ଓଡ଼ିଆ ସିନେମାର ଇତିହାସ | History of Odia Cinema | From 1936 to Today | Zoom Odisha

Поділитися
Вставка
  • Опубліковано 13 гру 2024

КОМЕНТАРІ • 330

  • @Rabindra_Nayak
    @Rabindra_Nayak 3 роки тому +72

    ସୁନ୍ଦର ପ୍ରୟାସ ଦୀର୍ଘ ୮୫ବର୍ଷ ର ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କୁ ଆମ ପାଖରେ ପହଞ୍ଚାଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଗକୁ ଏହିପରି ସୁନ୍ଦର ସୁନ୍ଦର ତଥ୍ୟ ଆମ ପାଖରେ ପହଞ୍ଚାଇବେ ଆମର ବିଶ୍ୱାସ.

  • @gurudatta1207
    @gurudatta1207 3 роки тому +51

    ଓଡିଆ ଚଳଚିତ୍ର ଜଗତର ଦିର୍ଘ ୮୫ ବର୍ଷର ଯାତ୍ରାକୁ ସଠିକ୍ ଭାବରେ ଆମପାଖରେ ପହଞ୍ଚାଇବାର ପ୍ରଚେଷ୍ଟା ଏବଂ ଏହାର ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ🙏🙏

    • @ZoomOdisha
      @ZoomOdisha  3 роки тому +3

      ଅତି ଶୀଘ୍ର ଆଜି ଯାଏ ଜାତୀୟ ପୁରସ୍କାର ପାଇଥିବା ସମସ୍ତ ଓଡ଼ିଆ ଚଳଚିତ୍ର କୁ ନେଇ ଏକ ପ୍ରାମାଣିକ ଭିଡ଼ିଓ ଆପଣ ଦେଖିବାକୁ ପାଇବେ |

    • @trailokyatripathy7088
      @trailokyatripathy7088 3 роки тому +1

      @@ZoomOdisha Waiting eagerly

    • @PapuBindhani-u2u
      @PapuBindhani-u2u 3 місяці тому

      ❤apu bindhani

  • @geetanjalisethi9772
    @geetanjalisethi9772 3 роки тому +11

    ସେତେବେଳର ଓଡିଆ ଚଳଚିତ୍ର ଖୁବ୍ ଉଚ୍ଚ ମାନର ଥିଲା,ସଂଗୀତ ମଧ୍ଯ ଖୁବ୍ ସୁନ୍ଦର ଥିଲା ।Lyrics ବି ଖୁବ୍ ସୁନ୍ଦର ଓ ଭାବପୂର୍ଣ ଥିଲା ।ଆଜିକା ଓଡିଆ ଚଳଚିତ୍ର ର ମାନ ଖୁବ୍ ନିମ୍ନତମ ।ଗୀତ ଗୁଡିକ ର କଥା ତ ନକହିବା ଭଲ ।ସସ୍ତା ଲେଖା ।ସେ ଗୀତ କୁଆଡେ ତା ଭାବ କୁଆଡେ ।ଅଭିନୟ ବି ଏତେ ଖାସ୍ କରୁନାହାନ୍ତି ଆଜିକା ହିରୋ ଓ ହିରୋଇନ୍ ମାନେ ।ଯିଏ ପାଇଲା ହିରୋ ହେଲା ଓ ଯିଏ ଚାହିଁଲା ସିଏ ହିରୋଇନ ହେଲା,ଅଭିନୟ ର ମାନ ବଢିବ କେଉଁଠୁ ?ଆଜିକା ର ଓଡିଆ ଚଳଚିତ୍ର ସବୁ କପି ହେଉଛି ଅଲଗା ଭାଷାର ଚଳଚିତ୍ର ରୁ ।ନିଜସ୍ଵ ଶୈଳି ନାହିଁ,କିଛି ନୂତନତ୍ଵ ନାହିଁ ।ସେଥିପାଇଁ ଆଜିକା ଓଡିଆ ଚଳଚିତ୍ର ବି ଦେଖିବାକୁ ଇଚ୍ଛା ହୁଏନି ।

  • @dkmohapatra450
    @dkmohapatra450 3 роки тому +45

    ଦୁଃଖ ଲାଗେ ଆମ ଭାଷା ଏତେ ସମୃଦ୍ଧ ସାହିତ୍ୟ ଭି କମ ନୁହଁ କିନ୍ତୁ ଏବେ ଖାଲି କପି କରି ଚଳୁଛନ୍ତି ...
    ତେଲୁଗୁ ତାମିଲ ହିନ୍ଦୀ ର କପି କରି ଫିଲ୍ମ କରୁଛନ୍ତି ...ଦୁଃଖ ଲାଗେ

  • @sksani554
    @sksani554 3 роки тому +5

    ଏହି ଭିଡିଓ ଟିକୁ ଯେତେଥର ଦେଖିଲେ ବି ସେତେ ଦେଖିବାକୁ ଇଚ୍ଛା ହଉଛି ।
    ମନରେ ବହୁତ୍ ଗର୍ବ ଆସୁଛି ମଧ୍ୟ ।
    ଆଉଥରେ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ।

  • @bhismapadhan5484
    @bhismapadhan5484 3 роки тому +17

    ଏଇଠି ହର ପଟନାୟକଙ୍କୁ ଛାଡି ଦେଲ ଓଡିଆ ସିନେମାରେ ତାଙ୍କର ବହୁତ ବଡ ଜଗଦାନ ରହିଛି

  • @jagannathjena7701
    @jagannathjena7701 2 роки тому +9

    ବାସ୍ ଏତିକି କହିବି ସ୍ମୃତି ବିନା ଅଧୁରା ୟେ ଜୀବନ🥺🙏❤️

  • @gurudatta1207
    @gurudatta1207 3 роки тому +10

    ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର ଥିଲା ଏଥିସହିତ ଓଡିଆ ଚଳଚିତ୍ର ଜଗତର ଇତିହାସ ବିଷୟରେ ମଧ୍ଯ ଜାଣିବାକୁ ପାଇଲୁ, ଜାଣି ଖୁସି ଲାଗିଲା ଯେ ଓଡିଆଭାଷାରେ ମଧ୍ୟ ଏପରି ଚଳଚିତ୍ର ନିର୍ମାଣ କରାଯାଇଥିଲା ଯାହା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଏବଂ ସେ ସମୟରେ ମଧ୍ଯ ଓଡିଆ ଚଳଚିତ୍ରର ଲୋକପ୍ରିୟତାକୁ ଆଖି ଆଗରେ ରଖି "ଶ୍ରୀ ଜଗନ୍ନାଥ" ଚଳଚିତ୍ରକୁ ତେଲୁଗୁ ଭାଷାରେ ରୂପାନ୍ତରିତ ହୋଇ ମାଡ୍ରାସ୍‌ଠାରେ ପ୍ରଦର୍ଶିତ ହୋଇଥିଲା ମାତ୍ର ବର୍ତ୍ତମାନର ଓଡିଆ ଚଳଚିତ୍ରରେ ଗୁଣାତ୍ମକମାନ ବହୁ ପରିମାଣରେ ହ୍ରାସ ପାଇଛି ତେଣୁ ଏଥିପ୍ରତି ଦୃଷ୍ଟିଦେବା ମଧ୍ଯ ନିତ୍ୟାନ୍ତ ଆବଶ୍ୟକ🙏🙏

  • @rkdtoka6385
    @rkdtoka6385 3 роки тому +41

    90 ଦଶକ ପିଲା ଓଡ଼ିଆ ଫିଲ୍ମ କହିଲେ କେବଳ ଜଣେ ହିରୋ ଙ୍କୁ ବୁଝୁଥିଲେ.
    ସିଦ୍ଧାନ୍ତ 😍
    ଆଉ ସେ ଦିନ ନାହିଁ 😭

  • @prasantmallick8635
    @prasantmallick8635 3 роки тому +9

    Sir ଆପଣଙ୍କର ଉପସ୍ଥାପନ ଅତ୍ୟନ୍ତ ଉଚ୍ଚ କୋଟିର ଥିଲା ସେଥିପାଇଁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🏼,sir ଓଡ଼ିଆ ସିନେମା ର କିମ୍ବଦନ୍ତୀ ଅଭିନେତା ହର ପଟ୍ଟନାୟଙ୍କ ବିଷୟରେ କିଛି କହିଥିଲେ ଏହା ଆହୁରି ସୁନ୍ଦର୍ ହୋଇଥାନ୍ତା । ଆଶାକରେ ମୋ ଫିଲ୍ମ୍ industry ଦିନେ ନା ଦିନେ ତାର ସାତ ରଙ୍ଗରେ ସମଗ୍ର ଦୁନିଆକୁ ରଙ୍ଗୀନ୍ କରିବ ।

  • @-kalakaraduniya8615
    @-kalakaraduniya8615 2 роки тому +6

    ଓଡ଼ିଆ ସିନେମା ଜଗତର ସମସ୍ତ କଳାକାର ଓ ସହ କର୍ମୀ ମାନଙ୍କୁ ଆମ ତରଫ ରୁ ସlଦର ପ୍ରଣାମ 🙏

  • @Deepak-rm7dg
    @Deepak-rm7dg 2 роки тому +5

    ଆପଣଙ୍କର ଏହି ପ୍ରଚେଷ୍ଟା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

  • @surendrakumarpadhy7541
    @surendrakumarpadhy7541 2 роки тому +2

    ଚାନେଲ କୁ ଧନ୍ୟବାଦ୍ ଏପରି ପୁରୁଣା ଉପସ୍ଥାପନା ରଖିଥିବାରୁ , ଏହି ସବୁ ଦେଖି ପିଲା ଦିନ କଥା ବହୁତ୍ ମନେ ପଡେ ଜୟ ଜଗନ୍ନାଥ

  • @Jitendra9099
    @Jitendra9099 3 роки тому +53

    ଏଇ ସବୁ ଦେଖି ତ ଆମେ ବଡ ହେଇଛୁ,,ଏତେ ବଡ ଅତୀତ ସତେ ଯେମିତି ଆଜି ନାଟକୀୟ ଢଙ୍ଗ ରେ ଦୋଳି ଖେଳୁଛି ଆମ ଆଖି ଆଗରେ,,, କେତେ କଳାକାର ଆସି ଚାଲିଗଲେଣି, ଆଉ ଛାଡି ଯାଇଛନ୍ତି ଅଭୁଲା ସ୍ମୃତି,,,କାହିଁକି କେଜାଣି ଏ ଭିଡିଓ ଟି ଦେଖି ଆଖି ଜକେଇ ଆସିଲା,,,, ଏମିତି ଏକା ଚିତ୍ର ଆମ କୁ ଭେଟି ଦେଇ ଥିବାରୁ channel ର ଦୀର୍ଘାୟୁ କାମନା କରୁଛି,,, ଧନ୍ୟବାଦ...

  • @m.d1517
    @m.d1517 3 роки тому +2

    Every odia tv chanelle re show kareiba darkar

  • @sudhirdas8178
    @sudhirdas8178 3 роки тому +1

    ଅତି ସୁନ୍ଦର ଖବର ଟେ ପାହଞ୍ଚେଇଲେ

  • @sksani554
    @sksani554 3 роки тому +2

    ଏହି ଭିଡିଓ ପାଇଁ ଅଶେଷ ଅଶେଷ ଧନ୍ୟବାଦ ।

  • @mrganulolodia1491
    @mrganulolodia1491 3 роки тому +5

    ସିଦ୍ଧାନ୍ତ ❤❤❤

  • @spandancreationodisha4533
    @spandancreationodisha4533 3 роки тому +4

    ହର ପଟ୍ଟନାୟକ🙏👍
    ହେଉଛନ୍ତି ଦିଗନ୍ତ ଅଭିନେତା ଓ ନିର୍ଦ୍ଧେଶକ
    ଓଡ଼ିଆ ଚଳଚ୍ଚିତ୍ର ଜଗତ ବୁଡ଼ି ଯାଉଥିବା ବେଳେ
    ମଙ୍ଗୁଆଳ ଭଳି ନାଆ କୁ ଟେକି ଧରିଥିଲେ..🙏
    ଓଡ଼ିଆ ଭାଷା 2000 ବର୍ଷ ପୁରୁଣା
    ଓଡ଼ିଆ ଭାଷା କୁ ଭଲ ପାଇବା ଜାରି ରହିଲେ
    ଯାତ୍ରା ରଙ୍ଗମଞ୍ଚ ଓ ରୂପେଲି ପରଦା ସବୁ ବେଳେ ଏମିତି ହସି ଉଠୁଥିବ🙏ଜୟ ଜଗନ୍ନାଥ 🙏

  • @siddhantrout7382
    @siddhantrout7382 3 роки тому +46

    Sidhant Mohapatra will remain the last complete and deserving actor for me in Odia movies...after his era we are now left with bunch of album freaks and products of nepotism

  • @bindupalei
    @bindupalei 2 роки тому +2

    Thnku..for the history,moulikata banchi Rahu movie re

  • @entertainmentstatus9753
    @entertainmentstatus9753 3 роки тому +3

    ମୁଁ ଜାଣିନଥିଲି ଆମ ଓଡ଼ିଆ ସିନେମା ଜଗତରେ ଏତେ ସୁନ୍ଦର ଶିକ୍ଷା ମିଳୁଥିଲା । କିନ୍ତୁ ଏବେ ଯେଉଁ ନୂତନ ସିନେମା ଜଗତର ଅଧିକାଂଶ ସିନେମା ଆସୁଛି
    । ତାହା ନବ ତରୁଣ ଓ ତରୁଣୀ ମାନଙ୍କ ଉପରେ
    କୁ ପ୍ରଭାବ ବିସ୍ତାର ରୁପରେ ବିଛାଇ ଦେଇଛି । ଏହି କାରଣରୁ ଅଶ୍ଳୀଳତା ବୃଦ୍ଧି ପାଇଛି । ଏହା ଦ୍ୱାରା
    ସମାଜ ରେ ଏପରି କୁ କାର୍ଯ୍ୟ ଘଟି ଯାଉଛି । ତାହା
    ବିଶ୍ଵାସ ଯୋଗ୍ୟ ର ବାହାରେ । ଏହି ପରି ଐତିହାସିକ
    ଭିଡିଓ ସମାଜ କୁ ଆଣିଥିବା ରୁ ଧନ୍ୟବାଦ ।

  • @IS-Satyaranjannayak
    @IS-Satyaranjannayak 3 роки тому +1

    Mast bhai
    Ei video Ku jete thara dekhile mama bujhunahi

  • @debasishdas8090
    @debasishdas8090 3 роки тому +5

    Appreciate your presentation...really retro movies are meaningful and inspiring lives.

  • @manaskumarnayak3340
    @manaskumarnayak3340 3 роки тому +26

    Sidhanta pare au superstar janminahanti odia film jagatare

  • @ritukati4872
    @ritukati4872 3 роки тому +1

    🙏🙏🙏 ବହୁତ୍ ବହୁତ୍ ଧନ୍ୟବାଦ ସୂଚନା ପାଇଁ

  • @ଓଡ଼ିଆଭକ୍ତିବନ୍ଧନ

    ଏବେ ଯେଉଁ ଫିଲ୍ମ ହେଉଛି ପ୍ରାୟତଃ ସବୁ କପି ହେଲେ ପୁରୁଣା ଫିଲ୍ମ ଦେଖିବାକୁ ବହୁତ ଭଲ ଲାଗେ... କାହିଁକି ସେଥିପାଇଁ ଗାଁ ଗହଳି ର ଝଲକ ଥିଲା... କିନ୍ତୁ ଏବେ କା ଫିଲ୍ମ ରେ ସେ ସୁଦ୍ରା ଆଉ ନାହିଁ ଖାଲି ❤ଷ୍ଟୋରୀ ଆଜିଅଜବ ଗୀତ... କିନ୍ତୁ ପୁରୁଣା ଫିଲ୍ମ ଗୀତ ମନ ଛୁଆଁ

  • @Shekhar-96S
    @Shekhar-96S 4 роки тому +35

    Puruna odia movie bahuta bhala laguthila ..
    Hele ebe samayare odia movie bahuta talaku khasigalani

  • @sabyasachipanda8442
    @sabyasachipanda8442 4 роки тому +7

    ବନ୍ଦେ ଉତ୍କଳ ଜନନୀ ଜୟ ହିନ୍ଦ୍

  • @libak124
    @libak124 3 роки тому +2

    Like your presentation. Subscribed 👍

  • @sameerpatra345
    @sameerpatra345 3 роки тому +1

    Top information about odia film industry. .
    superb

  • @SalimSalim-bt3bc
    @SalimSalim-bt3bc 3 роки тому +1

    wow kyaa bat hai yaar
    so beautiful. ...☺
    mu gorbho annubhovob kore je mu
    adisa re jonomo naichi. ....
    i love odsha......

  • @johncena8206
    @johncena8206 3 роки тому +17

    Sidhant bhai asiba pare Odia cinema Ku eka nua ruparekha dela jemti ki action dance romance good looking and new style aou tanka jibanta acting jenuthipain setebele loka Odia cinema dekhibaku pagala hele ta sidhant Mohapatra is the game changer of Odia cinema

  • @Deba4521
    @Deba4521 3 роки тому +11

    sidhanth odia cenema ra king

  • @bkdas7544
    @bkdas7544 7 місяців тому

    Ati sundar bishleshana karichhanti apana..... antararu anek anek anek anek antarika shubhakamana 🌹

  • @Cosmic_karma_91
    @Cosmic_karma_91 3 роки тому +1

    Awsm presentation

  • @saumyarbhoi2720
    @saumyarbhoi2720 4 роки тому +5

    Excellent work bro👍

  • @haramohanpanda1632
    @haramohanpanda1632 Рік тому

    Your effort is commendable,any commentary of Odia films is incomplete without reference to great singers like Nirmala Mishra,Sandhya Mukherjee,Sipra Bose who have left behind indelible mark.Anyway your effort is well appreciated.

  • @sumanjoshi9649
    @sumanjoshi9649 2 роки тому +13

    How can we forget Hara Patnaik, Aparajita and Mihir Das. Their contribution to the industry is huge. But sadly industry is going down.... 😭

    • @saswatshorts8027
      @saswatshorts8027 2 роки тому

      Mihir Das is my favourite actor yaar

    • @jyotiranjankhadiratna
      @jyotiranjankhadiratna 2 роки тому +1

      Bijay mohanty , Uttam mohanty , Mihir Das , Hara pattnaik , Sidhant , Anita Das , Aparajita mohanty heuchhanti Odia Film industry ra Legend.. always Good actor nd always like love them. 🙏🙏🙏

  • @manasisamantaray4503
    @manasisamantaray4503 2 роки тому

    Thank u sir sei puruna smruti mnpakeibaru

  • @bijayakumarediting5281
    @bijayakumarediting5281 3 роки тому +5

    Beautiful story ❤️❤️❤️

  • @pappusahu9916
    @pappusahu9916 3 роки тому +13

    MY ALL TIME FAVOURITE HERO IS SIDDHANT MOHAPATRO...MUNNA BHAI ❤❤❤❤❤❤❤❤

  • @naamthsunahga8039
    @naamthsunahga8039 4 роки тому +2

    Nic bhai

  • @Shekhar-96S
    @Shekhar-96S 4 роки тому +3

    Bahuta sundara ama odia eitihasa

  • @kulamanigiri699
    @kulamanigiri699 3 роки тому +1

    Bohut bohut dhanyabad🙏🙏🙏🙏🙏🙏🙏🙏

  • @bhaktaprasadbehera8361
    @bhaktaprasadbehera8361 3 роки тому +3

    Bhaut bhaut dhanyabad

  • @villageteastfoodsallin1590
    @villageteastfoodsallin1590 3 роки тому +2

    Fantastic vedio

  • @ramamanimallik9257
    @ramamanimallik9257 4 роки тому +3

    Beautiful video👌👌👌

  • @techysuv5983
    @techysuv5983 3 роки тому +1

    bhai bahut dhanybad epari information debaku .

  • @dr.pratapchandrapati1560
    @dr.pratapchandrapati1560 3 роки тому +1

    Felt nostalgic. Thank you for the presentation.

  • @pabitrakumardeo4016
    @pabitrakumardeo4016 4 роки тому +7

    E sabu odia black and white movie upload karantu please

  • @phimathematics157
    @phimathematics157 3 роки тому +11

    Sir.. I liked your work. You should mention Mihir dash
    Once . He is arguably the most versatile actor we have in odia filmography.

    • @bhagabansadangi1996
      @bhagabansadangi1996 3 роки тому +1

      Then Biajya mohanty kahinki asibeni

    • @phimathematics157
      @phimathematics157 3 роки тому

      @@bhagabansadangi1996 bijaya mohanty ei video re mention heichanti.. Angya.

    • @bhagabansadangi1996
      @bhagabansadangi1996 3 роки тому +1

      @@phimathematics157 .Aree semiti kahile bahut emiti achhanti jemiti Dukhiram Swain, Hemanta Das & Harapattnayak etc. So ethi most impact actor of our ollywood industry katha kuhajauchi

    • @phimathematics157
      @phimathematics157 3 роки тому

      @@bhagabansadangi1996 bhai.. Tume thik se video ta dekhina bodhe.. Ethire pray sabu prominent actor nka katha mention kara jaichi. Aau samasta film industry re nayaka mananku movie ra sutradhara boli bujhajae.. Ta ei video re samasta nayaka mane joumane k
      Nija abhinaya ra chamatkarita re samastanku mantramugdha karichanti.. Semananku mention karajaichi.. Mihir das ethiru baad padiba.. Anuchit boli mor mata.

    • @bhagabansadangi1996
      @bhagabansadangi1996 3 роки тому +1

      @@phimathematics157 .Are vai mun dekhiki kahuchhi Dukhiram Swain, Hemanta Das & Harapattnayak name nia heini but Bijaya mohanty nka name nia heichi eka sangare sethipain mun jani parilini.

  • @azadkumarsabar1993
    @azadkumarsabar1993 3 роки тому +2

    Great work bro👍

  • @beuriavlogs4379
    @beuriavlogs4379 3 роки тому +8

    When the video says " In 1994, odia people gets another super star Sidhhant Mohapatra....." it really gives me goosebumps

  • @mrutyunjaysahoo2148
    @mrutyunjaysahoo2148 3 роки тому +3

    Thanks for this information sir,,,setebele sabu original thila ebe khali copy aau paste...sethipain aau odia cinema prati bhala paiba loka manankara kami galani...puni eka nua pada chahen odia cinema,,,jadi aamaku sujog miliba tahele nihati kichhi nua karibaku chesta kariba... dhanyawad sir....

  • @bharatinaik7415
    @bharatinaik7415 2 роки тому

    Old is gold........i miss this time your so lucky 💕💞💞💞🤗😥

  • @snigdharanijena7929
    @snigdharanijena7929 3 роки тому +8

    We are grown up as children in 1990s and early 2000s. We have seen Sidhant as a superstar and versatile actor with outstanding acting. Even I watched Old odia movies starring by Uttam Mohanty Sriram Panda Vijay Mohanty etc. These were golden time. I loved odia movies of that time. But I think after Siddhant mohapatra there's not a single male actor who gave us any good movies. After that all movies are moral less, exposing .

  • @mrganulolodia1491
    @mrganulolodia1491 3 роки тому +2

    କୁନା ତ୍ରିପାଠୀ sir, ପପୁ sir, ସିଦ୍ଧାନ୍ତ sir.. ଆଉ ବାକି ଯେତେ real Actor ଅଛନ୍ତି... ଓଡ଼ିଆ Film industry କୁ ବଞ୍ଚାଅ... ଆଜି କାଲି ଯୋଉ ଝାବଡ଼ ଙ୍କ ହାତରେ ଓଡ଼ିଆ film ଅଛି ସେମାନେ ଙ୍କ ଔକାତ ନାହିଁ... Plz save ଓଡ଼ିଆ industry 🙏

  • @munamohantyvlogs6459
    @munamohantyvlogs6459 3 роки тому

    Ati sundar information

  • @alokmalik9064
    @alokmalik9064 3 роки тому +2

    I like your efforts thanks you sir , you have did that , what other so called dominated channel like tarang , sarthak etc
    Thanks you sir

  • @sangrambiswal6811
    @sangrambiswal6811 3 роки тому +3

    Only sidhanta Mahapatra ollywood king ...love u sidhanta sir❤️❤️

  • @SovanDeghuria
    @SovanDeghuria 3 роки тому +1

    Bahut sundar lagila , ama itihas ra prustha ku aau thare pheri. Kintu dukha lagila ki aau aga bhali na se samaya achi , aau nahi se chira Charitrata bhinna odia cinema achi. Na aaga bhali abhinaya ku marjyada dauthiba manisa mane achanti , aau na sathik kalakar mane achanti. Prasanta Nanda thu nei sidhant Mohapatra parjyanta ra journey dekhile lage satya juga. Aau taparathu sate jemiti kali juga chalichi. Bhagwan ku etiki guhari, kali jugo ra absada hau aau puni thare odia samaja re satya juga pheri asu. 🙏

  • @mr.diluaa8941
    @mr.diluaa8941 3 роки тому +9

    Excellent channel

  • @soumyaranjansenapati9457
    @soumyaranjansenapati9457 3 роки тому

    Great work brother

  • @umakantabehera9148
    @umakantabehera9148 3 роки тому +2

    ସମସ୍ତେ କୁହନ୍ତି old is gold, କିନ୍ତୁ ଏଇଟା ଆମ ollywood ପାଇଁ ନୁହେଁ, ଅଲଗା ଭାଷାର ଫିଲ୍ମ ପାଇଁ, ଆମ ollywood ହେଉଛି old is dimond. Gold ଏଥିପାଇଁ କୁହାଯାଏ କି, ନୂଆ actor ମାନେ ପୁରୁଣା ଫିଲ୍ମ ରେ remake କରି ପୁରୁଣା ଠାରୁ ବହୁତ ଭଲ , କିନ୍ତୁ ପୁରୁଣା actor ପୁରୁଣା technology ରେ ବି acting କରି ଦର୍ଶକ ମାନଙ୍କୁ ବାନ୍ଧି ରଖୁଥିଲେ, ତେଣୁ ସେମନେ gold । ଆଉ ଆମ ollywood ରେ ଯେତେ ସବୁ ନୂଆ actor, director ହେଲେ ଖଡା ଖିଆ, ପୁରୁଣା ଫିଲ୍ମ୍ ର remake ବି ଠିକ ରେ କରିପାରିବେ . ଆମ ପୁରୁଣା ଫିଲ୍ମ କୁ dimond କହିଲେ ବୋଧେ ଠିକ ହେବ ।

  • @radhucharanpradhanradhucha8732
    @radhucharanpradhanradhucha8732 4 роки тому +2

    Very nice...

  • @mousumidas8820
    @mousumidas8820 2 роки тому +1

    Wow Amo odiaa kete aguru pictucher kalani 🙏🙏🙏🙏

  • @janmejaytripathy4386
    @janmejaytripathy4386 3 роки тому +1

    Owooo....what a channel

  • @gyanaranjanbeura5350
    @gyanaranjanbeura5350 3 роки тому +6

    ସେହି ସମୟ କଥା ଭାବିଲେ ଆଖିରୁ ଖୁସିର ଲୁହ ଝରି ଜାୟେ ।ଭଗବାନ ଙ୍କୁ ଏହି ବିନତି ସେହି ପୁରୁଣା ସମୟ ଆମକୁ ଫେରାଇ ଦିଅନ୍ତେ କି। ମଣିଷଙ୍କ ପାଇଁ ସେହି ସମୟ ହିଁ ଉତ୍କୃଷ୍ଟ ସମୟ ଥିଲା।

    • @mishrabisudhananda3551
      @mishrabisudhananda3551 3 роки тому

      ସେହି ସମୟ ତ ଆସିଵ ନାହିଁ ମାତ୍ର ତାର ଛାୟାଚିତ୍ର ଗୁଡିକ ମଧ୍ୟ୍ୟ ୟୁଟୁବ ରେ ଆସିଲେ ଭଲ ହୁଅନ୍ତା ।

  • @arunkumarpriyadarshisethi3412
    @arunkumarpriyadarshisethi3412 3 роки тому +1

    Valueable documentry about "ODIA FILMINDUSTRY".

  • @alifemangemore1816
    @alifemangemore1816 3 роки тому +4

    Ebhali ek sundar odia film ku ne gote documentary ..puni Biren mitra sir nk voice ..wa..wa..pila dina ra samasta rabibar aparahana ra ahetuk apekhya..jemiti apanka upasttapana re goti goti Kari prasarita hoigala..sethi pain apanku apanka chanel ku bahut bahut dhanyabad..but tk dukha rahigala Mahan nirdesak tatha khlanayak legend Harapattnayak sir nka abadan ku sthhan dei nahanti..
    I request pls make a special case study on Late Hara vai..from your voice on your chanel only for us..
    Who likes Harapattnayak..pls like here..

  • @odiasuperfast8110
    @odiasuperfast8110 3 роки тому +20

    Jebethu dubbing movie start sebetharu ame odia movie dekhiba chadidelu😎

    • @Sanjayanusayaaryanvlog143
      @Sanjayanusayaaryanvlog143 3 роки тому +3

      Dubbing ta kebe tharu hauchi khali jani paru nathile setabele ete tv chanel nathila loka mane jani paru nathile

    • @jharkhandkola3290
      @jharkhandkola3290 3 роки тому +3

      Kintu sete bele dobbing heuthile b actor mane Sundar acting karuthile ..au abe acting ta chada .. acting ta A akhyara b jani nahanti ajikalira odia acter actress mane Khali over acting karuchanti

    • @AllhaSuarwala
      @AllhaSuarwala 3 роки тому +1

      Dubbing ଏବଂ Copy paste ଭିତରେ ତଫାତ ତମେ ଜାଣିନ 😁
      ଆରେ ଭାଇ dubbing ରେ କଣ ଅଛି? ଷ୍ଟୋରୀ ଠିକ ଥିଲେ ହେଲା... ସେମିତିରେ ବି ସେ ସମୟରେ dubbing କମ ହିଁ ହେଉଥିଲା.
      ଏବେ totally ହଉନି..
      ଯାହା ଫଳରେ ଓଡ଼ିଆ ଲୋକେ ହିନ୍ଦୀ ଭାଷାରେ ଭଲ ଭଲ South Indian (Bahubali, KGF, Sahoo ଭଳି ମୋଭି ଦେଖୁଛନ୍ତି.. ଲଜ୍ୟା ର ବିଷୟ ହେଲା ଏୟା ଯେ... ଆମେ ଓଡ଼ିଆ ଛାଡି ଆଜି ହିନ୍ଦୀ ଭାଷାକୁ ମହତ୍ୱ ଦେଉଛେ..
      ନିୟମ ହେବା ଉଚିତ
      *ଓଡ଼ିଶାରେ ଅଣ ଓଡ଼ିଆ ଫିଲ୍ମଗୁଡାକ ବିନା ଓଡ଼ିଆରେ dubbing (ଭାଷାନ୍ତର) ହେଇ ଚାଲିପାରିବ ନାହିଁ*

  • @payalstudiocharichhakcolle2286
    @payalstudiocharichhakcolle2286 3 роки тому +8

    Sidhanta mahapatra rachana banargi all in one superstar superhit movie in odia indurstri

  • @biswajitmangaraj7246
    @biswajitmangaraj7246 3 роки тому +1

    Nice history of odiya movie

  • @hickoflight4982
    @hickoflight4982 3 роки тому +1

    Thank you bhai

  • @soubhagyakumarbehera7515
    @soubhagyakumarbehera7515 3 роки тому +7

    We need more descriptive video on history of odia cinema.

  • @thebarbariansfood
    @thebarbariansfood Рік тому +1

    Voice....😍😍😍

  • @jyotshnaranimoharana2629
    @jyotshnaranimoharana2629 3 роки тому +4

    Sakhi gopinath trinathmela ehi movie Sabu upload karantu

  • @Rahulkumar-jk4su
    @Rahulkumar-jk4su 3 роки тому

    Thanks for video

  • @siddhantrout7382
    @siddhantrout7382 3 роки тому +3

    There was a time, a golden era, where you can distinguish between a movie song and an album song

  • @kuchhvipic
    @kuchhvipic 3 роки тому

    Loved the representation.. I felt like travelled into past

  • @sakilrijuwanakhan5730
    @sakilrijuwanakhan5730 3 роки тому +2

    🙏🙏🙏🙏🙏🙏 Dikhane ki liye Shukriya aapki channel App ko🙏🙏🙏

  • @aklove3887
    @aklove3887 3 роки тому +1

    Good

  • @tukunasahoo1193
    @tukunasahoo1193 3 роки тому

    Vdo ru bahut kichhi janibaku milila..
    but Bartaman samay jaen Sabuthu adhika samay deithiba Odia film actor most talented, evergreen Mihir Dash sir nka bisayate kichhi b rahilani..

  • @sundargadibroadcast7875
    @sundargadibroadcast7875 3 роки тому +1

    so connecting video

  • @trailokyatripathy7088
    @trailokyatripathy7088 4 роки тому +3

    I want to know how many of these films are still available and whether they can be uploaded in you tube or already uploaded. Links please. SITA VIBAHA seems to be already destroyed in fire. Whether LALITA is available.

  • @mrutyunjaynayak1466
    @mrutyunjaynayak1466 3 роки тому +1

    I love old Odia movie 🎥🎥
    Because old is gold 💖💖💖

  • @paridasanjulata1
    @paridasanjulata1 3 роки тому +2

    I love odisha 2021

  • @atlantapatra6218
    @atlantapatra6218 3 роки тому +4

    ମିହିର ଦାସ ଏବଂ ଦାସ ସବ୍ୟସାଚୀଙ୍କ ନାମ କହିବାକୁ କଣ ଭୁଲିଗଲେ ।

    • @prasenjitpradhan1499
      @prasenjitpradhan1499 3 роки тому

      Ri8

    • @biswonathnayak5642
      @biswonathnayak5642 3 місяці тому

      ସେମାନେ କାଲି ପୁଣି ଆସିଛନ୍ତି

    • @biswonathnayak5642
      @biswonathnayak5642 3 місяці тому

      1979 ରେ school ମାଷ୍ଟର, ରାମାୟଣ ମୁଭି ରେ ଆସିଲେ ମିହିର ଦାସ

  • @sanataniyodha1234
    @sanataniyodha1234 3 роки тому +7

    , prasant nada, Sriram panda, Bijay Mohanty, Uttam Mohanty, Mihir das, and most popular jodi Siddhanta with rachana ku neiki amara odia industry

  • @sanjaybera3045
    @sanjaybera3045 3 роки тому +2

    Thank you sir 🙏🙏🙏🙏❤️🌷

  • @PradeepSpeaks
    @PradeepSpeaks 3 роки тому +1

    best

  • @budhiagauda8836
    @budhiagauda8836 3 роки тому +1

    Thank you sir

  • @village_vlog_japan
    @village_vlog_japan 3 роки тому +7

    Olywood King Shidhant Mohapatra

  • @bisworanjandas7554
    @bisworanjandas7554 Рік тому +1

    Jay jaganath ⭕❗⭕🙏

  • @kanhajena406
    @kanhajena406 4 роки тому +1

    very nice 🙏🙏🙏

  • @spandancreationodisha4533
    @spandancreationodisha4533 3 роки тому +1

    ଭାଇ ଉଲାକା ଚଳଚ୍ଚିତ୍ର
    କୁ ଉପଲୋଡ କରନ୍ତୁ 🙏😍

  • @brajabandhukhora7646
    @brajabandhukhora7646 3 роки тому +2

    Mono re aamiti laguchi je, mo purunna deeno feri aasonta ki! 🤲🤲🤲🙏🙏🙏

  • @pradeepmohalik308
    @pradeepmohalik308 3 роки тому +1

    I love this past movement in odia industry...i proud to be odia😘

  • @Lipurout_2022
    @Lipurout_2022 3 роки тому +1

    Thanku you 💝