ମଶାଣିରେ ଗୁଣିଆ ମନ୍ତ୍ର ପଢି ଭୂତଙ୍କୁ ଡକେଇଲେ,କ୍ୟାମେରାରେ କଏଦ ହେଲା ଲୋମଟାଙ୍କୁରା ଭିଡିଓ.| Ghost | Horror Story

Поділитися
Вставка
  • Опубліковано 17 січ 2025

КОМЕНТАРІ • 725

  • @mymom7317
    @mymom7317 Місяць тому +20

    ଅନ୍ଧକୁ ସର୍କସ ଦେଖାଇବାର ସୁନ୍ଦର ପ୍ରୟାସ

  • @musicsysteminodisha8241
    @musicsysteminodisha8241 9 днів тому +3

    ଭଲ ଅଭିନୟ

  • @pradeep7554
    @pradeep7554 Місяць тому +27

    ଯାହା ହେଉ ଡ୍ରାମା ଟି ଖୁବ୍ ସୁନ୍ଦର

  • @dhananjaymishra5370
    @dhananjaymishra5370 3 дні тому +1

    Excellent and exceptional video.

  • @PURNACHANDRASENAPATI-l5p
    @PURNACHANDRASENAPATI-l5p Місяць тому +32

    ନାଇଁ ଭାଇମାନେ ଭୁତ ପ୍ରେତ ଅଛନ୍ତି ହେଲେ ତାଙ୍କ ଲୋକରେ l ଯେମିତି ବ୍ରହ୍ମଲୋକ ରେ ବ୍ରହ୍ମା, ସ୍ୱର୍ଗଲୋକ ରେ ଦେବତା, ମର୍ତ୍ୟଲୋକରେ ମଣିଷ, ଜୀବ ଜନ୍ତୁ ବୃକ୍ଷ ଲତା ଇତ୍ୟାଦି, ନାଗଲୋକ ରେ ସର୍ପ ସମୂହ, ସେମିତି ପ୍ରେତଲୋକ ରେ ଭୁତ ପ୍ରେତ ରୁହନ୍ତି l ଏହା ମୁଁ କହୁନି, ଗୀତା କୁହେ l

    • @sanyasipatro4461
      @sanyasipatro4461 Місяць тому

      Ok

    • @niharranjan1009
      @niharranjan1009 2 дні тому +1

      Bhoota mane pancha bhuta. Bayu, pani, agni,akash, pruthibi. Gita re eya lekha achhi. Dekhi diantu. Ajatha emane darouchanty khali

    • @kanheyasaradaprasad3555
      @kanheyasaradaprasad3555 2 дні тому

      Perfect thik khaile Bhai mora​@@niharranjan1009

  • @MUNNATravelarvlogs
    @MUNNATravelarvlogs 2 дні тому +1

    All the🎉 best

  • @surendranathbehera1442
    @surendranathbehera1442 Місяць тому +10

    ଭଗବାନ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ଆପଣମାନେ ସମାଜ ର କିଛି ମଙ୍ଗଳ କାର୍ଯ୍ୟ କରନ୍ତୁ।
    ମାତ୍ର ଏଭଳି କାର୍ଯ୍ୟ କରି ଲୋକ ମାନଙ୍କୁ ବୋକା ବନାନ୍ତୁ
    ନାହିଁ।

  • @SR_SanjayCreation
    @SR_SanjayCreation Місяць тому +40

    ସୁନ୍ଦର ନାଟକ, ସୁନ୍ଦର ନାଟ୍ୟକାର

  • @rabindrakumarmohanty9415
    @rabindrakumarmohanty9415 Місяць тому +46

    ଭାଈ ଭୁତ ପ୍ରେତ,ଡାହାଣୀ ଚିରୁଗୁଣୀ ସବୁ ମନଗଢା କଥା, ସମୟ ଥିଲା ଯେତେବେଳେ ଗାଁ ଗଣ୍ଡା ରେ ସନ୍ଧ୍ୟା ସମୟରେ ଗାଁ ପିଣ୍ଡାରେ ବସି ଭୁତ ପ୍ରେତ ଗପ କହି ମନୋରଞ୍ଜନ କରୁଥିଲେ ବୟସ୍କ ଲୋକମାନେ।କାରଣ ସେତେବେଳେ ମନୋରଞ୍ଜନ ର କୋୖଣସି ମାଧ୍ୟମ ନ ଥିଲା ମଣିଷ ଶରୀର ପଞ୍ଚ ମହାଭୂତ ରେ ଗଠିତ ମରିଗଲା ପରେ ଶରୀର ପଞ୍ଚ ମହାଭୂତ ରେ ଵିଲୀନ ହୋଇଯାଏ।ଆମ ଭଗବତ୍ ଗୀତା ଅନୁସାରେ ଆତ୍ମା ର ମୃତ୍ୟୁ ନାହିଁ ଶରୀର ରୁ ଆତ୍ମା ଚାଲିଗଲା ପରେ ଏକ ନୁତନ ଶରୀର ରେ ପ୍ରଵେଶ କରେ ଯେପରି ମଣୀଷ ପୁରାତନ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରେ।ତେଣୁ ମିଠା,ମଦ,କୁରୁକୁରୀ ଦେଇ ଭୁତକୁ ଡାକୁଛ ଭୂତ ର ଅର୍ଥ ହେଲା ଅତିତ ଯିଏ ମରିଗଲା ସେ ଭୂତ ହୋଇଗଲା।

    • @XxtremeVibes
      @XxtremeVibes Місяць тому

      Hein....see Prof. santanu acharya talk.

  • @shradhanjalinayak1292
    @shradhanjalinayak1292 Місяць тому +16

    Bahut bhala laguchi 🙏

  • @Food__world7825
    @Food__world7825 Місяць тому +12

    ଭୂତ କୁ ପଚାର ରସଗୋଲା ଓଡିଶା ର ନା କୋଲକାତା ର 😂😂😂

    • @bholanathbala9386
      @bholanathbala9386 27 днів тому

      Bhuta ku pachari kichi Lavo nh Rasagolla Kolkata ra thila ebebi achi au sabudina rahijiba

    • @RakeshTripathy-xs3ht
      @RakeshTripathy-xs3ht 8 днів тому

      ପାହଳରସଗୋଲା

  • @lalitamohanmallick5779
    @lalitamohanmallick5779 3 дні тому +1

    ଧନ୍ୟବାଦ ଆପଣ ମାନଙ୍କୁ.ଭୁତ, ପ୍ରେତ ନିଶ୍ଚିତ ରୁପେ ଅଛନ୍ତି

  • @bijaymohanty756
    @bijaymohanty756 Місяць тому +20

    ଭାଇ ଯାଅ ଯାତ୍ରା ପାର୍ଟିରେ ରୋଲ କରିଵ

  • @Sauri-c8v
    @Sauri-c8v Місяць тому +6

    ସବୁ ମିଛ.... ମଶାଣି ହେଉଛି ଏକ ପବିତ୍ର ସ୍ଥାନ.......

  • @RD123.........
    @RD123......... Місяць тому +18

    କାହିଁ ମିଠା ଖାଇଲା ନାହିଁ ତ, ସେଠି negative energy ଥିଲା, ତୁମ ମତ ଅନୁସାରେ, red light ଜଳିଲା ନାହିଁ ସବୁବେଳେ green ଜଳୁଥିଲା, ଏ machine ପାଖରେ କୌଣସି ଇଲେକ୍ଟ୍ରୋନିକ device ଥିଲେ light ଜଳିବ 🤔🤔🤔

  • @kalandidalai2817
    @kalandidalai2817 Місяць тому +49

    ସବୁ ଫାଲତୁ କଥା. ଭୁତ କାଇଁ. ଦେଖାଉନ

    • @AnilkumarAnilkumar-br1qd
      @AnilkumarAnilkumar-br1qd Місяць тому +3

      ନା ଭାଇ ଏସବୁ ଅଛନ୍ତି ମୁଁ ନିଜେ ଅଙ୍ଗେ ନିଭେଇ ଚି 😢

    • @SangaBhai-dx3xc
      @SangaBhai-dx3xc Місяць тому +1

      Vhuta d kha jae nahi bhai

    • @satyabratasamal6414
      @satyabratasamal6414 Місяць тому +1

      @@SangaBhai-dx3xc ଯଦି ଭୁତ ଦେଖାଯିବନି ତେବେ, ଏ ନାଟକ ବାଜି କଣ ପାଇଁ କରୁଛ। ଏ ସବୁ ବ୍ଲଗ ରେ UA-cam ପଇସା ଦେବନି।

    • @Od_Horror_Gaming_7860
      @Od_Horror_Gaming_7860 Місяць тому

      @@satyabratasamal6414 sata ktha

    • @Od_Horror_Gaming_7860
      @Od_Horror_Gaming_7860 Місяць тому

      @@kalandidalai2817 bhuta thile ta dekheibe na🤣

  • @asiskumarparidaraka2601
    @asiskumarparidaraka2601 13 днів тому +2

    ଭାଇ ଆମର system ଧରିକି ହସୁଛନ୍ତି....😂

  • @Tanaya821
    @Tanaya821 Місяць тому +68

    ଭଲ ଲାଗୁଛି ଆପଣଙ୍କର କାର୍ଯ୍ୟକ୍ରମ ଏମିତି ଭିଡ଼ିଓ ଆମେ ଆଗରୁ କେବେ ୟୁଟୁବୁରେ ଦେଖିନୁ, ଧନ୍ୟବାଦ hunted ଟୋକା ଟିମ୍

  • @drpravatkumarpradhan2143
    @drpravatkumarpradhan2143 22 дні тому +2

    କଥା କୁହା ବ୍ୟକ୍ତି ଟି Machine କୁ ଠିକ ଭାବରେ ପରିଚାଳନା କଲେ. ଏମିତି ଡ୍ରାମା କେବେ ନ କରନ୍ତୁ

  • @suryanarayansahu5375
    @suryanarayansahu5375 Місяць тому +10

    ଏ ମିଛ ପ୍ରହସନ କରିବା ପଛରେ କି ଉଦ୍ଦେଶ୍ୟ।

  • @omchannelodisha5730
    @omchannelodisha5730 7 днів тому

    Right research & searvey

  • @ArunDasArunDas-i1e
    @ArunDasArunDas-i1e 19 днів тому +3

    Thanks bhai

  • @pravassenapati1690
    @pravassenapati1690 18 днів тому +2

    ପଇସା ରୋଜଗାର ପନ୍ଥା ଏ ସବୁ

  • @bikashartsandcraft1258
    @bikashartsandcraft1258 Місяць тому +11

    ଭୁତର ର ତ ଜୀବନ ନାହିଁ.. ଆଉ ଜୀବନସାରା ବାଂଧିବୁ କଣ

  • @MalayaRanjan-i6r
    @MalayaRanjan-i6r Місяць тому +3

    ନାଲି ଲାଇଟ୍ ନାହିଁ 😂😂

  • @RajeshRajesh-s4q
    @RajeshRajesh-s4q Місяць тому +3

    Bahut sundar prayash,

  • @Jagannath-oc9ht
    @Jagannath-oc9ht Місяць тому +2

    ମଦୁଆ,ମିଛୁଆ ,ରାଧୁଆ ।😊

  • @prativaranigamango2012
    @prativaranigamango2012 Місяць тому +3

    Badhiyaa game tha😅😅😅😅

  • @UW_NARUTO
    @UW_NARUTO Місяць тому +9

    ଏହି ଭିଡ଼ିଓ ଟି କ'ଣ ମାମୁ ଙ୍କ ପାଖରେ ପହଞ୍ଚୁ ନାହିଁ କି ? 😂😂

    • @b.kentertainment5395
      @b.kentertainment5395 Місяць тому

      Manu ki mamu janha namu

    • @UW_NARUTO
      @UW_NARUTO 22 дні тому

      @@b.kentertainment5395 Odia bhala janichha 😂🤣🤣🤣

  • @ranjitjenaranjitjena6371
    @ranjitjenaranjitjena6371 Місяць тому +2

    ଅତି ସୁନ୍ଦର ଭିଡ଼ିଓ ଆପଣ ମାନଙ୍କୁ ଧନ୍ୟବାଦ୍ ଜଣାଉଛି
    ଏହି ଚେଷ୍ଟା କୁ ଯାରିରଖନ୍ତୁ ମଣିଷ ମାନଙ୍କୁ ବିପଦ ଆପଦ ରେ ସାହାର୍ଯ୍ୟ କରନ୍ତୁ ଜଗନ୍ନାଥ ସ୍ବାମୀ ତୁମର ମଙ୍ଗଳ କରନ୍ତୁ ❤❤ ଜଗନ୍ନାଥ ନମ୍ଃ ନମାମି ପ୍ରଭୁ ❤❤❤❤

  • @b.n.education2353
    @b.n.education2353 Місяць тому +5

    ବାଃ, ବହୁତ ଭଲ ଅଭିନୟ

  • @lokanathamishra2029
    @lokanathamishra2029 Місяць тому +7

    ଭୁତରତ ଦେଖାନାହିଁ ମିଛ

    • @HuntedToka
      @HuntedToka  Місяць тому +3

      AME KAHINU BHAI KI BHUTA ACHI BOLI,JAHA FEEL HUE AME DEKHEICHU.. THNKU SOO MUCH BROO

    • @JuluRoutray
      @JuluRoutray Місяць тому +1

      Satynagar madhani rati 1 ta re ekutia jao janiba bhuta achi ki nahin

  • @Odishatoka420
    @Odishatoka420 Місяць тому +2

    ଭାଇ ସମସ୍ତଙ୍କ video ଠାରୁ ତମର ଭଲ ଲାଗେ good luck

  • @ShreeparnaChakrabarty
    @ShreeparnaChakrabarty Місяць тому

    Bahut bhala and new content ra vdo anantu ae bhali ❤

  • @SusantaMohaptra
    @SusantaMohaptra Місяць тому +4

    Very interested video, I feel that in covid time, I belive bhut, peet

  • @SakuntalasahooSakuntalasahoo
    @SakuntalasahooSakuntalasahoo Місяць тому +2

    Bahut bhala laguchhi and Dar bi laguchhi

  • @Santosh-ix9we
    @Santosh-ix9we Місяць тому +6

    Kai Bhuta mitha ķhaileni

    • @HuntedToka
      @HuntedToka  Місяць тому

      Ame bi wait kalu hele bhuta nanhi ki bhuta mitha bi khailani..

  • @user-zv8ch7gt6l
    @user-zv8ch7gt6l Місяць тому +3

    Very nice bro 👍❤❤❤🎉

  • @madhavjena4438
    @madhavjena4438 Місяць тому +2

    ଭାଇ ସେ ଚୀନ ଜାପାନ ଭୂତ ଓଡ଼ିଆ ବୁଝି ପାରୁନାହିଁ ମିଠା ଡୁପ୍ଲିକେଟ ହେଇଥିବ ଆଜି କାଲି 😮😮😮

  • @DipuDas-o1n
    @DipuDas-o1n 16 днів тому +1

    🙏🏻🙏🏻👍👍👍👍

  • @bibek923
    @bibek923 22 дні тому +1

    Bahutu bhala

  • @arabindamohanty835
    @arabindamohanty835 Місяць тому +3

    Sata ke mechha.
    Pravu jagannath janetheby. ?
    Kale juga. Ey. 🙏

  • @sbcreation371
    @sbcreation371 Місяць тому +1

    ପାତିଆ , ପାତିଆ ହଉଛ ଭୁତ କାହିଁ? ସବୁ ମିଛ କଥା

  • @sarojbagarty1786
    @sarojbagarty1786 Місяць тому +3

    ଭାଇ ଭୁତ ପେରତ କିଛି ନାହିଁ ସବୁ ଟାଇମ ପାସ କରା ହଉଛି

  • @debashishsundhi4829
    @debashishsundhi4829 Місяць тому

    I support this program ❤❤❤.

  • @kaliarout4587
    @kaliarout4587 Місяць тому +4

    ଆମ ଘର ପାଖରେ ରହୁଥିଲେ କାମକୁ ନୁହେଁ

    • @jituranjansahoo8708
      @jituranjansahoo8708 Місяць тому

      Sabuthu Vhanda Baba 😂😂😂

    • @jituranjansahoo8708
      @jituranjansahoo8708 Місяць тому

      Sabu Micha Kehi Biswas karanahi Sabu micha Sabu Maya Re Baya

    • @RD123.........
      @RD123......... Місяць тому

      ଭାଇ ତୁମ mobile ନମ୍ବର ଟା ଦିଅ

  • @bikramsahoo819
    @bikramsahoo819 Місяць тому +3

    Bhuta preta nahi kintu energy achhi because energy neither be create not be destroy. It change one form to another form.

  • @prativaranigamango2012
    @prativaranigamango2012 Місяць тому +1

    Sabaas😂😂😂😂😂😂

  • @subashsethi8883
    @subashsethi8883 8 днів тому

    ଜୟ ଜଗନ୍ନାଥ ସ୍ୱାମୀ 🙏

  • @biswajitop-o4p
    @biswajitop-o4p Місяць тому +5

    ❤❤❤❤❤❤❤

  • @SatyajeetKar-lg2he
    @SatyajeetKar-lg2he Місяць тому +2

    Bhai କାହିଁକି ଏମିତି ହଉଛ jail jiba

  • @asiskumarparidaraka2601
    @asiskumarparidaraka2601 13 днів тому

    ଆରେ ସେ ଭୁତ ମହାଶୟ ଇଂରାଜୀ ବୁଝନ୍ତି ଓଡ଼ିଆ ଜାଣିପାରୁନାହାନ୍ତି 😂😂😂😂

  • @HayLookAtThis...
    @HayLookAtThis... Місяць тому +2

    If u think ur so much Elegible to deal with this kind of super natural entity,then u must go and explore The vaangad palace.

  • @prabhatkumarsahu5465
    @prabhatkumarsahu5465 12 днів тому

    Bhala Timepass Heijauchhi.....

  • @rajeshkheluarsingh3035
    @rajeshkheluarsingh3035 Місяць тому +1

    Tuma channel no 1 heba

  • @BaliaPani
    @BaliaPani Місяць тому +1

    Jay mahakal ♨️♨️

  • @StudytimesStudytimes
    @StudytimesStudytimes Місяць тому +1

    ଆମ ଗାଆଁକୁ ଆସୁନ ଭୁତ ଦେଖାଈବି

  • @SrikantNayak-kk6ew
    @SrikantNayak-kk6ew Місяць тому +1

    Bahu barsa tale jajpurare ehi bidya dekhibaku paithilu. Ehi bidya satya ate

  • @sanatanihindu2584
    @sanatanihindu2584 Місяць тому +2

    29:57 the moment 😂😂😂😂😂😂😂

  • @sanjeepsing3618
    @sanjeepsing3618 Місяць тому +2

    Jatra Dailok Au 😂😂😂😂😂😂😂😂😂😂😂😂😂😂😂

  • @BibhutiShasani
    @BibhutiShasani Місяць тому +1

    ପଇସା କମେଇବା ପାଇଁ ଇଏ ଗୋଟେ ପ୍ରକାର ନାଟକ

  • @JayHanuman143.
    @JayHanuman143. Місяць тому +1

    ଏବେ ବି ଏମିତି ମିଛୁଆ ଲୋକ ଅଛନ୍ତି 😀😀

  • @banabiharibehera6942
    @banabiharibehera6942 Місяць тому +1

    Vandami video

  • @dharmapadabiswal6
    @dharmapadabiswal6 13 днів тому

    Super comedy 😅

  • @prasantamohantymohanty8938
    @prasantamohantymohanty8938 Місяць тому +1

    ସେ ମିଟର କଣ ଭୁତ, ଗୋଟେ farse କରୁଛ ସେଠି

  • @kanhaacademy233
    @kanhaacademy233 28 днів тому

    Super excellent acting 😂

  • @jaganathsethi6248
    @jaganathsethi6248 Місяць тому +2

    Patia dhari bhala dandia dance karucha

  • @rankanidhinaik161
    @rankanidhinaik161 Місяць тому +1

    ମାଗିହା ଏତେ କାହିଁକି ଲୋକଙ୍କୁ ଭକୁଆ ବନାଉଚ ତମର ସବୁ କାମ ଧନ୍ଦାକିଛି ନାହିଁକି

  • @kuidina58132
    @kuidina58132 Місяць тому

    ମୁଁ ଶିଖିବାକୁ ଚାଁହୁଛି ଆଜ୍ଞ୍ୟା ଶିଖି ହେବକି 👍🙏🙏🙏

  • @lalitamohanmallick5779
    @lalitamohanmallick5779 2 дні тому

    ଆପଣମାନଙ୍କ ଭିଡିଓ କୁ ଯିଏ ଉପହାସ କରୁଛନ୍ତି କରନ୍ତୁ. ଆପଣମାନେ ସମୟ ବାହାର କରି ଏପରି ଭିଡିଓ କରିଥିବାରୁ ଧନ୍ୟବାଦ.ଭୁତ, ପ୍ରେତାତ୍ମା ନିଶ୍ଚିତ ରୁପେ ଅଛନ୍ତି. ଆମେ ନିଜେ ଅନୂଭବ କରିଛୁ.

  • @deepakkumarrath8828
    @deepakkumarrath8828 Місяць тому

    Eyitaa gote bhala programme

  • @SikhaHomeFoods
    @SikhaHomeFoods Місяць тому

    Nice video..

  • @chinmayojha8761
    @chinmayojha8761 19 днів тому

    Kichhi v dekhibaku mililani

  • @greensolutionselectricbicy4042
    @greensolutionselectricbicy4042 27 днів тому

    ସୁପର ଡ୍ରାମା

  • @pramodinisingh8272
    @pramodinisingh8272 Місяць тому

    ଅତି ସୁନ୍ଦର

  • @TheSakti1969
    @TheSakti1969 10 днів тому

    ଜିଛି ପାଗଲଙ୍କର ପାଗଳାମି ଓ time pass ଚାଲିଛି 😅

  • @Bibhutibhusanrout-bc4zy
    @Bibhutibhusanrout-bc4zy Місяць тому +1

    ଭୁତଦେଖାଅଜୟହୋଜୟଜୟ

  • @SakuntalasahooSakuntalasahoo
    @SakuntalasahooSakuntalasahoo Місяць тому +1

    Bhae vala lguchhi dar bi laguchhi

  • @KabitaPahal
    @KabitaPahal Місяць тому

    Bahut badhia

  • @rameshpaltasingh1025
    @rameshpaltasingh1025 Місяць тому +1

    Bhai emiti prayas sabu bele karichalantu

  • @hareshchandranaik8065
    @hareshchandranaik8065 Місяць тому +1

    Only sadhak can be looked directly ghosts

  • @abinashmohapatra9839
    @abinashmohapatra9839 Місяць тому

    Very nice video

  • @JyotirmayeeNath-tj7qf
    @JyotirmayeeNath-tj7qf Місяць тому

    ଗାଲ ମାଧବ ର ଅବତାର।

  • @AnilMahapatra-h1h
    @AnilMahapatra-h1h 27 днів тому

    ବାଳ ନା

  • @harmonyvision2445
    @harmonyvision2445 Місяць тому

    Sanghatik bhuta ta. Bhari danger dekha jauchhi.

  • @odiatokanirmal683
    @odiatokanirmal683 Місяць тому

    Good 👍

  • @sonalidash2502
    @sonalidash2502 4 дні тому

    Total green dekhajauchi....se red kemiti kahuchanti....galua

  • @pravassenapati1690
    @pravassenapati1690 18 днів тому

    Kn କହୁଥିଲ ରୂପ ଦେଖେଇବା କଥା ସେ ସବୁ ଗଲା କୁଆଡେ

  • @soumyaranjanmalla07
    @soumyaranjanmalla07 26 днів тому

    OSCAR Award diya jau anku 😅😅

  • @mirabarik4624
    @mirabarik4624 Місяць тому +1

    ❤❤❤❤

  • @bharatchandrabehera8554
    @bharatchandrabehera8554 Місяць тому +2

    ଭାଇ ଭୁତ କାହିଁ ଆମେ ତ କିଛି ଦେଖି ପାରିଲୁନାହିଁ

  • @UgrashanNath
    @UgrashanNath Місяць тому +1

    Ok

  • @dkm1394
    @dkm1394 Місяць тому +3

    ଆପଣ ଘରକୁ ଆସି ଭୁତ ପ୍ରେତ ର ସମାଧାନ କରିବା ପାଇଁ ଚାରଜେସ୍ ନେବେ ନା ନାହିଁ?

  • @laxminarayandas53
    @laxminarayandas53 25 днів тому

    Use EMF, EVP, SLR Camera, Motion Sensor, Parabolic and K2 Meter, Laser light

  • @pabitrasahoo8563
    @pabitrasahoo8563 13 днів тому

    Bhuta means past atita
    Past re jou bhulu kari thiba se present re dara bhaya ra karana taku hi bhuta kahanti.
    Preta means paramatma tritha tatya
    Santa mana Silence Dhyan dura ghyan udaya huya paramatma nka anubhav mile khusi anand Santi sontosh success sab kichhi mile

  • @adityadalai-zj9zy
    @adityadalai-zj9zy Місяць тому +2

    Pala Gayaka Sabu 😅😅

  • @biswonathrath7662
    @biswonathrath7662 16 днів тому

    ସେ ଭାଇ ଙ୍କୁ କହୁନ ଭାରତ ସୀମା ଭୁତ ଙ୍କୁ ଛାଡି ଲେ ଆମର ବହୁତ ସୁବିଧା ହବ

  • @biswanathlenka2902
    @biswanathlenka2902 Місяць тому +1

    😂😂🎉🎉😅😅 Sonu

  • @ManojBehera-rk7gz
    @ManojBehera-rk7gz Місяць тому

    Bhala thila au tike bhala eithile bhala lagithanta😅😅😅

  • @Sport_light-g2b
    @Sport_light-g2b 17 днів тому

    Tapan Bhai nku aauthare dakiba.