ଦିପାଳୀ କହିଲେ କାହିଁକି ଭାଙ୍ଗିବ ଗରିବ ଦୋକାନୀ ଘର ?। Jharsuguda Constituency illigal Eviction notice.

Поділитися
Вставка
  • Опубліковано 23 сер 2024
  • ଦିପାଳୀ କହିଲେ କାହିଁକି ଭାଙ୍ଗିବ ଗରିବ ଦୋକାନୀ ଘର ?। Jharsuguda Constituency illigal Eviction notice. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 654

  • @rohitameher84meher41
    @rohitameher84meher41 Місяць тому +69

    ଆପଣ ଗରିବଙ୍କୁ ଗୋଟେ ଗୋଟେ ଜାଗା ଦେଇଦିଅନ୍ତୁ, ବହୁତ ପୁଣ୍ୟ ହେବ l

  • @user-xd8vk5ry1h
    @user-xd8vk5ry1h Місяць тому +23

    ଯେତେବେଳେ ପୁରା ଦୁନିଆ ମରୁଥିଲା ସେତେ ବାପା କଣ ଗରିବ ଲୋକଙ୍କ କଥା ପଡୁନଥଲା ସେ କଣ କରୁଥିଲେ ନା ଗାଢି କିଣୁଥିଲେ

  • @akshayakumarbhol4132
    @akshayakumarbhol4132 Місяць тому +21

    ତୋ ବାପାକୁ କିଏ ମାଇଲା, ସେ କଥା ଆଗ ବୁଝୁ ଲୋ ମା ।

  • @goutamdhal3160
    @goutamdhal3160 Місяць тому +19

    ତମେ ଯେମିତି ଗମେଣ୍ଟ ଜାଗା ଖାଇଛ ସବୁଲୋକଙ୍କୁ ସେମିତି ସରକାରୀ ଜାଗା ଖାଇବା ସିଖେଇଛ ତ ମୁହଁକୁ ଟିକେ ଲାଜ ନାହିଁ

  • @prabodhapanda5184
    @prabodhapanda5184 Місяць тому +148

    ଯଥାଶୀଘ୍ର ଜବର ଦାଖଲ ଉଛେଦ ହେବା ଦରକାର. ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷପ.

  • @bikasnayak7083
    @bikasnayak7083 Місяць тому +44

    ଆମେ ସରକାରୀ ଜମି ଜବରଦଖଲ କରିଥିଲୁ, ସରକାର ଭାଙ୍ଗିଲେ ଅସୁବିଧା କୋଉଠି ରହିଲା ?

    • @hurdanadaroul9826
      @hurdanadaroul9826 Місяць тому +2

      Tukiabe

    • @bikasnayak7083
      @bikasnayak7083 Місяць тому

      @@hurdanadaroul9826 ତୁ କିଏ ବେ?

    • @dhirennaik6444
      @dhirennaik6444 27 днів тому

      Amaku bi jaga dia,sarakara jagare kahinki dokana Kariba. Amaku bi jaga deba ta . Nohela

  • @jayjagannath2883
    @jayjagannath2883 Місяць тому +165

    ବାପା ଙ୍କ କେଶ୍ କୁ କେବେ CBI କୁ ଦେବୁ ,,,,,, ତୋ ଭଳିଆ ଝିଅ ଭଗବାନ୍ କାହାକୁ ନ ଦିଅନ୍ତୁ

    • @archanabarik2330
      @archanabarik2330 Місяць тому

      Tumara prabala Munda bindha heuchhi.....🤬🤬 Tuma paine special tritment darkar padu chhi.....🤬

    • @SwarnapriyaJena23
      @SwarnapriyaJena23 Місяць тому +8

      To bhalia andha bhakt b odisha darkar nahi, jadi to sahita hei thanta au jadi eita BJD kari thant tahale geru bastra pindhi dharanare basi jai thant au kahi thant Navin anyay karuchanti political moda banei dei thant wahhh,tume kale lila au kie kale kila

    • @user-ky7ow8ri4z
      @user-ky7ow8ri4z Місяць тому

      Right bro

    • @Santali.Park-
      @Santali.Park- Місяць тому

      ​@@SwarnapriyaJena23Gandi more he 😅😅😅😅😅😅😅

    • @mithunukumarnahak3470
      @mithunukumarnahak3470 Місяць тому

      You pure jabby, foolish 🫵🫵

  • @manojkumarnaik2127
    @manojkumarnaik2127 Місяць тому +112

    ଆପନଙ୍କର ବାପା 24 ବର୍ଷ ର ଶାସନରେ ଥିଲେ ତାଙ୍କୁ କଣ ଜଣାନଥିଲା କି ସେମାନେ ତାଙ୍କୁ ଥଇଥାନ କଲେଣି ସେତେବେଳେ କଣ କରୁଥିଲେ ନା ପଇସା ଇନକମ କରିବାରେ ବେସ୍ତ ଥିଲେ ତାର ଉତ୍ତର ରଖିବେକି ମାଡାମ

    • @archanabarik2330
      @archanabarik2330 Місяць тому

      Chheda Kari na thile tanka bapa....🤬🤬

    • @JagannathSahoo-vb4rj
      @JagannathSahoo-vb4rj Місяць тому

      ତୁ ଏକ ନମ୍ବର ତୋର, ମୁଁ କାହାର ନୁହେଁ

    • @rabindrarathor1013
      @rabindrarathor1013 Місяць тому +2

      ବାପା ବି ବହୁତ ଜାମିନ୍ ଦାଖଲ କରିଛି madam କେ ଦର୍ ଲଗୁଛେ।

    • @user-wg8zl5wp3c
      @user-wg8zl5wp3c Місяць тому +3

      BJP direct bhanguchi aga Thai than deba darkar 😢
      Sethi pae BJP ayodhya harila 😅

  • @dipfragnant
    @dipfragnant Місяць тому +54

    ଯେତେବେଳେ ଜବରଦଖଲ କରିଥିଲେ ସେତେବେଳ ସରକାରଙ୍କୁ ଜଣାଇ ଥିଲେ କି। ଜୋର୍ ଜବରଦସ୍ତି ଘର ବନେଇ ଥିଲେ। ଏବେ ନିଜ ଜମି ନିଜେ ନଉଛି। ଏଥିରେ ଭୁଲ୍ କଣ

  • @SonuMaharana-lf8pt
    @SonuMaharana-lf8pt Місяць тому +33

    ନିଜର ଅନେକ ସମ୍ପତି ବାପା ରଖିଛନ୍ତି ।ସେଥିରୁ ଉଚ୍ଛେଦ ଗରିବ ଲୋକଙ୍କୁ ଆପାଡମେଣ୍ଟ କରି ଦେଇ ଦିଅନ୍ତୁ।
    ସରକାରୀ ଜାଗାରେ ଜବରଦଖଲ କରିବା ଅନୁଚିତ୍। ଯିଏ ସରକାରୀ ଜାଗା କୁ ନିଜର କରିବ ,ପରେ ଉଚ୍ଛେଦ ହେବା ଟା ହିଁ ଠିକ୍।

  • @achutasahu6197
    @achutasahu6197 Місяць тому +19

    ହେଥିର୍ ଲାଗି ରେ ନନି ବିହାର ର ଲୋକେ ଆସି ଝାରସୁଗୁଡ଼ା ରେ ବଡ ବଡ ଘର କରିଛନ୍,,,

  • @kameshwadaka3143
    @kameshwadaka3143 Місяць тому +3

    25 ବର୍ଷ ସାଷନ୍ କରି ପଟା ଦେଇପାରିଲ ନାହିଁ ଏବେ ବିଜେପିକୁ ଦସଦେଉଛ ତୋ ପଟିରେ ବାଣ୍ଡ ପଶୁ ଦିପାଳି ଜୟ ଜଗନ୍ନାଥ ଓଡ଼ିଶାର ମଙ୍ଗଳ ହେଉ

  • @SangramBeuria
    @SangramBeuria Місяць тому +12

    ତମ ବାପା ଙ୍କ କେସ୍ କଣ ହେଲା କହିପାରିବେ କି ବେସି ଗପୁଛ କମ୍ କଥା କୁହନ୍ତୁ

  • @SangitaMohanta-rk3vy
    @SangitaMohanta-rk3vy Місяць тому +123

    ଦୀପାଳି ଦାସ ଗୋଟେ ମସ୍ତବଡ ପେଲେଇ.

    • @AjayakumarGochhi
      @AjayakumarGochhi Місяць тому +2

      😂😂😂

    • @sriballavmohanty4822
      @sriballavmohanty4822 Місяць тому +11

      Han para mu dekhichi to bhauni sangare jaithile 2 jana pela khai asile . To bhauni tote kahidela ?

    • @raghunathchandan5840
      @raghunathchandan5840 Місяць тому

      ଗାଣ୍ଡି ମେଲେଇ

    • @brajakishorepadhi4022
      @brajakishorepadhi4022 Місяць тому +3

      ତାର ସେଟା ହୋମପାଇପ।

    • @Ttyilojg
      @Ttyilojg Місяць тому +3

      ଯାଇ ଥିଲୁ ବୋଧେ 😂😂

  • @Rajendra-gj3iz
    @Rajendra-gj3iz Місяць тому +123

    ତୁ ଜେତବଳେ power ଥିଲୁ ଜଉମାନକଂର ଜାଗା ଘର ନଥିଲା ସେମାନଙ୍କୁ ସ୍ଥାଇ କଲୁନି କଣ କରୁଥିଲୁ ସେତବଳେ ତୁ

  • @ghanashyamamahanta1297
    @ghanashyamamahanta1297 Місяць тому +42

    ତୁମେ ପଚିଶି ବର୍ଷ ଶାସନର ଥିଲ ତାଙ୍କୁ ଥଇଥାନ କଲନି କଣ ପାଇଁ

    • @SwarnapriyaJena23
      @SwarnapriyaJena23 Місяць тому

      Se kari nahanti tame karuna sabu tadua

    • @ghanashyamamahanta1297
      @ghanashyamamahanta1297 Місяць тому +1

      @@SwarnapriyaJena23 ଅପେକ୍ଷା କର ରେ ଛୋଡିପୁଅ

    • @SwarnapriyaJena23
      @SwarnapriyaJena23 Місяць тому

      @@ghanashyamamahanta1297 Tama bhasa gata bhasana ru tama Gyan ra parisima Jana paduchi ,andha bhak ,apekhya samste karuchu ,Tamar b akhikholiba hele sete belaku motia Bindu hei jai thiba

  • @Bharat-u2q
    @Bharat-u2q Місяць тому +12

    ତୋ ମୁଁହ କୁ ଲାଜ ଟିକେ ଅଛି କି

  • @gausahoo9249
    @gausahoo9249 Місяць тому +30

    ସରକାର ଜାଗାରେ ଯିଏକି ଦୋକାନ ହେଉ ବା ଘର ସବୁ ଭଙ୍ଗା ଯିବ ସରକାର ଯାହା ନିଷ୍ପତ୍ତି ନେଇଛନ୍ତି ବହୁତ ଭଲ ନିଷ୍ପତ୍ତି

    • @dillipsahu6740
      @dillipsahu6740 Місяць тому +2

      Tui odisha ra population janichu ta re

    • @name7904
      @name7904 Місяць тому +4

      ମନେକର ତୁ ଘରେ ଶୋଇଚୁ , ତୋ ଘର ଭାଙ୍ଗି ଦେବା । ତା ପରେ ତୁ ବଞ୍ଚିଵୁ ନା ମରିଯିଵୁ ?

    • @user-wg8zl5wp3c
      @user-wg8zl5wp3c Місяць тому

      BJP kukura sala

  • @sankarsandas19790
    @sankarsandas19790 Місяць тому +1

    ଗରିବମାନଙ୍କ ଭୋଟରେ ଆଜି ପରିବର୍ତ୍ତନ ଓଡ଼ିଶା, ଧନୀ ଲୋକଙ୍କ ସହ ସହ ଏକର ଜବରଦଖଲ ତାଙ୍କ ଉପରେ ଆଗ ଆଇନ୍ ର କାର୍ଯ୍ଯକାରୀ କରା ଯାଉ । ବି ଜେ ଡି ଛୋଟ ବଡ କୁଜି ନେତାଙ୍କ ଅତିଆରରେ ବହୁ ସରକାରୀ ଜମି ହଡପ , ସେମାନଙ୍କୁ ବାଛି ବାଛି ଜବରଦଖଲ ହଟାଅ, ଗରିବଙ୍କ ଥଇଥାନ ଆଗ କର ।

  • @brajeswarisingh909
    @brajeswarisingh909 Місяць тому +24

    ଯିଏ ସରକାରଙ୍କ ଘର ମାଡି ବସିଛନ୍ତି, ସରକାର ଭାଙ୍ଗିବେ, ତମେ କେତେ ଗରିବଙ୍କୁ ସାହାର୍ଯ୍ୟ କରିଛ, ନିୟମ ସମସ୍ତଙ୍କ ପାଇଁ ସମାନ, ଜମି ଦଖଲ ପୂର୍ବରୁ ଚିନ୍ତା କରିବା କଥା, ଏବେର ସରକାର ଯାହା କରୁଛନ୍ତି ଆଉ କରିବେ ଜନ ସାଧାରଣଙ୍କ ସୁବିଧା ପାଇଁ, ଏଣୁ ବ୍ୟସ୍ତ ହୁଅନା l ଲୋକେ ଭୋଟ ଦେଇଛନ୍ତି, ସେମାନେ କିପରି ଭଲରେ ରହିବେ ନିଶ୍ଚିତ ସରକାର ଯୋଜନା କରିବେ 🙏

    • @sriballavmohanty4822
      @sriballavmohanty4822 Місяць тому

      Han re haramkhor sarkar chinta kale boli ta Odia Loka Jharkhandi Loka tharu mada khauchanti. Andha bhakta kutta sabu tame.

    • @simapradhan7503
      @simapradhan7503 Місяць тому +1

      Ghara bhangik kana subidha karibe

  • @biswaranjanmohapatra2518
    @biswaranjanmohapatra2518 Місяць тому +52

    ଜନତା ସର୍ବୋପରି 🎉
    ଯିଏ କ୍ଷମତା ଦେଲେ ତାଙ୍କୁ ହଇରାଣ କରିବେ ସରକାର 🎉
    ଜନତା ବି ଜାଣିଛନ୍ତି ସରକାର କୁ କେମତି ଉତ୍ସେଦ କରିବେ 🎉

    • @user-th8se1yf5e
      @user-th8se1yf5e Місяць тому +1

      Apana bhul kahile . State ra swartha pain govt jaha kariba

    • @SwarnapriyaJena23
      @SwarnapriyaJena23 Місяць тому +2

      ​​@@user-th8se1yf5eau jaha tame Kariba eita present sarkar karuchanti boli thik jadi eita purb sarkar kari thante tahele seita bada vul hei jaithanta ,jaha ta tame sabu Kariba ,rang chadeiki rang lageiba😂

  • @srikantanayak522
    @srikantanayak522 Місяць тому +57

    ତର ଜେଉ ବାଳ କଥା କିଏ ସୁଣିଛି ଆ ଥୁ

    • @jagamapatro6512
      @jagamapatro6512 Місяць тому

      Tu sala kete amunte kayuchu be sola bjp pakore

  • @gourangaseth8025
    @gourangaseth8025 Місяць тому +1

    ଦୀପାଳୀର କଥା ସବୁ ବଡବଡ କାମ ଜିରୋ ସେ ତ ନିଜ ବାପାର ହତ୍ୟାକାରି କୁ ଖୋଜୀନପାରି ବଡବଡ ଭାଷଣମାରୁଛ।

  • @SatyabrataDas56785
    @SatyabrataDas56785 Місяць тому +35

    ବେଶି ଗପ ନାଲୋ ତୋ ବିଷୟରେ ଆମେ ସବୁ ଜାଣିଛୁ
    ଲୋକ ମାନେ ଭୋଟ ଦେଇଛନ୍ତି ତୁ ତ ଦେଇନୁ ଶାଳୀ ବେଶି ଗପୁଛୁ

    • @jagamapatro6512
      @jagamapatro6512 Місяць тому

      Ore sola to village koyutibe sola ko tate lajo laguni sola bjp odisha ku kon dela be 300 unite bijuli kayi pothri maa ku 50000 thousand rupess kayi sola chi. Chi. Chi. Nent 2029 re odisha cm naveen babu and india re pm rahul jai sri ram. Jai hanuman

  • @hariharasahoo428
    @hariharasahoo428 Місяць тому +1

    ଓଡିଶା ରେ କେହି ଗରିବ ନଥିଲେ.. ତୋ ବୋପା ସବୁ ଖାଇକି ଗରିବ ହେଇଛନ୍ତି.. ତୁ ବାଳ ରାଜନୀତି ଜାଣିଚୁ.. ତୋ ବୋପା କୁ ମାରି ତତେ ସିମ୍ପତି ରେ ଦଳକୁ ଆଣିଛନ୍ତି

  • @user-td6lp4wm1x
    @user-td6lp4wm1x Місяць тому +1

    ଏକଥା ତୋବାପା ଥିବା ପିରିଓଡ଼ରୁ ଏମିତି ଗରିବ ଲୋକଙ୍କ କେତୋଟି ବିଯୁପକାଘର ଦେଇଥିଲା, ବୋରଙ୍ଗ ଗରିବ ଲୋକ ମାନଙ୍କର ବିଜେଡ଼ିର ଅଧିକାଂଶ ନେତା ଆଉ ତୋ ଭଳିଆ ରାଣ୍ଡୋ କେତେଯେ ସଷଣ କରିଛ ସେଇଟା ତୋତେ ମନେପୋଡୁନି ।।ତୋତେ ଲାଜଳଗିବା କଥା ,

  • @pradiptamohanty1364
    @pradiptamohanty1364 Місяць тому +10

    25 barsa bjd shashan karuthila odisha re, toh odisha re ete gariba puni keunthu ashile.....
    Na, gariba namare sabukichhi harilut hoichhi bjd samaya re.....

  • @soumyaranjansahu9843
    @soumyaranjansahu9843 Місяць тому +6

    25 year re BJD kana karichi.... Sabu BJD neta govt jami hadap karichanti

  • @daleitrilochan8038
    @daleitrilochan8038 Місяць тому +1

    ୨୫ ବର୍ଷ ହେଲା କାହାକୁ କୁଣ୍ଢେଇକି ଶୋଇଥିଲକି? ନିଦ ଏବେ ଭାଗିଲା ବଧେ ବର୍ଷେ ଯାଏଁ ତୁ କୋଉଠି ଶୋଇଥିଲୁ. ମୁଖ୍ୟମନ୍ତ୍ରୀ ଯାହାକରୁଛନ୍ତି ଠିକ କରୁଛନ୍ତି.

  • @jitendas6522
    @jitendas6522 Місяць тому +22

    ଜବର ଦଖଲ ଉଚ୍ଛେଦ ତତ୍କାଳିନ cm ନବୀନ ପଟ୍ଟନାୟକ ଙ୍କ ନିଶ୍ପତି ଥିଲା

  • @ajaysahani933
    @ajaysahani933 Місяць тому +2

    Good dipali das

  • @Priya.159
    @Priya.159 Місяць тому +8

    ଗୋଟେ ideal citizen କେବେବି ସରକାରୀ ଜମି ମାଡ଼େନାହିଁ

    • @user-th8se1yf5e
      @user-th8se1yf5e Місяць тому

      U r 10000000000.......... Right

    • @spstarvlog797
      @spstarvlog797 Місяць тому

      Bhai jau Mane tankar janmaru sarakari jagare achanti tankar dosh kaiti...augote katha sabu jami odisha sarkar ra settlement samare tanku dia gala au bht loka achanti jaha pakhare Paisa nathila seteble ta naamare settle kargal nahi

    • @rajazarmishra
      @rajazarmishra Місяць тому

      Jadi se nihati gariba loko,,,then jiba kuade tama ghara ku 🤣

  • @BiswanathMunda-ih6hn
    @BiswanathMunda-ih6hn Місяць тому +1

    ତ ବାପା କୁ ଯେ ଏ ନ୍ୟାୟା ଦେଇପାରିଲାନାହିଁ ତୁ କଣ ଟା ଉଖାଡ଼ିବୁ

  • @santoshkumarmishra2620
    @santoshkumarmishra2620 Місяць тому +1

    ତୁମ ବାପା ବହୁତ ଟଙ୍କା ରଖିଛନ୍ତି.ତେଣୁ ଜବରଦଖଲ କାରୀଙ୍କୁ ତୁମେ ଟଙ୍କା ଦେଇ ଥଇଥାନ କରିଦିଅ

  • @Babaphakiryoutube
    @Babaphakiryoutube Місяць тому +38

    ମିଶନ ଶକ୍ତି ହେବ ବଡ଼ ଅଦଳ ବଦଳ ବଦଳିବେ କେବେ mbbk crp ec member ଏମାନେ ସବୁଥିଲେ BJD ଦଳ ପାଇଁ ପ୍ରଚାରକ

    • @mahimaalekha8168
      @mahimaalekha8168 Місяць тому +2

      Ebe jou mane eve BJP samarthak auu pare semane BJP prachark hebe tama kahiba katha

    • @khagasethy4002
      @khagasethy4002 Місяць тому +1

      Change Kara crp mbk mananku

    • @dallydhala4796
      @dallydhala4796 Місяць тому +2

      ଆଶା, ଅଙ୍ଗନୱାଡ଼ି, ମାଷ୍ଟର ସବୁ ଚେଞ୍ଜ କର

    • @mahimaalekha8168
      @mahimaalekha8168 Місяць тому

      @@dallydhala4796 hmm color change kala bhali

    • @pramodkisan9370
      @pramodkisan9370 Місяць тому

      ​@@dallydhala4796yes❤

  • @sushilbanchhor9315
    @sushilbanchhor9315 Місяць тому +2

    25year lutithiba tanka garibanku banti dia

  • @balaramnanda9224
    @balaramnanda9224 Місяць тому +1

    ତ ବାପା ର ବହୁତ ଲୁଟି ଥିବା ସମ୍ପତି ଅଛି ସେଥିରୁ କିଛି ଦେଇଦେଉନ କଣ ରାଉ ରାଉ ହଉଛ

  • @allodia2735
    @allodia2735 Місяць тому +10

    ଆମେ ହି ପବ୍ଲିକ ଆମକୁ ବାଧୁ ନାହିଁ
    ଆମ ଜାଗା ନାହିଁ କି ଜମି ପଟା ନାହିଁ
    ଆମେ ଉଡି ଆସିଲା ପତ୍ର ଆମକୁ କାହିଁକି ବାଧିବ
    ବାଧି ବ ବିଜେଡି ଦଲକୁ

  • @biswaranjanmohapatra2518
    @biswaranjanmohapatra2518 Місяць тому +39

    ଘର ଭାଙ୍ଗିଲେ ସରକାର ଭାଙ୍ଗିବ।🎉🎉🎉🎉🎉🎉 ଟା ଥୟ ।
    ବିରୋଧୀ ଦଳ ଥିବା ବେଳେ କେତେ ଦାବି ରଖିଥିଲେ ଏ ପ୍ରସଙ୍ଗ🎉
    ଏ ପ୍ରସଙ୍ଗ ଟି ମୋହନ ସରକାର ଉତ୍ସେଦ ର ମୁଖ୍ୟ କାରଣ ହେବ । 🎉

    • @ranjanbhoiofficial6860
      @ranjanbhoiofficial6860 Місяць тому +1

      Real bro

    • @tunapradhan2731
      @tunapradhan2731 Місяць тому

      ଜାମ

    • @rajazarmishra
      @rajazarmishra Місяць тому +1

      R8

    • @rajazarmishra
      @rajazarmishra Місяць тому

      Pratek district ru garib loko baharibe jou mane ki ghara khande kari santi re banchuchhanti auu se gote loko pai sarakar epata sepata hebata bada katha nuha

  • @englishbyakshayasir
    @englishbyakshayasir Місяць тому +1

    ଆପଣ କ'ଣ ପାଇଁ ଠିଆ ହେବେ, ଆପଣ ତାଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ନା କ'ଣ ? ଲୋକମାନେ ଜାଣିଛନ୍ତି ଏହି ଜାଗା ସରକାର ଜାଗା ବୋଲି, ଦିନେ ନା ଦିନେ ଏହି ଜାଗା ସରକାରଙ୍କ ହାତକୁ ଯିବ ।

  • @dillipbehera4215
    @dillipbehera4215 Місяць тому +2

    କିଏ ଘର ଯୋଡ଼େ ଏ ସରକାର ଘର ଭାଙ୍ଗିବା ପାଇଁ ଆସିଛି

  • @aravindapattanayak2966
    @aravindapattanayak2966 Місяць тому +1

    You are right Madam

  • @amulyagadatia1569
    @amulyagadatia1569 27 днів тому

    ଗରିବ ଲୋକଙ୍କ ନାମରେ ବାହାନା ଚାଲିଛି ହେଲେ ସରକାର ଜାଗାରେ ସବୁ ଧନୀ ଲୋକ

  • @pratapsm6909
    @pratapsm6909 Місяць тому +1

    ଝାରସୁଗୁଡ଼ା ରେ 70% ବିହାରୀ ଦୋକାନୀ

  • @gggamer5478
    @gggamer5478 Місяць тому +1

    ଆଊ ତୁ ଶାଳୀ ଯେତେବେଳେ ଲୋକଙ୍କୁ ଗାଡ଼ି ମାଦ୍ଦେଇ ଦେଇଥିଲୁ ସେତେବେଳେ ତୁ ଜାଣିପାରୁନଥିଲି ବୋଧେ😂😂😂

  • @AchyutSamantaray
    @AchyutSamantaray Місяць тому +11

    To Baba bahut jabardakhal karichi

  • @sriraoandprusty8291
    @sriraoandprusty8291 Місяць тому +2

    BJD 25 Year thila patta delani , kehi kichibi kari nthante,

  • @user-vy4fh1kf4y
    @user-vy4fh1kf4y Місяць тому +1

    Right madam

  • @user-yc8ef2ph4r
    @user-yc8ef2ph4r Місяць тому +8

    Tum kete odisha Lootichha

  • @PramodBhai-hf4ke
    @PramodBhai-hf4ke Місяць тому +1

    ମୋଦି ଯୋଗୀ ମୋହନ ମାଝୀ ଜିଦାବାଦ,, jai kosal

  • @user-sl1rs9ij8y
    @user-sl1rs9ij8y Місяць тому +1

    ତତେ ଟିକେ ଲାଜ ଲାଗୁନି ପ୍ରଥମେ ତୋ ବାପା ର cbi ଯାଞ୍ଚ କର

  • @user-bo6gv2mf6s
    @user-bo6gv2mf6s Місяць тому

    ଗରିବ ଲୋକ କେତେ ଦୁକାନ କରିଛନ୍ତି। ସବୁ ବିଜେଡ଼ି ବାଲା ଏଠି ଦୁକାନ କରିଛନ୍ତି ନିଜ ବାପା କଥା ମନେ ପକାଉ କ'ଣ କହିଥିଲା

  • @Sridhara444Bandaki
    @Sridhara444Bandaki Місяць тому +5

    Bhala hoichhi

  • @sanjaykumardash8904
    @sanjaykumardash8904 Місяць тому +1

    ହେତିକି ଭଳ। କଥା ଆରମ୍ଭ ନୁ କ‌ହି ଥିତୁ ଵେଲେ କା କରି ହାରି ଥିତୁ

  • @adityamusicproduction8445
    @adityamusicproduction8445 Місяць тому

    Good ଠିକ୍ କଥା ଶୁଣି ଖୁସି ଲାଗିଲା ଜେ BJP ଆସୁ ଆସୁ ଦାଦାଗିରି ଅହଙ୍କାର ଦେଖେଇ ହେଉଛନ୍ତି

  • @user-sx9wb4cm4p
    @user-sx9wb4cm4p Місяць тому +6

    Agaru ta kahu na thilu ebe kintu kahuchhu

  • @kamalalochanpradhana410
    @kamalalochanpradhana410 Місяць тому +1

    ତୁ ଦିପାଲି ବିଜେଡି କୁତ୍ତା ଆଉ ଭାଷଣ ଦେନା ବିଜେଡି ଗୁଣ୍ଡା ଗିରି କିରୁଛୁ

  • @Samirxbagh
    @Samirxbagh Місяць тому +2

    Gareeb lok ay je Kharap kam karba.. kyan eta thik ay Gareeb hou ki Dhani Govt jameen re jabar dakhal karichhanti hele taha illegal..

  • @sandhyaranisinghrima3785
    @sandhyaranisinghrima3785 Місяць тому

    Right mam.ଦିପାଳୀ ମାମ୍ ବିଜୁ ଜନତା ଦଳ କୁ ଆସିବା ଦରକାର। ଦଳକୁ strong candidate ଦରକାର ।

  • @user-qn8xc8db6l
    @user-qn8xc8db6l 19 днів тому +1

    Tks❤🎉🎉🎉❤❤❤

  • @jullysamal6626
    @jullysamal6626 Місяць тому +5

    ଆଗ ମୋହନ cm ghar bhangajau govt jagare ହୋଇଛି

    • @SsPix23
      @SsPix23 Місяць тому

      ଶାଳୀ ତୁ ଦେଖିଛୁ

    • @ମୋହନ_ମାଝୀ
      @ମୋହନ_ମାଝୀ Місяць тому

      ମୋହନ ରୋ ବୁଲ୍ଡୋଜୋର ଚାଲିଲା ରେ ହଟିଯା ହଟିଯା ନହେଲେ ପେଲା ଖାଇବୁ😂😁
      🚩🚩🚩🚩🚩🚩🚩🚩🚩🚩
      ମୋହନ ହାଣ୍ଡିଆ ପିଇ ବଲ୍ଡୋଜୋର ଚଲାଉଛି, ହଟିଯା ନଚେତ୍ ପେଳ ଫୋଟେଇ ଦେବ 😁

    • @kabubabu-wi6vf
      @kabubabu-wi6vf Місяць тому

      ​@@ମୋହନ_ମାଝୀsantali Mane kon Khali handia piyonti na be Sola pandu premi .aau tome Mane kon nali modo khaiki rastare marpit koro.

  • @ମୋହନ_ମାଝୀ
    @ମୋହନ_ମାଝୀ Місяць тому +1

    ମୋହନ ରୋ ବୁଲ୍ଡୋଜୋର ଚାଲିଲା ରେ ହଟିଯା ହଟିଯା ନହେଲେ ପେଲା ଖାଇବୁ😂

  • @Mamalinayak-iy5ui
    @Mamalinayak-iy5ui Місяць тому +13

    ତମେ କେତେ ଗରିବ ଲୋକଙ୍କ ସାଥିରେ ଅଛ ଜନତା ଭଲ ଭାବରେ ଜାଣିଛନ୍ତି ସେଈଥି ପାଇଁ ତୁମକୁ ଜିତେଇ ଦେଲେ ଛି ଲଜ୍ୟା 👍

  • @prasantapanda1703
    @prasantapanda1703 Місяць тому

    ଆଲୋ ଘୋଡ଼ାଗେହି ବେଧେଇ ନିଜ ବୋପା ହତ୍ୟାକାରୀ କିଏ ଓ କିଏ ଷଡଯନ୍ତ୍ର କରିଥିଲା ତାର ତଦନ୍ତ ପାଇଁ କେବେ କହିଛୁ କି ?

  • @umeshchandrapatra6186
    @umeshchandrapatra6186 Місяць тому +1

    ଠିକ୍ କରିଛନ୍ତି ସରକାର

  • @SandhyaEkka-jc6gu
    @SandhyaEkka-jc6gu 19 днів тому

    ତୁୟ ଗୋଟେ politics look ନୋହୁ tar ବାପ ରାଜ ଥିଲା ବୋଲି ଚୋଳୁଛୁ ନି ହେଲେ ରୋଡ ରେ ଭିକ୍ ମାଂତୁ ଦିପାଳି ତର ବାପା ରୋ ସୋଜା ତତେ ମିଲ୍ଲୁ ଛେ ଭୋଳ୍ କାମ କର୍ବୁ ହେଲେ ଅଗ୍ କେ ଜୀବୁ ନି ହେଲେ ସବୁ ଦିନ ଆନ୍ତ ଦେଖ୍ବୁ ୟାଦ କୋର୍ବୁ

  • @user-sc5vn9lt5l
    @user-sc5vn9lt5l Місяць тому

    ଆଗ ଥଇଥାନ କରାଜାଉ ତାପରେ ଭାଗିଂବ ନହେଲେ ଜୋଗି ସରକାର ପରି ତୁମରହେବ

  • @amirbanchhor5047
    @amirbanchhor5047 Місяць тому +1

    ତୋର ବୁଆ କେ ମାରିଦେଲେ କେନ୍ତା କିଛି ନାଇ କହେଲୁ ଘୁଡ଼ାଗେହି

  • @MohanBarua-tm2sq
    @MohanBarua-tm2sq Місяць тому +1

    सरकारी जमीन खाली होना चाहिए

  • @SandhyaEkka-jc6gu
    @SandhyaEkka-jc6gu 19 днів тому

    Tuy କାୟ କୋର୍ଲୁ ତୁୟ ta ଗୋଟେ ହାରାମି ହାଓ ତମେ ଭଟ୍ ଦେବାର ଆଗରୁ କାୟ କୋହୁ ଥିଲୁ ଆଖେନ୍ ବେଳେ କାୟ କଉଛୁ ୟାଦ କର୍ ଭୋଟ ଦେଲେ ଦେବୋ ନି ହେଲେ ନି ଦେବୋ କୋହି ଥିଲୁ ଦିପାଳି ତକେ ଟିକେ କୋଥା କୋହିକ ଲାଜ ନି ଲଗବର୍ କି

  • @BasantaKumar-q2t
    @BasantaKumar-q2t 28 днів тому

    ବିଜେପି ଭୋଟ ପୂର୍ବରୁ କହିଥିଲା ବିଜେପି ଆସିଲେ ଓଡିଶାରେ ବୁଲ ଡୋଜର ଚାଲିବ କହିଥିଲା ଜାଣିନ କି, ଯେତିକି khaaicha ସବୁ😂 ବାହାରିବ

  • @BibunaBibhuti
    @BibunaBibhuti Місяць тому +2

    Right your speaker thanks

  • @SBiswal-gl7ms
    @SBiswal-gl7ms Місяць тому +13

    B. J. D. Hatao

    • @jagamapatro6512
      @jagamapatro6512 Місяць тому

      Bjp next 5 years re andaman ku poleyibo comming soon 2029 rahul pm and odisha re naveen babu cm

    • @bikashbehera8385
      @bikashbehera8385 Місяць тому

      Puni BJP 2029 re​@@jagamapatro6512

    • @ମୋହନ_ମାଝୀ
      @ମୋହନ_ମାଝୀ Місяць тому

      ​@@jagamapatro6512ନବୀନ ୫ ବର୍ଷ ରହିବ ତ??

  • @naraharisagaria6923
    @naraharisagaria6923 Місяць тому

    ଆରେ କାକୁ କଣ କହୁଛୁ ତୋ ସରକାର ଥିଲା ବେଳେ ତୋ କାହା କୁ କିଛି ନକହି ବୁଲ୍ଡୋଜର ଚଦେଇ ଦଉଥିଲା

  • @laxmanalluyala2143
    @laxmanalluyala2143 Місяць тому +1

    M. Majhi Sarkar Garib ro Ghar bangiba tike yeba nahi, odisha ro janata Jabar debe.

  • @user-xj6mu2sx5n
    @user-xj6mu2sx5n Місяць тому +2

    Very nice

  • @user-vn6uo5oc4v
    @user-vn6uo5oc4v Місяць тому

    ଗରିବ କିଏଲ ମା ଏବେନିଦଭାଙ୍ଗିଲା 24। ବର୍ଷ ପରେ

  • @user-lu5jy8cm5k
    @user-lu5jy8cm5k Місяць тому +7

    Sabu Jani na janila Vali hauchha

  • @kumarashok5175
    @kumarashok5175 Місяць тому

    You r right

  • @babulsahoo6140
    @babulsahoo6140 Місяць тому

    ତୁମର ତ ପ୍ରବଳ ଟଙ୍କା ସେହି ଟଙ୍କା ରେ ସେହି ଗରିବ ଲୋକ ଯିଏ କି ସରକାର ଜମି ରେ ଦୋକାନ କରିଥିଲେ ତାହାକୁ ଜାଗା କିଣିକି ଦେଇଦିଅ 😂😂😂 ତୁମେ କହିବା ଅର୍ଥ ସେହି ପରି ସବୁଲୋକ government ଜାଗା କୁ ନିଜ ନାମରେ ଅକ୍ତିଆର କରନ୍ତୁ ଧନ୍ୟ ଥିଲା ତୁମ BJD ସରକାର 😅😅

  • @jyotimohanty5279
    @jyotimohanty5279 Місяць тому

    ବାପ ଯେଉଁ ଲୋକଙ୍କ ପଇସା ମାରି ବଡ ଲୋକ ହୋଇଛି , କିଛି ଦେଇ ପକା ।

  • @RanjanKumar-mx1ki
    @RanjanKumar-mx1ki Місяць тому

    ଯଦି ସମଗ୍ର ଓଡିଶା ରେ ଜବର ଦଖଲ ଉଛେଦ କୂ ବନ୍ଦ କରା ନ ଯାଏ ବିଜେପି ଆଗାମୀ ନିର୍ବାଚନ ମାନଂକରେ ମାଟି କାମୁଡ଼ିବ ଓ ବିଜେପି ର ଲେଖ ଛିଣ୍ଡି ଯିବ l କାରଣ ଓଡ଼ିଶାରେ ସତକଡା 60 ଭାଗ ଗ୍ରାମଚଳ ଲୋକ ଅନେକ ବର୍ଷ ପୂର୍ବରୁ ରହିଆସୁଛନ୍ତି ସରକାରୀ ଜାଗାରେ

    • @simapradhan7503
      @simapradhan7503 Місяць тому

      Right Bhai. Gaon re bht loka sarkari jagare ghara kari rahuchnti. Family badhuchi ,Bhai Bhai bhaga re jaga Kam padu thibaru badhya heik loka govt jaga re ghara karichnti

  • @shibam125
    @shibam125 Місяць тому

    Dipali didi jindabad 💚

  • @user-fp7bg1ig3x
    @user-fp7bg1ig3x Місяць тому

    Right 👍

  • @krupasindhuyoutubechannel3554
    @krupasindhuyoutubechannel3554 Місяць тому +24

    Deepali das bhul kahuchanti govt jaha decission neichanti loke ethire sahamata

  • @SangramBeuria
    @SangramBeuria Місяць тому +1

    Bhubaneswar meyara hebara 4 dinare Laxmi market bhangi thile sulochana das ଝାରପଡ଼ା ରେ

  • @akashthanapati6741
    @akashthanapati6741 Місяць тому

    Right 👍👍

  • @rajumirdha5857
    @rajumirdha5857 Місяць тому

    Right answer

  • @BTSJK906
    @BTSJK906 Місяць тому +1

    Kaha Ghar kaha 60 barasa ra dakhal nioni sarakar bhangijiba pls Pradhan mantri sir nku aam CM sir nku bi request aei kama banda kara

  • @debasishjena1003
    @debasishjena1003 Місяць тому

    Didi wait kara next five years re
    BJP single digit re rahiba.

  • @bidyabhusanmohanty387
    @bidyabhusanmohanty387 Місяць тому

    Very good

  • @styapanda1531
    @styapanda1531 Місяць тому +9

    Good

  • @AkashBehera-rm4kv
    @AkashBehera-rm4kv Місяць тому

    Right mam

  • @haraprasadmahanta4657
    @haraprasadmahanta4657 Місяць тому

    କାହିଁକି ଟାଇମ୍ ଦେବେ ତୁ ମଧ୍ୟ ସରକାରୀ ଜାଗା ମାଡି ବସିଥିବୁ ତୁ ତାମିଲ କୁକୁର ସହିତ ରାସଲୀଳା କରିଥିଲୁ ବବି ପରି

  • @user-cl8gj3js7j
    @user-cl8gj3js7j Місяць тому

    Right

  • @BINDUMATINAYAK-uu8cl
    @BINDUMATINAYAK-uu8cl Місяць тому

    Good 👍

  • @indianclassic4786
    @indianclassic4786 Місяць тому +1

    Bjp munda kama karuni... Sabu ranchi jibe

  • @SusantaDas-hu3qx
    @SusantaDas-hu3qx Місяць тому

    Thank you

  • @santoshkumarjena3529
    @santoshkumarjena3529 Місяць тому +1

    ଏ ଭଳିଆ ଝିଅ ଆମର ଦରକାର ନଇଁ

  • @JagannathSahoo-vb4rj
    @JagannathSahoo-vb4rj Місяць тому

    ବିଜେପି ଏକ ନମ୍ବର ଦାଦା ବିଜେଡି ଠରୁ