Where Will Women Go When Victimized By Crime? If Police Turns Cannibals: Sulata Deo

Поділитися
Вставка
  • Опубліковано 20 вер 2024

КОМЕНТАРІ • 17

  • @Vinood900
    @Vinood900 2 години тому +2

    ସେ ଝିଅ ର ଶହେ ଭୁଲ ଥାଇ ପାରେ। ହେଲେ ଜଣେ ନାରୀ କୁ ଉଲଗ୍ନ କରି ଯୌନ ଶୋଷଣ କରିବା, ଗୋଇଁଠା ମାରିବା କେତେ ଜୋର୍ ଠିକ୍। ଓଡ଼ିଶା ପୋଲିସ୍ ଲମ୍ପଟ୍ ଆଉ ଚରିତ୍ର ହୀନ। ଏମାନଙ୍କୁ ଅନ୍ୟ ରାଜ୍ୟ ପୋଲିସ୍ ଠୁ ସଂସ୍କାର ଆଉ ବ୍ୟବହାର ଶିଖିବା ଉଚିତ୍। ଆଉ ନିର୍ଲ୍ଲଜ ଅପାରଗ DCP ପୋଲିସ୍ କୁ ସମର୍ଥନ ଦେଇଛନ୍ତି। ଓଡ଼ିଶା ର ସବୁ ପୋଲିସ୍ ବଟି, ମଦ, ମାଂସ ରେ ଥାନା ଭିତରେ ବୁଡି ରହୁଛନ୍ତି।ଲଜ୍ଜ୍ୟା ର ବିଷୟ। ଓଡ଼ିଶା ପୋଲିସ୍ ର ଲମ୍ପଟତା ସାରା ଦେଶ ଆଗରେ ଓଡ଼ିଶା ର ମୁଣ୍ଡ ତଳକୁ ହେଇ ଗଲା।

  • @goldenmusicofodisha
    @goldenmusicofodisha 2 години тому +1

    ସେ ପୋଲିସ ଅଫିସର କୁ ଆପଣ ଙ୍କ ସରକାର ନିଯୁକ୍ତି ଦେଇଥିଲେ ଓ ପୋଲିସ ଷ୍ଟେସନ ରେ ବସି ଫଟୋ ଉଠେଇ ଥିଲେ

  • @Vinood900
    @Vinood900 2 години тому

    ମଞ୍ଜି ପୋତି ଗଛ ତିଆରି କରି,ମହାଦେବ ହେଇ ଭସ୍ମାସୁର କୁ ବର ଦେଇଥିବା BJD ଯଦି କହୁଛି ସେ ଥାନା ରେ CCTV ଲାଗିଥିଲା ତାହାଲେ ଅବଶ୍ୟ ଲାଗିଥିଲା। ଯାହାକୁ ସେ ରାକ୍ଷସ ଲମ୍ପଟ IIC ଖୋଲି ରଖି ଦେଇଛି। ପିଲା କଥା ବେଶୀ ବାପା ମା ଜାଣନ୍ତି। ରାକ୍ଷସ ପୋଲିସ୍ ର ଜନ୍ମଦାତା BJD କହୁଛି ମାନେ ସେ ମଡେଲ ଥାନା ରେ CCTV ଅବଶ୍ୟ ଲାଗିଥିଲା।

  • @jaga5883
    @jaga5883 Годину тому

    କଣ 100 ଦିନ ର ସରକାର ସରକାର hou ଚ bjd 25 ବର୍ଷ ଶାସନ କଳା ମହିଳା ମାନଙ୍କ ପାଇଁ କେତେଟା ନିଆୟ ଦେଇଛି

  • @debasisnayakodiavlogs8223
    @debasisnayakodiavlogs8223 2 години тому +1

    ବେହିଆ ମୁଁ ହଁରେ ବଥ

  • @jaga5883
    @jaga5883 Годину тому

    Nije papular ହେବାକୁ ମିଡ଼ିଆ samanare ଯାଇ ଚେହେରା dekaucha

  • @sunilkumarpatnaik6953
    @sunilkumarpatnaik6953 2 години тому

    Mahila nku Rs.800/- dei Subhdra Yo jana rey Business karibaku kahuchi ba BJP raa JUMLA Neta. ....

  • @samirkumardey8688
    @samirkumardey8688 2 години тому +1

    Ki dino hela,raja rasta ku asilo😂😂😂

  • @jaga5883
    @jaga5883 Годину тому

    25 ବର୍ଷରେ କେତେ ଟା accident heichi jana nhi ki kuade jai thila tmro neta giri au netri giri

  • @BinodiniRoutBinodiniRout
    @BinodiniRoutBinodiniRout Годину тому

    Jay Nabeen 🙏 🙏 🙏 ❤❤❤

  • @santoshmahalik9488
    @santoshmahalik9488 2 години тому

    Pihu pari babina itisri mamita katha tike kuha jadi tume netri hoichha...

  • @jaga5883
    @jaga5883 Годину тому

    Bjd netri mane

  • @rajkishorebehera4593
    @rajkishorebehera4593 56 хвилин тому

    Tume AAU kuhani ame janichhu

  • @aditya_vision
    @aditya_vision 2 години тому

    Tume bhauta bhala na...