ବିଜେଡି ବିଭାଜନ ଆସନ୍ନ!ପ୍ରସନ୍ନ ଆଚାର୍ଯ୍ୟ ନୂଆ ସଭାପତି? | Terachha Baana | ତେରଛା ବାଣ |
Вставка
- Опубліковано 19 жов 2024
- ବିଜେଡି ବିଭାଜନ ଆସନ୍ନ!
ପ୍ରସନ୍ନ ଆଚାର୍ଯ୍ୟ ନୂଆ ସଭାପତି? | Terachha Baana | ତେରଛା ବାଣ |
Join this channel to get access to perks:
/ @terachhabaana
For Advertisement, contact us at - News13Odisha@gmail.com
ଓଡ଼ିଶାରେ ମହାରାଷ୍ଟ୍ର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବିଜେଡି ନେତା ଅମର ଶତପଥୀ ଠାରୁ ଆରମ୍ଭ ହୋଇଛି🎉ପ୍ରଧାନମନ୍ତ୍ରୀ ଛଅମାସ ସମୟ ମଧ୍ୟରେ ବିଷଫୁରଣ ଓଡ଼ିଶା ଦେଖିବ🎉ଖୁବ୍ ଶିଘ୍ର ନବୀନ ପଟ୍ଟନାୟକ ପାଣ୍ଡିଆକୁ ଛାଡିବ ନହେଲେ ଶଙ୍ଖଚିହ୍ନଛାଡିବ ନହେଲେ ସଭାପତୀ ପଦ ଛାଡିବ ସବୁପରେ ଏକା ରହିବ ନବୀନ ଲଣ୍ଡନକୁଯିବ🎉
ନବୀନ ବାବୁ ଜଣେ ଶିକ୍ଷିତ ବ୍ୟକ୍ତି, ଦ୍ୱିତୀୟରେ ସେ ମଦ୍ୟପାନ କରନ୍ତି.
ତୃତୀୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ. ସ୍ମରଣ ଶକ୍ତି କମି ଗଲାଣି.
ଚତୃର୍ଥରେ ତାଙ୍କ ସରକାର କେବଳ ଏକ ପ୍ରଚାର ସର୍ବସ୍ୱ ସରକାର ଥିଲା ଏବଂ ଦୁର୍ନୀତିର ହିମାଳୟ ଉପରେ ଠିଆ ହେଇଛି.
ଜଣେ ଶିକ୍ଷିତ ବ୍ୟକ୍ତି ହିସାବରେ ସେ ଓଡିଶା ଛାଡି ଯେଉଁଠାରୁ ଆସିଥିଲେ ସେଠାକୁ ପଳାନ୍ତୁ କିନ୍ତୁ ବିଜେଡି ରହୁ.
Yes
ବିପିନ୍ ବାବୁ ଆପଣ ଆଜି ଜାଣିଲେ ବୋଧେ । ଏ ଖବର ମୁଁ ଷୋହଳ ତାରିଖ ରୁ ଜାଣି ସାରିଲୁଣି।ଅନ୍ୟ ଚେନାଲ ଦେଇ ସାରିବା ପରେ ଆପଣ ସେ ପୁରୁଣା ଖବର କୁ ନେଇ ଆସୁଛନ୍ତି
ଏହି TV channel ର ସାମ୍ୱାଦିକ ମିଛ କଥା କୁହନ୍ତି। ଏହାଙ୍କ କଥା କେହି ବିଶ୍ବାସ କର ନାହିଁ। ଏହି ବିପିନ ଦାସ ଗୋଟେ ମିଛ ମଣିଷ। ଦୁଇ ମାସ ତଳେ କହୁ ଥିଲେ ବିଜୟ ମହାପାତ୍ର ବିଜୁ ଜନତା ଦଳ ର ସର୍ବେ ସାର୍ବା ହେବେ। ବିପିନ ଦାସ ମିଛୁଆ।
ସେ ଭିଡ଼ିଓ କ୍ଲିପ୍ send କରନ୍ତୁ
ବହୁତ୍ ବଢିଆ news.
🙏👍❤
All the best
ବିପିନବାବୁ ଆପଣ ସ୍ପଷ୍ଟଭାବରେ କହୁଛନ୍ତି ଏକନାଥ ସିଂ, ସିଂ ନୁହେଁ ସିନ୍ଦେ
ନବୀନ ପଟ୍ଟନାୟକ ଯେପରି କର୍ମ କରିଛି, ସେ ଫେସବୁ ସେ ପାଇ ପାଇ ଭୋଗିବାକୁ ଯାଉଛି।
Very good
Jay Jay Jagannath 🎉
ମହାଶୟ ଆପଣଙ୍କ ------ରେ ପରିସ୍ରା ପଡିବଣି ତେଣୁ ବାଚାଳ ଭଳି ଗପୁଛନ୍ତି, ଆପଣ ଙ୍କ ଭାଷା ଓ ଶବ୍ଦ ବହୁ କଟୁକାର ଲାଗୁଛି ଏଥିରୁ ବିରତ ରହିଲେ ଆପଣ ଙ୍କର ଓ ଆମର ହିତ ସାଧନ ହେବ !
ଆପଣ ଶୋଇ ଯାଆନ୍ତୁ ସେଇଥିରେ ମଙ୍ଗଳ ହେବ
❤❤❤❤😂
ଅବଶ୍ୟ ଆପଣଙ୍କ ଅନୁକରଣ ଟି 98% ଠିକ ହୋଇ ପାରେ ! ନବୀନ ଜଣେ ବଡ଼ ଅଭିନେତା ! ନବୀନର
ଅଭିନୟ ଓଡ଼ିଆ ମେଣ୍ଢା ବୁଝିପାରନ୍ତି ନାହିଁ ! ହୁଏ ତ
କିଛି ଦିନ ପାଇଁ ବିଜେଡି ସଭାପତି ପଦ ଛାଡ଼ିଦେଇ ପାରେ ନବୀନ ! ଲୋକ ମନକୁ ବୁଝାଇବାପାଇଁ ! ଆଉ ଓଡ଼ିଆ ମେଣ୍ଢା ଭାବବିହଳ ହେଇଯିବେ ନବୀନ କେତେ ଭଲ , ଆମ ପାଇଁ ପଦ ଛାଡିଦେଉଛନ୍ତି ! କିନ୍ତୁ ସେ ସମୟ ଆଉ ନାହିଁ ! ନବୀନ ମରିକି 7 ଥର ଜନ୍ମ ନେଲେ ବି କ୍ଷମତାକୁ ଆସିବ ବହୁତ କଷ୍ଟ !
Bipin babu apana jaha Bahu bilambare kahuchhanti eha Satya kintu apananka bhali sambadika ehaku ete sighra khulasa karibara na thila.Ehar Karan apana nije khojantu bhalaheba.Ta chhada apana nijar garima bajaya rakhi nijar head line diantu bhala heba.jadi bayasadhika jogu ba nijar purba raga Rakhi ebhali kahu thanti tebe nije biral heba sahita nijar ebang nija channelra samman haraibe.jay jagannath Swami.jay panchasakha Bipin babunku sadbudhi diantu,o dirghayu karantu eha more jagannathnka nikatare prarthana.
ଏକନାଥ ସିଂ ନା ସିନ୍ଧେ । ଠିକ ଭାବେ କୁହନ୍ତୁ
Why BJP Govt. Not taking any action agaist currupt Officer and Minister of BJD Govt. We Odia people eagerly awaiting for Govt. action vurruption.
Iam first one to See. .
Pandian,manas mangaraj & bobby das bjd ra patana haba darkar
We do want legal actions against BJD's corrupt politicians shortly,nothing else matters.
ଉପକୂଳ ଏମ୍ ଲ ଏ ବିରୋଧ କରିବେ।
Paisa sabu Pandian hatare au nua dala chaliba kemiti?
ବିଜେଡି ନେତା ମାନେ ଦଳ ଡିଆଁ ହେଉଥିବା ହେତୁ କେମିତି ନ ଦେଗିବା ପାଇଁ ଓ ବିଜେଡି ଦଳ ନ ଭାଙ୍ଗିବା ସେଥିପାଇଁ ଏହା ଏକ ଚକ୍ରାନ୍ତ
Eknath Singh Nuhen Eknath Sindhe.
sindhe ହିଁ କୁହା ଯାଇଛି। ଧ୍ୟାନର ସହିତ ଶୁଣନ୍ତୁ ଆଜ୍ଞା
ଏକା ଗଛର ଫ ଳ,ବାଜେ ଥଳ ଥଳ, କାହାକୁ କହିବି କିଏ କେତେ ନା,ନିଜ ଘଇତା ର ଗୁଣ ଯେତେ ।।,,,,,,,,
BJD bibhajana heba darakara
No predication for future of BJD. Expected result may shown after 5 years.
ସାରେ, ନାଁ ଟାକୁ ବଦଳେଇ ଦିଅନ୍ତୁ। ବିପିନ ଦାସ ଜାଗାରେ ବିଜେପି (ର) ଦାସ କରି ଦିଅନ୍ତୁ। ଗରମ ପାଣି ଫୋପାଡି ଆଉ ଯେତେ ଷଡ଼ଯନ୍ତ୍ର କରିବ ?? ଦୟାକରି କହିବେ କି, ବିଜେଡି ଭାଙ୍ଗି ଗଲେ ଓଡ଼ିଶାର କଣ କ୍ଷତି ହେବ କିମ୍ବା କିଛି ବିଧାୟକ, ନେତା ବିଜେପିରେ ମିଶିଲେ ବିଜେପିର ଅବା ଓଡ଼ିଶାର କଣ ଲାଭ ହେବ। ଯଦି ପାଣ୍ଡିଆନ୍ ଓଡ଼ିଶାର ପଇସା ଲୁଟ୍ କରିଛି ତେହେଲେ ଏବେ ଯାଏଁ ତାଙ୍କୁ ଜେଲ୍ ପଠେଇ ନାହାନ୍ତି କାହିଁକି ମୋହନ ସରକାର। ପାଣ୍ଡୁ ଆଉ ବିଜେପି ଶୀର୍ଷ ନେତାଙ୍କ ଭିତରେ କି ଅଘୋଷିତ ସମ୍ପର୍କ ଅଛି।
Tu nijhe BJD chamsa and Naveen buda chela Toro Naveen buda and BJD BJP pare
Eknath sing nuhe Angya Eknath Sindhe
Nabeen pakhra tanka kimiti baharikariheb?
Bipin Babu apana BJP paid
Sadhjantra nuha jyojana kuhantu
Bjd vangigalani naveen pain tamil pain
Sir ebe election sarici , BJD kunji jete tanka kharcha karichi , neta ka pakhaku abika pc asiba nahi , sangatan bina tanka re caliba nahi , abika party power re bhi nahi . Option hela BJD party ra tanka ku semanak control re nebe , sangatan ku strong karibe . BJP 40 ru kama mla, 4 mp hele misei ba nahi
I do not trust anyone. I know most of them over the years. My experience and 2cents understanding : I know most of them and what they do when they visit foreign countries and what they do when they go back. "Aloo dosha" and sickening mindset has to change."It is ok to think yourself cunning and oversmart, but it is stupidity to think others are stupid because others are good and ethical." I hope Prabhu Jagannatha give sadbudhi to sassoonkaris. 🙏🙏🙏🙏
Voters of Odisha have got enough punishment for thei blind favour for BJD. Navina Pattnayak may be a gentle man but he betrayed Odisha people by supporting currupt minister and officer to control BJD. Navin you have got blessing of people now time came for obtaing unpleasnt crush of people.
Aknath sindhe sange Prasanna Acharya saman nuhanti ki sindhe bhalia dum Acharya nka nahin
ଦଶ ଜଣ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ନେଇ ୨୦୦୨ରେ ବିଭାଜନ କରି ଲୋକସଭା ବାଚସ୍ପତିଙ୍କ ଦ୍ଵାରା ସ୍ଵତନ୍ତ୍ର ଗୋଷ୍ଠୀର ମାନ୍ୟତା ପାଇଥିବା ଲୋକ ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ଆଜ୍ଞା
Copyright of badakhabar
Eknath Sinde sie , Au Balasaheb takre ka ideology sahit asichanti , Ground re loka support achi , Tanka ideology BJP tu adhik hindutva badi . Kintu Ajit poewr BJP beka re Sapa Basichi bhalia . BJP ku maharastra re 60% seat re ladhi baku haba , na hele strong goverment heba nahi
Mulyahin khatha rakha
Ata gote maha galua
ଆପଣ ଏଏଠାରୁ ତାଠାରୁ ଖବର ଆଣି ବଖାଣୁଛ
ଭଲ ଲାଗୁଛି ତ?
Odisha re Abe bahut bachasksr sambadik nka abirvab ghatichi se mananka madhyare s babu jane
Tu mg tanka khia loko tanka khiki jaha kahiba katha kahibu