ରାଣ୍ଡି ରାଣ୍ଡ କାହାକୁ କୁହନ୍ତି /କଳିଯୁଗରେ ସତକହିଲେ ମାଡ଼ କାହିଁକି/ଗାୟିକା:-ବାଗ୍ନିବାଣୀ ଉର୍ମିଳା ସାହୁ/odia pala

Поділитися
Вставка
  • Опубліковано 27 сер 2024
  • #urmilasahoopala
    #urmila sahoo pala
    #urmila sahu pala
    #basanta sahoo pala comedy
    #urmila
    #odiapala
    #pala
    #odiapalacomedy
    #odiapalabhajan
    #badipala
    #amaodishanataka
    #full pala

КОМЕНТАРІ • 107

  • @taranisenmahanta51
    @taranisenmahanta51 9 місяців тому +8

    ଚମତ୍କାର ପାଲା ପରିବେଷଣ ।
    ମୋର ପ୍ରିୟ ଗାୟିକା । ମୁଁ ଆଜ୍ଞାଙ୍କର ନିୟମିତ ଶ୍ରୋତା। ଆପଣଙ୍କର ସହ ମୋର ସାକ୍ଷାତ ବି ହେଇଛି । ଜଡିପଦା (ଝଲରା),କେନ୍ଦୁଝରରେ ମୁଁ ଆପଣଙ୍କର ପାଲା ପରିବେଷଣ ଆଗ ଧାଡ଼ିରେ ବସି ଦେଖିଛି। ଆଜ୍ଞା ପ୍ରଣାମ।❤❤

  • @asitrout7659
    @asitrout7659 Рік тому +5

    🙏🙏🌹ପ୍ରଣାମ. ନାରାୟଣ ସ୍ୱାମୀ ଙ୍କର ଜୟ

  • @rajanchhatria5337
    @rajanchhatria5337 Рік тому +12

    ଗାୟୀକା ବାଗ୍ନିବାଣୀ ଙ୍କର ପାଲା ପରିବେଷଣ
    ବହୁ ଉଚ୍ଚ କୋଟିର ପ୍ରଣାମ

  • @sabitanandasabita698
    @sabitanandasabita698 2 місяці тому

    Jay pravu narayana

  • @jagannathdalai1383
    @jagannathdalai1383 Рік тому +3

    ଅତି ସୁନ୍ଦର ଭାବରେ ପାଲା ପରିବେଶଣ କରିଛନ୍ତି

  • @gwsipun345
    @gwsipun345 5 місяців тому +1

    ପାଲା ପାଇଁ ଆଡଭାନସ ରଖୁଛନ୍ତି କିନ୍ତୁ ପାଲା କରିବା ପାଇଁ ଆସୁନାହାଁନ୍ତି ଫନରେବି ମନା କରୁ ନାହାନ୍ତି

  • @samratsahu3237
    @samratsahu3237 3 місяці тому +1

    Bahut sundar

  • @chandanbarik3887
    @chandanbarik3887 2 місяці тому

    Jai shree hari🙏🙏🙏🚩🚩

  • @pramodkumar-ws2ow
    @pramodkumar-ws2ow Рік тому +19

    ଅତି ସୁନ୍ଦର ଭାବରେ ପାଲା କଳାକୁ ପରିବେଷଣ କରି ଥିବାରୁ ଆପଣ ଙ୍କୁ ଅଶେଷ ଧନ୍ୟବାଦ୍

  • @chhabipradhan4049
    @chhabipradhan4049 9 днів тому

    Sudra 🎉🎉

  • @satyaranjanbehera6886
    @satyaranjanbehera6886 Рік тому +5

    Didi ର ପାଲା ମତେ ବୋହୁତ ଭଲ ଲାଗେ ❤

  • @srikrushnacreation8833
    @srikrushnacreation8833 Рік тому +4

    Pala amiti heba darakaar, ati sundar 🌹❤🌹

  • @snehalatapurohit9538
    @snehalatapurohit9538 3 місяці тому

    ❤❤

  • @duryodhanmahanta7711
    @duryodhanmahanta7711 8 місяців тому +2

    ବହୁତ ସୁନ୍ଦର ପରିବେଷଣ

  • @mantribarbehera9802
    @mantribarbehera9802 9 місяців тому +2

    Jakas pala sundar ati sundar 🙏🏿🙏🏾🙏🏾🙏🏿🙏🏿🙏🏾🙏🏾🙏🏿🙏🏿🙏🏾🙏🏾🙏🏿🙏🏿🙏🏾🙏🏾🙏🏿

  • @sabitanandasabita698
    @sabitanandasabita698 Місяць тому

    🙏🙏🙏♥️♥️♥️♥️

  • @akshyakumarmishra2703
    @akshyakumarmishra2703 Рік тому +3

    ଆପଣଙ୍କ ପାଲା ମତେ ବହୁତ ଭଲଲାଗେ ମା ଶାରଳା ଆପଣଙ୍କୁ ସାଥ ଦିଅନନ୍ତୂ

  • @Smruti2562
    @Smruti2562 8 місяців тому +5

    Very beautiful, marvelous pala

  • @bijayakumarsahoo4469
    @bijayakumarsahoo4469 Рік тому +3

    Best Pala

  • @user-cf1qh8tv9l
    @user-cf1qh8tv9l 7 місяців тому

    ମା ଆପଣଂକ ପାଲା ପରିବେଷଣ ଉଚ୍ଚ କୋଟୀର ଓ ଅତି ସୁନ୍ଦର,ସୁରତାଳ ମନକୁ ଛୁଇଁଲା ଭଳି ଓ ଯିଏ ସଂପୂର୍ଣ୍ଣ ଶୁଣିବ ମନକୁ ପାଇବ ମାମ

  • @jkstutorial
    @jkstutorial Рік тому +3

    ଯୋଗାଯୋଗ ନମ୍ବର ସହ ଠିକଣା ଦେବାକୁ ଅନୁରୋଧ । ଗାୟିକା ଙ୍କ ପାଲା ପରିବେଷଣ ବହୁତ ଭଲଲାଗିଛି।

  • @padmanavpuhan1420
    @padmanavpuhan1420 3 місяці тому

    ଆପଣଙ୍କ ସ୍ୱର ସଂଯୋଜନା ସ୍ପେଶାଲ।

  • @niranjandehuri7435
    @niranjandehuri7435 4 місяці тому

    Apankara pala bohutabhala lagedidi

  • @sudarsanpanda942
    @sudarsanpanda942 Рік тому +3

    Nice❤

  • @jadumanimajhi3990
    @jadumanimajhi3990 Рік тому +30

    ମୁଁ ପ୍ରଥମ ରୁ ହିଁ like କରି ଦଉଛି ! ମୋତେ ବହୁତ ଭଲ ଲାଗେ ମାଆ ଙ୍କ ପାଲା ପରିବେଷଣ !! ମୁଁ ମୋ ନିଜ ମାଆ ଭଳି ସମ୍ମାନ କରେ !!ଅତି ସୁନ୍ଦର ଅତି ସୁନ୍ଦର ଅତି ସୁନ୍ଦର ପ୍ରଶଂସା କରିବାକୁ ଭାଷା ନାହିଁ !! ମୁଁ ବହୁତ ଗର୍ବିତ ଆପଣ ଙ୍କ ଭଳି ଗାୟିକା ଆମ ଓଡିଶା ରେ ଅଛନ୍ତି !!🙏🙏🙏

    • @surendrabarik8415
      @surendrabarik8415 Рік тому

      .

    • @subhalaxmibarik4148
      @subhalaxmibarik4148 11 місяців тому +2

      7:20

    • @sushiljena036
      @sushiljena036 8 місяців тому

      ମୁଁ ଆପଣଙ୍କ ପାଲା କହିବା ଗାଇବା ଶୈଳି କୁ ମୋର ପ୍ରଶଂସା ଆଉ ଭାଷା ନାହିଁ ଏସବୁ ଜଗନ୍ନାଥଙ୍କ ନିର୍ଦ୍ଦେଶ ଆପଣଙ୍କ ଆଡିସନ୍ ଯୋଗା ଯୋଗ ନିମନ୍ତେ ଆପଣଙ୍କ ନମ୍ବର ଦିଅନ୍ତୁ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @user-cx2yk6lg3s
    @user-cx2yk6lg3s 4 місяці тому

    ❤gayikano 1+paleaano1....maygodblasseyou.

  • @amrasulivillageevident4928
    @amrasulivillageevident4928 Рік тому +8

    ଏମିତି ହୁଏ ପାଲା❤❤❤❤

  • @RajendraKumar-tf9kg
    @RajendraKumar-tf9kg Рік тому +3

    👌

  • @rasmiranjanmallick6986
    @rasmiranjanmallick6986 Рік тому +5

    ଚମତ୍କାର ପରିବେଷଣ 👌🙏

  • @manasindrajit4955
    @manasindrajit4955 Рік тому +3

    Jay Jagannath 🙏🙏🙏

  • @bhaskarsahu786
    @bhaskarsahu786 7 місяців тому

    ସୁନ୍ଦର ସୁନ୍ଦର ସୁନ୍ଦର

  • @sangramkeshari590
    @sangramkeshari590 Рік тому +1

    ଜୟ ଜଗନ୍ନାଥ

  • @vumiandvumi9898
    @vumiandvumi9898 8 місяців тому +1

    🙏🙏🙏🙏

  • @gwsipun345
    @gwsipun345 5 місяців тому

    Pala pain advance rakhuchhanti kintu pala gaiba pain asu nanhanti phone re bi mana Karu nanhanti

  • @sanjitsutar7626
    @sanjitsutar7626 4 місяці тому

    Jay Jagannath Jay odisha

  • @user-xj5ce8st7d
    @user-xj5ce8st7d 7 місяців тому

    Bahut sundar kalakar ❤️❤️🙏🙏

  • @satyasurjhankar
    @satyasurjhankar 7 місяців тому +1

    ଅତ୍ୟନ୍ତ ଆନନ୍ଦ ଦାୟକ "ମା " ଙ୍କ ପାଲା ପରିବେଷଣ... 🙏

  • @prativapradhan9980
    @prativapradhan9980 5 місяців тому

    Sundar paribesan.gabhir gyan.

  • @surashpradhan7509
    @surashpradhan7509 4 місяці тому

    Good good very good

  • @manoranjannayak2000
    @manoranjannayak2000 7 місяців тому

    Verybeautiful, toon

  • @user-dz8zq4bb3l
    @user-dz8zq4bb3l 7 місяців тому

    Very beautiful pala

  • @arunbesan4085
    @arunbesan4085 8 місяців тому

    Bahut Badia Pala

  • @DehuryManojkumar
    @DehuryManojkumar 4 місяці тому

    Didi apaka pala very nice

  • @prakashlovesjhili6352
    @prakashlovesjhili6352 8 місяців тому

    Bahut sunder

  • @prasantasamal4606
    @prasantasamal4606 8 місяців тому

    Bhout sundar

  • @sukantasahani2319
    @sukantasahani2319 8 місяців тому

    Sundar Pala

  • @akshyakrnayak4364
    @akshyakrnayak4364 7 місяців тому

    Atti sunder pallaparibesan

  • @ashokswain9880
    @ashokswain9880 Рік тому +1

    Very nice

  • @kalyanimohanty2442
    @kalyanimohanty2442 8 місяців тому

    ପ୍ରଣାମ ଅପା ପିଲାମାନଙ୍କର ଏକୋଇଶି ଆ ହୟ ବା ଶେଳପୁଜା ରେ ନାରାୟଣ ପୁଜା ବା ପାଲାର ବିସେଶ୍ଵତ କ'ଣ ଆଉ କିଛି ପୁଜା କରନ୍ତି ନାହିଁ କାହିଁକି

  • @basudevmaharana2916
    @basudevmaharana2916 Рік тому +3

    ରେକଡିଁ ଅଧାରୁ ସାରି ଦେଉ ଛନ୍ତି, ଵିଷୟ ସାରି ହେଉ ନାହିଁ

  • @kaustubadehery539
    @kaustubadehery539 8 місяців тому

    Bahut sundar 🙏🙏😍🥰

  • @bhaskarsahu786
    @bhaskarsahu786 7 місяців тому

    ତୁମେ ମା ପାଲା ଗାହାଣ ନୁହେଁ ପାଲା ନୁହଁ ମୁକ୍ତାମାଳା ଶତତ ପାଲାମୁକ୍ତାମାଳା ବିଜୟୀ ଜୟୀ

  • @pradipnayak9300
    @pradipnayak9300 9 місяців тому

    ଜୟ ଜୟ ଜଗନ୍ନାଥ 🙏🙏🙏

  • @sairam1838
    @sairam1838 Рік тому +1

    Jay Jagannath

  • @siddharthasankarray1236
    @siddharthasankarray1236 Рік тому

    Excellent mind-blowing mesmorize terrific outstanding marvelous extraordinary & very very beautiful Pala

  • @animeshbehera5695
    @animeshbehera5695 11 місяців тому

    Sundar upasthapana

  • @ajoyabehera7707
    @ajoyabehera7707 8 місяців тому +1

    Didi your pala is best all words are full correct jaganath bless you atti sundar

  • @brahmanadabehera2396
    @brahmanadabehera2396 Рік тому +1

    Badhia...

  • @srinukumar8581
    @srinukumar8581 8 місяців тому

    Madam bahut sunder pala

  • @sudhirkumarkar9632
    @sudhirkumarkar9632 Рік тому

    Good very good pala.

  • @canarabank1435
    @canarabank1435 8 місяців тому +1

    i like you , very very beautiful..................................... knn au kahibi

  • @akshyakumarmishra2703
    @akshyakumarmishra2703 11 місяців тому +1

    ଶ ଆମ କାରତିକ ପୁଜାକୁ ଆସିଥିେଲ ଚାଟରା ବଢିଆ ପାଲା

  • @gautamdas6212
    @gautamdas6212 10 місяців тому

    Ate supper

  • @krishnasamanta4802
    @krishnasamanta4802 11 місяців тому

    👍🌹

  • @nigamanandacreation7100
    @nigamanandacreation7100 Рік тому

    Jayguru

  • @jugeswarmeher2638
    @jugeswarmeher2638 Рік тому +2

    ଏ ପାଲା କେତେ ଟଙ୍କା ପଡ଼ିବ ଆମ ବଲାଙ୍ଗୀର ଜିଲ୍ଲାର ଏକ ଗାଉଁଲି ଗାଁ ରେ ପରିବେଷଣ କରିବା ପାଇଁ

  • @GhanshyamMajhiKing
    @GhanshyamMajhiKing Рік тому

    Jai Hind

  • @subratkumardas5146
    @subratkumardas5146 10 місяців тому

    Nice

  • @user-ut4rt5ts6z
    @user-ut4rt5ts6z 6 місяців тому

    ମା ବହୁତ ଭଲ ଲାଗେ ଆପଣ କଂ ପାଲା ତାର ଉପମା ନାହିଁ

  • @BhdgvdhYegehkjd-mw2or
    @BhdgvdhYegehkjd-mw2or Рік тому

    Super

  • @santoshkumarmishra3439
    @santoshkumarmishra3439 8 місяців тому

    Thank you sister god bless you

  • @sudhalsahoo6422
    @sudhalsahoo6422 Рік тому

    Good

  • @ratikantabarik1851
    @ratikantabarik1851 Рік тому +22

    ଯେମିତି ବି ହଉ ମା ଙ୍କୁ ଡାକିବି ପାଲା ପରିବେଷଣ ପାଇଁ।।ମା ଙ୍କ ପାଲା ପରିବେଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।।🙏🙏🙏🙏

  • @chittaranjannanda9660
    @chittaranjannanda9660 Рік тому

    Jayaghannath 🙏🙏🎉

  • @puspalataswain1384
    @puspalataswain1384 Рік тому

    Jay maa

  • @chaitanyabariki810
    @chaitanyabariki810 8 місяців тому

    ଜୟ ସତ୍ୟନାରାୟଣ

  • @JayantaKumarMohanty-ni8st
    @JayantaKumarMohanty-ni8st 8 місяців тому

    Ati. Sundara pAla thanks❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @bijayasong6126
    @bijayasong6126 6 місяців тому

    Mu sikhya karibi

  • @srijaganath
    @srijaganath 9 місяців тому

    ଆପଣ ଶହେରୁ ଶହେ ଠିକ୍ କଥା କହିଛନ୍ତି

  • @siluparida9486
    @siluparida9486 3 місяці тому

    Madam adress ta kauthi apana nkara

  • @krishnakripa33
    @krishnakripa33 10 місяців тому +2

    Are you mad ,whatever you are explaining everything wrong .please don't miss guide to people .I am from Orissa ,when I come back to Orissa 100% I will meet you personally.

  • @jaydurgafabricationsteel8251
    @jaydurgafabricationsteel8251 8 місяців тому

    Contact kemiti heipariba

  • @linabarik249
    @linabarik249 10 місяців тому

    Mam kemiti mane rakhu chhanti

  • @user-oz3jk3xg3u
    @user-oz3jk3xg3u 7 місяців тому

    Namaste 🙏 mu sarbeswar kshetriay pls apananka number

  • @niranjanmohanty696
    @niranjanmohanty696 Рік тому

    ATI Sundar laguchi plz mob no

  • @Bapinasafali1919
    @Bapinasafali1919 Рік тому

    contact number dia

  • @arati1710
    @arati1710 Рік тому

    Bahut sundar

  • @mangulicharanjena7380
    @mangulicharanjena7380 8 місяців тому

    Very nice

  • @Ghost_Gaming68
    @Ghost_Gaming68 5 місяців тому

    ପାଲା ପାଇଁ ଆଡଭାନସ ରଖୁଛନ୍ତି କିନ୍ତୁ ପାଲା କରିବା ପାଇଁ ଆସୁନାହାଁନ୍ତି ଫନରେବି ମନା କରୁ ନାହାନ୍ତି

  • @user-jg4ht7ru6g
    @user-jg4ht7ru6g 9 місяців тому

    Best Pala

  • @nigamanandacreation7100
    @nigamanandacreation7100 Рік тому

    Jayguru

  • @Ghost_Gaming68
    @Ghost_Gaming68 5 місяців тому

    ପାଲା ପାଇଁ ଆଡଭାନସ ରଖୁଛନ୍ତି କିନ୍ତୁ ପାଲା କରିବା ପାଇଁ ଆସୁନାହାଁନ୍ତି ଫନରେବି ମନା କରୁ ନାହାନ୍ତି