Baishistya 12th Google Meet || October 6, 2024 ||

Поділитися
Вставка
  • Опубліковано 9 жов 2024
  • ବୈଶିଷ୍ଟ୍ୟ ଅକ୍ଟୋବର ମାସ ଆଭାସୀ ଆସର ୨୦୨୪, ୬ ତାରିଖ , ସନ୍ଧ୍ୟା ୬.୩୦
    ଏଥର ଆସର ଅତିଥି :-
    ଧରିତ୍ରୀ ଛୁଟିଦିନ ଫର୍ଦ୍ଦ ସମ୍ପାଦିକା ରୋଜାଲିନ ମହାନ୍ତି
    ଗାଳ୍ପିକା, କବି ଏବଂ ଅଭିମାନ ପ୍ରକାଶିନୀ ପ୍ରତଷ୍ଠାତ୍ରୀ ମାନମୟୀ ଦାଶ ରଥ
    ଆଲୋଚନା ବିଷୟ :- ପାର୍ବଣରେ ଗପସପ
    ସଂଯୋଜନା:- ଶୀତଲ୍ ମିଶ୍ର
    ଗଳ୍ପ ପଠନ:-
    ବିଜୟଲକ୍ଷ୍ମୀ ପାଣିଗ୍ରାହି
    ବିନେଶ ସାମଲ
    ତପସ୍ଵିନୀ ଦାଶ ଷଡ଼ଙ୍ଗୀ
    ପତିତପାବନ ପାଣି
    ରୁଦ୍ରମାଧବ ସାହୁ
    ରଶ୍ମିତା ବେହେରା ଚିନୁ
    ଆସର ପରିଚାଳନା:-
    ବୈଶିଷ୍ଟ୍ୟ ଶୁଭେଚ୍ଛୁ ମଣ୍ଡଳୀ ସଦସ୍ୟା - ସସ୍ମିତା ମହାନ୍ତି
    ବୈଶିଷ୍ଟ୍ୟ ସମ୍ପାଦିକା - ଶ୍ୱେତପଦ୍ମା ପାଢୀ ତ୍ରିପାଠୀ
    ବୈଶିଷ୍ଟ୍ୟ ସମ୍ପାଦକ - ଦେବାଶିଷ ଆଚାର୍ଯ୍ୟ

КОМЕНТАРІ • 5

  • @chandramisra1753
    @chandramisra1753 2 дні тому

    ସୁନ୍ଦର ଆସର୍ l ସମସ୍ତ ଗାଳ୍ପିକ , ଗାଳ୍ପିକା ମାନେ ବହୁତ ସୁନ୍ଦର ଗଳ୍ପ ଶୁଣାଇଲେ l ମନ ଖୁସି ହୋଇଗଲା l

  • @minakshidwivedy1713
    @minakshidwivedy1713 День тому

    Manu aau Roji maam nka alap bht badhiya lagila.❤
    Bht sunder asara..💐

  • @sheetalkahaniaaukabita9997
    @sheetalkahaniaaukabita9997 2 дні тому

    ପାର୍ବଣ ର ଉତ୍ସବ 🎉🎉🎉

  • @abhimansancharaachannelfor3984

    ଆସରରେ ସାମିଲ ହୋଇ , ସମସ୍ତଙ୍କ ସ୍ନେହ ଆଦର ପାଇ ଖୁବ୍ ଉତ୍ସାହିତ ହୋଇଥିଲି । ନିରଵଚ୍ଛିନ୍ନ ଭାବରେ କାମ କରୁଥିବା ବୈଶିଷ୍ଟ୍ୟ ପରିବାର ପାଇଁ ଶୁଭକାମନା ।