Visitors Stuck At Middle Of River Nagavali In Rayagada | Rescue Operation On

Поділитися
Вставка
  • Опубліковано 16 лип 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Website :- kanaknews.com/
    Instagram :- kanaknewsof...
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #RiverNagavali #rescueoperation

КОМЕНТАРІ • 626

  • @prasantnaik6473
    @prasantnaik6473 Рік тому +119

    ସରକାରଙ୍କୁ ଅନୁରୋଧ ସଙ୍ଗେ ସଙ୍ଗେ ହେଲିକ୍ୟାପଟେର ନେଇ ଉଦ୍ଧାର କରାଯାଉ ଦୁହି ଜଣଙ୍କୁ 🙏🙏🙏

    • @Sunilk9777
      @Sunilk9777 Рік тому

      Perfect line 💯

    • @selfstudy9278
      @selfstudy9278 Рік тому +1

      Daudire asi haba

    • @prasantnaik6473
      @prasantnaik6473 Рік тому +9

      Alreddy ଡ଼ଉଡ଼ିରେ ଉଦ୍ଧାର କରା ହେଲାଣି ଓ ଦୁହିଜଣ ଆଇସାରିଲେଣି ଲ. ଏବେ ସେମାନେ ଠିକ ଅଛନ୍ତି, କିଛି ଅସୁବିଧା ହୋଇନାହିଁ thanks NDRF teem god bless you

    • @suraprasadbehera8503
      @suraprasadbehera8503 Рік тому

      right bro

    • @sasmitasahoo2309
      @sasmitasahoo2309 Рік тому

      Helicapter sahajya kariparib

  • @prasadmajhi6465
    @prasadmajhi6465 Рік тому +132

    🌅 ସରକାର ପ୍ରତ୍ୟେକ ଜିଲ୍ଲାରେ ହେଲିକପ୍ଟର ଦିଅନ୍ତୁ,ମାଁ ମଝିଘରିଆଣୀ ମାଁ ସାହା ହୁଅନ୍ତୁ🙏🙏🙏

    • @swapnilhembram
      @swapnilhembram Рік тому +2

      ରାଫେଲ ବିମାନ ଦେବ......

  • @sidharthamishra4318
    @sidharthamishra4318 Рік тому +91

    Arindam ଙ୍କ ଘଟଣାର ପୁନରାବୃତ୍ତି ନ ହେଉ।

  • @amareshamohanty69
    @amareshamohanty69 Рік тому +106

    ସେ ଦୃଶ୍ଯ ସବୁ news channel କହୁଛନ୍ତି । କିନ୍ତୁ helicopter କାହିଁକି ଆସୁନାହିଁ । ବାୟୁସେନାର ସହାୟତା କାହିଁକି ନିଆ ଯାଉନାହିଁ ?

    • @santosh34554
      @santosh34554 Рік тому +1

      Helicopter Khali Bodo neta nko payin

    • @azurbleh
      @azurbleh Рік тому +2

      Because you need a helipad for it to land besides it requires hell lot of skills to climb into a flying helicopter, bit mistake may end up falling into the water it's way more dangerous than you are thinking duh

    • @bkbutu9801
      @bkbutu9801 Рік тому

      ua-cam.com/video/DOaPyuPBcJ4/v-deo.html.

    • @deeptinaik510
      @deeptinaik510 Рік тому

      Yes your right

  • @riteshkumar0121
    @riteshkumar0121 Рік тому +10

    ବହୁତ ବଢ଼ିଆ ଝାଡ଼ା ବାନ୍ତି ରୋଗୀଙ୍କୁ ଦେଖିବାକୁ ଯାଇ ନଈ ମଝିରେ କେମିତି କେମିତି ଲୋକ ଅଛନ୍ତି ।ରୋଗୀ ରୋଗରେ ନୁହେଁ ଆଙ୍କ ଟେନସନରେ ମରିଯିବେ ହେ ଭଗବାନ୍ କିଛି କର

  • @odianewstodays
    @odianewstodays Рік тому +81

    ମୁଁ ବି ଅର୍ଥ କରି କହୁନାହିଁ କିନ୍ତୁ ମୋର କହିବା କଥା ହେଲା ପର୍ଯ୍ୟଟକ ହୁଏତ ଜଙ୍ଗଲରେ ବୁଲନ୍ତି କିନ୍ତୁ ନଦୀ ମଝିରେ କଣ କରୁଥିଲେ ଯେଉଁ ସମୟର ମୌସୁମୀ ବର୍ଷା ଜାରି ରହିଛି, ସେମାନେ କଣ ଲାଇଫ ସର୍ଭାଇଭର୍ ସୁଟିଂ କରୁଥିଲେ ନା ଅଭିଜ୍ଞତା ହାସଲ କରୁଥିଲେ ଏଗୁଡ଼ିକ ଚିନ୍ତା କରିବା କଥା , ଯାହା ବି ହେଉ ସେମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଉ

    • @dkswainvlogs
      @dkswainvlogs Рік тому +4

      Pagala gote gote thanti 🤪

    • @odianewstodays
      @odianewstodays Рік тому +3

      @@OD30VLOGMKG ହଁ ପରା ବୁଲା ବୁଲି କରନ୍ତୁ କିଛି କଥା ନାହିଁ କିନ୍ତୁ ସ୍ଥାନ କାଳ ଦେଖିବେ ନା ନାହିଁ ଏବେ ଯେଉଁ ଅସୁବିଧା ହେଉଛି

    • @muktikantaswain5695
      @muktikantaswain5695 Рік тому +2

      Kichhi udhar kariba darkar nahin sevsale Nadi vitaraku kahin jaithile sale ebe nam nio

    • @sashibarik9076
      @sashibarik9076 Рік тому +2

      Right bro

    • @SauravKumar-ck6cr
      @SauravKumar-ck6cr Рік тому +1

      ରୀଲ ବନେଇବା କୁ ଯାଇଥିଲେ ଏଗୁଡା

  • @sukantpatnaik3187
    @sukantpatnaik3187 Рік тому +72

    ହେଲିକାପଟର ଆଣ ଓଡିଶା ସରକାର ର ଦାଇତ୍ୱ ହୀନ ଭଳି ଲାଗୁଚି....

    • @MSD_FANS579
      @MSD_FANS579 Рік тому

      Paisa nahi petrol pai. 😀😀

    • @jkmusicplus999
      @jkmusicplus999 Рік тому +1

      Helicopter personal bike ନୁହେଁ ଯେ ସାଙ୍ଗେ ସାଙ୍ଗେ ପଳେଇବ। ଏଥିରେ ଦାୟିତ୍ଵ ହିନ କିଏ ସରକାର ନା ସେମାନେ?

    • @meera9818
      @meera9818 Рік тому

      @@MSD_FANS579 🧐😂😂

    • @asishnaik402
      @asishnaik402 Рік тому

      @@jkmusicplus999 ta mana tama chahucha samana mari gantu

  • @dharitrimishra3442
    @dharitrimishra3442 Рік тому +7

    Arindam Sir nka katha mane padi jauchi😭😭😭😭😭Jaldi udhhar hei jaantu.... Jai maa mangala🙏

  • @bhalapila3443
    @bhalapila3443 Рік тому +5

    ଭାଷ କହିବାକୁ ଇଛା ହଉଛି ଶଳା ଦେଖୁଛ ମଝିରେ ଫସି ଯାଇଛନ୍ତି ତାକୁ ପୁଣି ଦୌଡ଼ି ପକେଇବା safegurd ଦେବା ବାଳ ହେଲିକେପ୍ଟର ରେ ନବୀନ ବୁଲିବ ଏଥି ରଶି ଲଗେଇ ନଦୀ ମଝିରୁ ଉଦ୍ଧାର ହେବ ବା ବା ତମ ବୁଦ୍ଧି କୁ ଶଳା ସଙ୍ଗେ ସଙ୍ଗେ ହେଲିକେପ୍ଟର ମଗାଅ ଆଉ ଶୀଘ୍ର ଉଦ୍ଧାର କର ମୋ କଥା ରେ କେତେ ଜଣ ଏକ ମତ like କରନ୍ତୁ

  • @sashibarik9076
    @sashibarik9076 Рік тому +6

    ଆରେ ସେଠି ଲୋକ ମାନେ ଏମିତି କଣ ପାଇଁ ହଉଛନ୍ତି ଯଦି ଗୋଡ ଖସିଯିବ ସେମାନେ ବି ଭାସିଯିବେ so ପ୍ଲଜ଼ ଏମିତି ସେଠି ହୁଅନ୍ତୁନାହିଁ

  • @priyasamal5310
    @priyasamal5310 Рік тому +2

    ଆଉ ଅଳ୍ପ କିଛି ଯେବେ ପାଣି ଆସିଯାଏ ଦୁଇ ଜଣ ଭାସିଯିବେ ଆଉ ଜୀବନ ଚାଲିଯିବ ଏ ଦୁଇଜଣଙ୍କୁ ଯେମିତି ବି ହେଉ ଉଧାର କରାଯାଉ

  • @billaxx6700
    @billaxx6700 Рік тому +4

    Please bhagaba amanku banchei dia🙏🙏🙏🙏🙏😭😭😭

  • @jkmusicplus999
    @jkmusicplus999 Рік тому +9

    ଆରେ ଭାଇ କଥାରେ ଅଛି କାଦୁଅ କୁ ଯିବ କାହିଁକି ଗୋଡ ଧୋଇବ କାହିଁକି । ନଈ ଭିତରେ କଣ ପାର୍କ ଥିଲା ବୁଲିବାକୁ ଯାଇ ଥିଲ । ସବୁତ ତ ଖାଲି ସରକାର ର ଭୁଲ ନୁହେଁ ? ନିଜର କିଛି ଭୁଲ୍ ନାହିଁ। ଆଉ helicopter କାହା ବାପାର ନୁହଁ ଯେ ଯିଏ ଯୋଉଠି ଫସିବ। ସଙ୍ଗେ ସଙ୍ଗେ helicopter ଉଦ୍ଧାର ପାଇଁ ପଳେଇବ।

  • @jayjagannathtemple8945
    @jayjagannathtemple8945 Рік тому +30

    ଓଡିଶା ରେ ଉଦାଯାହାଜ ନାହିଁବା ଏଟା ଓରିଶା ଏଠି କୋଉ ସରକାର ର ଆଉକତ ନାହିଁ 😁

    • @bkbutu9801
      @bkbutu9801 Рік тому

      ua-cam.com/video/DOaPyuPBcJ4/v-deo.html.

    • @tapanbehera5924
      @tapanbehera5924 Рік тому

      Mg naveen ki baala karuchhi

    • @srabankumar8037
      @srabankumar8037 Рік тому

      Gandi fuleiki Soithiba Nabin magya

    • @tapanbehera5924
      @tapanbehera5924 Рік тому

      @@srabankumar8037 chhuchaare chief minister😂😁😂

    • @akashmeher9130
      @akashmeher9130 Рік тому

      Are bhai odisa re bahut Kichi nahi just one cricket acedmy au jete achi sabu bekar

  • @barunabehera
    @barunabehera Рік тому +11

    ସେଇ ମୂର୍ଖ କାମ ପାଇଁ ହାତୀ ବଞ୍ଚେଇ ପାରିଲ ନାହିଁ ଅଥଚ ଅନ୍ୟ ମାନଙ୍କ ଜୀବନ ଚାଲିଗଲା

  • @Nstar111
    @Nstar111 Рік тому +1

    ଅଗ୍ନିସମ ବିଭାଗ କୁ ନ ପଠା ଯାଇ.
    ଯଥାଶୀଘ୍ର ବାୟୁସେନ ବିଭାଗ କୁ ପଠାଇଲେ ଉଚିତ ହେବ
    ନହଲେ ବହୁତ ବଡ଼ ଅଘଟଣ ଘଟିଯିବ.
    ତୁମ news ଟିମ ଠିଆ ହୋଈ news କଲେ କଣ ହେବ.
    କିଛି ହେବନି.
    ତୁମ news owner ଟିକେ ନିଜ ହାତରୁ ଟଙ୍କା ଖଚ୍ଚ କରି
    ହେଲିକପ୍ଟର ରେ ସେ ଲୋକ ଙ୍କୁ ଉଧାର କରନ୍ତୁ
    News ଚାନେଲ ର credit ବଢିବ.

  • @swathi3104
    @swathi3104 Рік тому +3

    Bapre ଶୀଘ୍ର ରକ୍ଷା କର late karani 🙏🏻🙏🏻🙏🏻

  • @purbipraska3883
    @purbipraska3883 Рік тому +2

    He maa majhi gouri tame tanku saha huo maa🙏🙏🙏🙏 Bharata sarakara nku Anuradha ki j helkaputor madyamo re kada jau

  • @pinklipodiavloger8699
    @pinklipodiavloger8699 Рік тому +274

    Helicaptor re anunahanty kn pain

  • @bunty2980
    @bunty2980 Рік тому +4

    Hmn hmm madam ame dekhi paruchhu ki vali vabare dui jana parjyataka nadi majhire fasi rahichhanti... Madam bahut interesting dhanga re news paribesana karuchhanti 🙏

  • @mamasoren9356
    @mamasoren9356 Рік тому +13

    Jay Jagannath 🙏

  • @laxmanmurmu4020
    @laxmanmurmu4020 Рік тому +2

    ମୂର୍ଖ ମାନଙ୍କୁ ନେଇ ଦୁଇ ମୂର୍ଖଙ୍କୁ ଉଦ୍ଧାର କରିବାର ପ୍ରୟାସ,,, ଦ୍ବିତୀୟ ଗଜରାଜ ଉଦ୍ଧାର,,,

    • @swapnaswapna7219
      @swapnaswapna7219 Рік тому

      Tame ete pathua achha sethi only comments daba kn darakar kn Kari pariba kariki dekhao

  • @sachidanandanaik7271
    @sachidanandanaik7271 Рік тому +3

    ନବିନ ଯୁଆଡେ ଯିବେ ହେଲିକ୍ୟାପିଟର ନେଇଯିବେ ଏବେ ଜିବନ ଵଂଚାଇବା ପାଇଁ ଏୟାର ଲିପ୍ଟି କରାଯାଉ ।

  • @BioEduLab2023
    @BioEduLab2023 Рік тому +46

    Use helicopter as soon as possible to rescue them.Because it's too hard to rescue by Fireman .So plz government plz rescue the two lives.

    • @sanjivstarpanda4948
      @sanjivstarpanda4948 Рік тому

      Magihan sarkaar bhai ethi kichi nahin helicopter anibe chutiya ga sola sobu

    • @reenasahoo1494
      @reenasahoo1494 Рік тому

      Right

    • @MUODIA11
      @MUODIA11 Рік тому

      Right 👍🏼

    • @tdz5819
      @tdz5819 Рік тому

      ସରକାର ମଣିଷ ମରିଗଲେ ବି ସେ ଉଣ୍ଡିକି ବସିଥିବେ

    • @Nehasamezingworld
      @Nehasamezingworld Рік тому

      Right

  • @Depak1435
    @Depak1435 Рік тому +12

    Jay Jagannath 🙏🙏🙏

  • @dibyaranjantripathy6859
    @dibyaranjantripathy6859 Рік тому +2

    Helicopter କିଛି ଦରକାର୍ ନାହିଁ ଗୋଟେ କ୍ରେନ୍ ଆଣି ଦେଲେ ଖେଳ ହେଇ ଯିବ, ଯଦି ସେତିକି ବି ଓଉକାତ୍ ନାହିଁ ତେବେ ଗୋଟେ ଇଲେକ୍ଟ୍ରି ଖୁଣ୍ଟ ପକେଇ ଦେଲେ ବି ସଂସ୍ଥା ଚାଲିବ

  • @Heartless_842
    @Heartless_842 Рік тому +6

    Good job Rayagada police staff and social media... Send all over travel because now rain season so carefully ... Don't take risk

  • @bindusagar9315
    @bindusagar9315 Рік тому +8

    ଲାଇଫ ଜାକେଟ ଯେଉଁ ଠି ପହଞ୍ଚି ପାରିଲା ମଣିଷ କିପରି ପହଞ୍ଚି ପାରିବ ନାହିଁ

  • @kishanbehera9993
    @kishanbehera9993 Рік тому +2

    Jay Jagannath swami bless you 🙏🏿❣️

  • @sambhuluha8919
    @sambhuluha8919 Рік тому +1

    Thank you all staff

  • @swayamshreedas9515
    @swayamshreedas9515 Рік тому +1

    Jay jagannath 🙏

  • @raajrajesh8859
    @raajrajesh8859 Рік тому +2

    God protection them god bless you both of you

  • @binodtiger5649
    @binodtiger5649 Рік тому +1

    Bahut bhala heichi 👏💪

  • @sangitasamantaray7342
    @sangitasamantaray7342 Рік тому +59

    God please help them🙏🙏😇

    • @Nxtboy541
      @Nxtboy541 Рік тому +2

      O mam God can't help him because God is not here

    • @Sunilk9777
      @Sunilk9777 Рік тому +1

      mam people only can help them....if God real they are not face this type of problem.

    • @Nxtboy541
      @Nxtboy541 Рік тому

      @@Sunilk9777 we made for face this type of problem it is the nature which created by the god😃

    • @shayarisibublag1229
      @shayarisibublag1229 Рік тому

      @@Nxtboy541 O

    • @bipracharanparida5516
      @bipracharanparida5516 9 місяців тому

      ​@@Sunilk97770
      9
      🎉

  • @jiturockez8572
    @jiturockez8572 Рік тому +9

    Air left karaoo dui jiban banchijiba 🙏🏼🙏🏼🙏🏼

  • @manoranjanmullick3487
    @manoranjanmullick3487 Рік тому

    ଜୟ ଜଗନ୍ନାଥ

  • @amitff6370
    @amitff6370 Рік тому

    Very good sabas ....adhika khatiria

  • @biswajitmahakud1360
    @biswajitmahakud1360 Рік тому +7

    ଯେତେଶୀଘ୍ର ସମ୍ଭବଉଧାରକରାଯାଉ

  • @baidyarajjaganathodisa6244
    @baidyarajjaganathodisa6244 Рік тому +2

    ପଯ୍ୟଟକ ଦୁଇଜଣ ଅନ୍ଧ ନୁହେ ତ
    ବନ୍ୟାଜଳ କେତେସ୍ପୀଡ୍ ରେ ଆସିଥିଲା କୀ
    ଏମାନଙ୍କୁ ଆସିବାକୁ ସମୟ ମିଳିଲାନି

  • @girishbalapradhani8142
    @girishbalapradhani8142 7 місяців тому

    God please help them 🙏

  • @bishnupriyapanda6672
    @bishnupriyapanda6672 Рік тому +12

    ସରକାର ହେଲିକ୍ୟାପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର କଣ ପାଇଁ କରୁନାହାନ୍ତି, ସେମାନେ ମରିଗଲା ପରେ କଣ ହେଲିକାପଟର ପଠେଇବେ

  • @sumankumarnayak1637
    @sumankumarnayak1637 Рік тому +13

    Rescue haegole..... Thanks for all your blessings......& Thank to our Rayagada Firefighters ❤️♥️❤️♥️

  • @anilsahoo9249
    @anilsahoo9249 Рік тому +6

    Helicaptor re ରୋଗୀ ବୁହାହେବେ କହୁଥିଲେ ନବୀନ ବାବୁ,,,ଏବେ ଏମାନେ kna rogi ନୁହନ୍ତି ।

    • @nirakarjena3699
      @nirakarjena3699 Рік тому

      ଏମାନେ ରୋଗୀ ନୁହେଁ ରେ ଭାଇ ଏମାନେ ନଈ ମଝିରେ upabhogi ❤️👍

    • @SauravKumar-ck6cr
      @SauravKumar-ck6cr Рік тому

      ରୀଲସ ଉପଭୋଗୀ ଏମାନେ 😂

  • @baijayantirout7874
    @baijayantirout7874 Рік тому

    ଜୟ ଜଗନ୍ନାଥ🙇🧡

  • @akashmeher9130
    @akashmeher9130 Рік тому

    Ama Odisha re amiti situation re bahut time lage

  • @madhuchhandadalai3921
    @madhuchhandadalai3921 Рік тому +3

    God help them 🙏🙏

  • @alokatraveldiary8132
    @alokatraveldiary8132 Рік тому +2

    Jay Jagannath ❤️

  • @rameshkuamr6155
    @rameshkuamr6155 Рік тому

    God bless him Jagannath .

  • @madhujena-tn7xi
    @madhujena-tn7xi Рік тому

    Jay jagannath.....
    Hey maha prabhu rakhta karantu

  • @SambalpurivlogAk
    @SambalpurivlogAk Рік тому +5

    Star hele kete belu uddhar huanta but sadharana loka ku kie pacharuchhi😭😭😭😭

  • @enakshisahu8985
    @enakshisahu8985 Рік тому

    Jai Jagannath Swami rakhya Kara Prabhu 🙏🙏🙏🙏🙏🙏🙏🙏

  • @laxmipriyamahalik9988
    @laxmipriyamahalik9988 Рік тому

    Jay jagannath 🙏🙏🙏🙏🙏

  • @rinabhoi7092
    @rinabhoi7092 Рік тому

    He bhagaban tmku koti namaskar 😭😭😭😭😭 banchei dia

  • @ajitbehera9520
    @ajitbehera9520 Рік тому

    ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପଠାନ୍ତୁ

  • @sarojkumarpaikaray6749
    @sarojkumarpaikaray6749 Рік тому +1

    Jay Jagannath 🙏❤️🙏

  • @kishunbaske2214
    @kishunbaske2214 Рік тому +1

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏

  • @jonyjony9090
    @jonyjony9090 Рік тому

    ,ବର୍ଷା ଦିନେ ଘରେ ରହିବାକୁ ହଉନି ବର୍ଷା ଦିନେ ବୁଲିବାକୁ ପଳାଉଛ

  • @hindustanmonisha1206
    @hindustanmonisha1206 Рік тому

    A ବହୁତ୍ normal Achi କିଛି ହେବ ନାହିଁ jai jagannath 🙏🙏👍

  • @tukunabehera6307
    @tukunabehera6307 Рік тому +3

    Jay maa mangala 🙏

  • @manojbehera7127
    @manojbehera7127 Рік тому +1

    Jay Jagannath

  • @purnimafamilyvlog2423
    @purnimafamilyvlog2423 Рік тому +1

    Jay jagarnath prvu bancheidia🙏🙏🙏🙏🙏

  • @rashmitabastaria9199
    @rashmitabastaria9199 Рік тому +1

    Save them god 🙏🙏🥺🥺

  • @subhankarsamal6590
    @subhankarsamal6590 Рік тому +2

    Kana tame bahara lokanku help kariki ate prasansa gotaucha nija belaku kichi nahii btw alga kouthi hele ate belaku helicopter asisarantani eia pa odisha athi government paisa kharcha kariba purbaru 100 thara bhabiba...!!

  • @satyadurga1267
    @satyadurga1267 Рік тому +1

    ❤️jayjagannath❤️🙏❤️🙏❤️🙏🙏🙏🙏

  • @sanjulatadehury1614
    @sanjulatadehury1614 Рік тому

    Hey Prabhu ,🙏🙏🙏🙏

  • @ffodishagamer7487
    @ffodishagamer7487 Рік тому +1

    ମୁଁ ହେଇଥିଲେ ଦେଇଙ୍କି ପଳେଇ ଆସିଥାନ୍ତି 🤣🤣🤣 sorry joke କରିଦେଲି jay Jagannath Swami ରକ୍ଷା କର

  • @pupunidas7933
    @pupunidas7933 Рік тому

    Tanku rasi daudi dia se jore dharikiri asibe jaldi udhara kara duiti jibana banchi jiba ...Prabhu Jagannatha tankara kichhi asubidha na hau prabhu

  • @manjusapatra2251
    @manjusapatra2251 Рік тому +1

    Plz govt help him emti dekhuthiba semane vasijibe daya kari helicapictar aaana midia re hajare thara prachara kale kn heba plz help kara

  • @rabindrakumarswain2487
    @rabindrakumarswain2487 9 місяців тому

    ଏମିତି କାମରେ ହେଲିକପ୍ଟର ର କାମ କଣ କୋ ଉ ଲୋକ ଙ୍କ ପାଇଁ ହେଲିକପ୍ଟର କାମ

  • @sasmitamallick9554
    @sasmitamallick9554 Рік тому

    🙏🙏 He Prabhu rakhya kara 2 Jana nku

  • @surashbehara7516
    @surashbehara7516 Рік тому +1

    Jay jaganatha 🙏🙏🙏

  • @bhabani8748
    @bhabani8748 Рік тому

    Jay jagannath 🙏🙏🙏🙏🙏 rakhya koro prabhu

  • @bijukhadia64
    @bijukhadia64 Рік тому +1

    He prabhu rakhya kara🙏😢

  • @nirakarjena3699
    @nirakarjena3699 Рік тому +3

    ସେ ଆଗ କହୁ ନଈ ମଝିରେ କଣ ପାଇଁ ରହିଥିଲା 🙄 ପାଣିରେ ପଶି କଣ କରୁଥିଲା.... ଶଳା ତୋରି ପାଇଁ କେତେ staff ହଇରାଣ ହଉଛନ୍ତି...

  • @sasikantasahoo408
    @sasikantasahoo408 Рік тому

    May God team help

  • @ytdambika1326
    @ytdambika1326 Рік тому

    Maa tarini bhai manku ସାହାଯ୍ୟ କର ମାଆ

  • @trinathpatra305
    @trinathpatra305 Рік тому +4

    Rescue heigalani without helicopter
    Rescue by FIRE & ODRAF team💪

  • @pinkiharijan4726
    @pinkiharijan4726 Рік тому +1

    God help 🙏🙏

  • @padmalochansahu8105
    @padmalochansahu8105 Рік тому

    Jay jagannath swami

  • @mamataparida2685
    @mamataparida2685 Рік тому +1

    Now it's 2022 we are seeing flood in odisa very sad but what to do from childhood till end of the life village people are facing difficulties due to flood even Cuttack city with bbsr people

  • @gatinathpradhan158
    @gatinathpradhan158 Рік тому

    Odisha sarakara kichi
    kariparibe nahi
    kebala jagannath bharasa
    jay jagannath

  • @dengerboy8460
    @dengerboy8460 Рік тому

    Jai Jagannath

  • @subhashree-shreyanshikhurd9956

    Jhula Pola dekhibaku badhithiba nadi bhitare !!!! Lokamane eimti murkhami kanhiki karanti kejani...,, He prabhu tanku rakhyakarantu ...

  • @ranarout1861
    @ranarout1861 Рік тому +1

    Laifi jaket o tv Ar indam Bhai pindhi thile ki NTU banchi le ni jaldi heli kaptar darakara

  • @ramasankarbaidya5929
    @ramasankarbaidya5929 Рік тому

    ସେ ଦୁଇ ଜଣ ଙ୍କୁ ଦୁଉଡି ଶାଜ ରେ ବାହାର କରି ହବ କେମିତି ବାହାର କରିବା ତାର ବାଟ ହେଉଛି ଏପଟ ରୁ ଶେ ପେଟ ଦୁଡି ଟାଣିକି ବୋଧା ଜିବ ସେଇ ଦୁଡି ଭିତରେ କଫିଆ ବୋଧା ଜିବ ସେଇ କଫିଆ ରେ ଆଉ ଗୁଟିଏ ଦୁଡି ବୋଧା ଜିବ ତାହାରି ମାଧ୍ଯମରେ ଜଣେ ଜଣେ ହୋଇ ଅଣା ଜିବ

  • @KanhaKandheiVlogs
    @KanhaKandheiVlogs Рік тому

    Kate thara sei katha ku kuhucha kemit asiba sei katha kuha kemit help Kara jiba

  • @dukhutirky3530
    @dukhutirky3530 Рік тому +26

    May God save them 🙏

  • @s.ajayakumar2617
    @s.ajayakumar2617 Рік тому

    Crean bryabahar kara jau full highest bala ...daudi pathei ki upara ku uthei ki aana..nahele helicopter ..aana...helicopter kana kebel mantri man nka pain ki ..seta kana tanka bapa sampatti ki..ete samaya jayen apekhya karichanti

  • @prashantakumar7407
    @prashantakumar7407 Рік тому

    He maa majhigouri PLZZ se dunhe bholore pheri asontu🙏🙏🙏

  • @cute_penisha7078
    @cute_penisha7078 Рік тому +21

    Sooo Cute Voice Madam 💙💙😍

  • @santoshjena2540
    @santoshjena2540 Рік тому

    Sambhab ache, see mana ku gote betery drill machine au luha roade au rasi ku thei see mana ku kahiba she Pathare drill kari,luha roade ku bhita re poti deba au rasi ku bandhi deba,se rasi madyam re asi jiba.jai fire department

  • @dkmdipu736
    @dkmdipu736 Рік тому +1

    Plzz help good 🙏🙏🙏

  • @bidyadharsethy8662
    @bidyadharsethy8662 Рік тому

    Air lift bina bi rescue kariheba, gote bada rope ku se jhula bridge saha sanjog Kari, uparu pull Kari uthei neiheba, maybe risky but can possible.
    During pull from up need to consider strong rope and that can bind properly with them. And do one by one. Hope it can work

  • @sandayapala6479
    @sandayapala6479 Рік тому +1

    🙏🙏🙏

  • @amoslakra9422
    @amoslakra9422 Рік тому +9

    A request to Odisha govt. that please send one helicopter to lift them up. Please don't wait for anything take action to save them.

  • @preetilifestyle5582
    @preetilifestyle5582 Рік тому +9

    Dangerous situation. Nadi vitaraku Kain jauchanti tourists 😡🤬

  • @ysnnewskalahandi1045
    @ysnnewskalahandi1045 Рік тому

    Rescue team daki ki helicaptor re aanantu odisha state bali ki ete ଅବହେଳା other state hele se ଲୋକଙ୍କୁ ଉଦ୍ଧାର କରିବେ

  • @rakeshsethy01
    @rakeshsethy01 Рік тому

    Aama State kama nuhan turanta helicopter darkar thila tanku bancheibaku heithile neta matri sabu aade jauchanti helicopter re hele jaldi gote loka ku bancheibaku helicopter nahin wah re wah 🙏

  • @leenashreemandangi6197
    @leenashreemandangi6197 Рік тому

    Help God 🙏🙏🙏🙏

  • @Gumsum_Creation
    @Gumsum_Creation Рік тому

    Lokanka jiban bipadare achi so plz helicapter dwara semananku udhar karantu deri karantuni plz plz plz