ଦିଲ୍ଲୀ ଗସ୍ତରେ ନୂଆ ମୁଖ୍ୟମନ୍ତ୍ରୀ | ମୋଦିଙ୍କୁ ଭେଟି କହିଲେ ଏହି କଥା ...| Dinanka TV | Mohan Majhi |

Поділитися
Вставка
  • Опубліковано 27 чер 2024
  • ରାଜ୍ୟରେ ଏଥର ବିଜେପି ସରକାର ଗଢିବା ପରେ | ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା | ନୂଆଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସାକ୍ଷାତ କରି ଆଲୋଚନା ମଧ୍ୟ କରିଛନ୍ତି | ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଓଡ଼ିଶା ଆସିବାକୁ ଅନୁରୋଧ କରିଛନ୍ତି | #narendramodi #meet #mohanmajhi #delhi #dinankatv #pmoindia #cmoodisha #rathayatra #invite #kanakbardhansinghdeo #prabhatiparida #odishapolitics #odishapoliticalupdate #electionnews #election2024 #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

КОМЕНТАРІ • 3

  • @BikramMishra-ut3lv
    @BikramMishra-ut3lv 4 дні тому

    जय श्री राम ❤❤❤❤❤❤❤

  • @ranajitkumarmohanty9740
    @ranajitkumarmohanty9740 4 дні тому +1

    Odia will not be benefitted by anyways.
    This Meetings held only to help Adani & Ambani to expand their business in Odisha.
    This is called "ODISHA ASMITA"

  • @baishnabcharansahoo9119
    @baishnabcharansahoo9119 3 дні тому

    ୨୦୩୬?