Jibana Do Chakire Ashara Alok Ep 201| 15 Feb 2020 | ୮ ବର୍ଷର ବୈବାହିକ ଜୀବନରେ ଫାଟ, କଣ ଆଜି ହେବେକି ଏକାଠି?

Поділитися
Вставка
  • Опубліковано 2 січ 2025

КОМЕНТАРІ •

  • @Bargarh11
    @Bargarh11 3 роки тому +45

    ନିଜେ ନ ଦେଖିଲେ ବିଶ୍ୱାସ କରିବା କଥା ନୁହଁ ଯୋଉ କହୁଛନ୍ତି ସେ ସ୍ତ୍ରୀ କଣ ଦେଖେଇକି କେବେ କରିବ କି ଆଜ୍ଞା । ଦୁଇ ମାସ ରହିଲା କହୁଛି କିଛି ଜାଣିନି । ଆପଣ ମାନେ ଯୋଉ ବିଚାର କରୁଛନ୍ତି ଆପଣଙ୍କ ସ୍ତ୍ରୀ ଜଣକ ପାଖରେ ଦୁଇମାସ ରହୁ ତୁମେ ଯଦି ତାପରେ ରଖିବ ତାହେଲେ ସେ ପିଲା ରଖିବ ?

  • @niharikasingh5631
    @niharikasingh5631 4 роки тому +233

    Tiktok ru kia dekhiki asicha dekhibaku thoko like 😂😂

  • @shivaaashiquiwala6983
    @shivaaashiquiwala6983 4 роки тому +26

    ଝିଅ ଟି ସତ କଥା ଲୁକାୟିତ ରଖିବାକୁ ଚେଷ୍ଟା କରୁଥିଲେ ବି ନିଜର ବିଚଳିତ ହୋଇ କଥା ହେବାର ପ୍ରମାଣିତ କରୁଛି ଯେ,ଝିଅ ଟି ସମ୍ପୂର୍ଣ୍ଣ ମିଛ କହୁଛି

  • @Goslow3037
    @Goslow3037 4 роки тому +18

    ଏ ବଡ ଅନୀତି କଥା । ଅନ୍ୟ ଜଣଙ୍କ ଘରେ ୨ ମାସ ରହଣି ପରେ, ଯେଉଁ ମହିଳା ମାନଙ୍କ ସହ ରହୁଥିଲେ କହିଲେ, ତାଙ୍କ ବିଷୟରେ କିଛି ଜାଣିନଥିବା କଥା ଅଡୁଆ ଲାଗିଲା ।

    • @RakeshSingh-vy6vr
      @RakeshSingh-vy6vr 2 роки тому +1

      Jhia satare ferar heithila.

    • @pihu6710
      @pihu6710 Рік тому +2

      Hn thiki katha 2 masa rahila kahuchi mu janini boli a jhia michha kahuchi

  • @ଦୈତାରୀ_ଦାସ_ବାଲେଶ୍ୱର_ସୋର

    ଝିଅ ମହା ହାରାମି ପୁରା ବିଷାକ୍ତ ରେ ଭାଇ

  • @tophan2249
    @tophan2249 4 роки тому +38

    ସାର୍ ଆପଣମାନେ ଚାହୁଛନ୍ତି ଗୋଟିଏ ପରିବାର ନଭାଙ୍ଗିବାକୁ ଚାହୁଁଛନ୍ତି । କିନ୍ତୁ ଭୁଲ ତ ଭୁଲ

  • @lokeswarsahu5105
    @lokeswarsahu5105 4 роки тому +28

    ସ୍ତ୍ରୀ ଯଦି ପର ପୁରଷ ସହ ସମ୍ପର୍କ ରଖିବ ତା ପାଇଁ କିଛି law ନାହିଁ ଅଜ୍ଞl
    ଯାହା ହେଲେ ବି ସବୁ ସ୍ୱାମୀ ର ଭୁଲ
    ସ୍ତ୍ରୀ ଯାହା କଲେ ବି ସବୁ ଠିକ

    • @ipsitasahoo9753
      @ipsitasahoo9753 3 роки тому +1

      Ta pai court solid prove magiba..bina prove re blame kariba thik nuhe,.

    • @RakeshSingh-vy6vr
      @RakeshSingh-vy6vr 2 роки тому

      Right

    • @Baby-yc8vv
      @Baby-yc8vv 10 місяців тому +1

      Jadi gote jhia ku uthei neigale gharu Tara kn pati nathila chilei parilani...na se janili jaithila se pila saha

    • @RameshMohanty-p1f
      @RameshMohanty-p1f 3 місяці тому

      Ladies saporter Hai Aashar Alok. So ladies WIN .

  • @h.avimanyu4088
    @h.avimanyu4088 4 роки тому +30

    ସ୍ବାମୀ ଙ୍କ ସହ ଶାରୀରିକ ସଂପର୍କ ରଖିବା ରେ ଝିଅ କୁ ଶାନ୍ତି ମିଳିଲା ନାହି ତେଣୁ ସେ 2 ମାସ ଅନ୍ୟ ପୁଅ ପାଖକୁ ଯାଇଥିଲା । ଚରିତ୍ର ହିନ ଝିଅ .......।

  • @virallegends737
    @virallegends737 4 роки тому +252

    ମୁଁ କେବଳ ପ୍ରମିଳା ମାଉସୀଙ୍କ ଗୁଣ୍ଡାଗିରି ଦେଖିବାକୁ ଏ ସିରିଏଲ୍ ଦେଖେ 😀😀‌. ବ‌ହୁତ ବଡ଼ ଫ୍ୟାନ୍ ମୁଁ

    • @ajitmajhi7031
      @ajitmajhi7031 4 роки тому +24

      ଗୋପବନ୍ଧୁ ଏବଂ ମିହିର sir କୁ ମୋର ଅନୁରୋଧ ଜେ ଆପଣଙ୍କ ବୋହୂ ଆପଣଙ୍କ ଅଚିନ୍ହା ଲୋକ ଙ୍କ ଘରେ 2 ମାସ ରେହେ ଆପଣ କଣ କରିବେ ଏମୋର ପ୍ରଶ୍ନ

    • @archanathesingercummotivat1495
      @archanathesingercummotivat1495 4 роки тому +1

      😁😁😁

    • @swarnaprabhapattnayak7785
      @swarnaprabhapattnayak7785 4 роки тому +1

      hmm besi hauchi

    • @ramakantbehra5342
      @ramakantbehra5342 4 роки тому +3

      Or
      Pramila ta Randi Tako gihadarakar

    • @goggleboy9515
      @goggleboy9515 4 роки тому +1

      @@ajitmajhi7031 thik kahicha

  • @dusmantasahu8871
    @dusmantasahu8871 4 роки тому +17

    ବହୁତ ପ୍ରମାଣ ଅଛି, ଛୁଆ ଛାଡିକି ଯିବାର, ଝିଅକୁ ପଚାର ସେ 2ମାସ କୋଉଠି ଥିଲା

  • @sishirkantamahapatra9592
    @sishirkantamahapatra9592 4 роки тому +159

    ଝିଅଟା ୨ମାସ ଧରି ବାହାରେ ଥିଲା, କହୁଛି ମୁଁ କିଛି ଜାଣିନି, ଏ କଣ ସମ୍ଭବ ,ହ ,ଆହୁରି କହୁଥିଲା ମୁଁ ନାମ ମଧ୍ୟ ଜାଣିନି, କିଛି ତ ଅଛି

    • @reenasatapathy4739
      @reenasatapathy4739 4 роки тому +10

      Hnn bhai ..bhul ta jhia ra achi ..pua au ta family bahut sarala ..

    • @pratapkumarbehera7025
      @pratapkumarbehera7025 4 роки тому +7

      Sure... Jhia pura khela karichhi

    • @pratapkumarbehera7025
      @pratapkumarbehera7025 4 роки тому +5

      Ethi badhia natak karidauchhi... Jehetu se nari ta samaste ta akhi luhare tarali jaanti...

    • @pratapkumarbehera7025
      @pratapkumarbehera7025 4 роки тому +4

      Jhiara bf matter I feel that's true

    • @gajendrabaliarsingh7638
      @gajendrabaliarsingh7638 4 роки тому +4

      ଶିଶିରକାନ୍ତ ବାବୁଙ୍କ ମତ ସହିତ ମୁଁ ଏକମତ I

  • @kunumajhi6027
    @kunumajhi6027 10 місяців тому +2

    ୪ଟା ଛୁଆ ର ମା ବି ଆଊ କାହାର ସହିତ ପଳାଉ ଛନ୍ତି ଏତ ଗଟେ ଛୁଆର ମା ଯିବନି କେମିତି

  • @narayanmuduli7632
    @narayanmuduli7632 4 роки тому +34

    ଝିଅ ଦୁଇ ମାସ ରହିଲା କହୁଚି ମୁଁ କିଛି ଜାଣିନି ମିଛ କହୁଛି

  • @purnachandradas1692
    @purnachandradas1692 4 роки тому +1

    ଏ ଝିଅ ସମ୍ପୂର୍ଣ ଭୁଲ. ଆଉ ପ୍ରମିଳା ମାଡାମ କଥାରେ ଆଉ ଗୋଟେ ଘର ଭାଙ୍ଗିବାକୁ ଯାଉଛି

  • @amitrana5619
    @amitrana5619 4 роки тому +4

    ମୁଁ ଭାବୁଛି ଝିଅ ର ସତ ପ୍ରତିସତ ଭୁଲ .

  • @gitanjalisamantraykali1142
    @gitanjalisamantraykali1142 4 роки тому +21

    ପିଲା କୁ ଛାଡି ଜିବାଟା ଅସମ୍ଭବ ନୁହେଁ ଏମିତି ଏବେ ହ‌ଉଛି

  • @prakashsamal1335
    @prakashsamal1335 4 роки тому +23

    Jaha Jana paduchi pramila mausi sabu dekhithile auu bi sabu agaru kichi jsnithile
    Mausi Pura vilian👌

  • @bijayprakashsamal2449
    @bijayprakashsamal2449 3 роки тому +1

    50 % କେସ୍ ବରମ୍ମ୍ପୁରିୟଙ୍କର ଆସୁଛି

  • @vijaymallick9650
    @vijaymallick9650 4 роки тому +7

    ସେ ଝିଅ ର ରାଗ , ଏ ପୁଅ ସେ ଟୋକା ଠାରୁ ଅଲଗା କରି ଆଣିଲା କାହିଁକି ।

  • @rabindrapradhan8977
    @rabindrapradhan8977 4 роки тому +10

    ,ପୁଅ ବହୁତ ଭଲ

  • @ଏଇତଦୁନିଆଁ
    @ଏଇତଦୁନିଆଁ 4 роки тому +10

    ଝିଅ ସବୁ ଜାଣି ଛି ସବୁ ଲୋଚା ଇ ରଖି ଛି. ଦୟା କରି ଝିଅ ଙ୍କୁ ଏତେ ସାହ ଶ ଦିଅନ୍ତୁ ନାହିଁ. ମିହିର ସାର.

    • @pihu6710
      @pihu6710 Рік тому +2

      Hn jhia sabu katha luchauchi

  • @gudulinayak6015
    @gudulinayak6015 4 роки тому +53

    Tiktok ru yei episode dekhiki kie kie dekhucha lock down time re like kara

  • @RKS.Odiamovie
    @RKS.Odiamovie 4 роки тому +7

    Baba emiti huea duniyare salute jiabanare eka eka rahiba sabuthu Bhala bindass life full time enjoy

  • @sitakantamishra47
    @sitakantamishra47 4 роки тому +8

    ପୁଅଟି ସତ କହୁଚି ।।

  • @niranjanmangaraj4586
    @niranjanmangaraj4586 4 роки тому +5

    ଦୁଇ ମାସ ପରେ ପର ଘରେ ରହିଲା ଝିଅ କାହା ଘରେ ରହିଲା ଜାଣିନି କେମିତି ମିଛ କହୁଛି ଝିଅ

  • @sashikantasahoo1182
    @sashikantasahoo1182 4 роки тому +19

    ପ୍ରମିଳା ର କହିବାର ମାନେ ସେ ଝିଅ ଯାହା କଲେଣି ପୁଅ ତାକୁ ରଖିବା ପାଇଁ ପଡ଼ିବ

  • @promadkumarpatra2442
    @promadkumarpatra2442 4 роки тому +35

    Sir ଆପଣ ଙ୍କ wife ଯଦି କାହା ସହିତ ଦୁଇ ମାସ ରୁହେ ତାହେଲେ ଆପଣ କଣ କରିବେ..

  • @dabadattaswain4721
    @dabadattaswain4721 3 роки тому +12

    ଦି ମାସ ମଜା ଲାଗୁଥିଲା

  • @Aw0ndhd
    @Aw0ndhd 10 місяців тому +1

    ଦୁଇ ମାସ ଅନ୍ୟ ଘଇତା ପାଖରେ ରହିକି ଆସିଲା ପରେ, ଆଉ ସନ୍ଦେହ ସନ୍ଦେହ କଣ କହୁଚ। ଆଉ କଣ ସେକ୍ସ ର ଭିଡିଓ ଆଣିକି ଦେଖେଇବ। ପୁଅ ବହୁତ୍ ଭଲ🎉🎉🎉

  • @vijaymallick9650
    @vijaymallick9650 4 роки тому +29

    କେବଳ ଝିଅ ମାନଙ୍କ ପାଇଁ ଆଇନ କାହିଁକି ? ପୁରୁଷ ର କଣ କିଛି କଷ୍ଟ ନାହିଁ ।

  • @Mr.Chagala
    @Mr.Chagala 4 роки тому +28

    Mu bi tiktok ru asichi plz like....

  • @sahumanmatha9951
    @sahumanmatha9951 4 роки тому +153

    Madaam ଆପଣ କହୁଛନ୍ତି ଛୁଆ କୁ ଛାଡିକି ସ୍ତ୍ରୀ ଅଲଗା କାହା ସଂଗେ ଯାଇପାରିବ ନି
    ପ୍ରମାଣ ଦରକାର ଆମ ଗାଁ କୁ ଆସିକି ଦେଖିଯା
    Very bad answer madam

  • @sumantamahanta289
    @sumantamahanta289 3 роки тому +2

    ତିନି ତିନି ଟା ଛୁଆ ଥାଇକି ଅଲଗା ପୁଅ ସହିତ ସମ୍ପର୍କ ରଖୁଛନ୍ତି ତୁ କଉ ସତୀ ସାବିତ୍ରୀ କି

  • @sdbeherabehera940
    @sdbeherabehera940 4 роки тому +11

    Pua is very good 👌👌👌👌

  • @haripriyahp9246
    @haripriyahp9246 4 роки тому +4

    Se pua sabu sata kahuchi 💯 ru 💯

  • @Mrnirmalvlogs1
    @Mrnirmalvlogs1 4 роки тому +5

    Dj ବୁଢ଼ୀକୁ ବାହାର କର

  • @Madhukulya_Rajput
    @Madhukulya_Rajput 2 роки тому +2

    Covid ra Lockdown re sabu Jhagda bhuli jibe 😜 Khali Tapa Tap Tapa Tap

  • @sunilkumarmajhi6094
    @sunilkumarmajhi6094 4 роки тому +77

    ବିଚାରକ ମାନେ ଜବରଦସ୍ତ କରନ୍ତୁ ନାହିଁ । ପୁଅ ଭଲ ପିଲା ।

    • @ajitmajhi7031
      @ajitmajhi7031 4 роки тому +4

      କାହିଁକି ସେ ମହିଳା ପର ପୁରୁଷ ଘରେ 2ମାସ ଥିଲା କାରଣ କଣ., ତାର କଣ ବାପା ମା ଘର ନଥିଲା କି?

    • @srijit2339
      @srijit2339 4 роки тому

      Poa Bhala pila tu kemit janilu to Maa ra ghaeta se ere Pagala coda

    • @sunilkumarmajhi6094
      @sunilkumarmajhi6094 4 роки тому +1

      @@srijit2339 ତୁ ସଲା ତୋ ମା କୁ ଗେହୁନୁ । ପିଲା ପଠେଇବି କି ତୋ ମା କୁ ଗେହିତେ ଗେହିବେ

    • @sunilkumarmajhi6094
      @sunilkumarmajhi6094 4 роки тому

      @@srijit2339 କଣ ଗାଣ୍ଡି ଫାଟିଲା କିରେ ମାଗିହା

    • @kalugouda7765
      @kalugouda7765 4 роки тому +1

      Se jhia ku aka sangare 10 ta banda darakara

  • @saroj9512
    @saroj9512 4 роки тому +2

    ମାଇକିନିଆ ହାରାମି ଅଛି

  • @cableoparetergodrejhomeapi7887
    @cableoparetergodrejhomeapi7887 4 роки тому +12

    2 ମାସ ରହିଲା ପରେ ଆଉ କିଛି ସନ୍ଦେହ କରିବା ଭୁଲ

  • @pabitrakumarswain9275
    @pabitrakumarswain9275 2 роки тому +2

    Kia 2022 re a episode dekhichhanti like kara ...miss you mihir sir 😭jay Jagannath 🙏

  • @kedardakua6148
    @kedardakua6148 4 роки тому +8

    ହଇରେ କୋଠୋ ଶଳା ସରମ ନାହିଁ ତତେ ଭଉଣୀ କି ନେହି କୋଠା ଖଲିଦେ ଶଳା ଲାଗୁଚି ତତେ ଶଳାକୁ ସରମ ନାହିଁ ଶଳା ବେ ଲଜିଆ ଶଳା ମାରିଦେ ତୋ ଭଉଣୀକି ଶଳା ସବୁ ସମାଧାନ ସମାନେ ହେଇ ଯିବ

    • @kalugouda7765
      @kalugouda7765 4 роки тому +1

      Tamara kai galu hauchi

    • @kalugouda7765
      @kalugouda7765 4 роки тому

      Tamara kai galu hauchi

    • @kedardakua6148
      @kedardakua6148 4 роки тому

      ଗୋଟେ ଖୁସି ଆଉ

    • @CARRIER_GUIDE
      @CARRIER_GUIDE 4 місяці тому

      To maa aau bhauni ku tadi tadi aga Thia ଗେହିବା କଥା । ତାପରେ ତୋତେ ବାନ୍ଧି ତୋ ଆଗରେ ତୋ ସ୍ତ୍ରୀ ଆଉ ଝିଅ କୁ ଲଙ୍ଗଳା କରି ତତେ ଚଟେଇ କି ଗେହିବା କଥା । Gehipua ତୋ ମା ବି ଆଡୁ ବୁଝିଲୁ

  • @sai-kd2fw
    @sai-kd2fw 3 роки тому +2

    A jhia ra sabu bholu

  • @hemakantadas4001
    @hemakantadas4001 4 роки тому +82

    ଝିଅ ର ସବୁ ଭୁଲ ସେଥିରେ ତା ବାପା ଭାଇ ତାକୁ ସହୋଜୋଗ କରୁଛନ୍ତି। ତା ଭାଇ ବାପା ଇଚ୍ଛା ଥିଲେ ସମାଧାନ କରିପାରି ଥାନ୍ତେ କିନ୍ତୁ ସେ ଜାଣିଛନ୍ତି ଝିଅ ଭୁଲ କରିଛି କିନ୍ତୁ ଗଲୁଆ

  • @dhrubagauda6915
    @dhrubagauda6915 4 роки тому +1

    EA pua pila full right achii mu taku support dayuchi

  • @Hagurichronicles
    @Hagurichronicles 4 роки тому +8

    ଝିଅ ର ସବୁ ଭୁଲ ସେ ପିଲା ସହ ରହିଲା 2ମାସ ପରେ ବି କେମିତି କଥା କହୁଛି

  • @gyanaranjanswain141
    @gyanaranjanswain141 4 роки тому +1

    ଝିଅର କିଛି ଭୁଲ୍ ଅଛି ସ୍ପଷ୍ଟ ଜଣା ପଡୁଛି......

  • @smrutiranjansahoo7935
    @smrutiranjansahoo7935 4 роки тому +53

    ସବୁ ରହସ୍ୟ ରେ ରହିଲା.... ପୁଅ 2ମାସ ପରେ ଆଣିଲା ତା ସ୍ତ୍ରୀ କୁ ଆଣିଲା , 2ଦିନ ପରେ କଣ ପାଇଁ ଆଣି ପାରିଲା ନାହିଁ?? Why not two hours?? ସେ ଟୋକା କିଏ ଯାହା ପାଖରେ ଥିଲା???

    • @smrutiranjansahoo7935
      @smrutiranjansahoo7935 4 роки тому +4

      @Debasis Jena tame mo bisaya re kahibaa uchit nuha. plz . comment box re samasta nka ra matamata debaa adhikara achi , mu bi deli.. who are you to asking?

    • @smajhi1801
      @smajhi1801 4 роки тому +5

      Pramila over acting...jhia ra Sabu bhul

    • @smrutiranjansahoo7935
      @smrutiranjansahoo7935 4 роки тому

      @Debasis Jena ତୁ କିଏ??

    • @jitendramahankuda7322
      @jitendramahankuda7322 4 роки тому +1

      @@smajhi1801 right bro

    • @gajendrabaliarsingh7638
      @gajendrabaliarsingh7638 4 роки тому +2

      @Debasis Jena ସ୍ବାମୀ ଭୟରେ ଆଣିବାକୁ ଯାଇଥାଇପାରେ,କାରଣ ଝିଅର ବାପା ଧମକ ଦେଇଥିଲେ ଯେ ତମେ ଝିଅକୁ ମାରିଦେଇଛ l

  • @mantusahoo885
    @mantusahoo885 Рік тому +2

    ଗୋପବନ୍ଧୁ ସାର୍ ଉପଯୁକ୍ତ ବିଚାର କରନ୍ତି..

  • @pravakarkapei3704
    @pravakarkapei3704 4 роки тому +39

    ଛୋଟ ପିଲା କୁ ଛାଡିକି ଯିବାଟା ମୁଁ ଭାବିପାରୁନି କହିଲେ ଯୋଉ ମାଡାମ
    ସେ ସବୁ ଜାଣିଛନ୍ତି
    ସେ ବିଚାର କରିବାକୁ ଉପଯୁକ୍ତ ନୁହଁ

  • @rajacrickets9858
    @rajacrickets9858 4 роки тому +2

    Mihir sir satare tuma Katha and attitude I salute it ...... Mihir sir tike mu tuma Saha Katha hebaku chanhuchi

  • @SantoshSahu-wm9mm
    @SantoshSahu-wm9mm 4 роки тому +37

    ପ୍ରମିଳା ଭଲ ଅଭିନୟ କରୁଛି। ଭାରତଲୀଳା ବା ସୁଭଦ୍ରା ପରିଚୟରେ ଦ୍ୱାରୀ ଅଭିନୟ କରିବା କଥା ।

    • @srijit2339
      @srijit2339 4 роки тому +1

      Pramila vhala aviny karuchi jadi Tate ate kharap laguchi tahele tu ea episode dekhuchu Kahneke ere sala

    • @chandrasekharmohanta6334
      @chandrasekharmohanta6334 4 роки тому

      Pramila like Shurpankha

    • @srijit2339
      @srijit2339 4 роки тому

      @@chandrasekharmohanta6334 pramila shurpankha hele tu ta vahe rabna Sala kukura harami

    • @saraswatipanda5689
      @saraswatipanda5689 4 роки тому

      Right

    • @aryanalok9517
      @aryanalok9517 4 роки тому

      @@srijit2339 bhasha adhika janichu ki?

  • @cableoparetergodrejhomeapi7887
    @cableoparetergodrejhomeapi7887 4 роки тому +2

    ସବୁଠି ନାରୀର ଭୁଲ 100 ଏପିଷୋଡ଼ ରୁ 90 ଏପିଷୋଡ଼ ନାରୀର ଭୁଲ

  • @sudarsanpradhan4704
    @sudarsanpradhan4704 4 роки тому +35

    ପୁଅ ଟା ବହୁତ୍ ଭଲ ଏ ଝିଅ ଟା ଟିକେ.......,..................... ଲାଗୁଚି

  • @bobull6495
    @bobull6495 4 роки тому +6

    ପୁଅର କିଛି ଭୁଲ ନାହିଁ ଲାଗୁଛି। ଝିଅର କଥା ଟିକେ ହଜମ ହଉନି

  • @msproduction9136
    @msproduction9136 4 роки тому +79

    ପ୍ରଥମ ଭୁଲ ଝିଅ ର ସେ ଅନ୍ୟ ସହିତ ଜିବାଟା
    ଦ୍ୱିତୀୟ ଭୁଲ ପୁଅର ସେ ଝିଅ କୁ ଆଣିଲା କାହିଁକି

  • @pravakarkapei3704
    @pravakarkapei3704 4 роки тому +5

    Resected gopabandhu sir
    I like u r judgment
    Ur judgment is always balanced

  • @sidharthsha5195
    @sidharthsha5195 4 роки тому +41

    ପ୍ରମିଳା ବୁଢ଼ୀ ସବୁଠୁ ହାରାମି , ସବୁବେଳେ ଝିଅ ସପୋର୍ଟ ରେ କଥା କହୁଛି

  • @debadattahembram1002
    @debadattahembram1002 4 роки тому +1

    A jhio ta pura khelo koru chhi re baba🤩

  • @sidharthsha5195
    @sidharthsha5195 4 роки тому +180

    ଏ ବୁଢ଼ୀ ପ୍ରମିଳା କୁ ଅଗ ବାହାର କର ଆହୁଜା ଡିଜେ box ଭଳି ସାଉଣ୍ଡ କରୁଚି , ବୁଢ଼ୀ ସବୁବେଳେ ଝିଅ କୁ ସପୋର୍ଟ କରୁଚି

  • @yogeswarpradhan2689
    @yogeswarpradhan2689 4 роки тому +13

    ସେ ପୁଅ ଠିକ୍ କହୁଛି । ଖାଲି ଟିଭିରେ କହିବା ସହଜ । ସତରେ ଗ୍ରହଣ କରିଵି ଅସମ୍ଭବ। ମିହିର ଦାସ ଆପଣ ଗ୍ରହଣ କରିପାରିବେ କି???

  • @srikantabhera1146
    @srikantabhera1146 4 роки тому +9

    ଝିଅର.ସବୁ.ଭୁଲ

  • @kailashchoudhury2031
    @kailashchoudhury2031 4 роки тому +1

    ବିଚାରପତି ପୁଲିସ୍ ବି ପଡିସା ବାଲାକୁ ପଚାରି କେସ ଆଗକୁ ବଢାଇ ଥାଏ

  • @lokeswarsahu5105
    @lokeswarsahu5105 4 роки тому +3

    Otv ମିହିର ଦାସ ଆଜ୍ଞl କୁ ମୋର ଗୋଟେ ଅନୁରୋଧ ଯେ ଯଦି ପୁଅ ଟେ ଝିଅ କୁ ବାଡ଼ଉଛି ସେ ଭୁଲ କିନ୍ତୁ ସେ କାହିଁକି ବାଡ଼ଉଛି ଆପଣ ଖାଲି ବାଡେଇବା ଦେଖୁଛନ୍ତି ଝିଅ ପର ପୁରୁଷ ସହିତ ସମ୍ପର୍କ ରଖିଲେ ମଧ୍ୟ ତାହା କୁ ଅଣ ଦେଖା କରୁଛନ୍ତି
    ମୋର କହିବା କଥା ହେଲା କି କୋଉ ସ୍ତ୍ରୀ ଯଦି ପର ପୁରୁଷ ସହିତ ସମ୍ପର୍କ ରଖିଲେ କୋଉ ସ୍ୱାମୀ ସହି ପାରିବ

  • @rakeshofficial7441
    @rakeshofficial7441 4 роки тому +1

    Pramila jhiaku support karuchi.

  • @sumantamahanta289
    @sumantamahanta289 3 роки тому +5

    ଏ ଝିଅ ଟି ବହୁତ କଥା କହୁଛି ଆଉ ଏ ବୁଢ଼ୀ ସବୁବେଳେ ଝିଅକୁ ସୋପର୍ଟ କରୁଛି

    • @suniljena3579
      @suniljena3579 2 роки тому

      Pramila maa 🤔 90,% Jhia 🤔 sange rahuchi

  • @Aw0ndhd
    @Aw0ndhd Рік тому +1

    Jhia ku laja nahin, 2 masa anya purusa sange rahila pare puni mancha ku asichi.

  • @sahumanmatha9951
    @sahumanmatha9951 4 роки тому +66

    ପ୍ରମିଳା ମାମ୍ ଝିଅ ପାଖରୁ କିଛି ନେଇଚକି
    Support karuch

  • @yogeswarpradhan2689
    @yogeswarpradhan2689 4 роки тому +2

    ପ୍ରମିଳା ଖାଲି ଚିଲେଉଛି ମାଇକ୍

  • @sudarsandas9610
    @sudarsandas9610 4 роки тому +11

    I thik pintu is very innocent and the girl is so intelligent that is why all had happened

    • @odiavlogsmruti8846
      @odiavlogsmruti8846 3 роки тому

      Thik bhai pintu mo mamu se jhia bahut kharap abe b se jhia ghare kahaku santire rakhei dou nahanti

  • @vijaymallick9650
    @vijaymallick9650 4 роки тому

    ଆଜି ପ୍ରଥମ ଥର ବହୁତ୍ ଖରାପ୍ ଲାଗୁଚି ଆଶାର ଆଲୋକ ଦେଖିକି । ସମ୍ପୂର୍ଣ ଝିଅ ସପୋର୍ଟ କାହିଁକି ?

  • @opprasanta6031
    @opprasanta6031 4 роки тому +3

    Kou mane comment dekhibaku asicha like here

  • @pinkibehera4504
    @pinkibehera4504 4 роки тому +2

    Mu Ebe asichi dekhibaku tik tok ru

  • @shivaaashiquiwala6983
    @shivaaashiquiwala6983 4 роки тому +41

    ହେଇଟି ରମ୍ଭା ରେ ଗୋଟିଏ ପୁଅ ବାହା ହେଉଜାଉଥିଲା, ବେଦୀରୁ ଉଠେଇ ଭୋଜି ଗନ୍ଧେଇ ଦେଲୁ - ପ୍ରମିଳା ଉଆଚ 🤭🤭😂😂

  • @shubhamshubham6030
    @shubhamshubham6030 4 роки тому

    Mu ae pageram ku sabu bala dakha mata bahut khusi laga kahikina athi samastanku akathi kari dia jauchi

  • @rohitswain3209
    @rohitswain3209 4 роки тому +6

    Gopabandhu sir so Good

  • @ganeshpanigrahi2724
    @ganeshpanigrahi2724 3 роки тому +1

    ପାଶ୍ଚାତ୍ୟ ସଂସ୍କୃତିର ପରିଚାୟକ ଭାବେ ଭାରତର ଏକ ପକ୍ଷପାତିତାର ସାମ୍ବିଧାନିକ ଆଈନ ହିଁ ଏଭଳି ଅନେକ ଘଟଣାକୁ ସୃଷ୍ଟି କରୁ'ଛି, ଯଦ୍ୱାରା କେବଳ ପୁରୁଷ ହିଁ ସାମଗ୍ରୀକ ଭାବରେ ପୀଡିତ ଓ ନିଷ୍ପେସିତ ହୋଇଥାଏ...

  • @ashokgauda2487
    @ashokgauda2487 4 роки тому +15

    ମୁ ସେତିକି ଜାଣିଲି ଏ ଝିଅ ପୁରା ଖରାପ

  • @pradeeptalks6497
    @pradeeptalks6497 4 роки тому +6

    Gud decision 👌👌 emiti ka character less jhia ku neithile se pua adhika kasta paithanta

  • @Ab11979
    @Ab11979 4 роки тому +5

    It seems this guy is very inocent..

  • @mitabehera6018
    @mitabehera6018 4 роки тому +1

    Jay jagannth 🙏🙏🙏🙏🙏

  • @shibanginidash1919
    @shibanginidash1919 4 роки тому +7

    Pramila madam nka voice re ate jor j phn speaker b phatijaipare so be ware of pramila madam's voice😂😂😂😂😂😂😂

  • @monalisasahoo1650
    @monalisasahoo1650 3 роки тому +1

    Jhea ra sabu vull karana sea kahuchi mu kuadae jaithili kaha pakhare thili sea janini aau kana kahuthila sea saeta mana rakhichi jadi khaiba taa mana rakhichi aae katha kemiti mana nahi tara

  • @lakshmimaharana5574
    @lakshmimaharana5574 4 роки тому +21

    ସଳା ଏ ଝିଅ କୁ ବଜାରରେ ବିକି ଦେବା କଥା

  • @sudhirkumara4977
    @sudhirkumara4977 3 роки тому +1

    Bhai taku khama karidea

  • @r.jattitudedancecrew1676
    @r.jattitudedancecrew1676 4 роки тому +7

    ଝିଅ ର ପୁରା ଭୁଲ

  • @SatyaPlumber
    @SatyaPlumber 2 місяці тому

    80%jhia ra ଭୁଲ୍ 20% pua ra ଭୁଲ୍ ୧୦୦% ପ୍ରମିଳା ଦେବି ର ଭୁଲ୍ ପ୍ରମିଳା ଦେବି ଝିଅ କୁ support କରୁଛି 😅😅😅😅😅😅😅😅😅😅😅😅😅😅😅😅

  • @khadalbisoyi4892
    @khadalbisoyi4892 4 роки тому +75

    କଣ ଖାଇଛି ମନେ ଅଛି କା ପାଖରେ ଥିଲା ମନେ ନାହିଁ ରାଣ୍ଡି ଛୁଆ କୁ ଲାଜ ଲାଗୁନି

  • @sanjaysahoo1841
    @sanjaysahoo1841 6 місяців тому

    😊gapbandhue sir correct 💯

  • @sitakantamishra47
    @sitakantamishra47 4 роки тому +14

    ତାପରେ ସେ ଛାଡି ଦେବାରୁ ପୁଣି ଆ ପାଖରେ ରହିବାକୁ ମନ ବଳେଇଚି ।।

    • @RakeshSingh-vy6vr
      @RakeshSingh-vy6vr 2 роки тому +1

      Chhadini, jhia bapa munda magibaru swami badhya heiki case kariki anila

  • @niharikadhal3862
    @niharikadhal3862 3 роки тому +1

    Jhiataa o jhia family bahut michuaa

  • @explorewithme5575
    @explorewithme5575 4 роки тому +16

    Pintu is totally correct
    Don't blem him
    He deserves to leave him

  • @amisha2134
    @amisha2134 Рік тому

    Jhia nijaku bahut pretend kruchi baki 😂😂 bahh re 2 masa gla khaila piela jnini kie nela kie khaibaku dela..😂😂

  • @chittaranjanmansingh9744
    @chittaranjanmansingh9744 4 роки тому +28

    ନିଜ ର ଝିଅ କୁ ଯେମିତି ଦେଖ ଵୋହୂ କୁ ସେମିତି ଦେଖ

    • @manojkumardalei7829
      @manojkumardalei7829 4 роки тому +1

      Sandeha nuhe..aeeta sata heithiba..se maikina paka khelali te heithiba

    • @gajendrabaliarsingh7638
      @gajendrabaliarsingh7638 4 роки тому +1

      Chittaranjan baboo, ବୋହୁମଧ୍ୟ ଶାଶୁଶ୍ବଶୁରଙ୍କୁ ମାଆ ବାପା ଭଳି ଦେଖିବା ଉଚିତ ନୁହେକି?

    • @rajeshbehera2633
      @rajeshbehera2633 4 роки тому +1

      Right

    • @odiavlogsmruti8846
      @odiavlogsmruti8846 3 роки тому

      Sir sia bohu nku jhia mananka tharu adhika bhalare rakhithile .... apana jani nahanti sata janiki comments karantu please

  • @rudraprasad4575
    @rudraprasad4575 4 роки тому +1

    Mu bi tik tok ru dekhiki aasichi

  • @babuandia8289
    @babuandia8289 4 роки тому +39

    ଏ ଝିଅ ଏକ୍ଟଟିକ୍ କରୁଚି ତାକୁ ମାଢ଼ଦରକାର

    • @jagankanhar9140
      @jagankanhar9140 4 роки тому +1

      ଏ ଝିଅର ଶବୁ ଭୁଲ୍ | କଥାର ଜଣାପଡ଼ୁଛି
      ଦୁଇ ମାସ ହେଲା ସେ ପୁଅ ପାଖର ଥିଲା । କଣ ସେ ପୁଅ ନେଲାବେଳେ କଣ ସୁନା ପିଲାଭଳି ଚାଲିଗଲା। ସେଠାରେ ଖାଉଥିଲା ରହୁଥିଲା । କେବେ ଆଶିବାକୁ ଚେକ୍ଟାକରି ଥିଲା କି ସ୍ୱାମି ପାଖାକୁ ଆଶିବାକୁ ।

  • @PsychologyTreadingNo1
    @PsychologyTreadingNo1 3 роки тому

    ପୁଅ ta ମୂର୍ଖ.......... ମୂର୍ଖ ତା ପାଇଁ ଏମିତି ପୁଅ ଟି ହେଉଛି

  • @siddharthmahapatra9372
    @siddharthmahapatra9372 4 роки тому +4

    Miss you, jharana madam.....💖🙏

  • @biswajitdas6900
    @biswajitdas6900 4 роки тому

    2 ମାସ ଗୋଟେ ଝିଅ ପର ପୁରୁଷ ଘରେ ରହି ବି ତାର କିଛି ଭୁଲ ନାହିଁ । ସବୁ ଭୁଲ ପୁରୁଷ ର । ଭୋଗବନ ରାମ ବି ମାତା ସୀତାଙ୍କୁ ଗ୍ରହଣ କରିଥିଲେ କି??? ଲୋକ ଟାର କଥା ବି ଟିକେ ଶୁଣିଲଣି

  • @kumarsumant2899
    @kumarsumant2899 4 роки тому +17

    I'm a big fan of dis Show but First time I feel judgement is not perfect....