Odia Story | ବାଘ ହାବୁଡରେ ବୁଢୀ | Bagha Habudare Budhi | | Odia Animation Video | Odia Cartoon Story

Поділитися
Вставка
  • Опубліковано 17 чер 2022
  • "ବାଘ ହାବୁଡରେ ବୁଢୀ" କାହାଣୀଟି ଗୋଟିଏ ଜଙ୍ଗଲ ପାଖିଆ ଗାଁରେ ରହୁଥିବା ବୁଢୀର କଥା. ଥରେ ସେ ଜଙ୍ଗଲ ରାସ୍ତା ଦେଇ ତା ନାତୁଣୀ ଘରକୁ ବୁଲିବାକୁ ଯାଉଥିବ. ଜଙ୍ଗଲରେ ସେ ଗଧିଆ, ବାଘ ଓ ଭାଲୁ ହାବୁଡରେ ପଡିବ. ସମସ୍ତେ ତାକୁ ଖାଇବାକୁ କହିବେ. ବୁଢୀ ଫେରିବାର ପ୍ରତିସୃତି ଦେଇ କେମିତି ସେ ଗୋଟେ ନାଉ ଖୋଳପାରେ ପସି ପୁଣି ତା ଘରକୁ ଫେରିବ. ଆଉ ବାଟରେ କେତେ ଅସୁବିଧାରେ ସମ୍ମୁଖିନ ହେବାକୁ ପଡିବ, ତାହା ଏହି କାହାଣୀରେ ଦେଖାଯାଇଛି. କାହଣୀରେ ନୀତିଶିକ୍ଷା ସହ ଭରପୁର ମନୋରଂଜନ ରହିଛି. ଆଶା ଆପଣମାନଙ୍କୁ କାହାଣୀଟି ବହୁତ ଭଲଲାଗିବ.
    ଭଲଲାଗିଲେ Like କରିବେ, ଛୋଟ ପିଲାଙ୍କ ସହ Share କରିବେ ଓ ଏମିତି ମଜାଦାର, ଶିକ୍ଷଣୀୟ ଗଳ୍ପ ପାଇଁ Odisha Tube Channel କୁ ନିଶ୍ଚିନ୍ତ Subscribe କରିବେ. ଆପଣଙ୍କର ଭଲପାଇବା ଆମକୁ ଆଉ କିଛି ସୁନ୍ଦର କାହାଣୀ କରିବାକୁ ସାହାସ ଓ ଉତ୍ସାହ ଯୋଗାଇବ. ଧନ୍ୟବାଦ.
    Odia Kahani: Bagha Habudare Budhi
    Story : Folk
    Voice over : Nihar Priyaashish, Priya Ranjan, Saroj Pradhan
    Animation : Priya Ranjan
    Photo: All the images that we have used in this video, we have the license.
    Some more interesting stories you should visit :
    ବାଘକୁ ଚକମା ଦେଇ ହରିଣ ପାର : • Odia Story | ବାଘକୁ ଚକମ...
    ଓଟ ପେଟରେ ଟ୍ୟାପ : • Odia Story | ଓଟ ପେଟରେ ...
    ନାଣ୍ଡି ପୁଅ ଅନ୍ତା : • Odia Story | ନାଣ୍ଡି ପୁ...
    ଚାରି ବ୍ରାହ୍ମଣ କାହାଣୀ : • Odia Story | ଚାରି ବ୍ରା...
    ବିଲେଇ ନାନୀର ମାଛ ଝୋଳ : • Odia Story | ବିଲେଇ ନାନ...
    କୁକୁଡ଼ା ଝୋଳ : • Odia Story | କୁକୁଡ଼ା ଝ...
    ଉଡ଼ନ୍ତା ମାଛ : • Odia Story | ଉଡନ୍ତା ଇଲ...
    ଅଳସୁଆ ବିଲୁଆ : • Odia Story | ଅଳସୁଆ ବିଲ...
    ମାଡ଼ ହାଣ୍ଡି କଥା : • Odia Story | ମାଡ଼ହାଣ୍ଡ...
    କାଞ୍ଚନ ଫୁଲ କଥା : • Odia Story | କାଞ୍ଚନ ଫୁ...
    ପଦ୍ମ ଘୁଂଚି ଘୁଂଚି ଯାଉଛି : • Odia Story | ପଦ୍ମ ଘୁଞ୍...
    କୋକିସିଆଲିର କୁକୁଡ଼ା ଖିଆ : • Odia Story | କୋକିଶିଆଳୀ...
    କଲୁରୀବେଣ୍ଟ କଥା : • Odia Story | କଲୁରିବେଣ୍...
    #OdishaTube #NiharPriyaashishStory #PriyaranjanStory #JeJenkaKahani #OdiaAnimationStory #OdiaCartoonVideo #OdiaKidsStory #OdiaChildrenStory #OdiaGapa #OdiaKahani #OdiaOldStory #AjankaKahani #JannhamamuStory #BaghaHabudareBudhi

КОМЕНТАРІ •