ଭୁବନେଶ୍ୱର ଏଇ ରୋଡ଼ରେ ରାତି ୧୦ ଟାରେ ଏଇ ଝିଅଟି ସବୁଦିନ କାନ୍ଦି କାନ୍ଦି ଲିଫ୍ଟ ମାଗୁଛି | Haunted Road | Horror

Поділитися
Вставка
  • Опубліковано 17 січ 2025

КОМЕНТАРІ • 1 тис.

  • @Bikash_pro_rider
    @Bikash_pro_rider 16 днів тому +126

    Are bhai mu gote Zomato delivery boy mu se road re rati 1, 2 ରେ ବି jaichi egura sabu michha kehi enka kathare padani

  • @ankitabastia11
    @ankitabastia11 18 днів тому +222

    Vhuta achanti kie biswas kara like Kara

    • @MinatiGouda-sg2rb
      @MinatiGouda-sg2rb 16 днів тому +3

      Mu biswas kare

    • @mamatasahooyoutubechannel8776
      @mamatasahooyoutubechannel8776 16 днів тому +2

      Kebe dekhichanti nija akhire..

    • @MADHUSUDANSETHY-z4v
      @MADHUSUDANSETHY-z4v 16 днів тому +4

      Ta bau bia achi mg

    • @chandrashekhardas751
      @chandrashekhardas751 16 днів тому

      Bhagwan achhanti boli biswas karanti ki​@@mamatasahooyoutubechannel8776

    • @goldeneye1897
      @goldeneye1897 13 днів тому +4

      ​@@MADHUSUDANSETHY-z4vTa bou jie se kan tuma bou bhalia hebeni.. Kahinki emiti gurujana mananku asanman karucha. Taku comment kara taa bou bapa nku nuhe tumara bi bou bapa achanti

  • @Tanaya821
    @Tanaya821 19 днів тому +230

    ଯାହାର ଦେହରେ ଯିବନି ସେ ଖରାପ୍ କମେଣ୍ଟ କରିବ। ଆପଣ ମାନେ କାହାର କିଛି ନ ଶୁଣି ଆଗକୁ ନିଜର କାମ କରି ଚାଲନ୍ତୁ, ଯୋଉ ମାନେବି ଖରାପ୍ କମେଣ୍ଟ କରୁଛନ୍ତି ସେମାନେ ଗୋଡ଼ ଟଣା ମଣିଷ ସବୁ, ଜୀବନରେ ନିଜେ କିଛି କରିବେନି କି କିଏ କିଛି କଲେ ସହିବେନି, ଏମାନଙ୍କ ଉପରେ କୁକୁରବି ମୁତିବାକୁ ପସନ୍ଦ କରେନି। namaskar 🙏

  • @johnrambo6351
    @johnrambo6351 18 днів тому +101

    ଭାଇ ମୋ ନିଜର ଅଙ୍ଗେ ନିଭା କଥା, ମୁଁ ୨୫ ବର୍ଷ ପର୍ଯ୍ୟନ୍ତ ନାସ୍ତିକ ଥିଲି। କୋଉ ଭଗବାନ କି ଭୂତ ପ୍ରେତ କିଛି ମାନିବାର ନାହିଁ। ରାତି ୧୨, ୧, ୨ ରେ ଗାଁ ମଶାଣି କୁ ମୁଁ ଓ ମୋ ସାଙ୍ଗ ଯାଉ କିନ୍ତୁ କେବେ ସେମିତି କିଛି କେବେ ଦେଖିନୁ ଏମିତିକି ଗାଁ ପାଖ ମୁସଲମାନ କବରକୁ ବି ବହୁବାର ସେମିତି ରାତିରେ ଯାଉ। କେବେ ବି କିଛି ହେଇନି। ମଶାଣି ମାଠିଆ ଆଟିକା ନିଜ ଘର ଉପରେ ରଖି ଗଛ ଲଗାଉ ମାତ୍ର ଦିନେ ମୋ ନିଜ ଘର ଭିତରେ ମୁଁ ଦେଖିଲି, ପଛ ପଟକୁ ମୁହଁ କରି ଗୋଟିଏ ୧୬କି୧୭ ବର୍ଷ ର ପିଲା ଠିଆ ହୋଇଛି । ସ୍ବପ୍ନ କି କଣ ଦେଖୁଛି ଭାବି ଦି ଥର ଆଖି ମେନ୍ଥି ଦେଖିଲି ମାତ୍ର ତାହା ବାସ୍ତବ ଥିଲା। ସାହସ ତ ବହୁତ ଥିଲା ତେଣୁ ତାକୁ ଧରିବା ପାଇଁ ଚେଷ୍ଟା କଲି ମାତ୍ର କିଛି ନାହିଁ। କଣ ସବୁ ହେଇଗଲା କେଇ ମୁହୁର୍ତ୍ତ ରେ। କିଏ କେତେ କଥା କହିପାରେ ମାତ୍ର ମୁଁ ଯାହା ଅନୁଭବ କରିଛି ଦେଖିଛି ତାହା ସତ୍ୟ।

  • @chandanmohanty8133
    @chandanmohanty8133 12 днів тому +24

    ଗୋଟେ ପୋକ ଅଛି ସେ ବୋବେଇଲେ ପାଉଁଜି ଛମ୍ ଛମ କରି ଚାଲିଲା ଭଳି ଶୁଭାଯାଏ। ଭାଈ ଙ୍କୁ ସେଇ ଶବ୍ଦ ଶୁଭୁଥିଲା

    • @JRD.01
      @JRD.01 12 днів тому

      Right bro same problem solved ❤

    • @sridharnayak9264
      @sridharnayak9264 4 дні тому

      Hn thik kohilo amiti gote poka achi mu janichi

  • @amishamohanty9401
    @amishamohanty9401 18 днів тому +15

    Pure investigation Thankyou Sir

  • @SoumyaSiya-yf5og
    @SoumyaSiya-yf5og 16 днів тому +19

    ମୁଁ ଆପଣଙ୍କ ମାନଙ୍କୁ କହି ରଖିବାକୁ ଚାଂହିବି କି ଏଇ ଜାଗା ନିକଟ ରେ କଳିଙ୍ଗ ଯୁଦ୍ଧ ହେଇଥିଲା , ଯେଉଁ ଯୁଦ୍ଧ ଭାରତ ର ସବୁ ଠାରୁ ଅଧିକ ଘାତକ ଯୁଦ୍ଧ ଯେଉଁଥିରେ ୧୦୦୦୦୦ କଳିଙ୍ଗ ର ବୀର ସୈନିକ ପ୍ରାଣ ହରାଇଥିଲେ , ସେଥିପାଇଁ ବୋଧ ହୁଏ ଆପଣଙ୍କୁ ତାଙ୍କ ଆତ୍ମା ଙ୍କ ସ୍ଥିତି ଅନୁଭୂତି ହଉଥିବ 😔, ଜୟ ଜଗନ୍ନାଥ , ଜୟ କଳିଙ୍ଗ

    • @LEETRIBALSTUDIO
      @LEETRIBALSTUDIO 13 днів тому

      ନିରାଟ ସତ କଥା ହୁଏ ତୋ ସେ କଳିଙ୍ଗ ଯୁଦ୍ଧରେ କୋଉ ରାଣୀ ଙ୍କ ପ୍ରାଣ ହରାଉଥିବେ...

    • @kalandipadhi5680
      @kalandipadhi5680 5 днів тому

      ସତ୍ୟ ଘଟନା ଇଏ

    • @webtutorial2764
      @webtutorial2764 3 дні тому

      Kalinga war hei thila....sethi pain running ra sound subhuchhi

    • @BasudevNayak-li1ei
      @BasudevNayak-li1ei 21 годину тому

      Jai Jagannath 🙏 🙏 🙏

  • @Juggernaut_Rajesh
    @Juggernaut_Rajesh 11 днів тому +11

    Bhaii O Bhaunimane ,
    Mun jane Forest Guard ,Koraput re chakiri kare .Bahut Ghancha Jungle pahada Buluchi ...Bahut adhika Ratire madhya bahut dura ru Mo Quarter ku Nichatia Andhara road au 2 pate Ghancha Jungle thiba rasta deii ferichii ....Mo Anubhab ru mun kahuchii ....Bhuta nahanti ....ama nija Mana amaku darae , ame jadi sudden rastare jau jau bhabiba Bhuta mo pachare asuchii ...apankau nihati dara lagiba ...au apana jadi bhabibe kehi nahanti tahele apankaku jama b dara lagibani ....
    Actually Gote katha sabubele sabu situation re kama die ...Be positive [ Apanankara kichi Habani ]
    Jay Jagannath⚫‼️⚫

  • @rakeshchandrabehera4670
    @rakeshchandrabehera4670 18 днів тому +84

    ମିଛ ମୋ ଦୋକାନ ଧଉଳି ରେ ମୁ ସବୁବେଳେ ରାତି 9 ରେ ଯାଏ

  • @lalitamohanmallick5779
    @lalitamohanmallick5779 5 днів тому +1

    ବହୁତ ସୁନ୍ଦର ଲାଗିଲା ଭିଡିଓ ଟି.ଆଗକୁ ଏହିପରି ଭିଡିଓ ଆଣନ୍ତୁ

  • @manojray5705
    @manojray5705 18 днів тому +18

    Super investigation Thank you Sir You are Great 🙏🙏🙏

  • @pradhan7620
    @pradhan7620 18 днів тому +15

    Video re majhire sound editing ta bhalo haichii

  • @OdishaGovernmentJobQuestions
    @OdishaGovernmentJobQuestions 18 днів тому +24

    ଭାଇ ମୁଁ ଓ ମୋ ଭାଇ ସବୁଦିନ ସେପଟେ ରାତି ୩ ରେ ଦୌଡିବା ପାଇଁ ଯାଉଛୁ😂 ହେଲେ କେବେ କିଛି ଦେଖିନୁ😂😂
    କିନ୍ତୁ ଏକଥା ସତଜେ ଯେମିତି ଭଗବାନ୍ ଅଛନ୍ତି ସେମିତି ସୈତାନ୍ ମଧ୍ୟ ଅଛନ୍ତି😊

  • @tofanmuni850
    @tofanmuni850 17 днів тому +7

    Beautiful presentation with background music, let's make an haunted movie followed by all these people.

  • @biswajitmallick3079
    @biswajitmallick3079 18 днів тому +30

    ମିଛ କୁହନି...... ତମେ ଆଉଥରେ ଧଉଳି ଆସିଲେ ଗୋଟେ ମାଡ ତଳେ ପଡ଼ିବନି😂👍

    • @himansusekhardas9749
      @himansusekhardas9749 18 днів тому +2

      ନିର୍ଭୁଲ ଓଡ଼ିଆ ଲେଖିବାର ଆସୁନି ତମେ କି ଓଡ଼ିଆ ?

    • @biswajitmallick3079
      @biswajitmallick3079 18 днів тому

      @@himansusekhardas9749 ଭାଇ ଆସିଗଲ ଜ୍ଞାନ ଦେବାକୁ......🤣

    • @biswajitmallick3079
      @biswajitmallick3079 18 днів тому

      @@himansusekhardas9749 ଆସ ଆସ ଧଉଳି କୁ ଟିକେ ଆସ ID prove ଦେଖିକି ଯିବ.....

    • @biswajitmallick3079
      @biswajitmallick3079 18 днів тому

      @@himansusekhardas9749 Bhai ashigale gyana dabaku 🤣

    • @sumantasunaofficial2366
      @sumantasunaofficial2366 15 днів тому

      😂😂😂😂

  • @binayaktripathy7119
    @binayaktripathy7119 3 дні тому +1

    U are correct saying

  • @bhagabanrana4898
    @bhagabanrana4898 18 днів тому +5

    ଆପଣଙ୍କୂ ଅନେକ ଅନେକ ଧନ୍ୟବାଦ 🙏🏻🙏🏻

  • @Anillifestyle-w3c
    @Anillifestyle-w3c 15 днів тому +9

    Sar ଆପଣ ବୋଧେ ଜାଣି ନାହାନ୍ତି science କହୁଛି ଭୁତ 👻 ନାହିଁ ଵୋଲି ହେଲେ ଆପଣ ସେଇ science 🧪ର ତିଆରି machine ରେ ପ୍ରମାଣ କରୁଛତି ଭୁତ ଅଛି ବୋଲି ହେଲେ ମୁଁ ବୁଝିପାରୁନି ଏ ତମର ପଇସା ରୋଜଗାର ର ବାଟ କି ଆଉ କଣ ଦୟା କରି କହିବେ। ଆପଣକ replay ରେ ଅପଖେ ରେ ରହିଲି

  • @soumyaranjan2496
    @soumyaranjan2496 18 днів тому +28

    ଯଦି କେହି ଆତ୍ମା ଅଛନ୍ତି, ନିଜର ଉପସ୍ଥିତି ଜାହିର କରିବାକୁ ଗୋଟେ ଯାବଡ଼ା ମାରି ଜଣାନ୍ତୁ

    • @himansusekhardas9749
      @himansusekhardas9749 18 днів тому +1

      ସେଇଟା ଯାବଡ଼ା ନୁହେଁ ଚାପୁଡ଼ା ।

    • @soumyaranjan2496
      @soumyaranjan2496 18 днів тому

      @himansusekhardas9749 ଧନ୍ୟବାଦ୍

    • @Beautifulnture-et2bk
      @Beautifulnture-et2bk 18 днів тому

      ​@@himansusekhardas9749jabada Bhi Kuha Jaae But chapudaa Taa Real Word

    • @lifestylevlogs6661
      @lifestylevlogs6661 18 днів тому

      😂😂😂😂😂

    • @xy0988
      @xy0988 17 днів тому

      ​@himansusekhardas949 ama pate jabada kuhanti

  • @BiswamberBhutia
    @BiswamberBhutia 18 днів тому +32

    ଏହା ସତ ମୁ ବି ଭୂତ ଅନୁଭବ କରିଛି,5,୬ ଥର। ରାତି 2 ରେ ଘରୁ ବାହାରକୁ ଯାଆନ୍ତୁ ନାହିଁ ।

  • @manojkumardas5472
    @manojkumardas5472 18 днів тому +29

    ଲୋକଙ୍କୁ ଭଲ ଚୁତିଆ ବନୌଚ

  • @kumarmanjitcreations64
    @kumarmanjitcreations64 15 днів тому +8

    ଭୂତ ଯେମିତି ଆଙ୍କର ଚାକର ଏ ତା ଙ୍କ ମାଲିକ 😂😂😂😂😂

  • @Radhakanta_Music_Official
    @Radhakanta_Music_Official 18 днів тому +48

    ପ୍ରକୁତରେ ଭୂତ ପିଶାଚ ଅଛନ୍ତି ରେ ଭାଇ ମାନେ ମୁ ନିଜ ଆଖିରେ ଦେଖିଚି ବୈଶାଖ ମାସ ଦିନ 1ଟା ରେ ମୁଁ ଗାଧେଇ ଯାଇଥିଲି ନଦୀ କୁ ସେତେବେଳେ ପ୍ରବଳ ଖରା ହୋଉ ଥାଏ ରାସ୍ତା ଘାଟ ଶୁନ୍ ସାନ୍ ଥାଏ ସେଇଠି ମୁଁ ଏକା ଗାଧଉଥିଲି ପାଣି ଭିତରେ ବୁଡ଼ି କି ଆଗକୁ ଦେଖିଲା ବେଳକୁ ଭୂତ ଠିଆ ହୋଇଥାଏ ମୋ ଦେହ ଏବେ ବି ଥରି ଯାଉଚି ସେଇ ଦିନ କଥା ଭାବିକି😢

    • @lifestylevlogs6661
      @lifestylevlogs6661 18 днів тому +2

      😂😂😂😂😂😂

    • @Lowdevicevloger143
      @Lowdevicevloger143 18 днів тому +4

      ଭୂତ କେମିତି ଦେଖା ଯାଉଥିଲା ମଣିଷ ପରି ନା ଫିଲ୍ମ ରେ ଯେମିତି ବିର୍କଟିଆ ଦେଖା ଯାଏ ସେଭଳି ???

    • @lifestylevlogs6661
      @lifestylevlogs6661 18 днів тому

      @@Lowdevicevloger143 😂😂😂

    • @Das_Logic
      @Das_Logic 18 днів тому +1

      ଖରାଦିନେ ତମେ ନଈ କୁ ଯାଇଥିଲ ଗାଧେଇ ପୁଣି ଏକା..!!
      ଗୋଟେ ବିଅର୍ ପିଇ ଦେଇକି ଗଲନି... ମଜା ଲାଗି ଥାଆନ୍ତା😊

    • @munnan789
      @munnan789 18 днів тому +5

      Tame jia bhi thata parihasa karucha nije sei bhalia problem padile janiba jemti dina rati hua semti sabu jinhsa achhi mu nije bhi problem face karichi Sethi pain mu believe Kare

  • @LaxmiPrasadSatpathy
    @LaxmiPrasadSatpathy 18 днів тому +7

    ଏହି ରାସ୍ତା ସମ୍ପୂର୍ଣ ସୁରକ୍ଷିତ ଦିନ ହେଉ କି ରାତି।
    ଭୟଭୀତ ହୁଅନ୍ତୁ ନାହିଁ।
    ଏମାନେ କଣ ଦେଖାଉଛନ୍ତି ସେମାନେ ଜାଣନ୍ତି।

  • @GovtOdisha11
    @GovtOdisha11 19 днів тому +8

    Keep it up Hunted Toka Team 🎉🎉🎉

  • @rajibkumar6227
    @rajibkumar6227 9 днів тому +1

    Bhuta achi sir diniya re from kandhamal ru

  • @deepakswain2126
    @deepakswain2126 18 днів тому +11

    Mu dekhichi amane rati 8ta bele assabu kruthile...micha re 10ta kahuchanti

  • @dilipmartha5857
    @dilipmartha5857 19 днів тому +6

    ଜୟ ଜଗନ୍ନାଥ

  • @pravatkumarsahoo8488
    @pravatkumarsahoo8488 16 днів тому +21

    Bhai amara Dhauli Art college ame sei baate regular jiba aasiba karu ama clg pila ta hostel re jie rahuchanti raati 10:00 PM re b sei baate jiba aasiba karuchanti .. Kain gote ta kehi sundari aatma dkha galeni .. 😂😂😂
    Micha band Kara plz jadi dekheibara achi ARTIST nka ART ku dekhaao loka inspired hebe ❤

    • @mamascreation505
      @mamascreation505 15 днів тому

      Right bro 👍🏻

    • @Tengalirason
      @Tengalirason 15 днів тому +1

      Are bhai tame jou rastare jaucha eta sei rasta nuhe. Tame alaga rasta re jaucha. Eyi rasta ta dhauli Ra bhitare achhi. Bhalare janina kahiki gapucha, tame regular kan dhauli mandira ku jaucha na tama gharaku

    • @goldeneye1897
      @goldeneye1897 13 днів тому

      Chakka mane jungle bhitare bepara karuthibe sethipain sound bele bele besi tike dose heigale heijauchi 😂

  • @Ranjankumar2RajaKumar-pg2mm
    @Ranjankumar2RajaKumar-pg2mm 18 днів тому +4

    Jay jagannath bhai 👍 super

  • @kalpanabehera8385
    @kalpanabehera8385 19 днів тому +9

    Jay jagannath 🙏🙏❤️❤❤❤❤

  • @ashwinisahoo9423
    @ashwinisahoo9423 17 днів тому +4

    It is our regular commuting road. There is no fear for ghost. It is very safe. So many people r dwelling here. Nothing worry. Only imaginary story.

  • @subashmohapatra4700
    @subashmohapatra4700 14 днів тому +1

    Sir, I believe existence of spirits. Thank you and your team for this episode 🙏

  • @kushaveraityvideo
    @kushaveraityvideo 18 днів тому +21

    ବହେ ଖାଇବ ଆଉ ଥରେ ଆଶିଲେ

    • @25ajitmishra
      @25ajitmishra 15 днів тому

      Hahaha

    • @SKSK-bp3sj
      @SKSK-bp3sj 4 дні тому

      😂😂

    • @tapankumardas9245
      @tapankumardas9245 2 дні тому

      😂😂🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣

  • @sijilingnaik3146
    @sijilingnaik3146 18 днів тому +10

    ଶୁଭୁଚି ସତରେ 😮

  • @bijaymohanty756
    @bijaymohanty756 18 днів тому +13

    ଭାଈ ତମର ଯଦି ଭଲ କଥା କହିଵାର ଅଛି ।ଦୟାକରି ସେଗୁଡିକ ଆଲୋଚନା କରନ୍ତୁ । ମୁ ନିଜେ ସେହି ରାସ୍ତାରେ ଵହୁଥର ଯିଵା ଆସିବା କରୁଛି କେଵେ କିଛି ଦେଖିବାକୁ ପାଉ ନାହିଁ ।

    • @hinditegvdo9772
      @hinditegvdo9772 18 днів тому

      12ratire jao dekhiba

    • @OdishaGovernmentJobQuestions
      @OdishaGovernmentJobQuestions 18 днів тому +3

      ମୁଁବି ଧଉଳି ରେ ରୁହେ 😂 ହେଲେ କେବେ କିଛି ଦେଖୁନି😂😂 ଭାବୁଛି ଆଜି ରାତିରେ ସେଇ ଜାଗାରେ ହିଁ ରହିବି ମୋ ଭାଇ ସହ😂😂

    • @lifestylevlogs6661
      @lifestylevlogs6661 18 днів тому

      😂😂😂😂😂

    • @Bkp_msd
      @Bkp_msd 17 днів тому

      Jebe dekha jiba kahibaku au katha paibani 😂

    • @bijaymohanty756
      @bijaymohanty756 13 днів тому

      ଭାଇ ଧଉଳି ପାଖ ଗାଁ ଖଟୁଆ ପଡା ସେଠାରେ ମୋର ଵନ୍ଧୁ ଘର। ସେଠାରେ ମୋର ରହିଵା ସ୍ଥାନ । ଅଧିକ କଣ ଦେଖିଵି।

  • @Avinash-d9x
    @Avinash-d9x 5 днів тому

    Jay Jagannath 🚩🚩🙏🙏

  • @Subhasis-co1nm
    @Subhasis-co1nm 18 днів тому +12

    Bhuta achanti sata bhai

  • @suryakantasahoo7378
    @suryakantasahoo7378 18 днів тому +11

    Mu comedy paein dekhuchi😅😅😅😅 uttara ghara ame daily jau

  • @HOUSECOOKINGCHANEL-x2d
    @HOUSECOOKINGCHANEL-x2d 11 днів тому

    Jay Jagannath ❤️

  • @ukpati-kt3pw
    @ukpati-kt3pw 18 днів тому +5

    Bhai ye2025 ethi sabuthu khatarnaak 2 godia manisa sabuthu powerful

  • @ShaktiprasadBiswal-q5m
    @ShaktiprasadBiswal-q5m 17 днів тому +1

    Right bro bhuta achanti jia jaha kahuchi kahu apana apanankara kama karantu🙏🙏🙏

  • @bijendersai4275
    @bijendersai4275 18 днів тому +6

    Bhai ama ghara bi sei pakhare jou katha kahile seita hauchi sata katha amebi janichu se sabu achi sei jagare

    • @VillageVloggerSagar
      @VillageVloggerSagar 18 днів тому

      Bhai Tama Ghara Ta Kouthi Kahila Mo Ghara Bi Dhauli Pakhare

    • @VillageVloggerSagar
      @VillageVloggerSagar 18 днів тому +1

      Bhai Tama Ghara Ta Kouthi Kahila Mo Ghara Bi Dhauli Pakhare

  • @biswanathamohapatra5992
    @biswanathamohapatra5992 17 днів тому +1

    Great adventure with lots of courage and bravery

  • @harekrushnapujari.7337
    @harekrushnapujari.7337 18 днів тому +10

    ମୁଁ ଅରଜିନାଲ ଭୁତ ଦେଖଇବି. N. G. Pur ଆସ

  • @RanjanMoharana-n6o
    @RanjanMoharana-n6o 2 дні тому

    Tame daruna

  • @jkdasraju
    @jkdasraju 18 днів тому +4

    ସଂପୂର୍ଣ୍ଣ ମିଥ୍ୟା କିଛି ଭୂତ ପ୍ରେତ ନାହିଁରେ ଆମେ ପ୍ରାୟେ ରାତିରେ ସେପଟେ ଧଉଳି ଯାଉଛୁ କିଛି ଭୂତ ପ୍ରେତ ନାହିଁ 🤣

  • @raaksamsona2665
    @raaksamsona2665 15 днів тому +2

    Bhaaiyaa ye bhubaneshwar ke konsa road he please pataye mujhe

  • @OmmprakashOmmprakash-vf6qv
    @OmmprakashOmmprakash-vf6qv 18 днів тому +4

    Mun dekhichi bhai rati 9.30 ree

  • @TapasManas-ub5wjyoutbe
    @TapasManas-ub5wjyoutbe 2 дні тому +1

    ଶଳା ଆମେ ସବୁ ଦିନ ସେପଟେ ବୁଲୁଛୁ ..କହିଲା କେହି ଯାଉ ନାହାଁନ୍ତି😂😂😂ମା ଗୀହା କଣ୍ଟେଣ୍ଟ କିଛି ପାଇଲାନି ଭିଡିଓ ବନାଇବାକୁ 😅😅

  • @rajeshkumarswain2845
    @rajeshkumarswain2845 18 днів тому +3

    Bhoot achhanti ,mu nije dekhichi

  • @dev.489
    @dev.489 2 дні тому

    😅😅😅😅😅😅...palo bhuta na balo bhutto...

  • @RakeshDash-u7q
    @RakeshDash-u7q 16 днів тому +6

    ସେ ଝିଅଟା କୋଉ ଦେକାନରୁ ପାଉଁଜି ଆଣିଥିଲା, ପଇସା ଦେଇଛିତ ପଚାରିଲ

  • @SanjuktaNayak-t5f
    @SanjuktaNayak-t5f 16 днів тому

    Jay jaganath 😊🙏🙏🙏

  • @shashankanayak7428
    @shashankanayak7428 19 днів тому +4

    Bamboo sound comming

  • @sijilingnaik3146
    @sijilingnaik3146 18 днів тому +1

    Best of luck 👍 keep it up... 👍

  • @karnika185
    @karnika185 19 днів тому +5

    Bahut sundar prayas.
    Negetive achi but ajira youth mane ahaku belive karanti ni.
    So bhagaban nka upare biswas rakha nije bhagabat premi heijao tahale tume jeun place ku jiba nije janiparib sehi place re positive achi na negetive achi.kintu apana mananka prayasa khub bhala.science ku add kari ahisabu kama karuthibaru ahuri thare apananku thank you.

  • @gitanjaliSethi-j3g
    @gitanjaliSethi-j3g 18 днів тому +1

    ସଚେତନତା ପାଇଁ ଧନ୍ୟବାଦ

  • @ankitabastia11
    @ankitabastia11 18 днів тому +4

    Mora chota bada vhai vhauni samastanku advance happy new year🎊

  • @truptimayeeparida5337
    @truptimayeeparida5337 3 дні тому

    Right bhai

  • @kalucharanchoudhury4147
    @kalucharanchoudhury4147 18 днів тому +4

    Group is doing good work careon

    • @Actorchinmayvlogs
      @Actorchinmayvlogs 16 днів тому

      ua-cam.com/video/YcfK5TbujcQ/v-deo.htmlsi=GwVveogm_XCqGsyf

  • @pradeepkumarmohanty1967
    @pradeepkumarmohanty1967 11 днів тому +2

    I believe it bhai

  • @mrrk1434
    @mrrk1434 18 днів тому +6

    😂😂😂😂😂😂,Maza asigala gapa suni ...Wow❤❤❤

  • @narendrasagarguru6141
    @narendrasagarguru6141 18 днів тому +9

    Aare dhauli rasta ae... Aama ghara aeithi..
    Ame sada bele buluchu aaji jai kichi nahi...😂😂 Seita gote black spot... turning
    Dekhiki spot selection kara😂

    • @Actorchinmayvlogs
      @Actorchinmayvlogs 16 днів тому

      ua-cam.com/video/YcfK5TbujcQ/v-deo.htmlsi=GwVveogm_XCqGsyf😳😳

  • @ashwinisahoo9423
    @ashwinisahoo9423 17 днів тому

    Sampurna michha katha.

  • @susilasahoo2652
    @susilasahoo2652 18 днів тому +6

    କି କଥା କହୁଛ ମୋ ଘର ଧଉଳି। ସବୁ ଡାହା ମିଛ ।

  • @SushilkumarBehera-y7x
    @SushilkumarBehera-y7x 17 днів тому

    Your mission is great 👍

  • @SUNILPARIDA-v3r
    @SUNILPARIDA-v3r 18 днів тому +6

    ଆରେ ଆପଣମାନେ ଭିଡିଓ କୁ ନବେ ମସିହା ଟିଭି ଭଳିଆ ଝଲମଲ କାଇଁ କରୁଚ?

  • @deepakkumardas4176
    @deepakkumardas4176 16 днів тому +2

    Spirit sabu jagare achanti aita jani rakhiba darkar

  • @Giridharikisanvlogs
    @Giridharikisanvlogs 19 днів тому +5

    Ete lokare voota baharibani..ekla jane kehi sae jagaku jiba tahele voota bahariba...dekha daba....bhaimane..voota kebe b ete lokare baharibani..jane jadi jaanta tahele voota dekhadaba sure.

  • @arpitabiswal12
    @arpitabiswal12 18 днів тому +3

    Scientific way re sabu jinsa ku bujhauthibaru bohut bohut dhanyabad. Ethipain bhala laguchi dekhibaku

  • @simakuraisee5219
    @simakuraisee5219 5 днів тому

    Oo😮

  • @biswajitmallick3079
    @biswajitmallick3079 18 днів тому +4

    ମିଛ 🤣
    ଭାଇ ମୋ ଘର ଧଉଳି ମୁଁ ତ କାଇଁ ଜାଣିନି 🤣
    ତମେ ନୂଆ ଆସିଛ ତ ସେଇଥି ପାଇଁ ତମକୁ ଡର ଲାଗୁଚି 🤣🤣🤣

  • @narendranaik9252
    @narendranaik9252 5 днів тому

    ବହୁତ ବଡ଼ିଆ କିନ୍ତୁ ଗୁରୁଗୁଣିଆକୁ କାହିଁକି ସାଇଣ୍ଟିସ ବିଶ୍ୱାସ କରନ୍ତିନି

  • @tathastutv553
    @tathastutv553 18 днів тому +5

    Ame dhauli pakhapakhi gramabasi samaste ekatrita hei apananku dakibu jadi pramana deidebe ame apananku puja karubu

  • @MalayaNayak-d9c
    @MalayaNayak-d9c 16 днів тому

    Light tale rakhantu

  • @SaraswatiMallick-wu1wl
    @SaraswatiMallick-wu1wl 18 днів тому +3

    Nain sir micha nuhen yekdam sata

  • @jitendrasahoo66966
    @jitendrasahoo66966 18 днів тому +5

    Apana kete rish neiki video shoot karuchhanti Apana nku manibaku padiba 🫡

  • @MRU143
    @MRU143 17 днів тому

    Wow nice story

  • @papuninayak4480
    @papuninayak4480 18 днів тому +3

    Bigyan jete urnnati kale bi bhuta nahin boli kahiba ta bhul.. actually dunianre bhagwan achhanti mane atrupta atma bi achhanti ...eha nirat satya...
    🙏Jay Jagannath🙏
    🙏Omm Sai Ram🙏

  • @PramodChhatoi-q5y
    @PramodChhatoi-q5y 5 днів тому

    ଜଙ୍ଗଲ ରେ ବହୁତ୍ ଜଗଲ ଯତୁ ଅଛାତି

  • @namitarani1708
    @namitarani1708 18 днів тому +3

    Jahar Biswas Houni semanako khuo jee ratii 10 12tare se stanre basiki rahibe setebele problem hebo maja janibe

  • @Ipsitavlogs2701
    @Ipsitavlogs2701 18 днів тому +2

    Seriously bohut darawbna sound

  • @dillipkumarsahoo1133
    @dillipkumarsahoo1133 19 днів тому +10

    ଏମାନେ ସବୁ ହଉଛନ୍ତି, ହେତୁବାଦି ଙ୍କର ବଡ଼ ବାପା 👎😭🤪🤣😂

    • @OdishaGovernmentJobQuestions
      @OdishaGovernmentJobQuestions 18 днів тому +1

      😂😂😂😂

    • @DKDEEPU-qr4so
      @DKDEEPU-qr4so 18 днів тому +1

      Bro Emane Hetubadi nuhe ki Dharmabadi nuhe a 3ta hele tautarbadi galuabadi

    • @dillipkumarsahoo1133
      @dillipkumarsahoo1133 18 днів тому

      @DKDEEPU-qr4so ଧନ୍ୟ ବାଦ 👍👌🫶🥰 ଓଭର ଅଲ୍ ଦେଖିବାକୁ ଗଲେ, ଏମାନେ ସଂସାର ର ଯେତେ ପ୍ରକାର ର (ବାଦି) ଅଛନ୍ତି, ସେ ସବୁ ଏମାନେ ତ୍ 🤪👍😭😂🤣👌🫶🥰

    • @dillipkumarsahoo1133
      @dillipkumarsahoo1133 18 днів тому

      @OdishaGovernmentJobQuestions ଧନ୍ୟ ବାଦ 🤪🤣👍👌🫶

  • @ajitkumardasadhikari5583
    @ajitkumardasadhikari5583 15 днів тому

    Good attempt

  • @bibhusunderpanda8190
    @bibhusunderpanda8190 18 днів тому +3

    ସତ କଥା ଆମେ କୁଭାରଢିଅ ଗାଁ ମେଳା କୁ ଗଲା ବେଳେ ଡରିଥିଲୁ।

  • @rajendranarayanmahanandia5947
    @rajendranarayanmahanandia5947 12 днів тому

    Jay Jagannath madi chalantu

  • @mannusethi3516
    @mannusethi3516 18 днів тому +4

    Balo mechine dhari buluchi😂

  • @mamatasahooyoutubechannel8776
    @mamatasahooyoutubechannel8776 16 днів тому +2

    Jou mane sabu kahuchanti bhuta achanti boli kebe semane nija akhire dekhichanti...hm feel karithaiparanti

  • @MalayaranjanPatra-m6i
    @MalayaranjanPatra-m6i 18 днів тому +3

    Bhai amagahra dhauli hela mu sabu bele 12 ta 1 time re gharaku phere amiti pakhandi Katha kahili dhauli bhali Santi stupa ku badlam karantu nahi

    • @mathlogic4843
      @mathlogic4843 18 днів тому

      Govt should take action them because they mislead and defame the famous tourist destination.

  • @sampadakumar8342
    @sampadakumar8342 13 днів тому

    Sethi jibant bhut bhutuni asanti

  • @Kaliabhaina2580
    @Kaliabhaina2580 18 днів тому +3

    Rati re bahut ade mu bulichi bhai aa thu ahuri Besi sun san Jaga long distance jaichi eguda sabu micha katha

  • @Paglujitun2424
    @Paglujitun2424 18 днів тому +1

    Hmmm bhai asuna pura dekheibi tamaku bhai 😊

  • @Ashok-Dream-2m
    @Ashok-Dream-2m 18 днів тому +4

    Bhai Nimapada konark road kebe asantu

  • @spandancreations4333
    @spandancreations4333 12 днів тому +2

    ସାର୍ ରାତି ୧ .୩୦ ରେ Good Evening କହୁଛନ୍ତି। ଭାରି ପଣ୍ଡିତ ବ୍ୟକ୍ତି ଟିଏ😂

  • @saradaprasanndash2864
    @saradaprasanndash2864 18 днів тому +5

    Raat ke waqt 12baje ke baad main akela bike pe kaibar ush raste se guzra hoon magar mujhe kabhi koi gair mare makhlook dikhai nahin dia... kuchh chhote chhote jaanwar saanp, lomdi, gidhad, dikhai zarur padte hain... firbhi lage raho ekdin saamna ho jaega... ghana andhera ghane darakht ki wazhese aasebjada mehsoos hota hai wo sadak

  • @manwarkhan566
    @manwarkhan566 13 днів тому

    Nice🎉🎉🎉

  • @rabinayakrabinayak7037
    @rabinayakrabinayak7037 17 днів тому

    ଜୟ ଜଗନ୍ନାଥ 🙏⭕‼️⭕🙏🙏

  • @motivatedtv7806
    @motivatedtv7806 17 днів тому

    Good awareness❤❤❤❤❤❤

  • @ParshuParida-x1d
    @ParshuParida-x1d 7 днів тому

    ଆରେ ଭାଇ ସେଠି ହିଞ୍ଜଡ଼ା ମାନେ ଠିଆ ହୋଇ ଥିବେ