New Education Policy l ବଦଳିବ ଅଙ୍ଗନବାଡି କର୍ମୀ ଓ ଶିକ୍ଷକଙ୍କ ଯୋଗ୍ୟତା | ବିଦ୍ୟାଳୟ ସହ ଯୋଡି ହେବ ଅଙ୍ଗନବାଡି

Поділитися
Вставка
  • Опубліковано 28 січ 2025

КОМЕНТАРІ • 284

  • @sankarsahu9612
    @sankarsahu9612 6 днів тому +16

    ଅଙ୍ଗନବାଡ଼ି କର୍ମୀ ମାନେ ଅଧିକ ପରିଶ୍ରମ କମ୍ ଦରମା ପାଇଛନ୍ତି..ଆଉ ସ୍କୁଲ୍ କଲେଜ ବହୁତ୍ ଦରମା ପାଠପଡା ହଉନି

    • @lopitaranisahu9529
      @lopitaranisahu9529 4 дні тому

      Tu deide

    • @smrutirekharout-d9w
      @smrutirekharout-d9w 2 дні тому

      @@sankarsahu9612 au kouthi padha hauchi

    • @SanjuktaDora-l8t
      @SanjuktaDora-l8t День тому

      Hn sata katha bahut kama karuchhantii

    • @kulamanisuna2349
      @kulamanisuna2349 8 годин тому

      Ki6i Parisram nuhe bhai kana Parisram Khali meeting hele athiku sethiku jau6anti seta bi Bike re aram re kana Parisram,, Parisram semane karu6anti jau mane bada bada digree dhari services madhya pau nahanti ki paiki bi Bhala di paisa pau nahanti Hela

  • @sankarsahu9612
    @sankarsahu9612 6 днів тому +10

    ଅଙ୍ଗନବାଡ଼ି କର୍ମୀ ଙ୍କୁ ସରକାର କର୍ମୀ ଭାବେ ନିଯୁକ୍ତି ଦିଅନ୍ତୁ

  • @davidpahad3
    @davidpahad3 11 днів тому +28

    ଏହା great ରାଜନୀତି ଷଡ଼ଯନ୍ତ୍ର

  • @prakashnayak5902
    @prakashnayak5902 10 днів тому +15

    ଯୋଉ ଗାଁ ରେ ସ୍କୁଲ ନାହିଁ ସେ ଗାଁର ଅଙ୍ଗୱାଡ଼ି ସେଣ୍ଟର୍ କୋଉଠି ମିଶିବ, ଭଳି ଅନେକ ଗାଁ ରହିଅଛି

    • @nrusinghaprasaddash9233
      @nrusinghaprasaddash9233 10 днів тому

      ଆରେ ଭାଈ ଗାଁ ମାନଙ୍କରେ ଅଙ୍ଗନୱାଡ଼ି ଘର ବି ନାହିଁ, କୋଉଠି ଗଛ ତଳେ କାହା ଓଳି ତଳେ କ୍ଲାସ ଚାଲିଚି

  • @nrusinghcharansahoo878
    @nrusinghcharansahoo878 12 днів тому +76

    ପ୍ରଥମେ ଯୋଗ୍ୟତା ସାର୍ଟିଫିକେଟ ଯାଞ୍ଚ କରାଯାଉ

  • @SulochanaSahoo-j3n
    @SulochanaSahoo-j3n 5 днів тому +4

    ପଞ୍ଚମ ପାଠ ପଢି ଦଶମ ଷାଠିପିକେଟ ଆଣି ବହୁତ ପୁରୁଣା ଅଧିକ ବର୍ଷର ମହିଳା ରହିଛନ୍ତି, ସେମାନଙ୍କୁ ବାଦ ଦିଆଯାଉ ନୂଆଲୋକ ଙ୍କୁ ନିଯୁକ୍ତି ଦିଆଯାଉ l ଛୋଟ ତିନି ବର୍ଷ ପିଲା କେବଳ ଓଡ଼ିଆ ଶିକ୍ଷା ଦିଅନ୍ତୁ, ଇଂରାଜୀ ସ୍କୁଲରେ ପଢି ପାରିବେ, ଛୋଟ ପିଲାମାନେ ବୋଝ ଉପରେ ଲଳିତା ବିଡା ଦିଆନଯାଉ l🙏🌹🙏

  • @prasantkumarsahoo1054
    @prasantkumarsahoo1054 10 днів тому +21

    Full salary ବି ଦିଅ, lecture ମାନେ collage ରେ ଗୋଟିଏ class କରୁନାହାନ୍ତି ଦିନକୁ 5,6 ହଜ଼ାର, କିନ୍ତୁ ଅଙ୍ଗନବାଡି କର୍ମୀ ଦିନକୁ 200 ଟଙ୍କା

  • @PurtyCreationBhaliadal
    @PurtyCreationBhaliadal 6 днів тому +4

    ଆମ ଗ୍ରାମରେ ସ୍କୁଲ ଦେଖି ନାହିଁ କି ଯାଇ ନାହିଁ ତାକୁ ଅଙ୍ଗୱାଡ଼ି କରା ଯାଇଛି ,ପୁଣି ଲାଞ୍ଚ ଦେଇକି ତାକୁ କେମିତି ହଟେଇ ଦିଆ ହେବ । ଏତେ 12 ବର୍ଷ ପାଠ ପଡ଼ିଲା ପରେ ଆମକୁ ମିଳୁ ନାହିଁ ।ଯଦି ଅଶିକ୍ଷିତ ଙ୍କୁ ଚାକିରି ମିଳୁଚି ଧନ୍ୟ ,,,, ସରକାର।

  • @dilipDilipkanhar
    @dilipDilipkanhar 10 днів тому +37

    ଆମ ଗାଁ ଅଙ୍ଗନୱାଡି.. ୧ମାସରେ ୧୫ଦିନ ଖୋଲୁଛି ନା ନାହିଁ... ଜଣା ପଡୁନି..... ଅଙ୍ଗାୱାଡି ରେ ଆଜିକାଲି ପୁଣି ଅଧା ଫାଳ 🥚ଅଣ୍ଡା... ଧନ୍ୟ ତୁମ ଅଙ୍ଗନବାଡି...ଧନ୍ୟ ସେ ସୁପର ଭାଇଜର.... ଧନ୍ୟ ସେ ସିଡିପିଓ.. ବିଡ଼ିଓ ଙ୍କୁ... 🙏🙏🙏🙏🙏🙏🙏.. ପାଠ ତ ଛାଡ଼..... ଏଠି ଖାଲି ମିଟିଙ୍ଗ ମିଟଂ... ମିଟିଙ୍ଗ.. ବଡ଼.... 🙏🙏🙏🙏🙏🙏

    • @nrusinghaprasaddash9233
      @nrusinghaprasaddash9233 10 днів тому +18

      ଅଣ୍ଡା ଗୋଟାକ 8 ଟଙ୍କା ହେଲାଣି କିନ୍ତୁ ସରକାର ଦେବେ 5 ଟଙ୍କା ତେଣୁ ଫାଳେ ଅଣ୍ଡା ଦେବେନି ଆଉ କଣ ଯୋଡ଼ା ଅଣ୍ଡା double କେଶର ବେଲା ଦେବେ।। ସରକାର୍ ତ ତାଙ୍କୁ ଯାବତୀୟ କାମ ରେ ଲଗେଇଲେ 4 ମାସ ହେଲାଣି ସୁଭଦ୍ରା ପଇସା କିଏ ପାଇଲା କିଏ ନ ପାଇଲା, ପଞ୍ଚାୟତ ଅଫିସ୍ ବ୍ଲକ ଦୌଦୁ ଛନ୍ତି ପୁଣୀ ମାଗେଣା ରେ ଜନ ସେବା ଚାଲିଚି, ତା ଛଡା ତମେ ଯାହା କହୁଚ ମିଛ କହୁଚ ତମେ ସେ ଅଙ୍ଗନୱାଡ଼ି ଦିଦି କୁ ଦେଖି ସେହି ପାରନି । ହିନ ମାନମାନସିକତା 😂😂😂😂😂😂

    • @nrusinghaprasaddash9233
      @nrusinghaprasaddash9233 10 днів тому

      ଅନୁନ୍ନତ ମୁଣ୍ଡ 😂😂😂😂😂

    • @Jaya-gi7zp
      @Jaya-gi7zp 10 днів тому +3

      Meeting thore suni ki to dekho

    • @Jaya-gi7zp
      @Jaya-gi7zp 10 днів тому +1

      Meeting thore suni ki to dekho

    • @titupanigrahy4846
      @titupanigrahy4846 7 днів тому +2

      Thik kahicha bhai💯

  • @ranjanbehera239
    @ranjanbehera239 11 днів тому +10

    ଅଷ୍ଟମ ଶ୍ରେଣୀରେ ପିଲାମାନେ ଇଂଲିଶ ପାଠ ପଢ଼ିବେ ତାହେଲେ ସବୁ ପଣ୍ଡିତ ହେଇଯିବେ ଏସବୁ
    ଗରିବ କୁ ଗରିବ କରି ମାରିବା ବୁଦ୍ଧି!

    • @snehalatasahu5163
      @snehalatasahu5163 10 днів тому +1

      Vocational education paile au bekar na rahi kichhi b kamare engage hoijibe

    • @DhaniMarndi-k5f
      @DhaniMarndi-k5f 5 днів тому

      Thik kahichhnti 🙏

  • @binapanidora5018
    @binapanidora5018 9 днів тому +6

    Good dicision our odisha sarakar.

  • @siblalping5954
    @siblalping5954 11 днів тому +6

    Very good sir semiti hele val huanta❤❤❤

  • @ChandanKumar-hz8vy
    @ChandanKumar-hz8vy 7 днів тому +19

    ମୁଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଚି ବିଜେଡ଼ି ସରକାର ଥିଲା ବେଳେ ଯୋଉ ମନେ ନେତା ମନ୍ତ୍ରୀ ଙ୍କୁ ଧରି ଅଙ୍ଗୱାଡ଼ି ପାଇ ଚନ୍ତି ତୁରନ୍ତ ତାଙ୍କ ପ୍ରତି କାଜ୍ୟ ଅନୁଷ୍ଠାନ କରାଯାଉ ଯୋଉ ମନେ ପାଇଛନ୍ତି ସେମାନଙ୍କୁ ପାଠ ପଡ଼ା ଜଣା ନାହିଁ ପ୍ଲିଜ୍ ମୋ ମେସେଜ୍ ଉପରେ ଗୁରୁତ୍ଵ ଦିଅ ଯାଉ

  • @DilbaliNaik-e8o
    @DilbaliNaik-e8o 4 дні тому +2

    Bhalo hebo

  • @Smilygirl156
    @Smilygirl156 11 днів тому +13

    +2 ki +3 padhi thile ki6i haba ki exam kari ki neba katha,kie kie mor saha ,ek mata like kara😢

    • @creativewithme231
      @creativewithme231 11 днів тому

      Exactly.......sabu chakiri mark basis re selection na heiki exam aau interview haba drkr

  • @Bibhutibhusanrout-bc4zy
    @Bibhutibhusanrout-bc4zy 11 днів тому +93

    ଅଙ୍ଗନବାଡ଼ି କୁ ବିଦ୍ୟାଳୟରେ ମିସାଇଦେଲେଭଲହେବ🎉

    • @AnnapurnaJena-h5d
      @AnnapurnaJena-h5d 11 днів тому +16

      Nai nai anganwadi didi ama gaan re chaula bikuchanti ....kete jinisa khai dauchanti pila nku anda 3 masare thare dauchanti bahut kharap emane😢😢😢😢

    • @radhakrushnadas7156
      @radhakrushnadas7156 11 днів тому +1

      False news

    • @sudeiraito6650
      @sudeiraito6650 11 днів тому +5

      Bekar darma Kom so rice bikochanti au egg 🥚 bojar doro re sarkar deuni so egg 🥚 no dele bholo

    • @sagarikapradhan8609
      @sagarikapradhan8609 11 днів тому +3

      Bhala heba school re miseidele Khali tare anganwadi didinku khaidela khaidela boluchanti semanankar muha band heijib😊

    • @kulamanikhamari6354
      @kulamanikhamari6354 11 днів тому

      Thanks sir

  • @anantamallick3634
    @anantamallick3634 11 днів тому +13

    ଦୟା କରି ଶିକ୍ଷା କ୍ଷେତ୍ରରେ ଥିବା ସଂରକ୍ଷଣକୁ ପରିବର୍ତ୍ତନ କଲେ ପିଲାମାନେ ଉଚ୍ଚମାନର ଶିକ୍ଷା ପାଇପାରିବେ ଏବଂ ଶିକ୍ଷାର ଉନ୍ନତି ଘଟିବ

  • @sem12312
    @sem12312 11 днів тому +9

    ଆଗ ରେ ଯାହା ଥିଲା ସବୁ ଠାରୁ best ଥିଲା ହେବେ ସବୁ ଖରାପ ହେଇଗଲା ସେହି ରାଜନୀତି ଯୋଗୁଁ..ବେକାର ରାଜନୀତି..

    • @prakashnayak5902
      @prakashnayak5902 10 днів тому +2

      ବାଃ ବାଃ ରେ ପଣ୍ଡିତ ,କି ବୁଦ୍ଧି ଆପଣଙ୍କ ର

  • @MiliSagar-l2v
    @MiliSagar-l2v 4 дні тому +1

    Then you bhai

  • @JayantaJena-x9f
    @JayantaJena-x9f 5 днів тому

    Super superb 😊😊😊😊😊😊🎉🎉🎉🎉

  • @anamikarohidas-p4u
    @anamikarohidas-p4u 10 днів тому +9

    Mu aganwadi didi B A pass 0tet pass 16 year hela 1000 darma ru Kam karuchhi . Nije 16 hajar ra mobil kini aganwadi Kam re lagUchhi..anda ret jete bele badhijay setebele hayran lage .

  • @josodamallik1186
    @josodamallik1186 9 днів тому +4

    ବହୁତ ବଢିଆ ହେବ sir ଧନ୍ୟବାଦ 🙏sir

  • @GayatriRaita-t2t
    @GayatriRaita-t2t 7 днів тому +1

    Oo really good 👍💞💞

  • @Nehanageswari267
    @Nehanageswari267 6 днів тому +1

    Jaya jagannath🙏

  • @ChoudachandraBehera
    @ChoudachandraBehera 10 днів тому +2

    ଅଣ୍ଡିରା ପିଲା " ଅଙ୍ଗାନା ବାଡ଼ା" ପୋଷ୍ଟ
    ବାହାର କର ଔର ବେକାରି ସମସ୍ୟା ର ସମାଧାନ କର
    ଆଙ୍ଗେନ ବାଡି ଠିକ୍ ଅଛନ୍

  • @SiruBhuyan
    @SiruBhuyan 11 днів тому +11

    ଜଲଦି ଲାଗୁ ହେବା ଦରକାର ସାର୍

  • @UPENDRABHUE-tp1vi
    @UPENDRABHUE-tp1vi 2 дні тому

    Good .

  • @shreyasamal3597
    @shreyasamal3597 10 днів тому +1

    🙏Thank u sir

  • @RajaSahoo1
    @RajaSahoo1 9 днів тому +1

    Nice 😊😊😊

  • @RKSahu-f1q
    @RKSahu-f1q 10 днів тому +3

    Very good decision❤

  • @lipijhankar
    @lipijhankar 11 днів тому +4

    Thanks sir

  • @swarnalatabehera-nt6ht
    @swarnalatabehera-nt6ht 5 днів тому

    Thenkyu sir

  • @jayaprakashdash6918
    @jayaprakashdash6918 11 днів тому +5

    କଂଗ୍ରେସ ସମୟରେ ସପ୍ତମ ଅଷ୍ଟମ ପଢା କଂଗ୍ରେସ କର୍ମୀ ମାନଙ୍କୁ ଯେଉଁ ଅଙ୍ଗନବାଡି ରେ ନିଯୁକ୍ତି ଦେଇଥିଲେ ସେମାନେ କୋଣ କରିବେ।

  • @manmohanmajhi2045
    @manmohanmajhi2045 10 днів тому +1

    ଅଙ୍ଗନୱାଡି ସହାୟିକା ଯଦି ସ୍କୁଲ ରେ ଯୋଡ଼ି ହେବେ ତାହେଲେ ଶିକ୍ଷକତା ତାଲିମ ନେଇ ଆଉ କି ଲାଭ... ବେକାରୀ ହାର ଆଉ ବଢ଼ିବ

  • @subhadrasingh7564
    @subhadrasingh7564 День тому

    ସାର୍ ଇସିସିଇ କୋର୍ସ କେଉଁଠାରେ କରାଯିବ ଦୟାକରି କହିବେ

  • @KrishnaDas-w2u1c
    @KrishnaDas-w2u1c 11 днів тому +5

    ଭଲ ହୁଅନ୍ତା

  • @ajayakumarsahoo3688
    @ajayakumarsahoo3688 10 днів тому +1

    ଭଲ ପଦକ୍ଷେପ

  • @puspanjalinaik-i1r
    @puspanjalinaik-i1r 5 днів тому +1

    Ama gaon Anganwadi kebala food distribution au vaccine debaku asuchhanti kie kahibaku nahanti upara officer tanka pachhare achhanti 😢 ama gaon kebe badalibani jadi se rahuchhanti agaku

    • @DhaniMarndi-k5f
      @DhaniMarndi-k5f 5 днів тому +1

      Emiti hi bahut gaa manankare chalichhi 😮

  • @SilonBarik
    @SilonBarik 6 днів тому

    Good

  • @Kareena_Mahato
    @Kareena_Mahato 11 днів тому +2

    Right

  • @mamatanayak2733
    @mamatanayak2733 10 днів тому +1

    Good decision

  • @satpathysusama9316
    @satpathysusama9316 8 днів тому +1

    ଯୋଉମାନେ 10th ପଢି chhanti ସେମାନେ କଣ କରିବେ ଏବେ ସିନା 12 th ହେଲା

  • @deepakgouda7445
    @deepakgouda7445 12 днів тому +18

    Workload dele heba ki se work pai tanku gote teacher ra salary debar achi

  • @tudurusikar.c.productions5204
    @tudurusikar.c.productions5204 11 днів тому +4

    ଆମ ଗାଁ ୧୦ ପାସ୍ ଦିଦି ହୋଇ ଅଛନ୍ତି

  • @SurendraNaik-jk1vv
    @SurendraNaik-jk1vv 12 днів тому +43

    ପାଠ ପଡିନଥିବା ଅଙ୍ଗନୱାଡ଼ି ମାନେ କଣ କରିବେ , ପ୍ରାୟ ଅଛନ୍ତି ପିଲାଙ୍କ ଭବିଷ୍ୟତ ନଷ୍ଟ କରିବାକୁ।

    • @BarshaBarsha-i8k
      @BarshaBarsha-i8k 11 днів тому +2

      Yes tanku kipari bahar karajiba

    • @AhalyaSwain-x6p
      @AhalyaSwain-x6p 11 днів тому +5

      Bhai patha padhinathiba Mane kn Tara kn kichu jogyata nathai ki kn taku chakiri mithiba ki kichi na kichi ta patha pathithiba na graduate heithile ki kn patha padhei pariba ki kn se +2 ki 10 padhi ki pathei paribani ki kn pain sabu bele aww mana nku hi target Kari kuha jauchuchi semane kn manisa ni ki

    • @RKSahu-f1q
      @RKSahu-f1q 10 днів тому +1

      Bala na ... Maa mane kn training neithanti ki pila posiba pain

    • @Jaya-gi7zp
      @Jaya-gi7zp 10 днів тому

      Setebele tumo gan re educated ladies nothibe sei pai uneducated manonku dia heichi

    • @Jaya-gi7zp
      @Jaya-gi7zp 10 днів тому

      Setebele tumo gan re educated ladies nothibe sei pai uneducated manonku dia heichi

  • @dambarudhardambarudharpale2812
    @dambarudhardambarudharpale2812 6 днів тому +1

    Anganwadi ku bidyalayare misaile anganwadi helfour kan karibe good news

  • @rajanikantanayak6589
    @rajanikantanayak6589 12 днів тому +4

    Respective Sir Madam Good Evening Namaskar New Change Educational Policy That Habbits Pratice Exams

  • @BobbyBehera-r3o
    @BobbyBehera-r3o 8 днів тому +3

    New helper+3 join karichhanti semana nkar. kou post re join karibe.

  • @soudaminee6371
    @soudaminee6371 12 днів тому +34

    ଆରେ ଆମ ଏପଟେ ବାହାରି ଥିଲା ଯିଏ+2କରିଛି ସେ ପାଇଲା ଆଉ +3 ପିଲା ବେକାର ହେଲା

    • @bhagya6663
      @bhagya6663 11 днів тому +6

      Mark selection heithiba ok

    • @chumkipradhan1388
      @chumkipradhan1388 11 днів тому

      +3 kariki b tara mark kam thibo ​@@bhagya6663

    • @hembramqueenofficial8042
      @hembramqueenofficial8042 11 днів тому +1

      Amo pote mark selection heithila

    • @bhagya6663
      @bhagya6663 11 днів тому

      @@hembramqueenofficial8042 amar bi heithila mark selection mu 5 month hela job karuchi Anganwadi re

    • @Jaya-gi7zp
      @Jaya-gi7zp 10 днів тому

      Mark selection wise +3 pila ro % kom thibo so that bekar hei rohigole

  • @JitendraMajhi-y6k
    @JitendraMajhi-y6k 7 днів тому +1

    Sir Anganwadi pilanka pai jie rosei karuchi taara kn haba 😢

  • @sudamcharanprusty
    @sudamcharanprusty 12 днів тому +48

    ସମୟ ଆହୁରି 3ରୁ 4 ବର୍ଷ ଲାଗିବ। ଏବେ
    ବି ଅଙ୍ଗନବାଡି ସପ୍ତମ ଅଷ୍ଟମ ପାସ କିମ୍ଵା
    ଫ୍ରଜରି ସାଟିଫିକେଟ ଲୋକ ଅଛନ୍ତି।
    62 ବର୍ଷ ହୋଇଯିବା ଫଳରେ ଏ
    ପୁରୁଣା ଲୋକ ଅଛନ୍ତି।
    ଏ ମାନଙ୍କୁ ଛାଡି ଅନ୍ୟ ମାନଙ୍କ 6 ମାସ
    ଟ୍ରେନିଂ ଦିଆଯାଉ।

    • @chinu5544
      @chinu5544 12 днів тому +1

      ଆମ ଓଡ଼ିଶା ରେ ଏମିତି ହୁଏ 😂😂😂

    • @अनंता2
      @अनंता2 12 днів тому +2

      @@sudamcharanprusty ଆରେ ଭାଇ ମୋ ଗାଁ ରେ ଏବେ ଜଣେ ବ୍ୟକ୍ତି ଯେ ସପ୍ତମ ପାସ କରି ସେଇ school ରେ Head Master ହୋଇ ଏବେ ଏବେ retired କଲେ

    • @DwaruPanda
      @DwaruPanda 12 днів тому +2

      Hele Bhai aji ka dt re Kia saptam pas karuchhi ki... Gote gadh chhua b matric pass karik ghare basichhi and ama desare sikhya niti bhut durbal ❤❤❤ ​@@अनंता2

    • @deepakgouda7445
      @deepakgouda7445 11 днів тому

      @@sudamcharanprusty Aau semane kana Kari be

    • @Rakeshsahu678
      @Rakeshsahu678 11 днів тому

      Are bhai sete bele non matric ru hi anganwadi job nai heu thila mo bada bhauni 8th pass Kari chhi au anganwadi job Karu chhi 35 barsa helani ebe retired hebu ku au 5 barsa achhi

  • @smrutirekharout-d9w
    @smrutirekharout-d9w 9 днів тому +2

    Worker Mane school re padheibe au new join heithiba +3 pass helper mane kn karibe

  • @deepakgouda7445
    @deepakgouda7445 12 днів тому +13

    Gote primary teacher bi chot children ku padouchi tanku 25 ru 30k dia heuchi to Anganwadi bi semiti same children ku padouchi chot chua ki sambali ba kana sahaj ki ?

  • @SunandaPradhan-2233
    @SunandaPradhan-2233 10 днів тому

    Thank you

  • @chinu5544
    @chinu5544 12 днів тому +22

    କିଛି ଲାଭ ନାହିଁ , ପ୍ରାୟ ଆଗ୍ଗନବାଡି କର୍ମୀ ଫ୍ରଜୁରି କରି ଚାକିରି କରିଛନ୍ତି,

  • @purnapradhan1549
    @purnapradhan1549 12 днів тому +16

    Anganwadi teachers are not required at all,as it is a zero output centre.

    • @runupradhan2486
      @runupradhan2486 11 днів тому +4

      In this regard school should be close also. Bz even 10 th students are not able to read English book. College going student can not right a application. Then what to do??

    • @satyajitparida8903
      @satyajitparida8903 11 днів тому +1

      ​@@runupradhan2486then change the system change the teacher and teaching style not the institution

  • @ManimalaSabar-d1k
    @ManimalaSabar-d1k 10 днів тому +1

    ଏହିପରି ବିୟତି ଥିଲେ ଦିଅନ୍ତୁ ଶକିରୀ.

  • @Suresh_Asst_Teacher
    @Suresh_Asst_Teacher 11 днів тому +3

    ଏ ବିଷୟରେ ଆମକୁ ଏବେ ଟ୍ରେନିଂ ମିଳିସାରିଛି।

    • @shantilata2572
      @shantilata2572 11 днів тому

      କେବେ ଟ୍ରେନିଂ ନେଲେ

  • @SahadevPatra-ez4lk
    @SahadevPatra-ez4lk 11 днів тому +2

    ବାଳ ବେପାର ରେ ବି ଲାଭ ହୁଏ

  • @GaneshKalet-c3z
    @GaneshKalet-c3z 4 дні тому

    Apana emiti vhal news gudikaamaku fast re dauthanu dhanybad

  • @TapashKumar-g3u
    @TapashKumar-g3u 7 днів тому +2

    Au helper Mane kuade jibe

  • @parbatibehera6166
    @parbatibehera6166 8 днів тому

    Vala jojana achhi

  • @LochanBeaheara
    @LochanBeaheara 2 години тому

    Sir ecce course cirtificate kemiti paibu.ei niyam kebethu lagu heba.

  • @sibusoren9651
    @sibusoren9651 11 днів тому +3

    Jaldi lagu heba darkar

  • @rashmitajued6605
    @rashmitajued6605 12 днів тому +7

    DECE/ECCE course Kari awganwadi teacher pain apekhya karichhu sir

  • @Sourav-yr8mc
    @Sourav-yr8mc 4 дні тому

    DECE CORCE COMPLETE PILANKU POSTING KARAJAU.

  • @SuchismitaNayak-o1w
    @SuchismitaNayak-o1w 11 днів тому +11

    Anganwadi re b CT,B.ED PILA JOB KARUCHHANTI. SO DON'T TALK ABOUT AWW

  • @Jyotshnaranibehera-g8j
    @Jyotshnaranibehera-g8j 11 днів тому +1

    kn tranning re kahile.sabu anganwadi kn school re misibà.anganwadi didi helper kn sabu school jibe.sabu helper kn karibe ans plz

  • @SankarGadtya
    @SankarGadtya 10 днів тому

    Agaru jemiti thila semiti thau🎉🎉🎉🎉🎉🎉

  • @banitaswain3980
    @banitaswain3980 12 днів тому +36

    Trained teacher should be appointment in anganwadi center.

    • @sishirrout9026
      @sishirrout9026 12 днів тому +3

      Jou mAne already Achhanti semane kana karibe

    • @sishirrout9026
      @sishirrout9026 12 днів тому +1

      Starting ru heithile heithantA, kintu jAdi new posting Aciba govt ct pilanku deipare

    • @skylife2273
      @skylife2273 12 днів тому

      Sure 😊😂

    • @अनंता2
      @अनंता2 12 днів тому +1

      Anganwadi workers are more accomplished with their students,so no one will stay at their place and appoint them

    • @Santoshinibehera-r1j
      @Santoshinibehera-r1j 12 днів тому

      CT pila nku qualification dia jau vala haba

  • @deepakgouda7445
    @deepakgouda7445 12 днів тому +12

    Sir Anganwadi karmi ra salary bi as a teacher ra diajau 🙏

    • @SankarSabar-m1c
      @SankarSabar-m1c 12 днів тому +2

      Exam dei ki paicha na

    • @deepakgouda7445
      @deepakgouda7445 11 днів тому +1

      @SankarSabar-m1c nahi Tama pari Gunda giri Kari ki

    • @SankarSabar-m1c
      @SankarSabar-m1c 11 днів тому

      @@deepakgouda7445 tome kn dekhichha

    • @SankarSabar-m1c
      @SankarSabar-m1c 11 днів тому

      @@deepakgouda7445 tome kn dekhichha

    • @kpinky9324
      @kpinky9324 11 днів тому +1

      Gote teacher CT ba bed kariki otet qualified kariki CBT clear kalapare job pauchi... Anganwadi wala kete ta exam clear karuchnti kete qualified semane salary pai

  • @artatranasahu8448
    @artatranasahu8448 12 днів тому +8

    ବୈ।ଧ ଏନ୍ ଏ ସି ରେ ୧୭ଓ୍ବ।ଡ଼ ମଧ୍ୟ ରୁ କେବଳ ୭ଟି ଓ୍ବାଡ ରେ ଅଙ୍ଗନବାଡ଼ି କେନ୍ଦ୍ର ଅଛି । ଦୟାକରି ଆପଣଙ୍କ ଜରିଆରେ ମନ୍ତ୍ରୀ ମହୋଦୟ। ଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ 🙏।

  • @gulabatirohidas837
    @gulabatirohidas837 8 днів тому

    Mu matric padhichhi.plus two padhibaku chahuchi.keun process re jibaku heba.

  • @SangeetaJena-h7b
    @SangeetaJena-h7b 12 днів тому +6

    Sir ata kn Anganwadi worker au helper 2 jana nka pin??

  • @LEENAMOHANTA-m5q
    @LEENAMOHANTA-m5q 11 днів тому

    Jaldi lagu kora jau sir

  • @rajkishorsahu7686
    @rajkishorsahu7686 11 днів тому +6

    ସ୍କୁଲ୍ ଗୁଡିକରେ ବହୁତ୍ କିସମର ଝାମେଲା ବଢିବ

  • @maddumitha3178
    @maddumitha3178 7 днів тому

    sir angawadi techar pai 6 mass trening date start hele kahibe .

  • @sanjayabehera5625
    @sanjayabehera5625 11 днів тому

    The government needs to implement the same guidelines for Teachers and Anganwadi i.e. eligibility and qualification for a better education system. If required to ban this Anganwadi to avoid waste state revenue, this type of organisation is made by BJD for vote bank politics without thinking about state development. For information about the last 25 years back not available in any Anganwadi except government school, the government needs to implement strict guidelines to appoint any teacher for our future generations.

  • @dambarudhardambarudharpale2812
    @dambarudhardambarudharpale2812 6 днів тому

    Anganwadi didi on qualifay chatei karantu

  • @chinmayeesamal7390
    @chinmayeesamal7390 4 дні тому

    Paisa dei ki job paichhanti.3thara 10nth pass re copy kari thiba pila mark base re chakiri paichhanti aga semanamkara exam karajau qualification dekhajau

  • @saradamallick7487
    @saradamallick7487 11 днів тому

    People are quarreling for eating eggs free of cost, if it change, eggs available or not

  • @Ommlishanthjhola
    @Ommlishanthjhola 7 днів тому

    ECCE course kebe2 start haba

  • @PrasantaBhuyan-ww2hm
    @PrasantaBhuyan-ww2hm 6 днів тому

    Jeu mane 8th,9th 10th pass kariki Anganwadi karuchanthi,se mane out karo

  • @santoshkumarsethi-w9n
    @santoshkumarsethi-w9n 11 днів тому +2

    Jay Jagannath sir

  • @anilkumarsahani3987
    @anilkumarsahani3987 10 днів тому

    Jodi anganabadi school re misiba ta teacher kia rahiba😮

  • @BarshaBarsha-i8k
    @BarshaBarsha-i8k 11 днів тому

    Puruna didi nku kipari change karajiba kuhantu plz

  • @PrabhasiniSuna-nw5hk
    @PrabhasiniSuna-nw5hk 7 днів тому

    ECCE course kou app re Kari heba

  • @BabajicharanTiria-eu3pj
    @BabajicharanTiria-eu3pj 11 днів тому +2

    ଆମ ଗାଁ ଅଙ୍ଗନ ବାଡ଼ି ଦିଦି ମୁଳୁରୁ ପାଠ ପଢି ନାଇଁ ସେ ପିଲା ଲା କୁ ପାଠ ପଢାଇ ବ କେମିତି?

  • @BharatKumar-wf3iu
    @BharatKumar-wf3iu 11 днів тому +2

    Darma kete debe sir

  • @sasmitamahapatra317
    @sasmitamahapatra317 10 днів тому

    🙏,Thank you Sir

  • @pramodakumarpradhan945
    @pramodakumarpradhan945 11 днів тому

    Every general school re special teacher rakhantu

  • @rajkumarpradhan9110
    @rajkumarpradhan9110 10 днів тому

    ଅଙ୍ଗୱାଡି ବିବାହ ଥିବା ନିହାତି ଦରକାର କି

  • @sanjibnaik3537
    @sanjibnaik3537 5 днів тому

    Anganwadi helper +2 karithiba helper ku Baoda daita diaajau

  • @ganeshpatra5789
    @ganeshpatra5789 12 днів тому +2

    Information incorrect.+2passed aww 6months diploma course and 10th passed 1year diploma course should be done

  • @laxmankhamari4321
    @laxmankhamari4321 5 днів тому

    Ashakarminka pain kichhi kale nahin

  • @stylishpoint...3250
    @stylishpoint...3250 11 днів тому

    Bahut problem habo.. Village ru school ku ete small boy jibo କେମିତି

  • @Princesspayel-oq3fy
    @Princesspayel-oq3fy 9 днів тому

    Jaumane +3 karichhanti semane kn karibe jadi +2 ru naba Sarkar bhul Karu chhanti +3 pila pai paru nahanti +2 pila pauchhanti

  • @purnachandrasahu2178
    @purnachandrasahu2178 12 днів тому +3

    Don't confuse others.Try to know what is curricular and extra curricular activities

  • @TapanJena-x6o
    @TapanJena-x6o 12 днів тому +3

    Anganwadi rename as pre school attach to school should plus 2 atleast

  • @hrusikeshpanda7020
    @hrusikeshpanda7020 10 днів тому

    Biometric attendance system chalo heu.