@@pradeepkumarpanda1637 Kie kahila khola badalila? Ebe au class Xl au XII re arts, science, commerce rahiba nahin. Samaste sabu patha padhi paribe. Class 3 ru 5 bhitare English optional heba compulsory nuhe.
Mu jetebele 1965 re nama lekheili ahuri bhala thila. Matriculation 11 years thila au English paper-1, 2 thila. Odia medium re high standard English padha jauthila. Setebelera Odia medium student English re novel lekhuthile au English newspaper edit karuthile. Setebelara 3rd div student correct Eng lekhuthile. Ebara English medium student tanka sangare saman hebe nahin.
मैं आपसे सहमत नहीं हूं, अगर सरकार ने ये नियम बनाया है तो कुछ सोच समझ कर ही लिया होगा ना, मुझे तो कबसे इंतजार इस पल का, एक 10वीं क्लास के बच्चे से पूछो या फिर एक क्लास 3 के छोटे बच्चे से पूछो
सुबह भारी बैग ले कर स्कूल जाना, फिर शाम को वही भारी बैग ले कर ट्यूशन या कोचिंग क्लास जाना, फिर अगर वक्त से जवाब याद ना आये तो टीचर से मार खाना.. और कभी-कभी 10वीं कक्षा के बच्चे की परीक्षा का दबाव और अवसाद की वजह से सुसाइड तक कर लेते थे.. ये तो आप जानते ही है.
Tq news 18 for presented briefly about schooling system of odisha. Central government is trying to do at par with the other counties education system. Did good.
This is good news. I commend the government for implementing NEP. I hope students from Western Odisha will be taught in Koshali in the earlier grades as required by NEP. I wish critical reasoning and logic could have been introduced as a part of core curriculum beginning with kindergarten level.
Bhala copy pest kala tk padhiki karithile bhala hoithanta 😂😂 dardam hau ki hindu muslime hau ki bcci ra Jogya chairman hau chaluni hoiki chhunchi ku kahuchha kete ta kana😂😂
Please, let about the faculties and teachers who will prepare the students, manage the office, update the MIS and UDISE and work for the LEP and bridge courses programs for the slow learning students.
1. Understanding the Past: History provides insights into how societies, cultures, and civilizations have developed over time. It helps us learn about significant events, people, and ideas that have shaped the world. 2. Learning from Mistakes: By examining past successes and failures, we can avoid repeating mistakes and make informed decisions. Historical examples offer valuable lessons about human behavior, governance, conflict, and progress. 3. Building Identity: History helps individuals and communities understand their roots, heritage, and cultural identity. It fosters a sense of belonging and connection to the broader human experience. 4. Fostering Empathy and Perspective: Studying diverse historical experiences broadens our understanding of others' struggles, achievements, and perspectives. This promotes tolerance and empathy. 5. Developing Critical Thinking: History teaches us to analyze sources, evaluate evidence, and distinguish between bias and fact. These skills are crucial for critical thinking and informed decision-making. 6. Understanding Change: History reveals how societies, economies, and political systems evolve over time, helping us comprehend the forces that drive change and continuity. 7. Inspiring Progress: Historical achievements in science, art, literature, and technology serve as inspiration for innovation and creativity. They remind us of humanity's potential for greatness. 8. Providing Context for Current Events: History helps us understand the roots of modern issues, such as conflicts, political systems, and social movements, enabling us to approach them with a deeper understanding. 9. Encouraging Civic Responsibility: By studying history, individuals learn about their rights, responsibilities, and the importance of active participation in society. It fosters an informed and engaged citizenry. 10. Preserving Memory: History ensures that the experiences and stories of people, especially those who may otherwise be forgotten, are preserved for future generations.
@@marndi3221 gita bhagabata padhiki kn chakiria karibe semane spiritual book parents tanka pilanku ghare padheiparibe but school re padheiba ra kichi darkar nahi
I really feel happy after hearing that finally, the government is going to change the poor British made education the system, this new policy is very good, it is like Vedic method..new generation ke bache 19s insaanon se kafi zyada samajhdar, honge, aur padhai bhatar tarikhe se samajh aur yaad rakh paenge.. aur iss tarah se exams mein cheating bhi kam ho jaegi..It just needs some more amendments.
The education system is suitable for today’s time, and I hope it is followed strictly. Annual exam question papers in schools, for any class, should not be sold in the market. During my time, we had access to exam question papers up to the 9th class. Today, I deeply regret that, as it led to my lack of interest in subjects like science, history, and geography. The unfortunate part is that I am a science student, yet my knowledge in science during the 11th and 12th grades is weak. It’s my fault because I never put in my best effort in this field and remained uninterested and bored throughout my +2 years, just as I had before.
I request to chief minister of odissa.sir..old metho process anujai further education teaching karajau.odissa mostly development.and keep bestposition all over the the india.jay jagganath
Ae Policy ku thik re implement kariba pai Odisha re well Trained Teachers b rahiba jaruri . Policy ra last point jemti kuha jaichi "JAHAKU JAU SUBJECT PASAND ASIBA , SIE SEITA PADHIBE" . But ae points kichi ta condition rakhiba jaruri. Jemti ki , jia PHYSICS choose kariba ta pai MATHEMATICS mandatory rahiba katha, Jia BIOLOGY choose kariba ta pai CHEMISTRY. Amti au bhi combinations rahiba darkar. I am so happy to know, Computer Programming ate young age ru hi provide kara jiba. And last but not least , Ae sabu pai enough number of well trained teachers appoint kariba niahati jaruri.
ମୁଁ ଯାଉଛି ପୁଣି ଜନ୍ମ ନେବି
ଯେମିତି system ଚାହୁଁଥିଲି ଏବେ ହେଉଛି
ମୋର career ଖରାପ ହେଇଗଲା ପରେ 😢
😂
Bhai pila belu amiti system chanhuthila
Ki knowledge thila tahale pila bele
Gote chua te janma kari dea age
sata katha, E system bahut bhala.
Literally I want this 😩
ଶିକ୍ଷକ ନାହିଁ ବିଦ୍ୟାଳୟ ରେ କିନ୍ତୁ ଏଠି ନୂଆ ଶିକ୍ଷା ବ୍ୟବସ୍ଥା ଲାଗୁ ହେଉଛି😅
Sata katha 😂😂😂
Update janicha ki ?
😅😅
Right
ଆଉ ଗୋଟିଏ କଥା ଭୁଲିଗଲ ଶିକ୍ଷକ ଥାଇ ପାଠ ପଢ଼ାଉ ନାହାନ୍ତି ସେହି ଶିକ୍ଷକ ମାନଙ୍କୁ କଣ ଫାଶୀ ଦେବାକି।
ଭଲ ଲାଗବ ଯାହା। ପଢି ପାରିବ ତାହା 👍👍 ବିକଶିତ ଭାରତ ପଥରେ ଓଡିଶା 🇮🇳🇮🇳
Absolutely 💯
Yah
🙏କେବଳ ଖୋଳ ବଦଳିଲା....ଭିତରେ ଯାହା ଥିଲା ସେଇଆ.... ପ୍ରଥମେ ଭିତିଭୂମି.. ଦ୍ୱିତୀୟ ରେ ଶିକ୍ଷକ ପଦବୀ ପୂରଣ ତୃତୀୟ ରେ ସଚୋଟ ଅଧିକାରୀ ସହ ଶିକ୍ଷକ ମାନଦେୟ ଉପରେ ଗୁରୁତ୍ୱ ଦେଲେ NEP 2020 ସଫଳ ହେବ. 🙏🙏🙏🙏
@@pradeepkumarpanda1637 Kie kahila khola badalila? Ebe au class Xl au XII re arts, science, commerce rahiba nahin. Samaste sabu patha padhi paribe. Class 3 ru 5 bhitare English optional heba compulsory nuhe.
ଆଜି ର news 📰 ଶୁଣିଲି ଭଲ ଲାଗିଲା ❤
ଠିକ୍ ରେ ଲାଗୁ ହେବା ର ଅଛି👏👏👏
ଏତେ ପଢ଼ିଲେ କଣ ହବ ଶେଷ ରେ ସେଇ ଦାଦନ ଖଟିବାକୁ ବହୁତ ପିଲା ଯିବେ।😢😢 ପ୍ରଥମେ ସରକାର ସମସ୍ତେ କେମିତି ଭଲ ଚାକିରୀ ଖଣ୍ଡେ ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦବା ଦରକାର
ଏଇତ ନଈ ନଦେଖି ପ୍ୟାଣ୍ଟ୍ 👕 ଖୋଲି ଦେଲେ.. ଏବେ ତ ଆରମ୍ଭ - ଆଗକୁ ଦେଖ କଣ କଣ ହଉଛି। ଚାକିରୀ ସୁବିଧା କେତେ ହଉଛି - Quality education କେମିତି ପାଇ ପାରିବେ ନା କି ପ୍ରଶ୍ନପତ୍ର ଲିକ୍ କରି କିମ୍ବା ପଇସା ନେଇ- ଯେଉଁ ମାନେ ଚାକିରୀ ପାଇଁ ଅଯୋଗ୍ୟ ସେମାନଂକ ପାଇଁ ବି ସ୍ୱାବଲମ୍ବୀ ହେବା ପାଇଁ ଯଥେଷ୍ଟ ସୁଯୋଗ ତିଆରି କରାଯିବ। ବିକଶିତ ଓଡିଶା ଦେଖିବ 2029 ସୁଦ୍ଧା।
Vocational subject darkar
@@muktiprakash6206 Right bro 👍🏻
ସରକାର ଆଗ ଶିକ୍ଷକଙ୍କୁ ନିଯୁକ୍ତି କରନ୍ତୁ। କେବଳ ଶିକ୍ଷା ବ୍ଯବସ୍ଥା ବଦଳାଇଲେ କିଛି ଲାଭ ନାହିଁ। ବିଦ୍ଯାଳୟରେ ଶିକ୍ଷକଙ୍କ ଆବଶ୍ଯକତା ରହିଛି।
ପାଠ ପଢା ସହ ସ୍କୁଲ ରେ ଯଦି ଭଗବତ୍ ଗୀତା ପାଠ କରିବେ ପିଲା ମାନେ ଆହୁରି କିଛି ନୀତି ଶିକ୍ଷା ପାଇବେ ଆଉ ଏତେ ଖରାପ ହେବେ ନାହିଁ ତାଙ୍କ ଭିତରେ ଗୋଟେ ଶାଳୀ ନତା ରହିବ
ସମ୍ଭିଧାନ ପଡିବା ଉଛିତ କି ନାହିଁ???
ସବୁ ବଦଳିଲେ ହେଲେ ଶିକ୍ଷକ ସେହି ଠିକା ରେ ରହିଗଲେ
କଣ ହେଲା ସେଉଠୁ
@samarendrajena4996 ତୁମର କାହିଁ ଫାଟିଲା, ତୁମକୁ ବାଧିଲା ବୋଧେ
ହେଲୋ ସାର୍ ଆପଣ ଲାଷ୍ଟ୍ ଧା ଡି
ପିଲା ମାନଙ୍କ କଥା କହୁଛନ୍ତି 😂😂😂😂
ବର୍ଷ କୁ ଦି ଥର ପଢ଼ିବା ଟା ମହୁତ କଷ୍ଟ ଦାୟକ 😅😅😅😅😅😅😅
ବୋହୁତ ଖରାପ ବ୍ୟବସ୍ଥା ଏ ବ୍ୟବସ୍ଥା ଲାଗୁ ନ ହେବା ନିମନ୍ତେ ବିରୋଧ କରାଯାଉ
ଆଗ ବିଦ୍ୟାଳୟ ର ଭିତ୍ତିଭୂମି ଠିକ କର l ଶିକ୍ଷକ ନିଯୁକ୍ତି ଦିଅ l ସମାନ କାମକୁ ସମାନ ଦରମା ଦିଅ l ଯାହାକଲେ ମଧ୍ୟ ଶିକ୍ଷକମାନଙ୍କର ମନୋବୃତି କୁ ପରିବର୍ତ୍ତନ କରିପାରିବ ନାହିଁ କି କିଛି ହେବ ନାଇଁ l
ଆରେ NEP-2020 2024 ରୁ ଲାଗୁ ହେଇ ଗଲାଣି ସମସ୍ତ UG course ରେ ଖାଲି 10+2 ରେ ଲାଗୁ ହେଇନଥିଲା ଏବେ ଲାଗୁ ହେଲା ବହୁତ ଭଲ ଲାଗିଲା 😊❤
Lagu heini...jebe haba janibe j...hela boli 😊
@binodinipadhan4384 ଓ ହଁ
ମହାଶୟ ମୁଁ ଯେତେବେଳେ 1975 ମସିହାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଲି ସେ ସମୟରେ ଯେଉଁ ସିଲାବସ ଚଳୁଥିଲା ତାହା ଠିକ ଥିଲା ବର୍ତ୍ତମାନ ର ଶିକ୍ଷା ବ୍ୟବସ୍ଥା ଠିକ ନୁହେଁ ।ସେ ସମୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ପାଠ୍ଯ କ୍ରମ ଥିଲା ସେଥିରେ ପୁଅ ଝିଅ ମାନଙ୍କ ର ବୁଦ୍ଧିର ବିକାଶ ହେଉଥିଲା ।କାହାଣୀ ମାଧ୍ଯମ ରେ ଛୁଆର ଚରିତ୍ର ଗଠନ ହେଉଥିଲା ,ନୈତିକ ଶିକ୍ଷାର ଉନ୍ନତି ହେଉଥିଲା ,ସଂସ୍କାର ଶିକ୍ଷାହେଉଥିଲା ,ଆଜି ସେ ଶିକ୍ଷା ପଦ୍ଧତି ବନ୍ଦ ହୋଇଯିବା ଦ୍ବାରା ପାଠ୍ଯ କ୍ରମ କଳୁଷିତ ହୋଇଗଲା
Mu jetebele 1965 re nama lekheili ahuri bhala thila. Matriculation 11 years thila au English paper-1, 2 thila. Odia medium re high standard English padha jauthila. Setebelera Odia medium student English re novel lekhuthile au English newspaper edit karuthile. Setebelara 3rd div student correct Eng lekhuthile. Ebara English medium student tanka sangare saman hebe nahin.
मैं आपसे सहमत नहीं हूं, अगर सरकार ने ये नियम बनाया है तो कुछ सोच समझ कर ही लिया होगा ना, मुझे तो कबसे इंतजार इस पल का, एक 10वीं क्लास के बच्चे से पूछो या फिर एक क्लास 3 के छोटे बच्चे से पूछो
सुबह भारी बैग ले कर स्कूल जाना, फिर शाम को वही भारी बैग ले कर ट्यूशन या कोचिंग क्लास जाना, फिर अगर वक्त से जवाब याद ना आये तो टीचर से मार खाना.. और कभी-कभी 10वीं कक्षा के बच्चे की परीक्षा का दबाव और अवसाद की वजह से सुसाइड तक कर लेते थे.. ये तो आप जानते ही है.
ବହୁତ ସୁନ୍ଦର ନିଷ୍ପତ୍ତି ❤❤❤❤❤
Bhai tame bodhe patha padhisarilain jie padhuchi ta katha tike chinta Kara kebala 10th au 12th nuha +3 re chage heichi 😢au ame maruchu
Most beautiful presentation by anchor Manash sir.
ପ୍ରଥମେ ମୋବାଇଲ ବନ୍ଦକରାଯାଉ
So good...should have been implemented long back
କପି ବନ୍ଦ ହେଵତ ପ୍ରଥମରୁ ଆରମ୍ଭ କରି +2 ପର୍ଯ୍ୟନ୍ତ କପି ଚାଲିଛି। ଜ୍ଞାନରେ ପିଲାମାନେ ଉପରେ ଚିକ୍କଣ ଭିତରେ ଫମ୍ପା। ବେଶୀ କପି ଦଶମରେ ହେଉଛି ତେଣୁ ପ୍ରଥମେ ଦଶମ ପରୀକ୍ଷାରେ କପି ବନ୍ଦ କରାଯାଉ।
ଆମ ଗାଉଁଲି ବିଦ୍ୟାଳୟ ମାନଙ୍କରେ ପାଠ ପଡ଼l ବିଲକୁଲ ହୋଉନି 👎 ସେଇଟା ବି ପରିବର୍ତ୍ତନ କର
ଆମ ସମୟ ରେ ଶିକ୍ଷା ଶିକ୍ଷକ ବିଦ୍ୟାଳୟ ଇତ୍ୟାଦି ଶୃଙ୍ଖଳିତ ଥିଲା, କିନ୍ତୁ ଅପାରିଜିତା ସଢଙ୍ଗି ଙ୍କ. ସଚିବ ସମୟ ରେ ହିଁ ଓଡିଶା ର ଶିକ୍ଷା ଵେବସ୍ତା ର ଭୁଶୁଡି ବାର ଵେବସ୍ତା ହେଇଥିଲା, ଏବେ ସେ ସବୁ ଆହୁରି ଅଧିକ ମାତ୍ରା ରେ ନଷ୍ଟ ହେବାରେ ଲାଗିଛି, ଆଶା ବର୍ତମାନ ସରକାର କିଛି ପରିବର୍ତନ କରି ଶିକ୍ଷା ଶିକ୍ଷକ ଏବଂ ବିଦ୍ୟାଳୟ ର ସମ୍ପର୍କ ଯୋଡ଼ିବେ.
ବହୁତ୍ ବଢିଆ ✅️
ଆରେ ମୂର୍ଖ ସରକାର ଆଗ ଶିକ୍ଷକ ମାନଙ୍କୁ ରେଗୁଲାର କର ତାପରେ ରାଜ୍ୟର ବିକାଶ କଥା ଚିନ୍ତା କର 😢😢😢
WEL come
ମୋତେ ସବୁଠୁ ଭଲ ଲାଗିଲା ଯେ "ଭଲ ଲାଗିବ ଯାହା ପଢ଼ିବ ସେଇଆ"waah ଯଦି ଏମିତି ମୋ ସମୟରେ ହେଇ ଥାନ୍ତା ତାହେଲେ ମୁଁ ବିଜ୍ଞାନ ସହ ଇତିହାସ ବି ନେଇଥାନ୍ତି
ବହୁତ ସ୍କୁଲ ଗୁଡାକ ବନ୍ଦ ହେଇଗଲାଣି କିନ୍ତୁ ଶିକ୍ୟା ନୀତିକୁ ବଦଳାଇଲେ କଣ ହେବ
Tq news 18 for presented briefly about schooling system of odisha. Central government is trying to do at par with the other counties education system. Did good.
ଉତ୍ତମ କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ । ପ୍ରାଥମିକ ହିକ୍ଷାକ ମାନଙ୍କର ନା promotion ହେଉଛି, ନା ଦରମା ବଢୁଛି କିମ୍ବା ଶିକ୍ଷା ସହାୟକ ପଦବୀ ଉଚ୍ଛେଦ ହୋଇପାରୁଛି ।
This is so good disition 🥰🥰🥰
Varii gutt koment
ପିଲାଙ୍କୁ Multi Language ଶିକ୍ଷା ଦେବା ଜରୁରୀ, like ଓଡିଆ ସହ ଇଂଲିସ୍, ଫ୍ରେଞ୍ଚ ଚାଇନିଜ୍, ରସିୟାନ ଏପରି ଭାଷା ଜ୍ଞାନ ମଧ୍ଯ ଦିଆଯାଉ।
ପ୍ରଥମେ ଶିକ୍ଷକ ବଦଳାନ୍ତୁ
Bhala lagiba jaha padhi pariba taha . Good word good nep system
Bohut badhiya
This is good news. I commend the government for implementing NEP. I hope students from Western Odisha will be taught in Koshali in the earlier grades as required by NEP. I wish critical reasoning and logic could have been introduced as a part of core curriculum beginning with kindergarten level.
ହୃଦୟ ନିର୍ମଳ ଥିବା ପିଏ ମ୍ ଦେଶର କୋଣ ଅନୁକୋଣରେ ସ୍ନେହ ପ୍ରେମ ସମାନତା ଭାଇଚାରା ର କିରଣ ପ୍ରସାର କରେ, ୟାଙ୍କ ସମୟରେ ତ ଜାତିଗତ ଅତ୍ୟାଚାର ବଢିଛି, ସମ୍ବିଧାନ କୁ ବିରୋଧ ସୃଷ୍ଟି ହୋଇଛି, ବଳତ୍କାର ଦଙ୍ଗା, ମୁହଁ ରେ ପରିଶ୍ରା, ଝିଅଙ୍କୁ ଲଙ୍ଗଳା କରି ବୁଲାଇ ବଳତ୍କାର କରିବା,ସାତସହ ସଂଖ୍ୟା ରେ ଚାସି ମରିବା,ପୋଡସୀ ଦେଶ ସତୃହେଵା,ରୁଣ କରଜ ଚାରି ଡବଲ ହେବା, ନିର୍ବାଚନ ରେ ଟଙ୍କା ଦେଇ ଭୋଟ କିଣିବା, ହିନ୍ଦୁ ମୁସଲିମ ବିଭେଦ ର ଉତ୍ତେଜନା, ମାସକୁ ବାରସହ କୋଟି ରୁଣ ସୁଦ୍ଧ ଦେବା, ଦରଦାମ୍ ୩ ଡବଲ ହେବା, ଶିକ୍ଷା ରେ ଟ୍ୟାକ୍ସ,ମୁଢିରେ ଟାକ୍ସ,ଇଲେକ୍ଟୋରାଲ ବୋଣ୍ଡ ଯୋଗୁଁ ଦରଦାମ୍ ବଢିବା, ଗୋମାଂସ ରପ୍ତାନି ରେ ଭାରତ ୧ନମ୍ବର ହେବା,ଭୁଖମରୀ ଲିଷ୍ଟ ରେ ଭାରତ ଆସିବା,ଗରିବ ଓ ବେକାରୀ ସଂଖ୍ୟା ପ୍ରବଳ ବଢିବା, ଅନ୍ଧବିଶ୍ୱାସ ଅଧିକ ବଢିବା,ରାମ ନାଁ ଧରି ସରକାର କୁ ଆସି ରାମଙ୍କ ଜମି ବିକିବା, ବିଦେଶରେ ବୁଦ୍ଧ ଙ୍କ ପରିଚୟ ଦେଇ ଭାରତ ରେ ରାମ ନାଁ ରେ ଭୋଟ ପାଇଁ ହିଂସା ବଢ଼ାଇବା, ମିଡ଼ିଆ କୁ ବିଜେପି ର ପ୍ରଚାର ଚ୍ୟାନେଲ କରି ବିଶ୍ବରେ ମିଡ଼ିଆର ସ୍ଥାନ ୧୬୧ ନମ୍ବର କୁ ଯିବା,ଶୈନିକ ଜବାନ ଅଧିକ ମରିବା, ଆତଙ୍କବାଦୀ ହମଲା ଅଧିକ ବଢିବା,ଚିନ କୁ ଯାଗା ବିକିଦେବା, ପାକିସ୍ତାନ ର ବିରିୟାନି ଖାଇ ପାକିସ୍ତାନ ସହିତ ଭିତିରି ସମ୍ପର୍କ ରଖିବା, ଇଭିଏମ୍ ଘୋଟାଲା,ଦେଶକୁ ଅମ୍ବାନୀ ହାତରେ ବିକିବା,ଦେଶକୁ ଅମ୍ବାନୀ ର ବିଜନେସ ଫାର୍ମ କରିବା,ପୁର୍ବ ସରକାର ଙ୍କ ସମ୍ପତି କୁ ନିଜ ନାଁରେ ନାମିତ କରିବା,ବିଗ୍ୟାନ ବଦଳରେ ଧର୍ମ ଅନ୍ଧବିଶ୍ୱାସ କୁ ବଢାଇବା, ମହିଳା ବିରୋଧୀ ବିବାଦିୟ ମନ୍ତବ୍ୟ ଦେବା, ଆମ଼୍ବେଦକର ବିରୋଧୀ ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେବା, ଅଯୋଗ୍ୟ କୁ BCCI ଓ ICC ର ସେକ୍ରେଟାରି କରିବା,ନିଜର ସ୍ବାର୍ଥ କାମ ସାରି ଲେଟ୍ ରେ ଲକଡାଉନ କରି କରୋନା ମୃତ୍ୟୁ ବିଶ୍ବରେ ଭାରତର ମୃତ୍ୟୁ ସଂଖ୍ୟା ସର୍ବାଧିକ କରିବା, ପିଏ ଏମ୍ କେୟାର ଫଣ୍ଡ କରି ଦେଶର ଟଙ୍କା ଖାଇବା ହିସାବ ନଦେବା,ପୁଲବାମା ଜାଂଚ ନକରିବା,ପରିଷା ପେପର୍ ଲିକ୍ କରିବା ଓ ,ଓ ଆହୁରି ଅନେକ କ୍ଷେତ୍ରରେ ବର୍ବାଦ କରିଛନ୍ତି ଦେଶକୁ।
Bhala copy pest kala tk padhiki karithile bhala hoithanta 😂😂 dardam hau ki hindu muslime hau ki bcci ra Jogya chairman hau chaluni hoiki chhunchi ku kahuchha kete ta kana😂😂
ବହୁତ୍ ବଢ଼ିଆ ❤
Sports heba na nahi ? Olympics or other sports tournaments . It's also education
ବହୁତ ଭଲ
Please, let about the faculties and teachers who will prepare the students, manage the office, update the MIS and UDISE and work for the LEP and bridge courses programs for the slow learning students.
ଆପଣ କଣ ପାଇଁ ସବୁ ସମୟ ରେ ମାଲକାନଗିରି ସଙ୍ଗେ ହିଁ ତୁଳନା କରିବେ 😢
ସବୁ ସରକାର ନିତି ଏକ କେହି ଭଲ ନୁହେ ଜାହା ଭାରତର ଉର୍ନତି ହେଇଛି ରାଜା ସାଶନ ଓ ଇଁରେଜ ସାଶନ ସମୟରେ,ଏବେ ଖାଲି ପୁଳା ପୁଳା ମାଗଣା ଯୋଜନା ନିଅ ଭୋଟ ଦିଅ ସକାଳୁ ସନ୍ଧ୍ୟା ଜାଏ ବିଭିନ୍ନ ଉପାୟରେ ଟ୍ୟାକ୍ସ ଦିଅ ଏଥିରେ ଗରିବ ଗରିବ ହେଉଛି ଧନୀ ଧନୀ ହେଉଛି,ଏତେଶିକ୍ଷା ନିତି ଆସୁଛି କାହିଁ ସବୁ ନେତା ଅଫିସର ପ୍ରତେକ ସରକାରି କର୍ମଚାରି ମାନଙ୍କ ପିଲା ସରକାରି ଶିକ୍ଷାନୁଷ୍ଠାନ ରେ ପଢୁନାହନ୍ତି
ଯେକୌଣସି ଶିକ୍ଷା ନୀତି ସେତେ ପର୍ଯ୍ୟନ୍ତ କାମ କରିବ ନାହିଁ, ଯେପର୍ଯ୍ୟନ୍ତ ଆମେ ଆମର ବିଦ୍ୟାଳୟ ଶିକ୍ଷକମାନଙ୍କୁ ଲଜିଷ୍ଟିକ୍ କାମ କରିବାରୁ ଦୂରେଇ ରଖି ସେମାନଙ୍କୁ ସଶକ୍ତ ନ କରିବା। ଏହା ସହିତ, ଯେକୌଣସି ଛାତ୍ର ଓଡ଼ିଆ କିମ୍ବା ଇଂରାଜୀ ମାଧ୍ୟମରେ ପଢ଼ିବାକୁ ଚାହୁଁଥିଲେ, ତାହା ସେମାନଙ୍କର ନିଜସ୍ୱ ପସନ୍ଦ ହେବା ଉଚିତ୍।
ଶିକ୍ଷ ରେ ଖାଲି ଯେଉଁ ପାଠ ପଢିବେ ସେ ପାଠ ତାଙ୍କ ଭବିଷ୍ୟତ ରେ କାମ ଆସିବ ସେ ଇତିହାସ ଦରକାର ନାହିଁ ଯେଉଟା କି କୌଣଷି ବିଜିନେସ୍ ରେ କାମରେ ଆସିବ ନାହିଁ ଆମ ପିଲାମାନେ ହିନ୍ଦୁ ହୋଇଥିବାରୁ ସେମାନଙ୍କୁ ଭଗବାନଙ୍କ ବିଷୟରେ କିଛି ପାଠ ପଢିବା ପାଇଁ ବହି ଦିଅ
Computer coding
Gita, bhagavat,ramayana, bahi padha jau .. English,math Science Amara darkar nai...JAy Shree Ram
😂😂😂@@marndi3221
1. Understanding the Past: History provides insights into how societies, cultures, and civilizations have developed over time. It helps us learn about significant events, people, and ideas that have shaped the world.
2. Learning from Mistakes: By examining past successes and failures, we can avoid repeating mistakes and make informed decisions. Historical examples offer valuable lessons about human behavior, governance, conflict, and progress.
3. Building Identity: History helps individuals and communities understand their roots, heritage, and cultural identity. It fosters a sense of belonging and connection to the broader human experience.
4. Fostering Empathy and Perspective: Studying diverse historical experiences broadens our understanding of others' struggles, achievements, and perspectives. This promotes tolerance and empathy.
5. Developing Critical Thinking: History teaches us to analyze sources, evaluate evidence, and distinguish between bias and fact. These skills are crucial for critical thinking and informed decision-making.
6. Understanding Change: History reveals how societies, economies, and political systems evolve over time, helping us comprehend the forces that drive change and continuity.
7. Inspiring Progress: Historical achievements in science, art, literature, and technology serve as inspiration for innovation and creativity. They remind us of humanity's potential for greatness.
8. Providing Context for Current Events: History helps us understand the roots of modern issues, such as conflicts, political systems, and social movements, enabling us to approach them with a deeper understanding.
9. Encouraging Civic Responsibility: By studying history, individuals learn about their rights, responsibilities, and the importance of active participation in society. It fosters an informed and engaged citizenry.
10. Preserving Memory: History ensures that the experiences and stories of people, especially those who may otherwise be forgotten, are preserved for future generations.
@@marndi3221 gita bhagabata padhiki kn chakiria karibe semane spiritual book parents tanka pilanku ghare padheiparibe but school re padheiba ra kichi darkar nahi
ଖେଳ ଅନୁସାରେ ପାଠ ଏବ ଯଦି ଭାରତୀୟ ପାଇଁ olympic ର ଅସୁବିଧା ଆଉ କିଛି ରହିବ ନାଇଁ ❤🇮🇳🙏
Nice step towards a sustainable education system.
Thank u sir 🙏❤
JTS nku sei 9k .. teacher etiki re kmti chaliba ? Abolish contractual system.
ହାଁ ଏମିତି କେବେ ହେଲା ବଡ ଆଶ୍ଚର୍ୟ୍ଯ ର କଥା, ଶିକ୍ଷା ବ୍ୟବସ୍ଥା ବଦଳିଗଲା, କଣ କହୁଛ private ସ୍କୁଲ ବନ୍ଦ ହେଇଗଲା କି, ତମ ବାଳ news ପଢୁଛ ହୋଇରେ news wala ତମେ ଟିକେ ସ୍କୁଲ ପଟେ ଯାଇବୁଲି ଆସୁନ, ଖାଲି ସ୍କୁଲ କୁ 5g କରାଯାଇଛି ପଢାକୁ ନୁହଁ,ତେବେ ତମେ private school ବନ୍ଦ କର ଯଦି ଏତେ ଶିକ୍ଷା ବ୍ୟବସ୍ଥା କୁ ବଦଳ କରିଛ ମାଷ୍ଟର ମାନଙ୍କ ପିଲା ବି government ରେ ପଢିବେ,।।
ଭଲ ନିଷ୍ପତି କିନ୍ତୁ ଦେଖାଯାଉ କେତେ ଫଳ ପ୍ରଦ ହଉଛି
Trained teacher darkar. Samastanku training dele bahut bhala heba
ପାଗଲା ଲୋକ ଟା ଗୋଟିଏ ୱର୍ଡ କୁ ବାରମ୍ବାର କହି ଚାଲୁଛି , ପାଗଳ ଖାନା ରେ ଭର୍ତ୍ତି କରିବାକୁ ହେବ ଏ ମଣିଷ କୁ ।
ପ୍ରଥମେ ଟିଚୋର୍ ମାନଙ୍କୁ ତାଲିମ୍ ପ୍ରଦାନ କରନ୍ତୁ
ସବୁ ଠିକ ଲାଗୁଛି ଯେ, ହେଲେ ପିଲାମାନେ ଆଉ Reels କରିପାରିବେ ନାହିଁ 🤭🤭😂😂 ତା ଉପରେ ସରକାର କିଛି ବ୍ୟବସ୍ଥା କଲେନି... 😂😂😂
Nice
Sir Need to add one subject as value education, Nitisikha, how to set our living style with society it is very important for new generation.
ମାନସ ବାବୁ ଭିତ୍ତିଭୂମି କୁ ନେଇ ବୁଦ୍ଧିଜୀବୀ, ଶିକ୍ଷବିତ୍,ଛାତ୍ରଛାତ୍ରୀ ନେଇ ବିତର୍କ ହେଉ ।କେବଳ ସହରାଞ୍ଚଳ କୁ ଲକ୍ଷ୍ୟ policy change କେବେ ସଫଳ ହେବ ନାହିଁ କେନ୍ଦୁଝର ,ମାଲକାନଗିରି ବୌଦ୍ଧ କୋରାପୁଟ କଳାହାଣ୍ଡି ଆଦି ଜିଲ୍ଲା ବୁଲି ସର୍ଭେ କରନ୍ତୁ
ସବୁ ଭଲ ଯେ ହେଲେ ଚାକିରୀ ମିଳିବ ନାହିଁ।
ଇଉରୋପ ପରି ପାଠ ପଢ଼ାଇବା ଠିକ୍। ହେଲେ ଚାକିରୀ କଥା ଟା ପଡ଼ିଲେ ସରକାର କହିବେ ପକୁଡ଼ି ଛାଣ ବୋଲି ।
ଦେଶ ର ୫୦ କୋଟି ଯୁବକ ପକୁଡ଼ି ଛାଣିଲେ ଖାଇବ କିଏ ହୋ? ସେଇଟା ସରକାର ବୁଝୁ ନାହାନ୍ତି।
ସେମିତି ରାସ୍ତା ଘାଟ ତିଆରି ହେଉନି। ମୋଟର ସାଇକଲ ଚାଳକ କୁ ଡବଲ 🪖 ପିନ୍ଧାଇ ଖାଳ ଢିପ ରାସ୍ତା ରେ ଚଳାଇଲେ କଣ ଦୁର୍ଘଟଣା ଟଳିଯିବ? କାର, ବସ, ଟ୍ରକ୍, କଥା ନ କହିଲେ ଭଲ।
ହସ୍ପିଟାଲ ରେ ଡାକ୍ତର ନାହାନ୍ତି।
ଝିଅ ମାନେ ଡାକ୍ତର ପୋଷ୍ଟ ରେ ଗଲେ ତାଙ୍କ ଇଜ୍ଜାତ ଲୁଟି ମାରି ଦେଉଚ। ଅଙ୍ଗ ପ୍ରତ୍ୟଙ୍ଗ ବିକା ବିକି କଲଣି।
୨୦୨୫ ମସିହା ରେ ବି ରାଗିଂ ଚାଲିଚି।
ରାସ୍ତା ଘାଟ ଖାଇ ଗଲଣି। ଦେଶ ର ସାଧାରଣ ଲୋକଙ୍କୁ TAX ଉପରେ TAX ପକାଇ ମାରି ଦେଲାଣି।
ବ୍ୟବସାୟ, ଅର୍ଥନୀତି, ଜୀବନ ଜୀବିକା ପାଇଁ କିଛି କରୁନ। ଲୋକ ଙ୍କର ପଇସା ଖାଇ ନେତା ମନ୍ତ୍ରୀ ୧୫-୧୮ କାର ନେଇ ଲମ୍ବା ରେ ଯିବା ଆସିବା କରୁଛନ୍ତି। ୧୦,୦୦୦ କୋଟି ଟଙ୍କା ର ଉଡାଜାହାଜ ରେ ଯିବା ଆସିବା କରୁଛନ୍ତି। ହେଲିକେପ୍ଟର ତ ସବୁ ମନ୍ତ୍ରୀ ପାଖରେ ଅଛି।
ଆଉ ତୁମେ ନୂଆ ଶିକ୍ଷା ନୀତି ଆଣି ସବୁ ତ ତାଡ଼ି ପକାଇବ। ସ୍କୁଲ ରେ ମାଷ୍ଟର ନାହିଁ। କଲେଜ, ୟୁନିଭରସିଟି ରେ ଲେକ୍ଚେରାର ନାହିଁ। ଅତିଥି ଶିକ୍ଷକ ଡାକୁଛ ହେଲେ ଦରମା ଦେବାକୁ ପଇସା ନାହିଁ।
ସ୍କୁଲ ଶିକ୍ଷା ଶେଷ କଲା ପରେ ଆମ ଓଡ଼ିଆ ପିଲା ଙ୍କୁ ଆମେରିକା ପଠାଇବ ନା ସେଇ ସୁରଟ ଆଉ ତାମିଲନାଡୁ ହିଁ ଯିବେ ହୋ? ସେଇଟା କହିଦିଅ।
ଆଉ ଧର୍ମେନ୍ଦ୍ର ବାବୁ କହିଥିଲେ ଓଡ଼ିଶା ରେ ୩୦୦ ୟୁନିଟ ବିଜୁଳି ଫ୍ରି ହବ। ସେଇଟା କେବେ ଠୁ ଲାଗୁ ହେଉଛି?
New Education Policy ଆଗ ରୁ New Electricity Policy ଟା ଲାଗୁ ହେଉ। ତା ପରେ ଦେଖିବା।
I really feel happy after hearing that finally, the government is going to change the poor British made education the system, this new policy is very good, it is like Vedic method..new generation ke bache 19s insaanon se kafi zyada samajhdar, honge, aur padhai bhatar tarikhe se samajh aur yaad rakh paenge.. aur iss tarah se exams mein cheating bhi kam ho jaegi..It just needs some more amendments.
Good nispai
Thank you 👍
Nothing changes, just an eye wash. My son is studying NEP course since 3 yrs. No big deal.
Good decision
It's really a good implementation in education system 🎉
Right decision
Your description appreciated me .
3:26 ଏଇଠୁ ଷ୍ଟାର୍ଟ video
BJP ସରକାର ର ସବୁଠାରୁ ଭଲ ପଦକ୍ଷେପ, ଯାହା ବର୍ଷ ବର୍ଷ ଆଗରୁ ହେବା ଉଚିତ ଥିଲା ତାହା BJP କରିଛି l ଏହା ଦ୍ଵାରା ଗରିବ ପିଲାମାନେ ଉପକୃତ ହେବେ ଏବଂ ସରକାରୀ ଶିକ୍ଷାନୁଷ୍ଠାନ ରୁ ବେସରକାରୀ ଶିକ୍ଷାନୁଷ୍ଠାନ ଆଡକୁ ମୁହାଁଇବା ହୁଏତ କମିଯିବ.... ବାଃ ବାଃ ବାଃ
ଏହାପରେ ସରକାରୀ ବିଦ୍ୟାଳୟ ମାନଙ୍କରେ ଖାଲିପଡ଼ିଥିବା ଶିକ୍ଷକ ପଦବୀଗୁଡିକ ଶ୍ରିଘ୍ର ପୂରଣ କରାଯାଉ ନହେଲେ ଏହି ବ୍ୟବସ୍ଥା ସଫଳ ହେବନାହିଁ l
Very very good
bahut sundar
Good
Good decision it will change our odisha ❤️ 🙏jay jagannath
Bholo lagibo jaha podhibo taha...100%% (good things) thanks for educational purpose ❤❤❤❤❤❤
The education system is suitable for today’s time, and I hope it is followed strictly. Annual exam question papers in schools, for any class, should not be sold in the market. During my time, we had access to exam question papers up to the 9th class. Today, I deeply regret that, as it led to my lack of interest in subjects like science, history, and geography. The unfortunate part is that I am a science student, yet my knowledge in science during the 11th and 12th grades is weak. It’s my fault because I never put in my best effort in this field and remained uninterested and bored throughout my +2 years, just as I had before.
I request to chief minister of odissa.sir..old metho process anujai further education teaching karajau.odissa mostly development.and keep bestposition all over the the india.jay jagganath
👏👏 bahut bhala jinisa te arambha hela..
Good step
👏👏bahut badhia
ବଢ଼ିଆ ନିୟମ
News ରୁ ବେଶି sounds ତ background music ର ଆସୁଛେ😅
Nice reform but implementation should be fullproof
Bahut badhiya yaar😮😮
ଜାହା ଲାଗୁଚି ପିଲା ମାନେ ଏ କଥା ସୁଣି ଟେନସହନ୍ .. ହେଇଯିବେ
କିଛି ହୋଇ ପାରିବନି ବିନା ଦଣ୍ଡରେ ପାଠ ପଢା ଆଗେଇ ପାରିବନି
Ae Policy ku thik re implement kariba pai Odisha re well Trained Teachers b rahiba jaruri . Policy ra last point jemti kuha jaichi "JAHAKU JAU SUBJECT PASAND ASIBA , SIE SEITA PADHIBE" . But ae points kichi ta condition rakhiba jaruri. Jemti ki , jia PHYSICS choose kariba ta pai MATHEMATICS mandatory rahiba katha, Jia BIOLOGY choose kariba ta pai CHEMISTRY. Amti au bhi combinations rahiba darkar. I am so happy to know, Computer Programming ate young age ru hi provide kara jiba. And last but not least , Ae sabu pai enough number of well trained teachers appoint kariba niahati jaruri.
Teacher first update darkar.
Good change education system please.
ଏ ସବୁ ବଦଳାଇଲେ କିଛି ହେବନି ସବୁ ସ୍କୁଲ ରେ କ୍ୟାମେରା ଲଗାନ୍ତୁ ଓ online ରେ ରଖନ୍ତୁ ଶିକ୍ଷକ ମାନେ କେତେ ବେଳେ ଯାଆନ୍ତି କେତେ ପଠା ପଢାନ୍ତି ସବୁ ଜଣାପଡିବ ଓ ସୁଧାର ଆସିବ ନହେଲେ ଯାହାକଲେ ବି ଶିକ୍ଷାର ମାନ ବଡିବ ନାହିଁ କି ଶିକ୍ଷାର ମୂଲ୍ୟ ନାହିଁ
Most welcome 🙏
Good policy adopted by Govt
🙏🙏🙏 People of Odisha dhyaan diantu 45%school re teacher not available sethi new education policy apply karuchhanti wow!
Bahutu bhal hela au pilamananku madhya sahaj ❤❤
ସରକାରୀ ସ୍କୁଲରେ ପିଲାମାନେ ରହିବା ଦରକାର
Thankyou sir
👌👌👌👌👌👌👌👌👌👌👌👌👌👌
One of the best education policy but think about jts fundamental right
Perfect
Yes
Great decision
ବେକାରୀ ସମସ୍ୟା ବୃଦ୍ଧି କରିବାର ଏକ ନୂତନ ପ୍ରୟାସ
😢 athara exam cancel karidia please 😢😢😢😢