New Jagannath Bhajan || Jagannath Ho Kichhi Magunaahin Tote

Поділитися
Вставка
  • Опубліковано 5 жов 2024
  • New Jagannath Bhajan || Jagannath Ho Kichhi Magunaahin Tote
    “ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ” ବନମାଳୀ ଦାସଙ୍କ ଏକ ଶ୍ରେଷ୍ଠ କୃତି । ଯୁଗ ଯୁଗ ଧରି ଏହି ଭକ୍ତି ରଚନ।କୁ ଓଡିଶାର ବିଭିନ୍ନ ଲୋକପ୍ରିୟ କଣ୍ଠଶିଳ୍ପୀ ମାନେ ଗାଇ ଆସିଛନ୍ତି । ଦୀନବନ୍ଧୁ ଦଇତାରୀ “,”କେତେ ଛନ୍ଦ ଜାଣେ ଲୋ ସହି” ଓ “ମଣିମା ହେ ଏତିକି ମାଗୁଣି ମୋର” ଆଦି ମଧ୍ୟ ତାଙ୍କର କେତୋଟି ଅତି ଜଣାଶୁଣା ରଚନା ।
    💠 Lyrics : English Typing
    Jagannatha Ho kichhi Magunahin Tote
    Dhana Magunahin Jana Magu Nahi
    Maguchhi Saradha Bali Ru Haate
    Aana Darasana Na Lode Nayana
    Eka Toha Dekha Bina
    Sunibaku Kaana Na ichhae Mana
    Toha Charite Kamana ।
    Mo Hasta Anguli Rama Banamali
    Hare Krushana Japu Thaai
    Bole Banamali Mo Beni Charana
    To Tirtha Bhramane Dhaun।
    💠 Lyrics : Odia Typing
    ଜଗନ୍ନାଥ ହୋ...
    କିଛି ମାଗୁ ନାହିଁ ତୋତେ ହେ...
    ଜଗନ୍ନାଥ..
    ଜଗନ୍ନାଥ ହୋ...
    କିଛି ମାଗୁ ନାହିଁ ତୋତେ ହେ...
    ଜଗନ୍ନାଥ
    ଧନ ମାଗୁ ନାହିଁ
    ଜନ ମାଗୁ ନାହିଁ
    ଧନ ମାଗୁ ନାହିଁ
    ଜନ ମାଗୁ ନାହିଁ
    ମାଗୁଛି ଶରଧା ବାଲିରୁ ହାତେ ହେ...
    ଜଗନ୍ନାଥ ହୋ...
    କିଛି ମାଗୁ ନାହିଁ ତୋତେ
    ଆନ ଦରଶନ ନଲୋଡ଼େ ନୟନ
    ଏକା ତୋହ ଦେଖା ବିନା...
    ଶୁଣିବାକୁ କାନ ନ ଇଛଇ ଆନ
    ତୋହ ଚରିତେ କାମନା
    ଜଗନ୍ନାଥ ହୋ...
    କିଛି ମାଗୁ ନାହିଁ ତୋତେ ହେ...
    ଜଗନ୍ନାଥ
    ମୋ ହସ୍ତ ଆଙ୍ଗୁଳି ରାମ ବନମାଳୀ
    ହରେ କୃଷ୍ଣ ଜପୁ ଥାଉ
    ବୋଲେ ବନମାଳୀ ମୋ ବେନି ଚରଣ
    ତୋ ତୀର୍ଥ ଭ୍ରମଣେ ଧାଉଁ
    ଜଗନ୍ନାଥ ହୋ...
    କିଛି ମାଗୁ ନାହିଁ ତୋତେ ହେ...
    ଜଗନ୍ନାଥ
    ଧନ ମାଗୁ ନାହିଁ
    ଜନ ମାଗୁ ନାହିଁ
    ମାଗୁଛି ଶରଧା ବାଲିରୁ ହାତେ...
    ଜଗନ୍ନାଥ ହୋ...
    କିଛି ମାଗୁ ନାହିଁ ତୋତେ
    କିଛି ମାଗୁ ନାହିଁ ତୋତେ
    କିଛି ମାଗୁ ନାହିଁ ତୋତେ।
    #jagannathbhajan
    #bhikaribal
    #ashokbal
    #bidyalaxmimoharana
    Singer - BIDYALAXMI MOHARANA
    Music - ASHOK BAL
    Lyrics - BANAMALI DAS
    video - KALACHAND BEURIA
    Recording & mixing - Rajendra Guru

КОМЕНТАРІ • 4