Odia Story | ଚକୁଳିଆ ପଣ୍ଡା କଥା | Chakulia Panda Katha | Odia Animation Video | Odia Cartoon Video

Поділитися
Вставка
  • Опубліковано 3 чер 2022
  • ଚକୁଳିଆ ପଣ୍ଡା କଥା ବା ମାଡହାଣ୍ଡି କଥା, ଏହା ଗାଳ୍ପିକ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସୁପରିଚିତ ଗଳ୍ପ. ଏହି ଗଲ୍ପ ଓଡିଶାର ପୁରପଲ୍ଲୀରେ ବେଶ ଆଦୃତ. ଏଥିରେ ଗୋଟେ ଚକୁଳିଆ ପଣ୍ଡାର ଭୋକ, ଭିକ୍ଷା ଗଙ୍ଗାମାତାଙ୍କ ଦୟା, ବ୍ରାହ୍ମଣର କୁଢିଆପଣ, ଓ ସେଥିପାଇଁ ମାଡହାଣ୍ଡିର ଶିକ୍ଷା, ଏମିତି ଅନେକ ରୋମାଞ୍ଚକର ଘଟଣାକୁ ନେଇ ଏହି କାହାଣୀ ପ୍ରସ୍ତୁତ ହୋଇଛି. ଏହି ଗଳ୍ପରେ ନୀତିଶିକ୍ଷା ସହ ଭରପୁର ମନୋରଂଜନ ରହିଛି. ଯାହା ସୁନ୍ଦର ଚିତ୍ର ମାଧ୍ଯମରେ ବର୍ଣ୍ଣନା କରାଯାଇଛି. ଆଶା ଆପଣମାନଙ୍କୁ ବହୁତ ଭଲଲାଗିବ.
    ଭଲଲାଗିଲେ Like କରିବେ, ଛୋଟ ପିଲାଙ୍କ ସହ Share କରିବେ ଓ ଏମିତି ମଜାଦାର, ଶିକ୍ଷଣୀୟ ଗଳ୍ପ ପାଇଁ Odisha Tube Channel କୁ ନିଶ୍ଚିନ୍ତ Subscribe କରିବେ. ଆପଣଙ୍କ ଭଲପାଇବା ଆମକୁ ଆଉକିଛି ଗଳ୍ପ ତିଆରି କରିବାକୁ ସାହାସ ଓ ଉତ୍ସାହ ଦେବ. ଧନ୍ୟବାଦ.
    Odia Kahani: Chakuliaa Panda Katha (Madahandi Katha)
    Story Writer : Gopalchandra Praharaj
    Voice over : Nihar Priyaashish
    Animation : Priya Ranjan
    Photo: All the images that we have used in this video, we have the license.
    Some more interesting stories you should visit :
    ଓଟ ପେଟରେ ଟ୍ୟାପ : • Odia Story | ଓଟ ପେଟରେ ...
    ନାଣ୍ଡି ପୁଅ ଅନ୍ତା : • Odia Story | ନାଣ୍ଡି ପୁ...
    ବାଘକୁ ଚକମା ଦେଇ ହରିଣ ପାର : • Odia Story | ବାଘକୁ ଚକମ...
    ଚାରି ବ୍ରାହ୍ମଣ କାହାଣୀ : • Odia Story | ଚାରି ବ୍ରା...
    ବିଲେଇ ନାନୀର ମାଛ ଝୋଳ : • Odia Story | ବିଲେଇ ନାନ...
    କୁକୁଡ଼ା ଝୋଳ : • Odia Story | କୁକୁଡ଼ା ଝ...
    ଉଡ଼ନ୍ତା ମାଛ : • Odia Story | ଉଡନ୍ତା ଇଲ...
    ଅଳସୁଆ ବିଲୁଆ : • Odia Story | ଅଳସୁଆ ବିଲ...
    କାଞ୍ଚନ ଫୁଲ କଥା : • Odia Story | କାଞ୍ଚନ ଫୁ...
    ପଦ୍ମ ଘୁଂଚି ଘୁଂଚି ଯାଉଛି : • Odia Story | ପଦ୍ମ ଘୁଞ୍...
    କୋକିସିଆଲିର କୁକୁଡ଼ା ଖିଆ : • Odia Story | କୋକିଶିଆଳୀ...
    କଲୁରୀବେଣ୍ଟ କଥା : • Odia Story | କଲୁରିବେଣ୍...
    #OdishaTube #NiharPriyaashishStory #PriyaranjanStory #JeJenkaKahani #OdiaAnimationStory #OdiaCartoonVideo #OdiaKidsStory #OdiaChildrenStory #OdiaGapa #OdiaKahani #OdiaOldStory #AjankaKahani #GangamataKahani #MadahandiKatha #ChakuliaPanda
  • Фільми й анімація

КОМЕНТАРІ •