What a beautiful song. Listening again and again. Thanking god for given this excellent Talent to you amit bhai. We are listening this song and enjoying this Christmas Season.
My dada's Christmas songs are a magical blend of melody and warmth, creating a festive atmosphere that resonates joy and love. Each note seems to wrap the listener in the spirit of the season, making his music a cherished part of holiday celebrations.🎉🌲🌲
Praise the lord bhai ଏ ବର୍ଷର ସବୁଠୁ top song .ଭାରି ଖୁସି ଲାଗୁଛି ଆପଣଙ୍କୁ ପ୍ରଭୁ ସୁନ୍ଦର ଜ୍ଞାନ ଦେଇଛନ୍ତି ।ପ୍ରଭୁଙ୍କ ମହିମା ହେଉ ।ପ୍ରଭୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ଆଶୀର୍ବାଦ କରନ୍ତୁ
ସତରେ ଗୀତ ଗୋଟିଏ ଥର ଶୁଣିଲେ ପୁଣିଥରେ ଗୀତ ଶୁଣି ବାକୁ ଈଛା ହେଉଛି mind blowing heart touching very beautiful Composition ବହୁତ ବଢିଆ ଲାଗୁଛି ଗୀତ ଏ ବର୍ଷର ସୁପର ହିଟ୍ ନିଆରା ଧମାକା song ସରଗର
ଫଲ ❤❤❤
Praise the Lord , ବହୁ ତ୍ ସୁନ୍ଦର ହେଇଛି ,,ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମୋକୁ ଧନ୍ୟବାଦ୍ ଦେବା ସା ଥେ Brother Amit Bodnaik nku ମଧ୍ୟ ବହୁତ୍ ଧନ୍ୟବାଦ୍ ,ଏମିତି minning full song ଲେଖି ସୁଣାଉ ଥିବାରୁ ,,ପ୍ରଭୁ ଆପଣଙ୍କୁ ଆହୁରି ଆଶୀର୍ବାଦ କରନ୍ତୁ ଆଗକୁ ଏହିଭଳି ନୂଆ ନୂଆ ହୃଦୟ ସ୍ପୋର୍ଶି ଗୀତ ଲେଖିବାରେ ପ୍ରଭୁ ସାହାଯ୍ୟ କରନ୍ତୁ !!!!!
ଅତି ସୁନ୍ଦର ପ୍ରଭୁ ଯୀଶୁ ଙ୍କ ଗୀତ।।AMEN 🙏
Praise the Lord ବହୁତ ସୁନ୍ଦର ହେଇଛି ଗୀତ ଭାଇ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
👌👌 ଗୀତ ବହୁତ ଭଲ ହେଇଚି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କର ଧନ୍ୟବାଦ ହେଉ ଆମେନ
Hallelujah 😍 praise the lord 👑
I also like this song very much ❤️❤️❤️❤️❤️ saniya😅😅
Praise the lord ଅତିସୁନ୍ଦର ଭାବରେ ଗୀତ ଲେଖା ହୋଇଛି ଗୀତ କୁ ଅତିସୁନ୍ଦର ଭାବରେ ଗାଇଛନ୍ତି
ବହୁତ ସୁନ୍ଦର ହେଇଛି
ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ
ବୋହୁତ ବଢିଆ ଗୀତ ହୋଇଛି ପ୍ରଭୂ ଆଶୀର୍ବାଦ କରନ୍ତୁ 🙏🏻🙏🏻🙏🏻
Praise the Lord sir.. Probhu nka gourobo heu.. Very nice and very meaning full song.. God bless you and your family
Prass tha Lord sir ✝️🙌ଗୀତ ବହୁତ ସୁନ୍ଦର ହେଉଛି ସାର ରଈଶ୍ବର ଗୌରବ ପାଆନ୍ତୁ ହାଲେଲୁୟା ।
ସରଗର ଫୁଲ ବହୁତ ଭଲ ହୋଇଛି ❤❤❤❤🛐🛐⛪⛪⛪⛪⛪🛐
ଅତି ସୁନ୍ଦର ଲେଖା ଓ ଅତି ସୁନ୍ଦର ଗୀତ sir good blessed you
Praise the lord, ସବୁ Christmas 🎄 🎄 🎄 ଗୀତ ଭିତୁରୁ No1ଏ ବର୍ଷର marketing ଗୀତ, ଅମିତ୍, ଏବଂ ସଲିମ sir ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।।। ଏବଂ ଧନ୍ୟବାଦ ଦେବୀ ସସାଙ୍କର sir ଙ୍କୁ ବହୁତ ସୁନ୍ଦର ଭାବେ ଗାଇଛନ୍ତି।।।
ହୃଦୟକୁ ମୋର ଛୁଇଁ ଗଲା ଏହି ଗୀତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ ବହୁତ ସୁନ୍ଦର ଗୀତ ବହୁତ ସୁନ୍ଦର କଣ୍ଠଦାନ ଅଟେ ❤❤❤❤❤ଆମ୍ଭମାନଙ୍କର ଉଧରକର୍ତା ଙ୍କ ଅମିନ
ବହୁତ ସୁନ୍ଦର ଅର୍ଥ ପୁର୍ଣ ଗୀତ...ପ୍ରଭୁ ଗୌରବ ପାନ୍ତୁ...
Such a beautiful emotion and meaning seems in this song,which dedicates to our almighty.may god bless you all....
ବହୁତ୍ ବଢିଆ ହେଇଛି ସାର୍ ଗୀତ ❤❤❤❤ ହ୍ୟୁମାନ ସାଗର ସାରଙ୍କ ପାଇଁ ମଧ୍ୟ ଗଟେ ଗୀତ ମିଳିଥିଲେ ଭଲ ହେଇଥାନ୍ତା ଏହି christmaas ବଡଦିନ ପାଇଁ
Shashank sir nk song bhala laguni ki
ଏତେ ଖାସ୍ ଲାଗୁନି
ପ୍ରଭୁ ଯୀଶୁଙ୍କ ନାମ ଗୌରବ ହେଉ
Nice song ଖ୍ରୀଷ୍ଟମାସ ପାଳନ ଶାନ୍ତିପୂର୍ଣ୍ଣ ପାଇ
Praise The Lord, beautiful happiness, valueable song in The name of Jesus 🙏🙏🙏
Jesus bless all the team members....🎉🎉🎉Amen
Praise the Lord Bro.
ପ୍ରଭୁ ଙ୍କ ମହିମା ହେଉ ( pas...Isaac Nag burla) God bless you
O nice lyrics sir sabhu ଠାରୁ ବହୁତ୍ ଅଲଗା ପ୍ରକାର ର meaning ହେଈଚି 🎉🎉🎉🎉 ଅତି ସୁନ୍ଦର ଭାବେ ସଜେଇଲ sir ଈଶ୍ପର ଆସିର୍ବାଦ କରନ୍ତୁ
ବହୁତ ସୁନ୍ଦର ଗୀତ ବହୁତ ଭଲ ଲାଗେ ଶୁଣିବାକୁ happy happy Christmas 🎉🎉🎉
ଅତି ସୁନ୍ଦର ଗୀତ
Wow thank you Sir❤❤❤❤❤❤❤❤❤
Praise the lord sir
Nice song and music happy Christmas to all
ପ୍ରଭୁ ଯୀଶୁଙ୍କର ମହତ୍ ନାମ ଧନ୍ଯ ହେଉ ଖ୍ରୀଷ୍ଟ ମାସ୍ ଯୀଶୁଙ୍କର ଜନ୍ମ ଦିନ ଉପଲକ୍ଷେ ସୁନ୍ଦର ଗୀତ ମାଧ୍ୟମରେ ପ୍ରଭୁଙ୍କ ନାମ ଗୌରବ ହେଉ ❤❤❤🎄🎄🎄🙏
ପ୍ରଭୁଙ୍କ ନାମର ଗୌରବ ହେଉ 🙏🙏🙏...ଏହି Christmas season ର ଏକ ଅନନ୍ୟ ହୃଦୟ ସ୍ପର୍ଶୀ ଭରା ଗୀତ.. ଅତି ସୁନ୍ଦର ଲେଖା,ଗାୟନ,ତଥା ସମସ୍ତ ସ୍ୱର ସଂଯୋଜନା..👍🏻👍🏻
Praise the lord very very nice song
Wow❤ so super heart touching Song ❤ Praise the lord ... Aamen 🤲🙏 always My Hero Jesus ❤bless to all team❤❤
Glory to God for this wonderful song
Praise the Lord best composition so good singing God bless all of you
Magnificent and unbelievable and one of the must topest and sweetest and super duper hit song of this year Christmas song .God bless you AMIT sir 🎉🎉❤❤
ବହୁତ ଭଲ ହୋଇଛି ଗୀତ 🎉🎉🎉
🎉🎉❤❤❤❤❤ Praise The Lord God Bless You
Praise the lord 😇beautiful song 🎉🎉🎉
Praise the lord
ବହୁତ ସୁନ୍ଦର ଗୀତ ହୋଇଛି ଭାଇ, ବହୁତ ଭଲ ଲାଗିଲା, May GOD Bless U Brother... Praise the LORD
Praise the lord Sir..
Nice lyrics and music ❤️👍
Happy Christmas to all
Wow wonderful Lyrics and singing everything is awesome
Thank you so much sir may God bless u and your family members
Best 👌
ଗୀତ ବହୁତ ସୁନ୍ଦର ହେଇଛି ❤❤❤
Naic song ❤️❤️❤️✝️
Wow praise god 🙌wondarful song Brother 👌🥰God bless you ଗିତ ଟି ବହୁତ ସୁନ୍ଦର ହୋଇଛି 👌ପ୍ରଭୁଙ୍କର ମହିମା ହେଉ 🙌🙏👌👌👌👌💃💃💃💃💃💃💃💃💃Love you so much Brother 🥰💃💃💃💃💃💃👌👌👌👌👌ପ୍ରଭୁ ଆପଣଙ୍କୁ ଆହୁରି ଏମିତି ସୁନ୍ଦର ସୁନ୍ଦର ଗିତ ଲେଖିବା ପାଇଁ ସାହାଯ କରନ୍ତୁ ଏହି ମୋର ପ୍ରଭୁଙ୍କ ଠାରେ ପ୍ରାର୍ଥନା 🙏
ଆମକୁ ସୁନ୍ଦର ଗୀତ ଦେଇ ଥିବାରୁ ଧନ୍ୟବାଦ 🎉🎉❤❤
❤ ବହୁତ ବଡ଼ିଆ ହେଇଛି ଗୀତଟି ଯେତେ ଥର ଶୁଣିଲେ ମଧ୍ଯ ଶୁଣିବାକୁ ଇଛା ଲାଗୁଛି
ପ୍ରଭୁଙ୍କ ରାଜ୍ୟ ଆସୁ ❤❤❤❤
Praise the lord 🙏🙏 amen hallelujah hallelujah 👏👏
Praise the lord Thank you Jesus 🙏✝️❤️
Amit Badanayak ଭାଇ ପ୍ରଭୁ ଅଧିକ କରୁ ଅଧିକ ଆଶିର୍ବାଦ କରନ୍ତୁ
ବହୁତ ବଢିଆ, ବହୁତ ସୁନ୍ଦର 👌💐👍
ସଦା ବେଳେ ଅମିତ୍ Sir ରଙ୍କ ପ୍ରଯୋଜନା ଓ ସଂରଚନା ଭଲ ଲାଗେ ଆମେନ୍.❤❤❤❤
So cute song 💓 so lovely ....this dhoon will be fantastic in our Christmas ceremony......
ବହୁତ ବଢିଆ ✝️❤️❤️❤️
Praise the lord sir 🙏
Such a beautiful song ❤
Mind blowing 😊
Outstanding Arrangement & Composition ❤️❤️😊😊❤❤
God place you Bro
Ati Sundar gana bahut achha laga 🎉🎉🎉
Amen Halleluiyah thank you
❣️ Jesus ❣️ superb nice sog God blessed always
ଅତି ସୁନ୍ଦର ଭାବରେ ଲେଖିଛନ୍ତି ପ୍ରଭୁ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ Amit bhai
ଗୀତ ଟି ବହୁତ ସୁନ୍ଦର ହେଇଛି ।ଲେଖା ଯେମିତି ସ୍ୱର ସଂଯୋଜନା ସେହିପରି ବହୁତ ଭଲ ଲାଗିଲା । ଆମେନ୍
ଏହି ଗିତଲେଖିଥିବାରୁ ବହୁତ ବହୁତ ଧନ୍ୟବାଦ୍
Prabhunkoro mahima hou a geeto duara....aati sundor lekha aati sundoro geeto...God bless you all team members
Meaning Full song Awesome ❤🎉
Wow. Actually who take this flower their everything will change ❤😘😘
Praise the lord bhai Very very nice song bhai mo mana nachiuthuchhi bhai Thans bhai God biess you❤❤❤❤❤
What a beautiful song.
Listening again and again.
Thanking god for given this excellent Talent to you amit bhai.
We are listening this song and enjoying this Christmas Season.
Happy Christmas 🎄🎁🎄🎁 very nice 👍👍 song
Praise the lord. Bahut badhiya gita.Prabhu samastanku prachur bhabare asirbad karantu.❤❤❤❤❤❤❤❤❤
Praise the lord very nice song ❤❤❤ sir
ବହୁତ ବହୁତ ସୁନ୍ଦର ❤❤❤❤❤❤❤
My dada's Christmas songs are a magical blend of melody and warmth, creating a festive atmosphere that resonates joy and love. Each note seems to wrap the listener in the spirit of the season, making his music a cherished part of holiday celebrations.🎉🌲🌲
God bless you brother very nice song praise the lord
Praise the lord 🙏
Bahut badia heichi
ବଢିଆ, ଆମେନ
Nice,❤songs,ବହୁତ୍, ଭଲହେଇଛି, thank you Jesus❤❤❤❤
ବୋହୁତ ଭଲ ଲାଗୁଛି ଭାଇ...
Praise the lord happy Christmas nice song
ପ୍ରଭୁଙ୍କ ଗୌରବ ହେଉ,ବହୁତ୍ ସୁନ୍ଦର ମନଛୁଆଁ ହେଇଚି ।
Yea ❤❤❤❤my father jesus amen
God bless u
ବୋହୁତ ମୋଜା ଲାଗୁଚି
Amit sir.God bless you & Use you for his glory more n more...🙏
My favourite singer to song is a best
Bahut sundar haechi gita❤ God bless you always
Congratulations 🎉🎉🎉🎉🎉🎉🎉🎉🎉🎉🎉🎉
Bahut badhiya Geeta
Praise the lord 🙏 bht Sundar Gita au music competition and best singing ever 😊👌
Praise the lord 🙏 Very Beautiful song
God bless you. Heart touching song 💘💘💋💯💯💯💯💯💯💯💯. All the best 👍👍👍🙏🙏💯🙏🙏💯🙏🙏💯
Praise the Lord 👍👍👍
God always with you 🙏 for creation the wonderful songs 🎵 praise the Lord..
Congratulations
🎉🎉 Christmas song ଖୁବ୍ ଭଲ ହୋଇଛି। God bless all your team......
Beautiful song congratulations to the entire team
ଶାରଣର ଗୋଲାପ ଫୁଲ ଏକ ମାତ୍ର ପ୍ରଭୁ ଯୀଶୁ | | ସରଗର ଫୁଲ ପାଇବା ନୁହଇ ସହଜ ବନ୍ଧୁ | ବାସ୍ତବରେ ସେ ଫୁଲ କେତେ ସୁନ୍ଦର |
ଡେରି ହେଲେ ବି ଏତେ ସୁନ୍ଦର ଗୀତ ଭେଟି ଦେବା ପାଇ ଧନ୍ୟବାଦ ||
ଗୀତ ରଚନା, ସ୍ୱର ସଂଯୋଜନା, ସଙ୍ଗୀତ ପରିଚାଳନା ଓ କଣ୍ଠ ଦାନ ଅତି ଉଚ୍ଚ କୋଟିର ହୋଇଚି ||
ସମସ୍ତଙ୍କୁ ବଡଦିନର ଅଭିନନ୍ଦନ ||
Prabhu nka mahima heu , Happy Christmas 🎄❤
Glory Glory and Glory to God ✝️