ବୋହୁ ଚାଲି ନଜାଣଇଲୋ ପାଦ ପଡୁଥାଇ ବଙ୍କା Bahu chali najanai ।

Поділитися
Вставка
  • Опубліковано 14 січ 2025

КОМЕНТАРІ • 52

  • @sabitaranijena8057
    @sabitaranijena8057 11 місяців тому +5

    ଧନ୍ୟ ।। ନିରାଟ ସତ୍ୟ। ସତ୍ଯ ସତ୍ଯ ସତ୍ଯ ତ୍ରିବାର ସତ୍ଯ।। ଆମ ଓଡିଶା।। ଆମ ଦେଶ , ଜଗନ୍ନାଥ କଂ ଦେଶ।। ❤🎉🎉🎉🎉

  • @rajivdas5518
    @rajivdas5518 Рік тому +2

    Bahut sundar alochona.

  • @PulinSuna6408
    @PulinSuna6408 Рік тому +4

    ପ୍ରଣାମ ବାବା
    ପ୍ରଣାମ ପ୍ରଭୁ ନାରାୟଣ ସତ୍ୟ ନାରାୟଣ
    ଜୟ ଶ୍ରୀମୋନ ନାରାୟଣ ସତ୍ୟ ନାରାୟଣ 🙏
    ବାବା ମୁଁ ଦେବଗଡ଼ ଜିଲ୍ଲାରୁ ଦେବଗଡ଼ ମାଟିରୁ ଦେଖୁଛି

  • @sanghamitrasurya9817
    @sanghamitrasurya9817 Рік тому +1

    Guruswami bhai bahut sundar alochana 🙏🙏🙏🙏🙏🙏🙏

  • @Bijaybasant-k7f
    @Bijaybasant-k7f Рік тому +2

    Jay jagannath

  • @ajitdas9359
    @ajitdas9359 Рік тому +1

    Jay jagannath🙏
    Apnanka tatwa bhitika alochanna marmika auu Hrudayasparshi

  • @kaliapradhan4686
    @kaliapradhan4686 Рік тому

    Bahut sunder kathabastu. Jai jagannath.

  • @anjanpallai5646
    @anjanpallai5646 Рік тому +1

    ଓଁ ଶ୍ରୀ ଗୁରୁ ଗୋବିନ୍ଦାୟ ନମଃ। ମହାରାଜ ଙ୍କ ଶ୍ରୀଚରଣ ରେ କୋଟି କୋଟି ଦଣ୍ଡବତ ପ୍ରଣାମ। ଜୟ ଗୁରୁ ଦେବ ଜୟ ଜଗନ୍ନାଥ ଜୟ ଚରମ ନାଥ 🙏🙏🙏

  • @keshabkumar7848
    @keshabkumar7848 Рік тому +2

    Omm guru jay jagannath

  • @gajendranathsahoo3408
    @gajendranathsahoo3408 Рік тому +1

    Guruswami sundar 😢.ehi tatwa alochana 🎉bou sabdku jiba saha tulankarajiparibaki?apankarjigyansu Gajendra.

  • @magasiraluha7547
    @magasiraluha7547 Рік тому +2

    Mor asesa pranaam dada tumar asirbat karuntu.

  • @manoranjansahoo9517
    @manoranjansahoo9517 Рік тому +1

    Pranam. Ehipari udhaba he suna biparita bani gita tira tatwa bujhaile dhanya hebi

  • @chakadolafashion5205
    @chakadolafashion5205 Рік тому

    Beautiful presentation

  • @pramodanahak6682
    @pramodanahak6682 Рік тому +1

    Jay guru swami❤🙏🙏🙏

  • @rashmiranjanjenarashmiranj1647

    jay jadunandan🙏🙏🙏

  • @chandrashekharpanda3545
    @chandrashekharpanda3545 Рік тому

    Jai jagannath🎉❤❤❤❤

  • @adikandasahu334
    @adikandasahu334 Рік тому +2

    Jay Guruswami

  • @nibedanamusic7718
    @nibedanamusic7718 Рік тому

    Gorekha natha nka bhajana ra tarjama karantu

  • @RaghabaMahanty-xr5it
    @RaghabaMahanty-xr5it Рік тому +2

    ❤️🙏🙏🙏❤️

  • @asishdas7549
    @asishdas7549 Рік тому +2

    🙏🙏🙏🙏🙏

  • @moguruswami5882
    @moguruswami5882 Рік тому +3

    ଜୟ ଶ୍ରୀ ଗୁରୁ ଦେବ 🙏🏻

  • @mita2590
    @mita2590 6 місяців тому

    ଜୟଶ୍ରୀ ଗୁରୁ ଦେବ

  • @bijayakumarjena7469
    @bijayakumarjena7469 Рік тому +1

    Jay Charamnath🙏🙏🙏👌👌👍

  • @tikanmohanty5191
    @tikanmohanty5191 Рік тому

    Bahutsunderkathasir

  • @prakashmeher8147
    @prakashmeher8147 Рік тому

    ଅଲେଖ mahima ଶରଣ 🙇‍♂️🙏🙏🙏😍😍💕💕✨️✨️👌👍🏻🙇‍♂️🙏

  • @purnachandraaruk9561
    @purnachandraaruk9561 Рік тому

    🎉jay. Guru. Goswami. Gobindayanamaha🎉❤

  • @RamakantaBehera-wi8uf
    @RamakantaBehera-wi8uf Рік тому +1

    Guruswami 💌💌💌.
    Ramakant AP.

  • @ashokmallik9682
    @ashokmallik9682 8 днів тому

    Guru swami 🤚

  • @laxmidharapanda6086
    @laxmidharapanda6086 Рік тому +5

    ମହାଶୟ ଆତ୍ମାର ରୂପ ରଙ୍ଗ କିଛି ଅଛିକି ଏବଂ ପ୍ରାଣବାୟୁ ର ରୂପ ରଙ୍ଗ କିଛି ଅଛିକି ! ଆତ୍ମା ଓ ପ୍ରାଣବାୟୁ ଏକ ନାଁ ଭିର୍ଣ୍ଣ ? ଟିକେ ଏ ବିଷୟରେ ସୂଚନା ପ୍ରଦାନ କରିବାକୁ ଅନୁରୋଧ ?

    • @BipiniBihariSamal
      @BipiniBihariSamal  Рік тому +2

      ଏହାର ଆଲୋଚନା ବ୍ୟାପକ। type କରିବା ସମ୍ଭବ ନୁହେଁ। ସଂକ୍ଷେପରେ କହିଲେ- ଶରୀର ରେ ଆତ୍ମା ହେଉଛି ଚୈତନ୍ୟ ଶକ୍ତି, ପ୍ରାଣ ହେଉଛି କାର୍ଯ୍ୟକାରିଣୀ ଶକ୍ତି। ଆତ୍ମା ଏକ୍ ,ପ୍ରାଣ ପାଞ୍ଚ ଭାଗରେ ବିଭକ୍ତ। ଆତ୍ମା ସ୍ଥିର, ପ୍ରାଣ ଯିବା ଆସିବା କରେ। ଆତ୍ମା କରେଣ୍ଟ ଯୋଗାଏ, ପ୍ରାଣ ପାଞ୍ଚ ଭାଗରେ ବିଭକ୍ତ ହୋଇ ଶରୀରରେ ପାଞ୍ଚ ସ୍ଥାନରେ ଅବସ୍ଥାନ କରି କାର୍ଯ୍ୟ ସମ୍ପାଦନ କରେ। ଗୋଟାଏ ସ୍ୱତନ୍ତ୍ର ଭିଡିଓ କଲେ ବୁଝି ହେବ।

    • @gouttamgiri1293
      @gouttamgiri1293 Рік тому

      ଯାହାର ସ୍ୱରୂପ ଥାଏ ତାହାର ରଙ୍ଗ ରୂପ ଥିବା ସ୍ଵାଭାବିକ । ଆତ୍ମା ତ ସ୍ଵୟଂ ନିରାକାର । ରଙ୍ଗ ଆସିବ କୋଉଠୁ ? ପ୍ରାଣ ବାୟୁ ଆତ୍ମା ନୁହେଁ କି ଆତ୍ମା ପ୍ରାଣ ବାୟୁ ନୁହେଁ, କିନ୍ତୁ ଉଭୟେ ଉଭୟଙ୍କର ପରିପୂରକ ।

    • @laxmidharapanda6086
      @laxmidharapanda6086 Рік тому +1

      @@BipiniBihariSamal ମଣିଷର ମୃତ୍ୟୁ ସମୟରେ ପ୍ରାଣବାୟୁ ଚାଲିଯାଏ ନା ଆତ୍ମା ଚାଲିଯାଏ ଅନ୍ୟ ଘଟକୁ ? ଦୟାକରି ଚୁମ୍ବକରେ ଟିକେ ସୂଚନା ରଖିବେ ! ଅବଶ୍ୟ ଏହାର ବିବରଣୀ କରିବା ବିସ୍ତୃତ !ଏ ତତ୍ୱ ଜାଣିବାକୁ ଆଗ୍ରହ ରହୁଛି !, ଏ ବିଷୟରେ ଭିର୍ଣ୍ଣ ଭିର୍ଣ୍ଣ ଲୋକଙ୍କର ଧାରଣା ଭିର୍ଣ୍ଣ ରହୁଛି ଏବଂ ରହିବା ସ୍ୱାଭାବିକ ! ଆତ୍ମା ନିରାକାର ତାର କୌଣସି ରଙ୍ଗ ରୂପ ନଥାଏ ! ସେପରି ବାୟୁ ମଧ୍ୟ ନିରାକାର ତାର ମଧ୍ୟ ରଙ୍ଗ ରୂପ ନଥାଏ ! ମୁଁ ଭାବୁଛି ଉଭୟ ସମାନ ! ହୁଏତ ମୋ ଧାରଣା ଭୁଲ ହୋଇପାରେ, ଦୟାକରି ତଥ୍ୟ ପ୍ରଦାନ କରି ମନର ଶଙ୍କା ଦୂରକରିବାକୁ ଅନୁରୋଧ !

  • @NiranjanBiswal-c5f
    @NiranjanBiswal-c5f Рік тому

    Jay Gurudev Jay Gurudev Jay Jagannath😮😮😮😮🙏🙏🙏🙏🙏🙏

  • @susantasenapatisen4524
    @susantasenapatisen4524 Рік тому

    ॐ ଜୟ ଜଗନ୍ନାଥ🙏 ଜୟ କେଶବ ନାରାୟଣଙ୍କର ଜୟ ହେଉ

  • @rabindrapanda3361
    @rabindrapanda3361 Рік тому

    ପରମାତ୍ମା ଙ୍କ ର ମୌଳିକତ୍ବ କ'ଣ ? ଏହା ଏକ ବିଶେଷ ଶକ୍ତି କି? ତାହା ଏବେ ବୈଜ୍ଞାନିକ ଅନ୍ବେଷଣ ରେ ଅଛି ।

  • @ranjitpatra533
    @ranjitpatra533 Рік тому

    Hariom Hari Gobindaya Nomho

  • @trilochannayak4389
    @trilochannayak4389 Рік тому

    ଓଂ ଶ୍ରୀ ଗୁରୁ ଚରଣେଶରଣାଆ ଶ୍ରୀତ🙏🙏🙏🙏🙏

  • @gouttamgiri1293
    @gouttamgiri1293 Рік тому

    ବୋହୂ ଚାଲି ନ ଜାଣ ଇ ଲୋ, ଭକ୍ତି ତତ୍ତ୍ଵ ଭଜନ କୁ ଆପଣ ଆତ୍ମା ର ସ୍ଥୂଳ ତତ୍ତ୍ଵ ରୂପ ଜରିଆରେ ବିଶ୍ଳେଷଣ କଲେ । ଆତ୍ମାର ସୂକ୍ଷ୍ମ ତତ୍ତ୍ଵ ରୂପର ବିଶ୍ଳେଷଣ କରିଥିଲେ ଭଲ ହୋଇଥାନ୍ତା ।

  • @kalakarmohasanghasoroblsod4911

    Sahakaribandhunku danyabad

  • @mastermaneesee2581
    @mastermaneesee2581 Рік тому

    Saran guru bhai Saran.

  • @sukantamaharana1226
    @sukantamaharana1226 Рік тому

    Jay Jagannath 🙏 🙏🙏

  • @jayantapatra7709
    @jayantapatra7709 Рік тому

    ଜୟ ଜଗନ୍ନାଥ ସ୍ଵାମୀ 🙏

  • @lokanathbhutia6621
    @lokanathbhutia6621 Рік тому

    ❤jay shree guru dev❤

  • @khageswar_sa
    @khageswar_sa Рік тому

    Jaya shree gurudev

  • @satyanarayangurandi7951
    @satyanarayangurandi7951 Рік тому

    ଜୟଶ୍ରୀ ଗୁରୁ ଦେଵ

  • @birendrasenapati724
    @birendrasenapati724 Рік тому

    Jay shree krishna Jay

  • @ParabirPanda-to3rh
    @ParabirPanda-to3rh Рік тому +1

    But Odisha is so poor.Why ,brother !

  • @mythotech
    @mythotech Рік тому

    next episode plz

  • @puspalatanayak3246
    @puspalatanayak3246 Рік тому

    🙏❤️🙏

  • @BasantaNayak-w7v
    @BasantaNayak-w7v Рік тому

    Can you fallow it