Srikhetra Dhama | New Odia Jagannath Bhajan Song | Krishna Beuraa - Japani Bhai - Armaan Music
Вставка
- Опубліковано 1 жов 2024
- Srikhetra Dhama | New Odia Jagannath Bhajan Song | Krishna Beuraa - Japani Bhai - Armaan Music
Song - Srikhetra Dhama ( New Odia Jagannath Bhajan )
Lyrics - Ranjan Nayak
Music - Japani Bhai
Singer - Krishna Beuraa
Programming - Jaga JD
Rythem -Anil Das
Recording Studio - 6 Music Studio
Mixing - Milan Das
#SrikhetraDhama
#SrikhetraDhamaSong
#jagannathbhajan
#newjagannathbhajanstatus
#armaanmusic
#odiajagannathbhajanstatusvideo
#odiabhajan
#SrikhetraDhamabyJapaniBhai
#SrikhetraDhamaByKrishnabeuraa
#KrishnaBeuraanewsong
#OdiaHitJagannathBhajan
#jagannathsong
#odiasong
#odiabhaktigeeta
#OdiaBhajanGita
#Jagannathgita
#JagannathPuri
This New Odia Jagannath Bhajan Is Very Close To My Heart ( Japani Bhai )
Music Label : Aramaan Music
Copyrights By : Armaan Music
Like, Share, Subscribe our Channel & Comments Below.
ପ୍ରଭୁ ମତେ ଟିକେ ଦର୍ଶନ ଦିଆ ମୁତ ବହୁତ୍ ଗରିବ ଆଉ ମୁଁ ପୁରୀ ଯାଇପରୁନି ତମେ ପା ଅନ୍ତର୍ଜମି ତମ ଡୋରି ଲଗେଇ ନେଇଯାଅ ପ୍ରଭୁ ଜୟ ଜଗନ୍ନାଥ 🙏🙏
Vai bhagan nku hrudayaru thare daka se tumaku dori lagei neijibe mor pura varasa achhi mahapravunka upare Se Pata Antaryami Tuma Antar katha nischayan bujhibe
Hey mahaprabhu karunakara Prabhu Jay jagannath Jay mahaprabhu 🙏🙏🙏🙏🙏🙏🙏🙏
କୋଉଠି ରହୁଚ ତମେ
Bhai ama Jagannath Dori lagiba Dene tame asiba Jay Jagannath 🙏🙏
Bhai same to you
ଏହି ଗୀତଟି ମୁ ଏବେ instagram status ରେ ସୁଣିଲି ମତେ ଏତେ ଭଲ ଲାଗିଲା ଯେ ମୁ youtube ରେ serch କରି ପକାଇଲି
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ 🙏
Thanks Japani bhai
Most beautiful heart toching song
Mu bi aie Gita ku ebe UA-cam re dekhili.
ଜାପାନୀ ଭାଇ ତମକୁ ମୋର ନମସ୍କାର ଏହିପରି ପ୍ରଭୁ ଜଗନ୍ନାଥଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରିଥିବାରୁ ଜୟ ଜଗନ୍ନାଥ 🙏🙏🙏
Nice t❤
ଏହି ଗୀତ ଶୁଣିଲେ ଯେମିତି ପ୍ରଭୁ ଜଗନ୍ନାଥ ମୋ ପାଖେ ପାଖେ ଅଛନ୍ତି ବୋଲି ଲାଗେ ସତରେ ସେ ମୋ କାଳିଆ ର ଶ୍ରୀକ୍ଷେତ୍ର ଧାମ 🙏🏻❣️⭕❗⭕❣️🙏🏻
ଜୟ ଜଗନ୍ନାଥ
କାଳିଆର ଶ୍ରୀକ୍ଷେତ୍ର ଧାମ
ଜୟ ଜଗନ୍ନାଥ
ଅମୃତ ନାମ ଜଗନ୍ନାଥ ପ୍ରଭୁ
ଏ ବର୍ଷର ସବୁଠୁ ଭଲ ଭଜନ
କ୍ରିଷ୍ଣା ସାର୍ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ବହୁତ ସୁନ୍ଦର ଭଜନ,ଜୟ ଜଗନ୍ନାଥ 🙏🙏🙏
Jay shree jagannath mahaprabhu Jay shree jagannath 🙏❤️❤️🙏🙏🙏🙏🙏🙏❤️🙏🙏🙏
@@lokanathrana5005aqàaqq
ମହା ପ୍ରଭୁଙ୍କ ମନବାଞ୍ଛା ପୂର୍ଣ୍ଣ ହେଉ । ଆନନ୍ଦେ ଏକବାର ହରିବୋଲ 👏👏
Hari bal
ବହୁତ ସୁନ୍ଦର ଭଜନ ପୁରା ହୃଦୟକୁ ଛୁଇଗଲା , ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ 🙏
ଜାପାନୀ ଭାଇ 🙏
Love From Talcher💞
Evergreen Hit 💥
Prioud from talcher ❤
ମୁଁ ଭଜନଟିକୁ 50 ଥର ଶୁଣିଲିନି ତଥାପି ଶୁଣିବାକୁ ଇଚ୍ଛା ହଉଚି, ଭଜନରେ ଏମିତି ଭାବ ରହିବା ଉଚିତ 🙏🙏, ଗୀତକୁ ଶୁଣିଲେ ଆଖିରେ ଲୁହ ଆସିଯାଉଛି, ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏, ଆଗରୁ ଏମିତିକା ଆହୁରି ଭଜନ ଆସୁ,
Krishna Sir beautiful singing.
May God bless you.
ପ୍ରଭୁ ତୁମେ ତ ଅନ୍ତର ଯାମି। ଜଗତ ରେ ସମସ୍ତ ଙ୍କୁ ଭଲ ରେ ରଖ। ଜୟ ଜଗନ୍ନାଥ 🙏
ସତରେ ଗୀତ ଟା ଏତେ ସୁନ୍ଦର ହେଇଛି ଥରେ ଶୁଣିଦେଲେ ମନର ଦୁଃଖ କଷ୍ଟ ସବୁ ଭୁଲି ହେଇଯାଉଛି, ଧନ୍ୟବାଦ ଆପଣଙ୍କୁ ଜାପାନୀ ଭାଇ
ହୃଦୟରୁ କୋଟି କୋଟି ପ୍ରଣାମ 🙏🙏
ପ୍ରଭୁ ସବୁ ଭୁଲ୍ ର କ୍ଷମା ଦିଅ..... ରକ୍ଷା କର ପ୍ରଭୁ...... ରକ୍ଷା କର ମହାପ୍ରଭୁ....🙏🙏🙏🙏🙏🙏😢😢😢
Heart' touching song prabhu jagannath
Krishna beuranku bahut ଦିନ ପରେ ଶୁଣିବାକୁ ମିଳିଲା।।।।big fan of krishna beura ।।।।।also misic director।।।and lirics
Jabani music our proud, very good jay Jagannath 🙏
Heart touching song 🙏🏼🙏🏼🙏🏼🙏🏼🙏🏼 Jay Jagannath 🙏🏼🙏🏼🙏🏼🙏🏼🙏🏼
Bahut sundar gita,sundar swara,sundar kantha,really heart touching
କଣ କଲ ଜାପାନି ଭାଈ ଏମିତି କଗିତ କଲ ଯେ ପୁରା ମନ ପ୍ରାଣ ସାନ୍ତ ହୋଇ ଜାଉଛି ଧନ୍ୟବାଦ୍ ଭାଈ ଯୟ୍ଯ ଜଗନ୍ନାଥ 🙏🙏⭕‼️⭕🙏
କୃଷ୍ଣା ବେଉରା ସାର ବୋହୁତ ସୁନ୍ଦର ଗାଇଛନ୍ତି❤❤❤
କେବେ ଲାଗିବ ପ୍ରଭୁ ତୁମ ଡେରି 😔❤️💕🌎ଜୟ ଜଗନ୍ନାଥ 🙏🏿🙏🏿🙏🏿
😮
Awesome. Love from Bengal .. love you japani dada. Jai jagannath.......❤❤❤❤
ସତରେ କାଳିଆ ବିନା ବଞ୍ଚିବା କଷ୍ଟକର ଅଟେ ତେଣୁ କାଳିଆ ବିନା ଏ ଜୀବନର ମାନେ କିଛି ନାହିଁ❤
Jay jagannath ଏ ଗୀତ ୫୦ ଥର ଦେଖିବା ପରେ ବି ମନ ମାନୁନାହିଁ very nice video 😢❤🙏🙏🙏🙏♥️😭🥲🥺
ସତରେ ଏଇ ଗୀତ ଶୁଣିଲେ ପେଟ ପୂରିଯାଉଛି ଯେମିତି ଲାଗୁଛି ମୋ କାଳିଆ ମୋ ପାଖରେ ବସିଛି ଆଉ ଏଇ ଗୀତରେ ଆଖିରୁ ଖାଲି ଲୁହ ଆସିଯାଉଛି ❤❤❤😊🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👌👌👌👌👌👍👍👍👍👍👍💝😥
ବହୁତ୍ ସୁନ୍ଦର୍ ଗୀତ, ଗୀତ ଟି ଶୁଣିଲା ପରେ, ମାେ ଆଖିରୁ ଲୁହ କୁ ଅଟକେଇ ପାରିଲି ନାହିଁ , ଜୟ ଜଗନ୍ନାଥ 🙏
Mind blowing
🙏Jai Jagannath 🙏 Mahaprabhu 🙏
⭕‼️⭕
Jay Jagannath 🙏🙏🙏 Love this song ❤❤❤😊😊😊😊😊😊😊😊😊😊😊😊❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ...
ଜୟ ଜଗନ୍ନାଥ🙏🙏
ବହୁତ ସୁନ୍ଦର ହୃଦୟ ସ୍ପର୍ଶୀ ଭଜନ। ଗୀତ ସଙ୍ଗୀତ କଣ୍ଠଦାନ ଅତି ସୁନ୍ଦର ଚମତ୍କାର ହୋଇଛି।👏👏👏
This is the trending Odia Jagannath Bhajana now 🙏🙏🙏
Jay jagannath 🙏 🙏 🙏 ❤️❤️❤️♥️
Jay Jagannath❣️🙏❣️ Krishna sirnku Mu bahut bahut Dhanyabad janauchi ❤ Ete sundar bhajana manaku chhuingala💟
ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ 🙏🙏
ଅତି ସୁନ୍ଦର ❤ ମୋ ତରଫରୁ ଆପଣଙ୍କୁ 🫡👏
Nice song 👍🏻,jai jagannath Swami 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ ମହା ବାହୁ
ଅତି ସୁନ୍ଦର ଗୀତ.. ଜୟ ଜଗନ୍ନାଥ 🙏🏻🙏🏻
ଜୟ ଜଗନ୍ନାଥ 🙏 ଏ ଗୀତ ଶୁଣିକି ହୃଦୟକୁ ବହୁତ ଆନନ୍ଦ ମିଳିଲା କଣ୍ଠ ଶିଳ୍ପୀ ବହୁତ ସୁନ୍ଦର ଗାଇଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
Heart touching song Prabhu Jay jagannath 🙏🙏🙏🙏🙏
Jay jagannath nice song beautiful ❤❤❤❤
Good and very beautifull song for heart touching ❤❤❤❤❤❤ jay jagannath
Beautiful song & nice voice ❤❤❤❤
Wonderful song 👍👍👍
❤ବହୁତ୍ ସୁନ୍ଦର୍ ଭଜନ ଜୟ ଜଗନ୍ନାଥ 🙏🙏🙏
Nice singing sir Heart touching song❤❤❤❤❤❤jay jaganath
Jay Jagannath mahaprabhu🙏❤️
ଜୟ ଜଗନ୍ନାଥ ମହାପ୍ରଭୁ ଅତି ସୁନ୍ଦର ରଚନା ଏବଂ ସଙ୍ଗୀତ ସଂଯୋଜନା ଓ କଣ୍ଠ ହୃଦୟ ଜଗନ୍ନାଥ ମୟ ଗଲା 🙏🙏
କ୍ରିଷ୍ଣା ଭାଇ ପୁରା ଭାବର ଭଜନ ବୋଲିଛନ୍ତି ହୃଦୟରୁ ଜବରଦସ୍ତ 👌♥️👌🙏♥️👍🙏
Jay jagannath my favourite song 🙏🙏🙏
Jay jagannath ❤❤❤❤❤❤😢
ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭଵ ତୁମେ
🌹Jay jagannath 🌹
😰😰😰😰😰😰😰😰😰😰😰😰😰😰😰😰😰😰😰କାଳିଆ ଠାକୁର ପାଇଁ ଏ ଗୀତ ଆଖିରେ ଲୁହ ଆସିଗଲା
Jay Jagannath 😭😭😭😭😭😭😭😭😭😭😭😭😭😭😭😭😭 plz god Tama Dori logeidio mu tike Puri jibi bohut abhav re jaiparuni 😭😭🙏🙏😭😭😭😭😭😭😭
🙏🏻Jay Jagannath 🙏🏻
Jay Dadhibaman 🙏🙏🙏🙏🙏
Jay Jagannath🙏🙏🙏🙏
💞💞💞Nice song ❤️❤️❤️
Very Very Nice❤❤❤❤
Jay Jagannath ❤❤❤
Japani bhai So sweet voice sang❤❤👌Jay Jagannath 🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤💗💗💗💗👌👌👌👌Jay shree Ram❤❤❤❤❤❤💗💗💖💖💖
ପ୍ରଭୁ ତମ ପାଖକୁ ନେଇ ଯାଅ 😢 ବହୁତ କଷ୍ଟ 😒 ହଉଛି ଆଉ ଏ ସଂସାର ରେ ବଞ୍ଚିବାର ଇଛା ନାହିଂ 😭😭😭😭 😢
ଜାପାନୀ ଭାଇ great 👍 ଭଜନ ଟା ବହୁତ ଭଲ ହେଇଛି ଜୟ ଜଗନ୍ନାଥ
Jay jagannath🙏🙏🙏🙏🙏
This song🥺🥺🥺🥺 jay jagannath ⭕❗⭕❣️🥺
Bahut sunder heichi viral haba Instagram re paka jay jagannathaa
Jay Jagannath ❤❤
Jabardast Recording and mixinig and Voice is king🎉❤ଜୟ ଜଗନ୍ନାଥ 🙏⚫️⚫️
Beautiful song 🙏🙏
Aha ki Sundar Gita jete sunile bi bara bara sunibaku ichha hauchi ❤🙏🙏🙏Jay jagannath ❤❤
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🏻
ଜୟ ଜଗନ୍ନାଥ ପ୍ରଭୁ ତମ ଡୋରି କେବେ ଲାଗିବ🙏🙏🙏🙏❤❤
Jaya jagannath😢🙌🙌🙌🙌bahutu Sundar🙅🙏🙏🙏🙏👏👏👍👍apana sir samiti bhajana sunauthantu
ଜୟ ଜଗନ୍ନାଥ ସ୍ଵାମୀ ନିଗମାନନ୍ଦ 🙏🙏🙏🎉💯 କାଲି ସାରଦା ଦମ୍
So beautiful song sir🙏🥰
କେବେ ଲାଗିବ ପ୍ରଭୁ ତୁମ ଡେରି ❤❤❤ ଜୟ ଜଗନ୍ନାଥ 😔😔🙏🙏🙏
Jay jagannath, samastankara mangal ra kara
ଜୟ ଜଗନ୍ନାଥ 🙏🙏🙏❤️❤️❤️ଗୀତ ସୁପର ହିଟ୍...
JAY SHREE JAY JAY JAGANNATH SWAMI NAYAN PATHAGAMI BHABA TUME PRABHU 🙏🙏🙏🙏🙏
Heart touching song
JAY JAGANNATH 🙏🙏
Vala vajan tia krishna sir nka voice mote vala lage strong voice
ଜୟ ଜଗନ୍ନାଥ
ତୁମ ଇଚ୍ଛା ବିନା ପତ୍ରଟେ ହଲେନା ଅହେ ମହାବାହୁ🙇
Jaani Bhai ate Sundar Gita bahara karichanti au kahibaku pdibani Jay jagannath Bhai pain gote like
Very very nice 😊😊😊😊❤❤❤❤❤❤❤❤❤❤jay jagannatha 🙌🙌🙌🙌🙌🙏🙏🙏🙏
ଜୟ ଜଗନ୍ନାଥ ❤❤❤❤
ଜୟ ଜଗନ୍ନାଥ ସ୍ଵାମୀ ନିଗମାନନ୍ଦ 🎉🎉🎉🎉🙏🙏🙏💕🌹
Hea Prabhu plz motea ଟ୍ କିଏ ଦେଖା ଦିଆ ମୁ ପୁରୀ ଯାଇପରୁନି ଆପଣଙ୍କୁ ଦେଖିବାକୁ 😢😢😢😢😢😢😢😢❤❤
ଏହି ଗୀତ ଶୁଣିଲେ ଯେମିତି ପ୍ରଭୁ ଜଗନ୍ନାଥ ମୋ ପାଖେ ପାଖେ ଅଛନ୍ତି ବୋଲି ଲାଗେ ସତରେ ସେ ମୋ କାଳିଆ ସାଆନ୍ତ ର ଶ୍ରୀକ୍ଷେତ୍ର ଧାମ 😭⭕‼️⭕😭
Jay Jagannath Swami Nayan pathagami bhaba tume
ହେ ପ୍ରଭୁ ମୋ ପରିବାର କେତେ ଇଛା ଅଛି ତୁମେ ଦେଖିବାକୁ ତୁମେ ଡୋରି ଲଗାଇଦିଅ ଜୟ ଜଗନ୍ନାଥ ସ୍ବାମୀ,❤❤❤❤❤❤
THIS SONG IS VERY BEAUTIFUL AND HEART TOUCH BHAJAN THIS YEAR
ଜଗନ୍ନାଥଙ୍କ ବଡ଼ ବିଚିତ୍ର ଲୀଳା ମୁଁ ଚାରି ଚାରି ଥର ପୁରୀ ଯାଇଛି କିଛି କାମରେ ! ପ୍ରଭୁଙ୍କୁ ଟିକିଏ ଦେଖିବି ବୋଲି ଯିବି କିନ୍ତୁ କୋୖଣସି କାରଣ ବଶତଃ ଦେଖା ମିଲେନି ପ୍ରଭୃକୁ ଧନ୍ୟ ପ୍ରଭୃ ତମ ମହିମା
Jay jaganath 🙏🙏🙏🙏🙏🙏🙏❤️❤️❤️ lovely song
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ
ପ୍ରଭୁ ମତେ ଟିକେ ଦର୍ଶନ ଦିଅ ମୁଁ ବହୁତ୍ ଗରିବ ମୁଁ ପୁରି ଯାଇ ପାରୁନି ତମ ଡୋରି ଲଗେଇ ନେଇଯାଆ ପ୍ରଭୁ ଜୟ ଜଗନ୍ନାଥ⭕‼️⭕
ଜୟ ଜଗନ୍ନାଥ ସ୍ବାମୀ ⭕‼️⭕
ଏ ଗୀତ ଶୁଣିଲେ ସମସ୍ତେ କାନ୍ଦି ପକାଇଥିଲେ 🥹🥹🥹
ଧନରେ ମୋର ଶେଷ ସମୟରେ ମୁହଁରେ ଟିକେ ସଞ୍ଜ ସଳିତା ଦେଇଦେବୁ ମୋର ପୁଅ ନାହିଁ ତୁ ମୋ ବଡ ପୁଅ 🙏🙏🙏🙏🙏