ସୁନାଙ୍କୁ ଦେଖି କାନ୍ଦି ପକାଇଲେ ରୂପା / Rupa Pin2 Khushi

Поділитися
Вставка
  • Опубліковано 29 лис 2024

КОМЕНТАРІ • 3,4 тис.

  • @subhadra_123
    @subhadra_123 Рік тому +2800

    ସତରେ ପିଣ୍ଟୁ ଭାଇ ଓ ସୁନା ଦିଦିଙ୍କୁ ଏକା ସହିତ ଦେଖିକି ବହୁତ ଖୁସି ଲାଗିଲା😊ଏଇ ଦିନଟିକୁ ତ ଆମେ ଅପେକ୍ଷା କରିଥିଲୁ କେବେଠୁ❤ଆଉ କେଉଁମାନେ ମୋ କଥାରେ ସହମତ ଜଣାନ୍ତୁ👍ଜୟ ଜଗନ୍ନାଥ🙏

  • @sharmistharaut4473
    @sharmistharaut4473 Рік тому +74

    ଆଃ କି ଅପୂର୍ବ ମିଳନ ଭାଇ ଓ ଭଉଣୀ ମଧ୍ୟରେ ଭାଉଜ ଆଉ ନଣନ୍ଦ ମଧ୍ୟ ରେ ❤ ଦେଖି ବହୁତ ଆନନ୍ଦ ଅନୁଭବ କଲି।

  • @smilychumki4959
    @smilychumki4959 Рік тому +145

    ବହୁତ ଖୁସି ଲାଗିଲା, ପିଣ୍ଟୁ ଭାଇ ଓ ସୁନା ଦିଦିଙ୍କର ସବୁ କିଛି ଠିକ୍ ହେଇଗଲା ❤ କିଏ କିଏ ଖୁସି ଅଛ 👍👍👍

  • @banditarout6683
    @banditarout6683 Рік тому +94

    ଭାଇ ବହୁତ ଖୁସି ଲାଗିଲା ତମ ମାନଙ୍କୁ ଏକାଠି ଦେଖିକି ଭଗବାନ ତମକୁ ଖୁସିରେ ରଖନ୍ତୁ ଭିଡିଓ ଦେଖିକି ମୋ ଆଖି ରୁ ଲୁହ ଆସି ଗଲା ❤❤❤

  • @anamataria-iv1qz
    @anamataria-iv1qz Рік тому +178

    ଆପଣ ଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ❤👌❤👌❤🙏🙏🙏ଜଏ ଜଗନ୍ନାଥ

  • @manjarinaik1756
    @manjarinaik1756 Рік тому +7

    Bahut khusi lagila bhai tame suna didi saha misiki soo happy❤❤❤ khusi maa miss u

  • @rinkybehera8714
    @rinkybehera8714 Рік тому +183

    ସତ ରେ ବହୁତ ଖୁସି ଲାଗିଲା ସମସ୍ତଙ୍କୁ ଏକାଠି ଦେଖିକି❤

  • @rupalimalana8561
    @rupalimalana8561 Рік тому +397

    ସବୁ ବେଳେ ଏମିତି ଖୁସି ରୁହ ଭାଇ ଭଉଣୀ ଭାଉଜ ଭଗବାନ ସମସ୍ତ ମଙ୍ଗଳ କରନ୍ତୁ ♥♥♥

  • @dassukanti9251
    @dassukanti9251 Рік тому +5

    Satare ame bahut khusi aka sathire bhai bhouni ku dekhiki ❤❤

  • @Sahoo29625
    @Sahoo29625 Рік тому +212

    ହୃଦୟ ରୁ ବୋହୁତ ସାରା ଧନ୍ୟବାଦ୍ ଭାଇ 🎉 ଯାହା ହେଉ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ମିଶିଗଲେ,ଦେଖିକି ଆଖିରୁ ଖୁସିରେ ଲୁହ ଆସିଗଲା ସତରେ ,,କାହାରି ନଜର ନ ଲାଗୁ ତୁମ ମାନକ ଖୁସିରେ ,,ଭଲରେ ରୁହନ୍ତୁ ସବୁ Jay Jagannath ,🙏🙏 ❤ ଆପଣ ମାନେ କାନ୍ଦିଲେ ଆଉ ଆମେ ବି କାନ୍ଦିଲୁ ତଥାପି ବୋହୁତ ଖୁସି ଆଜି ❤❤❤❤

  • @lovemyvillage8555
    @lovemyvillage8555 Рік тому +108

    ମତେ ବହୁତ ଖୁସି ଲାଗିଲା ସୁନା ଦିଦି ଘର କୁ ଜାଇଛ ❤

  • @ChandanKumar-gf6dm
    @ChandanKumar-gf6dm Рік тому +9

    ଆଜି ପର୍ଯ୍ୟନ୍ତ ଯେତିକି vdo କରିଛ ଭାଇ,, ଏଇଟା ମୋରୋ favourite heiki ରହିଗଲା,,, ଯାହା ହଉ ଆମ ଆଖିରୁ ଭି ଖୁସି ର ଲୁହ ଚାଲି ଆସିଲା,, ସୁନା ଭଉଣୀ ଟା ଆମର ସତରେ heart touching vdo❤ ମଝିରେ ମଝିରେ ଏମିତି tk ନହେଲେ ଭି ଭଲ ପାଇବା ବଢ଼େନି,,,❤

  • @Rishikbiswal
    @Rishikbiswal Рік тому +213

    ଯାହଉ ଭାଇ ସୁନା ଦିଦି ଘରକୁ ଗଲେ ବହୁତ ଭଲ ଲାଗିଲା । ମୁଁ ବହୁତ ଖୁସି ଭଉଣୀ କୁ ଭାଇ ମିଲି ଗଲା Thank you bhai& bhauja🥰

  • @kunibadatya4418
    @kunibadatya4418 Рік тому +163

    ଏ ଭାଇ ଭଉଣୀ ମିଳନ ଦେଖି ମୁଁ ବହୁତ ଖୁସି ଭାଇ ପ୍ରଭୁ ଜଗନ୍ନାଥ କରନ୍ତୁ ଏମିତି ସବୁ ବେଳେ ଖୁସି ରେ ରୁହ ଜୟ ଜଗନ୍ନାଥ 🙏🙏🙏🙏🙏

  • @cutydibyanshi123
    @cutydibyanshi123 Рік тому +52

    ଭାଇ ଭଉଣୀ ସମ୍ପର୍କ ଦୁନିଆ ର ସବୁ ଠୁ ଭଲ ସମ୍ପର୍କ ସବୁ ଦିନ ଝଗଡ଼ା କରିବେ ରାଗିକି ରହିବେ ହେଲେ ଜଣେ ଜଣଙ୍କ ବିନା ରହି ପାରିବେନି..... ତୁମ ଏ ଭିଡିଓ ଦେଖିଲା ପରେ ସତରେ ଆଖି ରେ ଲୁହ ପଳେଇ ଆସିଲା.... ଝଗଡ଼ା କରିବା ଦ୍ଵାରା ସବୁ ସମ୍ପର୍କ ଭାଙ୍ଗି ଯାଏ ହେଲେ ଭାଇ ଭଉଣୀ ଗୋଟେ ସଂପର୍କ ଯାହା କି ଝଗଡ଼ା କରିବା ଦ୍ୱାରା ଭଲ ପାଇବା ବଢ଼ି ଥାଏ.........😍😍😍😍😍❤️❤️❤️❤️❤️❤️

  • @trilochanmohanty
    @trilochanmohanty Рік тому +543

    ବହୁତ୍ ବହତ୍ ଧନ୍ୟବାଦ୍ ସମସ୍ତ ଙ୍କୁ ପାହିଲି ରଜର ଭେଟି 🎉 ଦେଖିକି ବହୁତ୍ ଖୁସି ଲାଗିଲା ପିଣ୍ଟୁ ଭାଇ ଓ ସୁନା ଦିଦୀ ଙ୍କୁ ଏକାଠି ଦେଖି 😊 ୟେ ହୁଇ ନା ବାତ୍ ❤

    • @SasmitaSahoo-xy3cd
      @SasmitaSahoo-xy3cd Рік тому

      ❤❤❤❤❤👌👌👌👌👌👌😀😀😀😀😀😀😀💖🌹🌹🌹🌹🌹🌹

  • @d_mmayurbhanjtoka7656
    @d_mmayurbhanjtoka7656 Рік тому +95

    କୋଉ କୋଉ ଭାଇ ଭଉଣୀ ମାନେ anil ଭାଇ ଆଉ sanjai ଭାଇ ଙ୍କୁ miss କରୁଛ ଆଉ ଦେଖିବା ପାଇଁ ଚାହୁଁଛ ଗୋଟେ ଗୋଟେ like କର

  • @BA-LaxmipriyaNaik
    @BA-LaxmipriyaNaik Рік тому +12

    ସତରେ ଭାଇ ଭଉଣୀ କୁ ଦେଖି ବହୁତ ଖୁସି ଲାଗିଲା. ଖୁସି ରେ କାନ୍ଦ ବି ଲାଗିଲା ❤️😊

  • @shrabanimeher4209
    @shrabanimeher4209 Рік тому +8

    Mu aji sakalu apeksha karithili ketebele aasba ei video ta jaha Hau aasigala ...suna Didi au pin2 Bhai Rupa bhaja samaste misigale .... He Bhagawan sabubele khusi re rakhantu jay..... Jagannath 🙏...... Love you all family members....❤❤❤❤

  • @sabitasethy8094
    @sabitasethy8094 Рік тому +28

    Rupa nd pintu both are pure souls. True genuine hearts. Always stay blessed. ❤. From ctc.

  • @realherodeepakraaj
    @realherodeepakraaj Рік тому +7

    ବୋହୁତ ସୁନ୍ଦର ❤️‍🩹 ଭଲ ଲାଗିଲା ଦେଖିକି ଭାଈ ଭଉଣୀ କୁ ଏକାଠି 🥰😍🥰 ସବୁ ବେଳେ ଏମିତି ହସ ଖୁସି ରେ ରୁହ 💞🦋🌸 କେତେ ଦିନ ହେବ ଆମେ ଅପେକ୍ଷା କରି ଥିଲୁ ❤️ love you all rupa.pintu.khusi. arunsuna

  • @anupamapanda7456
    @anupamapanda7456 Рік тому +44

    ଭାଇ ଆଜି ବହୁତ ଖୁସି ଲାଗିଲା ଆମେ ଏ ଦିନ ଟିକୁ ଅପେକ୍ଷା କରିଥିଲୁ ସୁନା ଦିଦି ଆଉ ପିଣ୍ଟୁ ଭାଇ ଙ୍କୁ ଏକା ସହିତ ଦେଖି ବହୁତ ଖୁସି ଲାଗିଲା ମୋ ଆଖି ରୁ ଲୁହ ଆସିଗଲା ଭାଇ ସବୁ ଦିନ ଏମିତି ଏକାଠି ରୁହ ଆଉ ଖୁସି ରେ ରୁହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି କାମନା 🙏❤️❤️❤️❤️❤️❤️

  • @santoshpramanika5164
    @santoshpramanika5164 Рік тому +77

    ସତରେ ଭାଇ ଭାଉଜ ନିଜ ଭଉଣୀ ଘରକୁ ନ ଆସିଲେ କେତେ ଯେ, କଷ୍ଟ କେବଳ ଗୋଟେ ଭଉଣୀ ହିଁ ଜାଣିପାରେ ମୋ ଆଖିରୁ ତ ଲୁହ ଆସିଗଲା 😢😢😢😢😢😢😢😢ଦେଖିକି ଯଦି ମଝିରେ ମଝିରେ ଏମିତି ଆସିଲେ ଟିକେ ବି ରାଗ କି ଲୁହ ଅସିନଥନ୍ତା ❤❤❤❤❤

  • @rashmiansh1579
    @rashmiansh1579 Рік тому +16

    ବହୁତ ଖୁସି ଲାଗିଲା, ସମସ୍ତଙ୍କୁ ଏକାଠି ଦେଖି 😢🙏🙏

  • @biswajitdas720
    @biswajitdas720 Рік тому +34

    କିଛି ଭୁଲ ତାଙ୍କର ଥିଲା କିଛି ଆପଣଙ୍କର ଥିଲା ଦୁଇ ଜଣ ମିଶି ଠିକ୍ କରିଦେଲ ଏବେ ଏମିତି ବୋହୁତ ଖୁସି ରେ ରୁହନ୍ତୁ 😊😊

  • @gayatrinayak2180
    @gayatrinayak2180 Рік тому +50

    ସତରେ ବହୁତ ଖୁସି ଲାଗୁଚି ❤

  • @biswajitparida3370
    @biswajitparida3370 Рік тому +3

    ବହୁତ ଖୁସି ଲାଗିଲା ସମସ୍ତେ ଜାଣି ଯାଆନ୍ତୁ pintu bhai heartly kele great ❤❤❤❤❤❤❤❤❤🎉🎉😂😂😂❤❤❤❤❤❤❤

  • @papudjdas165
    @papudjdas165 Рік тому +116

    ,ପିଣ୍ଟୁ ଭାଇ ଆଜି ମୁଁ ବହୁତ୍ ଖୁସି ବହୁତ୍ ସୁନା ଦିଦି ଙ୍କ ଘରକୁ ଯାଇଛ ସବୁ ବେଳେ ଏମିତି ଖୁସି ରେ ରୁହ ଜଗନ୍ନାଥ ଙ୍କୁ ମୋର ଏତେ କି ପ୍ରାର୍ଥନା 🙏

  • @jhianipolai1896
    @jhianipolai1896 Рік тому +31

    ଭାଇ ଓ ଅପା ଆଜି ବହୁତ୍ ବହୁତ୍ ବହୁତ୍ ବହୁତ୍ ଖୁସି ଆଜି ସବୁ ଆସା ପୁରଣ ହେଇଗଲା ତମର ଏତିକି ଭୁଲ୍ ଥିଲା କିନ୍ତୁ ଆଜି ଆଉ ସେ ରାଗ ନାହିଁ ବହୁତ୍ ଖୁସି ଏମିତି ହସାଅ ହସୁଥାଅ ଜୟ ଜଗନ୍ନାଥ 🙏🙏🙏

  • @amitbarik4718
    @amitbarik4718 Рік тому +38

    ରକ୍ତର ସମ୍ପର୍କ କେବେ ଅଲଗା ହୁଏନି ସେଟା ଆଜି ପିଣ୍ଟୁ ଭାଇ ପ୍ରମାଣ କରିଦେଲେ ଏଥର କିଏ କହିବ ଦେଖିବା ପିଣ୍ଟୁ ଭାଇଙ୍କର କେତେ ଗର୍ବ ହେଇଯାଇଛି love you pintu bhai ସବୁବେଳେ ଏମିତି ଖୁସିରେ ରୁହ❤❤

  • @sumitrapradhan4432
    @sumitrapradhan4432 Рік тому +25

    ସତରେ ବହୁତ୍ ଖୁସି ଲାଗିଲା।ପିଟୁ ରୁପା ।ଲୋକମାନେ ଆଉ ଭୁଲ୍ ବୁଝି ବେନଇ।😢😢।❤❤❤❤❤❤

  • @subhacreation.7552
    @subhacreation.7552 Рік тому +11

    ମୋ ସୁନାଭାଇ ସାନଭାଇ n ସୁନାଭାଉଜ ବହୁତ ବହୁତ ଭଲ 💖💖lv u both💖💖ସବୁବେଳେ ସେମିତି ଖୁସି ରେ ମିଳିମିଶି ରୁହ 💖💖ଆଜିର blog ବହୁତ ଭଲ ଲାଗିଲା 💖💖

  • @jagnyaseninayak5765
    @jagnyaseninayak5765 Рік тому +5

    ଭାଇ ଭଉଣୀ ଶୁଣ କାହାଣୀ God bless u all .jai jagannath 🎉,

  • @gyanchand8026
    @gyanchand8026 Рік тому +16

    Jay shree Krishna ❤❤❤❤bahut bahut khusi laguchhi aji❤❤❤suna nka ghar ku jibaru ❤❤❤❤❤

  • @1x-abinash-07
    @1x-abinash-07 Рік тому +45

    ଯାହା ହେଉ ଆଜି ଭାଇ ଭଉଣୀ ନଣଦ ଭାଉଜ ସମସ୍ତଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ❤
    ଏମିତି ସବୁବେଳେ ଖୁସିରେ ରୁହନ୍ତୁ ❤❤

  • @village_girl_mama
    @village_girl_mama Рік тому +2

    Amithi sabu bele Khushi re ruha love you all ❤️ jay jagannath 🙏

  • @sonalisahoo8810
    @sonalisahoo8810 Рік тому +55

    ଏଇ ଦିନକୁ ଆମେ ବହୁତ୍ ଦିନରୁ ଅପେକ୍ଷା କରିଥିଲୁ ଏମିତି ଦେଖିକି ବହୁତ୍ ଖୁସି ଲାଗିଲା

  • @deepakpolai1279
    @deepakpolai1279 Рік тому +20

    ଭାଇ ମୁ ଆଜି ତମ ବ୍ଲଗ୍ କୁ ଅପେକ୍ଷା କରିଥିଲି ଭିଡ଼ିଓ ଟି ଦେଖି ବହୁତ୍ ଖୁସି ଲାଗିଲା👍👍👍

  • @ranjitamallick1824
    @ranjitamallick1824 Рік тому +2

    ବୋହୁତୁ ଭଲ ଲାଗିଲା ଭିଡିଓ ଦେଖିକି ସମତେ ଆଜି ଏକାଠି ଦେଖିକି happy raja 🥰🥰🥰 ସବୁ ବେଳେ ଖୁସିରେ ରୁହ

  • @rajamenduli3582
    @rajamenduli3582 Рік тому +11

    ସତରେ ଆଜିର Blog ti bahut sundar lagila ❤️ ବହୁତ୍ ଦିନର ଅନ୍ତଘଟିଲା ପିଣ୍ଟୁ bro and Rupa dii ❤️ suna dii nka ଘରକୁ ଯାଇ ଥିଲେ ଏଣ୍ଡ ବହୁତ୍ enjoy Kale ମଧ୍ୟ lam so happy and happy Raja ହାର୍ଦିକ ଶୁଭେଛା ଓ ଶୁଭକାମନା love you all 😍

  • @jitusahoo7635
    @jitusahoo7635 Рік тому +59

    The most awaited n amazing vlog episode in odisha... Jai Jagannath

  • @Dktodiastory
    @Dktodiastory Рік тому +37

    ସୁନା ଦିଦି ର ଖୁସି ରେ ଲୁହ ଦେଖି ମୋ ଆଖିର ପାଣି ଆସିଗଲା very emotional moment 😭😭 ଭାଇ ଭଉଣୀ ଙ୍କ ଏ ଭଲ ପାଇବା ❤ ସବୁ ଅପେକ୍ଷା ର ଅନ୍ତ ଘଟିଲା କେଉଁ ମାନେ ଖୁସି ଅଛ like ଠୋକ 👍🥰😂ମୁ ବହୁତ ଖୁସି

  • @balarampradhan8777
    @balarampradhan8777 Рік тому +39

    ଭାଇ ଆଜି ମତେ ବହୁତ ଖୁସି ଲାଗିଲା 😊😊😊🤗🤗🤗🤗🤗😘😘😘😘 ଭଗବାନ ସବୁ ବେଳେ ଏମିତି ଖୁସି ରେ ହିଁ ରଖନ୍ତୁ ଆପଣ ପରିବାର କୁ ଭଗବାନ କ ଆଶୀର୍ବାଦ ସବୁ ବେଳେ ଏମିତି ରହିଛି ଆଉ ରହିଥିବ 😭😭😭😭😭 miss you all family members 😔😔😔 miss you Khushi maa

  • @dipunmama9616
    @dipunmama9616 Рік тому +42

    ମୁଁ ମାଆଙ୍କ ପାଖରେ ପାର୍ଥନା କରୁଚି 🙏🙏🙏କି ସବୁବେଳେ ଏମିତି ଖୁସିରେ ରୁହ ❤💕💞🌹

  • @manjuraut395
    @manjuraut395 Рік тому +14

    କେଉ ମାନେ ଖୁସି ଅଛ ପିଣ୍ଟୁ ଭାଇ ସୁନା ଘରକୁ ଯାଇ ଥିବାରୁ। ତାହେଲେ👍👍👍 ମଧ୍ୟମ ଜଣାନ୍ତୁ

  • @shaktiswarupi7156
    @shaktiswarupi7156 Рік тому +34

    ଭାଇ ଆଉ ଭଉଣୀ ର ସମ୍ପର୍କ ଟା ଏମିତିକା, ଯେତେ ଶବ୍ଦ ହେଲେ ଵି କମ ପଡି ଯିବ. ସବୁ ଭାଇ ଆଉ ଭଉଣୀ ମାନ ଙ୍କର ସମ୍ପର୍କ ସବୁବେଳେ ଏମିତି ରହି ଥାଉ.ସବୁ ଭାଇ ମାନେ ଭଉଣି ମାନ ଙ୍କ ର ସାହସ.

  • @shrabanidash2167
    @shrabanidash2167 Рік тому +25

    ଆଜି ପିଣ୍ଟୁ ଭାଇ, ସୁନା ଦିଦି ଙ୍କୁ ଏକାଠି ଦେଖି ଭଉତ୍ ଖୁସି ଲାଗିଲା 🥰😊💓 ମାମୁନି ତୁମ କଥା 1ନମ୍ୱର୍👍👍👍 ଜୟ ଜଗନ୍ନାଥ 🙏🙏 ଜୟ ମା ତାରିଣୀ 🙏🙏🙏

  • @anusayagahan9510
    @anusayagahan9510 Рік тому +18

    ସତରେ ଭାଇ ଆଜି ବହୁତ ଖୁସି ଲାଗିଲା ଏହି ଦିନକୁ ଅପେକ୍ଷା କରିଥିଲୁ ଭାଇ ଭଉଣୀର ମିଳନ ଆଉ ଭାଉଜଙ୍କୁ ଦେଖି ଆହୁରି ଖୁସି ଲାଗିଲା ଖୁସିରେ ଆଖିରୁ ଲୁହ ଆସିଗଲା😂😂😂ଏମିତି ସବୁବେଳେ ହସ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ❤❤

  • @minatibehera5413
    @minatibehera5413 Рік тому +111

    ସମସ୍ତେ ଏକାଠି ହେଲେ ଦେଖି ଖୁସି ଲାଗିଲା ପିଣ୍ଟୁ ଭାଇ ♥️

  • @mathuramahakur5994
    @mathuramahakur5994 Рік тому +29

    ସତରେ ପିଣ୍ଟୁ ଭାଇ ଖୁସି ରେ ମୋ ଆଖିରୁ ବି ଲୁହ ଆସିଗଲା ମୁଁ ଭଗବାନଠାରେ ପ୍ରାଥନା କରୁଛି ତୁମ ପରିବାରକୁ ଆଉ କାହାରୀ ନଜର ନ ଲାଗୁ gog bless you all family members love you ❤️❤️❤️❤️❤️❤️❤️❤️🥰🥰🥰🥰🥰🥰👌👌👌👌🙏

  • @NandiniNandini-df5gh
    @NandiniNandini-df5gh Рік тому +66

    ସୁନା ଦିଦି ଙ୍କୁ ଦେଖି ବହୁତ୍ ଜୋର୍ କାନ୍ଦ ଲାଗିଲା 😢😢😢😢😢😢😢😢 ମୋତେ

  • @Twins_Lifestyle
    @Twins_Lifestyle Рік тому +53

    ସମସ୍ତଙ୍କ ପରିବାରରେ ସୁବିଧା ଅସୁବିଧା ରହିଥାଏ କିନ୍ତୁ କିଛି ଲୋକ ଅଛନ୍ତି ଅନ୍ୟର ପରିବାର କେମିତି ଭାଙ୍ଗିବେ ସେମିତି ଚେଷ୍ଟା ରେ ଲାଗି ପଡ଼ନ୍ତି.... ଏବେ ସବୁ ଠିକ ହେଲା ଦେଖ ସମସ୍ତେ

  • @sobharani0606
    @sobharani0606 Рік тому +6

    Sabu apekhya ra anta ghatila... !! ❤❤ So Sweet Bhai... Strong Bonding ❤️❤️☺️😉

  • @jharanabahera176
    @jharanabahera176 Рік тому +8

    ସତରେ ଵହୁତ ଖସି ଲଗିଲା ଆଉ କା‌ନ୍ଦ ବି ଲାଗିଲା ଭଗବାନ ଵହୁତ ଖସିରେ ରଖନ୍ତୁ ତୁମକୁ 🙏

  • @srikantbarik4498
    @srikantbarik4498 Рік тому +41

    Happy raja all of you ❤❤❤❤
    Khusi maa pai gote like👍👍

  • @MuktaRajOfficial
    @MuktaRajOfficial Рік тому +88

    ଦିନେ ନା ଦିନେ ରକ୍ତ ସମ୍ପର୍କ ଯୋଡି ହେଇ ଯାଏ। ରାଗ ଋଷା ସବୁଠି ହୁଏ କିନ୍ତୁ ଯୋଉ ମନେ ରୂପା ପିଣ୍ଟୁ ସୁନା ଙ୍କର ଝଗଡ଼ା ରେ ଭିଡିଓ କରୁଥିଲା ଆଜି ଠାରୁ ତୁମର ଧନ୍ଦା ବନ୍ଧ ହେଲା। ପିଣ୍ଟୁ ତା ସବୁ ଭଉଣୀ କୁ ବହୁତ୍ ଭଲ ପାଏ ଆଉ ଆଦର କରେ।
    Moral of the story- କେବେ ବି ଭାଇ ଭଉଣୀ ଝଗଡ଼ା ରେ ପସନି। କେବେ ନା କେବେ ସେମାନେ ମିଶି ଯିବେ । ମିଶିବା ପରେ ତୁମେ ହିଁ ଦୋଷୀ ହେବ।

  • @saritarout4231
    @saritarout4231 Рік тому +1

    Bahut khusi laguchi 😊😊sister and brother nku dekhiki 😘😘 ahi dina ku apekhya thila

  • @purnachandrabehura2
    @purnachandrabehura2 Рік тому +96

    ମୁଁ ଆଉ କଣ କହିବି ଯେ। ଖାଲି ଏତିକି କହିବି ଏବର୍ଷ ରଜ ତୁମ ଜିବନରେ ଓ ତୁମ ପରିବାରଙ୍କ ଯିବନରେ ଖୁସି ଆଣିଦେଉ ଓ ସାରା ଭାରତବାସୀଙ୍କ ଯିବନରେ ହସ ଆଉ ଖୁସି ଆଣି ଦେଉ ଏତି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପାର୍ଥନା🙏 love you all ❤❤❤ Happy raja ❤ Jay jagannath🙏

  • @premnial4480
    @premnial4480 Рік тому +43

    ସବୁ ଠାରୁ ସୁନ୍ଦର video ସତରେ ଆଜି ବହୁତ୍ ଖୁସି ଲାଗିଲା ଭଗବାନ ସବୁବେଳେ ଏମିତି ସମସ୍ତଙ୍କୁ ଖୁସିରେ ରଖନ୍ତୁ ଆଉ ମିସେଇକି ରଖନ୍ତୁ❤❤❤❤❤❤❤

  • @priti5878
    @priti5878 Рік тому +1

    Tama paribara amiti khushira ruha sabu bela

  • @upendrabhoi6740
    @upendrabhoi6740 Рік тому +9

    Literally m crying after seeing you together god bless u

  • @mirapradhan8497
    @mirapradhan8497 Рік тому +10

    I am soo happy, punithare bhai bhauni ekathi❤❤❤❤love you all family❤❤❤❤❤

  • @dreamgirlchulbul8584
    @dreamgirlchulbul8584 Рік тому +3

    ପିନ୍ଟୁ ଭାଇ ଆଜି ଆପଣ ମାନଙ୍କୁ ଏକାଠି ଦେଖି ବହୁତ୍ ଖୁସି ଲାଗିଲା ସବୁ ବେଳେ ଏମିତି ସବୁ ଭଲ ରେ ରୁହ❤😊😍

  • @chintukumargouda5006
    @chintukumargouda5006 Рік тому +9

    🙏Ameti sabu bele khusi re ruha bhi bhagaban nka pakha re atiki prathe a karuchhi ❤❤ jay jagannath 🙏👑

  • @lizabisoyi5608
    @lizabisoyi5608 Рік тому +54

    ଭାଇ ଆଜି ମୁଁ ବହୁତ ଖୁସି ତମେ ସୁନା ଦିଦି ଘରକୁ ଜାଇଛନ୍ତି ଭାଇ😊😊😊

  • @bishwajitsamal5428
    @bishwajitsamal5428 Рік тому +2

    Bhai bhouni bohut khusire ruho god bless you

  • @ssgreallifevlogs6957
    @ssgreallifevlogs6957 Рік тому +11

    Jay Jagannath 🙏 sabubele emiti khushi re ruha misiki ❤❤❤❤❤❤❤❤❤❤❤

  • @manojkumardas3617
    @manojkumardas3617 Рік тому +33

    Finally God made the destination ❤ All in one fame 🖼️ 💗

    • @ks-dg2xk
      @ks-dg2xk Рік тому

      and this should continue forever.

  • @pratimabehera5892
    @pratimabehera5892 Рік тому +1

    Beautiful video happy rupapintuorsunadidee.jayjagannath❤❤❤❤❤❤❤

  • @lipikasahu6221
    @lipikasahu6221 Рік тому +9

    God bless all of you sabubele emiti khushi re ruhantu❤❤

  • @lipukumar9491
    @lipukumar9491 Рік тому +58

    ସତରେ ମୁ ଆଜି ବହୁତ୍ ବହୁତ୍ ଖୁସି ଅଛି ❤ ସୁନା ଦିଦି ପିନ୍ଟୁ ଭାଇ ଏକ ସାଙ୍ଗରେ ❤କେଉଁ ମାନଙ୍କୁ ଆଜିର ଭିଡ଼ିଓ ବହୁତ ଭଲ ଲାଗିଲା ଗୋଟେ ଲାଇକ କରନ୍ତୁ 👍

  • @baishnabisahoobaishnabi6512
    @baishnabisahoobaishnabi6512 Рік тому +1

    Satare sabu thu ajira video bahutu bhala lagila ❤❤sabu bele Amiti akathi au khushi re ruha bahara loka bahutu Katha kahibe semanank katha suniba darkare nahi 😊so beautiful video ❤

  • @ashutoshpanda5277
    @ashutoshpanda5277 Рік тому +10

    Good day 🎉🎉
    I like it.
    Jagarnath bless you and your family members. Keep more and more success....a good person always to do like this.
    Jai Jagarnath 🙏🙏

  • @Banti-xz1de
    @Banti-xz1de Рік тому +16

    ପିଣ୍ଟୁ ଭାଇ ମୁଁ ଜଗନ୍ନାଥଙ୍କ ପାଖରେ ପର୍ଥାନ କରୁଚି ଆପଣଙ୍କ ପରିବାର ସବୁବେଳେ ଖୁସିରେ ଥାନ୍ତୁ love you ଖୁସୀମା ❤❤❤❤

  • @BijayaBehera-zx9mx
    @BijayaBehera-zx9mx Рік тому +4

    ସତରେ ବହୁତ ଭଲ ଲାଗିଲା❤❤ ଭାଇ ଭଉଣୀ ମିଶି ଗଲେ

  • @babitasahu5376
    @babitasahu5376 Рік тому +9

    Mate bahut Khushi lagla aji ra video 🥰🥰 jay Jagannath 👏

  • @mamta9112
    @mamta9112 Рік тому +18

    ସତରେ ପିଣ୍ଟୁ ଭାଇ ରୂପା ଭାଉଜ ସୁନା ଦେଇ ଘରକୁ ଗଲ କେତେ ଖୁସି ଲାଗିଲା

  • @manasirout9151
    @manasirout9151 Рік тому +26

    ଭାଇ, ଭଉଣୀ ଙ୍କ ମିଳନ ଦେଖି ମୋ ଆଖିରେ
    ଲୁହ ଆସିଗଲା 😂😂

  • @asmitatanti1681
    @asmitatanti1681 Рік тому +7

    Khushi maa paii gote like 👍
    Happy raja all of you ❤

  • @Bhaibhauniexpress697
    @Bhaibhauniexpress697 Рік тому +17

    ଆଜି volg ଟି ଦେଖି ଆଖି ରୁ ଲୁହ ଆସିଗଲା ଭାଇ,,, ସବୁବେଳେ ଖୁସି ରେ ରୁହ

  • @shilpisworld4584
    @shilpisworld4584 Рік тому +9

    The best vlog till the date..Could nt control my emmotion n teary eyes..God bless you all n ur bonding too..Lots of love @Rupapin2khusiexpress n @Arunsunaexpress.

  • @deepanwitamallick4250
    @deepanwitamallick4250 Рік тому +14

    Happy Raja all family members ❣️🖤❣️ love you Khushi mama so sweet 🥰😘🥰

  • @meghanadbehera5653
    @meghanadbehera5653 Рік тому +9

    ଜାହା ହଉଭାଇ ଏତେ ଦିନ ପରେ ଭଉଣୀ ଘରକୁ ଗଲ ବହୁତ ଖୁସି ଲାଗୁଛି

  • @reetapayal8497
    @reetapayal8497 Рік тому +7

    ସତରେ ଭାଇ ଭଉଣୀ ସମ୍ପ୍ରକ ସତରେ ନିଆରା କେହି ବି ଅଲଗା କରି ପାରିବିନି ଭାଇ i am so happy ଆଖିରେ ଲୁହ ଆଶିଗଲା

  • @rashmetarath
    @rashmetarath Рік тому +1

    Darun lagche tomar sobai ke ak songe dekhe

  • @karunakarsahoo5109
    @karunakarsahoo5109 Рік тому +22

    So sweet Suna Didi 😊

  • @laxmiranibehera8173
    @laxmiranibehera8173 Рік тому +22

    ନଣନ୍ଦ ଭାଉଜ nka ଭଲପାଇବା ଦେଖି ମୋ ଆଖିରୁ ଲୁହ ଆସିଗଲା 🥺🥺 କିନ୍ତୁ ବହୁତ ଖୁସି ଲାଗୁଚି ଯେ ଶେଷରେ ଭାଇ ଭଉଣୀ ଏକାଠି ହେଲେ ❤️❤️❤️

  • @rebatidandapat
    @rebatidandapat Рік тому +1

    Aji ra vlog bhut khusi lagila.... Bhai bhauni bhala paiba ❤kebe saribani.... Akhi ru luha asigala ❤ god bless you...

  • @nibeditarouta8785
    @nibeditarouta8785 Рік тому +4

    So happy happy family love you pintu Bhai Rupa mam ❤❤ happy Roja all family members 💞💞💞 Jay Jagannath 🙏🙏

  • @sabitaranisahu6504
    @sabitaranisahu6504 Рік тому +11

    Aji vdo dekhiki akhire luha asila hari 😢😢❤❤❤😊

  • @ajuartentertainment
    @ajuartentertainment Рік тому +2

    Bhai satarea samastanku eka sangre dekhile bahutu khushi laguchi ❤🙏pravhu jagannath tuma family ku sabu bele khushi re rakhantu ❤ love you khushi maa bhai bhauja suna didi arun Bhai runa didi mamuni ❤❤❤🙏🙏jay jagannath swami ❤ ♥ 🙏

  • @PradeepkumarMahanta-zy2rs
    @PradeepkumarMahanta-zy2rs Рік тому +21

    Beautiful family members so nice vlog ❤❤

  • @eparisanjukta8715
    @eparisanjukta8715 Рік тому +29

    ମତେ ଭାରି ଖୁସି ଲାଗିଲା ସୁନା ଘର କୁ ଆସିଲ

  • @Chikisfamilylifestyle
    @Chikisfamilylifestyle Рік тому +35

    ବହୁତ ଖୁସି ଲାଗିଲା ସମସ୍ତ ଙ୍କୁ ଦେଖିକି ❤

  • @rashmitapradhan194
    @rashmitapradhan194 Рік тому +37

    ଆଜି ପବିତ୍ର ମିଳନ ଦିବସ ଏକାଠି ହେଇଥିବାରୁ ଧନ୍ୟବାଦ ଏମିତି ସବୁଦିନ ଖୁସିରେ ରୁହନ୍ତୁ❤😅

  • @sangitapatro4028
    @sangitapatro4028 Рік тому +17

    Happy roja bhai and Bhauja 🥰🎉

  • @deeptiranimahapatra2493
    @deeptiranimahapatra2493 Рік тому +2

    Suna nka kanda dakhi mora bi abkharu luha baharijauchi

  • @munadas4847
    @munadas4847 Рік тому +15

    ମୁଁ ତ ପୁରା ପୁରୀ କାଦିପକେଇଲଲି ସତରେ ଭାଇ ଏ ଭାଇ ଭଉଣୀ କାହାଣୀ ଟା ନିୟାରା

  • @anilsahu4864
    @anilsahu4864 Рік тому +9

    🌹🌹ଜୟ ଜଗନ୍ନାଥ 🌹🌹ଆଜିର ଭିଡ଼ିଓ ଟି ସବୁଠାରୁ ବହୁତ ଭଲ ଲାଗିଲା ❤️ଏ ଲୁହ ଦୁଃଖ ର ଲୁହ ନୁହେଁ ବରଂ ଖୁସି ର ଲୁହ ଏ ଲୁହ ରେ ସବୁ ରାଗ ଅଭିମାନ ସବୁ ବୋହିଗଲା 💞t q ପିଣ୍ଟୁ ଭାଇ love you 💞ଜୟ ଜଗନ୍ନାଥ 💞

  • @sanyasipradhan3693
    @sanyasipradhan3693 Рік тому +9

    ଭଗବାନ ତୁମ ଭାଈ ଭଉଣି କୁ ଏମିତି
    ଖୁସିରେ ରଖନ୍ତୁ ଭାଇ ଜୟ ଜଗନ୍ନାଥ