NARAKA DANDA | ନରକ ଦଣ୍ଡ | NEW ODIA CHRISTIAN SONG | SHASANK SEKHAR | AMIT BADANAYAK |CHRISTIAN SONG

Поділитися
Вставка
  • Опубліковано 11 лис 2022
  • NARAKA DANDA | ନରକ ଦଣ୍ଡ | NEW ODIA CHRISTIAN SONG | SHASANK SEKHAR | AMIT BADANAYAK | STUDIO VERSION
    PRAISE THE LORD........ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ନମସ୍କାର । ମୋ ଝିଅ ପ୍ରତୀକ୍ଷା ବଡ଼ନାୟକର First Birthday Celebration ଉପଲକ୍ଷେ ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଏ ଅନ୍ତିମ ସମୟରେ ଘଡ଼ି ସନ୍ଧି ମୂହୁର୍ତ୍ତରେ ଲୋକ ମାନଙ୍କର ମନ ପରିବର୍ତ୍ତନ ନିମନ୍ତେ ଓ ଆତ୍ମିକ ଜାଗରଣ ନିମନ୍ତେ ଭେଟି ଦେଉଛୁ ଏକ ନୂତନ ହୃଦୟସ୍ପର୍ଶୀ ଭକ୍ତି ଭରା ଅର୍ଥ ପୂର୍ଣ୍ଣ "ନରକ ଦଣ୍ଡ" ଗୀତ।
    ଜଣେ ମନୁଷ୍ୟ ଜଗତର ଅଭିଳାଷରେ ଆଉଜି ପଡ଼ି ପାପ ଦୋଷ ଅଧର୍ମ କରି କେବେ ବି ପ୍ରଭୁଙ୍କ ଠାରୁ ବର୍ତ୍ତି ଯାଇ ପାରିବ ନାହିଁ। ତାଙ୍କ ପାଇଁ ନିତାନ୍ତ ଅନନ୍ତ ଶାସ୍ତି ରହିଛି। ବାଇବଲ କହେ ମୃତ୍ୟୁ ପରେ ବିଚାର ରହିଛି ଓ ବିଚାର ପରେ ସୁନିଶ୍ଚିତ ନରକ ଦଣ୍ଡ ରହିଛି। ବାଇବଲ ଭିତ୍ତିକ ଏ ସକଳ ବିଷୟ ବସ୍ତୁ ଉପରେ ନରକ ଦଣ୍ଡ ଗୀତଟି ଆଧାରିତ।
    ବାସ୍ତବରେ ପବିତ୍ର ବାଇବଲ ଅନୁସାରେ କେଉଁ ମାନେ ସେହି ମହା ଯନ୍ତ୍ରଣା ଦାୟକ ନରକ ଦଣ୍ତରେ ଦଣ୍ଡିତ ହେବେ ଆଉ ସେହି ଅଗ୍ନିମୟ ହ୍ରଦରେ ନିକ୍ଷେପ ହେବେ ଏ ସକଳ ବିଷୟ ବସ୍ତୁ ଉପରେ ଆଧାରିତ ଏହି ସୁନ୍ଦର ମନଛୁଆଁ ଗୀତକୁ ଓଡ଼ିଶାର ଲୋକପ୍ରିୟ ଗାୟକ ଶଶାଙ୍କ ଶେଖର କଣ୍ଠଦାନ କରିଛନ୍ତି। ଗୀତ ଶୁଣନ୍ତୁ ଏବଂ ସେହି ଅନନ୍ତ ଶାସ୍ତିରୁ ରକ୍ଷା ପାଇବା ପାଇଁ ନିଜ ନିଜକୁ ଆତ୍ମସମୀକ୍ଷା କରି ଜାଗ୍ରତ ରୁହନ୍ତୁ।
    ଆଶା କରୁଛୁ ଏହି ନୂଆ ନରକ ଦଣ୍ଡ ଗୀତ ଲୋକ ମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ନିଶ୍ଚୟ ସହାୟକ ହେବ। ଗୀତ ଶୁଣନ୍ତୁ ଏବଂ ସେହି ନରକ ଦଣ୍ତରୁ ରକ୍ଷା ପାଇ ଅନନ୍ତ ସ୍ୱର୍ଗ ସୁଖ ଭୋଗ କରିବା ପାଇଁ ନିଜ ନିଜକୁ ପ୍ରସ୍ତୁତ କରନ୍ତୁ। Praise The Lord.
    Full Lyrics
    ନରକ ଦଣ୍ଡ ଅଛି ବନ୍ଧୁ ସୁନିଶ୍ଚିତ ହୁଅ ଜାଗ୍ରତ..(୨ଥର)
    କେବଳ ଥରେ ରହିଛି ଜନମ ମୃତ୍ୟୁ
    ବିଚାର ପରେ ରହିଛି ଦ୍ଵିତୀୟ ମୃତ୍ୟୁ...(୨ଥର)
    ବାଇବଲ କହେ ଆଜି ଏ କଥା ସତ...ଏ କଥା ସତ..=୦=
    ବିଚାର ସମୟରେ ପାପୀ ସାବ୍ୟସ୍ତ ହେଲେ
    ନରକେ ସେ ନିକ୍ଷେପ ହେବ
    ଦୋଷ କଳୁଷ ଥିଲେ ଅଧର୍ମ ଦେଖା ଦେଲେ
    ପାତାଳ କୁଣ୍ଡରେ ପଡ଼ିବ...
    ବାଳୁଙ୍ଗା ସମ ହେଲେ ଅଗାଡ଼ି ପରି ହେଲେ
    ଅନନ୍ତ ଅଗ୍ନିକୁ ସେ ଯିବ
    ଛାଗ ସଦୃଶ ହେଲେ ମଳିନ ବସ୍ତ୍ର ଥିଲେ
    ଅନ୍ଧାରେ ତାଙ୍କୁ ପକାଯିବ
    ଯୀଶୁଙ୍କୁ ହୃଦେ ଧାରଣ ଯିଏ କରିବ
    ଅନନ୍ତ ଶାସ୍ତିରୁ ସିଏ ରକ୍ଷା ପାଇବ...(୨ଥର)
    ମଳିନତା ବସ୍ତ୍ର ସବୁ କର ହେ ଧୌତ...କର ହେ ଧୌତ..=୧=
    କିଏ ସହି ପାରିବ କିଏ ଭୋଗି ପାରିବ
    ନରକ ଦଣ୍ଡର ଯନ୍ତ୍ରଣା
    ଅତୀବ ଭୟାନକ ମହା କଷ୍ଟ ଦାୟକ
    ଜଳନ୍ତା ସେ ଅଗ୍ନି ଯାତନା
    ସେହି ଅନନ୍ତ ଶାସ୍ତି ହେବ ନାହିଁ ସମାପ୍ତି
    ଶୁଭିବ କେବଳ କାନ୍ଦଣା
    ବଞ୍ଚିବାକୁ ଚାହିଁଲେ କେତେ ବିକଳ ହେଲେ
    ନ ଥିବ ଦୟା କି କରୁଣା
    ଆପଣା ପାପ ସ୍ବୀକାରି ଯିଏ ଫେରିବ
    ନରକ ଦଣ୍ତରୁ ସିଏ ଉଦ୍ଧାର ହେବ...
    କନ୍ୟା ରୂପେ ଆପଣାକୁ କର ସଜ୍ଜିତ...କର ସଜ୍ଜିତ..=୨=
    SONG CREDITS :
    * Song : Naraka Danda (ନରକ ଦଣ୍ଡ)
    * Singer : Shasank Sekhar (Ollywood Singer)
    * Lyrics : Amit Badanayak (8895583382)
    * Music Composition : Amit Badanayak
    * Arrangement & Programming : Bapi Samal
    * Recording & Mix : AB Studio, Cuttack
    * Mastering by : Prakash Behera (Subu Da)
    * Production : AB Music
    * Camera & Edit : Ambram Ganta
    * Poster Design : Parsuram Sagaria, Jisi Raita & Biswo
    * WhatsApp : 8895583382,7978601424
    * Contact : 7978601424,8895583382
    #narakadanda
    #narakadandasong
    #narakadandachristiansong
    #newodiachristiansong
    #shasanksekharchristiansong
    #amitbadanayakchristiansongs
    #narakadandaodiachristiansong
    #odiachristiansongs
    #shasanksekharnewchristiansong
    #newodiachristiansongs2022
    #abmusic
    #shasanksekhar
    #amitbadanayak
    #amitbadanayakchristiansong
    #latestodiachristiansongs
    #odianewchristiansong
    #humanesagarchristiansongs
    #amitpanichristiansongs
    #humanesagarchristiansong
    #amitbadanayaknewodiachristiansongs
    #abmusicchristiansongs
    #asimapandachristiansongs
    #ananyasritamnandachristiansongs
    #saragaraijachristiansongs
    #topodiachristiansongs
    #bapisamal
    #humanesagarsong
    #humanesagar
    #amitpani
    #amitpanisong
    ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
    ତଳେ ଦିଆଯାଇଛି ଦେଖି ନିଅନ୍ତୁ
    ସଙ୍ଗୀତର ସାତ ସୂରେ (Asima Panda)
    • SANGITARA SATA SURE ||...
    ଫେରିଆ ଫେରିଆ (Humane Sagar)
    • PHERIA PHERIA || ଫେରିଆ...
    ନାଉରୀ (JYOTIRMAYEE NAYAK)
    • NAURI | ନାଉରୀ | NEW OD...
    ରେ ମନ (HUMANE SAGAR)
    • RE MANA | ରେ ମନ | HUMA...
    ସରଗ ରାଇଜ (SHASANK SEKHAR)
    • SARAGA RAIJA | ସରଗ ରାଇ...
    ଅଳପ ଆୟୁଷ (Ananya Sritam Nanda)
    • ALAPA AYUSHA || ଅଳପ ଆୟ...
    ଆସିଛି ବଡ଼ଦିନ Asima Panda (Studio Version)
    • ASICHI BADADINA | ଆସିଛ...
    ମହାମାରୀରୁ ରକ୍ଷା କର (Asima Panda)
    • MAHAMARIRU RAKHYA KARA...
    ପ୍ରଶଂସା ହେଉ ତୁମର (Amit Pani)
    • PRASANGSA HEU TUMARA |...
    ଆରାଧ୍ୟ ଈଶ୍ୱର (Ira Mohanty)
    • ARADHYA ESWARA | ଆରାଧ୍...
    ଶୁଣ ମୋର କ୍ରନ୍ଦନ (Studio Version)
    • SUNA MORA KRANDANA || ...
    ହେ ପ୍ରିୟ ଯୀଶୁ (FULL HD VIDEO)
    • HALLELUJAH GAUTHIBI MU...
    କାନ୍ଦେ ଆଜି ମୋ ଅନ୍ତର
    • Kande Aji Mo Antara | ...
    ଲହୁ ଭିଜା ଲଲାଟ (Studio Version)
    • LAHU BHIJA LALATA || ଲ...
    ମୁଁ ଯେ ଅକିଞ୍ଚନ (Studio Version)
    • MU JE AKINCHANA || ମୁଁ...
    ହେ ପ୍ରଭୁ (Full HD Video)
    • HE PRABHU || ହେ ପ୍ରଭୁ ...
    ହେ କ୍ରୁଶଧାରୀ (Studio Version)
    • NEW ODIA GOOD FRIDAY S...
    କମ୍ପିଉଠେ ଏ ଧରା ଧାମ (Studio Version)
    • KAMPIUTHE | କମ୍ପିଉଠେ |...
    କେତେବେଳେ ଚାଲିଯିବ ଜୀବନ (Full Video)
    • KETEBELE CHALIJIBA JEE...
    କେତେ କାଳରେ ମନ (Studio Version)
    • KETE KALA RE MANA || କ...
    ସତର୍କ ଟିକେ ରୁହ (Studio Version)
    • Satarka Tike Ruha || S...
    ଶେଷ ଘଣ୍ଟି ( Full Video)
    • SESHA GHANTI || ଶେଷ ଘଣ...
    ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
    • JISU MU TUMAKU HRUDE R...
    !!* ANTI-PIRACY WARNING *!!
    This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

КОМЕНТАРІ • 719

  • @tanukumar3148
    @tanukumar3148 Рік тому +159

    ମୁଣ୍ତ ଖରାପ୍ ଲାଗୁଛି Sir...gita ଶୁଣୁଥୀଲେ ପୁଣି ଥରେ ଶୁଣିବା କୁ ହିଁ ଈଛା ହେଉଛି ବାସ୍ତବରେ ଯିଏ ମନ ପ୍ରାଣ ଦେଇ ଗୀତ ଶୁଣିବ ନା ଆଖୀରୁ ଲୁହ ଧାର ଧାର ହୋଇ ବହିଯିବ ଆଜି କା Date...ରେ ଗୋଟିଏ ପରେ ଗୋଟିଏ ଖ୍ରୀଷ୍ଟିଆନ୍ ଗୀତ ଭେଟିବାଟା ମାନେ ବହୁତ୍ କଷ୍ଟକର ବିଷୟ ଅଟେ ତଥାପି ବି ଆପଣ ଆମ ଖ୍ରୀଷ୍ଟିଆନ୍ ସମାଜ କୁ ଖ୍ରୀଷ୍ଟିଆନ୍ ମଣ୍ତଳୀକୁ ପ୍ରେମ କରି ଭଲପାଇ ଆପଣା ଟଙ୍କା ଖୋର୍ଚାନ୍ତ କରି ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ଆଜି ସମସ୍ତେ ଖ୍ରୀଷ୍ଟିଆନ୍ ଲୋକ ମାନେ ଆପଣଙ୍କ ଠାରେ ଆମେ ରୁଣି ଅଟୁ କେବେବି ଆପଣଙ୍କ ରୁଣ ଆମେ ପୁରଣ କରି ନପାରୁ ବାସ୍ତବରେ ଆପଣ ଗୋଟିଏ successful music director ଅମିତ୍ ବଡନାୟକ ସବୁ ଠାରୁ ଭିନ୍ନ ଆପଣ Sir ......👌👌👌👌👌

    • @gamangotech3127
      @gamangotech3127 Рік тому +3

      Yes apana thick kahic6

    • @joykumarpani9033
      @joykumarpani9033 Рік тому +4

      amen nice song

    • @sunilkadmaset4200
      @sunilkadmaset4200 Рік тому +3

      So nice song 🎵thank🌹 emiti ahuri adhika geeta gaiba pain prabhu apanamananku ashirbada karantu

    • @Blessedwithjesus
      @Blessedwithjesus Рік тому +4

      Hallelujah ❤️ praise the Lord ❤️ mo Bhai tuma cmmt padhi Kanda laguchi au Geeta ra katha kn kahibi may this song of our Loving Lord goes viral in the name of Jesus ❤️

    • @VinayKumarAvj
      @VinayKumarAvj Рік тому +3

      Provide English translation as a subtitle for those don't understand Odia like me… but enjoying odia Christian song
      God bless you all

  • @lpgcreations6869
    @lpgcreations6869 11 місяців тому +5

    ବହୁତ୍ ସୁନ୍ଦର ହେଇଛି sir ଏହି ଗୀତ କେତେ ଶୁଣିଲେବି ଆଉ ଶୁଣିବା ପରି ଲାଗୁଛି
    Praise the lord ✝️✝️✝️🙏🙏🙏 amen
    God bless you sir

  • @priyajanu8133
    @priyajanu8133 Рік тому +4

    Praise the Lord 🙏🙏 ଗୀତ ଟିକୁ ମନ ଦେଇ ଶୁଣ ତାହାହେଲେ ବୁଝି ପାରିବ ମୋର ପ୍ରିୟର ଭାଇ ଓ ଭଉଣୀ ମାନେ.

  • @yunikimandal801
    @yunikimandal801 Рік тому +4

    Heart touching song 😘 ବହୁତ ଭଲ ଗୀତ ଗୀତ ଶୁଣିଲେ ମନ କାନ୍ଦୁଛି 😭😭 ନରକରେ ଯେପରି ନ ପଢ଼ିବ ଏଥିପାଇଁ ଜାଗି ରହି ପ୍ରାର୍ଥନା କର ଓ God ଙ୍କ ଠାରେ ବିଶ୍ୱାସ କରନ୍ତୁ Amen . Amen .🙏🙏🙏 God bless you all my dear sir

  • @jcyjesustv
    @jcyjesustv Рік тому +13

    Praise the lord Amit sir
    ନରକ ଦଣ୍ଡ ଉପରେ ରଚିତ ଏହି ମନଛୁଆଁ ଗୀତ ଦ୍ବାରା ପ୍ରଭୁ ଅନେକଙ୍କ ଜୀବନରେ କାର୍ଯ୍ୟ କରନ୍ତୁ ଯେପରି ଅନେକ ଲୋକ ମନ ପରିବର୍ତନ କରି ନିଜ ଜୀବନର କାର୍ଯ୍ୟକୁ ଅନୁଭବ କରି ପ୍ରଭୁଙ୍କର ସେବାକାର୍ଯ୍ୟ କରି ନରକ ଦଣ୍ଡ ରୁ ଉଦ୍ଧାର ପାଇ ସ୍ବର୍ଗୀୟ ନିବାସୀ ହେବା ନିମନ୍ତେ Amen

    • @dhameshpatamajhi
      @dhameshpatamajhi 10 місяців тому

      ua-cam.com/video/vb4fbDQF2iU/v-deo.html

  • @GangaPadiami-dy8tg
    @GangaPadiami-dy8tg 7 місяців тому +1

    ନର୍କ ଗୀତବନାଇଥିବାରୁ ବହୁତ ବହୁତ ଧନ୍ୟବାଦ sir
    ଏହି ସମୟରେ ମନ ଦେଇ ଶୁଣି ଥିବାରୁ ମୋର ମନ ବଦଳିଗଲା

  • @thingnew2751
    @thingnew2751 Рік тому +19

    ବାସ୍ତବରେ ଆଶା କରିବା ଠାରୁ ଅଧିକ ଭାବରେ ଗୀତ ବହୁତ ସୁନ୍ଦର ହେଇଛି ସାର୍। ସୁନ୍ଦର ଲେଖା ଓ କଣ୍ଠଦାନ ପାଇଁ ପ୍ରଭୁଙ୍କ ଗୈାରବ ହେଉ ।

  • @Joyaslimmaofficial
    @Joyaslimmaofficial Рік тому +100

    ଅପେକ୍ଷା ର ଫଳ ମିଠା.... ଏହି ଶେଷ ସମୟରେ ନରକ ଦଣ୍ଡ ଉପରେ ଆଧାରିତ ଗୀତ କେମିତି ଲାଗିବ କିନ୍ତୁ ଗୀତଟି ଥରେ ଶୁଣିଲା ପରେ ଆଉ ଥରେ ଶୁଣିବାକୁ ଇଚ୍ଛା ହେଉଅଛି ବହୁତ ବହୁତ ଧନ୍ୟବାଦ Badanayak Bhaina ଙ୍କୁ ଶେଷ ସମୟରେ ଲୋକ ମାନଙ୍କୁ ଜାଗ୍ରତ କରିବାପାଇଁ ଏହି ଗୀତ ରଚନା କରିଥିବାରୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ Praise The LORD🙏...?

  • @abasalamparichha3002
    @abasalamparichha3002 Рік тому +4

    Praise the lord.......... ଅତି ସୁନ୍ଦର ଲେଖା..... ସମ୍ପୂର୍ଣ୍ଣ ଭାବରେ ମନଛୁଆଁ...👌👌👌✍️✍️✍️✍️🙏🙏🙏God bless you

  • @maheshkumarhikabadi3081
    @maheshkumarhikabadi3081 Рік тому +6

    ଏହି ନୁଆ ସକାଳରେ ଏହି ନୁଆ ମନ ଛୁଆ ଗୀତ ଶୁଣିବାକୁ ପାଇଥିବାରୁ ମୁ ବହୁତ ଖୁସି ଏହି ଗୀତ ବହୁତ ଭଲ thanks amit sir ଏହି ପରି ଗୀତ com posse karithibaru

  • @manojtoppo5232
    @manojtoppo5232 Рік тому +4

    Beautiful song.amen Amen.............
    Praise the lord

  • @user-gg1qb8ro2m
    @user-gg1qb8ro2m Рік тому +1

    ମୋ ହୃଦୟକୁ ସ୍ପର୍ଶ କଲା ଭାଇ ବହୁତ ଭଲ ହେଇଛି ଗୀତ ସରଗ ରାଇଜ ପରେ ଆଉରି ନରକ ଦଣ୍ଡ ନୂଆ ଗୀତ ଶୁଣିବାକୁ ପାଇଲୁ ଶଶାଙ୍କ ଶେଖର କଣ୍ଟରୁ ବହୁତ ଭଲ ଲାଗୁଛି ଏହି ନରକ ଦଣ୍ଡ ଗୀତ ଶୁଣି ଲୋକ ମାନେ ମନ ପରିବର୍ତ୍ତନ ହୁଅନ୍ତୁ
    Praise the Lord

  • @PRASADLIMAMUSIC
    @PRASADLIMAMUSIC Рік тому +69

    ହୃଦୟଭରା ଶୁଭେଚ୍ଛା ଓ ଅଭିନନ୍ଦନ
    ଅମିତ୍ ଭାଈ ....👏👏.
    ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ ଏବଂ ଗୀତରେ ଜଡ଼ିତ ସମସ୍ତଙ୍କୁ ପ୍ରଭୁ ପ୍ରଚୁରପରିମାଣରେ ଆଶିର୍ବାଦ କରନ୍ତୁ 👍👍

    • @Blessedwithjesus
      @Blessedwithjesus Рік тому +1

      Hallelujah ❤️ sir Really au apankara Sabu Geeta madhya sir may Prabhu apana samastanku tanka kamare lagantu in the name of Jesus ❤️ 😘 plz pray for me sir I have a exam otet 🥰 plz pray

    • @rasmitamali6817
      @rasmitamali6817 Рік тому +1

      Super sir....

    • @user-ud1rv6jt3u
      @user-ud1rv6jt3u 5 місяців тому

      Hallelujah.amen

  • @amielcomputercenter6943
    @amielcomputercenter6943 Рік тому +3

    Praise the Lord special thanks to smith badnayak and singer sushank shekar
    Lord bless you amith sir heart touch song and meaningful song for ending time for second coming jesus....

  • @sanjayapradhan6697
    @sanjayapradhan6697 Рік тому +5

    Praise the Lord very nice beautiful heart touching song

  • @pkgospelmusic6872
    @pkgospelmusic6872 Рік тому +1

    ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏହି ଗୀତ ପାଇଁ 🌹🌹🌹🌹🌹❤️❤️❤️❤️❤️

  • @GangaPadiami-dy8tg
    @GangaPadiami-dy8tg 7 місяців тому +1

    ନର୍କ ଗୀତ ବନାଇ ଥିବାରୁ thankyou sir ହେଇ ଗୀତ ଦୁଷ୍ଟ ମନକୁ ଦୂର କରୁଛି

  • @amarmajhi4677
    @amarmajhi4677 Рік тому +4

    Very sweet voice and beautiful song praise the lord

  • @James-qx1du
    @James-qx1du Рік тому +3

    Wow really heart ❤️ touching lyrics & song

  • @tonutonunachika7054
    @tonutonunachika7054 Рік тому +5

    Praise the Lord very nice song

  • @roanicreation6912
    @roanicreation6912 Рік тому +4

    ଅତି ସୁନ୍ଦର ଗୀତ ହେଉଛି ସାର୍ Praise the Lord

  • @roshannayak7621
    @roshannayak7621 Рік тому +1

    ଈଶ୍ବରଙ୍କ ଗୀତ ଗାଉଥିବାରୁ ଏହି ସମୟରେ ଓଡ଼ିଶାର ସମସ୍ୟାର ସମାଧାନ ହେବ ବୋଲି ମୋର ଆଶା

  • @timatmajhicreation
    @timatmajhicreation Рік тому +4

    So Beautiful Song Composition
    Praise the lord
    God bless you all of you

  • @Sulamanhansda
    @Sulamanhansda Рік тому

    ଅତି ସୁନ୍ଦର ଭାବ ପୂର୍ଣ୍ଣ ଗୀତ ରଚନା କରିଛନ୍ତି ପ୍ରଭୁ ଆପଣ ମାନଙ୍କୁ ଆଶିର୍ବାଦ କରନ୍ତୁ

  • @sisirkantamallick3765
    @sisirkantamallick3765 Рік тому +3

    Amazing composition.... really mind blowing.... Praise the lord 🙏

  • @jimendrakumar1842
    @jimendrakumar1842 Рік тому

    ସଦା ପ୍ରଭୁଙ୍କର ଗୌରବ ହଉ, ବହୁତ ସୁନ୍ଦର ଗୀତ ହୃଦୟସ୍ପର୍ଶୀ ଗୀତ,👍👍👍ଧନ୍ୟବାଦ

  • @anukasabar6402
    @anukasabar6402 Рік тому +3

    Very beautiful song
    Praise the Lord 🙏🙏🙏

  • @susantinayak240
    @susantinayak240 Рік тому +3

    Praise the Lord

  • @ChandraMajhi-ib3yu
    @ChandraMajhi-ib3yu 7 місяців тому +1

    ସାର୍ ଏହି ଗୀତ ମାଧ୍ୟମରେ ପବିତ୍ର ଆତ୍ମା ମୋ ସହିତ କଥା ହେଇଛନ୍ତି ଏବଂ ମୋ ପାପ ଦୋଷ ବିଷୟରେ ମତେ କହିଛନ୍ତି ଏହି ଗୀତ ଟି କୁ ପ୍ରତ୍ୟେକ ମଣିଷ ଶୁଣିବା ଆବଶ୍ୟକ ରହିଛି ଧନ୍ୟବାଦ ସାର୍ ପ୍ରଭୁ ଆପଣଙ୍କୁ ଅଧିକ ଆଶ୍ଵୀବାଦ କରନ୍ତୁ

  • @AnilKumar-hh7qt
    @AnilKumar-hh7qt Рік тому +3

    Beautiful song praise the lord God bless you all

  • @parsuramsagariaofficial1408
    @parsuramsagariaofficial1408 Рік тому +13

    ଯେଉଁମାନେ ସ୍ୱର୍ଗକୁ ଯିବେ Like କରନ୍ତୁ 👍

  • @mr.sureshtandingi953
    @mr.sureshtandingi953 Рік тому

    ଏହି ଗୀତ ସୁଣିକି ବହୁତ ଥକିତ୍ ଲାଗୁଚି ଆଇଗାଁ ଆପଣଙ୍କୁ କଟି କଟି ଧନ୍ୟବାଦ କରନ୍ତୁ ପ୍ରଭୂ ଯୀଶୁ

  • @rknayak8091
    @rknayak8091 Рік тому +2

    Beautiful singing n mind blowing lyrics God bless you all for brother's 🙏

  • @philipmashi6789
    @philipmashi6789 Рік тому +48

    Praise the Lord.... ଗୀତ ଟି ଅତି ସୁନ୍ଦର ହେଇଛି good lyrics... ଏ ଗୀତ ଶୁଣି ଗୋଟେ ପାପୀ ତା ମନକୁ ନିଶ୍ଚୟ ପରିବର୍ତନ କରିବ... ଆମେନ 💗❤💗

  • @SreenuMallick-fo9vu
    @SreenuMallick-fo9vu 11 місяців тому

    ଅତି ସୁନ୍ଦର ଭାବରେ ହେଇଛି ଏହି ଗୀତ ।
    ପ୍ରଭୁଙ୍କ ମହିମା ହେଉ ଆମେନ୍

  • @sushilnayak806
    @sushilnayak806 Рік тому +3

    Fantastic & Beautiful heart touching song. All Glory to God. ନରକ ଦଣ୍ଡରୁ ରକ୍ଷା ପାଇବା ନିମନ୍ତେ ଆମକୁ କିପରି ଭାବରେ ପ୍ରସ୍ତୁତ ହେବା ଆବଶ୍ୟକ, ତାହା ଜଣାଇ ତିଆରି କରାଯାଇଥିବା ଏହି ଗୀତଟି ବହୁତ ସୁନ୍ଦର ହୋଇଛି। ଏହି ଗୀତ ଦ୍ବାରା ପ୍ରଭୁ ଗୌରବ ପାଆନ୍ତୁ।

  • @Dinesh98765
    @Dinesh98765 Рік тому +3

    Beautiful❤❤❤

  • @ulekhkarada8088
    @ulekhkarada8088 Рік тому +1

    ଗୀତ ରଚନା ଏବଂ ସ୍ୱର ସଂଯୋଜନା ଅତିସୁନ୍ଦରମୟ ହୋଇଛି, ବହୁତ ସୁନ୍ଦର ହୋଇଛି ଗୀତ

  • @kainadigalofficial4089
    @kainadigalofficial4089 Рік тому +1

    ସତର୍କ ର ଘଣ୍ଟି ୨ ଥର ବାଜିଲାଣି ଏହି ଚ୍ୟାନେଲ୍ ଦ୍ଵାରା ଜାଗ୍ରତ ହୁଅ ବନ୍ଧୁ ଫେରିଆସ। ଧନ୍ୟବାଦ ବଡ଼ ନାୟକ ଆଜ୍ଞା, ଏ ପ୍ରକାର ଗୀତ ଆଜିର ସମାଜକୁ ଦେଇଥିବାରୁ।

  • @surendrapadra7508
    @surendrapadra7508 Рік тому +6

    ଗୀତ ଶୁଣି ଦେହ ଶୀତେଇ ଉଠେ ସାର୍, thanks, praise the Lord🙏🙏🙏🙏🙏

  • @hkmediaofficialchannel5631
    @hkmediaofficialchannel5631 Рік тому +1

    ଗୀତ ମସ୍ତ ହେଇଛି sir, Mind blowing,. Praise the Lord

  • @tejaswiniseth5034
    @tejaswiniseth5034 Рік тому +2

    very nice heart torching song. .praise the lord

  • @sabkuchvlogs1109
    @sabkuchvlogs1109 Рік тому +2

    Praise the LORD

  • @josepraita833
    @josepraita833 Рік тому +5

    Praise the lord..vry nice song God bless you amen 👍👍🤟⛪️⛪️🙏

  • @bipinpradhan3642
    @bipinpradhan3642 Рік тому +4

    Praise the Lord very beautiful song

  • @shine_gabriel4405
    @shine_gabriel4405 Рік тому +1

    ଗୀତ ଟି ବହୁତ ସୁନ୍ଦର ହୋଇଛି ।।। 👌👌

  • @Mathelvr
    @Mathelvr Рік тому +2

    Praise the lord 🙏 Gita bholo hoichhhi brother

  • @mahikumar217
    @mahikumar217 Рік тому +1

    ବହୁତ ସୁନ୍ଦର ହେଇଛି sir

  • @barnabapradhan6423
    @barnabapradhan6423 Рік тому +35

    Wow sir Praise the lord
    ବହୁତ ସୁନ୍ଦର ହେଇଛି ପ୍ରଭୁଙ୍କର ଏହି ଗୀତ ଦ୍ଵାରା ମହିମା ହେଉ
    ଏହି ଶେଷ ଦିନର ତୂରୀ ପାଇଁ 🙏

    • @Blessedwithjesus
      @Blessedwithjesus Рік тому +2

      Hallelujah ❤️ praise the Lord ❤️ Share this song among people ❤️ upload in WhatsApp status bother 🥰 God bless u

    • @dhameshpatamajhi
      @dhameshpatamajhi 10 місяців тому

      ua-cam.com/video/vb4fbDQF2iU/v-deo.html

  • @barunbira9170
    @barunbira9170 Рік тому +3

    So beautiful and heart touching song, with beautiful lyrics and singer, many many congratulations Praise the lord..

  • @dinabandhusameli4079
    @dinabandhusameli4079 Рік тому +1

    प्रभु की स्तुति हो प्रभु आप सभी को बहुत आशीष दे

  • @binoddigal8775
    @binoddigal8775 5 місяців тому

    ବହୁତ ହୃଦୟ ପୂର୍ଣ୍ଣ ଗୀତ ପ୍ରଭୁ ଆପଣସଙ୍କୁ ଆଶୀର୍ବାଦ କରନ୍ତୁ

  • @jisayasabarofficial5281
    @jisayasabarofficial5281 Рік тому +3

    Outstanding meaningful awareness song Thank u so much sir for this song

  • @daudkaludia9892
    @daudkaludia9892 Рік тому +4

    Nice song sir praise the LORD

  • @japetpani4909
    @japetpani4909 Рік тому +3

    Praise the lord thank you bro ଗୀତ ଟି ଅତି ସୁନ୍ଦର ହେଇଛି god bless all of you

  • @debasishnayak5811
    @debasishnayak5811 Рік тому +3

    Beautiful song... And God bless you all

  • @sajangantasajanganta2086
    @sajangantasajanganta2086 Рік тому +4

    Praise the Lord very nice heart touching song ❤️❤️

  • @sadaprabhumusic3566
    @sadaprabhumusic3566 Рік тому +2

    ବହୁତ ସୁନ୍ଦର ଗୀତ
    Really very beautiful 💖♥️
    Song and lyrics so nice📜🎵
    Glory of God 🙏
    God bless you

  • @babilonlimma8602
    @babilonlimma8602 Рік тому

    ବହୁତ୍ ସୁନ୍ଦର୍ ଲେଖା, ଏହି ଶେଷ କାଳରେ ପ୍ରଭୁଙ୍କ ଅମନ ନିମନ୍ତେ ପ୍ରସ୍ତୁତାର୍ଥେ ବହୁ ଉପଯୋଗୀ, ଯେଉଁମାନେ ଏହି ସଚେତନମୂଳକ ଗୀତରେ ସହଯୋଗୀ ପ୍ରଭୁ ପ୍ରତ୍ୟେକଙ୍କୁ ଆଶିର୍ବାଦ କରନ୍ତୁ ।

  • @Anantapatuofficial
    @Anantapatuofficial Рік тому +3

    100%right... Praise the lord

  • @nathinialdalabehera4534
    @nathinialdalabehera4534 5 місяців тому +1

    Sir thanks Lood very nice song my Arth thoshing song good bless you and Team

  • @ananyadigal
    @ananyadigal Рік тому +1

    Praise the lord, bhala heichi brothers,God bless all team Thanks

  • @rajendraparichha6028
    @rajendraparichha6028 9 місяців тому

    ଏକଦମ ସତ୍ୟ କଥା ଟି ଗୀତ ଆକାରରେ ଜଣାଇ ସମସ୍ତଙ୍କୁ ଜାଗ୍ରତ କରିଥିବାରୁ ବହୁତ ଧନ୍ୟବାଦ i ଏ କଥାଟି ସମସ୍ତେ ପ୍ରାୟ ଭୁଲି ଯାଇଥାନ୍ତି i

  • @sunitkumarnayakofficial466
    @sunitkumarnayakofficial466 Рік тому +5

    ଅତି ଚମତ୍କାର 👍👍👍👍👍. ପ୍ରଭୁ ଙ୍କ ମହିମା ହେଉ. Lord bless u every one......

  • @abrahmganda6083
    @abrahmganda6083 Рік тому +2

    Praise the Lord🙏... Amit Sir...

  • @ribikapradhan2574
    @ribikapradhan2574 9 місяців тому +1

    Ati ati madhura song bhai praise the lord 🙏🙏🙏🙏🙏

  • @sabinkumar5514
    @sabinkumar5514 Рік тому +3

    Brother, excellent song and lyrics. It's so sad and Heart touching song. May God bless you brother more and more.

  • @boazmajhi2644
    @boazmajhi2644 Рік тому +2

    So heart touching Song....... Praise of God....

  • @majhijackson1811
    @majhijackson1811 Рік тому

    ସର୍ବ ପ୍ରଥମେ ଗୀତ ରୋଚକ ଆଜ୍ଞାଙ୍କୁ. ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧୁର ନାମରେ ନମସ୍କାର. ତତ୍ପରେ ସମସ୍ତ ସହଯୋଗୀ ମାନଙ୍କୁ ମଧ୍ୟ ପ୍ରେମ ଭରା 🙏🏻..!
    ଏହି ଗୀତ ଯେତେ ଶୁଣିଲେ ସେତିକି ଶୁଣିବା ପାଇଁ ଇଚ୍ଛା ହଉଚି. ଶୁଣିକି ମୋର ସୃଷ୍ଟି କର୍ତ୍ତାଙ୍କୁ ସ୍ମରଣ କରୁଛି!

  • @hemantiharijan2653
    @hemantiharijan2653 Рік тому +1

    Bahut sundar heichi sir Gita beutifull singing beutifull lyriks beutifull song God bless you all ameen halleluya 🙏

  • @rajmallick9644
    @rajmallick9644 Рік тому +2

    Shashank sir voice is so nice....
    The song extremely matched to the voice.. love you sir

  • @Santoshkumarsuna92
    @Santoshkumarsuna92 Рік тому

    ଅତି ମନ ଛୁଆ ଗୀତ ସଦାପ୍ରଭୁ ଙ୍କ ଧନ୍ୟବାଦ ହେଉ God bless you all

  • @kutiamusic1783
    @kutiamusic1783 Рік тому

    ହୃଦୟ ସ୍ପର୍ଶି ଏବଂ ଗୁରୁତ୍ୱପୂର୍ଣ୍ଣ ଗୀତ ପାଇଁ ପ୍ରଭୁ ପ୍ରଚୁର ଭାବେ ଆଶିର୍ବାଦ କରନ୍ତୁ।

  • @rangetbhai4787
    @rangetbhai4787 Рік тому +2

    Very nice song Haleluya. Praise the lord

  • @kalabatipradhan8370
    @kalabatipradhan8370 Рік тому +2

    Praise the lord Amit badanayak sir 🙏🙏 God bless you

  • @tinasaul1159
    @tinasaul1159 Рік тому +4

    Very beautiful and meaningful song God bless you all the team of this song.

  • @samsondigalofficial1662
    @samsondigalofficial1662 Рік тому +4

    Supper I love this song.praise the Lord.May God bless u entire u r team

  • @simanchalnayak2388
    @simanchalnayak2388 7 місяців тому

    ପ୍ର ଭୁ ଗୌରବ ପାହା ତୁ Amen ସୁନ୍ଦର୍ କଣ୍ଟ ଦେହି ଥିବାରୁ

  • @sajenkumar8544
    @sajenkumar8544 Рік тому

    ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବ.. ❣️❣️♥️♥️ ଯୋହନ 11.40..

  • @dhaneshsagariadhaneshsagar1535
    @dhaneshsagariadhaneshsagar1535 5 місяців тому

    ❤ବହୁତ ସୁନ୍ଦର ଗୀତ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ।

  • @manojvlog567
    @manojvlog567 Рік тому +3

    Heart touching song. Amen🤲❤

  • @stylestudiomusic4u
    @stylestudiomusic4u Рік тому +1

    Nischaya ନରଗ ଦଣ୍ଡ ଅଛି ehi Gita srotamandoliku nischita paribartana anidaba....Praise the lord

  • @happymusicsoura
    @happymusicsoura Рік тому +3

    ଏହି ଗୀତକୁ ଶୁଣି ସମସ୍ତ ମନ ପରିବର୍ତ୍ତନ କରିବେ ବୋଲି ମୋ ଅନୁରୋଧ, praise the lord
    Good bless you all team

  • @manutakri194
    @manutakri194 Рік тому +2

    Praise the lord very nice song

  • @PRINCEKUMAR-ku9cy
    @PRINCEKUMAR-ku9cy Рік тому +2

    Praise The Lord ✝️✝️🙏🙏🙏🙏🙏❤️❤️💕

  • @christianstatusvideo4259
    @christianstatusvideo4259 Рік тому +1

    Praise the lord sir very nice song and voice sir sashank sekhar

  • @mrmanoj505
    @mrmanoj505 Рік тому +5

    Praise God.....
    Very nice song...
    Amiti sri...
    👌❣️💕💯🤲🤝

  • @mrtrinathgamer9731
    @mrtrinathgamer9731 Рік тому +1

    ସତରେ ବହୁତ୍ ବଳ ଗୀତ,ହୁଦୟ କୁ ଚୁହିଗଲା

  • @manojpradhan5874
    @manojpradhan5874 Рік тому

    ହାଇ ଅମିତ ଭାଇ ଗୀତ ଶୁଣି ବହୁତ ଖୁସି ଏ ଗୀତର ବହୁମୂଲ୍ୟ ଅର୍ଥ ଅଟେ ଲୋକେ ଏହି ଗୀତ ଶୁଣି ପରିବର୍ତନ ହୁଅନ୍ତୁ ଏହା ଆମର ପ୍ରାର୍ଥନା ଧନ୍ୟବାଦ ପ୍ରଭୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ ଆମେନ ❤️👌👍

  • @tangadakradika6153
    @tangadakradika6153 Рік тому

    Sir ନର୍କ ଦଣ୍ଡ ରଗୀତ ଶୁଣି ମୋ ଜୀବନରେ ଚମକିଲା ବହୁତ ବହୁତ ଭଲ ଲାଗିଲା ଧନ୍ୟବାଦ ଅମିତ ବିନାୟକ sir

  • @dilipsamal5296
    @dilipsamal5296 Рік тому +1

    Gita bahut Sunder heichi beautiful

  • @SKMUSICMINISTRY1992
    @SKMUSICMINISTRY1992 Рік тому +1

    Nice song, music Badanayak ji Shasank shekhar ji sang very good... All glory to the lord

  • @pankajinimunda3113
    @pankajinimunda3113 Рік тому +5

    Praise the lord nice song

  • @ltmusicofficial
    @ltmusicofficial Рік тому

    ବହୁତ ସୁନ୍ଦର ଗୀତ ହେଇଛି ବହୁତ୍ ସୁନ୍ଦର God bless you AB sir

  • @manasdigalofficial
    @manasdigalofficial Рік тому

    ବହୁତ ଭଲ ହେଇଛି ପ୍ରଭୁ ସମସ୍ତ team କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @junashkumarganta7555
    @junashkumarganta7555 Рік тому

    Superb composition....... ସତରେ ନରକ ଦଣ୍ଡ ଅତି ଯନ୍ତ୍ରଣା ଦାୟକ... ପ୍ରଭୁ ଆମକୁ ଉଦ୍ଧାର କରନ୍ତୁ.... ଆମେନ୍.....
    Junash Ganta...

  • @sidheswarMajhi-do5fm
    @sidheswarMajhi-do5fm 7 місяців тому +1

    Preise the lord sir for wonderful song 💐 very nice 👍

  • @sushilkumarekka4340
    @sushilkumarekka4340 Рік тому +10

    Praise the Lord.

  • @rtitosh1375
    @rtitosh1375 Рік тому

    ବହୁତ୍ ସୁନ୍ଦର୍ ହେଇଛି ହୃଦୟକୁସ୍ପର୍ଶି ଗୀତ

  • @kesabasanta581
    @kesabasanta581 Рік тому +5

    Praise the lord all brothers and sisters
    ବହୁତ୍ ବଢିଆ ଗୀତ ହେଇଛି ମୋ ବଡ଼ ଭାଇ