ଦବଙ୍ଗଗିରି: ଜୟପୁର ସଦରଥାନାରେ ଧସେଇ ପଶିଲେ ବିଧାୟକ ତାରା ବାହିନୀପତି

Поділитися
Вставка
  • Опубліковано 21 вер 2024
  • ଡକାୟତି ଅଭିଯୋଗରେ ଜଣେ କୁଖ୍ୟାତ ଅପରାଧୀକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ । ହେଲେ ପୋଲିସ ସଂପୃକ୍ତ ଅପରାଧୀକୁ ଗିରଫ କରିବା ତ ଦୂରର କଥା କେବଳ ପଚରା ଉଚରା କରି ଛାଡ଼ିଦେଲା । ପୋଲିସର ଏଭଳି ଆକ୍ସନ ପ୍ରତିବାଦରେ ନିଜ ସମର୍ଥକ ଓ ଗାଁ ଲୋକଙ୍କୁ ନେଇ ଜୟପୁର ସଦର ଥାନା ଘେରାଉ ପାଇଁ ପହଞ୍ଚିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଉ ସେଠି ଦେଖିବାକୁ ମିଳିଥିଲା ତାରାଙ୍କ ଦବଙ୍ଗଗିରି । କ’ଣ ଥିଲା ପୂରା ଘଟଣା ଚାଲନ୍ତୁ ଦେଖିବା । ….
    For latest Odisha News Follow us:
    Website: www.prameyanews...
    UA-cam: / prameyanews7tv
    Twitter: / news7odia
    Facebook: / news7odia
    Playlists-
    Bada Khabar : • Bada Khabar
    Mudda : • Mudda
    Breakfast Odisha : • Breakfast Odisha News7
    Breaking News : • BREAKING NEWS
    News7 Live : • News7 Live
    News Room : • NEWS ROOM

КОМЕНТАРІ • 380