ପୁଣି ଚର୍ଚ୍ଚାରେ ନବୀନଙ୍କ ଫ୍ଲାଇଙ୍ଗ କିସ୍,ପାଣ୍ଡିଆନଙ୍କ କବଜାରେ ବିଜେଡି! | Terachha Baana | ତେରଛା ବାଣ |

Поділитися
Вставка
  • Опубліковано 22 жов 2024

КОМЕНТАРІ • 24

  • @arunakumardash2850
    @arunakumardash2850 5 днів тому +3

    ମଞ୍ଜ କଥା

  • @manojkumarsaint7803
    @manojkumarsaint7803 5 днів тому +2

    After some days BJD out from Politics.

  • @chitraguptadas2921
    @chitraguptadas2921 5 днів тому +1

    ପାଖରେ ଶୁଏ ଯେ କାନରେ କୁହେ, ତା କଥାକି କେବେ ଅନ୍ୟଥା ହୁଏ I
    ପ୍ରେମରେ ବଡ ସାନ ନାହିଁ, ଗୋଡ ମରାମରି, ହାତ ଭିଡାଭିଡି ସବୁ ପ୍ରେମର ଅତ୍ୟାବଶ୍ୟକୀୟ ଅଙ୍ଗ I
    ପ୍ରିୟ ଜନ ବିନା ଜଗତ ଅନ୍ଧାର, ଜୀବନ ବୃଥା I
    ପ୍ରେମୀ ଯୁଗଳକୁ ବିଛିନ୍ନ କରିବାକୁ ଚିନ୍ତା କରୁଥିବା ବ୍ୟକ୍ତି ପାପୀ I ପ୍ରେମ ଦୀର୍ଘଜୀବି ହେଉ!

  • @sidd5547
    @sidd5547 5 днів тому +2

    ବିଜେଡି ଏକ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଯାହାର ମାଲିକ ନବୀନ ପଟ୍ଟନାୟକ ଥିଲେ। ଆଖି ମାଇଲେ, ନାଳେଇଲେ... ନିଜେ ଫସିଲେ ଓ କମ୍ପାନୀ ସହ ନବୀନ ନିବାସ ମଧ୍ୟ ପାଣ୍ଡୁ କୁ ବିକିଦେଲେ। ଆଜି ପାଣ୍ଡୁ ଏହାର ମାଲିକ। ନବୀନ ଗୋଟିଏ ରବର ଷ୍ଟାମ୍ପ। ତେଣୁ ପାଣ୍ଡୁ ରହିଛି ନବୀନ ନିବାସ ଭିତରେ ଓ ଗୋଟି ଚାଳନା କରୁଛି। ଏହା ଚାଲୁ ରହିବ ତେଣୁ ଯିଏ ଯୁଆଡେ ପାରୁଛ, ଛାଡି ପଳାଅ।

  • @pitambrarout8724
    @pitambrarout8724 5 днів тому

    କାର୍ପଣ୍ୟ

  • @SukmarMishra
    @SukmarMishra 5 днів тому

    Pandian sir is best for Odisha ❤
    Pandian should take responsible about BJD

  • @lluluLuludas
    @lluluLuludas 5 днів тому

    ବିଭିଷଣ ର କାହାଣୀ ବର୍ତ୍ତମାନ ଦଳର କୁମ୍ଭକର୍ଣ୍ଣମାନେ କହୁଛନ୍ତି ସେମାନେ ମହାଦେବ ଙ୍କୁ କେବେ ଦର୍ଶନ କରି ପାରି ନାହଁ।ନ୍ତି କେବଳ ବାସୁଆ ବଳଦ ରେ ଚଳିଗଲେ ଲୁଚିଛି ନା ଗୋଟ ୨ଟା ଦିଶୁଛି। ଆଲେ । ମୁଖୀ ଆପଣା ମହତ୍ତ ଆପେ ରଖି,

  • @niranjanpanda8574
    @niranjanpanda8574 5 днів тому

    ଏଯାଏ ପୁରୁଣା ସରକାର ଦୁର୍ନୀତି ତଦନ୍ତ ହେଇ ନାହି। ତଦନ୍ତ ହେଲେ ଅବସ୍ଥା କଣ ହେବ?

    • @shivaprasadsamal8665
      @shivaprasadsamal8665 5 днів тому

      Immediate corruption enquiry କଲେ political vandata କୁହାଯିବ, ସବୁ ବିଜେଡି ଵାଲା ଏକଜୁଟ ହଇଯିବେ. ବର୍ତମାନ ଅମର ଶତପଥି, ଲେନିନ ମହାନ୍ତି, ଦେବାଶିଷ ସମନ୍ତେୟ, ପ୍ରଦୀପ ମାଝୀ ସୌଭିକ ବିଶ୍ୱାଳ, ଦାମ ପୁଅ, ବାବା ପାଟଶାଣୀ, ସଂତୃପ୍ତ ମିଶ୍ର ଙ୍କ ଅବସ୍ଥା ଦେଖ. ଲୁଣ ଚିନି ପାଣିରେ ମିଳେଇଲା ଭଳି ବିଜେଡି ବିନା କ୍ଷମତା ରେ ପାଣୁ ପ୍ରଧାନ୍ୟତା ରେ ସମୟ ସହ ମିଳେଇଯିବ. Then most of the bjdians will be single without strengh n power position.

  • @SusantaMunda-b5t
    @SusantaMunda-b5t 5 днів тому +1

    B j d dalaku amiti niti bani darakar

  • @DasarathiSoren-j6i
    @DasarathiSoren-j6i 5 днів тому

    Pandian k baad lelin and samprupta BJP k liye plus point

  • @UmakantaDas-ws5mi
    @UmakantaDas-ws5mi 5 днів тому

    Nabin
    Bastad
    Pandian
    Jhabad

  • @sarojkumarmohanty6139
    @sarojkumarmohanty6139 5 днів тому +1

    Pandu au Naveen babunka bhitare kounasi kounasi bhaga banta ku nei salasutura achhi ,Naveen babunkara kichhi durbbalata Pandu Babu janichanti ,Sethi paine Naveen Babu Pandu babunku chhadi paru Nahanti ,

  • @ParabirPanda-to3rh
    @ParabirPanda-to3rh 5 днів тому

    NP can do even worse.CM is allowing him to do so.

  • @aksahoo346
    @aksahoo346 5 днів тому

    Anabila Prema ra jouthi thaa a Sethi flying kiss diaaja a