେ ସୁଣିବାକୁ ବାକି ରହିଲା କେବେ ଆରେଷଟ ହେବେ ସେହି ୫ଜଣ ଦୂର ଦାନ୍ତ ଅପରାଧି ପୋଲିସ

  • @susantaswain-d1m
    @susantaswain-d1m Місяць тому

    ଏ ରାଜ୍ୟ ର ପୋଲିସ ଅନ୍ୟ ରାଜ୍ୟକୁ ବଦଳିବେବସ୍ଥା କରାଯାଉ।

  • @user-kirtichandra-2000
    @user-kirtichandra-2000 Місяць тому +5

    Bhai ate critical english Odisha police and DCP bhujhiparibeni,daykari odia re lekhantu😂😂

  • @avayakumarbarik2882
    @avayakumarbarik2882 Місяць тому +15

    ଆମ ନବୀନ ବାବୁଙ୍କ ଆଦର୍ଶ ଥାନା ର ସିସିଟିଭି କୁଆଡେ ଗଲା କଣ ହାରିବା ପରେ ପାଣ୍ଡିଆନ ନେଇଗଲା।

    • @AnilKumar-si3zx
      @AnilKumar-si3zx Місяць тому +1

      Jadi pandian neigale mohon majhi kn pain lageileni ho

    • @gurucharanbarik7817
      @gurucharanbarik7817 Місяць тому

      ​@@AnilKumar-si3zxଏବେ କୀଳା ଦେଇ ଲଗେଇବ, ଥାଇପାରେ ବୋଧହୁଏ ଏହି କେସ ପାଇଁ ବାହାର କରି ଦେଇଛନ୍ତି. 🤔🤔🤔🤔🤗🤗🤗😢😢😂😂😂😂

  • @krushnaprasadmohanty3831
    @krushnaprasadmohanty3831 Місяць тому +7

    ୪.୫ କୋଟି ଟଙ୍କାରେ ତିଆରି ଭରତପୁର ଥାନା - ଉଦଘାଟନ କରିଥିଲେ ନବୀନ ପଟ୍ଟନାୟକ - ଏହାଥିଲା ଏକ ମଡେଲ ଥାନା - ଏହାର IIC ଥିଲେ କଟକରୁ ଚୋରି କରି ଧରାପଡ଼ି ଥିବା ଦୀନକୃଷ୍ଣ ମିଶ୍ର - ଏଠି ନଥିଲା CCTV - ଏହି ଥାନାରେ ନ୍ୟାୟ ପାଇଁ ଯାଇଥିବା ଜଣେ ଯୁବତୀଙ୍କୁ ଏଭଳି ( ଯୋୖନ ) ନିର୍ଯାତନା ଦିଆଯାଇଥିଲା - ଯାହାକୁ କି ଟିଭି ବାଲା ଆମକୁ ଶୁଣାଇ ପାରୁ ନାହାଁନ୍ତି - ଦୀନକୃଷ୍ଣଙ୍କ ର ଝିଅ ଅଛନ୍ତି କି ନାହିଁ ଆମକୁ ଜଣାନାହିଁ - କିନ୍ତୁ ଆମକୁ ଏତିକି ଜଣା - ଆମର ଉପ ମୂଖ୍ୟମନ୍ତ୍ରୀ ଜଣେ ମହିଳା - ଓଡ଼ିଶା ଇତିହାସରେ ଏଭଳି ବିରଳ ଘଟଣା ଉପରେ କଣ ପଦକ୍ଷେପ ନେଉଛନ୍ତି - ତାହା ଦେଖିବାକୁ ବାକୁ ଓଡ଼ିଶାର ୪.୫ କୋଟି ଜନତା ଅପେକ୍ଷା କରିଛନ୍ତି।

  • @sumanbehera9702
    @sumanbehera9702 Місяць тому

    Yes... ତଦନ୍ତ କରାଯାଉ ନିରପେକ୍ଷ୍ୟ ଭାବରେ

  • @srikantapandit
    @srikantapandit Місяць тому +1

    Please ,suspend all Bharatpur police staff forever immediately

  • @JaiUtkalaMaa
    @JaiUtkalaMaa Місяць тому +3

    ଚୋର ଗୁଣ୍ଡା ଆଜାଦିରେ ଉତ୍ପାଦ ହେବେ। ଜନତା ଫେରାଦି ହେଲେ ପୋଲିସଠୁ ମାଡ ଖାଇବ। ଓଡ଼ିଶା ପୋଲିସ ଚୋରଠୁ ବି ବେସି ହାରାମି। ମୋହନ ମାଝି ନିଜ କୂ ଜଗନ୍ନାଥ କହି ବୁଲୁଛି।

  • @srinibashpradhan6683
    @srinibashpradhan6683 Місяць тому +3

    Extremely shame incident. It seems to be the first incident where Lt. Gen of Indian Army has shown his dissatisfaction. Just imagine the gravity of the case.

  • @tusharkantaghose3745
    @tusharkantaghose3745 Місяць тому +3

    C c କେମେରା ଲଗେଇ ଲେ ଧର ପଡ଼ିଯିବା

  • @shantilatasahu9759
    @shantilatasahu9759 Місяць тому

    Yr information is very good

  • @ManindrakumarBhuyan62
    @ManindrakumarBhuyan62 Місяць тому +1

    That Should be.justice for all citizen.

  • @Sridhar-zn5bb
    @Sridhar-zn5bb Місяць тому

    ବ୍ୟୋମକେଶ ତ୍ରିପାଠୀଙ୍କ ମତାମତକୁ ମୁଁ ସ୍ଵାଗତ ଜଣାଉଛି

  • @rimisani5948
    @rimisani5948 Місяць тому

    Super lets chief justice interfer on this matter

  • @bhagyadharanayak
    @bhagyadharanayak Місяць тому

    ସେନା ଓ ଓଡ଼ିଶା ପୋଲିସ୍ ର ଲଢେଇ'
    ଦେଖାଯାଉ କିଏ ଜିତୁଛି .......

  • @susantaswain-d1m
    @susantaswain-d1m Місяць тому

    Good

  • @khiteshkumarmukhi6882
    @khiteshkumarmukhi6882 Місяць тому +1

    Central government should take action against odisha Police

  • @bbsenapati2245
    @bbsenapati2245 Місяць тому +1

    This is power of indian army. Odisha police never try to commit such type of incidents in future.

  • @laxmidharsahoo7366
    @laxmidharsahoo7366 Місяць тому

    Right

  • @padmanavparhi9602
    @padmanavparhi9602 Місяць тому

    Please letter to supreme court and rastrapati also sir
    This is very critical matter for army and police

  • @bhagyadharanayak
    @bhagyadharanayak Місяць тому

    ଅଭିଯୋଗ କାରିଣୀ କୁ
    ଥାନାରେ ଉପଯୁକ୍ତ ଚିକିତ୍ସା ।
    ଦାନ୍ତ କିଏ ,କି ଅପରାଧରେ ଭାଙ୍ଗିଲା?
    କିଏ ଭାଙ୍ଗିଲା?କାହିଁକି ଭାଙ୍ଗିଲା?
    ଅଧିକାରୀ ଭାଙ୍ଗିଲେ ନା ଅନ୍ୟ କେହି ଭାଙ୍ଗିଲେ ?

  • @sriseshkumarkar3499
    @sriseshkumarkar3499 Місяць тому

    ଆଇନର ସାହାଯ୍ୟ ମାଗିବା ପାଇଁ ନା ପୋଲିସ ଥାନା ଅଡିଟ ରେ ଯାଇଥିଲେ

  • @manaromaswain9328
    @manaromaswain9328 Місяць тому +4

    ଏ କିଳା ସମ୍ଭାଳିବା ବଡକଷ୍ଟ ହେବ , ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ

  • @RAHULDEEPCREATION
    @RAHULDEEPCREATION Місяць тому

    Good decision

  • @bipinkumarbhoi2543
    @bipinkumarbhoi2543 Місяць тому +7

    Magiha Bina cc cemera re police station re nyti pindhi pharas karucha

  • @abakash8271
    @abakash8271 Місяць тому +1

    I request folded hand to chief general of Army to let all army official to take action at least five minutes after entering police station.

    • @abakash8271
      @abakash8271 Місяць тому

      To take action against police officers.

  • @SatyaranjanSethy-u3l
    @SatyaranjanSethy-u3l Місяць тому

    ଓଡିଶା ରେ ଅଫିସର ରାଜ ଚାଲିଛି ଯେକୌଣସି ସରକାର ଆସୁ ବିଜେଡି /ବିଜେପି ହେଉ

  • @debscreations9167
    @debscreations9167 Місяць тому +5

    Chief Justice of Odisha kana Odisha High Court

    • @mrsambitkumar2323
      @mrsambitkumar2323 Місяць тому

      Hm..
      Any justice of the HC is a representative of HC . so he is the same as HC.

    • @mathbynibedita
      @mathbynibedita Місяць тому +1

      Tu kn patha padhinu ki

    • @gurucharanbarik7817
      @gurucharanbarik7817 Місяць тому +1

      ହଁ, ମୁଖ୍ୟ ବିଚାରାଳୟର ମୁଖ୍ୟ ନ୍ୟାୟାଧୀଶ.

    • @debscreations9167
      @debscreations9167 Місяць тому

      @@mrsambitkumar2323 yes it is Chief Justoce of a High Court not Cheif justice of a state

  • @nabaghanasamal8578
    @nabaghanasamal8578 Місяць тому

    ସରକାର ଓଡ଼ିଶା ର ଜନସାଧାରଣ ଙ୍କ ହିତାଙ୍କାଙ୍ଖି ନା ଓଡ଼ିଶାର ପୋଲିସ ବାବୁ ମାନଙ୍କ ହିତାଙ୍କାଙ୍ଖି କିଛି ବୁଝା ପଡୁନାହିଁ।
    ଜନତା ଙ୍କ ଟିକସ ରେ ସେମାନେ ପ୍ରତିପାଳିତ,ହେଲେ ଅର୍ଣ୍ଣଦାତା ଙ୍କ ଉପରେ ପ୍ରତିଶୋଧାତ୍ମକ କୃରତା କ'ଣ ପାଇଁ। ସେମାନେ ମଣିଷ ନୁହଁନ୍ତି, ବୋଧହୁଏ କଳିଯୁଗର ଦାନବ ଅଟନ୍ତି ।

  • @manamohanpati2771
    @manamohanpati2771 Місяць тому +2

    Don't discuss the matter lodge fir ana straight forward to jail.

  • @sanjayagrawal9308
    @sanjayagrawal9308 Місяць тому +2

    चिठी पर रक्षा मन्त्री क्या बोला

  • @benudharparida1996
    @benudharparida1996 Місяць тому

    ରବର ଷ୍ଟାମ୍ପ କୁଆଡେ ଗଲା 😄😄😄

  • @bansidharrout9096
    @bansidharrout9096 Місяць тому

    Justice for Mrs Major

  • @dinabandhusatapathy3631
    @dinabandhusatapathy3631 Місяць тому

    Aprajita madam can clean police department. She has a very good track record.

  • @JyotsnaraniMahunta
    @JyotsnaraniMahunta Місяць тому

    ସେହି ଭରତପୁର ଥାନାର ଦଵଙ୍ଗ IIC ଏବଂ ଘଟଣାର ସମ୍ପୃକ୍ତ ପୋଲିସ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସଙ୍ଗେ ସଙ୍ଗେ ତାଙ୍କୁ ଘଣ୍ଟ ଘୋଡାଉଥିବ ଦୁଇ ପୋଲିସ ଅଫିସର DCP ଏବଂ CP ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

  • @ajayakumarsahoo2428
    @ajayakumarsahoo2428 Місяць тому

    Need CBI investigation

  • @jeetendapanda2591
    @jeetendapanda2591 Місяць тому

    When the Odisha Police IIC did not spare present Chief Minister,Odisha during a few months back, how others can expect decency from the IIC & above rank Officers? They have been very hesitant to acknowledge the written report of the Complts.& supply a copy of the FIR to free of cost on so many occasions violating directives of the Hon'ble Apex Court. Time has come to review such Police arbitrary both by the legislature & Judiciary.

  • @Jayasanta-m7s
    @Jayasanta-m7s Місяць тому

    ଓଡିଶାର ସବୁ ଥାନାଗୁଡିକକୁ ଉଠାଇ ଦିଅ, ଆଉ ସେନାମାନଙ୍କୁ ସେହି କାର୍ଯ୍ୟ କରିବାକୁ ଦିଅ, ସେମାନେ ଲୋକଙ୍କ ପାଇଁ ସଚଟା ବାଭରେ କାମ କରିବେ.

    • @levelupodisha
      @levelupodisha Місяць тому

      ଥରେ କରିକି ଦେଖ,ତାପରେ ଜାଣିବ 😂😂😂

  • @lipunkumar004
    @lipunkumar004 Місяць тому

    Truth is still not telecasting by the news channel

  • @RajaRaja-bl6cx
    @RajaRaja-bl6cx Місяць тому

    Good letter

  • @s.karkun9691
    @s.karkun9691 Місяць тому +1

    Need army action else these policemen will try to save their corrupt asses

  • @shrimantaparida986
    @shrimantaparida986 Місяць тому

    Indian Army jindabad

  • @duryadhanmahakud
    @duryadhanmahakud Місяць тому

    Suprime court order maninahi police ku dismis karajau

  • @girijaprasadsahoo7146
    @girijaprasadsahoo7146 Місяць тому

    Police ku Arrest karajau

  • @rabindraraita6455
    @rabindraraita6455 Місяць тому

    ଲେଫ୍ଟନେନ ଜେନେରାଲ ମଦ ପିଇବାକୁ ବଧେ ଓଡ଼ିଶା କୁ ପଠେଇଚି, ମଦ ପିଇ ବିଶ୍ରୁଙ୍କଳା କର... ଓଡ଼ିଶାରେ ଆତଙ୍କ କର , ଯଦି ଏଭଳି ଚିନ୍ତା ଧାରା ତା ହେଲେ ଦେଶର ରକ୍ଷା କିପରି ରଖିବ....ଉଚ୍ଚ ଶିକ୍ଷିତ ମାନେ- ମଦ୍ୟପାନ କି? ଅର୍ଥାତ ଶିକ୍ଷିତ ମାନେ ହିଁ ବେଶି ବିଶୃଙ୍ଖଳା କରନ୍ତି କି?ଶିକ୍ଷିତ police, ଶିକ୍ଷିତ Advocate, justice, ଶିକ୍ଷିତ ଜେନେରାଲ....ମଦ ପାନ କରନ୍ତି କି?
    ଏହା ଶୁଭଙ୍କର ନୁହଁ ଦେଶ ପ୍ରତି...

  • @GangaramRana-pr8rg
    @GangaramRana-pr8rg Місяць тому +1

    Bharat pur thana gote kalikata sona kachhi thu Kam nuhe

  • @nirmalpatnaik5796
    @nirmalpatnaik5796 Місяць тому

    Democracy has failed;some criminals, and corrupt peoples have, spoiled, the state and Nation High court,,and Supreme Court, should intervene into the matter somotto (Nirmal Pattnaik)

  • @Xuy788
    @Xuy788 Місяць тому

    ଓଡିଶା ପୋଲିସ ଚୋର, ଲୁଟେରା, ନିଷ୍ଠୁର 😡😡😡

  • @gaganbiharinayak1264
    @gaganbiharinayak1264 Місяць тому +1

    All news Chanel verify and try to know the fact whether they were intoxicated or not.

    • @mrsambitkumar2323
      @mrsambitkumar2323 Місяць тому +1

      Even if they were intoxicated, it was the duty of the police to accept the FIR ... So. The clear culprit is the police of that station.

  • @padmanavparhi9602
    @padmanavparhi9602 Місяць тому

    Central govt district look after odisha police

  • @MamajyotiApata
    @MamajyotiApata Місяць тому

    Odisha police ku tara o dekheideba INDIAN ARMY

  • @anuanushka2003
    @anuanushka2003 Місяць тому +1

    Dustanta mulaka odisha sarakara padakhepa niauntu alagaa state ra police evalikaama kebe karibeni

  • @udaykumarnayak8043
    @udaykumarnayak8043 Місяць тому

    Whey Kanak news not telecasting Ankita baites after releasing from hospital....

  • @MyWorld_1979
    @MyWorld_1979 Місяць тому

    Ate news chalaecha, govt se official nku terminate kariba ki Odisha govt

  • @AshishKumar-fi1cw
    @AshishKumar-fi1cw Місяць тому

    Lt gen then 🗿 Lt gen now 🤡

  • @sadashibadasshiva143youtub3
    @sadashibadasshiva143youtub3 Місяць тому

    Police manaka upare action nia jaau

  • @bikrammohanty3961
    @bikrammohanty3961 Місяць тому

    Sir, many thanks to you for wring a letter to the honourable Chief Justice of Odisha High Court taking so motto cognizance of the offenses committed by the the full staff police. We hope, the Chief Justice will keep the prestige of the Army intact and directing the Police Commissiner to take stern action against the offenders who have committed very grievous offense to both the respected Major of Indian Army and his would be wife. Perhaps the police has failed to understand the power of Army. I FEEL TO MY HEART WHAT WOULD BE RUNNING IN THE MIND OF THE MAJOR INSIDE THE LOCK UP ROOM AS IF BEING AN ARMY OFFICER HE IS ALONE AND UNABLE TO TEACH A LESSON TO THESE MERE IIC, AND HIS POLICE ASSOCIATES. I FEEL SHAME AN ARMY MAN WHO FIGHTS IN THE BORDER, KILLS THE ENEMIES BECAME HELPLESS JUST INSIDE SMALL POLICE STATION. HE HAS LOST HIS PRESTIGE TOTALLY WHICH HE CAN NOT FORGET TILL END OF HIS LIFE. IT IS THE PRIME DUTY OF THE DUTY OF THE ARMY AUTHORITY, AND WE 140 CRORE INDIANS TO DO SUCH THAT HE CAN GET BACK HIS LOST PRESTIGE AGAIN.. IT IS VERY IMPORTANT FOR WE ALL SIR, OTHERWISE THE WHOLE ARMY MEN WILL LOOSE CONFIDENCE ON THEMSELVES FEELING HELPLESS BEFORE JUST THESE MERE POLICE PEOPLE. MY HEARTY REQUEST TO YOU SIR, PLEASE DO SUCH THAT THE POLICE HIGH OR LOW WILL GET A LESSON AND WOULD NEVER DARE TO TOUCH AN ARMY MAN WITHOUT ANY GRIEVIOUS OFFENCE. THANK YOU SIR TAKING IMMEDIATE ACTION AND INITIATING THE MATTER . GOD MUST GIVE MENTAL COURAGE TO THE MAJOR TO WITHSTAND THIS SITUATION.

  • @PatiBabu-u6n
    @PatiBabu-u6n Місяць тому

    Public loka nka mata nei karajau.😂😂😂😂😂

  • @manojkudada4486
    @manojkudada4486 Місяць тому

    200%wrong latter lt generals ❤

  • @jalandharbehera9007
    @jalandharbehera9007 Місяць тому

    1st se DCP nku jail re vartii karantu

  • @shyamsundarmohanty2122
    @shyamsundarmohanty2122 Місяць тому

    Be dismissed

  • @sadashibadasshiva143youtub3
    @sadashibadasshiva143youtub3 Місяць тому

    Sir...khali bhartpur police station nuhe Odisha re shabu police station re amiri...hauci

  • @nareshpanda8586
    @nareshpanda8586 Місяць тому

    My point of view is that the police have power to lock off who has come for police support. But the police have attacked masly to the complainant & after a medical investigation the Dr. has given the report normalcy. The strong investigation should carry out against the victims and proper action should be carried out as per IPC of law & order. It is my request to the higher authority of Police & CM as per norms.

  • @PatiBabu-u6n
    @PatiBabu-u6n Місяць тому

    Jau police ta joni dekhau thila ta joni ku kata jau 😮😮😮😮😮

  • @basantakumarsethy5697
    @basantakumarsethy5697 Місяць тому

    Right Indian Army

  • @rajbairisal
    @rajbairisal Місяць тому

    Hope high court chief justice will take it serioulsy nahale army chahinle gote dinare total system change karideba.

    • @sashikantamohanty1235
      @sashikantamohanty1235 Місяць тому

      We respect army but total change kari opadi debe kahiba bhul... Police nka bhul se danda paibe...

  • @manikpathak4843
    @manikpathak4843 Місяць тому

    Ab Police wala ko jada Kanoon batana mahanga Pad Gaya😮😮😮😮😮

  • @dola_kumar_lifestyle
    @dola_kumar_lifestyle Місяць тому

    Army is right

  • @duryadhanmahakud
    @duryadhanmahakud Місяць тому

    Dismis karajau police

  • @soumyaranjanbara9879
    @soumyaranjanbara9879 Місяць тому

    Prateek singh ku suspend kara useless statement pain

  • @GoutamChandraDas-pi2lf
    @GoutamChandraDas-pi2lf Місяць тому

    Tanadat hau ba nahau tanku arest korajau

  • @ManojMohanty-e8o
    @ManojMohanty-e8o Місяць тому

    Sabu sena Mane ekjute huantu and pratibad karantu.

  • @kamalakantapattnaik1682
    @kamalakantapattnaik1682 Місяць тому

    Picking up this News is good but the presentation of this news is equally very bad.

  • @amrerupa8689
    @amrerupa8689 Місяць тому

    Mohan Majhi kn karuchati😂

  • @mr.sankar4690
    @mr.sankar4690 Місяць тому +1

    Ama odishara name kharap karidele a police mane

    • @gurucharanbarik7817
      @gurucharanbarik7817 Місяць тому

      ନବିନା ପୁଲିସି ମାନଙ୍କର ଚମଡା ମୋଟା କରି ଦେଉଛି. 😢😢😂😂😂

  • @KSurjyaNarayanDora
    @KSurjyaNarayanDora Місяць тому

    Pakka chakiri gala

  • @harekrishnatripathy7344
    @harekrishnatripathy7344 Місяць тому

    India re dosi police ku daranti nahi. Kintu bhala loka policr dwara nirjatita huanti. Reform necessary