Pintu bhai hart touching video tumaku jete prasansa kale kama padiba jagannath nka pakhare atiki prarthana tumaku o tuma family ku ghanta ghodei rakhi thantu❤❤❤❤❤❤❤❤❤
Rupa pintu Khushi amebi tamaku bahutu miss karuchhu Tama paribar bahutu bhala Lage Runa bi bahut bhala ankaringi karanti bahouta bhala Lage kebe asa ama biraja mandira ade
Bhagban emiti sundar manisatiey kebal sandar bapa maank pain thank u pintu rapa mor etiki prathana bhagbank pakey valore rakhithantu tumoku tumo paribaranku sabu bele sabu samayare god bless u
Great.. great work🙏🏻U both such a great person with beautiful heart 💖💖🙏🏻tame dui jana mo tharu bahut sana, hele v mu tama dui jana nku hrudaya ru pronam janauchi 🙏🏻💖vlog madhyama re tume mane bahut ashirbad paucha 🙌🙌🙌🙌Prabhu jagannath tumara mangala karantu🙏🏻🙏🏻khusi re ruha💖lots of lv 💖💖💖
Really you are great Bhai full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja ❤❤❤
Tomo ku bolo pauthiba loko ku mote bohuto bholo lage❤❤ sai pilati ku dekhiki bohut dukho lagila😂😂jagannath tanku ghonto ghodei ki rokhontu💕💕💕love you khusi ma
Bht khusi Laila dekhiki tame se Bhai ka garaku gala au sahajya b kala..au pratisruti deiki asila new mobile daba au per mnth tankara recharge karidaba satare bhai u r great👍🙏🥰
Satare rupa bhauja god gifted. Bahut bhala laganti 😢❤.satare kia kharab kahile dehare jaeni 😢❤
କଉ ଧାତୁରେ ତିଆରି ତମେ ଭାଇ ମୁଁ ଜାଣି ପାରୁନି କଣ କହି ତମକୁ ଧନ୍ୟ ବାଦ ଦେବୀ ମୁଁ ଜାଣି ପାରୁନି ❤ତମର ଏଇ ମୋହାନ ତା ପାଇଁ ତମକୁ ମୁଁ ବହୁତ୍ ଭଲ ପାଏ ଭଗବାନ ତମକୁ ଏତେ ସାରା ଖୁସି ଦିଅନ୍ତୁ ଯେମିତି ତମେ ଏଇ ଭଳି ଗରିବ ଦୁଃଖୀ ଙ୍କ କଥା ବୁଝିବ ଆଉ ତାଙ୍କ ସାଥିରେ ଏମିତି ରହି ଥାନ୍ତୁ Love You Bhai ❤
ସତ କଥା
Right 👍
6:28
6:28 6:28 6:28
Aaji ta Sei ❤sana Bhai ra Msg Aasi ni 🙏🙏🙏 Kn pain?????
ସତରେ ଭାଇ ଏମିତିକା fan ବହୁତ କମ୍ ଥାଆନ୍ତି। god bless you
❤❤❤ ବୋହୁତ ଖୁସି. ଲାଗିଲା. ❤
❤️❤️❤️❤️
ସତରେ ଭାଇ ସେହି ଦୃଶ୍ୟ ଦେଖିଲେ ଛାତିଥରି ଉଠୁଛି ଯେ ଭଗବାନ ଶ୍ରୀକୃଷ୍ଣ ଏହି ସବୁ ଆଉ କାହା ଜୀବନ ରେ ନ ଘଟୁ ଜୟ ଜଗନ୍ନାଥ 🙏🙏🙏🙏🙏
🙏JAY SRI KESHANA 🙏
Apana 2 jana hela bhagawan nka sangare saman bahut khusi lagila pintu Bhai Rupa bhauja bahut bhala
ଭଗବାନ ତୁମପରିବାର ସମସ୍ତଙ୍କୁ🎉 ସବୁବେଳେ ଖୁସିରେ ରଖନ୍ତୁ ଭାଇ ଭାଉଜ ଆପଣ ଅସହାୟ ପିଲାକୁ ସାହାଜ୍ୟ କରୁଥିବାରୁ ଧନ୍ୟବାଦ ଭାଇ❤
Pintu bhai hart touching video tumaku jete prasansa kale kama padiba jagannath nka pakhare atiki prarthana tumaku o tuma family ku ghanta ghodei rakhi thantu❤❤❤❤❤❤❤❤❤
Bahut sunder pintu bhai 👌👍👍👍👍👍👍
ଗୋଟେ ହୃଦୟ କେତେ ଥର ଜିତିବ ଭାଇ
ତମେ ମହାନ୍ ଭାଇ ସତରେ ❤❤❤
Pintu bhagwan tate sabubele khusi re. Rakhantu
Satare bhai apn bhout vala 🙏😍amiti bhagwan apnku valare rakhantu🙏🥰🥰 love you khusi maa😘😘
ସତରେ ଆପଣମାନେ ସମସ୍ତେ ଆମ 🛖ଘରକୁଆସିଲେ ଦେଖି ବହୁତ୍...ଖୁସିଲାଗିଲା❤️❤️❤️❤️❤️
❤️❤️❤️❤️
Bhauja tame bahut sundar tamo pari au duniare bhauja nahi love u bhauja ❤❤❤❤
Bahuta Khusi lagila pintu Bhai and Rupa bhauja ❤️❤️❤️
ଅତୁଟ ସମ୍ପର୍କ, ଅନାବିଳ ସ୍ନେହ ମମତାର ପ୍ରତୀକ । ଖୁସି ବଜାୟି ରହୁ ।❤😢
ସତରେ ପିଣ୍ଟୁ ଭାଇ ରୂପା ଭାଉଜ ହୃଦାନନ୍ଦ ଭାଇଙ୍କ ମିଶି ତାଙ୍କ ପ୍ରତି ଏତେ ସାରା ଭଲ ପାଇବା ଦେଖି ମୋତେ ବହୁତ୍ ଖୁସି ଲାଗିଲା ❤love you too all
Khushi maa so cute❤❤❤❤❤❤❤
God nku aame Bapa Maa rupare paithau but aji aau gote Godnku dekhi delu
You are great Bhai ❤❤❤
Rupa pintu Khushi amebi tamaku bahutu miss karuchhu Tama paribar bahutu bhala Lage Runa bi bahut bhala ankaringi karanti bahouta bhala Lage kebe asa ama biraja mandira ade
❤ ବହୁତ ବହୁତ ଧନ୍ୟବାଦ ଜଣାଉଛି, ପିଣ୍ଟୁ ବାବୁ ସେହି ପିଲାଟି ପାଇଁ ସହଯୋଗ କରିଥିବାରୁ ❤❤ ଭଗବାନ ତୁମର ପରିବାର ପ୍ରିୟ ଜନକୁଖୁସୀ ରଖିଥାନ୍ତୁ ।ଜୟ ଜଗନ୍ନାଥ
Tumakubahutbahutdanyabadpintubhai
ହୃଦୟରୁ ଆପଣ ବୋହୁତ ଭଲ ଭାଉଜ ଭାଇ ❤🥰❤️
I AM VERY PROUD TO RUPA PINTU KHUSIMAA FOR 1ST TIME LIVE ON SCREEN NOT BEFORE
Seriously Bhai Kanda asigala... Bahut bada heart Bhai n bhauja..
Bahut kichhi sikhibaku mile tuma vedio ru...
Satare bhai bahut khusi laguchi sabubele khusire ruha
ସତରେ ଭାଇ ତମେ କେତେଭଲ ❤❤❤❤🙏🙏🙏
କାଳ କାଳ କୁ ମନେ ରହିଯିବ, ସେ ଲୋମ ଟାଙ୍କୁରା ଦୃଶ୍ୟ 😢😢😢
ସତରେ ଭାଇ ବୋହୁତ ଖୁସି ଲାଗିଲା ଆପୋଣ ସେ ଭାଇଙ୍କ ଘରକୁ ଯାଇଥିବାରୁ😢😢😢😢😢
Bhagban emiti sundar manisatiey kebal sandar bapa maank pain thank u pintu rapa mor etiki prathana bhagbank pakey valore rakhithantu tumoku tumo paribaranku sabu bele sabu samayare god bless u
Mu bahut khushi amiti gariba lokanku sahajya karanti bhai I love you pintu bhai
Ajira vlog bahut badhia lagila👍, so sweet❤ of you pintu🥰 and you are so down to earth 🤗👌. Love❤ you cuttest😊 pintu🌹🌹❤🌹🌹.
ଭଗବାନ ତୁମକୁ ଆହୁରି ଊପରକୁ ନିଅନ୍ତୁ ଜୟ ଜଗନ୍ନାଥ
Great.. great work🙏🏻U both such a great person with beautiful heart 💖💖🙏🏻tame dui jana mo tharu bahut sana, hele v mu tama dui jana nku hrudaya ru pronam janauchi 🙏🏻💖vlog madhyama re tume mane bahut ashirbad paucha 🙌🙌🙌🙌Prabhu jagannath tumara mangala karantu🙏🏻🙏🏻khusi re ruha💖lots of lv 💖💖💖
Bhai bahut dukha laguchhi se dursya dekhile Jay. Jaganath amiti dukha kahaku ndia ❤you khusimaa
Bahut vla pintu vai Rupa Vauja khusi....beta...god bless uuu alll
ପିଣ୍ଟୁ ଭାଇ ଆପଣଙ୍କୁ କୋଉ ଭୋଳି ଧନ୍ୟବାଦ୍ ଜଣେଇବି ଭାବି ପାରୁନି ବହୁତ୍ ଖୁସି ଲାଗିଲା ଆଜିର ଏହି ବ୍ଲଗ୍ ଟା ...ସତରେ ବହୁତ୍ ବଡ଼ ହୃଦୟ ତମର ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ପରିବାର କୁ ସବୁ ବେଳେ ଏମିତି ଖୁସିରେ ରଖନ୍ତୁ.... ଦିନ ଆସିବ ପୁରା ଓଡ଼ିଶା ଓ ଓଡ଼ିଶା ବାହାରେ ମଧ୍ୟ ଆପଣଙ୍କୁ ଭଲ ପାଇବେ..... ପିଣ୍ଟୁ ଭାଇ ମୋ ଦିଦି ତମର ଆଉ ତମ ପରିବାର ବଡ଼ ଫେନ୍..... ପିଣ୍ଟୁ ଭାଇ ଗୋଟେ ଥର ମର କୁମେଣ୍ଡ କୁ reply ଦେଲେ ମୁ ବହୁତ୍ ଖୁସି ହେଇଥାନ୍ତି.....🙏🙏🙏
Pin2 ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ମର comnt କୁ ଆଜି ଆପଣ ❤️ ଦେଖିଥିବାରୁ ମୁ ବହୁତ୍ ବହୁତ୍ ଖୁସି ଆଜି 🙏 ଜୟ ଜଗନ୍ନାଥ 🙏.... ମୁ ହାଇଦ୍ରାବାଦ୍ ରୁ ଆପଣଙ୍କ ଭିଡିଓ ଦେଖେ...
ପିଣ୍ଟୁ ଭାଇ ଆଉ ରୂପା ଭାଉଜ ଙ୍କ ଭଳି ଲୋକ ଭାଗ୍ୟରେ ଥିଲେ ମିଳେ । ଆଉ ଯେଉଁ ମାନେ ଭାଇ ଭାଉଜ ଙ୍କୁ ଖରାପ ଭାବୁଛ ଏହି ଭିଡିଓ ଦେଖିଲା ପରେ ମୁଁ ଭାବୁଛି ସେମାନଙ୍କ ମୁଣ୍ଡରେ ଭାଇ ଙ୍କ ପ୍ରତି ଭଲ ପାଇବା ଆସିବା ଜୟ ଜଗନ୍ନାଥ
Sata kahila
Right ❤❤
So cute khushi maa❤❤
Love u Khushi maa 🎉🎉
Really you are great Bhai full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja ❤❤❤
sabubele bhagaban emiti khusire rakhantu love you rupa dii
ଦିନେ ତୁମ ଭିଡିଓ ନ ଦେଖିଲେ ଭଲ ଲଗେନି ବହୁତ ବହୁତ ଭଲ ପାଇବା ତୁମକୁ❤❤
ବହୁତ ବହୁତ ଧନ୍ୟବାଦ ଭାଇ ତୁମର ଏହି ମହାନ୍ ଗୁଣ ପାଇଁ ତୁମେ ଏତେ ଉପରେ ଭଗବାନ ତୁମକୁ ଏମିତି ଭଲରେ ରଖନ୍ତୁ ତୁମେ ଯେମିତି ସମସ୍ତ ଙ୍କୁ ସାହାଯ୍ୟ କରିପାରିବ❤❤❤❤❤❤❤❤❤u ଭାଇ ଭାଉଜ
ରୁପା ପିଣ୍ଟୁ ତୁମ ମାନଙ୍କ ଉଦାରତା ଓ ମହାନତା ସତରେ ବହୁତ ଭଲ💝❤ଭଗବାନ ତୁମର ମଙ୍ଗଳ କରନ୍ତୁ
Tama video super excited rahuchi dukha Khushi rahuchi bhaout bhal laaguchi video apna nka ❤🙏🙏🙏
Jay jagannath emiti khusire ruha bhai ❤❤❤
ସତରେ ଭାଇ ତମକୁ ତମ ପରିବାର ଙ୍କୁ ଜୟ ଜଗନ୍ନାଥ ତମକୁ ଭଲରେ ରଖନ୍ତୁ ❤❤❤❤❤
ରୁପା ପିଣ୍ଡୁତମକୁ ବହୁତ ବହୁତ ଧନ୍ୟବାଦ 👍👍👍👍👍👍👍👍👍
ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସୁନା ଦିଦି ଅରୁଣ ଭାଇ ଙ୍କୁ ମୋ ପାଖରେ ପାଇକି ମୁଁ ବହୁତୁ ବହୁତୁ ଖୁସି ମୋ ପିଣ୍ଟୁ ଭାଇ ରୂପା ଭାଉଜ କେତେ ଭଲ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଙ୍କ ପରି କିଏ ହେବ ମୋ ପିଣ୍ଟୁ ଭାଇ ସମସ୍ତ ଙ୍କ ସାଙ୍ଗରେ ମଜା ମସ୍ତି କଲେ ମତେ ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସୁନା ଦିଦି ଅରୁଣ ଭାଇ କୁନି ମା ପ୍ରଶାନ୍ତ ଭାଇ କେଟି ଭାଉଜ ଗେହ୍ଲା ଭାଇ ଗେଲି ଭାଉଜ ଝିଲି ମା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି Mo Cute Khusimaa jhilimaa 😍 Love you Bhai Bhauja Khusimaa Suna Didee Arun Bhai Kuni Maa Prasanta Bhai Keti Bhauja Gelha Bhai Geli Bhauja jhilimaa and all Family members💞💞💞💞❤️❤️❤️❤️❤️
❤️❤️❤️❤️❤️❤️❤️❤️❤️❤️❤️❤️❤️
ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 Good bless you 👍️
ସାଇ ବାବା ତୁମକୁ ବହୁତ୍ ଭଲରେ ରଖନ୍ତୁ 🙏
Bahut sundar🙏🙏🙏💗💗
Super 👍 bhai❤Jay Jagannath 🙏🙏
Pintu au Rupa tm satare bht bhagyaban j tm ku seba karibaku sujog miluchi bhagban tumra magala karantu tume auri agakuu jaoo,lv uu❤❤
Bhagbanku ta kebe dekhinu tum duhik rupre ame Ram Sita ku dekhi baku pauchu thank you.
All time my favourite family love you ❤❤❤❤ Proud of Pintu bhai you are a good heart God bless you
Jay Jagannath 🙏🙏🙏 so cute Khushi maa ❤️❤️❤️
ଭାଇ ତୁମର ଏଇଭଳି video ଓ ଅନ୍ୟ ର ଦୁଃଖ ରେ ଦୁଃଖୀ ହେବା ବହୁତ୍ କମ୍ ଲୋକ ଥାନ୍ତି
ଧନ୍ୟବାଦ୍ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ
Right
So cute Khushi maa
Brother and bhabi very great person.. Humans social help is good habit boss
Jay Jagannath 🙏🙏🙏So Cute khushi ma 💖💖💖💖💖 💖💖💖💖pilati Hrudananda pin2 bhai tame bahut bhala❤❤❤❤❤
ଭାଇ ଏ ମିତି ଭଲପାଇବା ଦେଖି ବହୁତ ଖୁସି ଲାଗିଲା 🙏🙏🙏 ଜଏଜଗନ୍ନାଥ
ବହୁତ ବହୁତ ଧନ୍ୟବାଦ ଭାଇ ଭାଉଜ ଭଗବାନ ତୁମର ମନସ୍କାମନା ପୂର୍ଣ୍ଣ କରିବେ ଜୟ ଜଗନ୍ନାଥ ଖୁସି ମା
Bhagwan tama mananku khusire rakhantu.rupa u r great 👍👍👍👍.sabu bele emiti rahithiba
Aapna bahut bhala nice & politely,mu bhi kou dina miss kareni aapna video
ସତରେ ଭାଇ u r great🙏🙏🙏 salut ତମର ଏହି ସବୁ ପ୍ରୟାସ ସବୁବେଳେ ଚାଲୁ ରହୁ।ତୁମକୁ ପ୍ରଭୁ ଜଗନ୍ନାଥ🙏🙏🙏 ସବୁବେଳେ ଖୁସିରେ ରଖନ୍ତୁ।ଜୟ ଜଗନ୍ନାଥ🙏🙏🙏
so cute Khushi maa ❤️🥰 pintu bhai and Rupa bhauja 🥰
ଭାଇ ଭାଉଜ ବହୁତ ସୁନ୍ଦରୀ କରିଛନ୍ତି ଆପଣ ଧନ୍ୟବାଦ ଭଗବାନ ପ୍ରାର୍ଥନା କରିଛି ବହୁତ ଭଲରେ ରୁହ❤
Video dekhi mo akhire luha aasigala you are great 👍👍 bhai bhabi
Satare bahut bhala bhai bhauja didi Jiju khushi maa love you so much ❤
ଵାଵା ସେହି ମୁହୁର୍ତ କଥା କାନ୍ଦ ଲାଗେ ଜୟ ଜଗନ୍ନାଥ ❤❤❤
ବହୁତ ସୁନ୍ଦର ଭାଇ ଆଉ ଆପଣଙ୍କ କାମ ବହୁତ ସୁନ୍ଦର ଭଗବାନ କରନ୍ତୁ ଆପଣ ଆହୁରି ଅଧିକ ଉନ୍ନତି କରନ୍ତୁ ଖୁସି ରେ ରୁହନ୍ତୁ ଆଉ ଏମିତି ଭଲ ପାଉଥାନ୍ତୁ
ଆଜି ଏ ସକାଳ🌄 କେତେ କୋମଳ❤️ କେତେ ଯେ ପବିତ୍ର କେତେ ଯେ ନିର୍ମଳ💫 ଏଇ ସକାଳ ପରି ପବିତ୍ର ରହୁ ତୁମରି ମନ💌ହସ ଖୁସିରେ ରହୁ ପ୍ରତ୍ୟେକ ଦିନ💞 ଚଲା ପଥେ ତୁମ ଫୁଟି ଯାଉ ଫୁଲ 🌹ସେ ଫୁଲର ମହକରେ🌺 ତୁମ ଜୀବନ ସୁଖମୟ ହେଉ💥ଜୟ ଜଗନ୍ନାଥ ଭରସା🙏Dute king Santosh ❤️❤️❤️ Puri toka ❤️❤️❤️ Happy Diwali 🪔🪔🪔🎇🎇🎇🍫🍫🍫❤️❤️❤️
Bhi bhuja eamiti lako Duniya Ra bhout kom achhanti❤❤❤always love you❤
Satare bhai tume bahut volo aapono nko bapa maa bahut lucky jie ki aapono nko vali ete vala pua ku janma deichanti❤ love u khusi maa 💕
So cute khushi maa ❤❤❤ Jay Jagannath Bhai ❤❤❤ so sweet family ❤❤❤
ସତରେ ଭାଇ ବହୁତ ଖୁସି ଲାଗିଲା ଭଗବାନ ତୁମକୁ ସବୁବେଳେ ସେତିକି ସକ୍ଷମ ରଖନ୍ତୁ ଯେମିତି ତୁମେ ଅନ୍ୟ ମାନଙ୍କୁ ସାହାଯ୍ୟ କରି ପାରିବ ସମସ୍ତଙ୍କୁ ହୃଦୟ ରୁ ମୋର ଭଲ ପାଇବା ଜଣାଉଛି ଜୟ ଜଗନ୍ନାଥ 🙏🙏🙏
All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......
Bahut bhala lagila❤
Tomo ku bolo pauthiba loko ku mote bohuto bholo lage❤❤ sai pilati ku dekhiki bohut dukho lagila😂😂jagannath tanku ghonto ghodei ki rokhontu💕💕💕love you khusi ma
ଭାଇ ତମକୁ ଆଉ ତମ ପରିବାର କୁ ଭଗବାନ ବହୁ ଖୁସି ରେ ରଖନ୍ତୁ, ଆମର ଇଚ୍ଛା ଥାଇ କି ଏମିତି ଅନେକ କିଛି ଲୋକଙ୍କୁ ଟିକେ ଖୁସି ଦେଇ ପାରୁନି, ମତେ ସେମିତି ସକ୍ଷମ ଭଗବାନ ଦେଇ ନାହାନ୍ତି, କିନ୍ତୁ ଆପଣ ସେତିକି କରୁଚନ୍ତି ମୁଁ ଭାଇ ବହୁତ ବହୁତ ଖୁସି
Good job Bhai ସ୍ବାର୍ଥ ପର ଦୁନିଆ ରେ ନିଜ ଲୋକ ବି ପଚାରୁ ନାହାଁନ୍ତି, ତମର ବହୁତ୍ ବଡ ହୃଦୟ, ଯାହା ବି ହେଉ ତମ ପ୍ରତି ମୋର ସମ୍ମାନ ବହୁତ୍ ଅଛି, Keep it up
Emti samastinku help karuthao ....prabhu Jagannath tamaku ghanta ghodei rakhantu..🙏🙏🙏
Pintu Bhai namaskar bhaut sundar heechi blogs bhai se bhai nku bhagaban bahut bhalare rakhantu au khushire ruhantu Rupa bhauja namaskar 🎉🎉🎉🎉🎉 love you Khushi 🎉🎉🎉🎉
Bht khusi Laila dekhiki tame se Bhai ka garaku gala au sahajya b kala..au pratisruti deiki asila new mobile daba au per mnth tankara recharge karidaba satare bhai u r great👍🙏🥰
ପ୍ରଭୁ ଜଗନ୍ନାଥ ଏମିତି କାହାକୁ ଏତେ କଷ୍ଟ ନ ଦିଅନ୍ତୁ, ଏମିତି ଭାଇ ସହଯୋଗ ର ହାତ ବଡେଇ ଥାନ୍ତୁ
🙏🏻 Jay Jagannath 🙏🏻 Bhai bahut badhiya lagila bhai se bhai nku sahajya karithibara dekhi bhagwan tanku bhalare rakhantu 🙏🏻 Jay Jagannath 🙏🏻❤️
ପିଣ୍ଟୁ ଭାଇ ଆଉ ରୂପା 😢 best'❤❤
❤❤❤❤
Pintu vai Diwali re bana futeeba nuha kaha munha re hasa futeeba darkara😊😊❤❤❤❤❤❤ bahut sundra lagila
Pin2 tumara e bhali help dekhi bahut khusi laguchi bhagaban karantu tuma paribaraku bahut bhala re rakhantu❤
ଭଗବାନ🙏 ତୁମକୁ ଭଲରେ ରଖନ୍ତୁ ଯେମିତି ତମେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବ🙏❤️ଜୟ ଜଗନ୍ନାଥ ଭାଇ ⭕‼️⭕
ଭଗବାନ ସଦାସର୍ବଦା ତମ ସମସ୍ତଙ୍କୁ ଖୁସି ରେ ରଖନ୍ତୁ ପିଣ୍ଟୁ ଭାଇ ରୁପା ଭାଉଜ ଆଉ ତୁମ ପରିବାରକୁ ମଧ୍ୟ
ଜୟ ଜଗନ୍ନାଥ ❤
ଭାଇ ତୁମେ ଏତେ ଭଲ ଜେ କହି ହବ ନାହିଁ ଆପନ ଜଣେ ବହୁତ୍ ମହାନ୍ ଲୋକ ଭାଇ 👑❤️💕💯💯👌🏻
Right 👌👌👌👌❤
Bahut Sundar tumhen Mana bhi bahut Nirmala❤❤❤❤❤
Super bhai ❤❤❤❤❤
Great great great.....
Emiti khusi re sabubele tha a,,au khusi bantu tha a bhai...
🙏🙏Jay Jagannath🙏🙏
ସତରେ ଭାଇ ଆପଣଙ୍କ ଭିଡିଓ ମୋତେ ବହୁତ ଭଲ ଲାଗେ ଜୟ ଜଗନ୍ନାଥ ଭାଇ 🙏🙏🙏
ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ❤️🙏❤️
Sabubela khusira ruha Mora bhagabanka pakhara prathana 🙏🙏🙏🙏
Satare bhai tume kete bhal khusi re ruha samte❤❤❤
Bhai,Bhauja,Kushi Maa Ku Jagannath 🙏🙏 Bhala re Rakhantu..
❤ଭାଇ ଭାଉଜ ଙ୍କୁ 🙏🙏🙏 ( ତାଙ୍କୁ କୁହନ୍ତୁ ) (Aarti Baba ) ଙ୍କୁ ପାଖକୁ ଯିବେ ଭଲ ହୋଇ ଯିବ
ମୁଁ ଜାଣିନି ଯେ ଆପଣ ମୋର କୋମେନ୍ଟ ପଡିବେ
( ଯିଏ ବି ଦେଖୁ ଛନ୍ତି ତାଙ୍କୁ ଜାଣିଥିଲି ତାଙ୍କୁ sms ଦିଅନ୍ତୁ )
ସିଏ ଭଲ ହୋଇ ଯିବେ
love you ❤️ all family jay jaganath
🙏🙏🙏
ଭାଈ ଭଗବାନ ତୁମକୁ ଏମିତି ସବୁବେଳେ ହସ ଖୁସି ରେ ରଖନ୍ତୁ
ସତରେ ଆପଣ ମହାନ
ଆଜି ର ଭିଡିଓ ପୁରା ମନକୁ ଛୁଇଁ ଗଲା ❤❤ ଏମିତି ରୂପା ଆଉ ପିଣ୍ଟୁ ତୁମେ ସବୁରି ମନରେ ଏମିତି ରହିଥାଅ ❤❤
Wow bhai tmr sabu video mu dekhhe. Aji 1st comment Mora.tm family members sabu kete bhala.tm jodi taa best jodi in orissa.
Bahut khusi lagila pintu bhai❤❤❤
ଭାଇ ଆଖିରୁ ଆଜି ଲୁହ ବାହାରି ଗଲା ଭାଇ ମୁ ସତରେ କେବେ ଭଗବାନ ଦେଖିନି କିନ୍ତୁ ଆପଣ ଭଗବାନ ଠୁ ବି ଅଧିକା ଭାଇ ବହୁତ ଖୁସି ଯେ ଓଡିଶା ରେ ମୁ ଗୋଟେ ରିଆଲ ହିର କୁ ଆଜି ଦେଖିବାକୁ ପାଇଲି ମୋ ହିରୋ ପିଣ୍ଟୁ ଭାଇ
ଆପଣ ଙ୍କ ଭଳି ଗୋଟେ ଭଗବାନ ଙ୍କ ପାଦ ତଳେ କୋଟି କୋଟି ନମସ୍କାର ଭାଇ 🙏🙏
😂😂😂😂😂😂