Bada dukha ra katha.Bhala heba,jou number bank saha attach rakhuchanti taku kaha saha share karibeni. Communication payin gote aau banking payin gote number rakhantu.
Bank Balahin Chhora, se manehin fraud karichanti. Cyber fraud bahanare Bank baala hin yesabu karichanti. Investigation against Bank very much necessary.
When money has been withdrawn from your bank , it is your first duty to lodge a complain n investigate along with the customer, how could that happen . But it seems you are not interested .
CBI enquiry ହେବା ଦରକାର, ଏଇ bank mangar ଉପରେ. ବନ୍ଧୁ ମାନେ ଯାହାର ଏମିତି ପଇସା କଟିଛି, court case କରିଦିଅ.
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏ ଭଳି ଘଟଣା ବହୁତ ହେଉଛି ।
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
ବ୍ୟାଙ୍କ କର୍ମଚାରୀଙ୍କ ହାତ ନ ଥିଲେ ଏ ସବୁ fraud ସମ୍ଭବ ନୁହେଁ l
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
Apana nka bhali asikhita lola hi emiti katha kahibe.
ଶିକ୍ଷିତ ଲୋକ ହିଁ ଏମିତି କାମ କରିପାରିବେ 😢😢,, ଅଶିକ୍ଷିତ ଲୋକ cybercrime, ବା fraud ବିଷୟରେ କେବେ ଜାଣି ନାହାନ୍ତି..😅😅
@@sbkumar15 right
@@debasishjena7431 asikhita loka emiti kahibe only but sikhita loka emitia kama kariki dekhanti . Na kan Sir ?
100% Bank employee involve
Right
ଆଶ୍ଚର୍ଯ୍ୟ ! ଯାହା ଭରସାରେ ଆମେ ଗରିବ ମାନେ ଝାଳବୁହା ଧନ ସାଇତି ରଖୁଛେ, ସେଇ ମାନେ ହି ଯଦି ଲୂଟରେ ସାମିଲ ହେବେ, ମଣିଷ ବଞ୍ଚିବ କେମିତି?
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
ଯେଉଁ ଓ ଟି ପି ତୁମେ ଦେଖେଇଲେ ସେଇ ମ୍ୟାନେଜର ହିଁ ସବୁ ମାରିଚି
bank manager involved 100%
ପୋଲିସ ଆଉ ବ୍ୟାଙ୍କ କର୍ମଚାରୀ ବି ସାମିଲ ଅଛନ୍ତି ନିଶ୍ଚୟ l
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
@@upendratecno8319 kana kahibaku cahuchu bhai tu 😂😂😂😂😂😂😂😂😂
@@despacitomilan8188Hm bhai se bahut sikya bantuchi auu kichi bank employe emti thanti e case re nihati investigation haba katha
Bank Cheque ଦ୍ୱାରା ହିଁ Transaction କରାଯାଉ, Application ଦେଇ Action କରନ୍ତୁ
ମାଗିଆ ମ୍ୟାନେଜର ଉପରେ ମାଡ଼ ହେଲେ ସତ ବାହାରିବ, ଜେଲ ଦଣ୍ଡ ମିଳୁ ପଛେ
ମାଗିଆ କୁ ଗୁଳି କରି ଦିଅନ୍ତୁ
Tu janichu tanku?
Bank employee ଜଡ଼ିତ ଅଛନ୍ତି 100%
@@muralidharnaik5239 right Bhai
PNB Bank ସବୁଠାରୁ ବଡ଼ ଡକାୟତ
ଏ ଭାଇନାଙ୍କ କଥା ଅନୁସାରେ ପଞ୍ଜାଵ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର ଲୁଟ କରିଥାଇପାରେ l
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
OTP ଶେର କରିନି କହୁଛନ୍ତି କିନ୍ତୁ OTP ସହ message ଡେପୁଟି ମ୍ୟାନେଜରଙ୍କୁ ଦେଖେଇ ଘରକୁ ଗଲେ ତାପରେ ପଇସା କଟିଲା, ଏଥିରୁ କିଛି ସନ୍ଧେହ ଆସୁନିକି ସେହି ବ୍ୟାଙ୍କ କର୍ମଚାରି ଉପରେ !
😂chora ku OTP dekheiki gala aau chora transaction successfully re kareidela aau chor manager
Very Right, Bank Balahin Fraud karichanti.
Bank upre tadanta jaruri.........
OTP validity only 10mins.
@@randomGamer01181 manager Bina sahamati re kichhi be transaction without OTP share re possible nuhe
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
ବ୍ୟାଙ୍କ ମ୍ୟାନେଜେର କରିଛି froud ଏତେ high amount without bank permison ରେ debit ହେବେନାହିଁ
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
@@upendratecno8319😂
@@upendratecno8319😅😅😅😅😅
ଆଖି ବୁଜା Bank manager କୁ ପିଟ ସବୁକିଛି ବାହାରିବ
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
ବ୍ୟାଙ୍କ ରେ ଟଙ୍କା ରଖିବା ସୁରକ୍ଷିତ ନୁହେଁ। କ୍ୟାସ ଘରେ ଲୁଚେଇ ରଖ ବରଂ ବ୍ୟାଙ୍କରେ ରଖ ନାହିଁ
Ghare cash rakha 17% interest daba ghara
Black money heijiba
@@Suvasish24 17% kou bank dauchi?
This Fraud is Loan Account, not Saving or FD Account.
ସେ କଳିଙ୍ଗ ବେହେରା ବିହାରୀ ଭଳି ଟଙ୍କା ପାତିମାରୀ ନେଉଛି 😂😂😂ଟା ଉପରେ ତଦନ୍ତ କାଳେ ସବୁ ସତ ବାହାରିବ
That bank manager is very active to get share of customer fraud money
ଆମର ବି ପଞ୍ଜାବ ନାସନାଲ ବ୍ୟାଙ୍କ ରୁ 40000 ଟଙ୍କା କଟିଯାଇଛି ଉଦଳା ରୁ
Without involvement of Bank Staff the encashment of cash is unbelievable.
😂😂false allegation...lack of technical knowledge
@@upendratecno8319ta evali hebar karana kana kuhantu ??
The Bank Manager is apprehended to have been involved in that scam !
ମା ଗିଆ bank ମ୍ୟାନେଜର 😂😂😂😂😂😂😂😂😂
ନିଶ୍ଚୟ ଡେପୁଟି ମ୍ୟାନେଜର ର କାମ ଥିବ
ନେତା, ଉଚ ସରକାରୀ ଅଧିକାରୀ ଆଉ ସୁନା ବେପାରୀ, ମଦ ବେପାରୀ ଏମାନେ cyber crime ର ଶିକାର କେମିତି ହଉନାହାନ୍ତି
Hn sata
Cybercrime can handle this case. They should regularly track down the culprits. 👉The bank manager requires swift interrogation.
False allegation...lack of education
@@upendratecno8319😂😂
road block kora jau aau manager ku jail kora jau
First enquiry kara jau
Concerned bank officer is involved in fraud.
Se ବିଭାଗ ରେ ଥିବା ମାନେଜରଙ୍କୁ ଧର ସବୁ ଜଣା ପଡ଼ୁଛି
Hm didi right❤🎉😊
Punjab National Bank ku believe Nahi , jadi kichhi bi help karunahanti semane , Sabu money return heba darkar
ମିଛ କଥା ...ଶିକ୍ଷା ର ଅଭାବ
@@upendratecno8319Hau
Case less Modi ji adhara mobile bank link bebesta
PNB DOWN👎 ଲଜ୍ଜ୍ୟା ଲଜ୍ଜ୍ୟା
ମିଛ କଥା ...ଶିକ୍ଷା ର ଅଭାବ
Bada dukha ra katha.Bhala heba,jou number bank saha attach rakhuchanti taku kaha saha share karibeni. Communication payin gote aau banking payin gote number rakhantu.
ମିଛ କଥା ...ଶିକ୍ଷା ର ଅଭାବ
Money should be recovered from Kalinga Behera. Due to his negligence these things happened. If he would be sincere faraud would not happen
False allegation ...lack of technical education
ଏହି ସବୁ ବାଳ ବଙ୍କ ରେ ଦୟାକରି ଟଙ୍କା ରଖନ୍ତୁ ନାହିଁ ପ୍ଲିଜ୍
How this is possible. Bank should not allow transaction above 50k online
ବ୍ୟାଙ୍କ୍ ଆକାଉଣ୍ଟ କୁ ଗ୍ରାହକର ଅନୁରୋଧ କ୍ରମେ ନେଟ ବ୍ୟାଙ୍କିଙ୍ଗ ତ୍ରଞ୍ଜାକ୍ସନ କର।ମନଇଚ୍ଛା ସମସ୍ତଙ୍କୁ ଯୋଡ଼ି ଦେଉଛ।ପଇସା ନେଟ ଚୋରି ପାଇଁ ବ୍ୟାଙ୍କ୍ କୁ ଦାୟୀ କରାଯାଉ। ଏ ଭଳି ଘଟଣା PNB ରେ ବେଶୀ ହେଉଛି ।
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
@@upendratecno8319Kichi nua lekh
CC account ru fraud hauchi.. ethi pain Bank responsible 😡 CC account not a deposit account.
ଭଞ୍ଜନଗର ପିଲାମାନେ ଦୟାକରି ଏହି video କୁ share କରି viral କରନ୍ତୁ
ମୁଁ ksub college student ❤❤
ଆରେ ଭାଇ OTP କାହିଁକି ଦେଉଛ,😡😡😡😡😔😔😔😔😔😔😔😋
ସମ୍ପୂର୍ଣ ଦାୟୀ BM
Be care Bank
Now a days money is not safe in any bank🥺
Money always ssfe in bank 100%
Govt help kari ba katha , vari dukha ra bisaya...
କାହିଁକି କରିବ
Deputy manager Ethi khelo karichi 100% sure ta katha ru Jani parilonahi ki ?
ମିଛ କଥା ...ଶିକ୍ଷା ଅଭାବ ରୁ ଏମିତି ଘଟେ
@@upendratecno8319 Sata Katha tume janino
1930 call for urgent fraud.and see the transaction to whom it has credited
ଶଳା ମ୍ୟାନେଜର କୁ ଧର
May be the BM Mr Kaling Behera is the master mind
False allegation..lack of education
ଷଣ୍ଢକୁ ଭାଗବତ ପଢାଉଛି!
So sad bro😢, jay BJP
Cyber thokei bjd au congress koruchhanti
Se manager ku areest kara..
😢😢
Postal best
Manager chora valia laguchi
Odisha re Kain ki out of State Bank sabu open kara Jauchhi kiye se permission dauchhi...faltu bank branch open karibaku.....😡
This looks like a SIM swapping scam
ବେଂକ୍ ମ୍ୟାନେଜରକୁ ଧୁମ୍ ମାଡ ଦେଉ ପୋଲିସ୍,ସତ କଥା ବାହାରିବ ନିଶ୍ଚୟ।
Responsibility customer not Bank Manager, nije nijara mobile ra unknown link click kariba katha nuhen....
Immidiat arrest B m to open every thing
Why
Oto Deputy Manager potheithila, OTP dekheilo poisa udigola
Bank Balahin Chhora, se manehin fraud karichanti. Cyber fraud bahanare Bank baala hin yesabu karichanti.
Investigation against Bank very much necessary.
ମିଛ କଥା ...ଶିକ୍ଷା ର ଅଭାବ
@@upendratecno8319ତୁମେ କଣ ବ୍ୟାଙ୍କ ମ୍ୟାନେଜର କି
Bank staff is involved in this case.
ବ୍ୟାଙ୍କର କର୍ମଚାରି ମାନେ କିଛି ସାହାଯ୍ୟ କରୁନାହାଁନ୍ତି ବାଙ୍କର କେହି ନା କେହି ଫ୍ଲତରେ ସମିଲ ଥିବେ
Kou bhi bank help koronti nahi, kichi response aasibo nahi, they behave very rudely,
Bank Bala mana kale khata ku block and freeze karuchhanti,
First action to the bank manager
Boycott pnb
Sei bank ra DM ra hata achi cyber fraud sangare
PNB Bank also frouded
I faced similar problem. No information what cyber police did
ଭଲ ହୋଇଛି ଏଭଳି ଲୋକର
otv ea sabu news pauchi kothu
Fir on bank
BJP sarkar ra kamal
Otp share kala ebe nama nia...Bank ku dosa kana daucha
Give vote in election. Now they will save you.
Complain to RBI OMBUDSMAN
CBI tadanta kara jau
Free chakar re unknown link re click kale emiti heba...
ବ୍ୟାଙ୍କ କର୍ମ ଚାରି ବଦମାସ ଗିରି ଚଳେଇ ସନ୍ତି ସବୁ ଭାଇ ଭଉଣୀ ମାନେ ଘରେ ପଇସା ରଖନ୍ତୁ ଆଉ ବ୍ୟାଙ୍କ ଉପରେ ଭରସା ନାହି
Gharu kehi otp dei deithibe
Jadi rs miliba samastha nku janai be OTV ok
Post office is best
SBI ALWAYS BEST
Maneger neichi
When money has been withdrawn from your bank , it is your first duty to lodge a complain n investigate along with the customer, how could that happen . But it seems you are not interested .
Don't share the OTP to anyone 😊😊
ଵେଂକ ଦାୟୀ। ଆମେ ବେଂକ ରେ ଟଂକା ତାଂକ ହେପାଜତରେ କାହିଁକି ରଖୁଛୁ? ଆମେ କିଛି ନ କଲେ କେମିତି ଟଂକା କଟିବ? ତଦନ୍ତ କରି ମାସେ ଭିତରେ ଟଂକା ନିବେଶକଙ୍କୁ ଵେଂକ୍ ଦେଉ। କେନ୍ଦ୍ର ଅର୍ଥ ମନ୍ତ୍ରୀ ଏହା ନିୟମ କରନ୍ତୁ।
ଯାହାହେଲେବି Bank account ରୁ ଅଉ ଗୋଟିଏ bank account କୁ ଗଲା ଠିକସେ ଅନୁସନ୍ଧାନ କଲେ ସବୁ ଜଣା ପଡ଼ିଯିବ
SABU BANK BALANKA KARSADI
BM is responsible, ask him to return all debited amount,
Aau milibani kebe hijacker cyber control bahare, pls mobile link OTP thu sabadhan
First arrest Kalinga Behera for his negligence
Bank karmcharink hata achi
ମିଛ କଥା ...ଶିକ୍ଷା ର ଅଭାବ
@@upendratecno8319kahar 😂
Bank ku ସଳା ନିଆଁ ଲଗେଇ ଦିଅ
ନିଶ୍ଚିତ ଭାବରେ ଦୁଃଖଦାୟକ ଘଟଣା ଏବଂ ଆପେ ଆପେ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ OTP ନିଜେ ଦେଲେ , ବ୍ୟାଙ୍କ ହାତ ଟେକି ଦେଉଛନ୍ତି।
Amiti sabu dina houchi bank bala sabu karuchanti
ଏହି Bank managers ର ସବୁ ହାତ ଅଛି ଲାଗୁଚି
Bank manager
Why so much amount is kept in bank account, as we know cyber crime happens every day.