"ମୋ ପୁଅ ପୂରା ନିର୍ଦ୍ଦୋଷ ତା'ର କିଛି ଭୁଲ୍ ନାହିଁ, ଯଦି ତା'ର କିଛି ଦୋଷ ଅଛି ତାକୁ ଦଣ୍ଡ ଦିଅ ନହେଲେ..."

Поділитися
Вставка
  • Опубліковано 16 гру 2024

КОМЕНТАРІ • 187

  • @PraffullaKumar
    @PraffullaKumar 5 місяців тому +76

    ଡାକ୍ତର ପରୀକ୍ଷା କରି ଠିକ ନିର୍ଣ୍ଣୟ ନିଅନ୍ତୁ, ବିନା ଦୋଷରେ ଦଣ୍ଡଦେବା ଠିକ ନୁହେଁ, ଯେଉଁମାନେ ଏମିତି ବିନା କାରଣରେ ଗୁଜବ କରିଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ

    • @kariamarandi9397
      @kariamarandi9397 5 місяців тому +5

      ଠିକ୍ କଥା ଭାଇ 😢😢😢😢

    • @brajeswarisingh909
      @brajeswarisingh909 5 місяців тому +8

      ଠିକ କଥା, ଏମିତି ବି ଲୋକ ଅଛନ୍ତି, ମିଛ କହି ଫସାଇ ବାକୁ ଚାହାଁନ୍ତି ଯଦି ପଡ଼ୁ ନ ଥାଏ

    • @kartikabariha9906
      @kartikabariha9906 5 місяців тому +1

      Bhai Bina Dosore Shaja mili jaushe

  • @SonuMaharana-lf8pt
    @SonuMaharana-lf8pt 5 місяців тому +27

    ତଦନ୍ତ କରି ,ଦୋଷୀ କୁ ଦଣ୍ଡ ଦିଅ।ବିନା କାରଣ ରେ ବେଳେ ବେଳେ ନିର୍ଦଶି ଦୋଷୀ ହୋଇଯାଆନ୍ତି।କୌଣସି ଘରେଇ ହିଂସା ଯଦି ଥାଏ ତେବେ ବେଳେ ବେଳେ ମିଛ କେଶ୍ ଦେଈ ଦିଅନ୍ତି।
    ମିଛ ରେ ଜନ କୁ ଦୋଷୀ କରିବା ଠିକ୍ ନାହିଁ ।ଧର୍ମ ବୋଲି ଅଛି , ସିଏ ସବୁ ଦେଖୁଛନ୍ତି।

    • @indianloverkaran
      @indianloverkaran 5 місяців тому +1

      Hmm karichhi se pila ta muha dekha jau6i

  • @bidyadharbehera8297
    @bidyadharbehera8297 5 місяців тому +94

    ମାଆ ର ଭୁଲ୍ maa Dhyan ରଖିବା katha ଆଜିକାଲି କାହାକୁ ଭରଷା କର ନାହିଁ

    • @KANHANETKING
      @KANHANETKING 5 місяців тому +2

      Maa sabu bele pua sangare buliba aau taku najar rakhiba?

  • @UdeshOfficial3
    @UdeshOfficial3 5 місяців тому +56

    ମାଆ ବାପାଙ୍କ ଇଜ୍ଜତ୍ ରଖ ❤
    ସେମିତି ଖରାପ କାମ କରନି ଯଉଥି ପାଇଁ କି ମା ବାପାଙ୍କ ମୁଣ୍ଡ ତଳକୁ ହବ

  • @pk5993
    @pk5993 5 місяців тому +33

    ଉଚିତ୍ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରାଯିବା ଦରକାର

  • @manoj010-j6x
    @manoj010-j6x 5 місяців тому +37

    ଯଦି ବାହାରକୁ ପାସ କରିବାକୁ ଯାଇଥିଲା, ଚେନ୍ ବାହାରେ ଦେଇକି ଆସିବ ନା ଘରେ ଆସି ଦବ,

  • @ranjitkumarbehera5746
    @ranjitkumarbehera5746 5 місяців тому +38

    ଏ ଗପ ରୁ ଜଣା ପଡୁଛି ଏ ଦୋଷୀ ହେଇଥିବ

    • @Biswo_143
      @Biswo_143 5 місяців тому

      Tama pua luchuchi kahinki,,,,bhul jadi Kari nathiba,,,,,kehi bi tamaku dosh dei ପାରିବେନି,,,,,,,, ସତ କୁ ସମ୍ନା କର,,,,,police ku help Kara,,,,nije jadi kichhi bi karina,,,,Tama upare thiba dosh ku michha re prove Kara,,, police ku proper investigation karibare help kara

    • @shyamsunderbhoi7522
      @shyamsunderbhoi7522 5 місяців тому

      Hoie thiba amiti pilaku fashidia

  • @ishakmajhi1268
    @ishakmajhi1268 5 місяців тому +54

    ଯେତେ ପୁଅ ମାନେ କମେଣ୍ଟ କରିଛ ଫାଶୀଦିଆଯାଉ ବା xyz କହୁଛ ବୁଢ଼ୀ ମିଛ କହୁଛି ବଲୁଛ ସେଟା ଭୁଲ୍ କଥା ଭାଇମାନେ ସେହି ମହିଳା ଜଣଙ୍କ ତ କହୁଛି ପୁଅର ଭୁଲ୍ ଥିଲେ ଯାହାଇଛା ତାହାକର ବୋଲି ଛାଡ଼ିଲା ତେବେ ସେ ମିଛ କେମିତି କହିଲା ପ୍ରଥମେ ଯୋଉ ପୁଅ ମାନେ କମେଣ୍ଟ କରିଛ ତମେ ପ୍ରଥମେ ଚିନ୍ତା କର ଭୁଲ୍ ସବୁବେଳେ ପୁଅ ମାନଙ୍କୁ ଦିଆଯାଏ ଭୁଲ୍ ସବୁବେଳେ ପୁଅର ନଥାଏ ଉଭୟଙ୍କ ଥାଏ ତେଣୁ ଦୁହିଁଙ୍କ ବ୍ଲଡ ଚେକ୍ କରାଯାଉ ଆଉ ଯାହାର ଭୁଲ୍ ତାହାକୁ ଆଇନ୍ ଅନୁଯାଇ ଦଣ୍ଡଦିଆଯାଉ ଝିଅ ହୋଉ ବା ପୁଅ ସମସ୍ତ ଙ୍କର ବଞ୍ଚିବାର ସମାନ ଅଧିକାର ଅଛି ( jay jawan jay kishan jay bharat )

    • @desipila1844
      @desipila1844 5 місяців тому +4

      Right Bro

    • @dibyaranjan7480
      @dibyaranjan7480 5 місяців тому +3

      ଆରେ ସିଏ ତିନି ବର୍ଷ ର ଝିଅ 😢

    • @kapdekidukaanlawda
      @kapdekidukaanlawda 5 місяців тому

      She magic feral Kai hela be

    • @Cristiano-w2d7q
      @Cristiano-w2d7q 5 місяців тому

      ​@@dibyaranjan7480 bala kahila purbaru bhabi ki kaha 3 year girl personal vada ghare rahu thila sala baiya

  • @pashupati55
    @pashupati55 5 місяців тому +33

    ମହିଳା ଜଣଙ୍କ ଭଲ କଥା କହିଲେ। ତାଙ୍କ କଥା ଠିକ୍ ବି ହୋଇଥାଇପାରେ। ଯଦି ପୁଅ ଠିକ୍ ଥିବ ଭଲ କଥା ନହେଲେ ତାକୁ ଦଣ୍ଡ ଦିଆ ଯିବ।

  • @Hemanthmajhi55554
    @Hemanthmajhi55554 5 місяців тому +2

    ଯଦି ସେ ଦୁଷ୍କର୍ମ କରିନାହିଁ ହେଲେ କଣ ପାଇଁ ଲୁଚି ରହିଛି. ମାଉସୀ ମିଛ କହୁଛନ୍ତି 😢

  • @Kunisabar-123
    @Kunisabar-123 5 місяців тому

    ହେ ପ୍ରଭୁ ମୋ କାଳିଆ ଠାକୁର..... ବଂଚିବା ବା ପାଇଁ କାହାକୁ ଆଉ ବିଶ୍ୱାସ କରିବି....ଦୟାକରି ଦୁନିଆ କୁ ଭସାଇ ଦିଅ ହେ...

  • @srimandevnayak9620
    @srimandevnayak9620 5 місяців тому +18

    Jhia ra maa kn karuthila ki jhia pila taku para ghare chadithila.....nija chuaa ku nija ghare rakhiparunthila ki

  • @ranjitkumarbehera5746
    @ranjitkumarbehera5746 5 місяців тому +16

    ଯଦି ସେ ଦୋଷୀ ନୁହଁ ତାହା ହେଲେ ଗୁଆଡେ ଗଲା କୁହ

  • @PradeepNaik-ul4wu
    @PradeepNaik-ul4wu 5 місяців тому +16

    କଉ ଗୋଡ଼ରେ ଚେନ ଟା ଲାଗି ଗଲା ଆଉ ସେ ଫେରାର କାଇଁକି ଅଛି। ଆଉ କେତେ ରକ୍ତ ବାହାରିଲା ଯେ ସବୁ କପଡା ରକ୍ତ ହେଇଗଲା ସବୁ ମନଗଢା କାହାଣି

  • @soumyafamilyvlog1993
    @soumyafamilyvlog1993 5 місяців тому +11

    ଚେନ ଦେଇଛି କଥା ମିଛ ପୁରା ମତେ ଲାଗୁଛି
    ସେ ଟୋକା କିଛି କରିଛି 👍

  • @Sonusonu-e4t
    @Sonusonu-e4t 5 місяців тому +10

    ଆରେ ଭାଇ ପୁଅ ଯେତେ ଭୂଲ୍ କଲେ ବି ମା ତ ମା ନା au kn ମାଆ କହିବ ମା ପୁଅ କୁ ଫାଶୀ ଦେଇଦିଅ,,

  • @gb8328
    @gb8328 5 місяців тому +39

    ଫାଶୀ ପାଇବ ରହ ବୁଢ଼ୀ

    • @saroj1296
      @saroj1296 5 місяців тому +1

      ଖାସୁ କରି ଆଣ୍ଡ କୋଷ କାଢ଼ିଦେବା ଉଚିତ

    • @gamingbishnu2370
      @gamingbishnu2370 5 місяців тому

      Ha ha ha

    • @AmiyaXyzart-w6h
      @AmiyaXyzart-w6h 5 місяців тому

      ମୋ ମତରେ ଦୁଇ ଟି ଯାକ ଆଖି 👀 କୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେବା କଥା ଦେଖି ଲେ ତ ଉଠିବ।ନ ଦେଖିଲେ ​@@saroj1296

    • @nakulnaik1423
      @nakulnaik1423 5 місяців тому

      Chain ଟା କଣ କରୁଥିଲା ଯେ..... Blood ବାହାରୁଥିଲା

    • @nakulnaik1423
      @nakulnaik1423 5 місяців тому

      ଦୁଷ୍କର୍ମ କରୁ କି ନକରୁ but କିଛି ତ କରିବାକୁ try କରୁଥିଲା

  • @ajitbarik4476
    @ajitbarik4476 5 місяців тому +3

    ଭାଇ ଦୋଷ କରିଛି ତ ଦଣ୍ଡ ଦିଆ ଯାଉ ଆଉ ଦୋଷ ନକରି ଥିଲେ ତାଙ୍କୁ ବି ଦେଖାଇବ ଜୟ ଜଗନ୍ନାଥ 🙏🙏🙏

  • @Sibaram12370
    @Sibaram12370 5 місяців тому +2

    ସତ୍ଯ ତା ବାହାରକଲେ ହିଁ ଜଣାପଡିବ

  • @Amita-w2h
    @Amita-w2h 5 місяців тому +2

    Excellent question 👏

  • @AbhimanyuSwain-f6r
    @AbhimanyuSwain-f6r 5 місяців тому +8

    ସୁପର ଆକଟର ବୁଢ଼ୀ

  • @krishnaprasadrath
    @krishnaprasadrath 5 місяців тому +11

    Jadi nabalikaa ku duskarm karichhi ta'ra jaunanga kati diajau aau jianta postmortem karajau 🙏 Jai ♥️🇮🇳🔥 Hind 🙏

  • @bnstudiocreations9619
    @bnstudiocreations9619 5 місяців тому +13

    Sabupare aga bhaskar news balankara pent koli check kariba darakar

  • @myheart279
    @myheart279 5 місяців тому +27

    ଚେନ କଣ ମଝି ଗୋଡ଼ ରେ ଲାଗି ଗଲା କି ଏ ବୁଢ଼ୀ ମିଛ କହୁଛି ଶଳା ନବୀନ ସରକାର ଯାହା ଥିଲା ଏ ମୋହନ ସରକାର କଣ same କେହି କଣ ଓଡ଼ିଶା ରେ ନାହାନ୍ତି rep କୁ ରୁକିବା ପାଇଁ ଧିକ ଆମ କୁ ସ୍ଵାଧୀନ ଦେଶ ରେ ଏମିତି କଣ ହଉଚି ସତରେ ଆମ ଦେଶରେ ଝିଅ ମା ମାନେ କଣ ସ୍ଵାଧୀନ ଆଉ ଏମିତି action ନେବା କଥା rap କଣ ଝିଅ କୁ ଦେଖିଲେ ଡରିବେ ଜମିତେ

    • @kamalakantapanda304
      @kamalakantapanda304 5 місяців тому +2

      Athie re cm kan karibe ama samvidhan jaha hata re lekha hiechhi sia gotia kamjuri hata thila abe puni new samvidhan aniba katha

    • @SwarnapriyaJena23
      @SwarnapriyaJena23 5 місяців тому +1

      Ebe puni bjp nua faujadari aini lagu karuchi dosinku au tike kuhala Kariba pain,sabu haramjada ethi

  • @KamallochanKhillo-ct2ec
    @KamallochanKhillo-ct2ec 5 місяців тому

    ଭାଲୋଭବରେ ପରୀକ୍ଷା ନିରୀକ୍ଷା କୋଲା ପୋରେ , ଯଦି ପୁଓର ଭୁଲ୍ ଅଛି , ତା ହେଲେ ଦଣ୍ଡ ଦେବା କଥା , କିନ୍ତୁ , ନ ଜାଣି ଏତେ ସବୁ କରିବାଟା ଠିକ୍ ନାହିଁ !

  • @craxygames9653
    @craxygames9653 5 місяців тому +7

    ଝିଅ ମୁଁହ ଦେଖେଇ ବେ ନାହିଁ କିନ୍ତୁ ପୁଅ ମୁଁହ ଦେଖେଇ ଦେବେ ଏଟା କଣ ନିୟମ

    • @MyHouse-dc2hd
      @MyHouse-dc2hd 5 місяців тому

      3 barsa r jhia ku ahuri dejhauthibe nei

    • @Cristiano-w2d7q
      @Cristiano-w2d7q 5 місяців тому

      ​@@MyHouse-dc2hd3 year jhia ku kie personal room die puni vada ghare ? Careless parents

  • @lituminuliki
    @lituminuliki 5 місяців тому +3

    Mo janibare ta maa thik kauchi amiti bi hei pare se darare kuade palei jai pare ta pare maa bi kahuchi mo pua jadi vul karichi taku danda dia mun Raji jhiara pithire rakta lagichi se jhiara aja asi dekhila sabu thik achi ta Mane pua darare kuade paleichi kahinki na ajika date re loka Mane kichi bujhibe nahi age mada se darare bodhe pua ferar achi dekhiba ruha jadi medical test hua jadi micha pramanita hela pua nischya gharaku feriba ❤❤❤

  • @rakeshnayak6559
    @rakeshnayak6559 5 місяців тому +13

    Aji new act asichi eka tharake bampha neba re pua

  • @smrutiart5133
    @smrutiart5133 5 місяців тому +1

    Satya ghatana kn samnaku aasu dosiku danda au nirdosa ku nyaya milu eatiki pratharna

  • @Stateupdater
    @Stateupdater 5 місяців тому +6

    ପୁରା କରିଦେଇଛି ମାଘିଆ ।ବେଧ ଛୁଆ😂😂ମାଘିଆ କୁ ଫାଶୀ ହବ

    • @santoshpuhan8081
      @santoshpuhan8081 5 місяців тому

      ଫାଶୀ ଟା କଣ ପିଲା ଖେଳ,Are you confirm that he is accused.😮

  • @DiDyouKnow-k8o
    @DiDyouKnow-k8o 5 місяців тому +3

    माया बिनी बूढ़ी सबू मिछ कथा 😢 नाबालिका को न्याय दियायाऊ 😅😅

  • @Vibek5678
    @Vibek5678 5 місяців тому +3

    ଯିଏ ଦୋଷ କରିଛି ଦଣ୍ଡ ତ ମିଳିବ

  • @chandrakantpradhan5134
    @chandrakantpradhan5134 5 місяців тому

    , ସେ ପ୍ରକୃତ ଅପରାଧୀ

  • @BarsaraniTudu
    @BarsaraniTudu 5 місяців тому +1

    Pent re kemiti rokata lagibo

  • @Malikemupuripila97
    @Malikemupuripila97 5 місяців тому +7

    ଯଦି ଗୋଡ ରେ ଖଣ୍ଡିଆ ହେଇଛି.. ସେ ପୁଅ କଣ ଜାଣିପାରେଲାଣି...... ଏତେ ମିଛ ମା କାହିଁକି କହୁଚ........
    ରକ୍ତ ବାହାରିଲା ସେ ପୁଅ ପୁଣି ଶୋଇପଡ଼ିଲା.. ଏତେ ବାହାନା କଣ ପାଇଁ କରୁଛ... ଗୋଟେ ଛୋଟ ପିଲା ସହ ଏମିତି କରିକି କିଛି ଭଲ ହେଲାନି.....
    ହେ ଭଗବାନ ଏତେ ଛୋଟ ଚିନ୍ତାଧାରା... 😔😔😔😔

    • @pashupati55
      @pashupati55 5 місяців тому +1

      ଗୋଡ଼ ନୁହଁ ଗୁଡ କହିଲା ସେ ମାନେ ବୁଝି ଜା😂😂

  • @ashisswain8499
    @ashisswain8499 5 місяців тому +5

    Right maa

  • @allinonetv4977
    @allinonetv4977 5 місяців тому +21

    ମାଳି ସାହି ର adress ସବୁ ଆଡ଼େ ଲଗା ଯାଉ. ମୋ bus ର ମାଳି ସାହି ରେ ଗୋଟେ bus stop ହଉ

    • @Surya9827-s1j
      @Surya9827-s1j 5 місяців тому +9

      ଭାଇ ଏଇ ଦାବି ପତ୍ର ନେଇ ଆସନ୍ତା ସମୋବାର ଦିନ ତମେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟ 🤣🤣🤣

    • @rasmitadutta3679
      @rasmitadutta3679 5 місяців тому +3

      😆😄😆😄😄😄😄😄😄😆😆😄

    • @kamalakantapanda304
      @kamalakantapanda304 5 місяців тому +4

      Sata katha kahila

    • @DayanidhiSahoo-xf7tw
      @DayanidhiSahoo-xf7tw 5 місяців тому +1

      ​@@Surya9827-s1j😅😅😅

  • @VAI-odia
    @VAI-odia 5 місяців тому +1

    To puo ro doso ochi mausi fasi paibo
    Big reason FERAR chhua taku peli dela nalua ta , do investigation from every angle 😂

  • @sudhansubarik7544
    @sudhansubarik7544 5 місяців тому

    ବୁଢ଼ୀ ତୁ ଆଉ କେତେ ମିଛ କହିବୁ... ତ ପୁଅ କୁ ହିଷ୍ଟ୍ରିଆ ହେଇଚି... ରେପ୍ କରିଚି

  • @AjitDas-cp3xk
    @AjitDas-cp3xk 5 місяців тому +3

    ମାଉସୀ ସବୁ କହିଲା ଭିତରେ ଗୋଡରେ ଚେନ୍ ଲାଗି ବ୍ଳଡ୍ ବାହାରିବା ପୁଣି ଏତେ ମାତ୍ରାରେ , ଏଇ କଥାଟା ସ୍ପଷ୍ଟ ହେଇ ପାରିଲା ନାହିଁ ,ସେ କିଭଳି ଚେନ୍ ଓ କେତେ ଧାର ଯେ ବ୍ଳଡ୍ ଏତେ ଗୁଡାଏ ଲାଗିଲା ,ଆଉ ସବୁ ଠିକ୍ ଅଛି ଚେନ୍ ଟିକୁ ନେଇ ତଦନ୍ତ କରିବା ନିତ୍ୟାନ୍ତ ଜରୁରୀ ।

  • @bisgutejana6720
    @bisgutejana6720 5 місяців тому +2

    କଣ କରା ଯିବ ଉଥିଲା ସେ କଣ କରିବ 😂

  • @sudarshanmurmu1033
    @sudarshanmurmu1033 5 місяців тому +9

    ବେଧ ପିଲା

  • @BhikariSahu-y3q
    @BhikariSahu-y3q 5 місяців тому +1

    ସେଇଟା ଗୋଟାଏ ମା ଗିଆଟା

  • @saroj1296
    @saroj1296 5 місяців тому +2

    ଏହାକୁ ଖାସୁ କରିଦିଅ

  • @kalingaveera3424
    @kalingaveera3424 5 місяців тому +5

    Mausi chain laagigale blood kn ete bahariba.....jadi sata baharilaa ....ebe jau rule hoichhi sidha faasi paiba....

  • @SudhakarNayak-n3r
    @SudhakarNayak-n3r 5 місяців тому

    Right mam

  • @nehasahoo1095
    @nehasahoo1095 5 місяців тому

    Aji kali kahaku biswas nahin jeja manaku jetebele biswas asiparuni para pua manaku kana biswas,,parikhya nihati kara jadi dosa karichi se pua ta private part ku se chua ra maa sidha jau kati dau

  • @sibaprasadrout2269
    @sibaprasadrout2269 5 місяців тому

    Ary say halyieki ta nunu opona karidyice saty paie blod bahuta baharutiba valary dykha dykie kara

  • @Rimadash-wy51u
    @Rimadash-wy51u 5 місяців тому

    Ete blood baharuchi pochiki ghara bhitaraku jiba katha au malam lagaebara katha se tahaku ta kasta hauthiba kana pain jhia ku dharila au pua ra ma karuthila ete bela jaye pua ra bhul achi

  • @bapunbehra1931
    @bapunbehra1931 5 місяців тому +2

    ତୋ ପୁଅ ଯଦି ଭଲ ତୋ ପୁଅ ଯୋଉଠି ମୂତି ବାକୁ ଯାଇଥିଲା,ସେଠି କଣ ପ୍ୟାଣ୍ଟ ର ଚେନ୍ ଦେଇ ପାରିଲା ନାହିଁ,ଘର ଭିତର କୁ ଆସି ପ୍ୟାଣ୍ଟ ର ଚେନ ଦେଉଚି, ଯଦି ତୋ ପୁଅ ନିର୍ଦୋଷ୍ ତାହା ହେଲେ ଲୁଚି ଚି କାହିଁକି,ଆଉ ଗୋଟେ କଥା ପ୍ୟାଣ୍ଟ ର ଚେନ୍ ଯଦି ତୋ ପୁଅ ର ଗୁଲ ରେ ଲାଗିଗଲା ତ ଏତେ ରକ୍ତ ତ ବାହାରି ବନି

  • @kavitakisku
    @kavitakisku 5 місяців тому

    If investigate goes right ..will new law on child rape for Hanging will apply ???

  • @mitrabada4309
    @mitrabada4309 5 місяців тому

    🙏🙏🙏🙏🙏🙏🙏

  • @BibinBishoy
    @BibinBishoy 5 місяців тому

    🙏🙏🙏🙏

  • @SwarnapriyaJena23
    @SwarnapriyaJena23 5 місяців тому +1

    Maran mohi bath room re mutila au khata upare chain deo thila na ta pua bathroom dei parila nahi,dudha khia chua ta t, tu dei deo thilu bodhe bedha fasi paiba ruha mohan sarkar kn karuchanti dekhiba.

  • @Experimentagent
    @Experimentagent 5 місяців тому

    ଏମିତି Case ରେ ପୁଅ ଫସିଯାଆନ୍ତି ମିଛରେ Virgin Test କରାଯାଉ 😮

  • @Lushan475
    @Lushan475 5 місяців тому

    Chi...chain re lagiki ete jor re blood baharila..?? J sabu odaa heigla😑
    Chi...2.5 yrs chhota jhia😢

  • @SwatikPanda-tu8bs
    @SwatikPanda-tu8bs 4 місяці тому

    Mate dukha laguchi Nari mana ku samman daba jaga re Tanka ijat nauchanti amiti magia mana ku fasi dia jau

  • @raajdas4977
    @raajdas4977 5 місяців тому +1

    Bhai next video dia

  • @amitofficial703
    @amitofficial703 5 місяців тому +1

    Bhoji kari kiri mada pi ki asila bodhe au .tapare .sabu kama.

  • @raghugolari7220
    @raghugolari7220 5 місяців тому +1

    Yodi dosi dandha milu ..yidi nirdosi tahele dandha dia na jau..

  • @binayakumar4653
    @binayakumar4653 5 місяців тому +2

    Ta main point katidio sobu thu bholo

  • @upendranathsoren3130
    @upendranathsoren3130 5 місяців тому

    Salam ma

  • @indiantradition88
    @indiantradition88 5 місяців тому

    😮😮

  • @laxmipriyanaik8438
    @laxmipriyanaik8438 5 місяців тому +1

    Dactori maina kora jau

  • @KasinathJena-ws1nq
    @KasinathJena-ws1nq 5 місяців тому

    Fasi diajau😂😂😂😂😂😂😂😂

  • @Rebel_satya
    @Rebel_satya 5 місяців тому +1

    Danda kn paiba mala se

  • @nirmalyaswain8352
    @nirmalyaswain8352 5 місяців тому

    Ei news dekha bala bhaskar

  • @radhasyampradhan9728
    @radhasyampradhan9728 5 місяців тому +4

    Micha kahuchi

  • @JogeswarMajhi-lt7hj
    @JogeswarMajhi-lt7hj 5 місяців тому +1

    ପିଲା ର ଯଦି ଦୋଷ ନାହିଁ ତା ହେଲେ କାହିଁ କି ଫେରାର ଅଛି,,,

    • @focusstudy8435
      @focusstudy8435 5 місяців тому

      Jadi blood baharila takara medical galani

  • @gb8328
    @gb8328 5 місяців тому +7

    ତୁ ବେଧେଇ ବୁଢ଼ୀ

  • @focusstudy8435
    @focusstudy8435 5 місяців тому

    Tahele to pua pherar kn pi hela maa pua dijana plan karuchha pila loka 😂😂😂😂 acting

  • @lifewithdance403
    @lifewithdance403 5 місяців тому

    😢

  • @bnstudiocreations9619
    @bnstudiocreations9619 5 місяців тому +2

    Jhia ra age kete

  • @laxmipriyasahoo2623
    @laxmipriyasahoo2623 5 місяців тому

    Ea michha kahuchi jadi sie kichhi bhulu karini tahale luchuchi kn pain

  • @crazyvlog879
    @crazyvlog879 5 місяців тому +2

    Ta banda re chen lagila ta ate blood baharila bala katha kuhani

    • @bhagbatpradhan2365
      @bhagbatpradhan2365 5 місяців тому

      ମୁଁ ସେଇ କଥା ଭାବୁଚି ଏତେ ବ୍ଲଡ଼ ବାହାରିବ🙆🏼‍♂️

    • @rudrakumar8024
      @rudrakumar8024 5 місяців тому

      😂😂😂

  • @ChandanRana-vs8ig
    @ChandanRana-vs8ig 5 місяців тому +7

    A budhi sabu michha kahuchi . Pua ku banchei baku a budhi amiti kahuchi .

  • @aashman6646
    @aashman6646 5 місяців тому +1

    Blood ta asila kouthu

  • @_nayera-mohanty
    @_nayera-mohanty 5 місяців тому

    Dasi ra paribar loka sabu bele dosa lucheibaku chesta karanti.. pila loka ..bhaya ..aethi story sunauchi ...danda phasi diya jau

  • @Smiley_atb
    @Smiley_atb 5 місяців тому +2

    To pua au tu maribu

  • @abhayakumar2129
    @abhayakumar2129 5 місяців тому +8

    Ta bia chek କରାଯାଉ

  • @RKB_1985
    @RKB_1985 5 місяців тому

    Duskarma karichi

  • @ranjanjena5724
    @ranjanjena5724 5 місяців тому

    Tq guda khandia achhi ki nahi dekh

  • @alokmohanty-pk5kj
    @alokmohanty-pk5kj 5 місяців тому

    emiti bele bele chen lagijae tenu samanya katha ku nei ete halapata kariba uchit nuha . tadant kara sighra

  • @hareshmanohari7747
    @hareshmanohari7747 5 місяців тому

    Pakka dosi vai

  • @nirojedits
    @nirojedits 5 місяців тому

    To pua jadi rape karithiba ...ta banda katiki ...kua ku diajiba 😅

  • @ncrodiaeng
    @ncrodiaeng 5 місяців тому

    Fake case

  • @indianloverkaran
    @indianloverkaran 5 місяців тому

    Natak karni hela

  • @mr__pradhan___007
    @mr__pradhan___007 5 місяців тому

    Pura aai maa kahani kahuchi budhi😂😂😂

  • @MunaHansdah-vc8nr
    @MunaHansdah-vc8nr 5 місяців тому +2

    Hoy re budhi tote raep koriba darkar

  • @purnachandratiriya7521
    @purnachandratiriya7521 5 місяців тому

    [

  • @blacknija4055
    @blacknija4055 5 місяців тому

    To pua khira puchi gendha januni

  • @pbhatra864
    @pbhatra864 5 місяців тому

    Perar heichi Mane bhul karichi

  • @pratapdalei2580
    @pratapdalei2580 5 місяців тому

    👊

  • @SisiraBehera-g6c
    @SisiraBehera-g6c 5 місяців тому

    Mense hei thiba. Hala kariba kana darakara

    • @mytiger0
      @mytiger0 5 місяців тому

      2.5 yr chua ra period hue 😅😅wah wah

  • @HiranyamallickHiranya
    @HiranyamallickHiranya 5 місяців тому

    Upajukta bicharku niajau jadi Satya ghatana hoitha A dosi ki dand diajau

  • @sssushreeshivanisahoo154
    @sssushreeshivanisahoo154 5 місяців тому

    Chora vali dekha jauchi se pua

  • @babulsahoo4212
    @babulsahoo4212 5 місяців тому

    Gapa sabu😅

  • @manaspradhan672
    @manaspradhan672 5 місяців тому

    beman dunia

  • @PradeepkuPatra-v2l
    @PradeepkuPatra-v2l 5 місяців тому

    25 year Kam hela

  • @gopalgadaba4018
    @gopalgadaba4018 5 місяців тому

    bekare kahiki blood baherithila aethiba